BISHNU PADI BISHNUP ADA/Baidehisa Vilas/Sarat Dhal।

Поделиться
HTML-код
  • Опубликовано: 16 окт 2024

Комментарии • 137

  • @srinathmishra649
    @srinathmishra649 11 месяцев назад +3

    Jay ସୀତା ତମ। ଅତି ସୁନ୍ଦର୍ ଦଣ୍ଡବତ ମହାଶୟ।

  • @rushikesh5801
    @rushikesh5801 Год назад +4

    Aahaa ki sundar atisundar
    Amiti aahuri gita sunibaku sujog diantu .radhe krisna

    • @saratsangeet2896
      @saratsangeet2896  Год назад

      ଉତ୍ସାହିତ କରିବା ପାଇଁ ଅନେକ ଅନେକ ଧନ୍ୟବାଦ।

  • @narendranathmishra5301
    @narendranathmishra5301 Год назад +3

    Khub sundar hoichhi. Upendra bhanjanka anya geeta gudiku paribesan kaley ghub bhala hunanta.

  • @bidhubhusandas4146
    @bidhubhusandas4146 Год назад +2

    ଅତି ସୁନ୍ଦର

  • @banibhusanmohanty2443
    @banibhusanmohanty2443 10 месяцев назад +1

    ପ୍ରଣାମ ଆଜ୍ଞା 🙏l ବହୁତ ସୁନ୍ଦର l

  • @RajendraKumar-tf9kg
    @RajendraKumar-tf9kg Год назад +6

    ସୁନ୍ଦର୍ ଭାବରେ ପରିବେଷଣ ବୈଦେହୀଶ ବିଳାସ ଗୀତ ❤

  • @saratchandrapradhan5438
    @saratchandrapradhan5438 Год назад +3

    ଖୁଵ ସୁନ୍ଦର। ବିରଳ ସଂଗୀତ।

  • @pratapchandraswain873
    @pratapchandraswain873 Год назад +2

    ଶବ୍ଦ ସଂଯୋଜନା ଓ ବିନ୍ୟାସ ଚମତ୍କାର କବି ସମ୍ରାଟ ଙ୍କର ଅନବିଦ୍ୟ ସୃଷ୍ଟି , ବନ୍ଦେ ଉତ୍କଳ ଜନନୀ

  • @rajendarnayak1060
    @rajendarnayak1060 Год назад +4

    Sura talà badali jaichhi, origiñal Gita bahut badhia hoichi.

  • @lilibarik5300
    @lilibarik5300 Год назад +2

    Our glorious historical culture...we feel very much proud on him..... Jai shree Ram... Jai Hindustan.... Jai Bharat maata ki Jay.,. Jai modi Ji.....

  • @satyajitjenaopenschool
    @satyajitjenaopenschool Год назад +3

    ପ୍ରଣାମ ସାର୍ , ସୁନ୍ଦର ସୃଷ୍ଟି ହୋଇଛି । ଆମକୁ, ସମସ୍ତଙ୍କୁ ଆହୁରି ଅନେକ ଗୀତ ଶୁଣିବାକୁ ସୁଯୋଗ ଦିଅନ୍ତୁ। ପ୍ରଣାମ । ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ।

  • @arunaacreation3032
    @arunaacreation3032 Год назад +2

    ଅତି ସୁନ୍ଦର 🙏🏻

  • @purnaparida103
    @purnaparida103 Год назад +2

    😊ନମସ୍ତେ very beautif

  • @ashokkumarmishra6789
    @ashokkumarmishra6789 Год назад +2

    Very beautiful

  • @bulumishra9325
    @bulumishra9325 3 месяца назад +1

    ଆମେ ଯାହା କିଛି ଜାଣି ଥାଉ ତାଠୁ କିଛି ଅଲଗା ହେଲେ ଅଡୁଆ ଲାଗେ। ପରିବର୍ତ୍ତନ ଭଲକଥା କିନ୍ତୁ ଆଉ ଟିକିଏ ଉଚ୍ଚକୋଟୀର ହେଲେ ଭଲ ହୁଅନ୍ତା। ଧନ୍ଯବାଦ, ଜୟ୍ ଜଗନ୍ନାଥ।

    • @saratsangeet2896
      @saratsangeet2896  3 месяца назад

      ବୁଲୁ ବାବୁ, ପ୍ରତ୍ୟେକ ପରିବର୍ତ୍ତନ ପ୍ରାରମ୍ଭରେ ଅଡ଼ୁଆ, ଏକଥା ମୁଁ ଆପଣଙ୍କ ସହିତ ସଂପୁର୍ଣ୍ଣ ଏକମତ। ଯେକୋୖଣସି ପରିବର୍ତ୍ତନ, ତା ପାଖରେ ଉପଲବ୍ଧ ସାଧନ ଓ ସାଧନା ଉପରେ ନିର୍ଭର କରି ମୂଲ୍ୟାଙ୍କିତ ହୋଇଥାଏ। ମୁଁ ଏକ କଣ୍ଠ ଶିଳ୍ପୀ ନୁହେଁ, ମାତ୍ର ମୋ ସମୟ ର ଜଣେ ଖୁବ୍ ଜଣାଶୁଣା ଆଦୃତ violinist.
      ସିଂହ ବୁଢ଼ା ହୋଇଗଲାଣି, ମାତ୍ର ମାଂସ ଖିଆ ଛାଡି ପାରୁ ନାହିଁ। ଏପଟେ ପାକୁଆ ପାଟିରେ ମାଂସ ଠିକ୍ ହଜମ ହେଉନାହିଁ। ତେବେ ଯାହା ହେଉ, ଆପଣ ଏହି ସଂପୂର୍ଣ୍ଣ One man show ଭିଡିଓ ଟି ଶୁଣି ଆପଣ ହୃଦୟ ରୁ ନିର୍ଭିକ comment ଦେଇଛନ୍ତି, ଏଥିପାଇଁ ଆପଣଙ୍କୁ ଧନ୍ୟବାଦ୍। ମହାପ୍ରଭୁ କଲ୍ୟାଣ କରନ୍ତୁ। ହର ହର ମହାଦେବ।

  • @Pradhanofficial506
    @Pradhanofficial506 3 месяца назад +1

    ସାର୍ ପ୍ରଣାମ 🙏, ସୂର୍ଯ୍ୟ ସମ ସଙ୍ଗୀତ କ୍ଷେତ୍ରରେ ଅଗାଢ ପାଣ୍ଡିତ୍ୟ ଅର୍ଜନ କରି ମଧ୍ଯ ଆପଣ ପିତୃତୁଲ୍ୟ ଆଶୀର୍ବାଦ ପ୍ରଦାନ କରି ନିଜର ଅନୁଭୂତି ବାଣ୍ଟିଲେ ନିଜକୁ ଧନ୍ୟ ମନେ କରୁଛି। ଶଦ୍ଦ ନାହିଁ ମୋ ଖୁସି କହିବାକୁ। ସାର୍ ପ୍ରଣାମ 🙏।

    • @saratsangeet2896
      @saratsangeet2896  3 месяца назад

      ମହାପ୍ରଭୁ ଗୁମର ସର୍ବଦା କଲ୍ୟାଣ କରନ୍ତୁ

  • @maheswardalai4650
    @maheswardalai4650 Год назад +5

    Old is gold very nice

  • @brajabandhusahoo9704
    @brajabandhusahoo9704 Год назад +1

    Very nice sir. Jai sreeram.

  • @nilambarbehara3562
    @nilambarbehara3562 2 месяца назад +1

    ସ୍ୱର୍ ପଦ ସଂଯୋଜନା ଭୁଲ ହେଉଛି sir

    • @saratsangeet2896
      @saratsangeet2896  Месяц назад

      ସ୍ବର ର ସଂଯୋଜନା, ଚିରାଚରିତ ସ୍ବର ଠାରୁ ଟିକେ ଭିନ୍ନ ଥିବାରୁ, ଏମିତି ଲାଗୁଛି। କିନ୍ତୁ ଏହା ଆମ ଓଡ଼ିଆ ର ପାରମ୍ପରିକ ସ୍ବର ଠାରୁ ଭିନ୍ନ ନୁହେଁ। ତେବେ ଗୀତ ଟି ଶୁଣି ନିଜର ମତାମତ ରଖିଥିବାରୁ ଅନେକ ଅନେକ ଶୁଭକାମନା ସହିତ ମହାଦେବ ମଙ୍ଗଳ କରନ୍ତୁ ଏହି।
      ହର ହର ମହାଦେବ।

  • @Rudrakshyathapa
    @Rudrakshyathapa 4 месяца назад +2

    Tumapadatale koti kotipranam very very heartfulsnger ,song.

    • @saratsangeet2896
      @saratsangeet2896  4 месяца назад

      ମହାପ୍ରଭୁ ଗୁମର ମଙ୍ଗଳ କରନ୍ତୁ।

  • @subashsingh4911
    @subashsingh4911 Год назад +1

    This is as good as a geetinatya.

  • @narendrarout2946
    @narendrarout2946 Год назад +2

    Though age is more still voice is very sweet to listen.Thanks a lot Dhal Sir.

  • @biswakshenmohanty2623
    @biswakshenmohanty2623 5 месяцев назад +1

    ବହୁତ ସୁନ୍ଦର କବିତାଟିଏ।

  • @tapaswinidash363
    @tapaswinidash363 Год назад +3

    Beautiful Sir!

  • @dinakrushnabai8087
    @dinakrushnabai8087 Год назад +1

    ସାଧୁବାଦ 🙏🙏

  • @dulichandsahu6498
    @dulichandsahu6498 Год назад +1

    Extremely superb. One can understand the intrinsic meaning of Bhanja song without going to special Bhanja dictionary.

  • @dibakarsamal8413
    @dibakarsamal8413 2 месяца назад +2

    Mausa kichhi jodi dele

    • @saratsangeet2896
      @saratsangeet2896  2 месяца назад

      ମୁଳକ ଲେଖା ରୁ କିଛି ନା ଛଡ଼ା ଯାଉଛି ନା କିଛି ଯୋଡ଼ା ହୋଇଛି। କେବଳ ଗୀତ ଶେଷରେ "ଜୟ ରାମ ଶ୍ରୀ ରାମ ଭକ୍ତି ଭାବରେ ଯୋଡ଼ା ହୋଇଛି। ତେବେ ତୁମେ ଦେଖିଅଛ, ସେଥିଲାଗି ବହୁତ ବହୁତ ଶୁଭକାମନା।

  • @s.tanmay3138
    @s.tanmay3138 Месяц назад +1

    Bahut sundar bakhya kale bhala hoithanta

    • @saratsangeet2896
      @saratsangeet2896  Месяц назад

      ତନ୍ମୟ ବାବୁ, ସବୁ ଶ୍ରୋତା ମାନଙ୍କର କଣ ଆପଣଙ୍କ ପରି ଶୁଣି ବାର ନା ଶ୍ରଦ୍ଧା ନା ସମୟ ଅଛି। ତେଣୁ ବିଭିନ୍ନ ଛବି ମାଧ୍ୟମରେ,ଗୀତ ଟିର ଭାବ ବୁଝାଇବାକୁ ଚେଷ୍ଟା କରିଛି। ତେବେ ଆପଣ ଙ୍କର ଉତ୍ସାହିତ ମତାମତ ପାଇଁ ଅନେକ ଅନେକ ଧନ୍ୟବାଦ।

  • @abhirampanda5462
    @abhirampanda5462 4 месяца назад +1

    ସୁନ୍ଦର ଉପସ୍ଥାପନା, ଧନ୍ୟବାଦ

  • @anantakumarraul6894
    @anantakumarraul6894 Год назад +1

    Namaste Sir . Very nice

  • @ramakantamalik1874
    @ramakantamalik1874 4 месяца назад +4

    Best song❤❤❤❤❤

  • @bhushanlalsharma2268
    @bhushanlalsharma2268 5 месяцев назад +1

    Ehi Geeta ta jeebana re nua oj bharidela. Om musicanku sant kala. Om odia gotiye utkristh bhasha kahi scielent hoi basichhi. Om please come in every plateform to develop our odia culture om sound ra depth jug lehatainbar shakti rahkichi om.

  • @ODISSICLASSICALVOCALS
    @ODISSICLASSICALVOCALS Год назад +6

    Very beautiful presentation sir 🙏🙏

  • @prasannasamantaray808
    @prasannasamantaray808 6 месяцев назад

    ବାଃ ବଢିଆ ଭଜନ

  • @amitavjena4475
    @amitavjena4475 3 месяца назад +1

    Congratulations sir
    Ashock, Bari

  • @kailashpanigrahi6705
    @kailashpanigrahi6705 Год назад +1

    ସୁନ୍ଦର ❤ ଉପସ୍ଥାପନା

  • @GobindachandraSahu-kf6vo
    @GobindachandraSahu-kf6vo 3 месяца назад +1

    ଗୀତ ଟା ଖଇଚିଆ ସ୍ୱର ଭଳି ଲାଗୁଛି

    • @saratsangeet2896
      @saratsangeet2896  3 месяца назад

      ଗୀତ ଟି ପାରମ୍ପରିକ ସ୍ବର ଠାରୁ ଟିକେ ଭିନ୍ନ ଥିବାରୁ ଆପଣଙ୍କୁ ବୋଧ ହୁଏ ଟିକେ ଖ ଇଚିଆ ଲାଗିଛି। ତେବେ ଯାହା ହେଉ ଆପଣ ମନଦେଇ ଶୁଣି, ନିଜର ଅନ୍ତର କଥା ଖୋଲି କି ବ୍ୟକ୍ତ କରିଛନ୍ତି, ସେଥିଲାଗି ମୁଁ ମଧ୍ୟ ଆପଣଙ୍କୁ ଅନ୍ତର ରୁ ଧନ୍ୟବାଦ ଅର୍ପଣ କରୁଛି।

  • @trilochanrout7066
    @trilochanrout7066 Год назад +4

    🎉❤

  • @DambaruBehera-mb5si
    @DambaruBehera-mb5si 3 месяца назад +3

    ଚୋଖି ଠିକ ଲାଗିଲାନି

    • @saratsangeet2896
      @saratsangeet2896  3 месяца назад

      ସ୍ବର ପାରମ୍ପରିକ ସ୍ବର ଠାରୁ ଟିକେ ଭିନ୍ନ ଥିବାରୁ ଆପଣଙ୍କୁ ବୋଧ ହୁଏ କଟକଣା ଲାଗିଛି। ତେବେ ଆପଣ ଦେଖି ନିଜର ମତ ବ୍ୟକ୍ତ କରିଛନ୍ତି, ସେଥିଲାଗି ଆପଣଙ୍କୁ ଅଶେଷ ଧନ୍ୟବାଦ।

  • @debashismohanty3840
    @debashismohanty3840 4 месяца назад +1

    Ati sundar gayan

  • @himansubhoi909
    @himansubhoi909 3 месяца назад +2

    Nice performance with Veena and mardal

  • @jaymaagayatri736
    @jaymaagayatri736 5 месяцев назад +1

    ସୁନ୍ଦର 🕉️🙏

  • @achyutanandadas2455
    @achyutanandadas2455 Год назад +3

    Beautiful

  • @kulamanipradhan8462
    @kulamanipradhan8462 Месяц назад +1

    ବିକୃତ ମାନସିକତା l

    • @saratsangeet2896
      @saratsangeet2896  Месяц назад

      ଯାହାକୁ ଯାହା ଗଢିଛି ଦଇବ
      ତାହାକୁ କି, ଅନ୍ୟଥା ନହିଵ।
      ନମସ୍କାର

  • @kalyanipanda1673
    @kalyanipanda1673 3 месяца назад +2

    Well try sii

  • @sambit8
    @sambit8 Год назад +1

    Beautiful and beautiful.

  • @sarojinibhoi9785
    @sarojinibhoi9785 5 месяцев назад +1

    Bheri,good,sar

  • @prabhatamalik508
    @prabhatamalik508 5 месяцев назад

    ରାଗବଦଳାଇ ଗାଈଲେ ମଧୁର ଲାଗେନା

    • @saratsangeet2896
      @saratsangeet2896  5 месяцев назад

      ରାଗ ମାନଙ୍କର ଯେଉଁ ଶାସ୍ତ୍ରୀୟ ମାନ୍ୟତା ଅଛି, ଯଥା ଆରୋହଣ, ଅବରୋହଣ, ମୁଖ୍ୟ ସ୍ବର, ଗୌଣ ସ୍ବର, ବର୍ଜିତ ସ୍ବର, ଚଳଣି, ବିସ୍ତାର ଇତ୍ୟାଦି ଇତ୍ୟାଦି ତାହା ଚୋଖୀ ରାଗରେ ଲିଖିତ ବ୍ୟାକରଣ ନାହଁ। ଆମେ ପ୍ରଚଳିତ ୪/୫ ଟି ସ୍ବର ବା ବୃତ୍ତ ରେ ଶୁଣି ଅଭ୍ୟସ୍ତ। ସେ ବୃତ୍ତ ସହିତ ମୁଁ ଆଉ ଟିକେ ଅନ୍ୟ ବୃତ୍ତ ମିଶାଇଛି ଏଇଥୁ ପାଇ୍ଁ ଯେ ଗୀତ ଟିର ଭାବ ସହିତ ସାମଞ୍ଜସ୍ୟ ଆଣିବା ଲାଗି। ନୋହିଲେ ଏକ ସୁରିଆ ଭାଗବତ ପଢିଲା ପରି ଲାଗିବ। ତେବେ ଯାହେଉ ଗୀତ ଟି ଶୂଣି ନିଜର ସ୍ବ ମତାମତ ଦେଇଥିବାରୁ "ଶରତ ସଙ୍ଗୀତ" କୃତଜ୍ଞତା ଜ୍ଞାପନ କରିବା ସହିତ ଆଗକୁ ଏହାର ପୁନରାବୃତ୍ତି ନ କରିବାକୁ ନିଶ୍ଚୟ ଯତ୍ନଶୀଳ ହେବ।
      ହର ହର ମହାଦେବ।

    • @madhusudan8249
      @madhusudan8249 4 месяца назад

      Yes

  • @nrusinghmallick9096
    @nrusinghmallick9096 5 месяцев назад

    ଅତି ସୁନ୍ଦର....

  • @gouraharinayak4572
    @gouraharinayak4572 3 месяца назад +1

    Very nice

  • @godabarimangaraj5027
    @godabarimangaraj5027 6 месяцев назад +1

    Jay Jagannath

  • @suryasadhika4157
    @suryasadhika4157 5 месяцев назад

    ବିଶ୍ଵେ ପତିତପାବନ ନାମ ରହିଲା । ବସିଲା ନୁହେଁ ।

    • @saratsangeet2896
      @saratsangeet2896  5 месяцев назад

      ଆଜ୍ଞା, ବସିଲା କହିନାହିଁ। ବହିଲା କହିଛି। ମୋର ଭୁଲ ମଧ୍ୟ ହୋଇପାରେ। ତେବେ ଆପଣ ମନ ଦେଇ ଭଞ୍ଜ ଙ୍କୁ ଶୃଣି ଛନ୍ତି, ସେଥିଲାଗି ଆପଣଙ୍କୁ ଅଶେଷ ଧନ୍ୟବାଦ।

  • @sarojinibhoi9785
    @sarojinibhoi9785 5 месяцев назад +1

    Jay,sitaram

  • @BikramJena-t4b
    @BikramJena-t4b 3 месяца назад +1

    Jay shree ram

  • @brajendraparida5095
    @brajendraparida5095 11 месяцев назад +1

    Excellent

  • @kumudchandrapradhan7507
    @kumudchandrapradhan7507 Год назад +1

    Thanks jai shri ram

  • @amulyakumarpradhan1055
    @amulyakumarpradhan1055 Год назад +1

    Nice for different

  • @krupasindhupani5039
    @krupasindhupani5039 Год назад +1

    very nice

  • @subhamgouda-ep6nt
    @subhamgouda-ep6nt 5 месяцев назад

    Mama hagi jay chànda charane

  • @anirudhachinars269
    @anirudhachinars269 4 месяца назад

    Incomparable

  • @jyotisagarsahoo669
    @jyotisagarsahoo669 29 дней назад +1

    Sir....dayakari se puruna chokhi swara re au thare boliba heu....🙏

    • @saratsangeet2896
      @saratsangeet2896  29 дней назад

      ୟ୍ବୋତିସାଗର, ଗୀତ ଟି ଶୁଣି ଗୋଟିଏ ମତାମତ ଦେଇଥିବା ରୁ ଅନେକ ଅନେକ ଧନ୍ୟବାଦ ଓ ଶୁଭକାମନା। ଆମର ଚୋଖି ବୃତ୍ତ ରେ ଯେଉଁ ପ୍ରଚଳିତ ତିନୋଟି ସ୍ବର ଜନାଦୃତ,ତା ମଧ୍ୟରୁ ମୁଁ ପ୍ରଥମ ପଦ ଟି ଗାଇଛି। ଦ୍ବିତୀୟ ପଦ ଟି ଆମର ଓଡ଼ିଆ ପାଲା ସ୍ବର। ତୃତୀୟ ବା ଶେଷ ପଦ ଟିକୁ ମୁଁ ସମ୍ବଲପୁରୀ ଢାଞ୍ଚାରେ ଗାଇଛି। ତେବେ ଆଉ ଥରେ ତାକୁ ଆମ ପ୍ରଚଳିତ ଚୋଖୀ ସ୍ବର ରେ ଗାଇବାକୁ ଯେଉଁ ମତାମତ ରଖିଛ, ଡାହାକୁ ସୁବିଧା ଦେଖି ନିର୍ଣ୍ଣୟ ଗାଇବି। ମହାପ୍ରଭୁ କଲ୍ୟାଣ କରନ୍ତୁ।
      ହର ହର ମହାଦେବ।

  • @KshetraSethy
    @KshetraSethy 18 дней назад +1

    Good

  • @sarojinibhoi9785
    @sarojinibhoi9785 5 месяцев назад +1

    Sare,namasy

  • @SwastikSwayambhu
    @SwastikSwayambhu 2 месяца назад +1

    Emiti gitaku sunibaku loka achhanti ?

    • @saratsangeet2896
      @saratsangeet2896  2 месяца назад

      ପ୍ରଥମେ ଆପଣ ଶୁଣି ନିଜସ୍ଵ ମତାମତକୁ ବ୍ୟକ୍ତ କରିଛନ୍ତି ସେଥିଲାଗି ଆପଣଙ୍କୁ ଅଶେଷ ଧନ୍ୟବାଦ। ଦୁତୀୟତଃ, ଏହା କୁ ବର୍ତ୍ତମାନ ସୁଦ୍ଧା ଲକ୍ଷାଧିକ ଲୋକ ଶୁଣି ବହୁ ଭାବରେ ନିଜର ଆନନ୍ଦ ପ୍ରକାଶ କରିଛନ୍ତି। ତେବେ ଗୀତ ଟି ଶୁଣି ଆପଣ ଙ୍କୁ ଯାହା ଟିକେ ଭଲ ଲାଗିଥିଲେ ତାହା ଆପଣଙ୍କର, ଆଉ ଯାହା ଖରାପ୍ ସବୁ ମୋର ବୋଲି ସ୍ବୀକାର କରୁଛି। ବହୁତ ଧନ୍ୟବାଦ ସହିତ।
      ହର ହର ମହାଦେବ।

  • @krushnasahu7514
    @krushnasahu7514 5 месяцев назад

    👌

  • @sunianaik6760
    @sunianaik6760 4 месяца назад +1

    Kabi samrat nk

  • @manibakul8126
    @manibakul8126 Месяц назад +1

    ସୋର ଠିକ୍ ହେଉ ନାହିଁ, ବିକୃତ୍ ହେଉଛି

    • @saratsangeet2896
      @saratsangeet2896  Месяц назад

      ଚିରାଚରିତ ସ୍ବର ଠାରୁ ଟିକେ ଭିନ୍ନ ଥିବାରୁ ଆପଣଙ୍କୁ ବୋଧ ହୁଏ ବିକୃତ ଲାଗୁଛି। ଯତ୍ ସାମାନ୍ୟ କୃତ ଲାଗୁଥିବ ତାହା ଆପଣ ଙ୍କର ଆଉ ଯାହା ବିକୃତ ଲାଗୁଛି ତାହା ମୋର ବୋଲି ସ୍ବୀକାର କରୁଛି। ତେବେ ଆପଣ ଦେଖି ନିଜର ମତାମତ ରଖିଛନ୍ତି ସେଥିଲାଗି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସହିତ
      ହର ହର ମହାଦେବ।

  • @sarojinibhoi9785
    @sarojinibhoi9785 5 месяцев назад +1

    Sar,namasy

  • @himadrisankhua7960
    @himadrisankhua7960 5 месяцев назад +1

    Remember

  • @harashchandraswain
    @harashchandraswain 3 месяца назад

    Bala bhali gauchi

    • @saratsangeet2896
      @saratsangeet2896  3 месяца назад

      ଅବସର ସମୟକୂ ଟିକେ ଆନନ୍ଦ ମୟ କରିବାକୁ।

  • @laxmanbarik7381
    @laxmanbarik7381 Год назад +1

    Old is gold

  • @achyutanandasingha3280
    @achyutanandasingha3280 Год назад

    Kindly don't pollute these songs, please, please. Protect our literature.

    • @saratsangeet2896
      @saratsangeet2896  6 месяцев назад

      I don't understand how the literature is polluted here. This is a childlike comment. However, thank you for watching the video.

  • @laxmidharmuni4832
    @laxmidharmuni4832 Месяц назад +1

    Raga chokhi,epari bikruta kari bolantu nanhi.

    • @saratsangeet2896
      @saratsangeet2896  Месяц назад

      ଲକ୍ଷ୍ମୀଧର ବାବୁ, ରାଗ ରାଗିଣୀ ଉପରେ ମୋର ଜ୍ଞାନ ନାହଁ। ମୁଁ ମୁର୍ଖ । ତେଣୁ ଯେମିତି ଭଲଲାଗିଲା ସେମିତି ଗାଇ ଦେଇ ଦେଇଛି। ତେବେ ଆପଣଙ୍କ ପରି ସଂଗୀତ ର ଗଭୀର ଜ୍ଞାନ ରଖୁଥିବା ବ୍ୟକ୍ତିତ୍ଵ ଏହାକୁ ଦେଖି ଆପଣଙ୍କ ର ସୁଚିନ୍ତିତ ମତାମତ ରଖିଛନ୍ତି ସେହି ଆମର ସୌଭାଗ୍ୟ। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

  • @judhistirdas1763
    @judhistirdas1763 2 дня назад +1

    Of course it is a new raga but deviation from the original.hence it is not appreciable.

    • @saratsangeet2896
      @saratsangeet2896  2 дня назад

      Judhishtir Babu,
      Namaskar. Not only you, there are many people who don't accept at once any deviation/change/alternation of the old system/practice. On this, you might have read an odia story written by Dr Nityanand Mohapatra, great Patriot,writter, the son of Kanta Kabi Laxmikant Mohapatra. The story name is (ଅଛୁ ଓ ହେବୁ). However, you have watched the video, that is my award. ଆପଣ ଦେଖି ନିଜର ନିର୍ଭିକ ମତାମତ ରଖିଛନ୍ତି, ଅତି ବିନମ୍ରତା ସହିତ ଏହାକୁ ଗ୍ରହଣ କରି, ଆମ୍ଭର ଅନ୍ୟ ଭିଡିଓ ଗୁଡିକ ଦେଖି ଏମିତି ପରାମର୍ଶ ପୂର୍ଣ ମତାମତ ଦେବାପାଇଁ ଅନୁରୋଧ ସହିତ।
      ହର ହର ମହାଦେବ।

  • @achyutanandasingha3280
    @achyutanandasingha3280 Год назад +1

    Pollution is not good and respect for our literature. Don't pollute our wealthy literature only for some money
    .

    • @saratsangeet2896
      @saratsangeet2896  Год назад

      Mr.
      Thanks for your advice. However, I don't understand where the Literature is polluted. I sang the exact wordings of the song. So far the music or tune is concerned, there no fixed tune of it. Though in the original book,the song is said to be sang in Rag Chokhi. But till today neither grammar nor any fixed tune established on Rag Chokhi. For which though our Odishi Dance is recognised by the Government of India as one of the oldest classical dance but in vain for this unavailability of proper grammer and prove, our Odishi song, Chand, champu etc are not getting recognition of the Govt. Because, this type of songs don't have any proper grammer and tune.
      Further, about money, I have not monytise my Channel for commercial purposes yet nor getting a single Paisa on it.
      If you belong to Rourkela, please give your address. I will meet you and have a good and healthy discussion.
      Anyway you are watching my channel and put your opinion for which I am thank full to you.
      You can ring me also on 7978023984.
      Thank you.

  • @SNG125
    @SNG125 3 месяца назад +1

    SintistRabikahilabiswaepatitanamarehila.binka.

    • @saratsangeet2896
      @saratsangeet2896  3 месяца назад

      ସତ୍ୟନାରାୟଣ ବାବୁ, ଆପଣ କଣ ଲେଖିଛନ୍ତି, ବହୁ ଚେଷ୍ଟା କରି ମଧ୍ୟ ବୁଝି ପାରିଲି ନାହଁ। ତେବେ ଭିଡିଓ ଟି ଆପଣ ଶୁଣି ଛନ୍ତି ତେଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଯାହା ଆପଣଙ୍କୁ ଭଲ ଲାଗିଥିବ ତାହା ଗ୍ରହଣ କରିବେ ଯାହା ଖରାପ୍ ଲାଗିଛି ତାହା ମୋର ବୋଲି ମୁଁ ସ୍ବୀକାର କରୁଛି।

  • @sushildash3786
    @sushildash3786 5 месяцев назад +9

    ଏ ସଂଗୀତ ର ରାଗ ଚୋଖି ଏହାକୁ ବିକୃତ କରି ଗାୟନ କରନ୍ତୁ ନାହିଁ

    • @saratsangeet2896
      @saratsangeet2896  5 месяцев назад +6

      ଶୂଶିଲ ବାବୁ, ଆପଣଙ୍କ ଟିପ୍ପଣୀ ରେ ମୁଁ ଏକାନ୍ତ ସହମତ। ତେବେ ରାଗ ଚୋଖ ର ଆରୋହଣ,ଅବରୋହଣ, ବାଦି ଓ ସମ୍ବାଦି ସ୍ବର, ପ୍ରଧାନ ଚଳନ ସ୍ବର(ପକଡ) , ବର୍ଜିତ ସ୍ବର,ବିସ୍ତାର ସ୍ବର ସମୁହ, ଜାତି, ଚଳନ,ଗାୟନ ସମୟ ଇତ୍ୟାଦି ଇତ୍ୟାଦି ଯାହା ଏକ ରାଗ ର ନିର୍ଦିଷ୍ଟ ଶାସ୍ତ୍ରୀୟତା କୁ ପରିଭାଷିତ କରେ ତାହା ମୋତେ ଜଣା ନାହିଁ। ଯେବେ ଆପଣଙ୍କ ଠାରେ ଏ ବିଷୟରେ କିଛି ସଙ୍ଗୀତ ଶାସ୍ତ୍ର ସମ୍ମତ ବିବରଣୀ ଥାଏ ତାହେଲେ ମୋ ପାଖକୁ ନିଶ୍ଚୟ ଦୟାକରି ପଠାଇବେ। ତେବେ ଯାହା ହେଉ, ମୋ ଭିଡିଓ ଟି ଆପଣ ଶୁଣିଛନ୍ତି,ଓ ଆପଣଙ୍କ ହିସାବରେ ଟିପ୍ପଣୀ କରିଛନ୍ତି ସେଥିଲାଗି ମୁଁ ଆପଣଙ୍କ ପାଖରେ କୃତଜ୍ଞତା ଜଣାଇଛି। ଯାହା ଆପଣଙ୍କୁ ଭଲ ଲାଗିଥୁବ ତାହା ଆପଣଙ୍କ ର, ଯାହା ଖରାପ ଲାଗିଛି ତାହା ମୋର ବୋଲି ସ୍ବୀକାର କରୁଛି।
      ମହାଦେବ ଆପଣଙ୍କୁ ଖୁସିରେ ରଖନ୍ତୁ, ଏହି ଶୁଭକାମନା ସହିତ।
      ହର ହର ମହାଦେବ।

    • @BhabaniShankar-gj2gk
      @BhabaniShankar-gj2gk 5 месяцев назад +5

      ଚୋଖିରାଗ ୧୯ ପ୍ରକାର ଅଛି ଆଜ୍ଞା । ମୁ ଜଣେ ପାଲା ଗାୟକ ଏହି ପ୍ରକାର ଵି ଵୋଲା ଜାଇ ପାରିଵ।ଜୟ ମା ଶାରଳା 🙏🏻

    • @saratsangeet2896
      @saratsangeet2896  4 месяца назад +1

      ଧନ୍ୟବାଦ

    • @sanjibakumardash7246
      @sanjibakumardash7246 3 месяца назад

      It's already symphonic. Not fit for criticism.

  • @manojkumarpatel6004
    @manojkumarpatel6004 3 месяца назад +1

    Swara thik lagu ni

    • @saratsangeet2896
      @saratsangeet2896  3 месяца назад

      ଆପଣଙ୍କ ମତାମତ ଠିକ୍। ଭବିଷ୍ୟତରେ ଯେମିତି ସ୍ବର ଠିକ୍ ଲାଗିବ, ସେଥିଲାଗି ଚେଷ୍ଟା ରଖିବା। ତେବେ ଆପଣଙ୍କ ପରି ଶ୍ରୋତା ମାନେ ଶୁଣି ସମୟ ଦେଇ ନିଜର ମତାମତ ରଖିଛନ୍ତି ସେଥିଲାଗି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ ଶୁଭକାମନା ମନୋଜ ବାବୁ।
      ହର ହର ମହାଦେବ।

  • @harashchandraswain
    @harashchandraswain 3 месяца назад

    Bhedia swara.....😂😂 ,Kai gaucha jadi bhala nahi....🙉

    • @saratsangeet2896
      @saratsangeet2896  3 месяца назад

      ହରିଶ୍ଚନ୍ଦ୍ର ବାବୁ, ଭେଡିଆ ସ୍ବର ନୁହେଁ ବୁଢ଼ା ସ୍ବର। ସିଂହ ଟା ବୁଢ଼ା ହୋଇଗଲାଣି।ତେବେ ଆପଣ ଦେଖି ନିର୍ଭିକ ଭାବେ ନିଜର ମତ ବ୍ୟକ୍ତ କରିଛନ୍ତି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ସହିତ ନମସ୍କାର କରୁଛି।

  • @hillandseacreation...797
    @hillandseacreation...797 4 месяца назад +1

    Dayakari thik raga re gana karantu

    • @saratsangeet2896
      @saratsangeet2896  4 месяца назад

      ଆଜ୍ଞା, ଚୋଖୀ ଏକ ସଂଗୀତ ଶାସ୍ତ୍ର ସମ୍ମତ ରାଗ ନୁହେଁ, ଏହା ଏକ ବୃତ୍ତ। ଏହା କୁ ସଂଗୀତଜ୍ଞ ମାନଙ୍କ ଠାରୁ ନେଇ ପାଲା ଗାୟକ ପର୍ଯ୍ୟନ୍ତ ପରମ୍ପରା କ୍ରମେ ପ୍ରାୟ ୬/୭ ପ୍ରକାର ସ୍ବର ରେ ଗାନ କରିଥାନ୍ତି, ଯେଉଁ ଦିନରେ ଆମେ ସବୁ ଅଭ୍ୟସ୍ତ। ମୁଁ ସେହି ପରମ୍ପରା ସ୍ବର ସହିତ ଭାବ ଦୃଷ୍ଟିରୁ,ଶେଷ ଭାଗରେ ସାମାନ୍ୟ ପରିବର୍ତ୍ତନ କରିଛି। ତେବେ ଏହା ଯେବେ ଆପଣଙ୍କୁ ଖରାପ୍ ଲାଗିଛି,ନିଜ ଗୁଣ ରେ ଶରତ ସଙ୍ଗୀତ କୁ କ୍ଷମା କରିବେ। ନମସ୍କାର।

  • @narendranathmishra5301
    @narendranathmishra5301 Год назад +1

    Khub sundar hoichhi. Upendra bhanjanka anya geeta gudiku paribesan kaley ghub bhala hunanta.