ବହୁତ୍ ବଡ଼ ଭୁଲ୍ କରିଦେଲି ଏ ଦେଶ କୁ ଆସିକି || BAD EXPERIENCE IN EGYPT 😡

Поделиться
HTML-код
  • Опубликовано: 22 окт 2024

Комментарии • 565

  • @Mrgajpati
    @Mrgajpati 3 часа назад +101

    ସେ ଦେଶ ର ଭିଡିଓ ପଛେ ଆମକୁ ଦରକାର ନାହିଁ 🤷‍♂️ ତମେ ଭାଇ ଆମର ଭଲରେ ଭଲରେ ସେଠାରୁ ଫେରି ଆସ ଲବ ଭାଇ ❤❤

    • @MuTraveller
      @MuTraveller  3 часа назад +30

      Bhai sabu thik hai jebo 👍

    • @Mrgajpati
      @Mrgajpati 3 часа назад +9

      ​@@MuTraveller ❤ ⚫❗⚫♥️

    • @arupanandapothal32
      @arupanandapothal32 3 часа назад +4

      Thank you bhai

    • @-sharatmahakud
      @-sharatmahakud 3 часа назад +3

      ​@@MuTravellerଭାଇ ତୋମେ ଜଲ୍ଦୀ ପଳେଇ ଆସ ଜଗନ୍ନାଥ ପ୍ରଭୁ ତମକୁ ଭଲ ରେ ଭଲରେ ତମକୁ ଆମ ପାଖକୁ ଆଣି ଆସନ୍ତୁ

    • @jitendrabhue8816
      @jitendrabhue8816 3 часа назад +1

      Dada tame feri asa se desaru

  • @BaiduBhatra-u9o
    @BaiduBhatra-u9o 4 часа назад +98

    ଦେଖୁ ଥିବା ଲୋକ କୁ request 🇮🇳 Odisha ଲୋକ like koro

  • @mu_daringbadi_vlogger
    @mu_daringbadi_vlogger 4 часа назад +30

    ଆଜିକା ଦୁନିଆରେ ସମସ୍ତେ ନିଜେ ନିଜେ ଜ୍ଞାନୀ ସେଇଥି ପାଇଁ ଏମିତି ଅସୁବିଧା ହେଉଛି god bless you bro

  • @Odia_Jhia_Puja9692
    @Odia_Jhia_Puja9692 4 часа назад +112

    କୋଉ ମାନେ ଚାହୁଁଛ ଲବ ଭାଇ ଏଇ ବାତ୍ୟା ରେ କିଛି ଟ୍ରାଭେଲ୍ ଭିଡ଼ିଓ ନ ଆଣି ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟକୁ ବି ସୁରକ୍ଷା ଦିଅନ୍ତୁ ବୋଲି 👍👍👍

    • @vloger_ajit
      @vloger_ajit 4 часа назад +4

      ବାତ୍ୟା ଟା ଓଡିଶା ରେ ହଉଛି Egypt ରେ ନୁହଁ 😅

    • @SunilkumarNayak-ky3df
      @SunilkumarNayak-ky3df 4 часа назад +1

      😅😂😂

    • @tk.subha.
      @tk.subha. 4 часа назад

      ​@@vloger_ajit😂

    • @malatigagarai4011
      @malatigagarai4011 3 часа назад +1

      କଣ Egypt ରୁ ଆସିବେ ସୁରକ୍ଷା ଦେବାକୁ ??

    • @tk.subha.
      @tk.subha. 3 часа назад

      @@vloger_ajit ଆରେ ଭାଇ କୁଆଡୁ କୁଆଡୁ ଆସୁଛନ୍ତି କେଜାଣି, ଦିଗ ବାର ଜଣା ନାହିଁ 😂

  • @rajivraita
    @rajivraita 4 часа назад +23

    Egypt -ମିଶର ବଡ ଫାରୋ ରାଜା ତେଣୁ ସେ ପ୍ରୋବ୍ଲେମ ହେଉଛି କିନ୍ତୁ ଡର ନାହିଁ ଭାଇ

  • @duniyarangamancha230
    @duniyarangamancha230 4 часа назад +107

    କଟକ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤️

  • @odiareelsofficial2024
    @odiareelsofficial2024 4 часа назад +39

    ଭଗବାନ ଙ୍କୁ ମୋର ଏତିକି ଆସା ( ଦାନା ) ବାତ୍ୟା ରେ ବେଶି କିଛି କ୍ଷତି ନହଉ 😢❤

  • @Rajani_Village_Cooking
    @Rajani_Village_Cooking 3 часа назад +7

    ଭାଇ please.please 🙏🙏🙏
    ଯଥା ଶୀଘ୍ର ସେ ଦେଶ ଛାଡି ଅନ୍ୟ ଦେଶକୁ ଯିବାପାଇଁ
    ଚେଷ୍ଟା କର

    • @Bhanjvloggersaraswati
      @Bhanjvloggersaraswati Час назад

      ଆମ ଲବ ଭାଇ ଦରିବା ଲୋକ ନୁହନ୍ତି , ଇଜିପ୍ଟ ର ଭିଡିଓ ଦେବେ ମାନେ ଦେବେ ❤❤

  • @AbhimanyoSenapati
    @AbhimanyoSenapati 3 часа назад +4

    ଲବଭାଇ ଜ‌ଉ ଦେଶରେ ଭଲନାହିଁ ସେ ଦେଶରୁ ଅନ୍ୟ ଦେଶକୁ ଯାଅ ତୁମେ ସିନା ଭଲରେ ରହିଲେ ଭିଡିଓ କରିବ ❤❤❤

  • @pradhanpradhan335
    @pradhanpradhan335 3 часа назад +8

    ଆମ ଦାରିଙ୍ଗବାଡି କୁ ମାଲେସିଆ ରୁ ଦୁଇ ଜଣ ଆସିଥିଲେ ମୁଁ ତାଙ୍କୁ guide କରିଥିଲି

    • @sk-pm2od
      @sk-pm2od 2 часа назад

      Good bhai......

  • @Deva69795
    @Deva69795 4 часа назад +39

    ଲବ ଭାଇ antarctica video ଆଣିବେ ବୋଲି
    କିଏ କିଏ ସହମତ ଅଛ like kara

  • @sukantamallik4876
    @sukantamallik4876 4 часа назад +14

    Laba bhai ra nua video asigola Jay mayurbhanj jay jagannath

  • @BHIKARIDAS-z2e
    @BHIKARIDAS-z2e 4 часа назад +7

    Please sir kou country gola bele sabu jiniso dekhiki jantu dukho lagila suni ki god bless sir😊😊❤❤❤

  • @manishpradhanallrounder8407
    @manishpradhanallrounder8407 4 часа назад +18

    ଝାରସୁଗୁଡ଼ା ରୁ କିଏ କିଏ ଦେଖୁଛ love you ❤❤❤❤❤

  • @Odia_Jhia_Puja9692
    @Odia_Jhia_Puja9692 4 часа назад +32

    ଆସନ୍ତା କାଲିର ବାତ୍ୟା ପାଇଁ ସମସ୍ତେ ସୁରକ୍ଷିତ ରୁହନ୍ତୁ🙏🙏

    • @asmitgamer899
      @asmitgamer899 4 часа назад

      Tme ete coment kanhi ki karu chha

    • @Su_resh8984
      @Su_resh8984 4 часа назад +1

      Na rahile Kan Kari paribo ki😅😊

    • @Odia_Jhia_Puja9692
      @Odia_Jhia_Puja9692 4 часа назад

      @@asmitgamer899 mo ichha

    • @Su_resh8984
      @Su_resh8984 4 часа назад

      @@asmitgamer899 କାମ କିଛି ନାହି ସେଥି ପାଇଁ ଲାଗୁଛି 😆😁😆

    • @asmitgamer899
      @asmitgamer899 4 часа назад

      @@Su_resh8984 🤣🤣

  • @taranajindegiki8981
    @taranajindegiki8981 4 часа назад +5

    ଆଜି ପାଖରୁ ବର୍ଷା ଆରମ୍ଭ ହେଇଚି... ଟିକେ ଟିକେ...କାଲି ପୂଜା କୋଉଠି ମାନିବ ଲବ ବାବୁ

  • @devilskk1955
    @devilskk1955 4 часа назад +34

    ବାତ୍ୟା ଦାନା ଆସିଲା 😢

  • @judhisthiranaik2503
    @judhisthiranaik2503 3 часа назад +3

    ଏପରି ଘଟଣା ଜାଣି ବହୁତ ଦୁଃଖ ଲାଗିଲା, ଏପରି ଦେଶକୁ ଯୁବା ଉଚିତ ନୁହେଁ 🙏ଜୟ ଜଗନ୍ନାଥ 🙏

  • @Odia_Jhia_Puja9692
    @Odia_Jhia_Puja9692 4 часа назад +37

    କାହା ଆଡେ ବର୍ଷା ପବନ ଜୋର୍ ହଉଛି ଲାଇକ୍ କର 👍👍ଆଉ କମେଣ୍ଟ୍ ରେ କୁହ👍

  • @IndraGouda-e9e
    @IndraGouda-e9e 3 часа назад +6

    ମୁ କୋରାପୁଟ ଜିଲ୍ଲାରୁ ମକା ଚାଷ ୯ ଏକର କରିଛୁ ବାତ୍ୟା ହେଵ ଭଲି ଟିଭି ରେ‌ ଦେଖାଉଛନ୍ତି ଯଦି ବାତ୍ୟା ହେଲେ ଆମ ଘର ସଂସାର ଭାସି ଯିଵ ଏକର ଏକର ଧାନ ଲୋକ ମାନଙ୍କର ନଷ୍ଟ ହେଇଯିବ ଏ ପ୍ରଭୁ ଜଗନ୍ନାଥ ରକ୍ଷା କର 😢😢😢 🙏🙏🙏

    • @ashokpanda8805
      @ashokpanda8805 3 часа назад

      ମନ ଦୁଃଖ କରନି ବାତ୍ୟା କେବେବି କୋରାପୁଟ ଯିବନି । ଜୟ ଜଗନ୍ନାଥ

    • @IndraGouda-e9e
      @IndraGouda-e9e 3 часа назад

      @@ashokpanda8805 ଦୁଇଦିନ ହେଲା ଭାଇ କୁଆଁ ପତର ବର୍ଷା ହେଲା କୋରାପୁଟ ଜୟପୁରରେ

    • @manojpradhan3184
      @manojpradhan3184 3 часа назад

      କିଛି ଅସୁବିଧା ହବନି ଭାଇ ଜୟ ଜଗନ୍ନାଥ

  • @AMITKUMAR-vx7bx
    @AMITKUMAR-vx7bx 2 часа назад +2

    ଜୋଉଠି ହଇାରାଣ ହେଉଛ ଲବଭାଇ ସେହିଦେସ ରୁ ଜେତେ ସିଘ୍ର ପାରୁଛ ଛାଡିଦିଅ ❤❤❤❤

  • @KanhaBehera123
    @KanhaBehera123 4 часа назад +11

    Dil se mayurbhanjia laba bhai ❤️🥰

  • @pradhanpradhan335
    @pradhanpradhan335 3 часа назад +3

    ପ୍ରତ୍ୟେକ ବର୍ଷ ଆମ ଦାରିଙ୍ଗବାଡି କୁ foreigner ମାନେ ବୁଲିବାକୁ ଆସନ୍ତି ।
    ମୁଁ ଭେଟିଲେ ତାଙ୍କ ସହିତ ଦୁଇ ପଦ କଥା ହୁଏ ।

  • @MohinibalaSethy-iz3fl
    @MohinibalaSethy-iz3fl 4 часа назад +9

    God bless you bro ....❤ Jay Jagannath ❤❤

  • @itz__Aum
    @itz__Aum 3 часа назад +4

    ଇଜିପ୍ଟରେ ପରମାଣୁ ବୋମା ପକେଇଦବାକୁ ଇଚ୍ଛା ହେଉଛି 😅

  • @Sriman___Ranne100K
    @Sriman___Ranne100K 2 часа назад +1

    LOVE FROM KORAPUT❤ BHAIE AMO INDIA PORI DESO AAHU KOHUTI NAHI I LOVE 💕 MY INDIA❤ ଲଭ ଭାଇ ସେ ଦେଶରୁ ଭାରତକୁ ଫେରିଆସ କାହିକି ନା ସେ ଦେଶ ଠିକ୍ ନୁହେଁ ? ଆଉ ଆପଣଙ୍କର କଣ କ୍ଷେତି ବି କରିପାରନ୍ତି ଦୟାକରି ଫେରିଆସ ❤ ଆମ ପାଇଁ ଲଭ ଭାଇ କେତେ Dangers ଦେଶରେ ଯାହି Video କରୁଛନ୍ତି । ଆପଣଙ୍କର କଥା ଶୁଣି ମନ ବହୁତ ଦୁଖ ଲାଗିଲା ଭାଇ 😢 ଆମ ଭାରତ ପରି ଦେଶ ଆଉ ପୃଥିବି ପୃଷ୍ଠରେ ନାହିଁ ❤ ଜୟ ହିନ୍ଦ || ଜୟ ଜଗନ୍ନାଥ || 🙏🙏🙏🙏🙏

  • @subham1954
    @subham1954 4 часа назад +8

    ବହୁତ୍ ସୁନ୍ଦର ଭିଡିଓ ❤❤❤❤ ଲବ ଭାଇ ଜୟ ଜଗନ୍ନାଥ ❤❤❤

  • @MrSumanmalikvlogs
    @MrSumanmalikvlogs 4 часа назад +20

    ପୁରୀ ଜିଲ୍ଲା ରୁ କୋଉ ମାନେ ଦେଖୁଚନ୍ତି like kara ଜୟ ଜଗନ୍ନାଥ ❤❤❤

  • @hrjhumarproduction633
    @hrjhumarproduction633 4 часа назад +8

    Kia kia mayurbhanj ru dekhuchu ❤❤❤

  • @SantoshJani-o8f
    @SantoshJani-o8f 2 часа назад +1

    ଲବ ଭାଇ dead sea ର ମାଟି ଲଗେଇ କି ସୁନ୍ଦର ଦେକାଯାଉଛ love you ଲବ ଭାଇ❤❤

  • @SaraSarasuyti-sz9mz
    @SaraSarasuyti-sz9mz 4 часа назад +12

    ଜୟ ଜଗନ୍ନାଥ ଭାଇ ଅସୁବିଧା କଲେ ସେଠୁ ପଳେଇ ଆସ

  • @kulamanipatra
    @kulamanipatra 3 часа назад +3

    Nice Sharing Bro 💐💯💐 ଭାଇ ମୁଁ ବାଲେଶ୍ଵର ରୁ ଆପଣଙ୍କ ଭିଡିଓ ଦେଖୁଛି (ସତରେ ଭାଇ Bhaskar News ବାଲା ତ...)

  • @Divyanshi9440
    @Divyanshi9440 4 часа назад +15

    Bhai tm video dekhiba pai mu sabu bele wait kare tm video mate bahut bhala Lage Bhai amiti video karichala love you mo bhai asa karuchi mo comments ra reply miliba dekhiba kn hauchi

  • @Rishiofficial7305
    @Rishiofficial7305 2 часа назад +1

    ଭାଇ ପଳେଇଆସ ସେ ଦେଶ ର ଭିଡିଓ ଦରକାର ନାହିଁ ,ଜୟ ଜଗନ୍ନାଥ ❤

  • @dubrajhansdah6677
    @dubrajhansdah6677 3 часа назад +4

    ଲବ ଭାଇ ତମେ ଜାଣି ନ କି ଭାସ୍କର news 📰🗞️ ହେଉଛି ଓଡିଶା ର no 1 ଭାଡୁଆ news channel ସଲା ହାରାମି channel ଟା 😂😅

  • @AKHAYAKamila
    @AKHAYAKamila 4 часа назад +2

    ବାତ୍ୟା ଦାନା ଆସିଲା ରେ ଭାଇ ମାନେ ଲୋବ ଭାଇ ଭିଡିଓ ସରିଲା ପରେ ଫୋନ ଚାର୍ଜ କରି ରଖି ଦିଅ ସବୁ ଲୋଭ ୟୁ ଲୋବ ଭାଇ ❤

  • @RashmitaBehera-mz2fl
    @RashmitaBehera-mz2fl 4 часа назад +1

    bhai tension nioni other countries ku jai ki video bonei paribe.. bas etiki bhagaban nnko pakho re prarthana karuchhi je. Apana bhalo re Asi ki odisha re pohonchintu Apana🙏

  • @Tapashofficialvlogs11
    @Tapashofficialvlogs11 4 часа назад +6

    Super video bhaijan

  • @Sasmita-g8q
    @Sasmita-g8q 20 минут назад +1

    God gives you more strength and courage to face all difficulties

  • @Mkmusicofficialy
    @Mkmusicofficialy 43 минуты назад

    🙏🙏👍👍👍❤️❤️ ଏମିତି ଛୋଟ ବଡ ଘଟଣା ଘଟେ ଭାଇ ତମ ଙ୍କୁ ମାନିବାକୁ ପଡିବ 👍👍👍

  • @MANOJAROUT-w9b
    @MANOJAROUT-w9b 3 часа назад

    Bhai tume jou message dela bahut valuable thila ,samaste learn karibe ki a world gote paribar vali ,love all serve all.thank u vai

  • @PaNdA77op
    @PaNdA77op 3 часа назад +2

    Guide ନିଅନି guide ମାନେ scammer ଥାଆନ୍ତି ❤❤

  • @nickynayak1027
    @nickynayak1027 3 часа назад +1

    Ye video CM sir dekhiba Darkar CM sir dekhile PM sir nku kahibe ki se desa ra President saha meeting rakhi kahara Emiti Asubidha na heu tanka saha katha hebe.

  • @Toony123star
    @Toony123star 3 часа назад +2

    ଈଶ୍ୱର ସମସ୍ତଙ୍କୁ ସହାୟ ହୁଅନ୍ତୁ 🙏ବାତ୍ୟା ଓଡ଼ିଶାର କିଛି କ୍ଷତି ନକରୁ

  • @BarialMurmu-tr8ty
    @BarialMurmu-tr8ty 4 часа назад +1

    Sahaso rakha Bhai bhagaban tumokuku sobubele support korebe

  • @shankarmundari7085
    @shankarmundari7085 3 часа назад +1

    Stay safe lobo bhai 🙏🏻jai jagannath

  • @JituJitu-o6t
    @JituJitu-o6t 3 часа назад +1

    ଭାଇ ଆମେ ବାତ୍ୟା ଦେଖିବାପାଇଁ ଟିକେ ପୁରୀ ଯାଉଛୁ
    ଭାଇ ଆମ ଭୁବନ ରେ ଯେ କୋଣସି ବାତ୍ୟା ର କିଛି ପ୍ରଭାବ ପଡୁନାହିଁ ଆଉ ଆମେ ବାତ୍ୟା ର କିଛି ଝଲକ ଦେଖି ପାରୁନୁ ଖାଲି ନିୟୁଜ ଶୁଣୁଛୁ ଆଉ ଭିଡିଓ ଦେଖୁଚୁ

  • @nakuladehuri9718
    @nakuladehuri9718 3 часа назад +1

    ଲବ ଭାଇ ସେ ଦେଶରୁ ଆସ ଭାରି ନହେଲେ ଅଲଗା ଦେଶକୁ ଯାଅ ସେଇଟା ଗୋଟେ ବାଳ ଦେଶ ପଳେଇ ଆସ ଭାଇ

  • @sarthaksaimohapatra2322
    @sarthaksaimohapatra2322 2 часа назад +1

    Bhai gote report dia je tume total keteta country visit kala ✈️

  • @rambabupangi-oc6vx
    @rambabupangi-oc6vx 3 часа назад +1

    ସମସ୍ତେ ଲବ ଭାଇଙ୍କ ନିମନ୍ତେ ପ୍ରଭୁ ଯୀଶୁଙ୍କ ନିକଟରେ ପ୍ରାଥନା କରିବେ, ଲବ ଭାଇଙ୍କୁ ଯେମିତିକି ପ୍ରଭୁ ଯୀଶୁ ଭଲରେ ରଖିବେ, ଆଉ କୌଣସି ଅସୁବିଧା ଲବ ଭାଇଙ୍କପ୍ରତି ନହେଉ, କାହିଁକିମାନେ ଲବ ଭାଇଙ୍କ ଦ୍ୱାରା ହିଁ ବାହାର country ଦେଖିପାରୁଛୁ..

  • @gangadhardehuri5229
    @gangadhardehuri5229 3 часа назад +1

    ଜୟ ଜଗନ୍ନାଥ 🙏ଭାଇ ନିଜକୁ ଆଗ ସୁରକ୍ଷିତ ରଖ। ଆଉ ତା ପରେ ଭିଡିଓ କର। ଶୁଣି ଦୁଃଖ ଲାଗିଲା।🥺🥺

  • @BapujikumarSahoo-n6f
    @BapujikumarSahoo-n6f 4 часа назад +1

    Laba bhai Tume chinta karani Jadi b Egp re kichhi asibidha hua Ta hele india wala Kebe magana re chhadi beni ..Fire fire egpty heijiba Tumar jtk Fan follower achhanti chhadibeni . Indian kichhi gote action neba ..mu mo katha kohuchhu mu sabu bele tuma support re achhi

  • @RamakantaDehury-m7e
    @RamakantaDehury-m7e 4 часа назад +3

    ଆମ ଓଡିଶା କୁ ଡାକିଆଣ ଇଜୀଟ୍ ଲୂକକୁ

  • @SoniDebasispanda
    @SoniDebasispanda 3 часа назад

    Thank you laba bhai aapana ate asubidhare thai bi aama mananka katha bhabuca aapana aapanka dekhi canhi video karantu kanhiki na sabu desa loka saman nuhanti na so be care full

  • @MohandasBadanayak
    @MohandasBadanayak 4 часа назад +2

    Mood off ଲଭ ଭାଇ 😂sad news

  • @binapanimohapatra2879
    @binapanimohapatra2879 3 часа назад

    Bhalare ruha Laba God nka upare faith rakha sabu thik chaliba❤❤❤❤

  • @Bhanjvloggersaraswati
    @Bhanjvloggersaraswati Час назад +1

    ଲବ ଭାଇ ପରି vlogger ହେବା କଷ୍ଟକର କିନ୍ତୁ ଅସମ୍ଭବ ନୁହେଁ, କଲିଜା ହେବା ଦରକାର ଜୟ ଓଡିଶା ❤❤

  • @NSMiraclevloggers
    @NSMiraclevloggers 3 часа назад +1

    I Love Mayurbhanj ❤️

  • @ABHILASHCREATION143
    @ABHILASHCREATION143 4 часа назад +2

    SAMBALPUR ରୁ କିଏ କିଏ ଦେଖୁଛ love you 💕

  • @durjyasanta8223
    @durjyasanta8223 2 часа назад +1

    ବହୁତ ଦୁଃଖର କଥା ଭାଇ ଜୟ ଜଗନ୍ନାଥ 😂😂😂

  • @Rishiofficial7305
    @Rishiofficial7305 2 часа назад +1

    ଭାଇ ବୋହୁତ ସୁନ୍ଦର ଭାବରେ ବୁଝେଇଲ 😊

  • @abhiramx2656
    @abhiramx2656 4 часа назад +2

    ଆଗ ଭିଡିଓ ଅପେକ୍ଷା ଏହି ଭିଡିଓ କ୍ୟାଲିଟି ଭଲ ଅଛି ଭାଇ ❤ from Malkangiri

  • @RD123.........
    @RD123......... 3 часа назад +1

    ଆମ ଘର ସିମୁଳିଆ Block, near Betada

  • @bikrampramanik8836
    @bikrampramanik8836 4 часа назад +2

    2:00 love from jagatsingh pur

  • @sarthaksaimohapatra2322
    @sarthaksaimohapatra2322 Час назад

    ଲବ ଭାଇ next କୋଉ ଦେଶ target ରେ ରଖିଛ, sudan ରେ ଅଧିକ pyramid achi but ସେଇଟା ଏତେ safe country ନୁହେଁ

  • @aghnukumartudu1853
    @aghnukumartudu1853 4 часа назад +1

    27 mints huy na ing mobaile re pura bes ing Nel Tama ar okoy ko pe Giridih jila khon pe Nel da 🙏🙏❤️🥰 gi dada

  • @subanya2018
    @subanya2018 3 часа назад +1

    Jay jagannath bhai

  • @minusingh6506
    @minusingh6506 3 часа назад

    He bhagwan bhai palei aasa but kichhi problem jemiti no hue nija prati emiti abujha desha kichi bujhantini etiki re aame jani parilu se desha ku amara jibarabi nahi 😢

  • @rajarani_rihan
    @rajarani_rihan 4 часа назад +5

    JAY JAGANNATH BHAI 🥰🥰

  • @harishnimala5911
    @harishnimala5911 3 часа назад

    Bro....Prabhu Jagannath kruparu sabu thik hoi jibi
    Jay Jagannath

  • @kahnucharanhembram5845
    @kahnucharanhembram5845 4 часа назад +1

    Couch surfing need in Egypt.Otherwise left Egypt..

  • @swarnapravasahoo4258
    @swarnapravasahoo4258 Час назад

    God bless uhh...satare vai bht struggle karucha

  • @mangalmarndiofficial4589
    @mangalmarndiofficial4589 23 минуты назад +1

    ଦାନା ବାତ୍ୟା ରେ ନିଶା ମହାରଣା ମୋରୁ bholo ହେବ

  • @bikashvlog7930
    @bikashvlog7930 3 часа назад

    God is with you Laba Bhai make a good video👍👍

  • @Bramhananda19
    @Bramhananda19 2 часа назад

    ଭାଈ କିଛି problem ହଉଚି ତ ପଳିଆଶ ରୁହନି ସେଠି ❤❤❤

  • @ajayakumar850
    @ajayakumar850 4 часа назад +1

    ଲବ ଭାଇ ସେଠୁପଳିଆସନ୍ତୂ ଜୟ ଜଗନ୍ନାଥ 🙏

  • @riyabbhuyan2513
    @riyabbhuyan2513 3 часа назад

    ଲବ ଭାଇ ଆପଣ କଛି କରିପାରିବେ ନାହିଁ ପ୍ରଭୁ ଆପଣ ପାକରେ ରହନ୍ତି

  • @damanisanta
    @damanisanta 4 часа назад

    Jete bipada aasile modya God tomara sahita sabu time re ruhantu bhai

  • @khirabdhijuad142
    @khirabdhijuad142 3 часа назад +1

    Lord Shiva bless U laba bro love from Kalahandi ❤

  • @hembrambabuproduction2349
    @hembrambabuproduction2349 3 часа назад

    ezipt ୟାନୀ ମିଶର, ହାରାମି ରାଜା ମାନେ ଥିଲେ,ଏବେ ବି ଲୋକ ମାନେ ହାରାମୀ ଅଟନ୍ତି,ସେମାନଙ୍କ ହୃଦୟ ପଶୁର ହୃଦୟ,ମିଶର ର ଇତିହାସ ବହୁତ,କିନ୍ତୁ danger history ,ପଲେଇ ଆସ,ଲବ ଭାଇ,

  • @manojdalei1105
    @manojdalei1105 2 часа назад

    Jay Jagannath laba vai back ground video recorder load kariki video kara

  • @pintusahoo-informative
    @pintusahoo-informative 3 часа назад

    Laba bhai please change the country..... because if you are safe then we will be able to see other country and their culture

  • @jayshreeram929
    @jayshreeram929 2 часа назад

    ଜୟ ଜନଗନ୍ନାଥ 🙏🙏🙏
    ଭାଇ ତମେ ଆଗକୁ ଆଗକୁ ମାଡ଼ି ଚାଲ
    ଆମେ ତମ ସହିତ ଅଛୁ,

  • @maabarakanyacreation7173
    @maabarakanyacreation7173 3 часа назад +1

    Se Bala bhaskara news

  • @RatanHansdahRatan-bk9vb
    @RatanHansdahRatan-bk9vb 3 часа назад

    Laba bhaie tume chinta koro kn kole bholo rohibo ❤❤

  • @pranatiroutray5726
    @pranatiroutray5726 2 часа назад

    ସବୁ ଠି ଭଲ ହେବ ମାନେ ନାହିଁ।ସବୁ ଦେଶ ରେ ଅଲଗା ଅଲଗା mentality
    ମନ ଦୁଃଖ ନକରି ଆଗକୁ ଚାଲ।❤

  • @SibaSibanath-wq2vq
    @SibaSibanath-wq2vq 4 часа назад +1

    Be careful bro you safely travelling

  • @Bhagabansamal-s2s
    @Bhagabansamal-s2s 3 часа назад

    Jinaba nare belebe yemiti ghate hele agaku chala bateraho brother

  • @mahendrapradhani2925
    @mahendrapradhani2925 3 часа назад

    Laba Bhai don't fear.god bless you.

  • @manumurmu4511
    @manumurmu4511 2 часа назад

    ଆଜିକାର date ରେ ଲୋକମାନେ ନିଜକୁ ବାହୁବଳୀ ଭାବନ୍ତି , ଲାଷ୍ଟରେ ହାତ ଉଠେଇ ବାକୁ ପଛାନ୍ତି ନାହିଁ l ଏତିକି କହିବି ସେଠାକାର ଲୋକ ଅଲଗା ଦେଶର travelers କୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍ କରନ୍ତୁ l ଏତେ ଟେନ୍ ସନ୍ ହେବନି, ବହୁତ ଦୁଃଖ ଲାଗିଲା ଭାଈ .... ଜୟ ଜଗନ୍ନାଥ

  • @tapasnath549
    @tapasnath549 3 часа назад +1

    Switzerland jao bhai ❤❤❤❤

  • @kanhudwibedi8030
    @kanhudwibedi8030 4 часа назад

    No sad no tension free mind re video shut karantu aau video share krantu jay hind sir

  • @sabirnaik5816
    @sabirnaik5816 3 часа назад

    ❤❤❤❤ Se Love you Lobo Bhai Jay Jagarnath 🙏👍👍

  • @Psvlogging01
    @Psvlogging01 3 часа назад +1

    ଭଂଜନଗର ଭାଇ କିଏ କିଏ ଦେଖୁଛ ଲାଇକି କର ❤️❤️

  • @ArmyLover_09
    @ArmyLover_09 4 часа назад +9

    Video pokeiba timing tk thik କର ଲବ ଭାଇ

    • @akbehera5747
      @akbehera5747 4 часа назад +3

      Tamar kn problem 😮😮

    • @ArmyLover_09
      @ArmyLover_09 4 часа назад

      @@akbehera5747 ମୋର problem nuho , ଦିନ ରେ upload kale , ଅଧିକ views ଯାଇପାରେ,,,,,

    • @Podcasto7682
      @Podcasto7682 4 часа назад +2

      Se gote Manisha Robot nuhe

    • @PadmanBisoi-f7y
      @PadmanBisoi-f7y 4 часа назад +1

      Are Bhai tu jau jagare ahu hebe 10pm hehichi hele laba bhai jouti achi sehi jagare 8am

    • @bapunsahu
      @bapunsahu 4 часа назад +1

      Tu no dekhh

  • @SipunBaitha
    @SipunBaitha 3 часа назад

    Bahi Kushi🙏🙏 video dio ❤❤ I am waiting⏳😮

  • @manasinayak3986
    @manasinayak3986 Час назад

    Dear Laba, ଆମ ଫୋକସ full ତୁମ ଉପରେ।।ଆମେ ତୁମକୁ ଦେଖୁ ଆଉ ତୁମକୁ ଵୁଝୁ।।ତେଣୁ ଆମେ ତୁମ ଲାଗି ଗର୍ବିତ।।🙏

  • @Gudulifamilyvlog
    @Gudulifamilyvlog 2 часа назад

    ଏମିତିଆ ଦେସଜୁ ଜଅ ନହିଁ
    Jay Jagannath
    Like 1

  • @bhagabanrana1264
    @bhagabanrana1264 3 часа назад

    Bhai Davud Akhunjada ra video dekha sia recent egypt jaithila

  • @debendrakumarmalik4232
    @debendrakumarmalik4232 3 часа назад

    ଜୟ ଜଗନ୍ନାଥ 🙏🙏🙏god bless u bhai