ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ ଓଡିଶାକୁ ଆଗ ନିଶା ମୁକ୍ତ କର | Naveen | Draupadi Murmu | Bjd | Politics

Поделиться
HTML-код
  • Опубликовано: 4 май 2023
  • DURABARTA NEWS | ODISHA NEWS | INDIA NEWS
    ଏମିତି କାହିଁକି କହିଲେ ରାଷ୍ଟ୍ରପତି..#draupadimurmu #President #Durabarttanews #Odisha #Durabarttaodianews #Draupadimurmulife #Life #Lifestyle #Mayurbhanj #Odishanews #Naveen #Naveenpatnaik #Cm #presidentofindia #National #Nationalnews #India #Indiannews #Latest #Breakingnews #Latestnews #News #Video #Draupadimurmuvideo #Viral #Viralnews #Viralvideo #Naveen #Drink #Drinks #Bjd #Naveenpatnaik
    #DURABARTTANEWS is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
    Please Subscribe our Channel and press the bell icon to get notification about our new updates.
    🔶Facebook : / durabarttanews
    🔶RUclips : / @durabarttanews
    ◾◾◾◾◾◾◾◾◾◾◾◾◾◾◾◾◾◾◾◾
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair.
    © Durabartta Digital Live
    #OdishaNews #OdiaNews #LatestNews

Комментарии • 2 тыс.

  • @Jayshreeradhakrishna0000
    @Jayshreeradhakrishna0000 Год назад +207

    ବହୁତ ଭଲ ହୋଇଛି ।
    ଆମ ମାନଙ୍କୁ ଏପରି ରାଷ୍ଟ୍ରପତି ଦରକାର ଅଛି।

  • @RBSTATUSCHENNAL
    @RBSTATUSCHENNAL Год назад +217

    ବହୁତ ବଢିଆ ଲାଗିଲା....ଆମ ଓଡିଶା ରେ ନିଶ୍ଚୟ ମଦ ବନ୍ଦ କରିଦେବା ଦରକାର 👍

  • @BrahmanandaSahu-jit
    @BrahmanandaSahu-jit 3 месяца назад +32

    ମୁଁ. ରାଷ୍ଟ୍ରପତି ଙ୍କୁ ବହୁତ ବହୁତ ଶୁବେଛୟା ମଦ ନିଶା ମୁକ୍ତ୍.କରାଯାଉ 🙏🙏🙏🙏🙏🙏🙏

  • @user-pi7kf4fp2z
    @user-pi7kf4fp2z 11 месяцев назад +50

    ରାଷ୍ଟ୍ରପତି କହିଲେ ଓଡ଼ିଶାର ମଦ ବନ୍ଦ କରାଯାଉ ଧନ୍ୟବାଦ👏👏👏

  • @Lovely143Dipti
    @Lovely143Dipti Год назад +376

    ରାଷ୍ଟ୍ରପତି ଙ୍କ କଥା ଆଜି ଆମ ମନକୁ ଛୁଇଁଛି, ମଦ ବନ୍ଦ ହେବା ଅତ୍ୟନ୍ତ ଜରୁରୀ, ଆଦେଶ କୁ ମୁଖ୍ୟ ମନ୍ତ୍ରୀ ପାଳନ କରିବା ଅତ୍ୟନ୍ତ ଜରୁରୀ

    • @saumyaranjan5314
      @saumyaranjan5314 Год назад +10

      ଯେମିତି। ମୋଦି ଦେଶରୁ ପୁରୁଣା ନୋଟ ବନ୍ଦ କରିଦେଲେ। ସେମିତି ଦେଶରୁ ମଦ 🍺 ବନ୍ଦ କରୁ ଖାଲି ଓଡ଼ିଶାରୁ ନୁହେଁ

    • @user-gb1cp5dk7f
      @user-gb1cp5dk7f Год назад +2

      Right

    • @kedarnathsahu1625
      @kedarnathsahu1625 Год назад +6

      Mada odisha ru banda heba darakar

    • @binobagomango7396
      @binobagomango7396 11 месяцев назад

      Kohibe kariparibe nahin...that is called political 😮

    • @leerammallik2424
      @leerammallik2424 3 месяца назад +1

      ମୂଖ୍ୟ ମନ୍ତ୍ରୀ କୁ ଓଡ଼ିଆ ଆସୁନି ସେ କାହାକୁ ଆଉ ମଦ ପିଅନି ବୋଲି ମନା କରିବ।

  • @truptikantabadu321
    @truptikantabadu321 Год назад +414

    ମଦ ବନ୍ଦ ହବା ଦରକାର ଜୟ ଓଡିଶା 🙏🙏🙏

  • @user-cl9jn4hk2k
    @user-cl9jn4hk2k 3 месяца назад +18

    ଏ କୋଥା ଶୁଣିକି ଭଲ ଲାଗିଲା କିନ୍ତୁ ଓଡ଼ିଶା ର ବୋଲିନୁହେ ଓଡ଼ିଶା ର ସବୁ ଜିଲ୍ଲା ସବୁ ବୁଲକ ସବୁ ଘର ରୋ ମଦ ବନ୍ଦ ହେବା ଦରକାର ତାହେଲେ ଓଡ଼ିଶା ଆମର ଭଲ ରୋହିବୋ

  • @jitendrabishoi6587
    @jitendrabishoi6587 11 месяцев назад +33

    ହଁ ନିଶା ବନ୍ଦ କରିଦିଅନ୍ତୁ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏

  • @Gourimanibarik-qk9iy
    @Gourimanibarik-qk9iy Год назад +160

    ଆପଣ ଯଦି ମଦ ବନ୍ଦ କରିଦେବେ ଆଉ କିଏ ମାନୁ କି ନ ମାନୁ ମୁ ଆପଣଙ୍କୁ ଭଗବାନ ବୋଲି ମାନିବି❤❤

  • @odiaJatrakhalanayak
    @odiaJatrakhalanayak Год назад +184

    ମହା ମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଙ୍କୁ ମୋର ବିନମ୍ର ଅନୁରୋଧ ଆମ ଦେଶରୁ ନିଶା ମୁକ୍ତ କରି 140କୋଟି ଲୋକଙ୍କ ଜୀବନ ରକ୍ଷା କରନ୍ତୁ. ଜୟ ହିନ୍ଦ 🇮🇳🇮🇳🇮🇳🙏🙏🙏🙏

    • @bharatipatel95
      @bharatipatel95 Год назад +1

      Maha mahima rastapati dropadi murmunku Mora binamra anurodh ama desaro Nisha mukta kari 140 koti lokanka jivana rakha karantu Jay hind

    • @ujalabebarta9070
      @ujalabebarta9070 Год назад

      Right

    • @user-ib3ox5hg4v
      @user-ib3ox5hg4v 11 месяцев назад

      Nisha mukti odisa hele muapanankara Puja karebi aagiaya jetea jaldi apana Nisha mukti seateki jaladi amamanara estadebata hoibea

    • @dibyanathpradhan6789
      @dibyanathpradhan6789 11 месяцев назад

      Tama mananka comments asiki padhibe president...RUclips ru 😂...
      Odisha ku nisha mukta karibaku hele nije aga sachetan hua...samaste janichhanty bada bada akhyarare lekha hauchi thipi khola mada dokan

    • @santoshpradhan6846
      @santoshpradhan6846 3 месяца назад +1

      Super sir 👍

  • @RajanJahar
    @RajanJahar 3 месяца назад +14

    କେବେ ହେବ ଓଡ଼ିଶା ମଦ ମୁକ୍ତ 😭 ଜୟ ଭୀମ 🪔🙏 ଜୟ ସମ୍ବିଧାନ 📚✍️

  • @premanandasuna7436
    @premanandasuna7436 Месяц назад +4

    ମହାମହିମ ରାଷ୍ଟ୍ରପତି ଙ୍କୁ କୋଟି କୋଟି ପ୍ରଣାମ ଏତେ ସୁନ୍ଦର ପଦକ୍ଷେପ ପାଇଁ ସରକାରଙ୍କୁ ଆଦେଶ ଦେଇଥିବାରୁ ଓ ତାଙ୍କର ସୁବିଚାର ବାଣୀ କହିଛନ୍ତି ଯାହାଦ୍ବାରା ଆମ ଓଡ଼ିଶା ହିଂସା ମୁକ୍ତ ହୋଇ ସୁନାର ଓଡ଼ିଶା ଗଠନ ହେବ । 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @rabindrarath9474
    @rabindrarath9474 Год назад +144

    ପ୍ରଥମେ ଆପଣଙ୍କ ଉପଦେଶକୁ ସରକାର ବୁଝିବା ଦରକାର ଏଇ ନିଶା ପାଇଁ କେତେ ଝିଅ ବୋହୁ ଙ୍କ ଜୀବନ ଯାଏ କେତେ ପରିବାର ନଷ୍ଟ ହୂଏ ଏଥିପାଇଁ କେତେ ପୋଲିସ ଆଉ କୋଟ କଚେରୀ ପଇସା ଖର୍ଚ୍ଚ ହୂଏ ଏ ଜଗନ୍ନାଥ ଙ୍କ ରାଜ୍ୟ ନିଶା ମୁକ୍ତ ହେଲେ ଏ ହେବ ଆପଣ ପାଇଁ ଆମ ସନମାନ

    • @manojvlogs5252
      @manojvlogs5252 11 месяцев назад +1

      Bhai police eka ek number chor ae

    • @user-fn8cu4md4f
      @user-fn8cu4md4f 3 месяца назад

      M.p a .b.p.a.A.N.V.Bbb.A.M.Mmmmmd1

  • @jayadevsahoo136
    @jayadevsahoo136 Год назад +113

    ଓଡ଼ିଶାକୁ ନିଶା ମୁକ୍ତ କରାଯାଉ ଜୟ ଜଗନ୍ନାଥ 🙏

    • @mohanmajhi7568
      @mohanmajhi7568 Год назад +1

      ଓଡି଼ଶା ଥୁଆମୂଳରାମପୁର ମହନ ମାଝୀ ଜୟ ଜଗନ୍ନାଥ 🙏🙏

    • @shreyaofficial7765
      @shreyaofficial7765 Год назад

      Daru band hebar darkar

  • @Ranjitbarik-yt3mk
    @Ranjitbarik-yt3mk 3 месяца назад +5

    ମୁଁ ବହୁତ ଖୁସି ମୋ ଓଡ଼ିଶା ଭାଇ ଭଉଣୀ ମାନଙ୍କୁ ମୋର ପ୍ରଣାମ ଆପଣମାନେ ନିଶା ରୁ ଦୁରେଇ ରୁହନ୍ତୁ ଆମ ଓଡ଼ିଆ କୁ ଆଗେଇ ନିଅନ୍ତୁ ମୋର ଏତିକି ପ୍ରାର୍ଥନା ଜୟ ଜଗନ୍ନାଥ ସ୍ବାମୀ

  • @murmuthakur7573
    @murmuthakur7573 3 месяца назад +3

    ମଦୋ ପାଇଁ ବହୁତ ମାଆ ମାନେ ବିଧବା ହେଉଛନ୍ତି ଜୟ ଜଗନ୍ନାଥ ❤❤❤

  • @manashnayak2794
    @manashnayak2794 Год назад +39

    ଓଡିଶାରେ ମଦ ର କାରଣ ନବୀନ

  • @AshokMalik-pe6xp
    @AshokMalik-pe6xp Год назад +50

    ଓଡିଶାକୁ ନିଶା ମୁକ୍ତ କରିବାର ପ୍ରହ୍ୟାଷ, ପାଇଁ ମହା ମହିମା ରାଷ୍ଟ୍ରପତିଙ୍କୁ ଧନ୍ୟବାଦ🙏 jay bhim 🌹jay bharat 🌹jay shambhidhan

  • @Munanaik930
    @Munanaik930 11 месяцев назад +2

    ମଦ ବନ୍ଦ କରନ୍ତୁ , ଆମ ଓଡ଼ିଶାରେ , ଜୟ ଜଗନ୍ନାଥ, ଜୟ ଓଡ଼ିଆ, ଜୟ ଓଡ଼ିଶା

  • @Jayakrushan_kishan568
    @Jayakrushan_kishan568 Месяц назад +1

    ଓଡ଼ିଶାର ନିଶା ମୁକ୍ତି କରାଯାଏ ଜୟ ଜଗନ୍ନାଥ 🙏🙏🙏🙏

  • @pabitramohandas6943
    @pabitramohandas6943 Год назад +91

    ନବୀନ ଓଡ଼ିଶାରେ ଅଧିକ ନିଶା ପ୍ରସାର ହୋଇଛି l ଆଗକୁ ଆହୁରି ହେବ l ଏଥିପାଇଁ ଆମ ରାଜ୍ୟବାସୀ ସଚେତନ ହେବା ଉଚିତ୍ l

    • @sushantakumarbarik
      @sushantakumarbarik Год назад

      Right katha

    • @saumyaranjan5314
      @saumyaranjan5314 Год назад +1

      ଆମ ଦେଶର କୋଉ ସରକାର ଅଧିକ ନିଶା ସେବନ ପ୍ରସାର କରୁଛି

    • @sushantakumarbarik
      @sushantakumarbarik Год назад

      @@saumyaranjan5314 Naveen sarkar

    • @saumyaranjan5314
      @saumyaranjan5314 Год назад

      @@sushantakumarbarik ଭଲ କଥା ଦେଶରେ ନବୀନ ପଟ୍ଟନାୟକ ଶାସନ କରୁ

    • @sushantakumarbarik
      @sushantakumarbarik Год назад

      @@saumyaranjan5314 Kan Kariba bhai amo odisha ra loka murkha, modo mangsha mile hela.paribartan chahonti nahi.ehara pholo NextGeneretion Bala paibe

  • @UmeedAnanda
    @UmeedAnanda Год назад +18

    ରାଷ୍ଟ୍ରପତି ଙ୍କୁ ବୋହୁତ ବୋହୁତ ଧନ୍ୟ ବାଦ🙏🙏🙏🙏🙏

  • @user-ve9pd1pt4p
    @user-ve9pd1pt4p 3 месяца назад +3

    ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଉ ଛା ଜଣେ ଗଣଶିକ୍ଷ କନ୍ଧମାଳ ଜିଲ୍ଲାରୁ

  • @samiyakulisika6632
    @samiyakulisika6632 Год назад +3

    ମହାମହିମ ଙ୍କୁ ମୋର
    ଅନୁରୋଧ,
    ଓଡିଶାରୁ ହେଉ
    ମଦ ବନ୍ଦ, 🙏
    ଜୟ ଭାରତ, ଜୟଭରାତ ଜୟଭରାତ. 🇮🇳

  • @tapurinkucreation8438
    @tapurinkucreation8438 Год назад +69

    ସମ୍ମାନୀୟା,
    ରାଷ୍ଟ୍ରପତି ମହାଶୟା
    Paper ଦେଖି ଦେଇଥିବା ଭାଷଣ ବହୁତ ଭଲ ଥିଲା, କିନ୍ତୁ ଆପଣ କହିପାରିବେ ନିଶା କୁ ରାଜ୍ୟ ତଥା ଦେଶ ରେ କାହିଁକି Allow କରାଯାଇଛି? ଏଥିରେ ସରକାର ଙ୍କ ଲାଭ କଣ ହଉଛି? କେଵଳ ଅଧିକ ରାଜସ୍ବ ଆଦାୟ, ଆଉ ଯଉ ଯଉ ରାଜସ୍ବ ବଳରେ, ଯଉ ଟଙ୍କା ବଳରେ ରାଜନୀତିର ଖେଳ ଖେଳା ଯାଉଛି, ଆଉ ଦୁଃଖର କଥା ଏହା କି ଆପଣ ଓ ରାଜ୍ୟ ସରକାର ଙ୍କ ମିଳିତ ଉଦ୍ୟମ ରେ ଏ ନିଶା ବେପାର ଓଡିଶା ତଥା ସମସ୍ତ ରାଜ୍ୟରେ ବଢ଼ି ଚାଲିଛି
    ଆମ ରାଜ୍ୟ ବାସୀ ଙ୍କୁ ବୁଝେଇବା ଆଗରୁ ଆପଣ all india ରେ ନିଶାକୁ ବ୍ୟାନ କରିପାରିବେକି? ଏ କ୍ଷମତା ତ ଆପଣ ଙ୍କ ହାତରେ ଅଛି, ଆପଣ ସର୍ବୋଚ୍ଚ କ୍ଷମତା ର ଅଧିକାରୀ ହୋଇ ଯଦି ଆପଣ ପାରିବେନି ତା ହେଲେ ଆମକୁ ଏତେ ବୁଝେଇବାର କୌଣସି ଆବଶ୍ୟକତା ନାହିଁ, କାହିଁକି ନା ସଂସାର ଓଡିଶା ତଥା ଭାରତ ବାସୀ ଙ୍କର ଉଜୁଡ଼ୁଚି, ମଦ ବିକ୍ରି ହେଉଛି ବୋଲି, କିନ୍ତୁ ସରକାର ଏଥିରୁ ମୋଟା ଅଙ୍କର tax ସଂଗ୍ରହ କରି, Election ରେ ସେଇ ଟଙ୍କାରେ ମଦ କିଣି ଲୋକ ଙ୍କୁ ବାଣ୍ଟି ପୁଣି ଇଲେକ୍ସନ ଜିତୁଛନ୍ତି, ଆଉ ଏ ସବୁ କଥା ଓଡିଶା ବାସୀ ତଥା ଭରାତ ର ପ୍ରଥମ ନାଗରିକ ଭାବେ ଆପଣ ଭଲ ଭାବେ ଜାଣିଛନ୍ତି ଆଉ ବୁଝିଛନ୍ତି
    ଆପଣ ଆମର ଗର୍ବ, ଆପଣ ଆମ ରାଜ୍ୟ ଓଡିଶାରୁ ରାଷ୍ଟ୍ରପତି ବନିଛନ୍ତି, ଆପଣ ଙ୍କ ହାତରେ କ୍ଷମତା ଅଛି ଯଦି ସତରେ ଆପଣ power full, ଯଦି ସତରେ ଆପଣ କାହା ଶିକୁଳି ରେ ବନ୍ଧା ନୁହନ୍ତି, ତେଵେ ଆପଣ ଙ୍କ order ରେ ସାରା ଦେଶ ରେ ମଦ ର ବେପାର ବନ୍ଦ ହୋଇପାରିବ, ସେ ଲାଇସେନସ ପ୍ରାପ୍ତ ମଦଦୋକାନ ହଉ କି କଳା ବଜାରୀ, ସବୁ ନିଶା ଦ୍ରବ୍ୟ ଉପରେ ବ୍ୟାନ ଲଗେଇ ପାରିବେ ଆପଣ
    ଏତିକି 🙏 ଅନୁରୋଧ ଆପଣ ବି ଆମ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ କ୍ଷମତା ପ୍ରାପ୍ତ ଅଧିକାରୀ ଙ୍କ ଭଳି ସବୁ ଜାଣି ଶୁଣି ଅଭିନୟ କରିବେ ନାହିଁ, ଆପଣ ଙ୍କ ଉପରେ ବହୁତ ଲୋକ ଙ୍କ ଆଶା ଓ ଭରସା ରହିଛି, ଆପଣ ଆମ ଦେଶ କୁ ନିଶା ମୁକ୍ତ କରିପାରିବେ
    ନିଶା ପାଇଁ ଏଠି ହେଉଛି ଧର୍ଷଣ, ହତ୍ୟା, ଲୁଣ୍ଠନ, ହିଂସା
    ଏ ସବୁ ଆମେ ଜାଣୁ, ହେଲେ କେଵଳ ଲୋକ ସଚେତନ ହେଲେ କିଛି ହେବନି, 90% ଲୋକ ସଚେତନ ଯଦି ବି ହୋଇଯାଆନ୍ତି, ତେଵେ ସଚେତନ ହୋଇନଥିବା 10% ଲୋକ ପୁଣି ସେଇ 90% ଲୋକଙ୍କୁ ନିଶା ଆଡକୁ ଟାଣି ନେଇଯିବେ
    ଯଦି ଚେର କୁ ମୂଳରୁ ଉପାଡି ଫୋପାଡ଼ି ଦିଆ ଯାଏ? ତାହେଲେ ସବୁ ସମସ୍ୟାର ସମାଧାନ ହୋଇଯିବ, ଆମ ଦେଶ ସୁନା ର ଦେଶ ହୋଇଯିବ, ନିଶା ଖାଇ ଲୋକ କରୁଥିବା ସବୁ ହିଂସାତ୍ମକ କାର୍ଯ୍ୟ ବିଲୋପ ହେବ
    ଜୟ ଜଗନ୍ନାଥ 🙏 ଜୟ ହିନ୍ଦ 💪

  • @prbanamaliminyaka
    @prbanamaliminyaka Год назад +54

    କେବଳ ମଦ ନୁହେଁ, ମାତ୍ର ସମସ୍ତ ନିଶାଦ୍ରବ୍ୟ କରେ ଆର୍ଥିକ କ୍ଷତି, ସ୍ୱାସ୍ଥ୍ୟ କ୍ଷତି, ଶାନ୍ତି କ୍ଷତି, ଶିକ୍ଷା ସାକ୍ଷରତା ଜ୍ଞାନର କ୍ଷତି, ଭଦ୍ରତା ଓ ଚରିତ୍ରର କ୍ଷତି, ଶେଷରେ ତାହାର ଜୀବନ ହିଁ କ୍ଷତି!!

  • @kanhumunda4988
    @kanhumunda4988 3 месяца назад +3

    ଆମେ ବି ଚାହୁଁ ଓଡ଼ିଶାରେ ନିଶା ବନ୍ଦ ହୋଉ ସବୁ ବ୍ଲକ୍ ଆଉ ପ୍ରତେକ ପଞ୍ଚାୟତ ର ବନ୍ଦ ହେବାର ଉଚିତ୍

  • @dineshagrawalla777
    @dineshagrawalla777 2 месяца назад

    ବହୁତ ବଢିଆ କଥା l କିନ୍ତୁ ସରକାରୀ ସ୍ତରରେ ପ୍ରଥମେ ପଦକ୍ଷେପ ନିଆଯାଉ l ନିଶା ଦ୍ରବ୍ୟର ଚାଲାଣ ଆଉ ମଦ ଦୋକାନ ପୁରାପୁରି ବନ୍ଦ ହେଉ l ଜୟ ଭାରତ ଜୟ ରାଷ୍ଟ୍ରପତି l

  • @rasmipolei2264
    @rasmipolei2264 Год назад +123

    ସରକାର ତୁମେ ଓଡ଼ିଶାରେ ନିଶା କାରବାର ସମ୍ପୂର୍ଣ ବନ୍ଦ kara

    • @bejbabu
      @bejbabu Год назад +2

      Government çàn stop

    • @sushantakumarbarik
      @sushantakumarbarik Год назад +2

      Mada stop= bjd stop

    • @samaytudu8256
      @samaytudu8256 Год назад +1

      ​@@sushantakumarbarik 😂😂😂😂😂😂😂👍👍👍👍👍👍👍

    • @sushantakumarbarik
      @sushantakumarbarik Год назад +1

      @@samaytudu8256 thank you bhai

    • @titupanigrahy4846
      @titupanigrahy4846 3 месяца назад

      Bjd govt odisha re gote 24 barsa re bhala kama karichi 500 miter re gote gote mada dokana kholichi😂😂😂

  • @RamuRamu-cr2js
    @RamuRamu-cr2js Год назад +36

    ମଦ ପିଇ ଗାଡି ଚଳାଇବା ଯାହା
    ମଦ ବିକି ରାଜ୍ୟ ଚଳାଇବା ତାହା
    ଦିଲ୍ଲୀ ଓ ଓଡିଶା ସରକାର ଦୁଇ ଭାଇ

  • @user-wl4gq3cr3f
    @user-wl4gq3cr3f Месяц назад

    ଓଡ଼ିଶା ରେ ମଦ ବନ୍ଦ ଡାକରା କେବେ ଲାଗୁ ହେବ। ।।। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।।।।

  • @geetanjalikishan5517
    @geetanjalikishan5517 28 дней назад +1

    ଯେତେ ଶୀଘ୍ର ହେଉ ବନ୍ଦ ହେଉ ଆପଣଲ ଯେଉଁ କଥା କହୁଛନ୍ତି ସବୁ ସତ 😢😢😢😢 ଆପଣଙ୍କ ପାଖ ରେ ମୋର ଅନୁରୋଧୋ କି ମଦ ବନ୍ଦ କରନ୍ତୁ।🙏🙏🙏🙏🙏🙏🙏🙏

  • @mamalikadraka8580
    @mamalikadraka8580 Год назад +32

    ରାଷ୍ଟ୍ରପତି ହେବତ ଏମିତି ,.. ଜୟ ହିନ୍ଦ , ରାଷ୍ଟ୍ରପତି ଦ୍ରପତି ମୁର୍ମୁ 👍👌🙏🙏

  • @bramhanandapradhan6304
    @bramhanandapradhan6304 Год назад +80

    ଆମ ରାଜ୍ୟରୁ ନିଶା ମୁକତ ହେବା ଦରକାର,

    • @SKumar-rb1tz
      @SKumar-rb1tz Год назад

      Kipari heba. Mada band hele, BJD ra patana arambha heigiba.

    • @rrmelectrical1693
      @rrmelectrical1693 Год назад

      Drinking bayn in odisha ❤❤❤

  • @bntgaming9186
    @bntgaming9186 3 месяца назад +1

    ମଦ ବନ୍ଦ ହେବା ଦରକାର ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏

  • @TapanKumarrout-ex3ct
    @TapanKumarrout-ex3ct 3 месяца назад +2

    ନିଶା ମୁକ୍ତ ଓଡିଶା ହେଲେ ଆମେ ବହୁତ ଉପକୃତ ହେବୁ 🙏

  • @user-dm3to9ou8r
    @user-dm3to9ou8r Год назад +11

    ବହୁତ ଶୀଗ୍ର ମଦ ବନ୍ଦ୍ ହେବା ଦରକର୍ ହେଲେ ସବୁଠିକ୍ ହୋଇ ଯିବ ସମସ୍ତ ଭାଈ ଭଉଣୀ ମାନଙ୍କୁ ଅନୁରୋଧ ମଦ ନିଶାରୁ ଦୁରେଇ ରହିବା ।

  • @ajaybadjena6799
    @ajaybadjena6799 Год назад +68

    ନଵିନ ଵାଵୁ ରାଷ୍ଟପତି ଓଡିଶା ଵାସୀଙ୍କୁ ଯେଉଁ ଵାତ୍ରା ଦେଲେ ଉକ୍ତ ଉପଦେଶକୁ ପାଳନ କଲେ ମଦମୁକ୍ତ ଓଡିଶାରେ ଵହୁତ ମୂଲ୍ୟ ଵାନ ଜୀଵନ ସୁଖରେ ସେମାନଙ୍କ ପରିବାର ଭଲରେ ନିଜର ଜୀଵନ ଶୈଳୀ ପରିଵତ୍ରନ ହୋଇପାରନ୍ତା ,ମୋର ଆଶା ନିଶ୍ଚୟ ରାଷ୍ଟପତିଙ୍କର ଭାଷଣକୁ କାମରେ କରି ଦେଖାଇ ପାରୀଵେ,

  • @haribag5758
    @haribag5758 3 месяца назад +1

    ବହୁତ ବହୁତ ସୁନ୍ଦର

  • @madanmallik5714
    @madanmallik5714 3 месяца назад +1

    ମହାମହିମା ରାଷ୍ଟ୍ରପତି ଙ୍କ କଥା ଶୁଣି ବହୁତ ଖୁସି
    ଲାଗିଲା ଓଡିଶାରୁ ମଦ ମୁକ୍ତ କରାଯିବା ଉତ୍ତମ
    ଜୟ ଭାରତ

  • @harekrushnapagal1405
    @harekrushnapagal1405 Год назад +40

    ମା ଦୃପଦୀ ଠିକ୍ କହିଛନ୍ତି ଓଡ଼ିଶା ରୁ ଉତ୍ତର ପ୍ରଦେଶର ପରି ମଦ ଗଞ୍ଜେଇ ଯାବତୀୟ ନିଶାକୁ ପୁରା ଠିକ୍ ଭାବରେ ବନ୍ଦ କରାଯାଉ ଦୁସି ଅପରାଧ ମଦ ଅପରାଧୀ ମାଫିଆଅ ଅସୁର ମାନଙ୍କୁ କଠର ରୁ କଠର ଦଣ୍ଡ ସିଙ୍ଗା ପୁର ପରି ଫାସି ଦଣ୍ଡ ଦିଆଯାଉ ନହେଲେ ଓଡ଼ିଶା ରେ ନିରିହ ପରିବାର ବରବାଦ୍ ହେଉଛନ୍ତୀ ଦିନକୁ ଦିନ ମଦ ଅନ୍ୟାନ ନିଶା ପାଇଁ ସମାଜରେ ବହୁତ ଅପରାଧ ନାରୀ ଦୁଶ ଧର୍ଷଣ ମରଡ ଅସାମାଜିକ ଆସୁରିକ କାର୍ଯ୍ୟ ବଡ଼ି ଚାଲୁଛି ଏଥୀ ପାଇଁ ସାରା ଓଡିଶା ବାସି ମା ଦୃପଦି ଙ୍କ ଡାକରାରେ ଏକ ହୁଅ
    ଓଡ଼ିଶାରୁ 25 ବର୍ଷ ରାବଣ ମଦୁଆ ଦୂତ ରାଷ୍ଟ୍ର ଗେଣ୍ଡା ଦଳୀଆ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା ସେଥିପାଇଁ ସାରା ଓଡ଼ିଶା ଵାଶି 2024 ରେ ଓଡ଼ିଶା ରୁ ଗେଣ୍ଡା ଦଳୀଆ ଙ୍କୁ ଓଡ଼ିଶାରୁ ହାଟାଅ

    • @SanjibDas-xq1ut
      @SanjibDas-xq1ut Год назад +1

      Very right

    • @krushanachbhoikbabu2706
      @krushanachbhoikbabu2706 Год назад

      ଉପଯୁକ୍ତ ଉପଦେଶ
      ଓଡିଶା ରୁ ଇଗ୍ରଜ ଖ୍ରୀ ଷ୍ଟିଆନ ପାଣ୍ଡିଆନ ହଟାଓ ଓଡିଶା ବଞ୍ଚାଅ

  • @manasranjanmohanty3270
    @manasranjanmohanty3270 Год назад +35

    ନବୀନା ମଦ ନ ପିଇଲେ ମରିଯିବ 😄😄

  • @apparaohikaka2944
    @apparaohikaka2944 7 месяцев назад +1

    ବହୁତ ସୁନ୍ଦର ନିଶା ଦୁୱାରା କେତେ କେତେ ଲକେ କଣ କଣ ହେଇଗଲାଣି ହେଲେବି ନିଶା ଅଧିକ ବଡୁଚି ସିନା କମୁନାହି
    ବହୁତ ଚାତ୍ର ଛାତ୍ରୀ ମଦ୍ୟ ନିଶା କରୁଛନ୍ତି ଆଉ ନିଶା କରିକି କ୍ଲାସ୍ ଯାଉଛନ୍ତି
    ଏଥିପାଇଁ ନିଶା ବନ୍ଧୁ ହେବା ଦାର୍କାର
    ଜୟ ଜଗନ୍ନାଥ 🙏

  • @TCOFTC2320
    @TCOFTC2320 3 месяца назад

    ବହୁତ୍ ଧନ୍ୟବାଦ୍ ଜଣାଉଛୁ ଆମର ରାଷ୍ଟ୍ରପତି ଆଜ୍ଞାଙ୍କୁ

  • @rakeshdash6725
    @rakeshdash6725 Год назад +17

    ମହାସୟା ଆପଣ କହିଦେଲେ ହବନି,କାମରେ କରିବାକୁ ହେବ,ଆପଣଙ୍କ
    ପାଖରେ ଆମେ କୃତଜ୍ଞ ହେବୁ ଓଡ଼ିଶା ବାସୀ

  • @tapankumarmohanta1051
    @tapankumarmohanta1051 Год назад +23

    ବହୁତ ଭଲ🎉🎉🎉

  • @user-gf7ow1gc4t
    @user-gf7ow1gc4t 3 месяца назад +1

    ଓଡିଶାରେ ମଦ ବନ୍ଧ ହେବା ଦରକାର ଜୟ ଶ୍ରୀ ରାମ

  • @simabhoi3087
    @simabhoi3087 3 месяца назад +1

    ଜାହା ହଉ ରାଷ୍ଟ୍ରପତି ଜୋଉ କଥା କଲେ କୋଟି କୋଟି ଧନ୍ଯବାଦ୍

  • @dharmendrapradhan4580
    @dharmendrapradhan4580 Год назад +9

    ହଁ ମଦ ବନ୍ଦ କରିବା ଦରକାର ଜୟ ଓଡିଶା ଜୟ ଓଡିଶା ରାଷ୍ଟ୍ରପତି 🙏🙏

  • @habilmajhi8679
    @habilmajhi8679 Год назад +18

    ବହୁତ୍ ଭଲ

  • @sarojrout1335
    @sarojrout1335 11 месяцев назад

    ବହୁତ ବହୁତ ସାଦୁବାତ ରାଷ୍ଟପତି ନୀଶାମୁନ୍ତ ଓଡିଶା ହେବାଦରକାର

  • @Ranjitabeshra
    @Ranjitabeshra 3 месяца назад +1

    କୋଟି କୋଟି ଧନ୍ୟବାଦ 🙏ଜୟ ଓଡିଶା 🇭🇺🇭🇺🇭🇺

  • @srisaidesignvastu9209
    @srisaidesignvastu9209 Год назад +57

    ମାଡାମ୍ ଅପରାଜିତା ଯଦି ମୂଖ୍ୟ ମନ୍ତ୍ରୀ ହେବେ ତେବେ ମଦ ବନ୍ଦ କରିଦେବେ !

    • @saumyaranjan5314
      @saumyaranjan5314 Год назад

      ମୋଦି ସରକାର ଶାସନ କରୁଛି କୁହ ପୁରା ଦେଶରୁ ବନ୍ଦ ହେବା ଦରକାର ମଦ

    • @sureshsahoo6134
      @sureshsahoo6134 3 месяца назад

      Hare Krishna bhala katha aparajita maddam Jay ho

  • @pradeepkisan5803
    @pradeepkisan5803 Год назад +6

    ବହୁତ ଭଲ ରାୟେ ଦେଇଛ ରାଷ୍ଟ୍ରପତି ସରକାର 👌👌🙏🙏✔️

  • @GhanashyamMunda-mh7he
    @GhanashyamMunda-mh7he 4 месяца назад +1

    ରାଷ୍ଟ୍ରପତି ମା, ଓଡ଼ିଶାକୁ ନିଶା ମୁକ୍ତ କର ଜୟ ଆଦିବାସୀ ଜୟ ଜୁହାର

  • @bipinbiharipradhan4159
    @bipinbiharipradhan4159 3 месяца назад +1

    ଓଡିଶାକୁ ନିଶା ମୁକ୍ତ କରାଯାଉ ଜୟ ଜଗନ୍ନାଥ 🙏🌹

  • @srikanta671
    @srikanta671 Год назад +13

    ବହୁତ ସୁନ୍ଦର ହୋଇଛି

  • @jubarajputel1361
    @jubarajputel1361 Год назад +7

    ମଦ ଦୋକାନ ବନ୍ଦ ହେବା ଦରକାର ଜୟ ଓଡ଼ିଶା

  • @KabuBehera-oy6pe
    @KabuBehera-oy6pe 3 месяца назад

    ଜୟ ଶ୍ରୀ ରାମ କୃଷ୍ଣ ଜୟ ବାବା ହରିହର ଓଡ଼ିଶାରୁ ନିଶା ମୁକ୍ତି କର

  • @ParsuramNaik
    @ParsuramNaik Месяц назад

    ବହୁତ ସୁନ୍ଦର,ବହୁତ୍ ଭଲ,ବହୁତ୍ ବହୁତ୍ ଧନ୍ୟବାଦ୍ ,ଶାସ୍ତ୍ର ଉପରେ ଜ୍ଞାନ ନ ହେଲେ ସବୁ ଏମିତି ହେବ ।

  • @bimbilupatamajhi1472
    @bimbilupatamajhi1472 Год назад +40

    ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ମୋର ଅନୁନୟ ବିନୟ ଓଡ଼ିଶାରେ ଚାଉଳ ନଦେଇ ଓଡ଼ିଶାରେ ନିଶା ମୁକ୍ତି କରି ଗରିବ ଲୋକଙ୍କ ର ଜୀବନ ବଞ୍ଚାଇବାକୁ ଅନୁରୋଧ ଜୟ ଓଡ଼ିଶା

    • @ishwarchandrapatra604
      @ishwarchandrapatra604 Год назад +2

      ଯୋଉ ମୁଖ୍ୟମନ୍ତ୍ରୀ ମଦ କୁ ଅଧିକ ଗୁରୁତ୍ୱ ଦେଉଛି ସେ କେମିତି ମଦ ବନ୍ଦ କରିବ !

    • @pravatinanda1462
      @pravatinanda1462 Год назад +1

      Right

  • @santoshbarik1143
    @santoshbarik1143 Год назад +12

    ନିଶା ପାଇଁ ଦିନ ଆସିବ ଭାରତ ଏବଂ ଓଡିଶା ବର୍ବାଦ ହେଇଯିବ

  • @snehasishmohanty8447
    @snehasishmohanty8447 3 месяца назад +1

    ଜୟ ଜଗନ୍ନାଥ ଏହିପରିମାଆମକୁସବୁସମୟରେମିଳୁ

  • @KabuBehera-oy6pe
    @KabuBehera-oy6pe 3 месяца назад

    ଜୟ ଜଗନ୍ନାଥ ଓଡ଼ିଶା ନିଶା ମୁକ୍ତି ହେଉ ଜୟ ଜଗନ୍ନାଥ

  • @rishikesh4340
    @rishikesh4340 Год назад +47

    ମହାମହିମ ଙ୍କ ଏ ବାର୍ତ୍ତା କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଣୁଛନ୍ତି କି ନାହିଁ

    • @ladlimusi6989
      @ladlimusi6989 Год назад +2

      Nabina ku odia jona nai😂😂😂

    • @sabitanayak4716
      @sabitanayak4716 Год назад

      ​@@ladlimusi6989 😂😂😂

    • @saumyaranjan5314
      @saumyaranjan5314 Год назад

      ଆଗେ ମୋଦି। ଶୁଣୁ

    • @rishikesh4340
      @rishikesh4340 Год назад +3

      @@saumyaranjan5314 ଆରେ ଏଇଟା ମହାମହିମ ଓଡ଼ିଆରେ ଓଡିଶା କଥା କହୁଛନ୍ତି
      (ବୁଝିବା ଭଳିଆ କିଛି ମୁଣ୍ଡରେ ବୁଦ୍ଧି ଅଛି କି ନାହିଁ)
      ପ୍ରଧାନମନ୍ତ୍ରୀ ଚାହିଁଲେ ନୁହେଁ ପ୍ରତ୍ୟେକ ମୂଖ୍ୟମନ୍ତ୍ରୀ ଚାହିଁଲେ ନିଜ ନିଜ ରାଜ୍ୟରୁ ମଦ ବନ୍ଦ କରିପାରିବେ
      ଏ ପାୱାର ମୂଖ୍ୟମନ୍ତ୍ରୀ ମାନଂକର ଅଛି ।
      କଣ ବୁଝୁଛ ସବୁ କେ ଜାଣି

  • @arunprasaddash1399
    @arunprasaddash1399 Год назад +12

    ଦେଖାଯାଉ ନଵୀନ ବାଵୁ ଭଉଣୀ ଦ୍ରୌପଦୀ ଙ୍କ କଥାର କେତେଦୂର ସଦୁପଯୋଗ କରୁଛନ୍ତି।

  • @lpcredition4968
    @lpcredition4968 3 месяца назад +1

    ଆମ ଦେଶରୁ ନିଶା ମୁକ୍ତ କରନ୍ତୁ ଜୟ ହିନ୍ଦ 🙏🙏🙏🙏🙏🙏

  • @bijayakumarsahoo4623
    @bijayakumarsahoo4623 3 месяца назад +1

    ଅତି ସୁନ୍ଦର ବହୁତ୍ ବହୁତ୍ ଧନ୍ୟ ବାଦ।

  • @godindamalik1441
    @godindamalik1441 Год назад +7

    ଓଡିଶାରେ ମଦବନ୍ଦ ହବା ଦରକାର ଜୟ ଜଗନ୍ନା ଥ

  • @gitanjalibehera9949
    @gitanjalibehera9949 Год назад +26

    ନବୀନ ର ମନ ଦୁଖ 😢😢😢😢😢 ହେଜିବ

  • @user-su3qo9fw9x
    @user-su3qo9fw9x 3 месяца назад +1

    ଆମ ଓଡିଶା ପାଇଁ ବହୁତ ଭଲ ନିଶ୍ଚୟ ମଦ ବନ୍ଦ କରିଦେବା ଦରକାର

  • @user-ks9gd3zz2m
    @user-ks9gd3zz2m Месяц назад

    ମଦ ହେଲେ ଓଡିଶା ବନ୍ଚିବ ନ ହେଲେ ଓଡିଶା ଧନ୍ସ୍ ହେବ ଆଗକୁ

  • @urmis4126
    @urmis4126 Год назад +4

    ହଁ ଜଲଦି ବନ୍ଦ ହେଇଯାଉ ମଦ ଦୋକାନ🙏🙏

  • @user-ne3cd3pv9f
    @user-ne3cd3pv9f Год назад +10

    ମଦ ବଦ କରଯାଉ

  • @prasantaodiavlogs9880
    @prasantaodiavlogs9880 3 месяца назад +1

    ଆମ ଓଡ଼ିଶା ର ରାଷ୍ଟ୍ରପତି ଆମ ଓଡ଼ିଶା ପାଇଁ କିଛି କରିବେ ବୋଲି ଭାବୁଚି

  • @gupteswarinayak
    @gupteswarinayak Месяц назад

    ଧନ୍ୟବାଦ ମେଡମ୍ ଏହି କାମ ଆଗରୁ ଟିକେ ହେବାର ଥିଲା ଏବେ ବି ଜଲଦି ମଦ ବନ୍ଦ୍ କରନ୍ତୁ

  • @user-qz9yr8lo1o
    @user-qz9yr8lo1o Год назад +19

    A great social message by Hon'ble President. All should follow this and take oath to implement Nishamukti in Odisha.

  • @baransahu9562
    @baransahu9562 Год назад +12

    ମଦ ଦୋକାନ ବନ୍ଦ ପ୍ରତିଶ୍ରୁତି କରନ୍ତୁ

  • @user-sq7ej4wx9z
    @user-sq7ej4wx9z Месяц назад

    ଆପଣ ଯଦି ମଦ ବନ୍ଦ କରିଦେବେ ମୁଁ ମାନିବି ଯେ ଆପଣ ସଂସାରରେ ସବୁଠାରୁ ଶ୍ରେଷ୍ଠ ରାଷ୍ଟଗତ ଭଲକର୍ମ ହେବ ଆପଣଙ୍କୁ ବହୁତ ଧନ୍ୟବାଦ

  • @user-pt8hh7sy4g
    @user-pt8hh7sy4g Год назад +1

    ମଦ ଦକାନକୁ ସବୁଦିନ ପାଇଁ ବନ୍ଦ ହେଉ ପୂଜନୀୟ ମହାମହିମ ରାଷ୍ଟ୍ରପତି ଆପଣକ ଜୟ ହେଉ ଜୟ ଜଗନ୍ନାଥ

  • @manojkumarlenka2288
    @manojkumarlenka2288 Год назад +12

    We always want a leader like you. May God bless us to find you.

  • @achyutanandanayak8877
    @achyutanandanayak8877 Год назад +6

    ଆଦିବାସୀ ଓ ଦଳିତଂକୁ ନିଶା ଦେଇ ରାଜ୍ୟ ସରକାର ତଳି ତଳିତଳାନ୍ତ କରି ତାଙ୍କ ଟଙ୍କାର (ଅର୍ଥ) ରେ ସରକାରୀ କର୍ମାରୀମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରନ୍ତି ! ଏ ସରକାର
    ମତରେ ନିରୀହ ଆଦିବାସୀ ବଳି ଦେଇ ?

  • @MASSATYATATHYAAYURVEDIC100
    @MASSATYATATHYAAYURVEDIC100 11 месяцев назад +1

    ପରବର୍ତୀ ମୁଖ୍ୟ ମନ୍ତ୍ରୀ ଆପଣ ହୁଅନ୍ତୁ ମା ଦେଶ ସୁନିଶ୍ଚିତ ବଦଳି ଯିବ ? ଏ ଜଣ ହୀନ ଆପଣଙ୍କ ଶ୍ରୀ ଚରଣରେ 🙏🙏🙏🙏 🙏🙏🙏 ମହିମା ଅଲେଖ ଶରଣ

  • @kamalameher7128
    @kamalameher7128 11 месяцев назад +1

    ବହୁତ୍ ବହତ୍ ଧନ୍ୟ ବାଦ।

  • @RamuRamu-cr2js
    @RamuRamu-cr2js Год назад +11

    ମଦ ବିକା ଓଡିଶା ସରକାର ଙ୍କ ଭୋଟ ବ୍ୟାଙ୍କ

  • @niranjanbehera9276
    @niranjanbehera9276 Год назад +4

    ମହାମହିମାକ ଇଛା ଭଗବାନ ପୂରଣକରନତୁ

  • @suyadhansingh1660
    @suyadhansingh1660 Месяц назад

    ଜୟ ଜଗନ୍ନାଥ ଆମ ଦେଶରେ ନିଶା ମୁକ୍ତି ପାଇବା ପାଇଁ ଚେଷ୍ଟା କରାଯାଉ।❤❤❤

  • @user-ew7ed3pb8y
    @user-ew7ed3pb8y 10 месяцев назад +1

    Mam apnanku Very Very thanks Odisha pai.good🎉🎉🎉🎉🙏🙏🙏🙏

  • @rameshbariha9369
    @rameshbariha9369 Год назад +3

    ଆମକୁ ଏପରି ରା ଷ୍ଟ୍ରପତି ଦରକାର ଥୀଲା

  • @prafullakumarsahujaymatadi9053
    @prafullakumarsahujaymatadi9053 Год назад +10

    ମଦ ବନ୍ଦ ହେବା ଦରକାର

  • @laxmidharjena8336
    @laxmidharjena8336 3 месяца назад +1

    ଓଡ଼ିଶା ରେ tk ଗରିବ ମୁକ୍ତ ହୁଅନ୍ତା ଆଉ ବହୁତ୍ ସଂସାର ଭଙ୍ଗିବନି 🙏🙏

  • @mahondas1165
    @mahondas1165 11 месяцев назад +1

    महामहिम राष्ट्रपति जी , आपका प्रेरणा जनहित का अमृत बरता हे

  • @tarapisupervideo2897
    @tarapisupervideo2897 Год назад +10

    A great social message by Hon,ble president all should follow this and take oath to implement Nishamukti in odisha

  • @sunitapatra902
    @sunitapatra902 Год назад +3

    ମାନ୍ୟବର ରାଷ୍ଟ୍ରପତିଙ୍କ କଥାକୁ ଆମେ ଜନସାଧାରଣ ମାନିବା, ନିଶାପାନ କଲେ ବହୁତ କ୍ଷତିକାରକ ତେଣୁ ଚାଲନ୍ତୁ ଆମେ ସମସ୍ତେ ମିଳିମିଶି ନୂତନ ନିଶା ମୁକ୍ତ ଓଡ଼ିଶା ଗଠନ କରିବା ଓ ବିଜୁବାବୁଙ୍କ କଳିଙ୍ଗ ଓଡ଼ିଶାର ସ୍ବପ୍ନ ପୂରଣ କରିବା

  • @nabinamanatya4345
    @nabinamanatya4345 Месяц назад

    ନିଶା ରିଶା ହେଇଦୁଇ ଜଣ ଭାଇଭାଇ ,ହେଇ ନିଶା ରିଶାକୁ ବନ୍ଦ କରିବାକୁ ହେଲେ ନିଜ ଉପରେ ରଇଲା ,ଜୟ ଜଗନ୍ନାଥ

  • @gupteswarinayak
    @gupteswarinayak Месяц назад

    ଧନ୍ୟବାଦ ମେଡମ୍ ମଦ ବନ୍ଦ୍ କରିବା ନିଷ୍ପତ୍ତି ଦେଇଛନ୍ତି

  • @niharibalabarik4549
    @niharibalabarik4549 Год назад +4

    ଜୟ ଜଗନ୍ନାଥ 👏
    ମହାମହିମ ରାଷ୍ଟ୍ରପତିଙ୍କୁ ମୋର ପ୍ରଣାମ🙏
    ଆପଣ ଚାହିଁଲେ ପରିବର୍ତ୍ତନ ଆସିବ
    ଓଡ଼ିଶାର ଜନତା ଆପଣଙ୍କ ଉପରେ ପୂର୍ଣ୍ଣ-
    ଭରସା ରଖି ହାତ ବଢ଼ାଇ ଦେବେ ସହଯୋଗ
    ପାଇଁ। କ୍ଷମତାହୀନ ମଣିଷଟି ର ମତାମତ ତ୍ରୁଟିପୂର୍ଣ୍ଣ ଥିଲେ କ୍ଷମା କରିବେ ।
    ନିଶାକୁ କାହିଁକି ଦେଉ ନ ହଟାଇ
    ନିଶା ପାଇଁ କ'ଣ ଦେଶ ବଞ୍ଚିଛି,
    ଦେଖି ପାରୁ ନ! ସଂସାର ଉଜୁଡୁଛି
    ଉନ୍ନତି ପଥରେ ବାଧା ଦେଉଛି।
    ଅୟସ ଜୀବନ ମାନେ ନୁହେଁ ନିଶା
    ଟାଣିନିଏ ସେ ବିନାଶ ପଥରେ,
    ମାଗୁଛି ତୁମକୁ ହାତ ପାତି ଭିକ୍ଷା
    ମାନବ ଜୀବନ ଦିଅ ଭିକ୍ଷାରେ ।
    ଆଜିବି ଦେଖୁଛ ହେଉଛି ଲାଞ୍ଛିତ
    ମଦ୍ୟପ,ଲମ୍ପଟ ପୁରୁଷ ପାଇଁ,
    ଉଜୁଡା ସଂସାର କାନ୍ଦେ ମୁଣ୍ତ କୋଡ଼ି
    ଭାବ, ପ୍ରେମ, ପ୍ରୀତି ତାପାଖେ ନାହିଁ।
    (ପ୍ରତ୍ୟେକ୍ଷ ,ପରୋକ୍ଷ ଭାବେ ପଡେ ବଳି
    ଜନ୍ମିତ ମାଆ ଦେଶ ମାତୃଭୂମି।)
    👏

  • @DayanidhiRout-cv2lm
    @DayanidhiRout-cv2lm Год назад +8

    GoodNews

  • @jashmeenjyoti
    @jashmeenjyoti 11 месяцев назад

    ରାଷ୍ଟ୍ରପତି ଙ୍କକଥା ଆଜି ଆମ ମନକୁ ଛୁଇଁଛି,ମଦ ବନ୍ଦ ହେବା ଅତ୍ୟନ୍ତ ଜରୁରୀ, ଆଦେଶ କୁ ମୁଖ୍ୟମନ୍ତ୍ରୀ ପାଳନ କରିବା ଅତ୍ୟନ୍ତ ଜରୁରୀ ମନେ କରନ୍ତୁ ମୁଖ୍ୟମନ୍ତ୍ରୀ।ଜୟ ଓଡ଼ିଶା,😢🙏🙏🙏🙏🙏😭😭😭😭😭😭😭😭😭😭😭😭

  • @sunaramsoy5804
    @sunaramsoy5804 3 месяца назад +1

    Thank you very much murmu didhi.