Satanic Act by Boyfriend Sparks Uproar in Cuttack Silver City; 6 Arrested in Gang Rape Case

Поделиться
HTML-код
  • Опубликовано: 21 ноя 2024

Комментарии • 724

  • @THEWHITECOATSCRUB
    @THEWHITECOATSCRUB 13 дней назад +512

    ସବୁ ଝିଅ ମାନଙ୍କୁ କହୁଚି ଗୋଟେ ପୁଅ ଯେତେ ପଛ ରେ ପଡୁ..... ଏତେ ସବୁ କରିବା ପୂର୍ବ ରୁ ଟିକେ ବାପା ମାଆଙ୍କ କଥା ଟିକେ ଭାବ .... ଯିଏ ତୁମକୁ ଜନ୍ମ ଦେଲା ସିଏ କଣ ତୁମକୁ ଭଲ ବର ବାଛି ପାରିବେନି .,.... ସବୁଠୁ ଭଲ ସାଙ୍ଗ ହେଉଛନ୍ତି ବାପା ମା .... ତାଙ୍କ କଥା ଟିକେ ମାନ ......

    • @maninag4819
      @maninag4819 13 дней назад +11

      Right katha bhai 👍💯

    • @Subhalaxmi-q6y
      @Subhalaxmi-q6y 13 дней назад +47

      Tame pua mananku kahuna se bi tanka bapa maa nka katha bhabibe , criminal heiki se kn ta ukhadi pakauchanti ki , dosha pua mana nka ra kintu bhul jhia ra?

    • @THEWHITECOATSCRUB
      @THEWHITECOATSCRUB 13 дней назад

      @@Subhalaxmi-q6y ମୁଁ ଏଠି କୋଉ ଝିଅ କୁ ଦୋଷ ଦେଉନି .... ଗୋଟେ ଝିଅ କେବେ ନ ଚାହିଁଲେ କୋଉ ପୁଅ ତାକୁ ଜୋର୍ ଜବରଦସ୍ତି କରିପାରିବେନି .... କଥା ଟା ନ ବୁଝିକି କାଇଁ ଗାରୁ ଗାରୁ ହଉଚ .....

    • @MDash-t9s
      @MDash-t9s 13 дней назад +14

      ​​@@Subhalaxmi-q6y sister sabu pua ta kharap nuhanti na problem ea j kichi type ra jhia achanti taku sabu pana gutaka khia pua, ktm chapri Playboy emti types ra pua pasand assnti tume b eta bhalse Jani thiba so 1st katha hela jie b hala se pua hau ki jhia kaha ku partner choose kariba purba ru 100 thara bhabi dekhiba ktha ki se thick pila ki nuhe mun b clg ru padhi ki assichi dekhichi mostly jhia sabu bhala pua kun total bhaoo dianti kahli se chatra batara kan pachare padi be 😢

    • @sandeepbiswal240
      @sandeepbiswal240 13 дней назад +2

      Right brother ❤

  • @Sile7740
    @Sile7740 12 дней назад +57

    Hats off to that lady 🫡
    That she taken steps to report about it 🙏🏾
    And shame on those people who treat others as objects .

  • @SuryakantaSwain-hl1eu
    @SuryakantaSwain-hl1eu 11 дней назад +38

    ସବୁ ପୁଅ ମାନେ ଜଦି ଏସବୁ କାରିବା ଆଗରୁ ନିଜ ଭଉଣୀ ଙ୍କ କଥା ଥରେ ଭାବିବେ ତାହାଲେ ଏ ସବୁ ହେବ ନାହିଁ‌।😢

  • @SURYA__Sk-m
    @SURYA__Sk-m 12 дней назад +156

    ଏମିତି ଲୋକ ଙ୍କୁ ଅପରେସନ କରି ହିଞ୍ଜଡ଼ା ବନେଇ ଦିଅ 😡😡

    • @laxmanswain3469
      @laxmanswain3469 12 дней назад +2

      ଅପରେସନ କରି ହିଞ୍ଜଡା କେମିତି କରାଯାଏ ମୂର୍ଖ??? ହିଞ୍ଜଡା ମାନଙ୍କ ର କଣ ସେ ଜିନିଷ ନଥାଏ କି??? ଗୋରୁ ପରି ବ୍ରତ କରେଇ ଦେବା କଥା କହ

    • @SURYA__Sk-m
      @SURYA__Sk-m 12 дней назад +3

      @laxmanswain3469 ବେଶି ଆଉ ପଣ୍ଡିତ ଦେଖାନି ମ ସେଇ କଥା ଭଦ୍ରାମି ର ସହ କହୁନୁ

    • @suryakantasahoo9237
      @suryakantasahoo9237 12 дней назад

      Well said ❤❤

    • @cdprince4968
      @cdprince4968 11 дней назад

      Ea Sala Nku Garam Pani chhata mada darkar 😡

    • @shuvasmita1206
      @shuvasmita1206 10 дней назад

      Nahi operation nahi private part ku sidha Kati dele thik heba ..... Besi galu heuchi e mana nka ra

  • @BASU7entertainment
    @BASU7entertainment 13 дней назад +344

    ଝିଅ ଙ୍କୁ ଭଲ ପୁଅ Borrring ଲାଗେ ଆଉ ଏମିତି Chapri,Bad boy ବହୁତ ପସନ୍ଦ ଏଥିରେ କହିବାର କଣ ଅଛି ଏମାନେ ସୁଧୁରିବେନି 😂

  • @sachidanandasenapati5984
    @sachidanandasenapati5984 13 дней назад +160

    CTC, BBSR ରେ ଏସବୁ comon କଥା
    ଏଥିରେ କିଛି ସନ୍ଦେହ ନାହିଁ
    କିନ୍ତୁ ଏସବୁ ବଢ଼ିଲେ ଆମ ସମାଜ ନଷ୍ଟ ହେଇଯିବ🙅🙅

    • @pinkiprad-sh4xw
      @pinkiprad-sh4xw 13 дней назад +2

      I'm agree bro...❤

    • @JOKER-JOD487
      @JOKER-JOD487 13 дней назад +11

      Common katha nuha Bhai , ei bhalia pila mana nku mgh jouthi dekhiba seithi haniba , loka nka mana re dara asile , emtia kama au habani , emtia jinisa Kariba purbaru 100 thara bhabibe

    • @sachidanandasenapati5984
      @sachidanandasenapati5984 13 дней назад +5

      BF ଆଉ GF କି ଯୁଗ
      ଆଉ ବାପା ମାଙ୍କ କଥା କୁ ମାନୁଛନ୍ତି କିଏ🤷🤷🤷
      ଏମାନେ ପ୍ରେମ ର ପବିତ୍ର ସମ୍ପର୍କ କୁ ଏଠି ସେଠି ବଦନାମ୍ କରୁଛନ୍ତି
      କିଏ କହିବ ଏମାନଙ୍କୁ ରେ ଭାଇ........🤦🤦🤦🙆🙆🙆🙆

    • @ananditanayak2007
      @ananditanayak2007 13 дней назад

      ​@@sachidanandasenapati5984 thik kahile.. Bapa maa nku sabu bele upare rakhibw katha.. bapa maa nka katha na manile amt bhogiba ku padiba

    • @jagannathmohanty1426
      @jagannathmohanty1426 13 дней назад

      Right👍​@@sachidanandasenapati5984

  • @rkjworld1425
    @rkjworld1425 13 дней назад +60

    ସବୁ ଦୋଷ ଆଜିକାଲିର ବ୍ଲୁ ଫିଲ୍ମ, ନିଶା ମହାରଣା ଆଉ ସାହୁ ଭାଉଜ। ଏମାନଙ୍କ ଯୋଗୁଁ ସବୁ ଏମିତି ହେଲା।

    • @GitaraniJana-x2s
      @GitaraniJana-x2s 13 дней назад +3

      😂😂😂😂 right 1000%

    • @PabitraRout111
      @PabitraRout111 12 дней назад +2

      Nisha maharana aau sahu bhauja first time janili mu ta only sunny o mia ku janithili😂😂😂

    • @123kaibalya
      @123kaibalya 12 дней назад +2

      ଠିକ୍ କଥା କହିଛ ଭାଇ

    • @candyy3687
      @candyy3687 12 дней назад

      Tame toka guda ra budhi semti duniya re 99% pua emti

    • @msamal9058
      @msamal9058 12 дней назад

      ​@@PabitraRout111bhai odisha star nka news tike rakha 😂

  • @laxmanbag8205
    @laxmanbag8205 13 дней назад +79

    କଟକ ଭୁବନେଶ୍ୱର ଯେଉ ମାନେ ପାଠ ପଢ଼ିବା କୁ ଯାଉଛ ସେ ମାନଙ୍କୁ ଅନୁରୋଧ ଜେ ଟିକେ ସମ୍ଭଳିକି ରୁହ

  • @rinkupradhan9106
    @rinkupradhan9106 13 дней назад +43

    Decipline, Humanitarian Education, good character development, healthy decipline environment, Family care, religion and spiritual understanding ..... Ye sabu ra ghoor abhaba hei asuchi ama samaj re.

  • @Lippy773
    @Lippy773 13 дней назад +33

    ଛି ଛି..... ଧନ୍ୟ ସେମାନଙ୍କର ବାପା ମା ଯୋଉମାନେ ଏଭଳି ଘୃଣ୍ୟ କାମ କରୁଛନ୍ତି

    • @RajaAndDeba
      @RajaAndDeba 12 дней назад +1

      ଆମେ କାହାକୁ ସଜାଡି ପାରିବା ନାହିଁ, କିନ୍ତୁ ନିଜକୁ ସଜାଡି ପାରିବା

    • @candyy3687
      @candyy3687 12 дней назад

      ​@@RajaAndDeba ame anya ku sajadiba kanhinki na ame crime karinu

  • @Tanmayprofessional
    @Tanmayprofessional 13 дней назад +30

    ଇଏ ତ ଆରମ୍ଭ ଯଦି ଫାସୀ କି କିଛି କାର୍ଯ୍ୟାନୁଷ୍ଠାନ ନ ନିଆ ଯାଏ ତେବେ ଆଗକୁ ଆହୁରି ହବ ଯେମିତି ରେପ ହୋଉଛି 🙏ଜୟ ଜଗନ୍ନାଥ ରକ୍ଷା କର ପ୍ରଭୁ 🙏🙏🙏

    • @bikashmohanty001
      @bikashmohanty001 12 дней назад +1

      Right katha kahila café owner ku bhi darkaar

  • @jyotiranjanghadai17
    @jyotiranjanghadai17 10 дней назад +3

    ବାରମ୍ବାର ଏଇ ଭଳି ଘଟଣା ଘଟୁଛି, ତାପରେ ବି କିଛି ସୁଧୁରୁନି... କାରଣ ଦଣ୍ଡ ଠିକ ସେ ମିଳୁନି,ଦୋଷୀ କୁ କେହି ନା କେହି support କରିକି ବଞ୍ଚେଇଦଉଛନ୍ତି..

  • @K.B.Sanjeev
    @K.B.Sanjeev 12 дней назад +12

    ଗୋଟେ ଜାଗା ରେ କଂଗ୍ରେସ ଜିତିଛି ଓଡ଼ିଶା ରେ ଆଉ ସେଇଠି ଭି ଏହି ଭଳିଆ ବଦନାମି, ଆଉ ଯଦି ପୁରା ଓଡ଼ିଶା ରେ ଜିତିଲେ କଂଗ୍ରେସ କଣ ହବ ଓଡ଼ିଶା ର ଥରେ ଭାବିଲ। ସୋଫିଆ ନିଜ କାର୍ଯ୍ୟ ରେ ଫେଲ ହୋଇ ଛନ୍ତି।

  • @akshayakumarlohar6831
    @akshayakumarlohar6831 13 дней назад +19

    Ae comment section re jetiki dekhili max amt indicate karuchanti je love kariba bhul... Bhai Love kariba isn't a crime... Love kara but gote pua/ jhia relationship ku gote limit jaye rakha... Jadi ba agaku jaucha bht kichhi bujhi bichari agaku jao... Pua/ jhia first nijara beloved ku test kara j se psychologically kmt... Au intimacy time re phone ku dura re rakha... Jadi se pua/ jhia raji hauni immediately hotel receptionist ku inform kariki hotel ru bahariki chalijao bahariki chalijao...

  • @User.no.420
    @User.no.420 13 дней назад +175

    ସବୁ ଦୋଷ ପୁଅ ର। ପ୍ରଥମେ ସୁନ୍ଦର ରୁପ ଦେଖି ପଛରେ ପଡ଼ିବ ,ପ୍ରେମରେ ଫସେଇବ,Oyo ନେବ, ତା ସହିତ ସୋଇବ ପୁଣି video ବନେଇ ଭାଇରାଲ କରିବ?.ତୁମେ ୪-୬ ଟା gf ରଖିବ ବଟ୍ ଝିଅ ରଖିଦେଲେ ସେ ହେଲା ଚରିତ୍ର ହୀନ? ଫାଶି ଦଣ୍ଡ ଦରକାର୍ ଏମିତି କରୁଥିବା ଲୋକଙ୍କୁ

    • @hjayrinkupresents3714
      @hjayrinkupresents3714 13 дней назад +3

      Right 💯

    • @Patibarsha
      @Patibarsha 13 дней назад +21

      Aji kali jhia mane bi kate bhala ki... Aji kali dunia ta hin kharap.. Au aji kali jhia manakara style bi kam nuha choto choto dress pindhibe aji kali ro jhia mane bi jaha hauchanti na... Dress ame deho dhadeiba paine pindhuchhu dekheiba paine nuha... Au sabu puo toh duniya re samaan nuhanti na.... ...

    • @samantamallick4u
      @samantamallick4u 13 дней назад +9

      Sabu dasa jhia manankar mu dekhibare paisa pai dehh biku chanti angya

    • @mamatadhani3975
      @mamatadhani3975 13 дней назад

      Naa emiti lokanku gote hand,gote leg aau tahara private part katideba darkar

    • @DEEPANKAR_SINGH99
      @DEEPANKAR_SINGH99 13 дней назад

      ଖାଲି ପୁଅ ର ଦୋଷ ଝିଅ ର ଦୋଷ ନାହିଁ କି ? ପାଠ ପଢା ଵଦଳ ରେ ଵୟଫ୍ରେଣ୍ଡ୍ ଧରି ବୁଲିବ ତ ଏମିତି ଘଟଣା ହେଵନି ତ ଆଉ କଣ ହେଵ ?

  • @ashokkumardas7337
    @ashokkumardas7337 5 дней назад

    ନାବାଳକ କୁ କମସେକମ 10 ବର୍ଷ jail କରାଯାଉ ଓ ଅନ୍ୟ 5 ଜଣଙ୍କୁ ଆଜୀବନ କାରାଦଣ୍ଡ କରାଯାଉ ତା ସହିତ କଫେ ମାଲିକଙ୍କୁ 2 ବର୍ଷ କାରାଦଣ୍ଡ ଦିଆଯାଉ କାରଣ ପଇସା ଲୋଭରେ କିଛି ଅନୁସନ୍ଧାନ ନ କରି ଖାଲି ମାସକୁ ମାସ ଘରଭଡା ନେଉଥିବାରୁ

  • @shaitansingh9698
    @shaitansingh9698 13 дней назад +36

    Prema nuha, attraction 😢😢😢

  • @santoshbarik146
    @santoshbarik146 13 дней назад +30

    Saudi Arabia rules haba darakkar Bharat re Direct road re hi fasi dia Maa gia mana nku

    • @n.rcreation3399
      @n.rcreation3399 13 дней назад +1

      Tama katha re bhai sahamata odisha re ain kanun thik nahi infection re juga paijiba but kichi action niya habani 😢😢

  • @abinashmohanty546
    @abinashmohanty546 13 дней назад +13

    Bahar hawa sabu odisha ku kemiti asuchhi agaru ta emiti haunathila.

  • @TBrother4527
    @TBrother4527 13 дней назад +5

    ଆଜକୁ ପ୍ରାୟ 20/21 ବର୍ଷ ତଳେ ଏହି ଭଳି ଘଟଣା କଟକ ସହରରେ ଘଟି ଥିଲା, ଭିଡ଼ିଓ viral ପରେ ସେ ଝିଅଟି ଆତ୍ମହତ୍ୟା କରି ଦେଇଥିଲା, କଟକରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଲୋକ ସଚେତନ ହେଉ ନାହାନ୍ତି,ଆଇନ କୋହଳ ଯୋଗୁଁ ଆସାମୀ ମଧ୍ୟ ଆଇନର ଗୋଳl ବାଟ ଦେଇ ଖସି ଯାଉ ଛନ୍ତି, ଏହି ଭଳି ଲୋକଙ୍କୁ କୋଠର ଦଣ୍ଡ ଦେବାର ସମୟ ଆସିଛି ନ ହେଲେ କିଛି ଦିନ ପରେ ପୁଣି ଏହି ଭଳି ଘଟଣାର ପୁନଃରାବୃତ୍ତି ଯେ ନ ହେବ କିଏ କହିବ!

  • @VivekSenseOdia
    @VivekSenseOdia 8 дней назад +1

    ଆଜିକା ସମୟରେ ପ୍ରେମର ଅର୍ଥ ହେଉଛି ଜଣେ ଅନ୍ୟକୁ କେତେ ସଠିକତା ସହିତ କେତେ ଉପାୟରେ ନିୟନ୍ତ୍ରଣ କରି ଅନ୍ୟର ଶରୀରକୁ ଉପଭୋଗ କରିପାରିବ। ଉଦାହରଣ:- ଅନ୍ୟର ପ୍ରଶଂସା କରି,ଯତ୍ନ ନେଇ,ମିଛ କହି ବା ଟଙ୍କା ଦେଖାଇ।

  • @BBiswalOFFICial1707
    @BBiswalOFFICial1707 10 дней назад

    Dhanyawad mausa tame hi thik actually bahut bahut dhanyabad....tame ki balaku jaucha sethiki marei habaku ghare rahuna emti galu uthuchi na tamara sabu chhiiii

  • @davidpahad3
    @davidpahad3 11 дней назад +3

    ଯେଉଁ ଝିଅମାନେ boyfriend ରେ engage ରହନ୍ତି ସେମାନଙ୍କୁ ଏମିତି ହେବା ଉଚିତ୍।
    ଭୁଲ୍ ଟି ଝିଅ ର।
    ଝିଅ ର ପ୍ରଶ୍ରୟ ଯୋଗୁଁ ଏମିତି ଘଟିଛି।
    ତଥାପି ଚିନ୍ତା କରିବାକୁ ପଡେ ଯେ ଓଡ଼ିଶାରେ BJP ଆସିଲା ଦିନ ରୁ ଅନ୍ୟାୟ ଅତ୍ୟାଚାର ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି।
    ଆମେ ଯଦି BJP ଶାସିତ ରାଜ୍ୟ ଗୁଡ଼ିକରେ overlook କରିବା ତେବେ ଏମିତି ଘଟଣା ଗୁଡାକ ଅତ୍ୟଧିକ ଦେଖିବାକୁ ପାଇଥାଉ।

    • @sarojpatro6728
      @sarojpatro6728 9 дней назад +1

      *tate tk laja laguni ki re budha . Sabu Khali jhia ra bhul aka. pua jaka ta bada sudharia jaka na😡*

  • @laxmanbag8205
    @laxmanbag8205 13 дней назад +17

    ଏମିତି ବହୁତ୍ ଘଟଣା ଓଡ଼ିଶା ରେ ଘଟୁଛି କିନ୍ତୁ ଓଡ଼ିଶା ସରକାର କିଛି କରୁ ନାହିଁ ଖାଲି ତାମସା ଦେଖୁଛି

    • @mr.sanjibkumar9933
      @mr.sanjibkumar9933 12 дней назад

      Odisha sarkar kana dukan kholiki rakhichhi ki human psychology thik Kariba pain

    • @swayam_sidha_samantaray
      @swayam_sidha_samantaray 12 дней назад

      Jetebele Naveen thila sete bele to kete Ra*e cases hauthila but not a single case became news, stop blaming only government.
      Here, bhul samastankara achi.

  • @dasranjit1106
    @dasranjit1106 13 дней назад +11

    R1 5 . KTM. Bike dekhi bhala paile aei abasta haba no doubt

  • @Snehasis.Mohanty
    @Snehasis.Mohanty 13 дней назад +59

    College student ?? ଶଳା ପାଠ ପଢ଼ିବାକୁ ଯାଉଛ ନା g mareibaku

    • @amazingfactinhindi7996
      @amazingfactinhindi7996 13 дней назад +7

      Bhai G mareibaku Maja Laguchi Au Khas Kariki Jadi Muslim Heithiba Ta

    • @amazingfactinhindi7996
      @amazingfactinhindi7996 13 дней назад

      Amanaka Pain Duniyar Sabu Jhia Mananka Naa Badnam

    • @priteshkumarr8899
      @priteshkumarr8899 13 дней назад

      0. 0, 😮😅😅😅😅😄😅😅😙😅😮😮😮😮😮😮😮😮😮😮😮😮😮😮😢

    • @jawedshaikh6261
      @jawedshaikh6261 13 дней назад

      Ama muslim rey tama jati bhadi nuha tama jati rey sabu guda histeria petition​@@amazingfactinhindi7996

    • @JOKER-JOD487
      @JOKER-JOD487 13 дней назад +1

      Nain Bhai , jhia bhul kn thila , vala paiba ta kn bhul ?? , kintu se Toka ra main purpose vala paiba nathila , sethi pain emti hela , jhia dosa deiki lava nahin Bhai , vala paiba bhul nuha

  • @sammymilandash3705
    @sammymilandash3705 13 дней назад +8

    Kana pura bharata re kou jaga safe achi jhia mana ka paen??? Aji kali ka jhia bi, baha haba paen wait kan kariparunahanti??

    • @candyy3687
      @candyy3687 12 дней назад

      Kai toka mane agha nije theek ruhantu

    • @sammymilandash3705
      @sammymilandash3705 12 дней назад

      @candyy3687 toka bi thik nahanti ki toki bi thik rahu nahanti. Sabu jaga re kan khali toka mana kara bhul rahuchi?? Jhia mana kara bi bhul rahuchi re bhai

  • @koraputiaking1470
    @koraputiaking1470 10 дней назад

    ଏହା ଅନ୍ଧ ପ୍ରେମର ପରିଣାମ ସାଥି ଅନ୍ଧ ହେଲେ ଚଳିବ କିନ୍ତୁ ପ୍ରେମ ଅନ୍ଧ ହେବା କଥା ନାହିଁ

  • @ManojDas-s4w
    @ManojDas-s4w 8 дней назад

    Are bhai gote question???
    Celebration bele apatti janaka video kemiti hela?????
    Cake katuthile ki au kn karuthile ????

  • @manoranjanlenka2552
    @manoranjanlenka2552 12 дней назад +3

    The different between human and dog 🦮 is dogs can't fake love

  • @soniasweet5596
    @soniasweet5596 10 дней назад +1

    Kebe bi kaunasi pua nku trust karani...bhala paibara ala dekhei nija girlfriend ku share kari debe.. don't trust 🙏

  • @tageteserecta-r6h
    @tageteserecta-r6h 13 дней назад +3

    Love ku mazak banae rakhichanti ajikali Dina emiti asibaau love n relationship re kehi rahibeni ... Ebe toh 2 nd phase chalichi bodhe .... Kaha upare bharosa kariba agaru 100 thara bhabibaku paduchi .... Bhool toh houchi se pua hou ki jhia hou ....

  • @PurusottamGuru
    @PurusottamGuru 11 дней назад +1

    ଏହି ଭଳି ପୁଅ ତ ସବୁ maagiaa ପଶୁ ଗୁଡା , ଏହି ଝିଅ ମାନେ କେମିତି ଏକୁଟିଆ ଏତେ ସାହସ ରେ ପୁଅ ପିଲା ଙ୍କ ସହିତ birthday କରୁଛନ୍ତି ପୁଣି ହୋଟେଲ ରେ,ଲଜ୍ଜ୍ୟା ସବୁ

  • @naresnaresh56
    @naresnaresh56 10 дней назад

    ଝିଅ ଙ୍କୁ ଭଲ ପୁଅ ପସନ୍ଦ ନୁହେ ହେଲେ hotel neiki ଯାଉଥିବା ପୁଅ ପସନ୍ଦ

  • @abbrotherscollection7371
    @abbrotherscollection7371 10 дней назад

    Madam ଯାହା କହିଲେ ତାହା ଠିକ୍ ଲଭ ଲୀମଟ ରେ ଠିକ୍ ଏମିତି ଭୂଲ କରନ୍ତୁ ନାହିଁ ଏମିତି ପରିସ୍ଥିତି ରେ ସମ୍ମୁଖୀନ ହେବେ , ଏମିତି ଅ ମାନସିକ କାମ କରୁଥିବା ଅଭିଯୁକ୍ତ ମାନଙ୍କୁ ଫାଶୀ ଦଣ୍ଡ ଦେଲେ ଅପରାଧ କମ୍ ହୋଇଯିବା ର ସମ୍ଭାବନା

  • @PratishNath
    @PratishNath 12 дней назад +1

    A samstanku gote pole re bandhi public re chadi dele bhala haba 😡😡

  • @sumitkumar768
    @sumitkumar768 13 дней назад

    ଛି ଛି କି ଲଜ୍ଜା ଜନକ ଘଟଣା । ଅଭିଭାବକ ମାନେ ନିଜ ପିଲା ମାନଙ୍କୁ ଟିକେ ଭଲ ସଂସ୍କାର ଓ ଶିକ୍ଷା ଦିଅ। ଯେମିତି ସେମାନେ ଭୁଲ ଠିକ୍ ଓ ନିଜ ମର୍ଯ୍ୟାଦା କଥା ଜାଣି ପାରିବେ।

  • @roshanpradhan5251
    @roshanpradhan5251 13 дней назад +9

    हवस है,, प्यार कोई भी नहीं करता कलयुग में... इसको जितना शीघ्र समझोगे उतना ही इससे बच पाओगे....

  • @pratimapradhan1637
    @pratimapradhan1637 12 дней назад

    ସରକାର ଙ୍କୁ ଅନୁରୋଧ ଏମାନଙ୍କୁ ଫାଶି ଦିଆ ଯାଉ

  • @Adivasi563
    @Adivasi563 13 дней назад +32

    95 percent bhul houchhi aji kalika Styler Jhia ma naka,Sambad ta sunilapare nijauparu biswas uthi jauchhi ,bhari lajja , kana Ijjat ta au pheribaki? ,Jaha heijaichhi Tara punara buti jemiti na hou Sethi pain kichhi aain tiari hau,,Sehi Jhia ku Panhu pandaba ma nanka pari sehi 5Jana Pua sahita bha karai dele ati uttam huanta.Tahele Gang rape ta tk kami jaanta pari laguchhi.athire Bhul ta kebala sehi puamananka nuhen ,Sehi jhiara bi dosha achhi , Maa bapanka Katha ku khatir nakari Jie ajana puaku bhala pai ,Taku amiti danda hin miliba sreya skara.

    • @amazingfactinhindi7996
      @amazingfactinhindi7996 13 дней назад +1

      Bhai Aei Bhali Keteta Jhianku Bujheiba Apekhya Bula Kukur Ra Ku Bujheile Bi Se Bujhijiba...... Duniya re Ate Love Jihad Hauchi Anka Mundare Pasuni Au Tame Kahile Bujhibe Amane

    • @candyy3687
      @candyy3687 12 дней назад

      ​@@amazingfactinhindi7996 pua muslim ki

  • @Htmn-o2k
    @Htmn-o2k 13 дней назад +17

    ଦେଖ ସେ ଝିଅ ନିଶ୍ଚିତ କାଫେ ବାର୍ଥଡେ ର celebration insta, facebook, ଭଳି social media ରେ ପୋଷ୍ଟ କରିଥିବ ଅଉ ଲେଖିଥିବ : feeling chilled and fabulous wid my bf,besties..... in my birthday.
    Love u Babu.😂

    • @LaxmiKhuntia-h3f
      @LaxmiKhuntia-h3f 13 дней назад +1

      Point to be noted but bhai jaha se jhia sangare hela seta kn thik ki?🙂mu eya kahuni ki jhia ta bi thik boli kintu Whatever happened to her should have happened like that??🥺

    • @Htmn-o2k
      @Htmn-o2k 12 дней назад +1

      @LaxmiKhuntia-h3f ଠିକ କଥା, କିନ୍ତୁ କୋଉଠି ନା କଉଠି ଆମକୁ ଭାବିବାକୁ ପଡିବ ଆମେ ଯୋଉ ସମାଜ କୁ ଅନୁସରଣ କରୁ ତାର ଫଳ ପି ଆମକୁ ଗ୍ରହଣ କରିବାକୁ ପଡିବ । ଦୁର୍ଗା ପୂଜା ଭଳି ପବିତ୍ର ଦିନ ରେ ଯାଇଛି bf ସହ cafe ରେ party କରିବାକୁ, ତେଣୁ ତାର consequence ତ ଭୋଗିବାକୁ ପଡିବ। ସେ ଯାହା ପି ହଉ ତାକୁ rape କରିବାର ନଥିଲା।

    • @Basudev-t1i
      @Basudev-t1i 12 дней назад +3

      ​@@LaxmiKhuntia-h3fTame jhia na,mu tumaku kichhi upadesh deuchhi , please Mane rakhithiba,jeu pua besi katha eita karidebi seita kari debi,tama pai Jan dei debi e kari debi,au ghanta tama saha katha heuthiba sia kebe vi bhala pila hoinathiba,mora 7 to sanga achhanti semannkara ki mora gote vi gf nahi ame shy/ introvert person ,kher e katha chhada,jia tama ku really re love kare sia kebe social media re I love babu,Jan, post kareni,sia dil bhitare saiti rakhe,ta bhala paiba ku duniya agare dekhaA nahi,jia besi flart kare katha Katha kahe janiba,ati bhakti chora lakhyana,jadi mo katha katha kharap lagila ta hele khyama karibe🙏

  • @S.n.ojha000-i8i
    @S.n.ojha000-i8i 12 дней назад

    ଭଲ ପାଇବା ନାରେ ଏମାନେ କଳଙ୍କ ଭଲ ପୟିବାର ମୂଲ୍ୟ କୁ ଖରାପ କାର୍ଯ୍ୟ ନରି ନଷ୍ଟ କରନି ପବିତ୍ର ସମ୍ପର୍କ କୁ ବୁଝିବା କୁ ଚେଷ୍ଟା କର।

  • @housekeepingwajba8781
    @housekeepingwajba8781 12 дней назад +1

    Fasi dia jau jadi ekatha satya

  • @DilipRout-v2u
    @DilipRout-v2u 12 дней назад +1

    Please,fasi,turanta,

  • @weirdo9204
    @weirdo9204 5 дней назад

    If the same incident happened with a boy. Then it's don't even a issue/news
    No news no political drama no social worker support
    Men's life matters too ❤

  • @PradeepChhatar-j3w
    @PradeepChhatar-j3w 10 дней назад +1

    Samasta dosi fasi diajau

  • @rnodiagapa
    @rnodiagapa 12 дней назад +1

    Bhai tike Infosys ade buli asa gota jhia ku 10 ta toka basi chaha pitutgibe au kn jauthibe . Mu kahibi sabu bhul jhiara emiti hele jhia mane nija bhul jani paribe .tike bhala paiba heinathibe ara Dina Oyo

  • @RinkiRout-f9x
    @RinkiRout-f9x 13 дней назад

    ଆଜିକାଲି ଲୋକମାନେ ପାପ କରିବା ବିଷୟରେ ଦୁଇଥର ଚିନ୍ତା କରନ୍ତି ନାହିଁ |।😢😢😢

  • @RamKumar-md6se
    @RamKumar-md6se 13 дней назад +2

    Both are to be blamed .
    Seek family help or approval before making close friends

  • @ramsudarshan2163
    @ramsudarshan2163 13 дней назад

    Samaastanku fasi dia jau 😢😢

  • @rabisoren4037
    @rabisoren4037 13 дней назад +2

    Direct fasi dio....nohele nije fasi hei jao police mane

  • @rosely10
    @rosely10 12 дней назад +1

    Jahaku bhala paiba jiban dei se jadi biswas ghtak Kariba tbe kahku biswas kariba 😢

  • @biswajitmohanty4506
    @biswajitmohanty4506 12 дней назад

    ପ୍ରଥମେ ମଣିଷ କୁ ଜାଣ ତାପରେ ପ୍ରେମ କର

  • @jitkumar5096
    @jitkumar5096 13 дней назад +1

    ଆଛା ଦୀନ ଆସିଯାଇଛି ଓଡ଼ିଶା ରେ
    ଆପଣମାନେ ଖୁସି ତ

  • @Barsabapi..7178
    @Barsabapi..7178 13 дней назад +2

    Jhiankara bhul rep purbaru kn pai complain kaleni .. sethiki aka gala se jhia kharap heithiba ... Khira uturile chuliku....

  • @santanubhoi
    @santanubhoi 13 дней назад +1

    1)Mobile 2)bisakta khadya (toxicated food.and 3)bapa maa daai..

  • @360localtravel
    @360localtravel 12 дней назад +1

    Badhia heichi se jhia ku semiti heba darkar

  • @mr_gochhikarvlogs1178
    @mr_gochhikarvlogs1178 12 дней назад

    ଝିଅ ର କଣ କିଛି ଭୁଲ ନାହିଁ ??

  • @TravelBuddy15
    @TravelBuddy15 13 дней назад +2

    jou jhio mane sabu emitika boyfriend dhari dhari bulucho...
    restaurant park mall hotel jaucho.. sabu sudhurijao...
    Emitika dhokebaaz Puo manonku Aajiban karadanda dio (Kaalkothri) re rakhidio..

  • @chandannayak172
    @chandannayak172 13 дней назад +4

    Se tokara nuni katidabaa darkar

  • @jeetsethi414
    @jeetsethi414 11 дней назад

    Sahu Bhauja... is also one of the reasons...Administration should wake up now.

  • @aswinipradhan9292
    @aswinipradhan9292 13 дней назад +1

    Where are from karma 😢

  • @karalinayakkaralinayak4178
    @karalinayakkaralinayak4178 12 дней назад +1

    A manonku phasi diajau

  • @swastikpanda7409
    @swastikpanda7409 11 дней назад +1

    Love jihad ku kahin ki emiti lekha hauchhi

  • @shaunsundardash8344
    @shaunsundardash8344 12 дней назад

    ବ ଏ ଫ୍ରେଣ୍ଡ୍ କରିବା କଣ ଏତେ ଜରୁରି ଜିଏ ଗଙ୍ଗାଜିବ ସିଏଫଳ ପାଇବ ଏଥିରେ କିଛି ଅସୁବିଧା ନାହିଁ

  • @bantypadhan001
    @bantypadhan001 13 дней назад +8

    Emiti Pila Mananku Jhia Mane Abe Besi bhala laguchanti ,Be Careful Girls

    • @candyy3687
      @candyy3687 12 дней назад

      Sabu pua emti hi

    • @bantypadhan001
      @bantypadhan001 12 дней назад

      @candyy3687 kete ta pua Nku Chinhi6 tame j
      Tame emiti kahi paru6❓❓

    • @candyy3687
      @candyy3687 12 дней назад +1

      @@bantypadhan001 jete ta jhia ku tame jani comment kala

    • @bantypadhan001
      @bantypadhan001 12 дней назад

      @@candyy3687 emiti Incident heu6i j mu comment kali ,mu kahuni j sbu jhia saman boli ,but tame taa direct kahu6 sbu pua emti boli

    • @candyy3687
      @candyy3687 12 дней назад

      @@bantypadhan001 emti incident tama pua manka pai hi hauchi kali jadi kou jhia emti kou pua ku mare tahele kahaku dosha deba

  • @apurbanaik7015
    @apurbanaik7015 6 дней назад

    E prabhu 😢😢

  • @MuniKhatei
    @MuniKhatei 13 дней назад +1

    A jhia sina evali pua ku vala paila boli emiti ta saha hela....hele Kolkata case re ta se dr.jhia ra kichhi vul nathila ta saha kn pain emiti hela... bcz kichhi ta abhadra jhia au abhadra pua mananka pain aji kali vala pua jhia mane b bali padijauchhanti au ethi pain ama prasasana hni dai

  • @9853325459
    @9853325459 8 дней назад

    Aehi modern jhia manaka sahita aemiti hava swabhabik....jou jhia nija bapa maa kan katha chinta karuthiba se kebe aehi fake love chakar re padibani.....thik heichi aehi jhia sahita....aemiti hele jaeki aemane thik batah ku asibe....jai jagannath🙏

  • @ABCD-_-01-se
    @ABCD-_-01-se 13 дней назад +1

    Ei jhia kou college student😮😮😮

  • @priyabratanayak7654
    @priyabratanayak7654 12 дней назад

    କିଛି ଲୋକ ବାହାରୁ ଅସି କଟକ କୁ ଖରାପ କରୁଛନ୍ତି 😡

    • @Human-_.
      @Human-_. 12 дней назад

      Nai bhai katak pila sabu

  • @simplereview4839
    @simplereview4839 13 дней назад +7

    Paisa dekhi bhala paibara phala😂

  • @laxmanjhankar9266
    @laxmanjhankar9266 13 дней назад +1

    System kharab aji kali 🙏🙏

  • @angelanjali7477
    @angelanjali7477 12 дней назад

    This is all because of social media that affects the youth very badly.. Social media should banned in India🥺

  • @sraban.
    @sraban. 12 дней назад

    ଆହୁରି morden ହୁଏ । ସ୍ମାର୍ଟ୍ ସିଟି ରେ ରହିବେ ଆଉ boyfriend saha ବୁଲିବେ। ତାହା ହେଲେ ଏଅ ସବୁ ହବନି ଆଉ କଣ ହବ 😒

  • @girishchandrasahoo9272
    @girishchandrasahoo9272 12 дней назад

    Govt kichhi action nauni change haba aarathar ku

  • @niranjanpanda8574
    @niranjanpanda8574 12 дней назад

    ଶହେଥର ଚିନ୍ତାକରି ଝିଅ ପୁଅ ପାଖକୁ ଯାଉ ଓ ପ୍ରେମ କରୁ।

  • @AbhishekSahoo-ot6px
    @AbhishekSahoo-ot6px 13 дней назад +1

    Nhi Cuttack na padini se pil Cuttack ra ki semne bhr pil ctc re rhili kruchnti tmne tank jaga ra na padil am Cuttack re semti huyeni

  • @kapilendramahankuda3311
    @kapilendramahankuda3311 13 дней назад

    Are aaga police station jaao kehi blackmail karile emiti victim banani

  • @pradhanvlog.8163
    @pradhanvlog.8163 13 дней назад +1

    Aa salanku total fasi dia na hele ..kehi daribeni aau..plz take necessary action...

  • @Deepikanayak748
    @Deepikanayak748 13 дней назад +1

    Je parjyanta amar sarkar strong nuhe, semiti crime hauthiba

  • @soumyaranjanmohanty6739
    @soumyaranjanmohanty6739 13 дней назад +69

    Ae bhalia chapri pila nku bf karib amti habani tm saha au kn haba

    • @ramsankarsahoo3601
      @ramsankarsahoo3601 13 дней назад +2

      Right

    • @kjagadish6534
      @kjagadish6534 13 дней назад

      😂😂😂😂

    • @skythelimitless9025
      @skythelimitless9025 12 дней назад

      Right

    • @candyy3687
      @candyy3687 12 дней назад +5

      Han ei dialogue mari chppri pua ku defend karibaku asigale au jane balatkaari se pua kn pai chppri hela?? Se pua ra dosho jhia kn kahithila ki chppri hebaku 😂

    • @candyy3687
      @candyy3687 12 дней назад +2

      Jhia mane bahut innocent

  • @SubhashreeMohapatra-n1t
    @SubhashreeMohapatra-n1t 13 дней назад +1

    Chii aita love nuha 😢😢😢

  • @mohanmahar4807
    @mohanmahar4807 9 дней назад +1

    Eat five star do nothing

  • @bangtans0757
    @bangtans0757 13 дней назад +3

    Sar we are brotherhood (bhaichaara) city 🤡🤡🤡

  • @NirliptaMohapatra
    @NirliptaMohapatra 13 дней назад +2

    This is called a grooming course Sadly and unfortunately it started from Odisha and Cuttack 😢

  • @saroj1296
    @saroj1296 13 дней назад +6

    କାହିଁକି ଏ ପ୍ରେମ ବାପା ମା ଙ୍କ କଥାରେ ଚାଲ

  • @ommbaba3979
    @ommbaba3979 12 дней назад

    ବାଳ ରଙ୍ଗୀନ, ଚିରା ପେଣ୍ଟ, ktm bike. ଏଇ ଭଳି chapri ଙ୍କୁ ଦେଖି ଫିଦା ହୁଅନାହିଁ ଝିଅ ମାନେ. Plz ସିଧୁରୀ ଯାଅ.

  • @sanu14385
    @sanu14385 13 дней назад

    ଆମର ଜଗନ୍ନାଥ ସଂସ୍କୃତି ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି l ମୁଁ ଓଡ଼ିଆ ବୋଲି ଗତ 13 ବର୍ଷ ହେବ ବାହାର ରାଜ୍ୟରେ ଗର୍ବରେ କୁହେ ମୁଁ ଓଡ଼ିଆ ଜଗନ୍ନାଥ ଧାମ ମୋ ଘର କିନ୍ତୁ ଏଭଳି ଘଟଣା ଆଜି ପ୍ରମାଣିତ କରୁଛି କି ଆମେ ଜଗନ୍ନାଥ ସଂସ୍କୃତି କୁ କାହିଁ କେତେ ଦୂରେ ଛାଡ଼ିକି ଆସିଲେଣି ଆଜି ଲଜ୍ଜ୍ୟା ଲାଗୁଛି କହିବାକୁ କି ଆମେ ଓଡ଼ିଆ l ପ୍ରଭୂ ଏବେତ ଅବତାର ନିଅ ଆଉ ଏଭଳି ନର ପିଶାଚଙ୍କୁ କଠୋର ଦଣ୍ଡ ଦିଅ l ଜୟ ଜଗନ୍ନାଥ 🙏🏻

  • @PradeepChhatar-j3w
    @PradeepChhatar-j3w 10 дней назад

    Catak police turant action nia

  • @akashekashq3441
    @akashekashq3441 13 дней назад

    My humble request to all my sisters to obey what their parents say.. Parents always want your betterment. If you don't obey them then you may face unknown upcoming danger and lose your fame and life.

  • @sarojkumarbose1846
    @sarojkumarbose1846 12 дней назад +1

    ଫାଶୀ ଦିଆଯାଉ

  • @SusantaSahoo-lc5oc
    @SusantaSahoo-lc5oc 13 дней назад +1

    Fasi dia

  • @rakeshomm6166
    @rakeshomm6166 11 дней назад

    Encounter open heba darakara

  • @RahulKumar-bg3qg
    @RahulKumar-bg3qg 6 дней назад

    Cafe ru ki tani tani nele....jhia kichi kahriku kahi parilani

  • @madhusmitamohanty2332
    @madhusmitamohanty2332 10 дней назад +1

    Karana school boy and girl std 4,5 ru gote kemti lage voli boyfriend ba girlfriend mananti 2nd jhiamane au pade agei eka sahita 3 3nta biyfrnd ta sahita dhara padile tabka bapa maa jhia dosa luchei puaku dosa dianti.e jhamanku gunda badmash type ra pua mane vala lagati semane jaha kahibe se seiya kariba ta pare vala innocent puanku joumane ki ta junior ba senior agaru thata maja karu thibe tanku valsw katha kahiba hata badei dakile.tapare ta boyfriend ku Jai kahiba se mote touch kala dakila mu dibyasundari mo pachare hajar pasuchanti.ta boyfriend jai dhamkeiba.jado gote pila ku harei paribeni emanka group thaye .. junior senior jiye se pua ra sanga taku micha katha re fasei touch kala ye kala kahi 3,4 time touch touch case re fasei mariba ku majbur kari dei thanti.2nd jhiamane bi e group ra sikar huanti..emane sabu kathare naka puranti jouta tanka adhikar na thaye.baki toka manka bapa maa paisa diantu jim ja steroin ne sabu pain school re acting karantu tanka parents ame janinu pua ku sasan kara.kintu thik pua ku abatare nei tike gunda vali gadhanti e toka mane jhia ku pateiba dadagiri kadhiba paun e sabu karantu.e sabu pain parents daee.baki pua jhiamane innocent puanku toucher karibe maribe e toka manka hatare vala heichi.ete niriha nuhanti jhiamane are tokanku dhari gunda giri chalei chanti...😮

  • @minatidas-ys5dd
    @minatidas-ys5dd 12 дней назад

    Ji ni

  • @BijayaKumarbehera-n6u
    @BijayaKumarbehera-n6u 13 дней назад +1

    Gote jhia night re hostel ru asila kemiti...

  • @satyabratamohapatra3840
    @satyabratamohapatra3840 13 дней назад +6

    Sabu vul se jhiya ra

  • @IRONFIST1580
    @IRONFIST1580 13 дней назад +4

    Chi chi chi....thuu emiti pua manaka upare...aau thuu emiti pua manakara Bapa maa manaka upare.

    • @rishi9-2.0
      @rishi9-2.0 13 дней назад

      ghoda gehin jadi ete sala uthuchi direct baha hei jauna ye bf kain banaucha tame bedha mane .first bf banei ga mareiba tapare bapa jouthi kahiba sati bitri hei baha hei jiba