Nilanjana Mukherjee, MD of Kalinga Hospital, Shares Her Success Journey | EP 22 | Argus Podcast
HTML-код
- Опубликовано: 4 июл 2024
- ହସ୍ପିଟାଲ ରିସେପସନିଷ୍ଟ ରୁ ହସ୍ପିଟାଲ ଏମ.ଡି !
#ArgusDigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #Nilanjanamukherjee
02:00 - Intro
02:46 - ହସ୍ପିଟାଲ ରିସେପସନିଷ୍ଟ ରୁ ହସ୍ପିଟାଲ ଏମ.ଡି
03:27 - ଅଭିଯୋଗ ଆସେ ବଡ ବଡ ହସ୍ପିଟାଲରେ ସ୍ୱାସ୍ଥ୍ୟବୀମା ଥିବା ରୋଗୀଙ୍କୁ ଲୁଟାଯାଏ !
04:24 - ରୋଗୀଙ୍କ ଅନାବଶ୍ୟକ ପରୀକ୍ଷା କରିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି କି ?
05:38 - ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଚିକିତ୍ସା କରିବା ନାଁରେ ଲୁଟାଯାଏ !
10:50 - 'ମୁଁ ପ୍ରଥମେ ତାଜ ହୋଟେଲରେ ରିସେପସନିଷ୍ଟ ଥିଲି'
12:33 - 'ବାପାଙ୍କ ଡରରେ ମୁଁ ଭଲସେ ପାଠ ପଢ଼ିଲି'
17:02 - '୨୦୧୨ରେ ମୁଁ ଦ୍ଵିତୀୟ ଥର ପାଇଁ ବିବାହ କରିଥିଲି'
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
Nilanjana Mukherjee, MD of Kalinga Hospital, Shares Her Success Journey | EP 22 | Argus Podcast
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argustvdigital
RUclips- / @argusdigital.official
Instagram: / argustvdigital
ମାଡ଼ମ ବହୁତ୍ ଲୁଚାଉଛନ୍ତି।ଅଧିକ ମିଛ କହୁଛନ୍ତି।ଓଡ଼ିଶାର ସବୁ ପ୍ରାଇଭେଟ୍ ହସ୍ପିଟାଲ୍ ଲୁଟିବାରେ ଧୁରନ୍ଧର।
ପ୍ରଶ୍ନ ଠିକ୍ ଅଛି ଉତ୍ତର ସଠିକ୍ ଭାବେ ଉତ୍ତର
ଲାଗୁନି ❤❤❤
କିମ୍ସ ରେ ମୁଁ ମୋ ସ୍ବାମୀ ଙ୍କର ଅସ୍ତ୍ରୋପଚାର କରିଥିଲି,ଏମିତି ହଇରାଣ ମତେ କଲେ,ମୁ ବହୁତ କାନ୍ଦିଲିି, କାରନ ମୋ ପାଖରେ ପଇସା ନଥିଲା, ବହୁତ ବୀଲ୍ କରିଦେଇ ଠକି ଲେ, ପ୍ରଥମେ ବହୁତ ମିଠା କଥା କହିଲେ,ଆଉ ମିଛ ମଧ୍ୟ। ଯେହେତୁ ମୁଁ ବେଶୀ କିଛି ଜାଣି ନଥିଲି ବହୁତ ଠକି ହେଲି, ବିଲ୍ ମୋର ଏକ୍ସଟ୍ରା 20000 pakeidele
Hn paa
ଶୁଣନ୍ତୁ, କିଛି କରିହେବନି l ମୋ ବାପାଙ୍କ ସହ ଏବେ ହେଇଚି ପରଦିନ lInsurance ଥିଲେ ପୁରା card ନସରିଲେ, ଛାଡ଼ିବେନି l
ଆଖି ବାର୍ତ୍ତା ର ତାଳେ ତାଳେ ସତ ମିଛ ର ସୂଚନା ସୂଚାଇ ଦିଏ👍💯
ମୁଁ ଭାବୁଛି ଏହା ସବୁଠାରୁ ପ୍ରେରଣାଦାୟକ ଓଡିଆ ପୋଡକାଷ୍ଟ ଯାହାକୁ ମୁଁ ଦେଖିଛି | ଏହାକୁ ପ୍ରତ୍ୟେକ ଓଡିଆଙ୍କୁ ଦେଖିବା ଉଚିତ୍ | ସାକ୍ଷାତକାରକାରୀ ତାଙ୍କ ପ୍ରଶ୍ନରେ ଅନେକ ବିଷୟ ଆଚ୍ଛାଦନ କରିଛନ୍ତି ଏବଂ ମହିଳା ପ୍ରତ୍ୟେକ ପ୍ରଶ୍ନକୁ ଅତି ସୁନ୍ଦର ଭାବରେ ଉତ୍ତର ଦେଇଛନ୍ତି | Kudos to Argus News. 👏
ମାଡାମ ଙ୍କ କଥା ରେ ବହୁତ ମିଛ ଜଣା ପଡିଯାଉଛି
Right ପ୍ରଶ୍ନସାର ସତ କହୁନାହାନ୍ତି ଟିକେ ବୁଲଉଛନ୍ତି ।
ସୁନ୍ଦର କଷ୍ଟକର ପ୍ରଶ୍ନ ପଚାରୁ ଥିବାରୁ ସାଧୁବାଦ ଦେଉଛି।
Sangram Sir, really you are great..... Ask such dare questions to our politicians also
ଯେଉଁ receptionist ରୋଗୀଙ୍କୁ ମିଠା ମିଠା କଥା କହି ଲୁଟି ପାରନ୍ତି ସେହିମାନେ ହିଁ ବହୁତ ବଡ଼ promotion ପାଇ ପାରନ୍ତି।
😊😊😊
😊
😊😊😊
Hele ketoti receptionist MD heichanti?
Maam Apana pura thik kahile only kalinga hospital nuhe madam bhubaneswar re emiti aauhuri bahut private hospital achi jeun mane patient tharu paisa lutuchanti chora aau dakayatnka ligal organization segudaka. Government hospital top class health facilities jadi provide karnata taa taa hele obviously private hospital close hoijanta. E jeun health insurance and health card achi esabu gote gote scamers esabu rahiba katha nuhe Government tara statera sabu nagarikanku se dhani heu or gariba heu helath facilities jogaiba uchit top class helath facilities only in Government hospital. Per monthre patient ka tharu opinion neba darkar facilities jogajauchi kimba nuhe. Ama desare ipc crpc india evidence act ku change karidei Lawrence amendment anile semiti law gote kariba katha ki private hospital rahipariba nahi one monthre bhubaneswar and ctcre jetiki private hospital achi sabu hospital ra licence cancel kari taaku band karajiba uchit. Aga helath facilities patientnku Government hospital ru provide hele ama state sudhuriba.
ଅପ୍ରିୟ ସତ୍ୟ କଥା କୁ ମ୍ୟାମ୍ ପ୍ରଖରସ୍ରୋତ ର ଭଉଁରୀ ପରି ଘୁରେଇ ଦେଉଛନ୍ତି 👍👍
Glad to have worked with Neelanjana madam ! A extremely talented and energetic professional who has set guidelines in corporate hospital culture to have high end quality health care services to patients of Odisha and surrounding states . Good wishes to her for future endeavours !
ଧନ୍ୟବାଦ argus
ଏହି Nilanjana madam Kalinga hospital ରେ join କରୁ କରୁ ସବୁ rate ବଢ଼େଇ ଦେଲେ। ପଇସା ଖୋର ମହିଳା। Doctors ଙ୍କୁ ଭଲ target ଦିଏ।
TV ରେ କି ଭଦ୍ର?
Chorani
Loteri
ଏତେ ଟଙ୍କାର ମାଲିକ..ଗରିବଙ୍କ ପାଇଁ କିଛି କରନ୍ତୁ..ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ ମାଗଣାରେ separate Outdoor କରି ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଇଲେ ଭଲ ହୁଅନ୍ତା...kalinga ହସ୍ପିଟାଲରେ ଆହୁରି ନାଁ ହୁଅନ୍ତା...
ପ୍ରାଇଭେଟ ହସ୍ପିଟାଲ profit making ଆଉ best service ଦିଅନ୍ତି 😮 ମାଗଣା, ପଇସା ନାହିଁ ଆଉ ଗରିବଙ୍କ ପାଇଁ ଅନ୍ୟ ବ୍ୟବସ୍ଥା ରହିଛି, ତେଣୁ Taj 5 star Hotel କୁ ଜାଇ 5 ଟଙ୍କା ରେ ଚାହା ପିଇବି... କଣ ଭାଇ ମାନେ ହୋଇ ପାରିବ ତ 😮
Podcast karucha question pacharucha gote kintu direct answer asuni😂😂😂 sabu ku bulei bulei reply dauchanti....
Kau entrepreneur nija godare kuradhi maribaku chanhibana...😂😂😂
Jadi podcast karibara achi real kara view naba pain Karanahi....
Question guda emiti haba darkar
1. Private hospital manankare test pain gote fixed scale/chart/public plac card rahiba darkar ki? Se chart hospital re lagiba darkar ki?
2. In case any complain /issue kehi jadi face karanti ta direct MD ki management nku contact kariba pain steps/contact details hospital re show haba drkr.Grievance shell active rahiba darkr ki???
3. ICU ra patient treatment ra CCTV recording Footage jane attendant paipariba ki
4. Dictor manankara unnecessary mana icha vitamin tablets /and syrups lekhiba kete jaruri.
5. Bada bada hospital re gote date rakhiba katha ki jaudina doctor nka consultation fee under ₹100 rahiba jauthi jane gariba loka te bhi ta roga ra nirakarn karipariba.
6. Private hospital mane nija campus bhitare medicine store. Kari jau lokanka thu tanka lutuchhanti tara reality kebe check karichhanti
7. Patient ra Medicine jtk darkr ta thu adhika lekha jauchi ki....
Jemiti gote patient ku 150 tanka ra oxygen mask hospital ru provide kari bill re 500 tankara mask pakeiba ....
Last re kahibi bhala karicha kintu aau tike bhala heiparithanta.....
ଲୋକ ମାନଙ୍କୁ ଭୟ ବିତ କରି ଲୁଟିବା ଉଦ୍ୟମ କରନ୍ତି।
Bahut badhia interview, it is a praiseworthy programme.
Sacrifice is most powerful in Life to
Jouerny
Most vital point of judgement
Good question sir...
ପ୍ରଶ୍ନ ଭଲ ଥିଲା କିନ୍ତୁ ମଡାମ୍ ବହୁତ୍ କଥା ଲୁଚଉ ଛନ୍ତି
Bahut khusi lagila.feeling proud 🙏🙏🙏🙏
କଳିଙ୍ଗ ହସ୍ପିଟାଲ ମଲା ଲୋକଙ୍କୁ ଟ୍ରେରେଟମେଣ୍ଟ କରେ?
Right ମୋ ସହିତ ଘଟିଛି ମୁଁ duty ରେ ଥିଲି ମୋ ସ୍ତ୍ରୀ operation ହେଇଥିଲେ ଆଉ 4day's ପରେ ମୁଁ ଗଲି ଆଉ ପୁରା ditel ପଚାରିଲି ହେଲେ ମତେ କିଛି ଉତ୍ତର ମିଳିଲାନି ଆଉ ଆଉ ଯେତିକି ardmition ହେଲାବେଳେ କହିଥିଲେ କିନ୍ତୁ dishchare ହେଲାବେଳେ ଅଧିକ ନେଲେ 10000
Much needed conversation.
ସଂଗ୍ରାମ ଭାଇ ,ଆପଣ ମାନେ ହିଁ ସତ କୁ ସାମ୍ନା କୁ ଆଣି,ସମାଜ କୁ ନ୍ୟାୟ ଦେଇପାରିବେ
Sangram is best journalist.
Very nice! Great podcast!
Best presentation by Mr Sangram
ମାନବ ସେବା ମାଧବ ସେବା,
କିନ୍ତୁ ବଡ ବଡିଆ ମେଡିକାଲ ମାନେ ଭୁଲ କରୀକି ଲୁଟ କରୁଛନ୍ତି ତାର ପାପ ସେଇ ମାନଙ୍କର ପରିବାର ଉପରେ ପଡ଼ିବ,
ତେଣୁ ସାବଧାନ
ଲୁଟନ୍ତୁ ନାହିଁ କି ଠକାମୀ ରେ ପଡନ୍ତୁ ନାହିଁ,
ସତ୍ୟ ନିଷ୍ଠା ର ସହ କାମ କରନ୍ତୁ ନିଜ ଦରମା ରେ ସୁଖ ଅନୁଭବ କରନ୍ତୁ,ଯଦି ହଉନି ଓନର କୁ କୁହନ୍ତୁ ଆଉ ଟିକେ ଦରମା ବଢ଼ାନ୍ତୁ, କିନ୍ତୁ ଲୁଟନ୍ତୁ ନାହିଁ,
Medam ଙ୍କୁ ମୋର ବହୁତ ବହୁତ ଅଭିନନ୍ଦନ ଜଣାଉଛି ।ତାଙ୍କର ଲାଇଫ କଥା କୁହନ୍ତୁ,,, ଆପଣଙ୍କୁ ଅଭିନନ୍ଦନ।
ବହୁତ ସୁନ୍ଦର 🎉
Sangram babu, a podcast to remember forever.
Great interview
Ki questions oh my God ❤❤❤
ଧନ୍ୟବାଦ୍ ଜଣାଉଛୁ😊🙏
Pura correct
Madm profesional life ta alaga kintu family with own life ate sundr description also HRT touching
What ever you say she is no doubt a strong lady 💞
Thanks madam, god bless you 🙏
Highly inspired
Excellent. Too emotional questions
She is a part of the system...how can she say everything openly....
Trust in private Healthcare is in question?
Nice podcast
ସାରେ ଆପଣଙ୍କୁ ମୋର ନମସ୍କାର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ପ୍ରଶ୍ନ ପଚାରିଥିଲେ ଉତର ମ୍ୟାଡମ ଠିକ୍ ସେ ଦେଉଥିଲେ ଦୁଃଖ ଲାଗୁଥିଲା ଆମମାନଙ୍କୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Good achievement
Bahat hard questions.. but you know it's the definition of a podcast! 😂 Let's reveal the hidden truths to the public..I request doctors please enjoy your profession. It won't bore you and bring immense happiness
Bahut sunder odia kahuchanti
ପ୍ରଶ୍ନ ସଠିକ୍ ଉତ୍ତର ମିଛ ଦେଉଛନ୍ତି MD
Jay jagannath Super super Podcast
Dhenkanal ru Really great
ବହୁତ ଭଲ❤❤❤❤❤❤
Sangram the name itself proves as one of the talented journalist of Odisha.
Right
Dhanyabada Ahi Sakhat Kara pain . Mor jaha Anubhab Odisara Madhya bit paribar Pain Seba Manabruti Byakti Kama karipariba Nahi Jadi kalinga Hospital Seba karuchhi Amar Rajaya pain tanela Bahut bhala katha Yanku Mor Dhanyabad
Madam Really you are Great 🙏
Thanks,mam
Very amazing
ଗରିବ ଲୋକଙ୍କୁ ପୋଲିସ ଆଉ ରାଜନୀତି ଭିତରେ ସେ ଭାଙ୍ଗିପଡ଼ନ୍ତି ପଇସା ଆଣିବେ କଉଠି
Bhohuta Sundar Katha Bala laguchi bordcast
Now this anchor become popular day by day
Excellent struggling life carryon......
jay jagannath
Sangram Best journalist
Beautiful mam🙏🏻🙏🏻
Badhia ❤
Sangram best hard questions to hospital
MD ମାଡ଼ାମ ମହାନ ଚୋର ଆଉ ଏକ ନମ୍ବର ଟାଉତର 👌
God. Bless. You. Mam
ଇଏ ହସ୍ପିଟାଲ ରୁ ପୁରା ଲୁଣ୍ଠୁଛି...
Sangram sir is the best journalist
Congratulations 🎉
ଯେଉଁ ମାନେ doctor ଓ hospital ଦ୍ୱାରା ଠକାମୀର ଶିକାର ହେଉଛନ୍ତି ବୋଲି ହୃଦୟଙ୍ଗାମ କରୁଛନ୍ତି ସେମନେ ନିଜ patient ଙ୍କୁ LAMA (Leave Against Medical Advice)application
ସେହି ହସ୍ପିଟାଲରେ ଦେଇ discharge କରେଇ ପାରିବେ, ମୁଁ ଜଣେ ଭୁକ୍ତ ଭୋଗୀ ଓ ମୁଁ ସେପରି କରି ମୋର ବାପାଙ୍କୁ cuttack ଏକ ହସ୍ପିଟାଲ ରୁ ସ୍ଥାନାନ୍ତରିତ କରିଥିଲି
ଉଭୟ ଙ୍କୁ ଅଶେଷ ଧନ୍ୟବାଦ୍
Very nice
good question asked by anchor
Very go journalist
Congratulations mam 👏👏🎊🎊
Good
ପୁରା ମିଛ କହୁଛି, ମ୍ୟାଡାମ୍ ଜଣେ
Business is good 🎉
🌼
I salute you 🙏
Nilanjana Mukharji God bless you long life.
We need to understand why there is privatisation in medical sector....
.its not on quality treatment it is more about state of art infrastructure, and taking wholesole responsibility of patient.....
But if any family can take his/ her patients whole responsibility there are so many options in our state .....
At least in Odisha ❤
ଜୟ ଜଗନ୍ନାଥ, ରୋଗୀ କୁ ଦିଆଯାଇଥିବା ଔଷଧ ତାଲିକା ମାଗିଲେ ମେଡିକାଲ ରେ ଥିବା ନର୍ସ, ଡାକ୍ତର ମାନେ ବହୁତ ରାଗୁଛନ୍ତି ଆଉ ରୋଗି ପାଖରେ ପାଦ ବି ମାଡୁ ନାହାନ୍ତି
The great Indian mother
Ia maa jagdamba nka ashirwad
🎉🎉🎉
Good for treatment at Govt hospital.
Madam are you a Brave person congratulations ❤❤❤❤
Aeta no-1 charo
I had visited KIMS once. One doctor prescribed one medicine which I used for treatment. But after few days I noticed that instead of getting better it is degrading the same. Then I thoroughly searched the internet. On another day, I went to doctor and asked "why did you recommend this medicine to me" and "does it have any relation to the disease"
Then he replied" I had given this medicine for different purpose not to cure your present disease for which you are here"
I was shocked and suddenly my respect to that doctor fall. Because, I had gone to that doctor as Prof. CBK Mohanty had advised me to get appointment from that Prof./DR . I have no such black money or not so rich person, it's loot.
ମାଡାମ ମାପି ଚୁପି କଥା ହୁଅନ୍ତି କିନ୍ତୁ ଡାକ୍ତର ଗରିବଙ୍କୁ ମାନନ୍ତି ନାହିଁ
What are the questions.... Reporter i want like this..?
Feeling like vewing a movie.
Kalinga hospital re mora recenty admit karithilu... service thik bhabare provide karuchhanti but tanka jete kharcha hue tara three times. BSKY ru lutuchhanti...but receipt deunahanti keu hisabare re kana kete kharcha helaa ..details kichhi deunahanti
🙏nice person.
Nilanjana you are very brave
ମୁ ବି ଶ୍ରୀ ହସ୍ପିଟାଲ ରେ ପୁରା ଲୁଟ ର ଶିକାର ହେଇଚି ଜଦି କୀଏ ଶ୍ରୀ ହସ୍ପଟିଟାଲ ଯାଉଛନ୍ତି ଭାଇ ଟିକେ ଦେଖିକି
Private hospital re lut ta reception ru start hue jauthi cute aau beautiful girl mananku basajaithae semane VISHKUMBHA PAYOMUKHAM bhali ...Bhitare pura bisa kintu upare tike amruta chincha jaichi....
Thare admission nela pare joka bhali rakta sosi nebe...