କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ?

Поделиться
HTML-код
  • Опубликовано: 26 окт 2024

Комментарии • 30

  • @UpendraNayak-hd5qt
    @UpendraNayak-hd5qt 2 месяца назад +17

    ତାରା ପ୍ରସାଦ ବାହିନୀପତି ଙ୍କୁ ପିସିସି ସଭାପତି କରା ଯାଉ
    ମୁଁ BJD କର୍ମୀ ଏଇ ପ୍ରଶଂସା କରୁଛି

  • @DrDhirendraMohanty
    @DrDhirendraMohanty 2 месяца назад +7

    ତାରାପ୍ରସାଦ ବାହିନୀପତି ହେଲେ ବହୁତ ଭଲ,

  • @UpendraNayak-hd5qt
    @UpendraNayak-hd5qt 2 месяца назад +9

    ତାରା ପ୍ରସାଦ ବାହିନୀପତି ଙ୍କୁ ପିସିସି ସଭାପତି ପଦ ନଦେଲେ ଇସ୍ତପା ନିଶ୍ଚୟ ଦେବେ

  • @SunaramSundi123
    @SunaramSundi123 2 месяца назад +1

    Tara Prasad ବାହିନୀ ମୁହଁରେ ଦମ୍ ଅଛି ବଡି ଠିକ୍ ଅଛି ସେ ହେଉନ୍ତୁ

  • @bijaysagadia576
    @bijaysagadia576 2 месяца назад +4

    ତାରା

  • @ramakantanayak8470
    @ramakantanayak8470 2 месяца назад +2

    ମୁଁ ଜଣେ କଂଗ୍ରେସ୍ କର୍ମୀ ମୁଚାହେଁ ମହମ୍ମଦ ମୋକିମ ସଭାପତି ହୁଅନ୍ତୁ

  • @narayanmedia3560
    @narayanmedia3560 2 месяца назад +1

    Tarabahini pati president hebba katha

  • @bhagabanrana4898
    @bhagabanrana4898 2 месяца назад +1

    ଜୟଦେବ ହେଲେ କଂଗ୍ରେସ ଡୁବିଯିବ 🙏🏻🙏🏻🙏🏻

  • @krushnachandrasahoo8050
    @krushnachandrasahoo8050 2 месяца назад +4

    ଯିଏ ସକାଳ 4 ଟାରୁ ଉଠୁଥିବ ତାକୁ କରାଯାଉ । ଯାହାର ସୁଗାର ନ ଥିବ । ଯିଏ ସକାଳୁ କଂସେ ପଖାଳ ଖାଉଥିବ । ଯିଏ ବିଜେପି ଓ ବିଜେଡିକୁ ଓଡ଼ିଶାର ଶତ୍ରୁ ତଥା ନିଜର ପରମ ଶତ୍ରୁ ଭାବୁଥିବ । ଯିଏ କାହାଠାରୁ କେବେ ଅର୍ଥ ଚାନ୍ଦା ହିସାବରେ ନେଉ ନ ଥିବ । ଯିଏ ସାଇକେଲ , ଶଗଡ଼ ଠାରୁ ରେଳ , ବସ ଓ ଉଡାଜାହାଜରେ ରାଜ୍ୟ ସାରା ବୁଲି ପାରୁଥିବ । ଯିଏ ସବଳ ଶରୀର ସହିତ ଓଠରେ ସ୍ମିତ୍ ହାସ୍ୟ ରଖିଥିବ । ଯାହାକୁ ନିଜ ସ୍ତ୍ରୀ ଓ ପିଲା ମାନେ ପୁରା ସପୋର୍ଟ ଦେଉଥିବେ । ଯିଏ ସୁନ୍ଦର ଓଡିଆ ସହିତ ଭଲ ଇଂଗ୍ରାଜି ଓ ହିନ୍ଦୀ କହି ପାରୁଥିବେ ।ଯାହାର ଭଲ କମ୍ପ୍ୟୁଟର ନଲେଜ୍ ଥିବ । ଯିଏ ନିର୍ବାଚନ ବେଳେ ନିଜ ଘରକୁ କିମ୍ବା ହୋଟେଲକୁ ଶୋଇବାକୁ ନ ଯାଇ କଂଗ୍ରେସ୍ କର୍ମୀଙ୍କ ଘରେ ଶୋଇ ପାରୁଥିବ । ନିର୍ବାଚନ ସମୟର ଟିକେଟ ନ ବିକି ପ୍ରାଥୀଙ୍କୁ ଟଙ୍କା ଖର୍କ କରିବାକୁ ଦେଇ ପାରୁଥିବ । ଯିଏ ଗୋଟେ ରଡ଼ି ଛାଡ଼ିଲେ ଶାସକ ଦଳର ନିଦ ହଜାଇ ଦେଇ ପାରୁଥିବ ସେହି ଭଳି ଲୋକଙ୍କୁ ଖୋଜି ଖୋଜି ଦଳର ଦାୟିତ୍ଵ ଦିଆଯାଉ ।

  • @bijayamalik8903
    @bijayamalik8903 2 месяца назад +1

    ମହମ୍ମଦ ମୋକିମ୍ ରାଜ୍ୟ ସଭାପତି ହେଲେ କଂଗ୍ରେସ ସରକାର ହେବ 2029ରେ

  • @bijayamalik8903
    @bijayamalik8903 2 месяца назад +1

    ମହମ୍ମଦ ମୋକିମ ରାଜ୍ୟ କଂଗ୍ରେସର ସଭାପତି ହେଲେ 2029ରେ ସରକାର ହେବ

  • @satyaranjanpanda5818
    @satyaranjanpanda5818 2 месяца назад

    Tarabahinpati ନଚେତ୍ ରମେଶ ଜେନା heba darakar PCC chief କରାଯାଉ

  • @sanjaykumarpanda2365
    @sanjaykumarpanda2365 2 месяца назад +1

    ସୋଫିଆ ଫିରଦୌସ କୂ ପିସିସି ସଭାପତି କଲେ ଯୁବ ଭୋଟର କଂଗ୍ରେସ ମୁହାଁ ହେବେ

  • @ArjunNahak-v7y
    @ArjunNahak-v7y 2 месяца назад

    ଜୟ ଦେଵ ସାର ଙ୍କୁ ପିସିସି କରାଯାଉ 🙏

  • @jalesh6685
    @jalesh6685 2 месяца назад +1

    Sapta Giri ulaka

  • @bibhudattamishra2471
    @bibhudattamishra2471 2 месяца назад

    Jaya deba Jena should be right candidate

  • @SadanaSaunta
    @SadanaSaunta 2 месяца назад

    Tara 🎉🎉🎉

  • @pramodkumarbhuyan6169
    @pramodkumarbhuyan6169 2 месяца назад

    Tara Bahini pati should be the Congress President

  • @nabinchandrabehera4191
    @nabinchandrabehera4191 2 месяца назад

    Saptagiri sankar ulaka nku congress president hele bhalo heithanta

  • @Chayakanta-x4z
    @Chayakanta-x4z 2 месяца назад

    Nabin 🎉🎉

  • @nilambarmohanta7063
    @nilambarmohanta7063 2 месяца назад

    2:05 Tara or ulka best for Congress 😮

  • @bikramnag2400
    @bikramnag2400 2 месяца назад

    Saluja

  • @manmathsahoo8498
    @manmathsahoo8498 2 месяца назад

    Congress bhavan NO. 00000000000 jhutha aadami

  • @rajmajhi9886
    @rajmajhi9886 2 месяца назад

    Sura ....

  • @Bibek-c7g
    @Bibek-c7g 2 месяца назад

    Ajathare ghari heuchha odisha re coungres patan heba

  • @ajaybastia6628
    @ajaybastia6628 2 месяца назад

    Jaidev jena chora

  • @DillipKandagari
    @DillipKandagari 2 месяца назад +1

    Sofia.firdous.heu

  • @shaikyusuf9459
    @shaikyusuf9459 2 месяца назад +2

    Mokim pcc

  • @jayramsanta3571
    @jayramsanta3571 2 месяца назад +2

    ତାରା