ପାଲା ରୁ କିଛି ଶିକ୍ଷଣିୟ କଥା//OdiyaPlala//Last part//Gayaka-Kailasha Chandra Pani//TBS

Поделиться
HTML-код
  • Опубликовано: 19 окт 2024
  • ପାଲା ରୁ କିଛି ଶିକ୍ଷଣିୟ କଥା//OdiyaPlala//Last part//Gayaka-Kailasha Chandra Pani//TBS
    #trishakti_bhakti_sudha
    #last_part
    #odiyapala
    #badipala
    #Kichi_janiba_katha
    #viral_video
    #Gayaka-kailasha_chandra_pani

Комментарии • 12

  • @sakuntalapal4630
    @sakuntalapal4630 3 месяца назад +4

    Khub sundar upasthapana

  • @SipaDash-gb3si
    @SipaDash-gb3si 4 месяца назад +2

    Sundar. Paribesan

  • @pabitradash5452
    @pabitradash5452 6 месяцев назад +2

    Ati sundar pala

  • @asitrout7659
    @asitrout7659 9 месяцев назад +1

    🙏🙏🌹ପ୍ରଣାମ. ଜୟଶ୍ରୀ ସତ୍ୟନାରାୟଣସ୍ୱାମୀ ଙ୍କର ଜୟ

  • @srilekhamishra498
    @srilekhamishra498 3 месяца назад +1

    Ati sundarpala

  • @manoranjanpanda369
    @manoranjanpanda369 9 месяцев назад +2

    Ati sundar

  • @JaykantBarick
    @JaykantBarick 4 месяца назад +1

    Ati sudar pala

  • @ghanashyamdash4439
    @ghanashyamdash4439 9 месяцев назад

    Ati sundar barnnana.

  • @maheswarbiswal9293
    @maheswarbiswal9293 9 месяцев назад

    Very nice pala by kailash babu,

  • @Mr_goodguy7
    @Mr_goodguy7 3 месяца назад +1

    Janma ru Kehi bi brahmana hoinathanti ....janma ru samaste sanskar hino sudra hoithanti....Jathartha karma hin Manisa Ku Brahmanatwa pradan karithae

  • @priyaprasadmishra7759
    @priyaprasadmishra7759 8 месяцев назад +1

    ଜୟ ଜଗନ୍ନାଥ
    ଗତକାଲି ଗଡ଼ରୋଡ଼ଙ୍ଗ, ବ୍ରହ୍ମଗିରି ମଞ୍ଚରେ ଗାୟକ କୈଳାଶ ପାଣି ପାଲା ପରିବେଶଣ କରୁଥିଲେ କିନ୍ତୁ ଦୁଃଖର କଥା ସେ ନିଜର ପରିବେଶଣରେ ଉପସ୍ଥାପନା କଲେ
    👉ଦଶରଥଙ୍କ ଭଳି ଆତତାୟୀଙ୍କ ଠାରୁ ରାମ କିପରି ଜନ୍ମନେଲେ
    👉ରାମ ବୋଲି କେହି ନାହାନ୍ତି, ରାମାୟଣ ଭୁଲ
    👉ହରେକୃଷ୍ଣ ହରେରାମ ମହାମନ୍ତ୍ର ନୁହେଁ ll
    ଏପରି ଅନେକ ଶବ୍ଦ ଯାହାକି କର୍ଣ୍ଣକଟୁ l ଦର୍ଶକ ଭାବରେ ଜୟଚନ୍ଦ୍ର ବଡ଼ଦଳେଇ, ପର୍ଶୁରାମ ସାସମଲ, ଶ୍ରୀବଶ୍ଚ ସ୍ୱାଇଁ, ଭାସ୍କର ମୁଦୁଲି, ସହଦେବ ପ୍ରଧାନଙ୍କ ପରି ପାଲା ଗାୟକ ଓ ସହକର୍ମୀ ଉପସ୍ଥିତ ଥିଲେ l ସେ ଉକ୍ତ ମଞ୍ଚରେ ଯାହାବି ଉପସ୍ଥାପନା କଲେ ତାହା ନିଶ୍ଚିତ
    ଆମ ସଂସ୍କୃତି ପାଇଁ ନିନ୍ଦନୀୟ ll ଆମ ଧର୍ମ, ସଂସ୍କୃତି, ପରମ୍ପରାକୁ ନେଇ ଆମେ ଗର୍ବିତ ତେଣୁ ଏପରି ପରିବେଶଣ କରିଥିବା ଶବ୍ଦ ନିହାତି ଭୁଲ ll ଏହି ସୂଚନା ଏଥି ନିମନ୍ତେ ସାର୍ଵଜନିନ କରାଗଲା ଯଦି ଆସନ୍ତାକାଲି ମଞ୍ଚରେ ସେ ରାମଂକ ଉଦ୍ଦେଶ୍ୟରେ କ୍ଷମା ପ୍ରାର୍ଥନା ନକରନ୍ତି ତେବେ କଳା ସଂସ୍କୃତି ସୁରକ୍ଷା ପରିଷଦ ତରଫରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ll
    ---------------------------------- ସମ୍ମାନ ସହ
    ପ୍ରିୟପ୍ରସାଦ ମିଶ୍ର
    ଅଧ୍ୟକ୍ଷ
    କଳା ସଂସ୍କୃତି ସୁରକ୍ଷା ପରିଷଦ, ଓଡିଶା

  • @pravakarmishra6644
    @pravakarmishra6644 9 месяцев назад

    goodperferma?ce