God bless you my lovely brother please you come back to our country No required the video for us please you back from Ijipt lord jagannath give you correg please comeback
Ye video CM sir dekhiba Darkar CM sir dekhile PM sir nku kahibe ki se desa ra President saha meeting rakhi kahara Emiti Asubidha na heu tanka saha katha hebe.
Egypt Indian Embassy 🇮🇳 should be take action immediately ✊🏻🇮🇳 Laba bro Move form that country soon Stay well stay safe 🙏🏻 love from Murshidabad West Bengal ❤
Rajani Tame jauna laba ku nei anya desha ku tike buliki ashiba tamara bahut chinta nija maa bapa katha bhabe batya ashuchi kahila kan na laba feri asha
Bhai tm video dekhiba pai mu sabu bele wait kare tm video mate bahut bhala Lage Bhai amiti video karichala love you mo bhai asa karuchi mo comments ra reply miliba dekhiba kn hauchi
bhai tension nioni other countries ku jai ki video bonei paribe.. bas etiki bhagaban nnko pakho re prarthana karuchhi je. Apana bhalo re Asi ki odisha re pohonchintu Apana🙏
ସେ ଦେଶ ର ଭିଡିଓ ପଛେ ଆମକୁ ଦରକାର ନାହିଁ 🤷♂️ ତମେ ଭାଇ ଆମର ଭଲରେ ଭଲରେ ସେଠାରୁ ଫେରି ଆସ ଲବ ଭାଇ ❤❤
Bhai sabu thik hai jebo 👍
@@MuTraveller ❤ ⚫❗⚫♥️
Thank you bhai
@@MuTravellerଭାଇ ତୋମେ ଜଲ୍ଦୀ ପଳେଇ ଆସ ଜଗନ୍ନାଥ ପ୍ରଭୁ ତମକୁ ଭଲ ରେ ଭଲରେ ତମକୁ ଆମ ପାଖକୁ ଆଣି ଆସନ୍ତୁ
Dada tame feri asa se desaru
ଦେଖୁ ଥିବା ଲୋକ କୁ request 🇮🇳 Odisha ଲୋକ like koro
କୋଉ ମାନେ ଚାହୁଁଛ ଲବ ଭାଇ ଏଇ ବାତ୍ୟା ରେ କିଛି ଟ୍ରାଭେଲ୍ ଭିଡ଼ିଓ ନ ଆଣି ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟକୁ ବି ସୁରକ୍ଷା ଦିଅନ୍ତୁ ବୋଲି 👍👍👍
ବାତ୍ୟା ଟା ଓଡିଶା ରେ ହଉଛି Egypt ରେ ନୁହଁ 😅
😅😂😂
@@vloger_ajit😂
କଣ Egypt ରୁ ଆସିବେ ସୁରକ୍ଷା ଦେବାକୁ ??
@@vloger_ajit ଆରେ ଭାଇ କୁଆଡୁ କୁଆଡୁ ଆସୁଛନ୍ତି କେଜାଣି, ଦିଗ ବାର ଜଣା ନାହିଁ 😂
ଆମ ଦାରିଙ୍ଗବାଡି କୁ ମାଲେସିଆ ରୁ ଦୁଇ ଜଣ ଆସିଥିଲେ ମୁଁ ତାଙ୍କୁ guide କରିଥିଲି
Good bhai......
Thank you bro ❤
Very good ..
ଲବଭାଇ ଜଉ ଦେଶରେ ଭଲନାହିଁ ସେ ଦେଶରୁ ଅନ୍ୟ ଦେଶକୁ ଯାଅ ତୁମେ ସିନା ଭଲରେ ରହିଲେ ଭିଡିଓ କରିବ ❤❤❤
ଜୀବନ ରେ ସଫଳତା ପାଇବାକୁ ହେଲେ ଏମିତି ଛୋଟ ଛୋଟ ସମସ୍ୟା ଦେଇ ଗତି କରିବାକୁ ପଡେ ବ୍ରୋ....କିନ୍ତୁ ତୁମକୁ ମୁଁ ଯାହା ଜାଣିଛି ତମେ ଅସୁବିଧା ଭିତରେ ଥାଇ ମଧ୍ୟ ଭିଡିଓ ବନେଇ ପାରିବ ସେ ଅଭିଜ୍ଞତା ଲବ ଭାଇର ଅଛି...ଭଗବାନ୍ ଙ୍କୁ ପ୍ରାର୍ଥନା କରୁଛି ଲବ ଭାଇର କିଛି ବି ଅସୁବିଧା ନ ହେଉ. .ଜୟ ଜଗନ୍ନାଥ 🙏🙏🙏 ❤❤❤❤❤ from keondujharia.
ଯାହାହେଉ, ଭାସ୍କର କଥା ଯାହା କହିଲ ବହୁତ ହସିଲି, କାରଣ ଗର୍ଜନ କରି ଯେମିତି କହେ ରେ ଲବ, ରାଗ ହୁଏ
Hn bhai 😅😅
ଆଜିକା ଦୁନିଆରେ ସମସ୍ତେ ନିଜେ ନିଜେ ଜ୍ଞାନୀ ସେଇଥି ପାଇଁ ଏମିତି ଅସୁବିଧା ହେଉଛି god bless you bro
ଲବ ଭାଇ ସତରେ ସେ ଦେଶର ଭିଡିଓ ଆମକୁ ଦରକାର ନାହିଁ ତମେ ଭଲରେ ଭଲରେ ସେଠୁ ବାହାରି ଆସେ ❤❤❤❤ ଲବ ଭାଇ ଜୟ ଜଗନ୍ନାଥ ❤❤❤
Bhai tome ferre aso thik thak se🥰🥰🥰🥰🥰🥰🥰
ଭଗବାନ ଙ୍କୁ ମୋର ଏତିକି ଆସା ( ଦାନା ) ବାତ୍ୟା ରେ ବେଶି କିଛି କ୍ଷତି ନହଉ 😢❤
Nahau nuhe hau 😅😂
ତ ଗାଣ୍ଡି ଉଡିଯିବରେ ବାତ୍ୟା ରେ
ଲଭ ବାଈ very nice massage
Laba bhai ra nua video asigola Jay mayurbhanj jay jagannath
ଏପରି ଘଟଣା ଜାଣି ବହୁତ ଦୁଃଖ ଲାଗିଲା, ଏପରି ଦେଶକୁ ଯୁବା ଉଚିତ ନୁହେଁ 🙏ଜୟ ଜଗନ୍ନାଥ 🙏
ଲବ ଭାଇ dead sea ର ମାଟି ଲଗେଇ କି ସୁନ୍ଦର ଦେକାଯାଉଛ love you ଲବ ଭାଇ❤❤
Bhai tame sabu bele bhala re tha❤️
@ମୁଁ traveller
LOVE FROM KORAPUT❤ BHAIE AMO INDIA PORI DESO AAHU KOHUTI NAHI I LOVE 💕 MY INDIA❤ ଲଭ ଭାଇ ସେ ଦେଶରୁ ଭାରତକୁ ଫେରିଆସ କାହିକି ନା ସେ ଦେଶ ଠିକ୍ ନୁହେଁ ? ଆଉ ଆପଣଙ୍କର କଣ କ୍ଷେତି ବି କରିପାରନ୍ତି ଦୟାକରି ଫେରିଆସ ❤ ଆମ ପାଇଁ ଲଭ ଭାଇ କେତେ Dangers ଦେଶରେ ଯାହି Video କରୁଛନ୍ତି । ଆପଣଙ୍କର କଥା ଶୁଣି ମନ ବହୁତ ଦୁଖ ଲାଗିଲା ଭାଇ 😢 ଆମ ଭାରତ ପରି ଦେଶ ଆଉ ପୃଥିବି ପୃଷ୍ଠରେ ନାହିଁ ❤ ଜୟ ହିନ୍ଦ || ଜୟ ଜଗନ୍ନାଥ || 🙏🙏🙏🙏🙏
God bless you my lovely brother please you come back to our country No required the video for us please you back from Ijipt lord jagannath give you correg please comeback
Dil se mayurbhanjia laba bhai ❤️🥰
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
Ye video CM sir dekhiba Darkar CM sir dekhile PM sir nku kahibe ki se desa ra President saha meeting rakhi kahara Emiti Asubidha na heu tanka saha katha hebe.
ଏ ଭାଇ ଜଣକ ହେଉଛନ୍ତି ଗୋଟେ ଭଲ ବ୍ଲଗର... ବହୁତ କିଛି ଶିଖିବାକୁ ମିଳେ... ବହୁତ ବହୁତ ଧନ୍ୟବାଦ... 🙏
ମୁ କୋରାପୁଟ ଜିଲ୍ଲାରୁ ମକା ଚାଷ ୯ ଏକର କରିଛୁ ବାତ୍ୟା ହେଵ ଭଲି ଟିଭି ରେ ଦେଖାଉଛନ୍ତି ଯଦି ବାତ୍ୟା ହେଲେ ଆମ ଘର ସଂସାର ଭାସି ଯିଵ ଏକର ଏକର ଧାନ ଲୋକ ମାନଙ୍କର ନଷ୍ଟ ହେଇଯିବ ଏ ପ୍ରଭୁ ଜଗନ୍ନାଥ ରକ୍ଷା କର 😢😢😢 🙏🙏🙏
ମନ ଦୁଃଖ କରନି ବାତ୍ୟା କେବେବି କୋରାପୁଟ ଯିବନି । ଜୟ ଜଗନ୍ନାଥ
@@ashokpanda8805 ଦୁଇଦିନ ହେଲା ଭାଇ କୁଆଁ ପତର ବର୍ଷା ହେଲା କୋରାପୁଟ ଜୟପୁରରେ
କିଛି ଅସୁବିଧା ହବନି ଭାଇ ଜୟ ଜଗନ୍ନାଥ
Ama Koraput hebani bhai
Ku gaon bhai tomoro 2:27
Super video bhaijan
ଜୋଉଠି ହଇାରାଣ ହେଉଛ ଲବଭାଇ ସେହିଦେସ ରୁ ଜେତେ ସିଘ୍ର ପାରୁଛ ଛାଡିଦିଅ ❤❤❤❤
Egypt Indian Embassy 🇮🇳 should be take action immediately ✊🏻🇮🇳 Laba bro Move form that country soon
Stay well stay safe 🙏🏻 love from Murshidabad West Bengal ❤
ଏପରି ଘଟଣା ଜାଣି ବହୁତ ଦୁଃଖ ଲାଗିଲା😢ଜୟ ଜଗନ୍ନାଥ ଭାଇ 🙏🙏🙏
😢😢😢
😮😮😮
Se country kn pain gala brother God bless you
ଭାଇ please.please 🙏🙏🙏
ଯଥା ଶୀଘ୍ର ସେ ଦେଶ ଛାଡି ଅନ୍ୟ ଦେଶକୁ ଯିବାପାଇଁ
ଚେଷ୍ଟା କର
ଆମ ଲବ ଭାଇ ଦରିବା ଲୋକ ନୁହନ୍ତି , ଇଜିପ୍ଟ ର ଭିଡିଓ ଦେବେ ମାନେ ଦେବେ ❤❤
Rajani Tame jauna laba ku nei anya desha ku tike buliki ashiba tamara bahut chinta nija maa bapa katha bhabe batya ashuchi kahila kan na laba feri asha
I love your coment verry nice
Laba bhai amara believe ochi kehi laba bhainku kichibi kari paribe nahi aeita amara biswas ochi😊
ଇଜିପ୍ଟରେ ପରମାଣୁ ବୋମା ପକେଇଦବାକୁ ଇଚ୍ଛା ହେଉଛି 😅
ହା ହା ଭାଇ ଅଛି ହେଲେ ପକେଇଦିa
Tamara kichi hebani lababhai... jagannath 🙏 probhu..achanti... love from Rayagada
Nice Sharing Bro 💐💯💐 ଭାଇ ମୁଁ ବାଲେଶ୍ଵର ରୁ ଆପଣଙ୍କ ଭିଡିଓ ଦେଖୁଛି (ସତରେ ଭାଇ Bhaskar News ବାଲା ତ...)
🙏🙏👍👍👍❤️❤️ ଏମିତି ଛୋଟ ବଡ ଘଟଣା ଘଟେ ଭାଇ ତମ ଙ୍କୁ ମାନିବାକୁ ପଡିବ 👍👍👍
Kia kia mayurbhanj ru dekhuchu ❤❤❤
Labo BH tamoro Kichi b hoboni..
Bhagwan achonti tamo pakhe...❤sabu bele aamoro support rohibo
2:00 love from jagatsingh pur
ଲବ ଭାଇ କର ଭିଡିଓ ଦେଖି ବହୁତ ଭଲ ଲାଗୁଛି ଏମିତି ସବୁବେଳେ ଖୁସି ଥାଅ ,ଜୟ ଜଗନ୍ନାଥ,
God bless you bro ....❤ Jay Jagannath ❤❤
Bhalare ruha Laba God nka upare faith rakha sabu thik chaliba❤❤❤❤
Egypt -ମିଶର ବଡ ଫାରୋ ରାଜା ତେଣୁ ସେ ପ୍ରୋବ୍ଲେମ ହେଉଛି କିନ୍ତୁ ଡର ନାହିଁ ଭାଇ
ଜୟ ଜନଗନ୍ନାଥ 🙏🙏🙏
ଭାଇ ତମେ ଆଗକୁ ଆଗକୁ ମାଡ଼ି ଚାଲ
ଆମେ ତମ ସହିତ ଅଛୁ,
Please sir kou country gola bele sabu jiniso dekhiki jantu dukho lagila suni ki god bless sir😊😊❤❤❤
Sahaso rakha Bhai bhagaban tumokuku sobubele support korebe
Bhai tm video dekhiba pai mu sabu bele wait kare tm video mate bahut bhala Lage Bhai amiti video karichala love you mo bhai asa karuchi mo comments ra reply miliba dekhiba kn hauchi
Jau state re risk achhi se jagare tame sabdhan rahiba abashyak. Tamara Bahu kichhi. Lose hei pare. . thank you ❤️❤️
କଟକ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤️
Yes
Bgr
ଆରେ ଭାଇ କଟକ କଣ ଗୋଟେ ଜିଲ୍ଲା
Mu
To maku katak Kia gihau chhanti
Bhai tume jou message dela bahut valuable thila ,samaste learn karibe ki a world gote paribar vali ,love all serve all.thank u vai
ଲବ ଭାଇ ପରି vlogger ହେବା କଷ୍ଟକର କିନ୍ତୁ ଅସମ୍ଭବ ନୁହେଁ, କଲିଜା ହେବା ଦରକାର ଜୟ ଓଡିଶା ❤❤
God gives you more strength and courage to face all difficulties
ପ୍ରତ୍ୟେକ ବର୍ଷ ଆମ ଦାରିଙ୍ଗବାଡି କୁ foreigner ମାନେ ବୁଲିବାକୁ ଆସନ୍ତି ।
ମୁଁ ଭେଟିଲେ ତାଙ୍କ ସହିତ ଦୁଇ ପଦ କଥା ହୁଏ ।
May the almighty God protect you, guide you and bless you abundantly Brother!🙏
ଜୟ ଜଗନ୍ନାଥ 🙏ଭାଇ ନିଜକୁ ଆଗ ସୁରକ୍ଷିତ ରଖ। ଆଉ ତା ପରେ ଭିଡିଓ କର। ଶୁଣି ଦୁଃଖ ଲାଗିଲା।🥺🥺
ବହୁତ ସୁନ୍ଦର ସାର ମତେ ବି ଟିକେ ସାହାଯ୍ୟ କରନ୍ତୁ ସାର ମୋ ୟୁଟୁବ ଚୈନାଲ #Pcnb_log #Pcn_blog
ଆସନ୍ତା କାଲିର ବାତ୍ୟା ପାଇଁ ସମସ୍ତେ ସୁରକ୍ଷିତ ରୁହନ୍ତୁ🙏🙏
Tme ete coment kanhi ki karu chha
Na rahile Kan Kari paribo ki😅😊
@@asmitgamer899 mo ichha
@@asmitgamer899 କାମ କିଛି ନାହି ସେଥି ପାଇଁ ଲାଗୁଛି 😆😁😆
@@Su_resh8984 🤣🤣
Bhai thare japan jao teeth regrew medicine bisa yare Video bano
ଆଜି ପାଖରୁ ବର୍ଷା ଆରମ୍ଭ ହେଇଚି... ଟିକେ ଟିକେ...କାଲି ପୂଜା କୋଉଠି ମାନିବ ଲବ ବାବୁ
Stay safe lobo bhai 🙏🏻jai jagannath
ଝାରସୁଗୁଡ଼ା ରୁ କିଏ କିଏ ଦେଖୁଛ love you ❤❤❤❤❤
Me
ଜୟ ଶ୍ରୀ ରାମ ଲବବେଟା ଯେତେ ଶିଘ୍ର ପାରୁଛ ସେ ଦେଶ ଛାଡି ଚାଲି ଆସ ବା ଅନ୍ଯ ଦେଶ କୁ ଚାଲି ଯାଅ କନ୍ଧମାଳରୁ❤❤❤❤
JAY JAGANNATH BHAI 🥰🥰
U are our hero Laba.. Jay jaganntha
ଦାନା ବାତ୍ୟା ରେ ନିଶା ମହାରଣା ମୋରୁ bholo ହେବ
Brother allways u r doing good job but be careful...all countries mind set different
ଜୟ ଜଗନ୍ନାଥ ଭାଇ ଅସୁବିଧା କଲେ ସେଠୁ ପଳେଇ ଆସ
Bhai mu apana nka video banglore ru dekhuchi sabu video dekhe bhai mate bahut bhala lage bhai 😊❤
ଭାଇ ସେ ଦେଶର ଭିଡିଓ ଆମକୁ ଦରକାର ନାହି ଆପଣ ଭଲରେ ରୁହ, ଆଉ ଲବ ଭାଇକୁ ଲାଇକ୍ କର
Laba Bhai don't fear.god bless you.
ଈଶ୍ୱର ସମସ୍ତଙ୍କୁ ସହାୟ ହୁଅନ୍ତୁ 🙏ବାତ୍ୟା ଓଡ଼ିଶାର କିଛି କ୍ଷତି ନକରୁ
Jaldi palei asa bhai plz
ଆଗ ଭିଡିଓ ଅପେକ୍ଷା ଏହି ଭିଡିଓ କ୍ୟାଲିଟି ଭଲ ଅଛି ଭାଇ ❤ from Malkangiri
ଲବ ଭାଇ next କୋଉ ଦେଶ target ରେ ରଖିଛ, sudan ରେ ଅଧିକ pyramid achi but ସେଇଟା ଏତେ safe country ନୁହେଁ
ଲବ ଭାଇ ତମେ ଜାଣି ନ କି ଭାସ୍କର news 📰🗞️ ହେଉଛି ଓଡିଶା ର no 1 ଭାଡୁଆ news channel ସଲା ହାରାମି channel ଟା 😂😅
ହଁ ରେ ଭାଇ 😅😅
Laba Bhai mu bhadrak .basudevpur ruu Tama vidio dekhuchi .. ❤❤ 🥰🥰😍😍
ଆମ ଘର ସିମୁଳିଆ Block, near Betada
I am form basudev pur bro
Laba bhaie tume chinta koro kn kole bholo rohibo ❤❤
ବାତ୍ୟା ଦାନା ଆସିଲା ରେ ଭାଇ ମାନେ ଲୋବ ଭାଇ ଭିଡିଓ ସରିଲା ପରେ ଫୋନ ଚାର୍ଜ କରି ରଖି ଦିଅ ସବୁ ଲୋଭ ୟୁ ଲୋବ ଭାଇ ❤
bhai tension nioni other countries ku jai ki video bonei paribe.. bas etiki bhagaban nnko pakho re prarthana karuchhi je. Apana bhalo re Asi ki odisha re pohonchintu Apana🙏
SAMBALPUR ରୁ କିଏ କିଏ ଦେଖୁଛ love you 💕
Jay Jagannath Jay odisha Jay bharat super hero Bhai 💪💪💪💪😎💪😎😎💪
1st view
1st like
1st comment
Love you Laba Bhai❤
27 mints huy na ing mobaile re pura bes ing Nel Tama ar okoy ko pe Giridih jila khon pe Nel da 🙏🙏❤️🥰 gi dada
Guide ନିଅନି guide ମାନେ scammer ଥାଆନ୍ତି ❤❤
Laba Bhai tume bhalare Fariba drakara.
Mood off ଲଭ ଭାଇ 😂sad news
Bahi Kushi🙏🙏 video dio ❤❤ I am waiting⏳😮
ଆମ ଓଡିଶା କୁ ଡାକିଆଣ ଇଜୀଟ୍ ଲୂକକୁ
ଭାଈ କିଛି problem ହଉଚି ତ ପଳିଆଶ ରୁହନି ସେଠି ❤❤❤
ଲବ ଭାଇ antarctica video ଆଣିବେ ବୋଲି
କିଏ କିଏ ସହମତ ଅଛ like kara
Jay Jagannath laba vai back ground video recorder load kariki video kara
ପୁରୀ ଜିଲ୍ଲା ରୁ କୋଉ ମାନେ ଦେଖୁଚନ୍ତି like kara ଜୟ ଜଗନ୍ନାଥ ❤❤❤
Mo ghara Puri
Jay Jagannath bhai ❤@@RBbasudev75
0:24 Bhaskar news supermercy 🤣🤣🤣🤣
ବାତ୍ୟା ଦାନା ଆସିଲା 😢
ତମ ଘରେ ଧାନ ନାହିଁ କି
Nai reeee vaiii
ଯେ ଆମର କେ ଝଡଲା
@@mahendrabag7430 where are you from bro
ଆସୁ ଆମେ ରେଡି
Jete bipada aasile modya God tomara sahita sabu time re ruhantu bhai
ସମସ୍ତେ ଲବ ଭାଇଙ୍କ ନିମନ୍ତେ ପ୍ରଭୁ ଯୀଶୁଙ୍କ ନିକଟରେ ପ୍ରାଥନା କରିବେ, ଲବ ଭାଇଙ୍କୁ ଯେମିତିକି ପ୍ରଭୁ ଯୀଶୁ ଭଲରେ ରଖିବେ, ଆଉ କୌଣସି ଅସୁବିଧା ଲବ ଭାଇଙ୍କପ୍ରତି ନହେଉ, କାହିଁକିମାନେ ଲବ ଭାଇଙ୍କ ଦ୍ୱାରା ହିଁ ବାହାର country ଦେଖିପାରୁଛୁ..
Lord Shiva bless U laba bro love from Kalahandi ❤
କାହା ଆଡେ ବର୍ଷା ପବନ ଜୋର୍ ହଉଛି ଲାଇକ୍ କର 👍👍ଆଉ କମେଣ୍ଟ୍ ରେ କୁହ👍
Tume kaunthi ghoro bls na Bhadrak 😅
Amara Cuttack re
Nain ama adde nahin
Amara kendharpada
Ohh Achha @@Banty_Vibes
Abastha dekho vai nohele amodeshaku palei aso volore.I HOPE GOD BLESS YOU ❤
ଵାରିପଦା ରୁ କିଏ କିଏ ଅଛ ାା ଲବ ଭାଇଙ୍କ ପାଇଁ ଗୋଟିଏ ଲାଇକ୍ ହେଇଯାଉ ାା 😊😊😊
Jay Jagannath Rd kendrapara talchua odisha