Lord of the Multiverse Sri Mahaprabhu Jagannath aau Mother of the Cosmos Maa Mahamaya ku mora koti koti sastang dandvat pranam Jai Jai Maa Mahamaya Jai Jai Sri Mahaprabhu Jagannath Jai Jai Mahakaal Jai Jai Sri Ram Jai Jai Sri Krishna Jai Jai Sri Kalki
❤ Devi Bhagabati accepts whatever beautiful love in little quantity you offer.if the connection with her is real and genuine then she will protect it 💕
ଆମ ବାଣପୁର ର ଭଗବତୀ ସ୍ଵଂୟ ପରମ ବୈଷ୍ଣବୀ parateha maa nka ପାଖରେ ଖେଚୁଡ଼ି ଡାଲମା o ପିଠା ପଣା ଭୋଗ ଲାଗେ ମା ଙ୍କ ର ଏକ special ପିଠା ଭୋଗହେଉଛି "ମାଠ ପୁଳି" ..... ଯାହା ବିଶ୍ୱରେ ବିରଳ ଦୁନିଆ ରେ ଏମିତି ଏକ ମିଠା ଜିନିଷ ଖାଇବା ଆଉ କୋଉଠି ମିଳିବ ନାହିଁ maa ଏହି ଭୋଗ ପଣା ମୁଆଁ ଭୋଗ ଅର୍ପଣ କରାଯାଏ କିନ୍ତୁ ମା ମନ୍ଦିର ରେ ଥିବା ଏକ ଦନ୍ତ ଲଗ୍ନା ବିଗ୍ରହ ମାଆ ବିରଜାଇ ଠାକୁରାଣୀ ଙ୍କୁ ଆମିଷ ଘାଣ୍ଟ ଭୋଗ ଲାଗେ ଭଗବତୀ ମନ୍ଦିର ରେ ଏହି thakurani ଙ୍କୁ ଆମିଷ ଭୋଗ ଲାଗେ 👏✨🙌🤗 ଦକ୍ଷ ପ୍ରଜାପତି ମନ୍ଦିର ହେଉଛି ଓଡ଼ିଶା ର ଏକ ଉତ୍କଳୀୟ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ଯାହା ସେ ସମୟ ରେ ପୁରୀ ମନ୍ଦିର ଓ କୋଣାର୍କ mandir ଯେଉଁ କାରିଗର ମାନେ ନିର୍ମାଣ କରିଥିଲେ ଯାହା ଓଡ଼ିଶା ର ଛୁଞ୍ଚି ମୁନ କାମ ମନ୍ଦିର ପାଇଁ ପ୍ରସିଦ୍ଧ oo ଏହି ମନ୍ଦିର ଓଡ଼ିଶା ର ଦ୍ୱିତୀୟ ଲିଙ୍ଗରାଜ ଭଳି ଶିବ ମନ୍ଦିର.... ଏହି ମନ୍ଦିର ହେଉଛି ଭଗବତୀ ଙ୍କ ବାପା ଘର ଭଗବତୀ ଙ୍କ ପୂଜା ପଣ୍ଡା ସେବକ ମାନେ ହେଉଛନ୍ତି ଭଗବତୀ ଙ୍କ ବାପ ଘର ବଂଶ ଜ ଏମାନେ ଭଗବତୀ ଙ୍କ ପରିଚ୍ଛା ଘର ସେବକ ଭାବେ ବାଣପୁର ରେ ଖ୍ୟାତ
ଜୟ ମା ଭଗବତୀ ମାତା କି ଜୟ 🙏❤️🙏ନିଜ କୋଳରେ ଆମକୁ ମା ଜନ୍ମ ଦେଇଥିବାରୁ, ବାଣପୁର ମାଟିର ସନ୍ତାନ ହୋଇ ଆମ ଜୀବନ ଧନ୍ୟ 🙏❤️🙏
ଜୟ ମା ଭଗବତୀ
ଭାଇନା ଦୂର୍ଗା ପୂଜା ଅଷ୍ଟମି ଦିନରେ ମାଙ୍କୁ ଦର୍ଶନ କରିହେବ କି ନାଇଁ ଟିକେ କହିବେ କି 22/10/2013 ଦିନ
ମାଠପୁଳି ଜଗନ୍ନାଥ ମନ୍ଦିର ରେ ରହିଛି
ଜୟ ମା ଭଗବତୀ। ସୁନ୍ଦର ବର୍ଣ୍ଣନା।
ଜୟ ମାଆ ଭଗବତୀ ଏ କଳ୍କୀ ନାଗୁଣୀ ବିଶ୍ୱାସ ଘାତିନୀଙ୍କୁ ତୁ ଭରଷା ମାଆ
Jay Jagannath Swami nku dekhibaku mana balaichu pravu asirvad karantu
aama banpur aamapae badhae Jaya maa bhagabati
ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମାଁ ଶରଣ ତବ ପାଦ ପଦ୍ମ ଜୟ ମାଁ ଭଗବତୀ ଜୟ ଜଗନ୍ନାଥ
ଆଦ୍ୟା ଦେବୀ ପରାତ ପରା ଭାଗବତୀ ମାତା କୃପା ସାଗରି
ମାଲୋ ଭାଗବତୀ ତୋ ଇଚ୍ଛା ପୂର୍ଣ୍ଣ ହେଉ 🙏🏻
ଜୟ ଜଗତ ଜନନୀ ମା ଭଗବତୀ 🙏ସୌଭାଗ୍ଯ ବଶତ ଥରୁଟିଏ ତୁମର ଦର୍ଶନ ପାଇଥିଲି 🙏ପୁଣି ଯେବେ ତୁମର କୃପା ହେବ ଆଉଥରେ ତମର ଦର୍ଶନ କରିବାକୁ ଯିବି ମା 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
Banapur toka like❤
Jay shree Jagannath Swami Jay maa durga 👣🛐🪔📿🐚🪷🌿🙌🙏🏻🔔🚩☸️🥥🛕🏹🌄🌹🙏🏻🙏🏻🙏🏻
ଜୟ ଜଗନ୍ନାଥ ଜୟ ମା ଭଗବତୀ, ଆଶୁତୋଷ ସାର ଆପଣଙ୍କୁ 🙏ପ୍ରଣାମ, ଆମେ ବାଣପୁରର ଆରାଧ୍ୟL ମା ଭଗବତୀଙ୍କ ଅଙ୍ଗଲାଗି ସେବକ ଆପଣଙ୍କ ମୁଖରୁ ମାଙ୍କ ଲୀଳା କଥାମାନ ଶୁଣି ବହୁତ ଆନନ୍ଦ ଲାଗିଲା କିନ୍ତୁ ମାଙ୍କୁ ନେଇ ଅନେକ ଲୋକକଥା ପୁରାଣବର୍ଣିତ କଥା ଇତିହାସ ଓ ମହିମା ମାନ ରହିଅଛି ଯାହା କହିଲେ ସରିବନି l ସେ ଯାହାହଉ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ l
ଜୟ ଶ୍ରୀ ଜଗନ୍ନାଥ
କୋରାପୁଟ ଜିଲ୍ଲାର ଜୟପୁର ସହର ର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମାଁ ଶ୍ରୀ ଭଗବତୀଙ୍କ ପୀଠ ଅବସ୍ଥିତ, ଏହି ପୀଠ ବିଷୟରେ ଆଲୋଚନା କରାଗଲେ ବହୁତ ସୁନ୍ଦର ହୋଇଥାନ୍ତା। ଜୟପୁର ରେ ମାଁ 16ଭୂଜା ଓ ପଦ୍ମଆସନଆ ,ଏହି ପୀଠ କୁ ଜୈନ ଧର୍ମାବଲମ୍ବୀଙ୍କ ମତରେ ଏହା ପଦ୍ମାବତୀଙ୍କ ମୂର୍ତ୍ତି, ବହୁତ ଲାଵାନ୍ୟ ମୂର୍ତ୍ତି ଅଟେ
Mo maa Bhagabati As❤
Jay maa Jay maa 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🌺🌺🌺🌺🌺🌺🌺🌺🌺🌺🌺
ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕
ମାଆ
ହେଲେ ଭଗବତୀ ଙ୍କ ଷ୍ଟୋରୀ କହିଲେଣି ସେହି story heuchi
ମାଆ ପ୍ରଥମେ ଗୋଟିଏ କ୍ଷୀର କୋଳି ଗଛ ମୂଳ ରେ ଥିଲେ ସେଠାରେ ଶାଳିଆ ନଈ କୂଳରେ ଅବସ୍ଥିତ ସେଠାରେ ବାଣପୁର ର ଅଚିୟୁତ୍ ରାଜ ପୁର ବ୍ରାହ୍ମଣ ଶାସନ ର ବ୍ରାହ୍ମଣ ମାନେ ଚଣ୍ଡୀ ପାଠ କରୁଥିଲେ maa ଶୁଣୁ ଥିଲେ ଏମିତି କିଛି ଦିନ ଗଲା ପରେ ମା ପାରିକୁଦ ରାଜା ଙ୍କୁ ସ୍ବପ୍ନ ଦେଶ ଦେଲେ ତାପରେ ପାରିକୁଦ ରାଜା ମା ଙ୍କୁ ସ୍ଥାପନା କରାଇଥିଲେ 🤗👏👏🙌
Maa bhagabati pranama🙏🌺🌑❗🌑🌺jay shree Jagannath baba samastank dukha dura karathantu 🙏🙏🙏🙏🙏🙏🙏🙏🙏🙏🙏🙏
Jay Guru Jay Jagannath Jay Maa Bhagavathi
ଭଦ୍ରକ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଙ୍କ ବିଷୟରେ ମା ଙ୍କ ଗୁଣ ଗାନ କରନ୍ତୁ ଜୟ ଶ୍ରୀ ଜଗନ୍ନାଥ ଜୟ ମା ଭଦ୍ରକାଳୀ 🙏🌹
ଜୟ ଜଗନ୍ନାଥ ଜୟ ମା ଭଗବତୀ ଆଶୁତୋଷ ସାର ଆପଣଙ୍କୁ ଦଣ୍ଡବତ ମା'ଙ୍କ ମହିମା ଗାରିମା ତାଙ୍କ ବିଷୟ ରେ ବହୁତ କିଛି ଶୁଣେଇଲେ ଆପଣଙ୍କୁ ଧନ୍ୟବାଦ,
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ sir🙇🙇🙏🙏
Jaya Maa Bhagabati🙏🙏🙏🙏
Jaya Jagannatha🙏🙏🙏🙏
Mo Maa Bhagabati Debei Namah 🙏🙏🙏🌺🌺
"ଜଣେ ପୂଜକ ଥରେ ତାଙ୍କ ପୁଅକୁ ମା ଙ୍କ ପାଖକୁ ପୂଜା କରିବାକୁ ପଠେଇଥିଲେ ପୁଅ ଆସିବାରେ ବିଳମ୍ବ ହେବାରୁ ସେ ମନ୍ଦିର ଭିତରକୁ ଯାଇ ଦେଖିଲେ ମା ତାକୁ ବଳି ଆକାରରେ କାଟିକି ଖାଉଛନ୍ତି କି ଖାଇବାକୁ ଯାଉଛନ୍ତି ଏହା ଦେଖି ସେ ପୂଜକ ମା ଙ୍କୁ ଗୋଟେ ଯାବଡା ମାରିଥିଲେ ଓ ମା ଙ୍କ ମୁହଁ ବୁଲି ଯାଇଥିଲା ଆଜି ଯାଏଁ ସେମିତି ବୁଲିକି ଅଛି" ଆମେ ଏପରି ଶୁଣିଛୁ......ଏହା ସତ ନା ମିଛ କିଏ ଜାଣିଛନ୍ତି ଯଦି କୁହନ୍ତୁ....ଆଉ ଲୋକ ଏମିତି ବି କୁହନ୍ତି ଭଗବତୀ ଭଳି କଣ ମୁହଁ ଟା ବୁଲିଯାଇଚି
ଲୋକାଚାର ଖାଲି
Lord of the Multiverse Sri Mahaprabhu Jagannath aau Mother of the Cosmos Maa Mahamaya ku mora koti koti sastang dandvat pranam
Jai Jai Maa Mahamaya
Jai Jai Sri Mahaprabhu Jagannath
Jai Jai Mahakaal
Jai Jai Sri Ram
Jai Jai Sri Krishna
Jai Jai Sri Kalki
Jaya Sree Jagannatha Swami Jaya Jaya Maa Jagata Janani Jagadamba Snehamayee Karunamayee Maa Bhagabati Biswara Bhaktara Mangala Karuthau Maa
Mo maa bhagabati 🙏🙏🙏❤️🥰
Pravu Jagannath apananku chakra adhuala kari rakhantu🙏🏻🙏🏻🙏🏻🙏🏻🙏🏻🙏🏻
ଜୟ ଶ୍ରୀ ଜଗନ୍ନାଥ ମଣିମା 🙏❤️🙏
ଜୟ ମାଆ ଭଗବତୀ ମା ଲୋ🙏🌺🙏
କୃପା ଡୋଳେ ଚାହିଁ ଥାଅ ତୋର ସନ୍ତାନେ 🙏😭❤️🙏
ଜୟ ଜଗନନାଥ ସ୍ବାମୀ🙏❤️🙏
ଓଁ ନମଃ ଭଗବତେ 🙏❤️🙏
ଓଁ ନମଃ ଭଗବତୀ🙏❤️🙏
ମା ଭଗବତୀ 🙏🙏🙏🥰🥰
ଆଶୁତୋଷ siir ମହାପ୍ରଭୁ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ।
ଅତି ସୁନ୍ଦର ଉପସ୍ଥାପନା 🙏🙏🙌🙌🥰
Jay maa bhagabati🌹🙏🙏🙏🙏🙏🙏🙏🙏....
Hey Maa Mangala Maa mo dukha fedi dia maa jagatjanani.
ଜୟ ଜଗନ୍ନାଥ,ଜୟ ମା ଭଗବତୀ 🙏🙏🌷🙏🙏🌷🙏🙏
Maa tumari ashirvad dia mate maa❤🙏
Maa 🌺👏
Bohut sunder bohut sunder bohut sunder vyakhya
Maa bhagabati nka ra jai 🙏🙏
ଜୟ ଜଗନ୍ନାଥ।ଜୟ ମା ଭଗବତୀ।
🙏🙏🙏🙏🌺🌺🌺🌺 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ ଭବ ତୁମେ Jay mata di 🌺🌺🌺🌺🙏🙏🙏🙏
Jay jagannath🙏🙏🙏. Jay maa. ❤❤❤
ମୋ ମା ଭଗବତୀଙ୍କ ଶ୍ରୀ ଚରଣ କମଳ ତଳେ କୋଟି କୋଟି ପ୍ରଣାମ
ଏ କ୍ଷେତ୍ର ରେ ଜନ୍ମ ହୋଇ ଜୀବନ ଧନ୍ୟ ହୋଇଛି
ଲୋ ମାଆ ❤️❤️❤️❤️❤️😭😭😭😭😭🙏🙏🙏🙏🙏
ଜୟ ଜଗନ୍ନାଥ ଭାଇ ମୁଁ ବାଣପୁର ର
Jay maa Jay jagannath
Jay maa Bhagwati.Jai Jagannath .
Jay maa bhagwati tor sree charne koti koti pranam
ଜୟ ମା ଭଗବତୀ....🙏🙏🙏
ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
ଜୟ ଜଗନ୍ନାଥ ଜୟ ମା ଭଗବତୀ ଙ୍କୁ ପ୍ରଣାମ,Sir ମା ମାନଙ୍କର ସବୁ କଥା କୁ ନେଇ ସଖିପ୍ତରେ ପୁସ୍ତକ ଟିଏ କରାନ୍ତୁ ❤ 15:36
Jay jagannath swami 🙏🏼🙏🏼🙏🏼🙏🏼🙏🏼🙏🏼🙏🏼
ଜୟ ମା ଭଗବତୀ
ଗୁରୁବ୍ରହ୍ମ ମହିମା ଅଲେଖ ଶରଣଂ
ଜୟ ଜଗନ୍ନାଥ ପ୍ରଣାମ
❤ Devi Bhagabati accepts whatever beautiful love in little quantity you offer.if the connection with her is real and genuine then she will protect it 💕
Jay Jagannath
Agnirupa Maa hingula nka bisayare episode karantu
ଜୟ ମା ଭଗବତୀ 🌺🙏🌺😭
ଜୟ ମା ଭଗବତୀ
Jay Jagannath Jay anata Jay ho 🙏🙏🚩
ମୋ ଜଗନ୍ନାଥ ସ୍ୱାମୀ ଙ୍କ ଶ୍ରୀଚରଣ କମଳ ତଳେ କୋଟି କୋଟି ପ୍ରଣାମ
Maa🙏🌸🌺🙏🌸🌺🙏🌸🌺🙏🌸🌺🙏
Jai jagannath.jai maa srabamangala
Jay Ma Bhagabati 🎉
Jay maa Bhagabati 🙏🙏🙏🙏🙏🙏🙏 13:40
He bhagabati ❤🙏
🕉️ ମା ଭଗବତୀ ନମସତୁଭ୍ୟମ୍ ନମୋ ନମଃ 🙏🙏🙏🙏🙏
Jay Durga Madhab 🙏🙌
Maa 🙏❤
Jay mataji 🌹🙏
🙏💐 Jay Mata Di 💐🙏🪔🪔🪔🪔🌹🌹🌹🌹🌸🌸🌸🌺🌺🌺🌺♥️♥️♥️
Oo ଦୋଳ ପୂର୍ଣ୍ଣିମା ସମୟ ଭଗବତୀ ମା ଚାଚେରୀ ଭୋଗ ସୁଖୁଲି ଭୋଗ ଖାଉଥିଲା ବେଳେ ଏହି parichaa ଘର ସେବକ ଙ୍କ ଘରେ ଶଙ୍ଖୁଡ଼ି ଭୋଗ ଗ୍ରହଣ karanti jemiti ବାପ ଘରକୁ ଝିଅ ଅସେ ମା ଙଙ୍କର ଆହୁରି କେତେ ଗୁଡ଼ିଏ story/କିମ୍ବଦନ୍ତୀ ଅଛି.... ଆଊ ବାଣପୁର ଘରେ ଘରେ ପୁରେ ପୁରେ ଗାଁ ରେ ରେ ଯେତେ କ ମାଙ୍ଗଳିକ କାର୍ଯ୍ୟ hue ଭୋଜି ରାନ୍ଧିବା ଠାରୁ ବାହାଘର ପର୍ଯ୍ୟନ୍ତନୂତନ କରିବା ମଧ୍ୟ ରେ ମା ଙ୍କ ମୂଆଁ ପ୍ରାସାଦ ଭୋଗ ଆସି ମା ଙ୍କ ଆଜ୍ଞା ମାଳ ରୂପେ ଆସନ୍ତି maa ଯୋଗ ଦିଅନ୍ତି jemiti Jagannath ଙ୍କ ଆଜ୍ଞା ମାଳ ଫୁଲ ଭୋଗ କପଡା ଇତ୍ୟାଦି 👏 ଆମ ବାଣପୁରିଆ କିଏ ଜିୟଦି ପଢୁଚ ଆଉ କିଛି ମା ଙ୍କ ତଥ୍ୟ ପ୍ରଦାନ କର
Jay shree mahaprabhu sir pranm😢
JAY JAGANNATH🙏❤🙏❤
Jay Maa Bhagabati
Jay maa bhagavati
Jay jagannath swami 🙏🙏🙏
Asutosh sir you amazing ❤
Mo maa sabubele dayalu🙏🙏🙏
Jai jagannath jai mohaprovu
Jay shree Jagannath 🙏
Jay maa ଭଗ ବ ତୀ 🙏🙏Jay❤ Jagannath ❤️🙏
Jay maa vagobti Mata ki Jay
Jay Jagannath Swami
Jay Jagannath ❤
Jay Maa Bhagavati 🌹🙏🏻
Jai Jagannath 🙏 Jai Maa Bhagavati🙏
Jay maa 🙏 ♥️
Jay Maa Bhagabati Namh
Dhanyabad bhai
😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢
Ma Bhagati Durge Durgatinashini
Maa 🙏
Jay maa
Jay mata di
Jay maa bhagwati ❤🙏🌺🪔🙏
Jai Jagannath Jai Maa Adishakti ❤
Bhai aau gote nibedana maa kalijai
Jai Mata di 🙏 🙏 🙏 🕉️ 🕉️ 🕉️
Maa❤
Mu kali darshan kali...❤❤❤
ଜୟ ଜଗନ୍ନାଥ 😊
Jay jagannath🙏
❤mo maa mo Kalia 🙏
Jay jagannath Jay Maa Durga
Jagannath heuchanti saskahta daskhina kareka