🔴 ଭୁଲ୍ କରିଥିଲେ କଣ କରିବେ ? subhadra yojana self declaration | subhadra yojana surrender option

Поделиться
HTML-код
  • Опубликовано: 11 дек 2024

Комментарии • 349

  • @jyoshnamyyoutubechannel6451
    @jyoshnamyyoutubechannel6451 9 дней назад +14

    Sir.. ବହୁତ ବଡ଼ିଆ କହିଲେ l ସରକାର ପାଖରେ ପହଂଚି ବାର ଅଛି... Sir... ଆପଣ ଙ୍କ ଦୁହାର

  • @meena3195
    @meena3195 9 дней назад +25

    ଭାଇ ଏ ଯୋଜନା ଯେବେ ଠାରୁ ଆସିଛି ସେ ଦିନରୁ ଓଡ଼ିଶାରେ ଭୂମିକମ୍ପ ହେଉଚି 😊

    • @royalkanhalifestyl
      @royalkanhalifestyl 6 дней назад

      Nb deantu

    • @royalkanhalifestyl
      @royalkanhalifestyl 6 дней назад

      Apananka ra gote bait darkare 🙏 opt out hoichi boli

    • @meena3195
      @meena3195 6 дней назад

      @@royalkanhalifestyl ଆପଣ ଯେଉଁ ନମ୍ବର ମାଗୁଛନ୍ତି ସେ ଏବେ ଅପହଞ୍ଚ ଦୁରତାରେ ଅଛି ଦୟାକରି ନମ୍ବର ମାଗନ୍ତୁ ନାହିଁ

  • @dipukumarbehera6562
    @dipukumarbehera6562 9 дней назад +13

    ସତ କହିଚ ଭାଇ ଏ ସରକାର୍ ଗୋଟିଏ ଚୋର ସରକାର୍

  • @jyoshnamyyoutubechannel6451
    @jyoshnamyyoutubechannel6451 9 дней назад +18

    ଯେମିତି ହେଲେ ହେହାର salution ହେବା ଦରକାର.. ନହେଲେ ଲୋକେ ମାନେ ଅସୁବିଧା ରେ ପଡିବେ... Sir..

    • @kabitaroutray3106
      @kabitaroutray3106 8 дней назад +1

      Solution asijaichi
      Ekyc pending
      Janasevakendra re ajithu start heigala😊

  • @chandinidesigns
    @chandinidesigns 9 дней назад +9

    ଆମ ସମସ୍ତଙ୍କୁ ଏକାଠି ହୋଇ ସରକାରଙ୍କ ପର୍ଯ୍ୟନ୍ତ ଏହି କଥାଟି କୁ ପହଞ୍ଚାଇବାକୁ ହବ Sultan option ଦେବା ପାଇଁ ବାଧ୍ୟ କରିବା

  • @asitmohanty6038
    @asitmohanty6038 9 дней назад +13

    ଭାଈ ମୁଁ ବି ଭୁଲ କରିଛି, jagatsinghpur

    • @pritiswapna1267
      @pritiswapna1267 7 дней назад

      Bhai mora reject haigala mu bhul re otp sand karitheli

  • @P2S7T
    @P2S7T 9 дней назад +2

    ଭାଇ ଏଇ କଥାଟି ଭଲ ଲାଗିଲା। ଆମ ଜନତା ମନ ଙ୍କୁ ହଇରାଣ କରିବା ହିଁ ଏଇ ସରକାର ର ମୁଖ୍ୟ ଉଦ୍ଦେଶ୍ୟ।

  • @bhubanabhoi7521
    @bhubanabhoi7521 8 дней назад +2

    ଠିକ କଥା କହିଲ ଭାଇ ସରକାର ଟଙ୍କା ଦେବାପାଇଁ ଛାହୁ ନାହାନ୍ତି ଏଥିପାଇଁ ବାହାନା କରୁଛନ୍ତି ମୁବି ଭୁଲରେ କ୍ଲିକ କରି ଦେଇଛି

  • @JasodaPradhan-he5os
    @JasodaPradhan-he5os 8 дней назад +2

    ଭାଇ ଦୟାକରି କିଛି କରନ୍ତୁ ସବୁ ମା ମାନେ ହଇରାଣ ହେବେ

  • @AbinashJena-r9h
    @AbinashJena-r9h 8 дней назад +6

    Bhai Mora Bi Bhulre Hoijaichi Hale Mu bahut Dukhi😢

  • @GhudaiMarkam
    @GhudaiMarkam 7 дней назад

    ହୁଁ ଭାଇନା ଏ ସରକାରଟୋକାମୀ ଆପଣ ଠିକ କହିଛନ୍ତି

  • @tripatikata6598
    @tripatikata6598 8 дней назад +2

    ବହୁତ୍ ବଢିଆ କଇ ଚନ୍ତି ବାଈ

  • @bapinabehera8510
    @bapinabehera8510 9 дней назад +23

    ଭାଇ ମୁ ବି ଭୁଲ ରେ କ୍ଲ କରି ଦେଇଛି ପ୍ଲିଜ଼ ଆହାର ସମାଧାନ ବାଟ କୁହନ୍ତୁ ପ୍ଲିଜ଼

    • @jayasonurlaka5032
      @jayasonurlaka5032 9 дней назад

      Kn କରାଯିବ କୁହନ୍ତୁ

    • @jayasonurlaka5032
      @jayasonurlaka5032 9 дней назад

      ମୋର ବି ସେମ୍ ପ୍ରବ୍ଲମ୍

    • @ManishaSuansia
      @ManishaSuansia 9 дней назад +1

      ମୋରବି ସେଇପବିଲେମୋ ଭାଇ

    • @TahasilBiswal-c9j
      @TahasilBiswal-c9j 9 дней назад +1

      ମୁଁ ବି crick କରିଦେଇଛି

    • @ommdas4168
      @ommdas4168 9 дней назад

      Re apply Kari hebni..au thare

  • @PradeepNag-vr4bh
    @PradeepNag-vr4bh 7 дней назад

    ଆପଣ ହି ସରକାରଙ୍କ ପାଖକୁ ପହଞ୍ଚାଇବା ଉପାୟ ଦେଇ ଛନ୍ତୀ ଆଗ କୁ ବି ଟିକେ ସାହାଯ୍ୟ କରନ ଦାଦା

  • @kesabsahu4857
    @kesabsahu4857 9 дней назад +6

    Sir mu jogya hele click karideichi abe mu kn karibi plz kuhantu

  • @PradeepNag-vr4bh
    @PradeepNag-vr4bh 7 дней назад

    ବହୁତ ଭଲ ଲାଗିଲା ଆପଣ କଥା ଦାଦା

  • @PradeepNag-vr4bh
    @PradeepNag-vr4bh 7 дней назад

    ଯେତେ ବି ଦାଦା ମାନେ କମେଣ୍ଡ କରିଛନ୍ତି ସମସ୍ତେ ଦୟାକରି ସରକାରଙ୍କ ପାଖକୁ ପଟାନ୍ତ ଚୁପ୍ ରହିଲେ ସରକାର କିଛି ବି କରିବେନି

  • @PradeepNag-vr4bh
    @PradeepNag-vr4bh 7 дней назад

    14678 ବାରମ୍ବାର କଳ କରନ୍ତୁ ଆଉ ସରକାରଙ୍କ ପାଖକୁ ପହଞ୍ଚାଇବା ପାଇଁ କହନ୍ତୁ

  • @RajeswariMalabisoyi
    @RajeswariMalabisoyi 9 дней назад +3

    ଭାଇ ମୁବି ଏଇଟା click କରିଦେଇଛି ଏହାର solution କଣ ଟିକେ କୁହନ୍ତୁ..

  • @DilipGaru-si7lw
    @DilipGaru-si7lw 8 дней назад

    ଭାଇ ମୁଭୁରେ ମାରିଦେଇଚି ମତେଟିକେ ସାହାୟ କର ମୁ ଗଟିଏ ଗରିବ ଲକ🙏

  • @mithunmahali
    @mithunmahali 7 дней назад

    ଧନ୍ୟବାଦ ଭାଇ ବହୁତ

  • @LovelyLasers-fd2vd
    @LovelyLasers-fd2vd 8 дней назад +2

    ଠିକ କହୁଛ ଭାଇ ସେମିତି ହେବାର କଥା

  • @puspanjalisahu1625
    @puspanjalisahu1625 9 дней назад +2

    ଭାଇ ଏହାର ସଲୁସନ କହ ଭୁଲ ରେ ଟିକ କରିଦେଇଛି

  • @asutosh4004
    @asutosh4004 8 дней назад +3

    Application status jete sighra approve heini opt out option ku 24 hrs re approve karidauchanti

  • @STrinathRana
    @STrinathRana 7 дней назад +1

    Hh bhai

  • @sibamukhi9829
    @sibamukhi9829 8 дней назад

    ଆଧାର କାର୍ଡ ବାଇମେଟ୍ରିକ୍ ଆପୁଡେଟ୍ କରିଥିଲି ହେଲେ ୧ମାସ ହେଲାନି ଏପର୍ଯ୍ୟନ୍ତ ହେଇନି କ'ଣ କରିବାକୁ ପଡ଼ିବ ଭାଇ ଟିକିଏ ଜଣେଇବେ

  • @diptiranjanmohanty-i5n
    @diptiranjanmohanty-i5n 8 дней назад

    ଅବଂ ଖାଲି Citizen status self declaration
    ଖାଲି ଏହା ନ ଲେଖି ପୁରା self declaration surrender ଆପଣକୁ ପଇସା ମିଳିବନାହିଁ ବୋଲି ଲେଖା ଯାଉ

  • @vijaykumarmantry
    @vijaykumarmantry 5 дней назад

    Badhiya

  • @sibadora4509
    @sibadora4509 9 дней назад +1

    ଭାଇ ମୁଁ ମଧ୍ୟ ଏ ଭୁଲ କରି ଛି

  • @RameshBastia-ve9cf
    @RameshBastia-ve9cf 8 дней назад

    Super vhai

  • @Premboya-1995
    @Premboya-1995 8 дней назад +1

    ଭାଇଆଉଥରେ apply କଲେ ହବନି କି

  • @User-yhjjgzz
    @User-yhjjgzz 7 дней назад +1

    Govt. Agaru janeiba thila ae bisoyre.

  • @jaymangaltirkeyrt4233
    @jaymangaltirkeyrt4233 9 дней назад +2

    Love you video bhai bahut achcha video hai achcha solution ke pura delete karna chahie I am Sambalpur sa

  • @RameshSahoo-j4t
    @RameshSahoo-j4t 9 дней назад

    ଆପଣ ଙ୍କୁ ଧନ୍ୟବାଦ ଭାଇ

  • @gunaguna8390
    @gunaguna8390 9 дней назад

    କାହିଁକି ନା 14 /11ରେ ମୁଁ ଅଭିଯୋଗ ଦାଖଲ କରିଥିଲେ ମୋର under process ଥିଲା ବୋଲି ଆଜି ଯାଙ୍କେ ବି ସେଇ under process ଅଛି

  • @pravatimohanty3758
    @pravatimohanty3758 9 дней назад +1

    Mu bahut khusi thili bhai

  • @_moon_girl_sanju
    @_moon_girl_sanju 7 дней назад

    Apana right kahichhanti sir

  • @SwornapravaSony
    @SwornapravaSony 9 дней назад

    Nice katha bhai

  • @antabhoi4817
    @antabhoi4817 8 дней назад

    ହ ଦା

  • @madhusmitasahoo1459
    @madhusmitasahoo1459 8 дней назад +1

    Mu bi bhul re maridaechi😢..aji mrng ru mora opt out su cessfully dekhauchi

  • @susantasahoo1470
    @susantasahoo1470 9 дней назад +1

    Right kata.......

  • @RanjanMeher-kx3xt
    @RanjanMeher-kx3xt 7 дней назад

    Thik kahu cha bhai

  • @basntikisan9242
    @basntikisan9242 9 дней назад

    Rejected ହୋଇଥିଲେ ପୁଣି online କରିବେକି ।ଝାରସୁଗୁଡା

  • @MHVillanGaminG
    @MHVillanGaminG 8 дней назад

    👏👍ଟିକି ଭାଇ

  • @ManishaSuansia
    @ManishaSuansia 9 дней назад +1

    ମୋଉ କରିଦେଇଛି ଭାଇ ଲିଇଁଗୀ

  • @manishasingh8090
    @manishasingh8090 9 дней назад

    Bilkul thk kha apne .

  • @STrinathRana
    @STrinathRana 7 дней назад

    😢😢😢😢 ମୁ ମାରି ଦିଛି 😢😢😢

  • @ManishaSuansia
    @ManishaSuansia 9 дней назад +1

    ମୋଉ ଗଜାମ ରୁ କହୁଛି

  • @Mykitchenrecipe-l3v
    @Mykitchenrecipe-l3v 9 дней назад

    Thick kahile bhai

  • @PaagalKhopdi
    @PaagalKhopdi 9 дней назад

    କେହି କର ନାହି😂 ସେ ସରକାର ଗାଁ ଗାଁ ବୁଲି ଖୋଜୁ କିଏ ଅଯୋଗ୍ୟ, କେହି ଟଙ୍କାଟେ ବି ଦିଅ ନାହିଁ, ଶଳା ଗଲୁଆ ସରକାର ଆଗେ ନିଜେ ଦେଖିକି ଦେଲନା କଣ ପାଇଁ , ସମ୍ପୂର୍ଣ ଅବ୍ୟବସ୍ଥା

  • @lalatendusahoo3981
    @lalatendusahoo3981 8 дней назад

    ମୋର ବି କଟି ଯାଇଛି, ଯାଣିପାରିଲିନି surrender declaration opt ରେ ହାତ ବାଜି ଯାଇଛି

  • @padminirout1614
    @padminirout1614 9 дней назад

    Right sir sarkar amiti samastanku hairan karuchhanti

  • @User-yhjjgzz
    @User-yhjjgzz 7 дней назад +1

    Govt. Playing game

  • @BibekBibek-h2s
    @BibekBibek-h2s 9 дней назад

    Right katha bhai

  • @lilibehera1421
    @lilibehera1421 8 дней назад +2

    Plz sir ame janiparilu ni click karideichi plz plz a problem Ra solution bahara kara jau .nahale amiti kete jogya hitadhi Kari bad padijibe puni thare gote chance dia jau government ku request karuchu.

    • @TechnoTechNews
      @TechnoTechNews  8 дней назад

      14678 ku call Kari ki complaint karantu

    • @PhinaraniNayak
      @PhinaraniNayak 8 дней назад

      ​@@TechnoTechNews se t kahuchanti sarkar tarfaru kichhi bi update aasini aame kichhi Kari paribu mahi

  • @Sakr90935
    @Sakr90935 8 дней назад

    ଭାଇ ମୁବି ଭୁଳୁ କ୍ଲି କରି ଦେଇ ଛି ଆର୍ ଉପାଯୂ କୁହ ପାଟେ କିତି ମିଲିନି

  • @nayakmanasmita79
    @nayakmanasmita79 9 дней назад +1

    Plz Bhai jadi kichi delete karibara kichi option asuchi nihati update dabe

  • @AlokBehera-zt6mm
    @AlokBehera-zt6mm 8 дней назад

    Call centre call kale kahuchhanti subhadra portal re na nahi

  • @khagapati
    @khagapati 8 дней назад

    ସାର୍ ଆଗରୁ ଆମର status ରେ Ekyc - completed
    Ekyc ପ୍ରକାର- biometric
    ସୀକୃତିସ୍ଥିତି - ଆଗରେ under process ଥିଲା ।
    ଫିଲ୍ଡ ବେରିଫିକେସନ ପରେ ସୀକୃତି ସ୍ଥିତି blank ଦେକଉଛି ଏହା ମାନେ କ'ଣ ସାର୍ ଦୟାକରି ଟିକେ ରିପ୍ଲାୟ ଦିହନ୍ତୁ।

  • @Chandrasekhartechnology
    @Chandrasekhartechnology 6 дней назад

    Good video sir

  • @DusmantNaik-mw1xt
    @DusmantNaik-mw1xt 9 дней назад +1

    Bhai mara status optout btn dekhauchi Kn kariba

  • @ARUNKUMAR2M
    @ARUNKUMAR2M 8 дней назад +1

    Now it's corrected

  • @pradeepkumarsahoo4724
    @pradeepkumarsahoo4724 8 дней назад

    ଭାଇ ମୁଁ ଭୁଲି ରେ ଟଚ୍ କରି ଦେଇଛି please ଏହାର ସମାଧାନ ବାଟ କୁହନ୍ତୁ । (Subhadra yojana) ରେ Complete, biometric,under process ଥିଲା। ମୁ ଭୁଲ୍ ବଶତଃ Click କରି ଦେଇଛି।

  • @ARJUNABEHERA-p8i
    @ARJUNABEHERA-p8i 8 дней назад

    Solution heba darkar....bahut loka amiti bhul Kari chhanti

  • @suhirdas3268
    @suhirdas3268 9 дней назад

    ଏଇଟା ଠିକ୍ କଥା

  • @Sanjiv85_Official
    @Sanjiv85_Official 9 дней назад

    Right Katha

  • @nityanandapatra7449
    @nityanandapatra7449 9 дней назад

    Right Brother,👍👍

  • @babushortcreation
    @babushortcreation 9 дней назад

    ଏଇ ସରକାର ଗୁଟେ ନିର୍ଲଜ ସରକାର

  • @anilkumarsahoogudu5709
    @anilkumarsahoogudu5709 7 дней назад

    Sir help necessary 🙏

  • @PalakPanigrahi-m5u
    @PalakPanigrahi-m5u 9 дней назад

    Thik kahucha bhai.....income certificate magiba katha....

  • @NarendraPurty-j9v
    @NarendraPurty-j9v 9 дней назад

    All most right

  • @mitadaruan2344
    @mitadaruan2344 7 дней назад

    S.Rampur..Sonepur.Block.Dunguripali.mita..Same.problem

  • @rashmitabarik8151
    @rashmitabarik8151 9 дней назад +1

    Sir mu click karideichi abe mu kn karibi plz kuhantu

  • @gunaguna8390
    @gunaguna8390 9 дней назад

    ଆପଣ କହି ପାରିବେ ଏ opstion କେବେ ଠୁଁ ସୋ ହେଲା ଟିକେ କହି ପାରିବେ

  • @AshokPradhan-l5d
    @AshokPradhan-l5d 9 дней назад

    Right❤❤❤❤

  • @sakambaribarik5105
    @sakambaribarik5105 9 дней назад

    Bhai eita please samadhan heu ame bahut garib loka

  • @NamitaPraharaj-h4l
    @NamitaPraharaj-h4l 9 дней назад

    Bhai plz athipain kichhi gote karantu mu bhul re aita click karideichhi

  • @poojamohanty7696
    @poojamohanty7696 9 дней назад

    Right bhai👍👍

  • @suhagisaren6631
    @suhagisaren6631 9 дней назад

    Right 👍

  • @RajalaxmiMangaraj-g1k
    @RajalaxmiMangaraj-g1k 9 дней назад

    Bhai mu b optout re klik Kari deichhi ajanatare .

  • @Riteshree__158
    @Riteshree__158 9 дней назад +1

    Apona thik kohile Bhai sarakar ahar kichhi podakhepo nai jau

  • @Manisha-lw6cn
    @Manisha-lw6cn 8 дней назад

    Bhai mora b amiti bhul hoichi

  • @subhasinimohapatra6685
    @subhasinimohapatra6685 9 дней назад

    ଠିକ୍ କହିଲେ ଭାଈ

  • @Mykitchenrecipe-l3v
    @Mykitchenrecipe-l3v 8 дней назад

    Thick kahuchanti🙏

  • @MHVillanGaminG
    @MHVillanGaminG 8 дней назад

    ନୟାଗଡ଼

  • @NarayanJena-jo8qv
    @NarayanJena-jo8qv 9 дней назад

    no2,no3 mote bhala lagila

  • @SusantaBeura-o3f
    @SusantaBeura-o3f 9 дней назад

    ଭାଇ ମୁଭୁଲକରିଦେଇଛି

    • @SusantaBeura-o3f
      @SusantaBeura-o3f 9 дней назад

      ଭାଇ ଠିକ୍, କଥା କହିଲା, ଏହାରସମାଦନବାଟକୁହ

    • @chaitanyabhoi3751
      @chaitanyabhoi3751 9 дней назад

      ମୁଁ ବି କରି ଦେଇଛି 😭😭

  • @jaymangaltirkeyrt4233
    @jaymangaltirkeyrt4233 9 дней назад

    Aapka video sab din dekhte hain bhai

  • @madhusmitasahoo1459
    @madhusmitasahoo1459 8 дней назад

    First ru apply kariki aparyanta asini paisa ...puni emiti declaretion daechi je mu bhul re mariki otp dae daechi mora katigala😢

  • @SagarikaMahakur
    @SagarikaMahakur 8 дней назад +1

    Mu bi karideici

  • @sushantbhuyan2986
    @sushantbhuyan2986 9 дней назад +1

    Bhai text ta pathei diyantu

  • @bidutranjan5811
    @bidutranjan5811 9 дней назад

    Bhai Mumbai bhul kar dijiye Micromax
    😢😢😢

  • @pabitrabehera975
    @pabitrabehera975 8 дней назад

    ଭାଇ ମୁ ବି ଭୁଲ୍ କରିଛି କଣ କଲେ ହେବ

  • @pravatimohanty3758
    @pravatimohanty3758 9 дней назад

    Media ku anantu please bhai

  • @supravatkumarbiswal540
    @supravatkumarbiswal540 7 дней назад

    Sir apana kichi karantu

  • @SahadebGiri-z6g
    @SahadebGiri-z6g 9 дней назад

    Good news

  • @jayasonurlaka5032
    @jayasonurlaka5032 9 дней назад

    ଭାଇ କଲ ଲାଗୁନି 2

  • @sadashivsahu9299
    @sadashivsahu9299 9 дней назад

    Bhai please ahar samadhan khuga ame jogya acchhu

  • @TAPANBARAL-n5x
    @TAPANBARAL-n5x 8 дней назад

    ଭାଇ ମୁ ବି ଭୁଲୁ କ ରି ଦେଇ ଚି ଏ ହା ର ସମା ଧା ନ ହେବ ଖୋର୍ଦ୍ଧା

  • @chandinidesigns
    @chandinidesigns 9 дней назад

    Thankyou sir