ଆମେ ବୁଲିଲୁ ପତରାଜ଼ ପୁର ମେଳା 😍🫰...

Поделиться
HTML-код
  • Опубликовано: 25 ноя 2024

Комментарии • 34

  • @laxmanbhai8760
    @laxmanbhai8760 4 месяца назад

    Beautiful video ❤❤❤

  • @nidhiramjena2398
    @nidhiramjena2398 7 месяцев назад +1

    Bula mana ichha bula. Buli buli manaku khusi karidia, God bless you.

  • @narendragiri3049
    @narendragiri3049 5 месяцев назад

    Jay shree Ram ❤❤❤ manjusree maam

  • @soubhagyabehura5309
    @soubhagyabehura5309 7 месяцев назад +1

    Didi abhali jari rakha video 👌👌

  • @ommgaming1938
    @ommgaming1938 7 месяцев назад

    🚩😘😘😘

  • @ranjankumarmallik7208
    @ranjankumarmallik7208 7 месяцев назад

    Enjoy ❤❤❤

  • @nilusenapati8607
    @nilusenapati8607 7 месяцев назад

    Vary vary nice ❤❤

  • @khairatokavlog
    @khairatokavlog 7 месяцев назад

    Didi patrajipur re aapna nka song sunni bahut bhala lagila...

  • @SudhanshuParida-qb6su
    @SudhanshuParida-qb6su 7 месяцев назад

    ବହୁତ ଭଲ ଲାଗିଲା ସାନ ଭଉଣୀ ସାଇ ରାମ୍

  • @biswaranjanjena5190
    @biswaranjanjena5190 7 месяцев назад

    Super video sister

  • @SamratSarat
    @SamratSarat 7 месяцев назад

    Dekha Haba

  • @Tapan000
    @Tapan000 5 месяцев назад

    Patarajpur bhadrak re nuha Baleshwar re

  • @ManojDhal-kl2iz
    @ManojDhal-kl2iz 4 месяца назад

    Nandini Saha Katha habaku mora bahut ichha

  • @MangalBanarjeeBabun
    @MangalBanarjeeBabun 5 месяцев назад

    East or West Manju Didi Nandini Didi is Best

  • @amitkumarswain1808
    @amitkumarswain1808 7 месяцев назад

    ❤❤❤❤

  • @AakashPradhan-l4k
    @AakashPradhan-l4k 7 месяцев назад

    ❤❤❤❤❤

  • @achutanandaprusti7680
    @achutanandaprusti7680 7 месяцев назад

    Nice didi ❤

  • @prabhakardevi454
    @prabhakardevi454 5 месяцев назад

    ତମ sound କୁଆଡେ ଗଲା ରେ 😝

  • @Sibun827
    @Sibun827 7 месяцев назад +1

    didi anshuman 2025 re kou parti

    • @biswaranjanjena5190
      @biswaranjanjena5190 7 месяцев назад

      Tulasi re

    • @manjushreeofficial8929
      @manjushreeofficial8929 7 месяцев назад

      Mu ଜାଣିନି ହେଲେ ତୁଳସୀ ରେ ରହିବା କଥା କାହିଁ ଦେଖାଯାଉନହିଁ 😅

  • @BholanathSethi-d1n
    @BholanathSethi-d1n 5 месяцев назад

    Madam. Jatni. Bhola

  • @HimanshuOfficial0002
    @HimanshuOfficial0002 7 месяцев назад

    Patirajpur Mela bhadrak nuho lo Balasore district 😂

    • @manjushreeofficial8929
      @manjushreeofficial8929 7 месяцев назад

      Sorry

    • @HimanshuOfficial0002
      @HimanshuOfficial0002 7 месяцев назад

      ​@@manjushreeofficial8929 it's okk jaha hou Tama district ra Mela ku ama district Mela kahilu bhala lagila 🤣😅

    • @manjushreeofficial8929
      @manjushreeofficial8929 7 месяцев назад +1

      @@HimanshuOfficial0002 are Balasore au Bhadrak Bhai Bhai 🫣🥰

  • @satyanayak4271
    @satyanayak4271 7 месяцев назад

    ଖାଲି ଆପଣ କହୁଛନ୍ତି ଯେ ଆପଣ ମାନଙ୍କ request ରେ ମୁଁ vlog ବନାଉଛି ଟିକେ ଭଲ ପାଇବା ଦେବେ ! କିନ୍ତୁ ଆମେ ଯେତେବେଳେ କୌଣସି commets କରି ଉତ୍ତର ଆଶା କରୁଛୁ ସେତେବେଳେ ଚୁପ୍ ହେଇଯାଉଛ କାହିଁକି ? କଣ୍ଢେଇ ବୋଲି ଡାକୁଥିଲି ସ୍ନେହରେ ତୁ ତା କରୁଥିଲି କିନ୍ତୁ ଆଜି ଆପଣ ବୋଲି ସମ୍ବୋଧନ କଲି ! କାରଣ ମୋର ଭଲପାଇବା ଟା କୁ ଗୋଡ଼ରେ ଆଡେ଼ଇ ଦେଲେ, ହଁ ନ ଆଡେ଼ଇ ବେ କାହିଁକି ଆପଣ ଯେ ଏତେ ବଡ଼ Celebrity Star ଆମର ଉତ୍ତର ରଖିଲେ ଆପଣ ଙ୍କ ସମ୍ମାନ ହାନି ହେଇ ଯିବ ନା, Ego ଟା ଭାଙ୍ଗି ଯିବ ନା ! ହଉ ଭଗଵାନ କରନ୍ତୁ ଆପଣ ଙ୍କ Ego ଏମିତି ସବୁବେଳେ ବଜାୟ ରହୁ ଆଉ ପ୍ରତି ମୁହୂର୍ତ୍ତରେ ବଢ଼ି ଚାଲୁଥାଉ ! ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏

    • @manjushreeofficial8929
      @manjushreeofficial8929 7 месяцев назад

      ହେ ଭଗବାନ ମୁଁ ଏମିତି କେବେବି ଭାବିନି ହୁଏତ ମୁଁ cmnt ର ରେପ୍ଲ ଦେଇପାରିନି କିଛି ଅସୁବିଧା ପାଇଁ। ହେଲେ ଆପଣ ସେ କଥା କୁ ଏତେ serious ନେଇଯାଇଛନ୍ତି ଯେ 🥹 sorry।

    • @satyanayak4271
      @satyanayak4271 7 месяцев назад

      @@manjushreeofficial8929 Serious ନେବାକୁ ବାଧ୍ୟ ହେଲି ଆପଣଙ୍କ attitude ପାଇଁ ! ହଉ ଗୋଟେ ସ୍ନେହ ଭରା ହୃଦୟ ଟାକୁ ଭାଙ୍ଗି ଦେଇ କଣ ପାଇଲେ ଆପଣ ଯେ ! ଆଉ କାହାକୁ ଏମିତି କରିବେନି ସେ ହୁଏତ ଦୁଃଖରେ ଭାଙ୍ଗି ପଡ଼ିବେ ! ଜଗନ୍ନାଥ ଆପଣ ଙ୍କୁ ଭଲରେ ରଖନ୍ତୁ ! ଏତିକିରେ ସବୁଦିନ ପାଇଁ ରହିଲି ଆଉ କେବେ ଭୁଲରେ ବି comments ଦେବି ନାହିଁ ! ଏଥର ମନ ଶାନ୍ତି ହେଲା ତ ?

    • @manjushreeofficial8929
      @manjushreeofficial8929 7 месяцев назад

      @@satyanayak4271 ଦେଖନ୍ତୁ ଆପଣ ମାନଙ୍କ ଭଲପାଇବା ମୋର ଏକାନ୍ତ ଆବଶ୍ୟକ। ଏମିତି କୁହନ୍ତୁନି ଯଦି ମର reply na ଦେଇପାରିବା ଆପଣକୁ କଷ୍ଟ ଦେଇଚି ସେଥିପାଇଁ ମୁଁ ଦୁଃଖିତ। ଗୋଟେ ଛୋଟ ଭଉଣୀ (କଣ୍ଢେଇ) ଭାବି ମୋତେ କ୍ଷମା କରିଦେବେ। ଜୟ ଶ୍ରୀ ରାମ 🥰🚩