Baishnab babu,I hail from village Nanpur at dosimali of Cuttack and Jagatsinghpur.At Bengaluru had organised a trust O.W.B.,Aseema Odisha.co operate,we shall make a foray to our respective villages and assimilate in a greater way.
Ama gaan re pilamane sabu puruna mandira ku nua kari karichu.... Gachha bi lagauchu.... Gaan re kichhi puja program karuchu..... Apana ka video bhala lagila.... Real katha kahile.... Ama Gaon... Jagatsinghpur ra Rahadinga grama Gorakhnath mandira pakhare...
ଆପଣଙ୍କ ଗାଁର ଅନୁଭୂତି ଖୁବ ସୁନ୍ଦର ।ମୋର ବୟସ ୪୨ ବର୍ଷ । ମୁଁ ୩୦/୩୫ ବର୍ଷ ତଳର ଅନୁଭୂତି କିଛି କହୁଛି । ପିଲାଟି ବେଳେ ବର୍ତ୍ତମାନ ଅପେକ୍ଷା ଅନେକ ଚଢେଇ,ଗଛ ଥିଲା । ଏବେ ତାହା ବହୁତ କମିଗଲାଣି ।ଘରେ ଘରେ ଅନେକ ମେଳାପୂଜା,ଷଷ୍ଠିଘର ,ପରସ୍ପର ସ୍ନେହଶ୍ରଦ୍ଧା ବହୁତ ଥିଲା । ଏବେ ତାହା ୧୦୦ ଭାଗରୁ ୧୦ ଭାଗକୁ କମିଛି । ଆଉ ଲୋକମାନଂକ ଭିତରେ ସେପରି ସ୍ନେହ ଆଦର ନାହିଁ ।ସତେଯେପରି କାହାପାଖେ ସମୟ ନାହିଁ ।
MAY LORD JAGANNATH BLESS YOU FOR YOUR MOST VALUABLE INFORMATION TO OUR DIGITAL SOCIETY
ଉପସ୍ଥାପନା ଖୁବ ଚମତ୍କାର ... ଓଡିଶା ମାଟିର କଥା ।
ବୈଷ୍ଣବ ବାବୁ ନମସ୍କାର। ଆପଣଙ୍କ କଥା ଶୁଣିଲେ ଆମେ ଓଡ଼ିଆ ବୋଲି ଗର୍ବ ଲାଗେ। Channel ଟିରେ ବହୁତ୍ ବଢିଆ ବଢିଆ content ଆଣୁଛନ୍ତି ଆପଣ। ଅଶେଷ ଧନ୍ୟବାଦ୍।
ସାର ଆପଣଙ୍କ କଥା ଶୁଣି ସୁଦୁର ସାଉଦି ଆରବ ରୁ ଗାଁ କଥା ବହୁତ ମାନେ ପଡୁଛି😢
Bhai ga katha bhala lagila🙏🙏🙏🙏🙏
Sir,your Village descripition is very nice.l am very much over pleased for your talking .
ସାର ଆପଣଙ୍କ କଥା ଶୁଣି ଗାଁ କଥା ଭାରି ମନେ ପଡ଼ୁଛି
Alcohol and Politics spoiled village environment, community and society.
Absolutely brother 🙏
Baishnab babu,I hail from village Nanpur at dosimali of Cuttack and Jagatsinghpur.At Bengaluru had organised a trust O.W.B.,Aseema Odisha.co operate,we shall make a foray to our respective villages and assimilate in a greater way.
ପ୍ରଣାମ ଆଜ୍ଞା
Sir, namaste. Jibana ku vala vabe bujhichanti. Apananku thare darshan karibaku ichha heuchi.
Mo gaon DIMISAR,Nayagarh dist.
Abe bi parampara banchichhi.
Bohut sundar lagila
Bahut Bhala laguchi sunibaku
Thanks
Watch our other video and share with your family and friends.
ଆମ ଗାଁ ରେ ସମସ୍ତ ଲୋକ ପାଳି କରି ଗ୍ରାମ ଦେବତୀ ଙ୍କ ପାଖରେ ପିତଳ ହାଣ୍ଡିରେ ଭୋଗ ରନ୍ଧା ହୁଏ
Mu Sabu kichi imgine Kari paruchi. Ama gna re ebe b Sabu kichi achi ...bahut miss kare mu gna Ku ...
Thanks
Apananka gaon kauthi
Share this video with your village people.
ବହୁତ ସୁନ୍ଦର ଲାଗେ ଆପଣଙ୍କ କଥା, ମୁଁ ଦୀର୍ଘ 25 ବର୍ଷ ହେବ ଗାଁ ର ପରିବର୍ତ୍ତନ ଦେଖିଆସୁଛି।
Gaon Ku puja time re jai paruni.bahut miss kare gaon ku
Sundar katha sir
ଗାଁ ମୁହଁlଇଛି ସହର ଆଡକୁ , ଗାଁ ଅଉ ଗାଁ ନହିଁ ।
ଗାଁ ପୁରୁଛି ମଦ ଗଞ୍ଜେଇରେ,ମାଟିର ବାସନl ନହିଁl
ଗାଁ ର ପରବ ପର୍ବIଣୀ ବୁଡୁଚି, ମନ୍ଦିରରେ କେହି ନହିଁ।
ଗାଁ ମାଇପେଙ୍କ TV ଦେଖା ଆଗ, ସଞ୍ଜ ବତୀ ଯଳୁ ନହିଁ।
ଗାଁ ରତରୁଣୀ Facebookଛାଡ଼ି,ଚାନ୍ଦ ଅଉ ଦେଖୁ ନାହିଁ।
ଗାଁ ଟୋକା ଜାକ ପ୍ରେମରେ ପାଗଳ, ଆଗପଛ କିଛି ନହିଁ।
ଗାଁ ରାଜନୀତି କହିଲେ ନସରେ, ଭାଇପଣ ଅଉ ନହିଁ।
ଗାଁ ଖାଲି ଗାଁ ନାଁରେ ବଞ୍ଚିଛି, ସେ ଗାଁ ଆ ଆଉ ନହିଁ।
ନିଛକ ସତ କଥା ଭାଇ
🙏🙏🙏🙏🙏
Sir thanks
Ama gaan re pilamane sabu puruna mandira ku nua kari karichu.... Gachha bi lagauchu.... Gaan re kichhi puja program karuchu..... Apana ka video bhala lagila.... Real katha kahile....
Ama Gaon...
Jagatsinghpur ra Rahadinga grama
Gorakhnath mandira pakhare...
Mu b jagatsinghpur pila ..sir kn area..
🙏🙏👍👍
Right comments
Pranam sir
sir apnanka gan luna nai pakhare?
Sir generation gap upre dine kuhantu
Mo gaanre ebebi emiti hauchhi