ଗର୍ଭାବସ୍ଥାରେ କେଉଁ ସମୟରେ କ’ଣ ଖାଇଲେ ଆପଣଙ୍କ ପିଲା ହେବ ସୁନ୍ଦର , ବୁଦ୍ଧିମାନ ଓ ନୀରୋଗ Dr. Subhasri Mishra

Поделиться
HTML-код
  • Опубликовано: 6 фев 2025
  • Watch the Exclusive Interview With Dr. Subhasri Mishra on Healthy Diet During Pregnancy" What you eat during pregnancy will make your newborn baby intelligent and healthy // गर्भावस्था के दौरान आप जो खाते हैं, वह आपके अजन्मे बच्चे को बुद्धिमान, स्वस्थ और सेहतमंद बनाएगा // ଗର୍ଭାବସ୍ଥାରେ କେଉଁ ସମୟରେ କ’ଣ ଖାଇଲେ ଗର୍ଭସ୍ଥ ଶିଶୁ ହେବ ବୁଦ୍ଧିମାନ, ସୁସ୍ଥ ଓ ନୀରୋଗ // আপনার গর্ভাবস্থায় আপনি যা খান তা আপনার অনাগত শিশুকে বুদ্ধিমান, এবং স্বাস্থ্যকর করে তুলবে //
    ଏହି ଭିଡିଓରେ ଓଡ଼ିଶାର ଅଭିଜ୍ଞ ପ୍ରସୂତୀ ଓ ସ୍ତ୍ରୀରୋଗ ବିଷେଶଜ୍ଞ ଡାକ୍ତର ଶୁଭଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି
    ୧- ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ଖାଦ୍ୟପେୟ କେତେ ଗୁରୁତ୍ବପୂଣ୍ଣ ?
    ୨- ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ସକାଳେ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଖାଦ୍ୟପେୟ କିଭଳି ହେବା ଉଚିତ୍ ?
    ୩- ଗର୍ଭଧାରଣା କରିବାର ପ୍ରଥମ କିଛି ଦିନ ଖାଇବାକୁ ଇଛା ହୁଏ ନାହିଁ ଏହି ସମୟରେ କ’ଣ କରିବା ଉଚିତ୍ ?
    ୪- କର୍ମଜୀବି ମହିଳାଙ୍କ ପାଇଁ ଖାଦ୍ୟପେୟ କିଭଳି ହେବା ଉଚିତ୍?
    ୫- ଗର୍ଭବତୀ ମହିଳା ମାନେ ଉପବାସ କରିବା କିମ୍ବା ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା କେତେ କ୍ଷତିକାରକ ହୋଇପାରେ?
    ୬- ଜଣେ ଗର୍ଭବତୀ ମହିଳା କେଉଁ ସବୁ ଖାଦ୍ୟ ଠାରୁ ଦୂରେଇ ରହିବା ଭଲ ଏବଂ କେଉଁ ଖାଦ୍ୟ ଖାଇବା ଉଚିତ୍?
    ୭- ଖାଦ୍ୟପେୟ ସହିତ ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ଜୀବନଶେଳୀ କିଭଳି ହେବା ଉଚିତ୍ ?
    ୮- ଭାରି ଜିନିଷ ଉଠାଇବା, ପାହାଚ ଚଢିବା , ଗାଡିରେ ଯିବା ବେଳେ କ’ଣ ସବୁ ସତର୍କତା ନେବା ଉଚିତ୍?
    ୯- କର୍ମଜୀବି ମହିଳା ମାନେ ଅଫିସରେ କାମ କରୁଥିବା ବେଳେ କେଉଁ ସବୁ ଦିଗପ୍ରତି ଧ୍ୟାନ ଦେବା ଉଚିତ୍?
    ୧୦- ଗର୍ଭାବସ୍ଥା ସମୟରେ ବ୍ୟାୟାମ କରିବା, ଯୋଗ କରିବା କେତେ ଲାଭଦାୟକ
    ୧୧- ଏହି ସମୟରେ ଶାରୀରିକ ସମ୍ପର୍କ ଏବଂ ପରିଷ୍କାର ପରିଚ୍ଛନ୍ନତା କିଭଳି ରହିବା ଉଚିତ୍?
    ୧୨- ବିଶ୍ରାମ ନେବା ଏବଂ ଅନ୍ୟ କେଉଁ ସବୁ ଛୋଟ ଛୋଟ କିନ୍ତୁ ଗୁରୁତ୍ବପୂଣ୍ଣ ଦିଗପ୍ରତି ଧ୍ୟାନ ଦେବା ଉଚିତ୍?
    ୧୩- ଗର୍ଭାବସ୍ଥା ସମୟରେ ମାନସିକ ଚାପ ଠାରୁ କିଭଳି ଦୂରେଇ ରହିପାରିବା ?
    ୧୪- ଗର୍ଭଧାରଣ ସମୟରେ କ’ଣ ସାବଧାନତା ଅବଲମ୍ବନ କରିବା ଉଚିତ୍?
    In this Interview Odisha's Bst Gynaecologist Dr. Subhasri Mishra will describe the Common Question Related to Pregnancy Food Habit Like -
    1. What should be the diet in the first month of pregnancy?
    2. What should not eat in the first month of pregnancy?
    3. Can we eat non-veg during the first month of pregnancy?
    4. What should you not eat when newly pregnant?
    5. Which fruits should avoid during pregnancy?
    6. Do and don'ts in pregnancy?
    7. What vegetables should I avoid during the first trimester?
    8. What vegetables should be avoided during pregnancy?
    9. Do and don'ts in first-trimester pregnancy?
    10. How can I make my baby intelligent during pregnancy
    Precaution For Health ଦ୍ବାରା ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲ ଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ " Precaution For Health " ର RUclips Channelକୁ Subscribe କରନ୍ତୁ ଓ Bell ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    About Us -: Odisha's 1st Health Web Channel "Precaution For Health" provides the most accurate, trustworthy health, fitness, and wellness advice with a healthy dose of attitude. All content is backed by leading doctors and experts in the field of health and wellness. Our focus is on giving you solid health advice packaged in sleek, easy to consume, well-produced videos. We cut the jargon and dish out real advice.
    #PrecautionForHealth #HealthTips #OdiaHealthTips #DoctorAdvice #DoctorDoctor #pregnancy #HealthyFood #pregnancyDiet #firstpregnancy #SCB #ଖାଦ୍ୟପେୟ #ଗର୍ଭବତୀ #Exclusive #Interview #SubhasriMishra #BstGynaecologist

Комментарии • 358