ଏବେ ଏବେ ଆସିଲା ଖୁସି ଖବର ଶେଷ ପଯ୍ୟନ୍ତ ଦେଖିଲେ ବୁଝିବା ଲୋକ ବୁଝିଯିବେ ll ସବୁ ଶିକ୍ଷକଙ୍କ ଦରମା ବଢିଗଲା ll🤭

Поделиться
HTML-код
  • Опубликовано: 4 ноя 2024

Комментарии • 19

  • @satyanarayansenapati1036
    @satyanarayansenapati1036 3 месяца назад +1

    ଆମେ ଭାରି ଖୁସି ମୋ ନାମ କହି ଗାଁ ଦୋକାନ ରୁ ମିଠା ଖାଇଦେବ

  • @srinathmurmu8104
    @srinathmurmu8104 7 месяцев назад +1

    ସବୁ ଗପ, ପ୍ରମୋଶନ ପାଇଁ vacancy ନାହିଁ।ସମୟ ଅନୁସାରେ ସମସ୍ତଙ୍କୁ promotion ମିଳିଲେ ଉପକୃତ ହେଇଥାନ୍ତେ

  • @pramilanayak7325
    @pramilanayak7325 7 месяцев назад

    🙏🙏👌👌👌

  • @nukanakaleka9210
    @nukanakaleka9210 7 месяцев назад +1

    sir you are right

  • @mr3nath280
    @mr3nath280 7 месяцев назад

    3 ଦଫା ଦାବି ମଧ୍ୟରେ କୋଉଟା ଭି ପୂରଣ କରିନାହାଁନ୍ତି .....

  • @kishoremajhi921
    @kishoremajhi921 7 месяцев назад

    ରାଜେଶ ଓ ଚାରୁ ଦିଦି କୁ ପୁରସ୍କାର ମିଳିଲା ସେଇତି ପାଇଁ ଏଇ ଦୁଇ ଜଣ ଚୁପ. ଶିକ୍ଷକଙ୍କୁ କିଛି ନ ମିଳିବା ଦୁଃଖର କାରଣ. ଏ ଦୁଇ ଜଣଙ୍କୁ ସଙ୍ଗ ରୁ ବାହାର କର ସବୁ ମିଳିବ.

  • @jogeswarmajhi4529
    @jogeswarmajhi4529 7 месяцев назад

    ୯୦% ଶିକ୍ଷକ ହେଉଛନ୍ତି level v(B)(A),, ଆଉ ରହିଲେ ୧୦,%,,,ସେମାନେ ଉପକୃତ ହେଲେ,,,କଣ କରିବେ ଶିକ୍ଷକ

  • @nehascreation5834
    @nehascreation5834 7 месяцев назад

    ,ସାର ଯେଉଁ ଏକ୍ସକେଡର ଭିଏ ଶିକ୍ଷକମାନେ ୩୧.୩ ୨୦୧୯ ପୂର୍ବରୁ ଓଟିଇଟି ପାସ କରିଛନ୍ତି ତାଙ୍କ ପାଇଁ ସରକାର କଲେ କଣ ?

  • @sitanshubariha7933
    @sitanshubariha7933 7 месяцев назад

    3ଦଫା ଦାବି କୁଆଡେ ଗଲା

  • @MultiSrik
    @MultiSrik 7 месяцев назад

    Big Zero

  • @raghunathbadamundi2634
    @raghunathbadamundi2634 7 месяцев назад

    Sir apana kete Khushi achanti kuhantu...?

  • @First_steps_198
    @First_steps_198 7 месяцев назад

    Bhai apana 1st khusi katha kahiba purbaru ground level re survey kariki kuhantu kou teacher mane khusi achanti

  • @learnenglishwithbrahma9368
    @learnenglishwithbrahma9368 7 месяцев назад

    ଯାହା order ରେ ଲେଖା ଯାଇଛି ତାହାକୁ ଆପଣ explain କରୁଛନ୍ତି । ଲକ୍ଷେ ତିରିଶି ହଜାର ଶିକ୍ଷକ ଏବେ ବି ଅସନ୍ତୁଷ୍ଟ କାରଣ Level V A Entry level ରେ କିଛି ବି ପରିବର୍ତନ ହେଇନି କି କିଛି ବି ଫାଇଦା ପାଇବେନି । ଯେଉଁ ସ୍ତର କିମ୍ବା Level VA,B,VI,III,II,I ଗୁଡିକ ଅଛି ସେଗୁଡିକ ମଧ୍ୟରୁ କେତେବେଳେ ଫାଇଦା ପାଇବେ ଯେତେବେଳେ ବିଭିନ୍ନ ସ୍ତର ଗୁଡିକରେ vacancy create ହେବ ???? ହେଲେ କେଵୁକୁ ହେବ ?????? ଦେଖୁ ଦେଖୁ ଚାତକ ପକ୍ଷୀଙ୍କ ଭଳି ୨୦-୩୦ ବର୍ଷ service କରି ବହୁ ଶିକ୍ଷକ retired ହେଇ ସାରିଲାଣି ।।।

  • @technewstrickstips6181
    @technewstrickstips6181 7 месяцев назад

    Kn ta badhila

  • @brajamohanpani6856
    @brajamohanpani6856 8 месяцев назад +1

    Khusi khabar kau hisabare

    • @EducationFront
      @EducationFront  8 месяцев назад

      କେବଳ ନେତାମାନଙ୍କ ପାଇଁ ଶେଷ ଯାଏଁ ଦେଖନ୍ତୁ

  • @santoshkumarmahapatra8767
    @santoshkumarmahapatra8767 7 месяцев назад +1

    Sabu teacher nkar badhila? v(A) nkar kete badhila?

    • @Xuy788
      @Xuy788 7 месяцев назад

      Level V(B) ର ବି କିଛି ଖାସ ବଢିନାହିଁ

  • @pareshkumarparua8175
    @pareshkumarparua8175 7 месяцев назад

    Laj lagibar katha e pagal