SRI MANDIRE JAI SRI JAGANNATHANKU ... ODIA DEVOTIONAL (BHAJAN) RENDERED BY ARYA ADYASHAKTI TRIPATHY.

Поделиться
HTML-код
  • Опубликовано: 19 янв 2025

Комментарии • 30

  • @suryakanta692
    @suryakanta692 2 года назад +2

    Haribola.. Jai Jagannatha.. 🙏❤🙏..

  • @boyon899
    @boyon899 2 года назад +1

    Beautiful✨✨✨✨✨✨😍😍😍😍😍❤❤❤❤❤❤

  • @Ajoy_kumar_Maiti
    @Ajoy_kumar_Maiti 8 месяцев назад +2

    In 2017,My tears was end,because my kuni daughter disqualified of prathama swara ,season....2 in prathana T.V.Now I very glad for my kuni mother Arya Addyasakti.God bless Arya Addyasakti and I wish her bright future.Comment by Ajay Maity.W.B.

  • @boyon899
    @boyon899 2 года назад +1

    Beautiful

  • @surajpatel7447
    @surajpatel7447 2 года назад +1

    Wow...

  • @mamalibarisal4856
    @mamalibarisal4856 3 года назад +1

    Waooo

  • @dips495
    @dips495 2 года назад +1

    😍😍👌👌👌

  • @pinkuchinara9886
    @pinkuchinara9886 3 года назад +1

    🌾🍀🌿🌷🌾🍄🌻🌵🌺🌹🌻🌼🌷🌾🌸🌿🌾ବହୁତ ସୁନ୍ଦର ପରିବେଶଣ ଭଉଣୀ🌾🍀🌿🍀🌿🌷🌸🌿🌾🌹🌻🌺🌵🍄🌾🍀🌿🌱🌸

  • @dutiasahu2199
    @dutiasahu2199 3 года назад +3

    ଅନୁପମ! ଅତୂଲ୍ୟ! ଅମୂଲ୍ୟ! ଅବର୍ଣ୍ଣନୀୟ!!!

  • @funvlearnv
    @funvlearnv 3 года назад +1

    ଧନ୍ୟବାଦ ପୁଣି ଏକ ସୁନ୍ଦର ଭଜନ ଭେଟି ଦେଇ ଥିବାରୁ ।

  • @arjunmaharana3525
    @arjunmaharana3525 3 года назад +1

    🙏 ଜୟ ଜୟ ଶ୍ରୀଜଗନ୍ନାଥ ସ୍ଵାମୀ 🙏
    (ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥଙ୍କୁ.. ବୃତ୍ତ୍ତେ)
    ଭକ୍ତି ଭାବ ପୂର୍ଣ୍ଣ ଭଜନ ଗାୟନ..
    ଶୁଣିଲା ଏ ବେନି କର୍ଣ୍ଣ,
    ମର୍ମସ୍ପର୍ଶୀ ସେହି ସୁମଧୁର ତାନ
    ପୁଲକିତ ହେଲା ମନ..
    କରି ଧ୍ୟାନ... ଭୁଲିଲି ଭୋଜନ ପାନ।।(୨)
    କଲ୍ୟାଣ କରନ୍ତୁ ସେ ଚକାନୟନ
    ଭଗିନୀ ଗୋ ନିଶି ଦିନ,
    ଶ୍ରୀ ମୁଖରୁ ତବ ଶୁଣିଲେ ଭଜନ
    ଧନ୍ୟ ମାନବ ଜୀବନ..
    ଯଶ ଗାନ..କରିବେ ସକଳ ଜନ।।(୨)
    (ମହାପ୍ରଭୁଙ୍କର ପବିତ୍ର ଶ୍ରୀ ଗୁଣ୍ଡିଚା ତିଥିରେ ଏପରି ଏକ ହୃଦୟସ୍ପର୍ଶୀ ଭଜନ ଶ୍ରବଣ କରି ମୁଁ ଅତ୍ୟନ୍ତ ପ୍ରୀତ ହେଲି। ଅଶେଷ ଅଶେଷ ଧନ୍ୟବାଦ ଭଉଣୀ। ଆପଣଙ୍କ ସୁଲଳିତ କଣ୍ଠରେ କି କୁହୁକ ଭରି ରହିଛି ସତେ !... ତାହା କେବଳ ସେହି କୋଟି କୈବଲ୍ୟ ନାଥଙ୍କୁ ହିଁ ଜଣା)🏆🏆🏆🏆🏆🏆🏆🏆

    • @AryaAdyashaktiTripathy
      @AryaAdyashaktiTripathy  3 года назад

      ଆପଣଙ୍କର ଆଶୀର୍ବାଦ ପାଇଁ ହିଁ ସବୁ ସମ୍ଭବ ହୋଇପାରୁଛି। ଏହିପରି ଭାବରେ ଆପଣଙ୍କର ଆଶୀର୍ବାଦ ବର୍ଷା ହେଉଥାଉ।ଆପଣଙ୍କର ଆଶିଷ ଓ ଉତ୍ସାହ ହିଁ ମୋତେ ଆଗକୁ ନେବାରେ ସାହାଯ୍ୟ କରିବ। ଆପଣଙ୍କର କବିତା ଗୁଡିକ ଅତ୍ୟନ୍ତ ଉତ୍ସାହ ପ୍ରଦାନକାରୀ। 🙏🙏🙏🙏🙏

    • @arjunmaharana3525
      @arjunmaharana3525 3 года назад

      @@AryaAdyashaktiTripathy
      ଅସମ୍ଭବକୁ ସମ୍ଭବ ସିଏ କରନ୍ତି..
      ଶ୍ରୀଜଗନ୍ନାଥଙ୍କୁ ସଦା ଯିଏ ଭଜନ୍ତି।।
      ଯେଣୁ ସହାୟ ତୁମ୍ଭଙ୍କୁ କଳା ସାଆନ୍ତେ..
      ତେଣୁ ଆମ୍ଭ କର୍ଣ୍ଣ ଗୀତ ଶୁଣୁଛି କେତେ।।
      ପ୍ରଭୁଙ୍କ ଶୋଳ କଳାରୁ ଗୋଟିଏ କଳା..
      ତୁମ୍ଭଙ୍କୁ ଅରପିଛନ୍ତି ସେ ନନ୍ଦବଳା।।
      ଆହା କି କୁହୁକ ଭରା କଣ୍ଠରୁ ତବ..
      ଝରଇ ସଙ୍ଗୀତ ସ୍ଵର କି ଅଭିନବ!!
      🙏 ଜୟ ଶ୍ରୀ ଜଗନ୍ନାଥ 🙏

  • @neerajdass5533
    @neerajdass5533 3 года назад +1

    Super 👌👌👌

  • @tapascreationdaspalla3588
    @tapascreationdaspalla3588 3 года назад +1

    Wow

  • @subratsahoo3178
    @subratsahoo3178 3 года назад +1

    Beautiful song

  • @nimakantaroutray2824
    @nimakantaroutray2824 3 года назад +1

    Beautiful singing keep it up All the best 👍👍

    • @AryaAdyashaktiTripathy
      @AryaAdyashaktiTripathy  3 года назад +1

      🙏🙏🙏🙏🙏🙏🙏🙏🙏🙏
      Gurujee, its possible only and only for your love and blessings.

  • @The_DAG
    @The_DAG 3 года назад +1

    😍😍 awesome!!

  • @bulu9214
    @bulu9214 3 года назад +1

    🙏🏽🙏🏽🙏🏽