ସୌମ୍ୟ ମାରିଲେ ବାଣ, BJD ଦୁର୍ବଳ ହେଇଗଲା ମୁଁ ବିଶ୍ୱାସ କରୁନି ! BJD is not weak, Soumya Ranjan patnaik.

Поделиться
HTML-код
  • Опубликовано: 16 сен 2024
  • ସୌମ୍ୟ ମାରିଲେ ବାଣ, BJD ଦୁର୍ବଳ ହେଇଗଲା ମୁଁ ବିଶ୍ୱାସ କରୁନି ! BJD is not weak, Soumya Ranjan patnaik. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our RUclips Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

Комментарии • 173

  • @simantinijena959
    @simantinijena959 6 дней назад +59

    ଧନ୍ୟବାଦ soumyaranjan Pattnaik ଭାଈ 🙏🏻ଖୋଲି କି ସାହସ କରି କଥା ରଖିଲେ 🙏🏻

  • @kamalakantapanda8822
    @kamalakantapanda8822 6 дней назад +10

    ନିଜ ସ୍ୱାର୍ଥ ନିଜ ସ୍ତ୍ରୀ କୁ ପିଟି ଶଶୁର ଠାରୁ ସବୁ ଲୁଟି ଯିଏ ନିଜେ ସ୍ୱାର୍ଥପର ହୋଇଯାଏ, ସେ ଭାଷଣ ମାରିବ ସ୍ୱାର୍ଥ ଉପରେ ଛି.... ସୌମ୍ୟ.... ଛି.।.. ହୀନ ରାଜନୀତି

  • @BinodiniRoutBinodiniRout
    @BinodiniRoutBinodiniRout 6 дней назад +54

    You are Right sir ❤❤❤Jay Nabeen 🙏 ❤

  • @JagamohanJena-l3p
    @JagamohanJena-l3p 6 дней назад +5

    Greatly talking sir you are Great......Naveen pattanaik sir is Great

  • @karunakarbarik8956
    @karunakarbarik8956 6 дней назад +16

    ଦୁଇଜଣ ଯାଆନ୍ତୁ। ଓଡିଶାର ଜନସାଧାରଣ ଅଛନ୍ତି ନବୀନ ପଟ୍ଟନାୟକଙ୍କ ଫଛରେ।

  • @PravakarParamanik-u9k
    @PravakarParamanik-u9k 6 дней назад +3

    ❤Jay Jagannath Jay nabin babu Jay BJD Jay ❤❤❤❤

  • @sunilkumarmajhi5583
    @sunilkumarmajhi5583 6 дней назад +13

    ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଗରୁ ସଠିକ୍ ତଥ୍ୟ , ସଠିକ୍ କଥା କହୁଥିଲେ । ବର୍ତ୍ତମାନ ତାଙ୍କ କଥା ର ମୂଲ୍ୟ ଥିଲା ଭଳି ମନେ ହେଉନି ।

    • @subhransudalai8360
      @subhransudalai8360 6 дней назад +2

      ବିଜେଡ଼ି ଦୁର୍ବଳ ହେଲା କହିଥିଲେ ଠିକ ଲାଗିଥାନ୍ତ

  • @manoranjanbehera1627
    @manoranjanbehera1627 6 дней назад +6

    Jai Naveen Pattnayak 🙏 ❤

  • @saraswatisahoo5171
    @saraswatisahoo5171 2 дня назад +1

    କିଛି ମହିଳା ମାନେ ସଶକ୍ତି ହେବେ ନାହିଁ।ଜଦି ଗୋଟିଏ ବର୍ଷ ରେ ୫୦ ହଜାର ଦେଇଥାନ୍ତେ ତେବେ ମହିଳା ମାନେ ସଶକ୍ତି ହେଇ ଥାନ୍ତେ

  • @NisaSahu-xs3rg
    @NisaSahu-xs3rg 6 дней назад +17

    ଠିକ

  • @Official_B.kanhar7289
    @Official_B.kanhar7289 6 дней назад +2

    ବିଜେଡି ଦଳକୁ ଯିଏ ନିନ୍ଦା କଲା ସେ ଫସିଲା ଜାଲରେ ।

  • @PratapBhai-tw1mu
    @PratapBhai-tw1mu 6 дней назад +6

    Tame jaha kahile bi only nabin Babu achhanti rahibe ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @pitambarnanda1591
    @pitambarnanda1591 6 дней назад +37

    Suhadra ଯୋଜନା ରେ କେହି ଉପକୃତ ହୋଇପାରିବେ ନାହିଁ

  • @subhrajitsamaljajpur1536
    @subhrajitsamaljajpur1536 6 дней назад +20

    ଆପଣଙ୍କୁ ସେଇ ବିଜେଡି ଦଳ ହିଁ ବିଧାୟକ ବନେଇଥିଲା. ଏବେ କାଇଁ ଆଉ ଆପଣ ବିଧାନସଭା ଜିତିକି ଯାଇ ପାରୁନାହାନ୍ତି 🤣🤣

  • @akshayakumarbehera4781
    @akshayakumarbehera4781 6 дней назад +27

    ବର୍ଷା ଯୁଆଡେ ଛତା ସିଆଡେ

  • @rashmilatadube9949
    @rashmilatadube9949 6 дней назад +14

    Jay Nabin

  • @budhiramnahak3209
    @budhiramnahak3209 6 дней назад +14

    ଆଉ ଦୁଇ ରାଉଣ୍ଡ ମାର ସବୁ ଜାଣି ଯିବ .ସୌମ୍ୟ ବାବୁ ତମ ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଉଛି .ରାଜନୀତି ରୁ ସନ୍ୟାସ ନିଅ

  • @Reenabehera0
    @Reenabehera0 6 дней назад +12

    Right 👍🏻👍🏻

  • @ajayasahu4728
    @ajayasahu4728 6 дней назад +1

    Soumyaranjon Pattnaik thanks good bravesJay Jagannath Jay BJD Jay Naveen Pattnaik sir

  • @ASISH_SATYA_VLOGER
    @ASISH_SATYA_VLOGER 6 дней назад +10

    ଠିକ୍ କଥା

  • @bhimasenswain8481
    @bhimasenswain8481 6 дней назад +7

    Right

  • @sudrasanbisei3645
    @sudrasanbisei3645 6 дней назад

    You are Right Sir

  • @madhusudanparida4161
    @madhusudanparida4161 6 дней назад +1

    Absolutely correct comments Sir. U r one of the future asset of Odisha for ur political ideology. 🙏

  • @Bhubaneswar-x2h
    @Bhubaneswar-x2h 6 дней назад +7

    Ok sar

  • @biki8757
    @biki8757 6 дней назад +3

    Problem is BJD is currently leaderless.

  • @UsharaniParida-x2z
    @UsharaniParida-x2z 5 дней назад

    Right ✅️ katha kahichhanti Saumya baabu

  • @GourangaSahoo-wy9cn
    @GourangaSahoo-wy9cn 6 дней назад

    Right sir right ❤❤❤❤

  • @anandamohakuda4943
    @anandamohakuda4943 6 дней назад

    Soumya babu right 👍

  • @brajakishorepadhi4022
    @brajakishorepadhi4022 6 дней назад +3

    ୟେଟା ଘୁସୁରୀ ମୁହାଁ ଦୋ ମୁହାଁ।

  • @ChudamaniNaik-q3f
    @ChudamaniNaik-q3f 5 дней назад

    Good barta❤❤❤❤❤❤❤❤❤

  • @archanabarik2330
    @archanabarik2330 6 дней назад +4

    Jay BJD 💚💚💚 💚 jay Nabin babu 🙏🏼🙏🏼🙏🏼🙏🏼

  • @dineshasahu4561
    @dineshasahu4561 6 дней назад

    Somya babu bahut chalaki achha

  • @Nayanadeipradhan99
    @Nayanadeipradhan99 5 дней назад

    ଠିକ୍ କଥା ।କିନ୍ତୁ 2025ରେ ଯାହାର ବୟସ 59 ପୁରି ଯିବ ସେ କେତେ ପଇସା ପାଇବ।

  • @prasantakumar1523
    @prasantakumar1523 4 дня назад

    କାହିଁ BJP ଟିକେଟ ଦେଲା ନାହିଁ । ପୁଣି ଘସି ହେବାର କୌଣସି କାରଣ ନାହିଁ ।

  • @smrutiranjansamal695
    @smrutiranjansamal695 5 дней назад

    Jaysomya

  • @DaitariJena-up7gd
    @DaitariJena-up7gd 6 дней назад

    right

  • @PurnachandraBehera-if5tu
    @PurnachandraBehera-if5tu 6 дней назад

    କିଛି ନଥିବା ନେତାଙ୍କୁ କେହି ନେବେନାହି।

  • @bijaysahoo2341
    @bijaysahoo2341 6 дней назад +4

    Thik Katha 👍

  • @PurnachandraBehera-if5tu
    @PurnachandraBehera-if5tu 6 дней назад

    ଆଉ ଗଲେ ଦୁର୍ବଳ ହେବ।

  • @soumyaranjanmohapatra1033
    @soumyaranjanmohapatra1033 6 дней назад +14

    ତତେ କେହି ଆଉ ବାସି ପାଣିରେ ପଚାରୁନାହଁନ୍ତି ଖାଲି ଉପରେ ପଡି ନିଜ ଆଡୁ ଘସି ହଉଛୁ

    • @possible4080
      @possible4080 6 дней назад +6

      Somya ranjan pattanayak is a brand

    • @Abinash972
      @Abinash972 6 дней назад

      Soumya Ranjan Patnaik name Nehi brand hai

  • @manaskumar00
    @manaskumar00 6 дней назад +2

    You are right sir

  • @bikramkesharijena48
    @bikramkesharijena48 6 дней назад

    କଥା ବଡ କାମ କମ୍। ତମର ନୀତି ନାହିଁ, ଶଚୋଟତା ନାହିଁ, ତମକୁ କିଏ ପଚାରିବ। ସେମିତି ବକ୍ ବକ୍ ହେଉଥିବ କେହି ଶୁଣି ବେ ନାହିଁ। କେତେ ଦିନ ଆଉ ମିଛ କହିକି ନୀରିହ ଓଡିଶା ବାସି କୁଂ ଠକିବ ।

  • @mkkabat3904
    @mkkabat3904 6 дней назад +3

    ମୋ ବଣ ସୌମ୍ୟ ହରିଗଲା ମୁଁ ବିଶ୍ବାସ କରୁନି।
    ସବୁ ଦଳ ରୁ ଗୁଇଥା ଖାଇଥିବା ଲୋକ ତମେ

  • @subratbeura6735
    @subratbeura6735 5 дней назад

    No1 ଦଳ ଡିଆଁ ସୌମ୍ୟ ବାବୁ

  • @user-gv4mh8xh2t
    @user-gv4mh8xh2t 2 дня назад

    ଠିକ କଥା

  • @kamalakantapani499
    @kamalakantapani499 6 дней назад

    ମୂଲ୍ୟ ହୀନ କଥା

  • @bijayprakashpanda6583
    @bijayprakashpanda6583 6 дней назад

    ଡବଲ ଗେମ୍ ବା ମସ୍କା ମାରିବା ଶୁଭା ପାଉନାହିଁ।

  • @jayhind6187
    @jayhind6187 5 дней назад

    ମା ଠି ଆ କୁଆଡେ ଗଲା । ସୌମ୍ୟବାବୁ ତମେ ସର୍ବଦଳୀୟ ।

  • @LaliltBaral
    @LaliltBaral 6 дней назад

    ତମର ବାର ଭାଇ, ତମେ କୋଉ କୂଳକୁ ନୁହଁ

  • @gurucharansahoo9577
    @gurucharansahoo9577 6 дней назад

    ପରିଚୟ ନିଜର ହଜି ଗଲାଣି 🙄🙄😀😀😀😀

  • @bijaykumarmoharana7254
    @bijaykumarmoharana7254 5 дней назад

    Saumya babu take right dicision please.😊

  • @brajasundarsahoo1590
    @brajasundarsahoo1590 6 дней назад

    APP ଦଳ ରେ ରାଜ୍ୟ ସଭାପତି ହେଲେ ଭଲ ହୁଅନ୍ତା l

  • @DrDhirendraMohanty
    @DrDhirendraMohanty 6 дней назад

    ଓଡିଶା ବଞ୍ଚାଓ ଦଳ ଭାବରେ ପ୍ରତିଷ୍ଠା କରି ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ ରହିଲେ ଭଲ ହେବ. ସୌମ୍ୟ ବାବୁ ଜିନ୍ଦାବାଦ, ଓଡ଼ିଶାର ଗର୍ବ.

  • @sumantabehera7642
    @sumantabehera7642 3 дня назад

    Jay nabin Babu

  • @JyotiPrakashBehera-fu4lw
    @JyotiPrakashBehera-fu4lw 6 дней назад

    Soumya Ranjan sir jaha kahile pura thik kahile BJD Odisha re ahuri sudruda heba

  • @birendranahak6937
    @birendranahak6937 6 дней назад +2

    Good

  • @user-lf7jr2dd5o
    @user-lf7jr2dd5o 6 дней назад +1

    ଜୟ ନଵିନ୍

  • @NirakarBiswal-zg4tn
    @NirakarBiswal-zg4tn 6 дней назад +1

    ଯାହାହେଉ ମିଡିଆ ଆଗରେ ମନିନେଲ ମୁଁ ସବୁଦଳକୁ ଟିକେ ଟିକେ ଯାଇଛି ମାନେ ଗୋଟିଏ ବଡ ବୋରଝାଂଜି ।

  • @KAVYANSI5196
    @KAVYANSI5196 6 дней назад

    ଟଙ୍କା ନୁହେଁ Voucher

  • @tusarkantaparija8548
    @tusarkantaparija8548 6 дней назад

    Right bat bola

  • @satyanandabehera7513
    @satyanandabehera7513 4 дня назад

    ଆପଣ ଆସିଲେ ବିଜେପି ପୁରା ମଜବୁତ ହେଇ ଯିବ ଲାଗୁଚି, ଫୁଣି ଘର ବାହୁଡା଼ ହେବ କି

  • @ANANGASUAR-sc9mr
    @ANANGASUAR-sc9mr 6 дней назад

    It' s right

  • @satyaandtulasimama6083
    @satyaandtulasimama6083 5 дней назад

    BJD 🚩

  • @sitakantapatra4875
    @sitakantapatra4875 6 дней назад +2

    Sir apan BJD ku back karantu

  • @s_jshorts3470
    @s_jshorts3470 5 дней назад

    Bjp hatao bjp hatao bjp hatao jay congress jay congress

  • @hemantabhoi307
    @hemantabhoi307 5 дней назад

    Samya babu kali BSP rahila.

  • @sony1569
    @sony1569 6 дней назад

    Sabu sahara re varibe

  • @pramodpradhan8137
    @pramodpradhan8137 6 дней назад +2

    ବର୍ଷା ଯୁଆଡେ ଛତା ------

  • @freefiresai1922
    @freefiresai1922 6 дней назад

    ଗୋଟିଏ କଥା କହିଲେ

  • @damodarbarik9636
    @damodarbarik9636 6 дней назад

    Saumya babu , perhaps you have forgotten ,Pandian's antiaction against you .

  • @LaliltBaral
    @LaliltBaral 6 дней назад

    ତମେ ସବୁ ଆଡେ ମୁଁହ ମାରୁଛ

  • @pravatkumarmishra9760
    @pravatkumarmishra9760 6 дней назад

    ଏ ବାବୁ ପୁଣି b j d ଗୋଡ଼ ଧରିଲାଣି ନାମ ଯଦି ବଡ ନୁହଁ ତାହେଲେ ରେଭେନ୍ସା ନାତି ନାତୁଣୀ କିଏ ଥିବେ ଡାକି ଆଣି କିଛି ସଂସ୍ଥାର ନାମ karan କରିଦିଅ ହାଏରେ ଓଡ଼ିଆ

  • @dhaneswardas548
    @dhaneswardas548 6 дней назад +1

    ବର୍ତ୍ତମାନ ପରିସ୍ଥିତିରେ ପାଣ୍ଡିଆନ୍ ବିନା ବିଜେଡି ର ଅସ୍ତିତ୍ବ ନାହିଁ... ଆପଣ ମାନନ୍କୁ କି ନ ମାନନ୍କୁ..।

    • @sankarnathmaharana7859
      @sankarnathmaharana7859 6 дней назад

      ଯିଏ ମୂର୍ଖ ହେଇଥିବ ସିଏ ପାଣ୍ଡିଆନ ପାଣ୍ଡିଆନ ହବ ନବୀନ ପଟ୍ଟନାୟକ ବିନା ବିଜେଡ଼ିର ଅସ୍ତିତ୍ବ ନାହିଁ

  • @ajayaonlinevideo
    @ajayaonlinevideo 6 дней назад +9

    Bjd always strong.welcome sir

  • @shishirakumarmishra2139
    @shishirakumarmishra2139 4 дня назад

    Kede nilaja

  • @user-cc5rn8ot2o
    @user-cc5rn8ot2o 6 дней назад

    ପାଥଁବର୍ଷରେ ମହିଳାମାନଙ୍କ ର ବିକାଶଶିଳ
    ହୋଇ ପାରିବେ ସାର ?

  • @rajendrasethia9222
    @rajendrasethia9222 6 дней назад

    😊

  • @akpanda833
    @akpanda833 5 дней назад

    Must learn business from Mr Pattanayak

  • @bubusahoo2869
    @bubusahoo2869 6 дней назад +5

    ବିଜେପି ରେ କାମ କରୁଛି 😂😂ଡହରା ଗପ ଗପୁଚି.... ଓଡ଼ିଆ ଅସ୍ମିତା କୋଉଠି ରହିଲା......

    • @JogeswarMajhi-lt7hj
      @JogeswarMajhi-lt7hj 6 дней назад +1

      ପ୍ରକୃତ କଥା ର ମନ୍ତବ୍ୟ କିଛି ବ୍ୟକ୍ତି ବିଶେଷ ଙ୍କୁ ହଜମ ହୁଏ ନାହିଁ,,,

  • @ishwarchandra3980
    @ishwarchandra3980 6 дней назад

    ସୌମ୍ୟ ସାର ବିଜେଡି ର ଘା ଦେଖି ପାହାର ମାରିଲେ ! ଘା କଷ୍ଟ କୁ ପାହାର ମାଡ ବିଜେଡି ଅରଫ ପାଣ୍ଡିଆନ କେତେ କଷ୍ଟ ସହିବ ! ଟିକେ ବଂଚିବା ଭଳି ମାର 👍 ମରିଗଲେ କିଏ କଷ୍ଟ ସହିବ ?

  • @minaketan5562
    @minaketan5562 5 дней назад

    ବହୁ ରୂପୀ ଏଣ୍ଡୁଅ

  • @user-lm1tz1mv9g
    @user-lm1tz1mv9g 6 дней назад

    Soumya Babu jane bhala Raajaneta o spastabadi personality.

  • @birajrout7432
    @birajrout7432 5 дней назад

    BJD ser he

  • @bram7195
    @bram7195 6 дней назад

    ଅଲାଯୁକ ଟା

  • @sanketschoolboy
    @sanketschoolboy 6 дней назад

    Agami chip minister join to BJD

  • @34-subhamswagatika51
    @34-subhamswagatika51 4 дня назад

    Subhadra yojana😅😅😅😅😅miliba but hatare paisa paibani😅

  • @SibasibaSiba-k7b
    @SibasibaSiba-k7b 6 дней назад

    Thankyou

  • @ashokkumardash1032
    @ashokkumardash1032 6 дней назад

    Saumya babu nka BJP prati tk dhaliba bhali laguchhanti. 1 year ku 10.000 hajare mahila nka pain kn safisent??

  • @lokanathpatra704
    @lokanathpatra704 6 дней назад +2

    Samay Ranjan Babu

  • @Sarojmohapatra19
    @Sarojmohapatra19 6 дней назад

    Jay.nabin

  • @niranjanpradhan8299
    @niranjanpradhan8299 6 дней назад

  • @swarajpatra7203
    @swarajpatra7203 6 дней назад

    Bjd asa hari

  • @nishikantagiri4394
    @nishikantagiri4394 5 дней назад

    ତୁମେ ଖାଲି ତୁମର ସ୍ୱାର୍ଥ କଥା ଭାବ

  • @dillipkumarmohanty4471
    @dillipkumarmohanty4471 6 дней назад

    Soumya babu beiman ta

  • @LaliltBaral
    @LaliltBaral 6 дней назад

    ପାଗଳ ଟା 😄

  • @satyapriyamohanty2110
    @satyapriyamohanty2110 6 дней назад +1

    Jahara dala nahin ki pada nahin se kana kahibe

  • @duryodhanmahanta7766
    @duryodhanmahanta7766 6 дней назад

    ବିଜେଡିର ପାଦ ତଳକୁ ତଳକୁ।

  • @LuludhalAnildhal
    @LuludhalAnildhal 3 дня назад

    ଏଣ୍ଡୁଅ ଭଳି ଲୋକଟି.... ଏ ଲୋକ, ସେ ପା କହୁଛି ସବୁ ଦଳରେ ଯୋଗ ଦେଇ ସାରିଲାଣି,, ଲୁଟେରା 😂

  • @LaxmidharDas-c4w
    @LaxmidharDas-c4w День назад

    ତମେ ତ ହର୍ଲିକ୍ସ ନେଇ ଯିବ କି

  • @srikantnayak573
    @srikantnayak573 6 дней назад

    Nabin sir soumyaranjam pattnaik ku biswas re neiki dala ku aga ku badhiba ra road map srusti kariba katha