BJD Without Odisha CM Naveen Patnaik Is Zero, Says Sura Routray

Поделиться
HTML-код
  • Опубликовано: 11 дек 2024

Комментарии • 611

  • @snayak7837
    @snayak7837 2 года назад +170

    କଂଗ୍ରେସ ର ଏକମାତ୍ର ନେତା ସୁର ଭାଇ ,ଆଉ କେହି ଦେଖା ଯାଉ ନାହିଁନ୍ତୀ ,ସେଥି ପାଇଁ ଦଳ ଦୁର୍ବଳ

    • @Puala_18
      @Puala_18 2 года назад +1

      Thik kohicha sir

    • @sibasismishra3194
      @sibasismishra3194 2 года назад +1

      Tara prasaad bahinipati naa sunicho ta😂😂😂

  • @muodia2002
    @muodia2002 2 года назад +52

    ସତ କଥା ପଦେ କହିଲ

  • @pabitrarautray143
    @pabitrarautray143 2 года назад +29

    You are right....

  • @byangamanbalaram5651
    @byangamanbalaram5651 2 года назад +40

    🌹ବ୍ୟାଙ୍ଗ ବାଣ 🌹
    ନବୀନ ବାବୁ ଗଲାପରେ
    ଗେଣ୍ଡା ଶଙ୍ଖ ହେବ
    କୀ,,, ଗେଣ୍ଡା କୁ ବତକ ଗିଳିବ
    ଆଗକୁ ଜଣା ପଡ଼ିବ,,,
    ଜୟ ଜଗନ୍ନାଥ
    🙏🙏🙏🙏

  • @Trueloveyouth
    @Trueloveyouth 2 года назад +61

    ଠିକ୍‌ କହିଲେ ସୁର ଭାଇ 😍👌

    • @taranisendash3573
      @taranisendash3573 2 года назад

      ସୁର ଚା ଚା ସୁର ଶ୍ରେଷ୍ଠ

  • @ghanabehera3786
    @ghanabehera3786 2 года назад +40

    Right sura babu

  • @sairamsai9580
    @sairamsai9580 2 года назад +12

    Yes ସୁର ଵାବୁ ଏକଦମ୍ ଠିକ୍ କହିଛନ୍ତି ସୁରବାବୁ great person

    • @sairamsai9580
      @sairamsai9580 2 года назад +2

      @Suahanta Senapati nonsense total ତମେ ଜଣେ ମୁର୍ଖ

    • @sairamsai9580
      @sairamsai9580 2 года назад +1

      @Suahanta Senapati ଶଳା ଟିକେ ଭିଣେଇ ଭିଣେଈ ଚଳା

  • @rajendrapadhi6568
    @rajendrapadhi6568 2 года назад +17

    💯. RIGHT KATHA👍👍👍👍

  • @licgyan9283
    @licgyan9283 2 года назад +22

    Sura Bhai is Correct 👍

  • @gobindachandranayak9576
    @gobindachandranayak9576 2 года назад +18

    ତା ହେଲେ ତମେ କହୁଛ ବସ୍ତି ରେ ରହୁଥିବା ସବୁ ଲୋକ ଗୁଡ଼ା ଖରାପ, ପଇସା ନେଇକି ଭୋଟ ଦିଅନ୍ତି

  • @chamarpanigrahi3186
    @chamarpanigrahi3186 2 года назад +50

    ସୁର ଅକାଟ୍ୟ ସତ୍ୟ କୁହନ୍ତି 👌👌👌

  • @trilochanpatnaik6321
    @trilochanpatnaik6321 2 года назад +162

    BJD minus Navin is equal to zero. ସୁର ଭାଇ is right.

    • @RanjitDas-fz2nq
      @RanjitDas-fz2nq 2 года назад +1

      Kathare achhi para Biradira garjan bada

    • @jayadevamallik5314
      @jayadevamallik5314 2 года назад

      Right na chena

    • @amarkumarsahoo8270
      @amarkumarsahoo8270 2 года назад +2

      Sura Bhai bi kahuthile Bajpayee pare Bjp rahibani kintu fal olata hela, khali muhna futani

    • @Pabitra_kumar_Jena
      @Pabitra_kumar_Jena 2 года назад +1

      ନବୀନ ଯିବା ପରେ ନୁହେଁ ନବୀନ ରହିବା ରେ ଶଙ୍ଖ ଗେଣ୍ଡା ହୋଇ ସମୁଦ୍ରକୁ ଯିବ ଆହୁ ବିଜେଡି ଦଳ ସମୁଦ୍ର ରେ ଭାସିବ କେତେ ଗୁଡ଼ା କହୁଛି ନବୀନ ଥିବା ପଯ୍ୟନ୍ତ ସରକାର ରହିବ ଦେଖ କଣ ହଉଛି ସମୟ କୁ ଅପେକ୍ଷା କର କଣ ହଉଛି

    • @binayakdash9489
      @binayakdash9489 2 года назад

      Absolutely Right

  • @therichguy5276
    @therichguy5276 2 года назад +44

    Correct... Not a single BJD politicians has a credibility

  • @niranjanpradhan6763
    @niranjanpradhan6763 2 года назад +25

    ହଁ ଯେ କଂଗ୍ରେସର କାହାର ଅନୁପସ୍ଥିତି ଯୋଗୁଁ ଦେଶରେ ଏହି ପରି ପତନ ସେହି କଥା ଟିକେ କୁହ

  • @bhagabanbiswal6017
    @bhagabanbiswal6017 2 года назад +27

    Aita Hin Prakruta Satya Katha

    • @chhotusahoo3410
      @chhotusahoo3410 2 года назад

      Bhang khia pralap chada aau kichi nuhan😅

  • @byasdevmohanty7281
    @byasdevmohanty7281 2 года назад +8

    ନବୀନ ପଟ୍ଟନାୟକ ଅପ୍ରତିଦ୍ଵନ୍ଦୀ ଅପରାଜେୟ ଏକଥା ବିରୋଧି ମାନିବାକୁ ବାଧ୍ୟ 👍

  • @taranisendash3573
    @taranisendash3573 2 года назад +7

    ସତ୍ୟ ବଚନ ଆପଣ କହୁ ଛନ୍ତି ♥️♥️♥️🙏🙏🙏🙏

  • @pianomaster4491
    @pianomaster4491 2 года назад +22

    Sura babu ame tama fan..😍😍

  • @saratmalik3592
    @saratmalik3592 2 года назад +16

    ସୁର ସାର୍ ଆପଣ ଠିକ୍ କହିଛନ୍ତି
    ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ନମସ୍କାର

  • @gopaldandasena6242
    @gopaldandasena6242 2 года назад +6

    ଜୟ କଂଗ୍ରେସ

  • @hulashrauthulash5620
    @hulashrauthulash5620 2 года назад +11

    sur sir jaha kuhanti dilse right 100%

  • @Hitenadhan
    @Hitenadhan 2 года назад +14

    Real Fact 🔥

  • @lalatendumishra6718
    @lalatendumishra6718 2 года назад +14

    Satya bachana

  • @sanatanrout3482
    @sanatanrout3482 2 года назад +8

    ସୁର ଭାଇ କଂ କଥା ବେସି କାମ କମ୍। 🙄🤔🤣🤣

  • @Rajababu-gk6kp
    @Rajababu-gk6kp 2 года назад +17

    ସତ କଥା

  • @sisantabehera4557
    @sisantabehera4557 2 года назад +4

    Thik katha kahil

  • @kumartapan011
    @kumartapan011 2 года назад +5

    Very well said...

  • @chinmayeekanta6997
    @chinmayeekanta6997 2 года назад +4

    କଂଗ୍ରେସ ପ୍ରଥମେ ରାସ୍ତା ଦେଖେଇ ଦେଇଛି ପରେ ଅନ୍ୟ ମାନେ ସେ ରାସ୍ତା କୁ ସାଜ୍ଜସଜ୍ଜା କରି ଆଗକୁ ବଢ଼ି ଚାଲିଛନ୍ତି 🙏 ସମସ୍ତଙ୍କ କାମ ମହାନ

  • @gangstarrakesh1864
    @gangstarrakesh1864 2 года назад +11

    Kn kahila ma🤭👌👌

  • @ritanjalisamal8492
    @ritanjalisamal8492 2 года назад +9

    Right Sir

  • @kalimudinkhan9529
    @kalimudinkhan9529 2 года назад +8

    Satare 👈 sura Bhai 💯

  • @prabudhakumar1591
    @prabudhakumar1591 2 года назад +24

    ନବିନ ଗଲାପରେ ନା।ସେ ଥିଲା ବେଳେ ତାକୁ ହରାଅ ଦେଖିବା

    • @Pappun143
      @Pappun143 2 года назад

      correct bhai

    • @Shuffle-f2x
      @Shuffle-f2x 2 года назад

      ନବୀନ ଥିଲା ବେଳେ ହରେଇ ପାରୁନାହାଁନ୍ତି ବୋଲି ବୋଲି ତ ସେ ଏ କଥା କହୁଛି ।😒

  • @lingarajsahoo2511
    @lingarajsahoo2511 2 года назад +8

    Right👌🏻

  • @rabiparida9482
    @rabiparida9482 2 года назад +5

    ନବୀନ ସାର୍ କଂ ଯିବା ଆଗରୁ ଓଡିଶା ର ଅବସ୍ଥା ରସା ତଳକୁ ଚାଲି ଯିବ?

  • @PAPU909
    @PAPU909 2 года назад +2

    Ekdam right

  • @mahadevmajhi4075
    @mahadevmajhi4075 2 года назад +9

    *ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ଉତ୍ତରାଧିକାରୀ କିଏ ?*

  • @basudeb619
    @basudeb619 2 года назад +4

    ପଂଚାୟତ ରେ ଆସିଲ ନାହଁ
    ବେଶି କଥା ଖାଉଛ

  • @satyabhau69
    @satyabhau69 2 года назад +6

    ନବୀନ ଗଲା ମାନେ , କଣ କହିବାକୁ ଚାହୁଁଛନ୍ତି !!

  • @basudeb619
    @basudeb619 2 года назад +4

    କଂଗ୍ରେସ ପୁରା ଖରାପ ହେଇଗଲା

  • @smartcityfighter
    @smartcityfighter 2 года назад +3

    ନବୀନ ବାବୁ ଙ୍କ ପାଦ ଧୁଳିକୁ ତମେ ସରି ହବନି ଶୁର ଅଜା 👍👍👍

  • @harischandradevloperorgani7833
    @harischandradevloperorgani7833 2 года назад +3

    I love you sura Bhai .you are my heart

  • @manojsinku2.0
    @manojsinku2.0 2 года назад +6

    Sura bhai thik kahile.....CM Naveen ji gala pare pura BJD system change heba laguchii . Nobody can equal like CM sir 😐

  • @ramkrushnabarik774
    @ramkrushnabarik774 2 года назад +1

    Super excellent 👌👍

  • @sanjibgardia606
    @sanjibgardia606 2 года назад +5

    You are correct sir 100% ru100%

  • @neoraj9583
    @neoraj9583 2 года назад

    Thik Katha ...

  • @gudu356
    @gudu356 2 года назад +1

    Absolutely 💯

  • @mantupradhan1058
    @mantupradhan1058 2 года назад +1

    Awesome

  • @mohitsahu-oo9jd
    @mohitsahu-oo9jd 2 года назад +5

    Absolutely right sura sir👍👍👍👍👍👍👍👍👍👍

  • @dasharathadas6169
    @dasharathadas6169 2 года назад +1

    Really

  • @Shuffle-f2x
    @Shuffle-f2x 2 года назад +1

    ନବୀନ ମରିବା ଦରକାର, ନହେଲେ ଓଡ଼ିଶାରେ କେବେ ବିକାଶ ଆସିବ ନାହିଁ ।

  • @priyanathdandasena89
    @priyanathdandasena89 2 года назад +1

    Right sir 🙏

  • @pratyushkumarpanda9747
    @pratyushkumarpanda9747 2 года назад +13

    2:17 the best and sura sir's everyday dialogue

  • @kumarbarun9719
    @kumarbarun9719 2 года назад

    ମାଡ଼ି ଚାଲ..........

  • @rsahoo609
    @rsahoo609 2 года назад

    Tq sir

  • @fewwords470
    @fewwords470 2 года назад

    ପ୍ରକୃତ ରେ ଦଳ ଅପେକ୍ଷା ଦଳପତି ଆକର୍ଷଣର କେନ୍ଦ୍ର ବିନ୍ଦୁ , ଦଳପତି ର ଇମେଜ ଦଳ କୁ ପ୍ରଭାବିତ କରିଥାଏ । ଅତୀତ ରେ ଜୟ ପରାଜୟ ର ଅନେକ ନଜିର ରହିଛି ।

  • @manasnayak750
    @manasnayak750 2 года назад +5

    Right

  • @surendramajhi13
    @surendramajhi13 2 года назад +3

    Sura bhai 100% right

  • @ambikaprashadmishra1032
    @ambikaprashadmishra1032 2 года назад

    Totally agree

  • @timothybag2933
    @timothybag2933 2 года назад +3

    YOU ARE RIGHT SIR

  • @concrete754
    @concrete754 2 года назад

    Thik thik

  • @anilkumarpradhan2640
    @anilkumarpradhan2640 2 года назад

    Eita thik katha .

  • @priyaranjanmishra2702
    @priyaranjanmishra2702 2 года назад +15

    Happy INTERNATIONAL Women's Day. 🙏
    🖤😡🖤
    ମୁଁ ଜାଣିଛି, ମହିଳାମାନେ ବହୁତ୍ ଶକ୍ତିଶାଳୀ, ବିନା ଶକ୍ତିରେ "ସ୍ୱୟଂ ଶିବ ବି ଶବ" l ମୁଁ ଜଣେ ପୁରୁଷ ହୋଇ ମହିଳା ମାନଙ୍କୁ ନିବେଦନ କରୁଛି, ଟିକେ ପଢନ୍ତୁ l 🙏😡🙏
    ମଦ ପାଇଁ ପ୍ରତେକ ଘରର ନାରୀ ଦୁଃଖିତ, ରାଜ୍ୟସାରା ଛତୁ ଫୁଟିଲା ଭଳି "ମଦ ଦୋକାନ" ଖୋଲିଲାଣି, ପ୍ରତେକ ଘରେ ମଦ ପାଇଁ ଅଶାନ୍ତି, ତଥାପି ଚେତା ପଶିନି l ମା ଭଉଣୀମାନେ ଏ ଅପାରଗ ସରକାର ବିଷୟରେ ସବୁ ଜାଣିଛନ୍ତି, ନିର୍ବାଚନ ଆସିଲା ବେଳକୁ ଉଚିତ୍ ଉତ୍ତର ଦେବା ପରିବର୍ତ୍ତେ ନିର୍ବାଚନ ମଇଦାନରେ ଓହ୍ଲାଉଛନ୍ତି l ମହିଳା ମାନେ ବିରୋଧ ନକରି ନିର୍ବାଚନକୁ ସମର୍ଥନ ଦେଉଛନ୍ତି, ମାଆ ଭଉଣୀମାନଙ୍କୁ ଟିକେ ଲଜ୍ୟା ଲାଗୁନି ??
    ରାଗିବେନି ମା ଭଉଣୀମାନେ, ନାରିଶକ୍ତି ଜାଗ୍ରତ ହେଲେ ହି ସବୁ ସମ୍ଭବ l ଆପଣ ଟିକେ ଚିନ୍ତା କଲେ, ଆପଣଙ୍କ ସମାଜରେ ମଦ, Drugs ଭଳି ନିଶା ଯଦି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଗଳି କନ୍ଦିରେ ମିଳୁଛି, ଏଇଥିରୁ ବୁଝିପାରୁଥିବେ ପୁରା ଓଡ଼ିଶାର ଅବସ୍ଥା କଣ ଥିବ ? ଏଠି ପ୍ରଶାସନ Fail, ଶାସନ ବ୍ୟବସ୍ଥା ପୁରା ଠପ୍ l ଟିକେ ଭାବନ୍ତୁ, ଓଡ଼ିଶାରେ ୨୦୨୪ ପର୍ଯ୍ୟନ୍ତ ତ ସ୍ଥାୟୀ ସରକାର ଅଛି, ପୌର ନିର୍ବାଚନ ସମୟ ଚାଲିଛି l ଆଗ ତ ଗୋଟେ ଭଲ କାମ କରି ତାପରେ ନିର୍ବାଚନ କରିହେବ, ତେବେ ସରକାରଙ୍କୁ କୁହନ୍ତୁ, ପ୍ରଥମେ ଓଡ଼ିଶାରେ "ମଦ" BAN କରିବେ ତାପରେ ନିର୍ବାଚନ ! ଦେଖିବା କେମିତି ଆପଣମାନଙ୍କ କଥା ଶୁଣିବେନି ? ଭୁବନେଶ୍ୱର Mayor ପଦବୀ ପାଇଁ ଜାଣିଶୁଣି "ମହିଳା ପାର୍ଥିନୀ" ସଂରକ୍ଷିତ ରଖାଯାଇଛି l ଆପଣ ସବୁ ବଡ଼ ବଡ଼ ରାଜନୈତିକ ଦଳରୁ ପାର୍ଥୀ ହୋଇଛନ୍ତି, ସ୍ୱର ଉତ୍ତୋଳନ କରନ୍ତୁ, ଦେଖିବା କେମିତି ମଦ BAN ହେବନି !!! ଖାଲି କଣ "ନିଶା" ସମସ୍ୟା ! ନିଶାର କାୟା ବିସ୍ତାର ହେଲାଣି, ଯୁବପିଢୀ ରୋଜଗାର ନପାଇ ନିଶାରେ ପାଗଳ ହେଲେଣି l ଓଡ଼ିଶା ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଭିତରେ ସହସ୍ରାଧିକ ସଂସ୍ଥା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହେଲା ପରେ ବି ପ୍ରତେକ ଘରେ ବେରୋଜଗାରୀ ଯୁବକ ଏବଂ ଯୁବତୀମାନେ ବସିରହିଛନ୍ତି, ସରକାରୀ ଶିକ୍ଷା ଓ ସ୍ଵାସ୍ଥ୍ୟ ବ୍ୟବସ୍ଥା ବର୍ବାଦ୍ ହେଲାଣି, ହତ୍ୟା ଏବଂ ବଳାତ୍କାର ଭଳି ଅପରାଧ ବଢ଼ିଚାଲିଛି, ଅପରାଧୀମାନେ ଅପରାଧ କରିକି ନିର୍ଭୟରେ ରାଜନେତାଙ୍କ ଛତ୍ରଛାୟାରେ ବୁଲୁଛନ୍ତି l ଏମିତି ସମସ୍ୟା ଘେରରେ ଓଡ଼ିଶା l ଆପଣମାନେ ଖାଲି "ସ୍ୱର ଉତ୍ତୋଳନ" କରନ୍ତୁ, ଆମେ ଜନତା ଆପଣଙ୍କୁ "ପୂର୍ଣ୍ଣ ସମର୍ଥନ" ଦେବୁ l
    ଯଦି ଆପଣମାନେ ରାଜଧାନୀର ପ୍ରଥମ ମହିଳା Mayor ପାର୍ଥିନୀ ହୋଇକି ଆପଣଙ୍କ କଥା ନ ଶୁଣିବେ, ତେବେ ଆପଣ ଜିତିଲା ପରେ କେମିତି ଶୁଣିବେ ବୋଲି ଆଶା ରଖିଛନ୍ତି ? ହଁ, ଯେଉଁମାନେ ସରକାରୀ ଦଳର ପାର୍ଥୀ ହୋଇନାହାଁନ୍ତି, ସେମାନେ ଦୟାକରି EXCUSE ନିଅନ୍ତୁନି କି ସରକାର ତ ଆମ ଦଳର ନାହିଁ, ସେଥିପାଇଁ ଆମେ କରି ପାରିବୁନି, ଆମେ ତ ଏପର୍ଯ୍ୟନ୍ତ ଜିତିନୁ ! ଜିତିନ ଯଦି ମଦ BAN କରିବା ପାଇଁ ସ୍ୱର ଉତ୍ତୋଳନ କରୁନାହାଁନ୍ତି କାହିଁକି, ଆପଣମାନଙ୍କ ଦଳ କଣ "ନିଶା" ସମସ୍ୟାକୁ ଉଚିତ୍ ସମସ୍ୟା ହିସାବରେ ଗ୍ରହଣ କରିବନି ? ଯଦି "ନା", ତେବେ ଯେଉଁ ଦଳରୁ ଲଢ଼ୁଛନ୍ତି ସେ ଦଳ ବି ଅନୁଚିତ୍ ଦଳ l 🙏🙏🙏
    ମହିଳା ହୋଇକି ଅନ୍ୟ ମହିଳାଙ୍କୁ ସମ୍ମାନ ଦିଅନ୍ତୁ, "ମଦ" ପାଇଁ ପ୍ରତେକ ଘରେ ଅଶାନ୍ତି l ଉପଦେଶ ମାନନ୍ତୁ, ନିକଟ ଭବିଷ୍ୟତରେ "ଜନତା" ଆପଣଙ୍କୁ ନିଶ୍ଚୟ ସମର୍ଥନ ଦେବେ, ଭବିଷ୍ୟତରେ ଆପଣମାନେ ନିଶ୍ଚୟ ବଡ଼ ବଡ଼ ନେତ୍ରୀ ହେବେ l ଦଳ ନିର୍ବିଶେଷରେ ରାଜ୍ୟ ଏବଂ ଦେଶର "ଗଣତାନ୍ତ୍ରିକ ରାଜାଙ୍କ" ଆଗରେ "ନିଶା ଏବଂ ବେରୋଜଗାରୀ" ସମସ୍ୟା କଥା ଉଠାନ୍ତୁ l ଯଦି ଆପଣମାନଙ୍କ କଥା କେହି ଶୁଣୁନାହାଁନ୍ତି ତେବେ "ଓଡ଼ିଆ ଝିଅ" ହିସାବରେ ପ୍ରାୟଶ୍ଚିତ ସ୍ୱରୂପ ଆପଣ ସବୁ Mayor ପାର୍ଥିନୀମାନେ ଦୟାକରି "ସମାଜର ମଙ୍ଗଳ ହେତୁ", ନୈତିକତା ଦୃଷ୍ଟିକୋଣରୁ ଆପଣମାନେ ଆପଣମାନଙ୍କ "ପାର୍ଥୀପତ୍ର ପ୍ରତିହାର" କରିନିଅନ୍ତୁ l 🙏
    ଯଦି ଆପଣମାନେ ପରାମର୍ଶ ନମାନି ଭୋଟ ମାଗିବାକୁ ଆସିଲେ, ଖରାପ୍ ଭାବିବେନି, ଆମେ ଆପଣମାନଙ୍କୁ କହିବୁ "ଆଗ କାମ, ତାପରେ ନିର୍ବାଚନ" l କାମ ନକରି ନିର୍ବାଚନ କରିଲେ ଆମେ "NOTA"କୁ ଭୋଟ ଦେବୁ l
    ଯେଉଁ ମହିଳାମାନେ "ପାର୍ଥିନୀ" ନ ହୋଇ ଖାଲି ସମର୍ଥନ ହେତୁ ପ୍ରଚାରରେ କିଛି ପ୍ରଲୋଭନରେ ଯାଉଛନ୍ତି, ସେମାନଙ୍କୁ ଅନୁରୋଧ, ଅଜଣାତରେ ସମାଜର "ଶତ୍ରୁ" ନ ହୋଇ ଆପଣମାନଙ୍କ ନେତାଙ୍କୁ "ବେରୋଜଗାରୀ ଏବଂ ନିଶା" ସମସ୍ୟା ଉପରେ ପଚାରି ବୁଝିନେଲା ପରେ ହିଁ ଆପଣଙ୍କ ପସନ୍ଦର ନେତାଙ୍କ ପଛରେ ବୁଲି ବୁଲି ପ୍ରଚାର କରିବାକୁ ଯାଆନ୍ତୁ, ନଚେତ୍ ସମାଜର ଆଜି ଏଭଳି ସ୍ଥିତି ପାଇଁ ଆଗାମୀ ଦିନରେ ଆପଣମାନଙ୍କୁ ଦାୟୀ କରାଯିବ l 🙏😡🙏
    ଯେଉଁ ମହିଳାମାନଙ୍କୁ ଏହି ଲେଖାଟି ଭଲ ଏବଂ ଉଚିତ୍ ଲାଗିଥିବ ସେମାନେ Share କରିବାକୁ ଭୁଲିବେନି l
    ଜୟ ଜୟ ମାତୃଭୂମି l 🙏🇮🇳🙏
    ଆପଣଙ୍କର,
    ପ୍ରିୟ ରଞ୍ଜନ ମିଶ୍ର l
    SECOND FREEDOM FIGHTERS 🙏
    WhatsApp - ୯୯୩୭୨୬୪୦୫୩
    ସତ୍ୟମେବ ଜୟତେ, ସର୍ବେ ଭବନ୍ତୁ ସୁଖୀନଃ l

    • @mahadevmajhi4075
      @mahadevmajhi4075 2 года назад +2

      *ଭଲ କାମଗୁଡିକ ଏ ମନ୍ତ୍ରୀ, ଆଇ.ଏ.ଏସ୍ ମାନଙ୍କ ମୁଣ୍ଡରେ ପଶୁନି କେମିତି ? ଯାହା ସାଧାରଣ ଲୋକ ମୁଣ୍ଡରେ ଅଛି ।*

    • @ashokkumarmohanta3081
      @ashokkumarmohanta3081 2 года назад +1

      💯👍🏾

  • @ajitkarna6345
    @ajitkarna6345 2 года назад

    Thik katha

  • @sureshbiswal1554
    @sureshbiswal1554 2 года назад +1

    Absolutely right 👍

  • @srimantpradhan9448
    @srimantpradhan9448 2 года назад +2

    Right sura bhai

  • @cutysonimama4509
    @cutysonimama4509 2 года назад +1

    Yes

  • @prasantadanasana4929
    @prasantadanasana4929 2 года назад

    Yes correct

  • @bidukisan7226
    @bidukisan7226 2 года назад +2

    Sura Bhai Right

  • @beatthemaths8222
    @beatthemaths8222 2 года назад +1

    100% appreciate

  • @jagatmohannayak6509
    @jagatmohannayak6509 2 года назад +1

    Right sir 👍👍👍

  • @smith-ht8hg
    @smith-ht8hg 2 года назад +2

    Sonia gala pare congress hata khhali dhhoiba pain rahiba pachha

  • @kumarmanoj8873
    @kumarmanoj8873 Год назад

    Really fact

  • @Jai_jagganath
    @Jai_jagganath 2 года назад

    Thik katha.

  • @anilgochhayat1447
    @anilgochhayat1447 2 года назад +2

    So beautiful super very nice excellent 👍👍👌👌👌🎉🎉👍

  • @digambermoharana3317
    @digambermoharana3317 2 года назад

    Right Right

  • @pratimaparida4510
    @pratimaparida4510 2 года назад

    Right sar c

  • @satyajeet749
    @satyajeet749 2 года назад +1

    ଜୟ ବିଜେଡି

  • @rohitdhrua9117
    @rohitdhrua9117 Год назад

    Best your we want

  • @shubhatech7822
    @shubhatech7822 2 года назад

    Pura Right katha

  • @laughinstrange4455
    @laughinstrange4455 2 года назад +1

    Sura bhai always right

  • @chandan_creation521
    @chandan_creation521 2 года назад +1

    Super hite

  • @amarendrasahoo2453
    @amarendrasahoo2453 2 года назад

    U f right

  • @pranabrout3405
    @pranabrout3405 2 года назад +10

    ତା ମାନେ ସୁର ବାବୁ ମାନିଲେ କି ନବୀନ ଥିଲା ଯାଏଁ ଆଉ କେହି ଜିତି ପାରିବେନି. 🤣🤣🤣

  • @sarojkarmi5044
    @sarojkarmi5044 2 года назад +1

    Jiye hare siye kuhe

  • @prafullapanda8285
    @prafullapanda8285 Год назад

    Yes yes

  • @akashbarik8908
    @akashbarik8908 2 года назад

    Salute suro bhai

  • @lulusahoo7515
    @lulusahoo7515 2 года назад +4

    Soo super 👍👍👍👍good

  • @jharanadas7496
    @jharanadas7496 2 года назад

    Point

  • @abhinashrout9034
    @abhinashrout9034 2 года назад

    Jai ho😀😀😀😀

  • @siba8258
    @siba8258 2 года назад

    Thik

  • @samirkumarmarndi3566
    @samirkumarmarndi3566 2 года назад +13

    Bjd is all over odisha suppted
    Proud of BJD by Naveen pattnaik......
    No one can beat BJD until sir NAVEEN PATTNAIK alive in Earth...

  • @sambalpurimahujharan3898
    @sambalpurimahujharan3898 2 года назад

    Right Sura bhai tuma vabisyata bani sata heu

  • @swapnaraniparida6181
    @swapnaraniparida6181 2 года назад +2

    👍

  • @kiranmeher1490
    @kiranmeher1490 2 года назад +14

    Exactly...sura bhai.. Mu b bhabe Navin Pattanaik bhali bhagya kahar nahi.. Naa kouthi speech te diyanti.. Centre schemes ku nija naa re kari lokanku bhuan bulei.. Jituchhanti.. Odisha ra murkha lokanku paisa dei khali bjd vote kini hin jituchhi.... Pura bhagya re jete..

    • @Srikant-100
      @Srikant-100 2 года назад

      Odisha laka nku Murka kahibaku agaru tu kn ta karichu be .

  • @kishoreghadai9868
    @kishoreghadai9868 2 года назад

    Bilkul tik katha sura sir

  • @danieldigal245
    @danieldigal245 2 года назад

    Sata kahila sura bhai

  • @ommsai7271
    @ommsai7271 2 года назад +5

    Great Sura bhai great

  • @ChandanDas-qj8jk
    @ChandanDas-qj8jk 2 года назад +4

    ନବୀନ ସାର କଥା ରେ ନୁହେଁ କାମରେ ବିଶ୍ବାସ କରନ୍ତି
    ଲଢେଇ ହବ ଅଲଵତ ହବ we love b j d

  • @tikamdas8739
    @tikamdas8739 2 года назад

    Super

  • @dhananjayhembram1084
    @dhananjayhembram1084 2 года назад

    Ki dailog kiho ohhhh beautiful😍❤..... Sura sir.........