ମୁଁ କିଏ ? କିପରି ପାଇବେ ଏହାର ଉତ୍ତର ? Who am i ll Maharishi Raman ll Swami Vivekanand l Acharya Swarup
HTML-код
- Опубликовано: 31 авг 2021
- ମୁଁ କିଏ ? କିପରି ପାଇବେ ଏହାର ଉତ୍ତର ? Who am i ll Maharishi Raman ll Swami Vivekanand l Acharya Swarup
ସନାତନ ଧର୍ମ ର ସଦଗୁରୁ ମାନଙ୍କର ଏହିପରି ଗାଥା ଆପଣଙ୍କ ମନକୁ ଶାନ୍ତି ଓ ପବିତ୍ରତା ଦେଉଥିଲେ -Please SUBSCRIBE ❤️❤️❤️ and SHARE ✅
This is a spiritual channel to provide life changing lessons through stories by Acharya swarup.
Acharya Swarup is a young monk of pure vedic culture.
• ଜାତି, ବର୍ଣ୍ଣ ,ସମ୍ପ୍ରଦାୟ , ସାମାଜିକ ବ୍ୟବସ୍ଥା ଓ ବାହ୍ୟ ଆଚାର ବିଚାର ଆଦି ସମସ୍ତ ଧାରଣା ର ଉର୍ଦ୍ଧ୍ବରେ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ସର୍ବ ପ୍ରଧାନ ଅଟେ l
• ନିଜର ଆଧ୍ୟାତ୍ମିକ ବିକାଶ କରିବା ପ୍ରତ୍ୟେକ ବ୍ୟକ୍ତିର ଜନ୍ମଗତ ଅଧିକାର l
• ଜୀବନରେ ସତ୍ୟ, ଶାନ୍ତି, ପବିତ୍ରତା ଓ ସର୍ବୋପରି ପରମ ପିତା ପରମାତ୍ମା ଙ୍କୁ ପ୍ରାପ୍ତି ସମସ୍ତଙ୍କର ଲକ୍ଷ୍ୟ l
• ମାତ୍ର, ଜୀବନରେ ଦୁଃଖ, ଦ୍ଵନ୍ଦ,ଈର୍ଷା,ପ୍ରତିକୂଳ ପରିସ୍ଥିତି, ଦାରିଦ୍ର୍ୟ,ରୋଗ, ବ୍ୟାଧି, ସାମାଜିକ ଓ ପାରିବାରିକ କଳହ, ପରସ୍ପର ଭୁଲ୍ ବୁଝାମଣା ଆଦି ଅନେକ କାରଣରୁ ମନୁଷ୍ୟ ର ଆତ୍ମ କଲ୍ୟାଣ ହୋଇ ପାରେ ନାହିଁ l
• ଜୀବନରେ କେବଳ ଅଶାନ୍ତି ହିଁ ଅଶାନ୍ତି ଲାଗି ରହିଥାଏl
ଏ ସମସ୍ତ ଦୁଃଖରୁ ମୁକ୍ତ ହେବାର ଉପାୟ " ଆତ୍ମଜ୍ଞାନ "
ଏବଂ ଆଧ୍ୟାତ୍ମ ବିକାଶ (Spiritual Development) ଏହାର ମାର୍ଗ l
ତେଣୁ ଆଧ୍ୟାତ୍ମ୍ୟ ବିକାଶ ପାଇଁ କିଛି ତଥ୍ଯ ଓ ସତ୍ୟ ସମ୍ବଳିତ କଥା ଓ ଗାଥା କୁ ନେଇ
ଆଚାର୍ଯ୍ୟ ସ୍ୱରୂପ( Acharya Swarup) ଙ୍କର ଏହା ଏକ କ୍ଷୁଦ୍ର ପ୍ରୟାସ l
"ବାସୁଦେବ ସର୍ବମ୍" ର ମହାନ୍ ସାର୍ବଭୌମ ଚେତନା ରେ ପ୍ରତ୍ୟେକ ମାନବର ଆଧ୍ୟାତ୍ମ୍ୟ ବିକାଶ- ଆମର ଲକ୍ଷ୍ୟ l
•••ଏ ସମଗ୍ର ବିଶ୍ୱ ମୋର ପରିବାର •••
{{ ବସୁଧୈବ କୁଟୁମ୍ବକମ୍ }}
#Acharyswarup
ଆପଣ ବହୁତ୍ ଶାନ୍ତ ଓ ସରଳ ମହାତ୍ମା 🙏🙏
Jay Jagannath Jay guru 🙏🙏🙏❤️
ଆପଣଙ୍କୁ ହୃଦୟରୁ ପ୍ରଣାମ 🙏 କରୁଚି
ମୋର ପ୍ରଣାମ ଗ୍ରହଣ କରନ୍ତୁ 🙏
👍👍👍ଜୈ ଶ୍ରୀରାମ
ଜୟ ଜଗନ୍ନାଥ
ଜୟଗୁରୁ ଜୟଗୁରୁ
ଆଜ୍ଞା🙏🏻🙏🏻🙏🏻 ଅତ୍ୟନ୍ତ ଆନନ୍ଦ ଲାଗିଲା
ॐ ଶ୍ରୀ ଗୁରୁବେ ନମୋଃ 🙏🙏🙏
ବହୁତ ସୁନ୍ଦର 🙏🙏🙏🙏🙏🙏
Jai sri Guru jai sri Jagannath
Right sata katha jai jagannth
Bhahut kichi sikhilu ethiru 🙇♀️🙇♀️🙇♀️🙏🙏🙏
Pranam gurudev
ऐसा भगवान का धर्म कथा सुनने के बाद बहुत अच्छा लग रहा है ऐसा रोज हमको भेजो हम भी सुनने का हर दिन प्यार रहते हैं यह मेरा कसम जय श्री राम
ଜୟ ଶ୍ରୀଜଗନ୍ନାଥ। ଓଁ ଶ୍ରୀ ଗୁରବେ ନମଃ।🙏🙏🙏
Jay Jagannath Jay guru 🙏🙏🙏❤️
Thanks gurugi God bless you allways Guru 🙏🙏❤️😘
ଜୟ ଜଗନ୍ନାଥ🙏
Thank you for your divine knowledge 🙏🙏❤️
Jay jagannath 🙏🙏 pranam Guruji 🙏🙏
Jay Jagannath
bahuta bhala laguchhi
🙏🙏🙏
Jay guru🙏🙏🙏
Jayguru 😌😌😌❤❤❤
Very good motivation advice.
Jay Jagannath Jay guru 🙏🙏🙏
ଆପଣଙ୍କୁ ମୋ ହୃଦୟ ରୁ ଅନନ୍ତକୋଟି ପ୍ରଣାମ
ATI sundar bisaya....Jay jagannath swami🙏
OM GOD SHIBA SHANKAR GURU MAHAGAGESWAR BUDHIA NAMAH SHIBAY
🌸🌸jay guru🌸🌸
Om shanti
Jayaguru jayaguru
Radhe Radhe dandabat pranam Maharaj ji Radhe Radhe
Jay Jagannath Jay guru 🙏🙏🙏
Jay guru dev
Jay gurudev 🙏🙏🙏🙏🙏🙏🙏
Dandabata Acharya mahasaya.
Jay jagannath.
Jay Guru.
Jay Jagannath Jay guru 🙏🙏🙏
guru govinda
Jay guru dev 🙏🙏🙏🙏🙏
Jay guru 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 jay Jagannath Swami
Jay Jagannath Jay guru 🙏🙏🙏
Jai gurudev
Bahut sundar🙏🙏🙏
Jay jagannath, savinku sat budhi dia
jay jaganatha
Jayguru🙏
Jay Jagannath swami
ଜୟ ଜଗନ୍ନାଥ ଜୟ ଗୁରୁ 🙏🏻🙏🏻🙏🏻
Guruji pranam
True
Beautiful explanation 👌
Jay Jagannath Jay guru 🙏🙏🙏
Jay Sri ram
Jesus bless u bro
ମୁଁ କିଏ, ପରମେଶ୍ୱର ଙ୍କର ଗୋଟିଏ ଅଂଶ, ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭଵ ତୁମେ 🌹🙏🌹
Jay Jagannath Jay guru 🙏🙏🙏
ଜୟ ଶ୍ରୀ କ୍ରିଷ୍ଣା 🙏🙏🙏🙏🙏
Jay jagannath
Jai Guru
Beautiful explain
🙏
Jay Jagannath
Hare Krishna
Plz, Sir
Sri Jaydev Goswami nkar Sri Gitagobinda kabyara gudha rahasya evam ehara adhyatmika byakhya tike bujhaibe .
Jay Jagannath
🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ 🗽
Jay Jagannath Jay guru 🙏🙏🙏
Jaya Shree Krishna 🙏💐🙏
Super guruji
Nice explanation 🙏🙏
Great.
Ati sundar 🙏
Beautiful 🙏🙏
Jayaguru🙏🙏🙏🌹🙏🙏🙏
Jay Jagannath Jay guru 🙏🙏🙏
Hari om.
🙏🙏🙏🙏
Gurudev aapananka kruparu kichhi ta nischaya aama mananka jiban upare prabhab pakouchi au mo bhitare kichhi paribartanbi heuchi boli anubhab Madhya Kari paruchi
Very nice 🌺🌺🌺🙏🙏🌹🌹
Jay Jagannath 🙏🙌
🙏 🙏🙏🙏🎉
Jay Jagannath Jay guru 🙏🙏🙏
Nice advice.
🙏🙏🙏🙏🙏🙏maa
Jay Jagannath Jay guru 🙏🙏🙏
Jay Jagannath 🙏🙏🙏
Jay sri ram 🙏🙏🙏🙏🙏🙏🙏
मैं दिल से कहता हूं धर्म कौन करता है वह बड़ा होता है
Jay, jagannath
Jay Jagannath Jay guru 🙏🙏🙏
🙏🙏🙏🙏🙏🙏💯
Bibel padantu srutikarta parmeswarankakujani paribe .mu kia.ahar arth Jani pariba. jisu khirsrta Maha purushanka Bishayare janiparibe
Jay Jagannath Jay guru 🙏🙏🙏
Only Self Realization.
Jai hindu rastro
Hridaya ru pranama karuchhi 🙏 apanka katha pareka sabda jemiti laguchhi krishna nka bani satare mu kia ?sansar micha maya au kichhi bi nahi ? Jay shree krishna 🙏🙏🙏🙏
Jay Jagannath Jay guru 🙏🙏🙏
@@AdhyatmaBikash 🙏🙏
ଜୟ ଗୁରୁ ଦେବ 🙏🙏🙏🙏❤️
ନଵର ଦେବ
First year
ମୁଁ କିଏ,,,, ଆମେ ଜାଣିବୁ କେମେତେ,,,କିଛି ସୁତ୍ର ଦିଅନ୍ତୁ ନିଜକୁ ଚିହ୍ନି ବା ପାଇଁ😐😐
ନିଶ୍ଚିତ ଭାବରେ
ଏ ବାଣି ସୁଣିବାକୁ ବହୁତ ଇଛା 😮😮😮
Jingyasa kon
Guru ji apana nka no diantu
ଆଚାର୍ଯ୍ୟଦେବ ଗୋଟିଏ ଅନୁରୋଧ ଅଛି,କି ପରମପୁରୁଷ "ରାମକୃଷ୍ଣ"ଙ୍କ ନାମ ନେବା ସମୟରେ ପ୍ରେମମୟ ଠାକୁର ଅଥବା ଶ୍ରୀ ଶ୍ରୀ ରାମକୃଷ୍ଣଦେବ ବା ପରମହଂସଦେବ ବୋଲି ସମ୍ବୋଧନ କଲେ ଆହୁରି ସୁନ୍ଦର ହେବ..।କାରଣ ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦଙ୍କ ଆଧ୍ୟାତ୍ମିକ ଜୀବନ ଉପରେ କଳ୍ପତରୁ ଶ୍ରୀ ଶ୍ରୀ ରାମକୃଷ୍ଣଦେବଙ୍କ ଦିବ୍ୟ ଜୀବନ ଆଉ ଦିବ୍ୟଭାବ ବହୁତ ପ୍ରଭାବ ପକେଇଥିଲା..।ପ୍ରସଙ୍ଗାନୁକ୍ରମେ ବର୍ଣ୍ଣନା ଦେଖିବାକୁ ମିଳେ କି ଶ୍ରୀ ଶ୍ରୀ ନିଗମାନନ୍ଦଦେବଙ୍କ ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ ପୂର୍ବରୁ ସେ ଦିବ୍ୟଜନନୀ ଶ୍ରୀମା ସାରଦାମଣିଙ୍କ ସନ୍ନିକଟକୁ ଦର୍ଶନାର୍ଥେ ଗମନ କରିଥିଲେ,ଯେବେ ମା' ସାରଦାମଣି କାହାକୁ ବି ତାଙ୍କ ଚରଣ ସ୍ପର୍ଶ କରିବାକୁ ଅନୁମତି ଦେଉ ନ ଥିଲେ,ସେବେ କିନ୍ତୁ ଶ୍ରୀ ଶ୍ରୀ ନିଗମାନନ୍ଦଦେବ ଶ୍ରୀମାଙ୍କ ଚରଣ ସ୍ପର୍ଶ କରି ତାଙ୍କୁ ପ୍ରଣାମ ହୋଇଥିଲେ..।ମା' ତାଙ୍କୁ ଆଦୌ ବାରଣ କରି ନ ଥିଲେ..।ବରଂ କଲ୍ୟାଣ କରି କହିଥିଲେ - " ବାବା ଚିନ୍ତା କରେନା,ତୁ ଯେଉଁ କାର୍ଯ୍ୟ ପାଇଁ ଆସିଛୁ ତାର ପଥ ପ୍ରସ୍ତୁତ ହୋଇସାରିଛି..।ଏବେ ତୋର ଉତ୍ତରଣର ସମୟ ଆଗତ ପ୍ରାୟ..! " ତା' ପରେ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଦେବ, ବିଶ୍ଵମାତା ସାରଦାମଣିଙ୍କ ନିକଟରୁ ବିଦାୟ ନେଇଥିଲେ..।ବାସ୍ତବତଃ ଶ୍ରୀ ଶ୍ରୀ ନିଗମାନନ୍ଦଦେବ, ପରମ ପ୍ରେମମୟ ଯୁଗାବତାର ଠାକୁର ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସ ଦେବଙ୍କୁ ପରମ ବୈଷ୍ଣବ ବୋଲି ଅଭିହିତ କରି ହୃଦୟର ଶ୍ରଦ୍ଧା ସୁମନ ଅର୍ପଣ କରୁଥିଲେ..।ଜୟଗୁରୁ..❤️🙏।ଜୟ ମା'..🌺🙏।
ଆପଣଙ୍କ ଅନୁରୋଧ ମୁଁ ନିଶ୍ଚିତ ରକ୍ଷା କରିବି। ଜୟ ଜଗନ୍ନାଥ ଜୟ ଗୁରୁ🙏🙏🙏❤️❤️❤️
@@AdhyatmaBikash ଆଚାର୍ଯ୍ୟଦେବ ଆପଣଙ୍କ ଉଦାର ମନୋଭାବ ନିକଟରେ ମୁଁ କୃତଜ୍ଞ..💐।ତେଣୁ ସାଦର ପ୍ରଣାମ ସମେତ ଜୟଗୁରୁ..❤️🙏ଜୟ ମା'..🌺🙏ଜୟ ଜଗନ୍ନାଥ..🌸🙏।
ଜୟ ଜଗନ୍ନାଥ
Jay gurudev 🙏🙏🙏🙏🙏🙏🙏
Jay Jagannath
🙏🙏🙏
Jay jagannath
🙏🙏🙏🙏
Jay Jagannath Jay guru 🙏🙏🙏
🙏
Jay Jagannath
Jay Jagannath
🙏
🙏🙏🙏🙏
🙏🙏🙏
Very good motivation advice