Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଆମେ ଚାଷୀ ଘର ଆମ ପାଇଁ ଗୋଟେ ଲାଇକ୍ ହେଉ❤
❤
❤❤❤❤❤❤
Best short duration variety
First' viewer
Thank you
Sir Namaskar
Good information sir 🎉🎉
ସାର୍ ନମସ୍କାର ସବୁଠୁ ଭଲ ଧାନ କଣ ସାର୍ 120 ଦିନିଆ ଧାନ ❤
Kaveri 468 , Syngenta NK 3325,Bheem 115
Please create an episode on Millet cultivation. Please
Sir. Birat dhana &pushkal dhana kamiti tike kuhantu. Please
Agraza seeds ର VIRAT ଧାନ ଉନ୍ନତ କିସମର ଧାନ ( ଅବଧି - ୧୧୦ ରୁ ୧୧୫ ଦିନ )
Sar pana patra hamafuta hauchi kayu fange saidi sperya kariba
ସାହୁ ଆଜ୍ଞା ନମସ୍କାର । ଧାନ ଗଜା କିପରି କରିବା , ସୂଚନା ଦେବାକୁ ଅନୁରୋଧ ।
ଧାନ କୁ 12ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ।ସେହି ପାଣିରେ Biozyme seed plus 10kg ବିହନ ପ୍ରତି 10ml ମିଶାଇ ରଖନ୍ତୁ।12ଘଣ୍ଟା ପରେ ଛାଣି 2ଦିନ ଓଦା ଆଖା ରେ ବାନ୍ଧି ରଖିଲେ ଶୀଘ୍ର ଗଜା ହୋଇଥାଏ
Mangal murti seeds kaunthi achhi
R suhasini acre pati Quintal kete rahiba
ସାର କଖାରୁ ରେ 2 no ଆଉ 3 no ସାର କଣ ଦବା ଦୟାକରି କୁହନ୍ତୁ
Kranti Micro Nutrients ku kebe use kari pariba
ଧାନ ରୋଇବାର 30-35 ଦିନରେ ବ୍ୟବହାର କରନ୍ତୁ
କେମିତି ପାଇବା
Contact number diajaichhi
Sir baign patra poko khauchbti kon pakeibaa patra konaa hei jauchi
Chloropyriphos 50%+Cypermethrin 5%EC ଲିଟର ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
@krushisampada bahut bahut dhanyawad sir
ସାର୍ ଜିବାମୃତ କେମିତି ତିଆରି କରିବା plz କୁହନ୍ତୁ
ruclips.net/video/Z6tGBcjOhbQ/видео.html
Kou company cucumber seeds December month ra lagai la valo habo
VNR KRISH, Syngenta Testi, Swadist
ସାର ବୁଲେଟ ଧାନ ବିହନକଉଠି ମିଳିବ
Contact number ଦିଆଯାଇଛି
Sar mu 5akr pai tali pakaichhi bidhata dhana bhala hebato
ହଁ ଭଲ ହେବ
Sir nath 20 20 kete dinia sir au kemiti heba khara dina
ଏହା 115-120 ଦିନରେ ଅମଳ ହୋଇଥାଏ।ଧାନ ଲମ୍ବା ଓ ପତଳା
@krushisampada thanks sir
ତଳି ଟା ବଡୁନି sir
10kg ବିହନ ପ୍ରତି 2kg urea ଓ 1kg BIOVITA Granule ମିଶାଇ ପ୍ରୟୋଗ କରନ୍ତୁ।ତଳିର 15ଦିନ ଅବସ୍ଥାରେ।
GOLD 78 KEMITI HEBA
120-125 ଦିନରେ ଅମଳ ହୋଇଥାଏ।ଭଲ ଅମଳ ହୁଏ
Sir 101 SEED KEMITI HEBO
Ankur Shree 101 ଯାହାକି 135-145 ଦିନରେ ଅମଳ ହୋଇଥାଏ।ଖରିଫ ଋତୁ ପାଇଁ ଚାଷ କରାଯାଏ।ସରୁ ଧାନ।ମଧ୍ୟମ ଉଚ୍ଚ, ଅଧିକ ପିଲ , ଧାନ ପଡେନାହିଁ। ପତ୍ର ପୋଡ଼ା ରୋଗ ପ୍ରତି ସହନଶୀଳତା ରହିଛି
Bullet vs vnr 2111 kouta bholo
Bulett
Dsr କରୀ ହେବା କି ନାହିଁ କେତେ qtl asi ba sir
DSR ରେ କରି ହେବ।ଏକର ପ୍ରତି 20-25qtl ଆସିବ
ସାର ଛୋଟ ବୋଈତାଳ ଗଛର ପତ୍ର କୁଞ୍ଚା ହୋଇ ଯାଉଛି କଣ କରିବା
ଶୋଷକ ପୋକ ଧଳା ମାଛି ଓ ପତ୍ର ଡ଼ିଆଁ ପୋକ ଲାଗିଛନ୍ତି।ଏହାକୁ ନିୟନ୍ତ୍ରଣ କରିବା ପାଇଁ Pigasus lit ପ୍ରତି 1.5gm ବାMovento lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
tag fli insecticide apply kala heba
ବିହନ ପାଇବା
ଲଲାଟ ଧାନ କଲେ କେମିତି ହେବ
ଅଳ୍ପ ଅମଳ ଆସିବ
Mmseeds
Sir ଏ seed କେମିତି ମିଳିବ link share କରନ୍ତୁ
Mobile number ଦିଆଯାଇଛି video ରେ
60km
Video Location ama gna ❤❤😅
Ok
ପଦ୍ମଜା ଧାନ କଲେ କେମିତି ହେବ
ଭଲ ହେବ
ଆମେ ଚାଷୀ ଘର ଆମ ପାଇଁ ଗୋଟେ ଲାଇକ୍ ହେଉ❤
❤
❤❤❤❤❤❤
Best short duration variety
First' viewer
Thank you
Sir Namaskar
Good information sir 🎉🎉
Thank you
ସାର୍ ନମସ୍କାର ସବୁଠୁ ଭଲ ଧାନ କଣ ସାର୍ 120 ଦିନିଆ ଧାନ ❤
Kaveri 468 , Syngenta NK 3325,Bheem 115
Please create an episode on Millet cultivation. Please
Sir. Birat dhana &pushkal dhana kamiti tike kuhantu. Please
Agraza seeds ର VIRAT ଧାନ ଉନ୍ନତ କିସମର ଧାନ ( ଅବଧି - ୧୧୦ ରୁ ୧୧୫ ଦିନ )
Sar pana patra hamafuta hauchi kayu fange saidi sperya kariba
ସାହୁ ଆଜ୍ଞା ନମସ୍କାର । ଧାନ ଗଜା କିପରି କରିବା , ସୂଚନା ଦେବାକୁ ଅନୁରୋଧ ।
ଧାନ କୁ 12ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ।ସେହି ପାଣିରେ Biozyme seed plus 10kg ବିହନ ପ୍ରତି 10ml ମିଶାଇ ରଖନ୍ତୁ।
12ଘଣ୍ଟା ପରେ ଛାଣି 2ଦିନ ଓଦା ଆଖା ରେ ବାନ୍ଧି ରଖିଲେ ଶୀଘ୍ର ଗଜା ହୋଇଥାଏ
Mangal murti seeds kaunthi achhi
R suhasini acre pati Quintal kete rahiba
ସାର କଖାରୁ ରେ 2 no ଆଉ 3 no ସାର କଣ ଦବା ଦୟାକରି କୁହନ୍ତୁ
Kranti Micro Nutrients ku kebe use kari pariba
ଧାନ ରୋଇବାର 30-35 ଦିନରେ ବ୍ୟବହାର କରନ୍ତୁ
କେମିତି ପାଇବା
Contact number diajaichhi
Sir baign patra poko khauchbti kon pakeibaa patra konaa hei jauchi
Chloropyriphos 50%+Cypermethrin 5%EC ଲିଟର ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
@krushisampada bahut bahut dhanyawad sir
ସାର୍ ଜିବାମୃତ କେମିତି ତିଆରି କରିବା plz କୁହନ୍ତୁ
ruclips.net/video/Z6tGBcjOhbQ/видео.html
Kou company cucumber seeds December month ra lagai la valo habo
VNR KRISH, Syngenta Testi, Swadist
ସାର ବୁଲେଟ ଧାନ ବିହନକଉଠି ମିଳିବ
Contact number ଦିଆଯାଇଛି
Sar mu 5akr pai tali pakaichhi bidhata dhana bhala hebato
ହଁ ଭଲ ହେବ
Sir nath 20 20 kete dinia sir au kemiti heba khara dina
ଏହା 115-120 ଦିନରେ ଅମଳ ହୋଇଥାଏ।ଧାନ ଲମ୍ବା ଓ ପତଳା
@krushisampada thanks sir
ତଳି ଟା ବଡୁନି sir
10kg ବିହନ ପ୍ରତି 2kg urea ଓ 1kg BIOVITA Granule ମିଶାଇ ପ୍ରୟୋଗ କରନ୍ତୁ।ତଳିର 15ଦିନ ଅବସ୍ଥାରେ।
GOLD 78 KEMITI HEBA
120-125 ଦିନରେ ଅମଳ ହୋଇଥାଏ।ଭଲ ଅମଳ ହୁଏ
Sir 101 SEED KEMITI HEBO
Ankur Shree 101 ଯାହାକି 135-145 ଦିନରେ ଅମଳ ହୋଇଥାଏ।ଖରିଫ ଋତୁ ପାଇଁ ଚାଷ କରାଯାଏ।ସରୁ ଧାନ।ମଧ୍ୟମ ଉଚ୍ଚ, ଅଧିକ ପିଲ , ଧାନ ପଡେନାହିଁ। ପତ୍ର ପୋଡ଼ା ରୋଗ ପ୍ରତି ସହନଶୀଳତା ରହିଛି
Bullet vs vnr 2111 kouta bholo
Bulett
Bulett
Dsr କରୀ ହେବା କି ନାହିଁ କେତେ qtl asi ba sir
DSR ରେ କରି ହେବ।ଏକର ପ୍ରତି 20-25qtl ଆସିବ
ସାର ଛୋଟ ବୋଈତାଳ ଗଛର ପତ୍ର କୁଞ୍ଚା ହୋଇ ଯାଉଛି କଣ କରିବା
ଶୋଷକ ପୋକ ଧଳା ମାଛି ଓ ପତ୍ର ଡ଼ିଆଁ ପୋକ ଲାଗିଛନ୍ତି।ଏହାକୁ ନିୟନ୍ତ୍ରଣ କରିବା ପାଇଁ
Pigasus lit ପ୍ରତି 1.5gm ବା
Movento lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ