ହେ ଉପର ବାଲା ଏମିତି ଭୁଲ୍ କେମିତି ହେଲା ଫୁଲ୍ ଯାତ୍ରା - He Upara Bala Emiti Bhul Kemiti Hela Full Jatra

Поделиться
HTML-код
  • Опубликовано: 16 янв 2025

Комментарии • 53

  • @louhaskumarsahu671
    @louhaskumarsahu671 2 года назад +3

    Balram bhai bahut sundar jatra au bahut sundr video recording tq so much

  • @jay...bajrangi4666
    @jay...bajrangi4666 2 года назад +5

    ମୃତ୍ଯୁଞ୍ଜୟ ସାର୍,ଆପଣଙ୍କ ନିଖୁଣ ଅଭିନୟ ମନ ମୁଗ୍ଧକର ବାନ୍ଧିଦିଏ ସବୁ ହୃଦୟ ଚେହେରା ସଂଳାପ ସବୁ ହୃଦ ଛୁଆଁ ମୁଁ ଫିଦା ହୋଇଗଲି ସତରେ ଠାକୁରେ କରନ୍ତୁ ଆହୁରି ଉନ୍ନତି କରନ୍ତୁ

  • @dasharathicreations5095
    @dasharathicreations5095 2 года назад +6

    ଭାଇ ସୁଶାନ୍ତ କୁମାର ସାହୁ ସାର୍ ଙ୍କ ସବୁ ଡ୍ରାମା ସୁପର୍ ହିଟ୍,,,ବହୁତ ଭଲ ଲାଗିଲା 👌👌👌

  • @rajeshbisoyi7881
    @rajeshbisoyi7881 2 года назад +2

    Super hit natak Maja ageya god blessed to all

  • @Tanmayareels1648
    @Tanmayareels1648 2 года назад +3

    Excellent 👌👌👍👍👍

  • @MasterTuna_Officia_blog
    @MasterTuna_Officia_blog 2 года назад +2

    ସମସ୍ତ ଙ୍କ ଅଭିନୟ ବହୁତ ସୁନ୍ଦର।
    ଖାସ କରି ମୃତ୍ୟୁଞ୍ଜୟ ସାର ଆଉ ବିପିନ୍ ଭାଇ ଙ୍କ ଅଭିନୟ କିଛି ଅଲଗା ପ୍ରକାର । ଜୟ କଳା ଜୟ କଳିଙ୍ଗ 🙏🏻🙏🏻🙏🏻

  • @jay...bajrangi4666
    @jay...bajrangi4666 2 года назад +3

    ଗଞ୍ଜାମ ମାଟିର ସ୍ୱତନ୍ତ୍ର ସ୍ୱାକ୍ଷର
    ମୁଲକେ ମଉଡ଼ମଣି
    ମଣିଷ ଉଦାର ତୁମ ପାରାବାର
    ପାରୁନି ଜମା ବଖାଣି
    ନାମେ ସାର୍ଥକତା ହେ ଜଗତଜିତା
    ଅମାପ ଆହା ଅନନ୍ତ
    ସୃଜନୀର ଶାଖା ମହତ୍ତ୍ୱରେ ମଖା
    ଶାଶ୍ୱତ ଶବ୍ଦ ସୁଶାନ୍ତ
    ରଚା ତୁମ କୀର୍ତ୍ତି ସ୍ୱର୍ଣ୍ଣାକ୍ଷରେ ଭିତ୍ତି
    ଜୀବନ୍ତ ହେ ନିର୍ଦ୍ଦେଶନା
    ଦର୍ଶକଙ୍କୁ ବାନ୍ଧେ ଯା ଅପ୍ରତିଦ୍ୱନ୍ଦେ
    ଖଟଣିରେ ଖାଣ୍ଟି ସୁନା
    ବର୍ଣ୍ଣିବି ମୁଁ କିସ ତୁମେ ମହାକାଶ
    ଜ୍ଞାନ ଗୁଣର ସାଗର
    ତୁମ ପରିଚୟ ନିଆରା ନିର୍ଣ୍ଣୟ
    ଘେନ କୋଟି ନମସ୍କାର
    ମନ ନିଅ ଜିଣି ହେ ପରଶମଣି
    ଗଞ୍ଜାମର ଗଉରବ
    ହେଉ ତୁମ ଆୟୁ ପୃଥିପରେ ବାୟୁ
    ସୁସ୍ଥତାର ସଦା ସର୍ବ
    ଅବନେ ଅମ୍ଳାନ ତୁମ ଯଶମାନ
    କଡ଼େ କଡ଼େ କାଳଜୟୀ
    ଜୀଇଁ ରୁହ ଚିର ସବୁ ହୃଦେ ଘର
    ଯୋଯାଏଁ ତିଷ୍ଠିଛି ମହୀ
    ଦାଶରଥି ସାହୁ
    କଳମ୍ବ/ଗଞ୍ଜାମ

  • @kandheikara5470
    @kandheikara5470 2 года назад +4

    ସୁପର 👌👌👌👌

  • @jay...bajrangi4666
    @jay...bajrangi4666 2 года назад +6

    ମୃତ୍ଯୁଞ୍ଜୟ ସାର୍ ଆପଣ ଅନନ୍ଯ ପ୍ରତିଭାଟିଏ,ସ୍ରଷ୍ଟାଙ୍କ ସୃଷ୍ଟିରେ ନିଆରା ଦରବଟିଏ,ଆପଣଙ୍କ ଅଦ୍ଭୁତ ଅଭିନୟ ଅପାଶୋରା,ଦର୍ଶକ ଦେବତାଙ୍କ ପାଇଁ ଆପଣ ଙ୍କ ଅଭିନୟ ଆଳତୀ ପରି,ଯେତେ ଦେଖିଲେବି ମନ ଭରେନା,ମୋ ପାଇଁ ମୋ ଟିକି ପୃଥିବୀରେ ପ୍ରିୟ ମଣିଷଟେ ଆପଣ,ହେ ମିଷ୍ଟାଭାଷୀ ତୁମ ଅଭିନୟର ଯାଦୁଗରିରେ ମୁଁ ଅତ୍ଯନ୍ତ ଆକୄଷ୍ଟ,ଆପଣଙ୍କ ବାବଦରେ ବଖାଣିବାକୁ ମୋ ମନ ଭାଷାକୋଷରେ ଶବ୍ବ ନିଅଣ୍ଟ ତୁମକୁ ହୃଦୟରୁ ସଲାମ୍ ...ନମସ୍କାର...ଜୟ ଜଗନ୍ନାଥ

  • @bhaskarasahu9128
    @bhaskarasahu9128 2 года назад +3

    Super

  • @BimuMallick
    @BimuMallick 17 дней назад

    ସୁପର ହିଟ୍

  • @drackoking7124
    @drackoking7124 2 года назад +3

    Super hit nataka 🔥🔥🔥

  • @m.psenapati5000
    @m.psenapati5000 2 года назад +3

    mast mast mast mast mast mast mast

  • @bishnuprasaddhall8507
    @bishnuprasaddhall8507 Год назад

    ଭଲ ଲାଗିଲା

  • @pagalrajesh08
    @pagalrajesh08 2 года назад

    Manoj Bhai nka love song bhala lagila

  • @Anilsethi-cw7tf
    @Anilsethi-cw7tf Год назад

    Nice dp video

  • @nayakkanha5303
    @nayakkanha5303 2 года назад +1

    Super jatra ❤️❤️

  • @bhagyabanapanigrahi2523
    @bhagyabanapanigrahi2523 2 года назад +3

    Tulasi gananaty ra lakhe pua nasta tori pai full jatra upload karantu plz Bhai jaldi send me plz me.

  • @simanchalsahu7641
    @simanchalsahu7641 2 года назад +1

    Balram Bhai thanku

  • @manojabehera7632
    @manojabehera7632 2 года назад +2

    Super jatra

  • @basudevnayak4756
    @basudevnayak4756 2 года назад +2

    Very nice

  • @sunitasahu2640
    @sunitasahu2640 2 года назад

    Super hit nataka👍👍👍👍👍👍👍👍👍

  • @lekharajgaming6347
    @lekharajgaming6347 8 месяцев назад

    Super super hit jatra

  • @dikeshkumarsahu_cse_1929
    @dikeshkumarsahu_cse_1929 2 года назад +1

    bahut bhala nataka

  • @papu.sahu.odia.film.3767
    @papu.sahu.odia.film.3767 2 года назад +1

    Super hit nataka

  • @Anilsethi-cw7tf
    @Anilsethi-cw7tf Год назад

    Nice dp,,,,,,,,,

  • @susantsahu7328
    @susantsahu7328 2 года назад +4

    ନାଟକ କେମିତି ହେଇଛି ଦେଖି ସାରିଲା ପରେ କମେଣ୍ଟ ରେ ନିଶ୍ଚିତ ଭାବେ ଜଣାନ୍ତୁ

    • @MasterTuna_Officia_blog
      @MasterTuna_Officia_blog 2 года назад +1

      ସୁଶାନ୍ତ ଭାଇ ନାଟକ ବହୁତ ଭଲ ଲାଗିଲା।🙏🏻🙏🏻🙏🏻♥️🌹♥️

    • @sanatpradhan4671
      @sanatpradhan4671 2 года назад

      ଏହି ନାଟକ ବହି କୋଉଠି ମିଳିବ

    • @sanatpradhan4671
      @sanatpradhan4671 2 года назад

      ବହୁତ୍ ସୁନ୍ଦର୍ ନାଟକ

    • @OdiaJatraDunia
      @OdiaJatraDunia  2 года назад

      phone number dia

    • @jagamohanmishra8228
      @jagamohanmishra8228 2 года назад

      ଭାଇ ବହିଟି କେଉଁଠି ମିଳିବ

  • @jyotirmayeesahu7455
    @jyotirmayeesahu7455 2 года назад +1

    ☠️💀☠️

  • @dharmaraopedini725
    @dharmaraopedini725 Год назад

    କେଉଁ ଗାଆଁ ର ନାଟକ ଭାଈ?

    • @susantsahu7328
      @susantsahu7328 Год назад

      ଚିରିକିପଡା ଶାସନ (ପୋଲସରା )ଗଞ୍ଜାମ

  • @rabisankarpradhan7464
    @rabisankarpradhan7464 2 года назад +1

    Saleila full saleil

  • @sudarshandakua1454
    @sudarshandakua1454 2 года назад

    Kouganra jatra

  • @basudevpalai5806
    @basudevpalai5806 2 года назад

    Music party kouthi ra au na kn

  • @amreshkhuntia7799
    @amreshkhuntia7799 2 года назад

    Please upload me jatra katha ta etiki

  • @narayanbisoyi2774
    @narayanbisoyi2774 2 года назад

    Ek

  • @AKASHKUMAR-lu6or
    @AKASHKUMAR-lu6or 2 года назад +1

    Nataka orginal name kan kuha?

    • @louhaskumarsahu671
      @louhaskumarsahu671 2 года назад

      Emiti bhul kemiti hela

    • @dharmaraopedini725
      @dharmaraopedini725 Год назад

      Orginal ନାଁ ହେଉଛି ଏମିତି ଭୁଲ୍ କେମିତି ହେଲା?

  • @anjananayak5948
    @anjananayak5948 2 года назад

    Rd

  • @kartikgouda3243
    @kartikgouda3243 2 года назад

    Sasan na

  • @swarupkumarsahu9296
    @swarupkumarsahu9296 2 года назад

    Super

  • @GopabandhuMallick-bn2mn
    @GopabandhuMallick-bn2mn 9 месяцев назад

    Super