ଏତେବଡ଼ ଦୁନିଆକୁ ଜଣେ ନାଉରୀ ଦିନରାତି...//ବୁଦ୍ଧିଆ ବାଣୀ//ଚେତନା ର ଦିଗ୍ଦର୍ଶକ//ଜୟ ଜଗନ୍ନାଥ//EP-83//GaroiAshram

Поделиться
HTML-код
  • Опубликовано: 26 ноя 2024

Комментарии • 10

  • @radicalthoughts176
    @radicalthoughts176 Год назад +2

    ଜୟ ଜଗନ୍ନାଥ , ଜୟ ଦୟାମୟ ବାବା ବୁଦ୍ଧନାଥ - ସଂସାର ମଙ୍ଗଳାର୍ଥେ ଆପଣଙ୍କ ମୁଖନିସୃତ ପ୍ରତ୍ୟେକ ଟି କଥା - ଏକ ବିଭୂ ନିର୍ଦେଶୀତ ବାଣୀ ।
    ଆଜିର ପ୍ରସାରିତ ବାଣୀ - "ଏତେ ବଡ ଦୁନିଆ କୁ ଜଣେ ନାଉରୀ" ର ଏତେ ସୁନ୍ଦର ,ସହଜ ,ସରଳ ,ହୃଦୟସ୍ପର୍ଶୀ ଉପସ୍ଥାପନା ପାଇଁ , ମୁଁ ଗାରୋଇ ଆଶ୍ରମ ର ପ୍ରୟାସ କୁ ପ୍ରଣାମ କରୁଛି ।🙏🌹👋👋

  • @srikantachatterjee2127
    @srikantachatterjee2127 Год назад +1

    Jai Jagannahai namaha Jai Achyutananda Goswami, Jai Baba Buddhanatha Das, Jai Adityanath Baba.

  • @ସତସଙ୍ଗହିଁଜୀବନ

    ଜୟ ବାବା ବୁଦ୍ଧନାଥ
    ଜୟ ଅଚ୍ୟୁତ
    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ
    ଦେହ ଦେଉଳକୁ ପୂଜା କର ମନ ଦେଉଳ ରେ ଦିଅଁ ନାହିଁ
    ଇଶ୍ୱର ସର୍ବ ଭୂତାନାଂ ହୃଦ୍ଦେଶେ ଅର୍ଜୁନ ତିଷ୍ଟତି
    ହରି ଅନନ୍ତ ହରି କଥା ଅନନ୍ତ 🙏

  • @Deva5577-i3c
    @Deva5577-i3c Год назад +3

    ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜିର "ବୁଦ୍ଧିଆ ବାଣୀ"ପୁଣି ନୂଆ ରୂପରେ ...👍👌✌️
    ଦୁନିଆର ଯେକୌଣସି ମୂଲ୍ୟବାନ ବସ୍ତୁ ଠାରୁ ମଧ୍ୟ ଅମୂଲ୍ୟ ପରମପୂଜ୍ୟ ବାବାଙ୍କ ଶ୍ରୀମୁଖ ନିସୃତ ଏହି ଦିବ୍ୟ ଉପଦେଶ ବାଣୀ🙏❤️🙏
    ଆଶ୍ରମ କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ🙏🙏ଓ ଶୁଭେଚ୍ଛା💐💐
    ଜୟ ⚫️❗️⚫️🙏🙏🙏
    ଜୟ ବାବା ଶ୍ରୀ ବୁଦ୍ଧନାଥ🙏🙏🙏

  • @slokakanungo2732
    @slokakanungo2732 Год назад

    ଜୟ ଜଗନ୍ନାଥ 🙏🙏🦚🦚💙💙 ଜୟ ବାବା ବୁଦ୍ଧାନାଥ 🦚🦚🙏🙏💙💙💙💙
    ଜୟ ଶ୍ରୀ କୃଷ୍ଣ 🦚🦚🙏🙏💙💙💙
    ଓଁ ନମଃ ନାରାୟଣ 🦚🦚🙏🙏💙💙
    ହରି ବୋଲ 🦚🦚🙏🙏💙💙

  • @saudaminitripathy4572
    @saudaminitripathy4572 Год назад

    Joy jagannath Joy Baba Budhanath

  • @JpBiswal172
    @JpBiswal172 Год назад

    Jay Jagannath❤🙏❤

  • @TheUnknown79
    @TheUnknown79 Год назад +1

    Dina raati eka Kari aha Dekha saata ahare saptaha lekha

  • @SiddharthMaharanavlog
    @SiddharthMaharanavlog Год назад

    Baba namaskar kichi sunya pothire prasna uttara deuthiba adress achi ki

  • @TheUnknown79
    @TheUnknown79 Год назад +1

    Kuade galu re buddhia Tu khojuchi nirbuddhia tote Daudadaudi tikie sikhei de gaai mananku dhainchanti Kantar haata sate ki jadu Tora Murali haathe kahija chaubaha mote