ଦୁଃଖ ଦେଇଗଲା ଦରଦୀ ବନ୍ଧୁ / mitunavlogs / konarkgananatya / jatra singar / sakhyatkar video /

Поделиться
HTML-код
  • Опубликовано: 3 янв 2025

Комментарии • 1,4 тыс.

  • @shyamsundarosu2966
    @shyamsundarosu2966 Год назад +8

    ସତରେ ସାର୍ ଆପଣ ଓଡିଶାର ଉଦିତ ନାରାୟଣ ,Com Back Sir yatra ,I miss you ,❤❤❤❤ you,

  • @Babunu2019
    @Babunu2019 Год назад +18

    ବହୁତ ଦିନର ବ୍ୟବଧାନ ପରେ ଦେଖିଲି ଏବଂ ଶୁଣିଲି ଜଣେ Singer ଭଳି Singer ଙ୍କୁ , ବାସ୍ତବରେ ଆପଣଙ୍କ କଣ୍ଠରେ ଯାଦୁ ରହିଛି , ଧନ୍ୟବାଦ " ପିତବାସ ବାବୁ"

  • @babudash1336
    @babudash1336 Год назад +15

    Wao ଅତି ସୁନ୍ଦର୍ ଦୁଃଖ ଦେଇଗଲା ଦର ଦି ବନ୍ଧୁ ପୀତବାସ କର ଗାୟକ ମହାଶୟ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା
    ମିଟୁ ନା ଅପା ଙ୍କୁ ନମସ୍କାର ।।

  • @sagarkumar-tv8jh
    @sagarkumar-tv8jh Год назад +9

    ଦୁଃଖ ଦେଇଗଲା ଦରଦି ବନ୍ଧୁ..... Natak jemity... Singer bi semity 🙏🙏🙏🙏🙏🙏🙏🙏thank you so much ଅପା

  • @mr.mastershine130
    @mr.mastershine130 Год назад +5

    ବହୁତ ସୁନ୍ଦର,
    ସେ ଅଭୂଲା ହୃଦୟ ର ଗୀତକୁ କିଏ ବା ଭୁଲିପାରିବ।

  • @bishnuprasadbehera9547
    @bishnuprasadbehera9547 2 месяца назад +2

    Super super singer

  • @babupc45
    @babupc45 Год назад +4

    A great voice and a great singing. Even a non oriya person like me (telugu), I still repeatedly here this song. Thanks for showing this singer.

  • @gopinathmahananda3953
    @gopinathmahananda3953 Год назад +2

    Bahut echha thila Dardi bandhu nku dekhiba pain ases dhanyabad Mituna bhauni

  • @ChinmayaKuBehera-yd2oy
    @ChinmayaKuBehera-yd2oy 8 месяцев назад +3

    Dhanyawad
    ଅସଲରେ କହିବାକୁ ଗଲେ
    ମୂଜିକ ସହ ଗାଇବା ଠାରୁ ବିନା ମୂଜିକ୍ ରେ ତାଙ୍କ ସ୍ବର ଅତି ନିଆରା।

    • @mitunavlogs1379
      @mitunavlogs1379  8 месяцев назад +1

      Dhanyabad 🙏

    • @ChinmayaKuBehera-yd2oy
      @ChinmayaKuBehera-yd2oy 8 месяцев назад

      ଆପଣଙ୍କ ପରି ଜଣେ ଜଣେ ନିଛକ କଳାକାର ପାଇଁ ଜଲିଓଡ ନିଜର ସ୍ଥାନ ଶୃଙ୍ଖଳିତ କରିପାରିଛି।
      ତୁମ ଭିଡିଓ ଦେଖି ଭଲ ଲାଗିଲା।

  • @jashobantanaik7655
    @jashobantanaik7655 Год назад +2

    Mituna didi pain amiti jane singer ku dekhiparilu,tank bisaya re janiparilu, thanks thanks thanks ❤,apana talcher thare asantu,maa hingula darshan karantu

  • @prakrutipremiromeo9697
    @prakrutipremiromeo9697 Год назад +3

    ଆଜିବି ସେ ପିଲାଦିନ ମାନେ ପଡ଼ିଗଲା.. ବହୁତ୍ ସୁନ୍ଦର୍

  • @sibaprasadrana9298
    @sibaprasadrana9298 Год назад +1

    Mituna didi bahut sundar loka ka pakhare pahanchi chanti vidio dekhi bahut khusi laguchi so thanks

  • @anilmahalik3830
    @anilmahalik3830 Год назад +3

    Best Vlog of Mituna Vlog channel...geeta ra mane bujhiki bhijiki gaiba..Pitabasa sir nka pakharu sikhiba katha

  • @skpatra4431
    @skpatra4431 Год назад +2

    Nice vlogs mituna apa

  • @anilsahu9618
    @anilsahu9618 Год назад +10

    ଦିଦି ଆପଣଙ୍କୁ ମୋର ବହୁତ ବହୁତ ଧନ୍ଯବାଦ କୋଟି ନମସ୍କାର ଏମିତି ଜଣେ ମହାନ ଗାୟକ ଙ୍କୁ ସାକ୍ଷାତ କରିଥିବାରୁ। ଅତି ସୁନ୍ଦର ନାଟକ ପ୍ରଥମେ ଆପଣ ମନେ ପକାନ୍ତୁ ସେହି ନାଟକରେ ଆପଣଙ୍କ ଚରିତ୍ର ଆଉ ଚେହେରା କେତେ ହୃଦୟ ବିଦାରକ ଥିଲା ନାଟକର କାହାଣୀ ଅତି ବଳବତ୍ତର ଏବଂ ଜୀବନ୍ତ ଥିଲା

  • @AlokRojiLyfStyle
    @AlokRojiLyfStyle Год назад +42

    ବହୁତ ବହୁତ ଧନ୍ୟବାଦ ମିଟିନା ଅପା ଏମିତି ଜଣେ ଗାୟକଙ୍କର ସାକ୍ଷାତ କାର ନେଇଥିବାରୁ ।ପୀତବାସ ଭାଇ ଆମ ଗାଁ ଡ୍ରାମାରେ ପ୍ରତିବର୍ଷ ଆସନ୍ତି ।

  • @satyaartcreations8186
    @satyaartcreations8186 Год назад +10

    Wow osm voice great singer clear voice super duper

  • @NirmalDas-p2e
    @NirmalDas-p2e 9 месяцев назад +1

    Best jatra dukha Dai gala daradi bandhu

  • @bapujipatra4837
    @bapujipatra4837 Год назад +32

    KONARK APERA IS AN EMOTION .ଭାଇ ଙ୍କୁ କୋଟି କୋଟି ନମସ୍କାର ।ସୁନ୍ଦର ଗୀତ ଗାଇ, ଚିରଦିନ ପାଇଁ ଦର୍ଶକ ନିକଟରେ ଆଦୃତ ହେଉଥିବେ। ମୁଁ konark apera ର 2001 ରୁ ପୁରୁଣା ପ୍ରଶଂସକ। କୋଣାର୍କ ଅପେରା no -1 ,Mituna Vlogs No-1।

    • @mitunavlogs1379
      @mitunavlogs1379  Год назад +3

      Bahut bahut dhanyawad agyan 🙏🙏🙏

    • @s.sgamer1361
      @s.sgamer1361 Год назад +1

      Best singer

    • @kshitishbehera3319
      @kshitishbehera3319 Год назад

      ମିଟୁନା ଅପା ଙ୍କୁ ମୋର ବହୁତ୍ ବହୁତ୍ ଧନ୍ୟବାଦ୍ ମୁଁ କଣ କହି ତାଙ୍କୁ ଧନ୍ୟବାଦ୍ ଦେଵି ନିଜେ ବି ଜାଣିନି ଖାଲି ଏତିକି କହିବି ଅପା ତୁମେ ବହୁତ୍ ଭଲ ଆଉ ଭଲ କଳାକାର ମଧ୍ୟ।ଆଜି ଏଇ mituna vlogs channel ଖୋଲିଥିବାରୁ ଆମମାନଙ୍କ ପାଖକୁ ବହୁତ୍ ଭଲ ଭଲ କଥା ଭଲ ଭଲ ଲୋକ ଙ୍କୁ ଆଣି ପରିଚୟ କରୁଥିବାରୁ।ଆଉ ଆପଣଙ୍କ ଅଭିନୟ ଏତେ ଭଲ ଲାଗୁଛି ଯେ କହିଵା ପାଇଁ ମୋ ପାଖେ ଭାଷା ନାହିଁ। ମୁଁ ଜଣେ ତୁମର ବହୁତ୍ ବଡ଼ ଫ୍ୟାନ୍ ଆପଣଙ୍କ ଜୀବନ୍ତ ଅଭିନୟ ଦେଖିବାକୁ ବହୁତ୍ ଭଲ ପାଏ। ଏତିକି କହିବି ଅପା ଯଦି ମୋର ଲେଖାଟି ପଢିଥିବେ ମତେ ନିଶ୍ଚୟ କମେନ୍ଟ ରେ ଜଣେଇବେ।ଆଉ କେତେବେଳେ ସମୟ ମିଳେ ଟିକେ କଥାହେଇ ପାରିବେ କି ମୁଁ କଥା ହେବା ପାଇଁ ଚାହୁଁଚି ।ମୋର no.7008174820 please ଅପା।🙏🙏🙏🙏🙏

  • @sasmitap9784
    @sasmitap9784 3 месяца назад +1

    Best vlog 👍 best video👍 au mituna apa🙏 bi bahut sunder kana au kahibi

  • @pradyumnpradhan9334
    @pradyumnpradhan9334 Год назад +4

    ସୁନ୍ଦର ପ୍ରଚେଷ୍ଟା କରୁଛନ୍ତି mituna ଅପା & rati ଭାଇ

  • @akshayabhol2458
    @akshayabhol2458 Год назад +1

    Bahut badhiya DUKHA DEIGALA DARADI BANDHU JAI JAGANNATH

  • @bindasskaju
    @bindasskaju Год назад +3

    Best singer.....apa pallavi role(jangal dasyu birappan) pura jhakkas.....bahut badhiya singer with great song composition

  • @hariharpalata6759
    @hariharpalata6759 Год назад +1

    Best singer Bahuta badiya song dukha deigala daradibandhu

  • @pkjenapkjena8284
    @pkjenapkjena8284 Год назад +3

    Bhauta badhia singer🙏🏻🙏🏻🙏🏻🙏🏻

  • @rajendrapradhan8014
    @rajendrapradhan8014 Год назад +2

    Fantastic Singer. Thank u so much for your effort to reach to him and for this conversation . Jai Shree Jagannath

  • @SofunnyAnimalsss
    @SofunnyAnimalsss Год назад +10

    ବହୁତ ସୁନ୍ଦର ଭିଡ଼ିଓ ଆଜିର, tq ମିଟୁନା ଅପା 🙏

  • @tikichandra9410
    @tikichandra9410 Год назад +1

    ବହୁତ ସୁନ୍ଦର ସାକ୍ଷାତକାର 👌👌👌👌

  • @chaitanyabariki810
    @chaitanyabariki810 Год назад +15

    ଶୁଭେଚ୍ଛା ମାଡାମ 🙏🙏🙏 ଶୁଭ ମଂଗଳ ବାର ରେ ବଳିଷ୍ଠ ଉପସ୍ଥାପନା 🙏🙏 ବହୁତ ବହୁତ ଧନ୍ୟବାଦ 🙏 ପିତବାସ ସାର୍ ଙ୍କୁ ଶୁଭେଚ୍ଛା 🙏🙏 ଶ୍ରୀଧରଭାଇ ଙ୍କୁ ଶୁଭେଚ୍ଛା 🙏🙏 ଆପଣ ମାନେ ଏମିତି ଆଗକୁ ଯାଆନ୍ତୁ 🙏🙏🙏 ଠାକୁର ତୁମକୁ ଆଶିର୍ବାଦ କରନ୍ତୁ 🙏🙏 ଜୟ ଜଗନ୍ନାଥ ସ୍ବାମୀ 🙏🙏 ଜୟ କୋଣାର୍କ ଗଣନାଟ୍ୟ 🙏🙏🙏🙏🙏🙏

  • @gopinathabehera5625
    @gopinathabehera5625 Год назад +2

    Jay jagannath🙏🙏🙏 bhai bahut sundar video

  • @ramakaran9224
    @ramakaran9224 Год назад +7

    Wow. So sweet melodious voice. Dukha ଦେଇଗଲା ଦରଦୀ ବନ୍ଧୁ ia one of my favorite song. Really Pitabash Kar is the Udit Narayan of Odisha. Not only his voice, his appearance and personality are also resemblance with Udit Sir.Keep it up. God bless you

  • @santoshkumarnayak2143
    @santoshkumarnayak2143 Год назад +1

    ସୁନ୍ଦର ବ୍ୟକ୍ତିତ୍ୱ ସୁନ୍ଦର କଣ୍ଠ ♥️♥️♥️

  • @sanjaysahoo9406
    @sanjaysahoo9406 Год назад +8

    Pitabas kar best singer of odisha jollywood industry .nice voice .vai aama village drama ku aasithile singing karibaku bohut vala gaaile .super 👌👌👍

  • @BhikaricharanDas-y5n
    @BhikaricharanDas-y5n 11 месяцев назад +2

    Thank you very much for proving these things.

  • @maheshparida7789
    @maheshparida7789 Год назад +3

    Such a nice singer one of the best song in jatra ever...form Kolkata

  • @rockajofficial9536
    @rockajofficial9536 Год назад +2

    Dada... voice mind-blowing...❤️❤️

  • @The_glxsyy.__x
    @The_glxsyy.__x Год назад +3

    ଦୁଖଦାଈ ଗଲା ଦରଦି ବନ୍ଦୁ 😍🥰
    Binod Sir nka acting ♥
    Mituna mam nka acting ♥

  • @debarupatripathy9829
    @debarupatripathy9829 Год назад +2

    ଦୁଃଖ ଦେଇଗଲା ଦରଦୀ ବନ୍ଧୁ ଗୀତ ପୁରା ସୁନ୍ଦର ହେଇଛି ଆଉ ନାଟକ ବି ବହୁତ୍ ବହୁତ୍ ବହୁତ୍ ବହୁତ୍ ଭଲ ହେଇଛି

  • @mynameisnew3783
    @mynameisnew3783 Год назад +52

    ଓଡ଼ିଶା ର ଉଦିତ ନାରାୟଣ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ

    • @prakashmusiccreation8014
      @prakashmusiccreation8014 Год назад +3

      ଓଡ଼ିଶା ର ଉଦିତ ନାରାୟଣ କେବଳ ଶକ୍ତି ମିଶ୍ର ଙ୍କୁ କୁହାଯାଏ କେବଳ ଚେହେରା ରେ ଯାଅନି

    • @mitunavlogs1379
      @mitunavlogs1379  Год назад +3

      Thanks 🙏

    • @sabitapadhan3539
      @sabitapadhan3539 Год назад +3

      ବହୁତ ଭଲ ଲାଗିଲା

    • @sureshranasinga9639
      @sureshranasinga9639 Год назад +1

      Supar

    • @subratrout647
      @subratrout647 Год назад +1

      Mituna ଅପା ତମେ କଣ ଅଭିନେତ୍ରୀ ତମେ ନିଜେ ଜାଣି ପାରିବ ନାହିଁ,ଯିଏ ଆପଣଙ୍କ ଅଭିନୟ ଦେଖିଛି ସିଏ ଜାଣି ପାରିବ ଆପଣ କୋଉ ଭଳି type ର ଅଭିନେତ୍ରୀ🙏🙏🙏🙏

  • @manassethi5469
    @manassethi5469 4 месяца назад +1

    After longtime I was watching the singer who touch my heart ❤️ with all odisha people. Mituna didi ur acting that time is extremely beautiful.

  • @debabratadas1696
    @debabratadas1696 Год назад +3

    Excellent story and song .Proud of Sukinda constituency jajpur. Thanks to tutu babu and pakua babu.

  • @odiareality7817
    @odiareality7817 Год назад +2

    Best episode mituna apa ... 🙏🙏🙏

  • @bishnucharansahoo6665
    @bishnucharansahoo6665 Год назад +9

    ପିତବାସ କର ଙ୍କ ଘର ଆମ ଘର ପାଖରେ। ସତରେ ମୁଁ ବି ତାଙ୍କୁ ଜାଣି ନ ଥିଲି, ଏଇ ଗୀତ ଶୁଣିଲା ପରେ ମୁଁ ବି ତାଙ୍କୁ ଜାଣିଲି। ଯା ହଉ ଆମ ଏରିଆ ର ନାଁ ତାଙ୍କପାଇଁ ହିଁ ବିଖ୍ୟାତ ହେଲା।I proud of you ପୀତବାସ ବାବୁ.... Always god bless you...

    • @mitunavlogs1379
      @mitunavlogs1379  Год назад +1

      Thanks 🙏

    • @sarojdash7575
      @sarojdash7575 Год назад +1

      ଭାଇ ଆପଣ ପୀତବାସ ଭାଇଙ୍କ ଜିଲ୍ଲା ଓ ଗାଁ ର ନାମ ଟା ଟିକେ କୁହନ୍ତୁ ଆମେ ତାଙ୍କୁ ଆମ ଯାତ୍ରା କୁ ଡାକିବୁ

    • @sarojkumarswain5423
      @sarojkumarswain5423 Год назад

      @@sarojdash7575 ଯାଜପୁର ର କରଞ୍ଜିଆରି

    • @pramodsahoo3938
      @pramodsahoo3938 Год назад

      Kuakhia

  • @byomokeshpatra6223
    @byomokeshpatra6223 Год назад

    ବହୁତ ଧନ୍ୟବାଦ ମିଟୁନା ଅପା, ଜଣେ multi-talented ଗୟାକଙ୍କ interview ନେଲେ.

  • @samirakumarpradhan3247
    @samirakumarpradhan3247 Год назад +3

    Nice vlog mituna appa 👌👌👍👍👏👏👏

  • @bapikhvlogs6499
    @bapikhvlogs6499 Год назад +2

    APA dukha deigala daradi bandhu ra season 2 haba darkar. Bht hit heba.

  • @entertainment23023
    @entertainment23023 Год назад +5

    What a melodious voice.. My all time favourite jollywood song.. konarak...

  • @ashokmahakur8189
    @ashokmahakur8189 3 месяца назад +1

    ବହୁତ ସୁନ୍ଦର ❤❤❤

  • @pravasranjanchakra-il7qr
    @pravasranjanchakra-il7qr Год назад +6

    ଧନ୍ୟବାଦ ମଟୁନା ଅପାଙ୍କୁ ଯିଏ କୋଣାର୍କ ଗଣନାଟ୍ୟ ସୁପର ହିଟ୍ ନାଟକ ଦୁଃଖ ଦେଇ ଗଲା ଦରଦୀ ବନ୍ଧୁ ନାଟକ ରେ ସୁନ୍ଦର ଅଭିନୟ କରିଥିଲେ

  • @rajibaich3127
    @rajibaich3127 Год назад +2

    ❤❤❤Jabardast singer

  • @jayantadas3734
    @jayantadas3734 Год назад +4

    Jatra also producing a tremendous singer like this . Grt performance

  • @basantnayak-xo4mz
    @basantnayak-xo4mz 5 месяцев назад

    ବହୁତ୍ ସୁନ୍ଦର ସୃଷ୍ଟି 🙏

  • @jayadebvolgs
    @jayadebvolgs Год назад +6

    ଓଡ଼ିଶା ର ସବୁ ଗାୟକ ଠାରୁ ସବୁଠାରୁ ନିଆରା ଗାୟକ
    ଧନ୍ୟବାଦ୍ ଅପା ରତି ଭାଈ

  • @sasmitap9784
    @sasmitap9784 3 месяца назад +1

    My favorite jatra au song super 🙏👌👍

  • @diwakarmandal5419
    @diwakarmandal5419 Год назад +3

    Heart touching natak
    Heart touching song
    Many thanks for dardi bandhu singer Bhai

  • @bibhutibhusanparida1637
    @bibhutibhusanparida1637 Год назад +1

    Super se upper vlog mam... song bahut bhala lagila..

  • @ranjitsenapati4864
    @ranjitsenapati4864 Год назад +4

    apa very good the voice of bhaina is too good as in the previous natak daradi bandhu it has not been ruined as the time has passed god bless him jai jagannath

  • @rabindrabiswal1996
    @rabindrabiswal1996 Год назад +2

    Natak Jagatara Milekhunta Natak.. Really heart touching Song 🙏🙏🙏

  • @rinkusahu8775
    @rinkusahu8775 Год назад +6

    ଅପା ଦୁଃଖ ଦେଇଗଲା ଦରଦୀ ବନ୍ଧୁ ନାଟକ ର ନାଟ୍ୟକାର ଶ୍ରୀଯୁକ୍ତ ହୃଷିକେଶ ଷଡ଼ଙ୍ଗୀ ସାର ତାଙ୍କର ଗୋଟେ ଭିଡ଼ିଓ କରନ୍ତୁ ଏବଂ ମୋର ଗୋଟିଏ ପ୍ରଶ୍ନ ଯେ ତାଙ୍କର ଆଉ ନାଟକ ଆସୁନି କଣ ପାଇଁ. ଧନ୍ୟବାଦ 🙏🙏🙏🙏

    • @mitunavlogs1379
      @mitunavlogs1379  Год назад

      Au lekhu nahanti agyan 🙏

    • @rinkusahu8775
      @rinkusahu8775 Год назад

      @@mitunavlogs1379 କିନ୍ତୁ କାହିଁକି ଅପା, ତାଙ୍କ ଲେଖନୀ ବନ୍ଦ ହେବା ପଛରେ କାରଣ କଣ

  • @pradeepsahu9604
    @pradeepsahu9604 Год назад +2

    Mind blowing Daradibandhu sir

  • @puritasahu6555
    @puritasahu6555 Год назад +3

    Jay Jagannath, thankyou singer bhai

  • @pramodchandrabhunya5505
    @pramodchandrabhunya5505 10 месяцев назад +1

    Very good song hits with good yatra artists mituna madam namaskar

  • @prasantkumarsamal2342
    @prasantkumarsamal2342 Год назад +9

    ମିଟୁନା ଅପା ଏ ଭିଡ଼ିଓ ଟି ବହୁତ ଭଲ. ହୋଇଛି ଏ ଗୀତ ଟି ପୀତବାସ ଭାଇ ଗାଈ ଛନ୍ତି ଏ କଥା. ଆଗରୁ ଜଣା ନ. ଥିଲା ଆଜି ବି ଏ ଗୀତ. ଶୁଣିଲା ପରେ. ମନ. ଭିତରେ ରେ ଶିହରଣ. ସୃଷ୍ଟି ହେଉଛି ଯାହା ହଉ. ଭାଇଙ୍କୁ ଭଗବାନ ଭଲରେ. ରେ ରଖନ୍ତୁ ଜୟ ଜଗନ୍ନାଥ

  • @jajatikhatua8603
    @jajatikhatua8603 8 месяцев назад +1

    Really a good voice Bhai ❤❤❤👌👌

  • @daspuja3485
    @daspuja3485 Год назад +9

    ମୋର ବହୁତ୍ ପ୍ରିୟ ଗୀତ ଧନ୍ୟବାଦ୍ ମିଟୁନା ଅପା 🙏

  • @ramachandradas1494
    @ramachandradas1494 Год назад +2

    ନାଟକ ସହିତ ସମସ୍ତ କଳାକାରଙ୍କ ପାଇଁ ତାଙ୍କ ଅଭିନୟ ବି ଖୁବ ପ୍ରସଂଶନୀୟ

  • @sharatnaik5615
    @sharatnaik5615 Год назад +3

    Mada l like this song too much , fully heart touching song. Now a day also every day l listen this song at least once. god bless him for ever

  • @manaskumarpradhan8390
    @manaskumarpradhan8390 Год назад +1

    ଆଜିର ସାକ୍ଷତାକର ବହୁତ ସୁନ୍ଦର ଲାଗିଲା

  • @hrudaykumar3283
    @hrudaykumar3283 Год назад +4

    ଧନ୍ୟବାଦ ମିଟୁନା ଅପା..ମୋର ବି ବହୁତ ପ୍ରିୟ ଯାତ୍ରା ଗୀତ,.ବିଶେଷ କରି ତମର ଅଭିନୟ ବି ସେ ଯାତ୍ରା ରେ ଖୁବ ସୁନ୍ଦର ଥିଲା.

  • @bhaktacharansahu352
    @bhaktacharansahu352 Год назад +1

    Superrrrrrrrrrr bhai mind blowing singer

  • @ranirajput1994
    @ranirajput1994 Год назад +19

    Melodious voice ..my fav jatra song ଦୁଃଖ ଦେଇଗଲା ଦରଦୀ ବନ୍ଧୁ 😍

  • @Js-oy9oh
    @Js-oy9oh 10 месяцев назад +1

    ପ୍ରକୃତରେ ଭିଡିଓ ଟି ବହୁତ ଭଲ ଲାଗିଲା ଆମ ମାନଙ୍କ ମନରେ ଯେଉଁ ପ୍ରଶ୍ନ ଉଂକି ମାରୁଥିଲା ଆପଣ ମାନଙ୍କ କଥା ଶୁଣି ମନ ଭରି ଗଲା ମିଟୁନା ଅପା ବହୁତ ବହୁତ ଧନ୍ୟବାଦ..🙏 ଆପଣଙ୍କ ଅଭିନୟ ବି ଅତି ସୁନ୍ଦର ଲାଗେ..

  • @manojkumarpanda5242
    @manojkumarpanda5242 Год назад +6

    ମନେମନେ ମୁଁ ବହୁତ ଖୋଜିଛି ଧିରେଧିରେ ଚାଲ ଗୋରୀ ଗିତ ସହିତ ଦୈତ୍ୟାରି ନନା ଓ ନଳିନୀ ଅପା ଙ୍କ ର କି ଚମତ୍କାର ଅଭିନୟ

  • @raghunathnayak6829
    @raghunathnayak6829 Год назад +1

    One of your best vlogs

  • @kedarkumar7570
    @kedarkumar7570 Год назад +5

    Best singer in jatra industry

  • @BabulDigal-e8b
    @BabulDigal-e8b 3 месяца назад +1

    Kanarka ra sabu naataka hits ❤❤❤❤❤❤❤❤❤❤ all Artists good

  • @sasmitabehera8579
    @sasmitabehera8579 Год назад +3

    Jay jagannath🙏🙏🙏 Great Singer

  • @nityanandapatra8848
    @nityanandapatra8848 Год назад +1

    ପିତବାସ ଭାଇବହୁତବହୁତ ଧନ୍ଯବାଦ, ବହୁତ ବଢିଆକଣ୍ଟସୋର

  • @sudarshanchand3858
    @sudarshanchand3858 Год назад +4

    ଧନ୍ୟବାଦ ପୀତବାସ ବାବୁ, ଆପଣଙ୍କର ଏହି ଜୀବନ କାହାଣୀ ଏବଂ ବର୍ତ୍ତମାନର କର୍ମଜୀବନ କଥା ଶୁଣି ମୋ ମନଭିତରେ ଏକ ଇମୋସନାଲ ଭାବ ଉଦ୍ରେକ ହେଉଛି l ସବୁଠୁଁ ଭଲଲାଗିଲା ଯେ ଆପଣଙ୍କ career ଯାତ୍ରାରୁ ହିଁ ଆରମ୍ଭ ହୋଇଥିଲା l ମୁଁ ବହୁତ ଯାତ୍ରାପ୍ରିୟ, ମୋତେ ଯାତ୍ରା କାହାଣୀ ଯେତିକି ଭଲଲାଗେ, ତା ଠାରୁ ବେଶୀ ଭଲଲାଗେ ତାର background ଗୀତ ଗୁଡିକ, କାହାଣୀ ପ୍ରସଙ୍ଗରେ ମଝିରେ ଗୀତ ଗୁଡିକ ଆମର ଗାୟକ ଏବଂ ଗାୟିକା ମଧୁର କଣ୍ଠରୁ ଶୁଣିଲେ ମନ ମୁଗ୍ଧ ହୋଇଯାଏ l ଲାଗେନା କି ଏ ଏକ ନାଟକ, ମାତ୍ର ଲାଗିଥାଏ, ଯେମିତିକି ଏକ ବାସ୍ତବ ଜୀବନ ଭଳି l ଯାତ୍ରା କଳାକାର ମାନଙ୍କ ପ୍ରତି ମୋର ଅନେକ ଭଲପାଇବା ଅଛି l ସେମାନେ ତାଙ୍କର ପରିଶ୍ରମ ଏବଂ କଳପ୍ରଦର୍ଶନ ଦ୍ୱାରା ଦର୍ଶକ ମାନଙ୍କ ଆଖିରୁ ନିଦ ହଜେଇଦେଇଥାନ୍ତି l ମୋର ଧନ୍ୟବାଦ ସେମାନଙ୍କୁ l ସେମାନେ ଏହିଭଳି କଳl ପ୍ରଦର୍ଶନ କରି ଯାତ୍ରା ଦୁନିଆକୁ ବଞ୍ଚେଇ ରଖନ୍ତୁ l ଏବଂ ଆମର ଭବିଷ୍ୟତ ପିଢ଼ିଙ୍କ ପାଇଁ ଯାତ୍ରା କାର୍ଯ୍ୟକ୍ରମ ଯେମିତି ଚିର ହୋଇ ରହୁ l ଓଡ଼ିଶାର ଯାତ୍ରାନୁଷ୍ଠାନ ଶୀତ ଋତୁ ଠାରୁ ଆରମ୍ଭ ହୋଇଯାଏ,ବିଭିନ୍ନ ସହର ବଜାରରେ, ଗାଁ ଗଣ୍ଡାରେ ଭିଭିନ୍ନ ପ୍ରକାର ଉତ୍ସବ ଆନୁକୂଲ୍ୟରେ ଯାତ୍ରା ନାଟକ ମଞ୍ଚସ୍ଥ ହୁଏ l ଯେଉଁ ଅଂଚଳରେ ଯାତ୍ରା ହେବାକୁ ଯାଉଥାଏ, ତାର କିଛିଦିନ ଆଗରୁ ବିଭିନ୍ନ ଜାଗାରେ poster ଲଗାଯାଇଥାଏ, ତାହାକୁ ଦେଖି ଆରମ୍ଭ ହୋଇଯାଏ ଚର୍ଚ୍ଚା l ଆଃ କି ମଜା ଲାଗେ l ଯାତ୍ରା ଦେଖିବା ଆଗରୁ ସେ ଏକ ଅଲଗା ମଜା l ଗାଁ ଗହଳି ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଏ l ଅବସ ମନ ଭିତରେ ଆନନ୍ଦ ଭରିଦେଉଥିବା ସେଇ ଯାତ୍ରା ଅନୁଷ୍ଠାନ ବନ୍ଦ ନହେଉ, ତାହା ଚାଲିଥାଉ l ସେଥିପାଇଁ ମୁଁ ଅଭିନେତା, ଅଭିନେତ୍ରୀ, ସଂଗୀତ ଗାୟକ ଏବଂ ଗାୟିକା, ବାଦ୍ୟ ବିଶାରଦ ତଥା ଯାତ୍ରା ପାର୍ଟି ମାଲିକ ମାନଙ୍କୁ ମୋର ହାର୍ଦ୍ଧିକ ଧନ୍ୟବାଦ ଜଣଉଛି l ଦୁଃଖ ଦେଇଗଲା ଦରଦୀ ବନ୍ଧୁ ଗୀତର ଗାୟକ ପୀତବାସ ବାବୁଙ୍କୁ ମୋର ହାର୍ଦ୍ଧିକ ଧନ୍ୟବାଦ l ମନେହୁଏ, ସତେକଣ ମଞ୍ଚସ୍ଥ ହୋଇଯାଇଥିବା ସେଇ ମୂଲ୍ୟବୋଧ ନାଟକ ଗୁଡିକ ଆଉଥରେ କଣ ମଞ୍ଚସ୍ଥ ହେବ ? ଆଉଥରେ ପୁଣି ସେଇ କଳାକାର ମାନେ କଣ ମଞ୍ଚରେ ପଦାର୍ପଣ କରି ତାଙ୍କର ଅଭିନୟ ଦେଖେଇବେ? ଲାଗୁଛି ଯେମିତି ସେଇ ସୁଖର ଦିନ ଗୁଡିକ ଧୀରେ ଧୀରେ ଆଖିଆଗରୁ ଅପସରିଗଲା ଏବଂ ଦରଦୀ ବନ୍ଧୁ ଦୁଖାଦେଇଗଲା ପରି ଦୁଖଦେଇ ଚାଲିଗଲା l
    ଧନ୍ୟବାଦ ପୀତବାଶ ଭାଇ 🙏🏼

    • @mitunavlogs1379
      @mitunavlogs1379  Год назад

      Mo au kichhi lekhuni atiki kahuchi jai jagannath 🙏🙏🙏

  • @sasmitapaikaray7766
    @sasmitapaikaray7766 Год назад +1

    bahut bhala singer super voice 🙏🙏🙏

  • @jumarnathpatra8519
    @jumarnathpatra8519 Год назад +4

    ଧନ୍ୟବାଦ ମିଟୁନା ମାମ 🌹

  • @ashutoshpradhan3033
    @ashutoshpradhan3033 Год назад +1

    Bina track re ... waaahhhh, sundar voice👌👌

  • @prakash8631
    @prakash8631 Год назад +5

    Very nice

  • @bapikhvlogs6499
    @bapikhvlogs6499 Год назад +2

    Etey dina pare original Singer ku paichi. Very sweet voice. Fantastic singing. God bless.

  • @rajkishoremalik5234
    @rajkishoremalik5234 Год назад +7

    ଏ ଭାଇଙ୍କ ସହ ଯେ ଭଉଣୀ ଗାଇଛନ୍ତି, ତାଙ୍କର ବି ଥରେ ସାକ୍ଷାତ କାରୁନ୍ତୁ

  • @sahadevpradhansahadevpradh7999
    @sahadevpradhansahadevpradh7999 8 дней назад +1

    All are multi talented artist ❤🎉

  • @kalpatarumallick8990
    @kalpatarumallick8990 Год назад +4

    ଖୁବ୍ ଶୀଘ୍ର ଭାଇଙ୍କୁ ଯାତ୍ରା କୁ ଅଣାଯାଉ 🙏

  • @rabindrabiswal1996
    @rabindrabiswal1996 Год назад +2

    Many many thanks to Konark Gananatya 🙏🙏🙏

  • @Janmabhumi0.0
    @Janmabhumi0.0 Год назад +4

    ମିଟୁନା ଦେଇ, ସତରେ vlogs ଦେଖି ମୋତେ ବହୁତ ଖୁସି ଲାଗିଲା. ପିତ ବାସ ଙ୍କୁ ବହୁତ ଧନ୍ୟବାଦ. ତାଙ୍କର voice ବହୁତ ସୁନ୍ଦର. ଏଇ ଭଳି vlogs ଦେଖିବା ପାଁଇ ଚାହୁଁଛୁ. ସତରେ ମିଟୁନା ଦେଇ ଆପଣ ବହୁତ great 👌👌👍👍

    • @mitunavlogs1379
      @mitunavlogs1379  Год назад

      Agyan dhanyawad 🙏

    • @mr.papunaprusty1787
      @mr.papunaprusty1787 Год назад

      ବହୁତ ସୁନ୍ଦର ଥିଲା ଆପଣଙ୍କ ଏହି ଭିଡିଓ 👌👌👌👌

  • @swatikkumarpanda1992
    @swatikkumarpanda1992 Год назад +1

    Satare Bhai ka voice ta. Bahut bhala LAGUCHI

  • @diptimayeedash2194
    @diptimayeedash2194 10 месяцев назад +3

    ମାଡାମ ଏମିତି କାହାଣି କେବେ ସୁଣିନୀ ନାଟକ ବିସୟରେ କଣ କେବେ ଆଲୋଚନା କରିବେନି ସତ କହୁଛି ମାଡାମ ଲୋକମାନଙ୍କର ରୁମାଲ ଓଦା ହେଇଜାଇଛି ମୁ ନିଜେ ଦେଖିଛି

    • @mitunavlogs1379
      @mitunavlogs1379  10 месяцев назад

      Ok

    • @RakeshKumar-ex1cd
      @RakeshKumar-ex1cd 9 месяцев назад

      Hmm madam aapana se jatra re roll karinanhanti sata kintu seita dhire dhire chal gori , baki rahigala hata sauda ..ki jatra satare

  • @mununmunu1037
    @mununmunu1037 Год назад +2

    ଭାଇ ଜୟ ଜଗନ୍ନାଥ,nice good songs 👍👍👍👍🙏🙏🙏🙏

  • @ମାନବପ୍ରେମୀହିମାଂଶୁ

    ସାର୍ ଙ୍କୁ କୋଟି କୋଟି ପ୍ରଣାମ
    🙏

  • @kalingakumarlenka3770
    @kalingakumarlenka3770 Год назад +1

    Bahut sundar
    Mana khusi hoigala

  • @chandrakantakhuntia1587
    @chandrakantakhuntia1587 Год назад +3

    ଧୀରେ ଧୀରେ ଚାଲ ଗୋରୀ ଧୀରେ ଧୀରେ ଚାଲ ମୋର ବେଶି ପସନ୍ଦ

  • @sagarkumar-tv8jh
    @sagarkumar-tv8jh Год назад +2

    Pls sir..... Come back କୋଣାର୍କ 🙏🙏🙏

  • @chittaranjanbanchhor3271
    @chittaranjanbanchhor3271 Год назад +3

    Very Good song

  • @PadmanMohapatra
    @PadmanMohapatra 2 месяца назад +1

    ଭାଇ ଏତେ ନାଟକ ଦେଖିଛି କିନ୍ତୁ ଦୁଃଖ ଦେଇଗଲା ଦରଦି ବନ୍ଧୁ ଅତି ଚମତ୍କାର ଧନ୍ୟବାଦ୍

  • @PKPG1234...
    @PKPG1234... Год назад +3

    This song is a milestone of Odia language and songs

  • @sareibahalsareibahal6638
    @sareibahalsareibahal6638 Год назад +2

    ଧୀରେ ଧୀରେ ଚାଲ ଗୀତ ମୋର ବହୁତ ପସନ୍ଦ 👌