Комментарии •

  • @ajayakumarmohanty9582
    @ajayakumarmohanty9582 10 месяцев назад +5

    ବହୁତ ସୁନ୍ଦର ପରିବାର। ଆନନ୍ଦ ଉଲ୍ଲାସରେ ତାଙ୍କ ପରିବାରର ସମସ୍ତେ ମିଶି ଖୁସିରେ ଅଛନ୍ତି। ସେଠାରେ ଆଧ୍ୟାତ୍ମିକ ପରିବେଶ ରହିଛି। ବହୁତ ଧନ୍ୟବାଦ ।

  • @Erdebasishlucky3142
    @Erdebasishlucky3142 Год назад +14

    ବହୁତ bahut ସୁନ୍ଦର video karithibaru dynamic actors piyush bhai ଙ୍କ ଘର ଦେଖେଇଥିବାରୁ,,Thank you ଅପା nd ଭାଇ also ଶ୍ରୀଧର bhai🙏🙏🙏

  • @salabegarout1166
    @salabegarout1166 Год назад +6

    ଅତି ସୁନ୍ଦର, ପୀୟୂଷ ଭାଇ ଙ୍କ ପରିବାର କୁ ଦେଖିକି ଖୁସି ଲାଗିଲା l👌👌👌

  • @rohankumarsamantaray1229
    @rohankumarsamantaray1229 Год назад +6

    ବହୁତ ବଢିଆ ମିଟୁନା ଅପା ସୁପର

  • @mamatabiswal8395
    @mamatabiswal8395 Год назад +13

    Awesome family....kahari najar na lagu...Rinky bahut vala swavabara jhia ..khub sundari..cute..love you .

  • @jayadebvolgs
    @jayadebvolgs Год назад +4

    ati sunder vlog piyush bhai ra family member ati sunder jay jagannath God bless u appa bhai thanks

  • @jatraloversibun
    @jatraloversibun Год назад +1

    Jay Jagannath 🙏🙏🙏
    Bahutu sundar video bahutu bahutu khushi piyush bhainka all familynka all family video dkhibahut khushi lagila 👌👌👌👌👌👌👌 video 👍👍👍👍👍👍🥰🥰🥰🙏🙏🙏🙏 bhai & didi 🙏🙏

  • @niranjanpatra84
    @niranjanpatra84 Год назад +59

    Peus bhai nka wife bahuta cute🥰👌🥰 Bhauja bahuta sanskari achhanti 🥰❤️🥰

  • @balarammallik8766
    @balarammallik8766 Год назад +6

    ପିଉସ ଭାଇ ଜଣେ ଖୋଲା ମଣିଷ 😮😮😮😮 ବହୁତ ସୁନ୍ଦର

  • @sanvicreationentertainment2423
    @sanvicreationentertainment2423 Год назад +7

    ମିଟୁନା ଦୀ ବହୁତ୍ ବହୁତ୍ ଧନ୍ୟବାଦ୍ କାହିଁକି ନା ଆମେ ଆପଣଙ୍କୁ ଛୋଟ ବେଳେ ଟିଭି ରେ ଦେଖୁଥିଲ ଯୋଉ ନlଟକ କୁ ଲୋକେ ବହୁତ୍ ଭଲ ପାଇବା ଦେଇଥିଲେ ମନେ ଟିକେ ପକେଇଦୌଚି କହଲୋ ବଉଳ କିଏ ତୋ ବର କୋଉଡି ଖେଳ ଇତ୍ୟାଦି ଅତି ଉଚ୍ଚ କୋଟି ର ନାଟକ ଆଜି କାଲି ପ୍ରାୟତ ସେମିତି କା ନାଟକ ଦେଖିବା ସ୍ବପ୍ନ ହୋଇଗଲାଣି ଯାହା ହଉ ପିଉସ ଭାଇ ବି କଛି କମ୍ କରିନାହାନ୍ତି ବାକି ରହିଲା ଯାତ୍ରା ସହ ଅମର ପ୍ରାୟତଃ ବହୁତ୍ ଭଲ ସବୁ ପାର୍ଟି ରେ କିଛି କିଛି ଚିନ୍ନl ପିଲା ମାନେ ଅଛନ୍ତି କିଏ dancer କିଏ ସିଙ୍ଗର ବା କିଏ ଆକ୍ଟର ସମସ୍ତଙ୍କ ସହ ଆମର ଭଲ ଆପଣ ବି ବହୁତ୍ ଭଲ ଅଭିନୟ କରନ୍ତି ଭଗବାନ ସମସ୍ତ ଙ୍କୁ ଭଲ ରେ ରଖନ୍ତୁ ଜଣେ ଦର୍ଶକ ଭଲ ରେ ରହିଲେ ସେ ଯାତ୍ରା ଟିକେ ଦେଖିପାରିବ ଜଣେ କଳା କାର ଭଲ ରେ ରହିଲେ ସେ ଭଲ ଯାତ୍ରା ପରିବେଷଣ କରିପାରିବ ଆଛା ଏତେ ସବୁ ଭିତରେ ମୁ ମୋ ନିଜ ପରିଚୟ ଦବାକୁ ଭୁଲି ଯାଇଛି ମୁ ଜଣେ ଭଲ ସିଙ୍ଗର ଜଣେ ଅକ୍ଟର ଜଣେ musician ଅବ୍ନ ଜଣେ ଭଲ ଲେଖକ ମଧ୍ୟ ଏସବୁ ମୁଁ ନିଜେ ନିଜେ ଭାବେ 😆😆😆 ଆପଣ ଏହାକୁ ପଢ଼ି ହସୀ ବାକୁ ଟ୍ର କରୁଥିବେ କିନ୍ତୁ ହସି ପାରୁ ନଥିବା ନାଇ ସତ କଥା ହେଲା ମୁଁ କଳା ପ୍ରେମୀ ଆଉ କଳା କୁ ସମ୍ମାନ ଦିଏ କଳା ଓ କଳାକାର କୁ ବହୁତ୍ ଭଲ ପାଏ ଆଉ ଏ ପାଗଲା ମୀ ମୋର ଛୁଆଟିବେଲୁ ବହୁତ ଇଚ୍ଛା ଥିଲା କଳା କୁ ନିଜର କରିବାକୁ ସମୟ ର ଖେଳ କିଛି ଅଲଗା ଥିଲା ଜୀବନ ର ଶେଷ ନିଃଶ୍ୱାସ ପର୍ଯାତ୍ ଏମିତି କଳା ପର୍ତି ଭଲ ପାଇବା ଥିବ ଦେଖା ଆପଣଙ୍କ ସହ ନିଶ୍ଚିତ ହେବ କାରଣ ପୃଥିବୀ ଟା ଗୋଲ କୋଉଠି ନା କୋଉଠି ବୁଲି ବାଲି କି ଆସି ଦେଖା ହେବା ଏବେ ମୋ ପ୍ରେଫୋସନ କହୁଚି କଳା ଛାଡ଼ି ମୁ କିଚ୍ଚି ଦିନ କିଛି ଡିନି ନୁହେଁ 13/14 ବର୍ଷ କାର ସୋରୁମ୍ ରେ କାମ କରୁଥିଲେ ଏବେ ନିଜେ ନିଜେ ବିଜନେସ କରୁଛି ଆପଣ ଙ୍କ ଗାଡ଼ି ଟି ପୁରୁଣା ହୋଇ ଗଲାଣି ଯଦି କେବେ କିଛି ଭଲ କଣ୍ଡେସନ ର ଗୋଟେ ଭଲ ଗାଡ଼ି ଦରକାର ତେବେ ୟେ ଅଧମ କୁ ଟିକେ ମନେ ପକାଇ ବେ ମୁ ଭୁନେଶ୍ବର ରେ ରୁହେ ଘର ମୋର ସେଠୀ ଯଦି କବେ ଗାଡ଼ି ଟେ ଦରକାର ହେବ ମୋତେ ଏଇ ଚାଟ ମଧ୍ୟମ ରେ no te ମlଗିପରିବେ ଆସ କରୁଛି ଏତେ ଲମ୍ବା କମେଟ କେହି ଦେଇ ନଥିବେ comment'ପଢ଼ି କିଛି ଲେଖିବାକୁ ଅନୁରୋଧ ଇତି ଆପନଅଙ୍କ dilonsanjeev

    • @mitunavlogs1379
      @mitunavlogs1379 Год назад +2

      Bahut bahut dhanyabad msg pura padhili au kan adhika kahibi janiparuni Han gadi kali bok haba boli chinta karichi xl 6 matamata debe nahele call karantu mo vlogs re rati babu nka sakhyatkar video achhi dekhantu mo no achhi 🙏🙏🙏 no napaile mag karibe apanaka no debe mu call karibi

    • @sanvicreationentertainment2423
      @sanvicreationentertainment2423 Год назад

      @@mitunavlogs1379 agnya xl6 bahut bhala gadi kintu millage ଟିକେ କମ୍ ଦେବ 13/14 ଭିତରେ ଯଦି ଆପଣ ev with ପେଟ୍ରୋଲ ନିଅତି ତେବେ millage tike ଅଧିକ ଆସିବ ବାକି 7ସିଟର ହିସାବରେ ଆପଣ ertiga ନେଇଥିଲେ ଭଲ ହେଇଥାନ୍ତା ଚଳୀବ ଆପଣ ଭଲ ମାରୁତି ଗ୍ରୁପ ର ଯାହା ବି ନେବେ ଆଖିଭୂଜି କି ଭଲ ହବ ଏବେ recently gote xl6 ra top ମଡେଲ ଟେ ବିକିଦେଲୁ 2019 ର pertol running 7000 only runn haethila ଛାଡନ୍ତୁ ଗାଡ଼ି କୋଉଠୁ ଭୁବନେଶ୍ଵର ରୁ ନଉଛନ୍ତି xl6 ଭଲ ହେବ ଯାହା ଦରକାର ପଡ଼ିବ ଟିକେ କହିବେ

  • @niranjanpatra84
    @niranjanpatra84 Год назад +3

    Ajira blog bahuta sundar lagila apa❤️🙏❤️ Peus bhai nka patibara re samastanku dekhi bahuta khusi lagila 🥰

  • @babulbabul7593
    @babulbabul7593 Год назад +4

    ବହୁତ ସୁନ୍ଦର ହେଇଛି ଆଜିର ବ୍ଲଗ୍ ଜୟ ଜଗନ୍ନାଥ

  • @biswaranjansahoo7495
    @biswaranjansahoo7495 Год назад +5

    Beautiful family piyush bhai super full enjoyment vlog Jay jaggnath mahaprabhu bhalare rakhantu

  • @bikramnayak6484
    @bikramnayak6484 Год назад

    Bahut khushi lagila piyush bhai ghara dekhi au tanka family bisayare janiki.
    many many thanks mituna apa

  • @spectrumworld958
    @spectrumworld958 8 месяцев назад +1

    Sundar pariwar.... Video ta dekhiki bahut khusi lagila didi 🙏🙏

  • @durgaprasadhota
    @durgaprasadhota Год назад +9

    ଦିଦି ବହୁତ ଖୁସି ଲାଗିଲା ପିୟୁସ ଭାଇ ଫାୟାମିଲ ଦେଖିକି।। ଜୟ ଜଗନ୍ନାଥ 🙏

  • @bibhuranjanpatrabibhu6321
    @bibhuranjanpatrabibhu6321 11 месяцев назад +8

    Very beautiful ❤️❤️ family.God bless you mithuna didi.. Thanks 🙏🙏🙏

  • @munapatra9876
    @munapatra9876 Год назад +1

    Bahuta bhala lagila Pius bhainka ghara au family dekhiki bahuta bahuta dhanya bad mituna opa opa

  • @nabeenmn602
    @nabeenmn602 Год назад +10

    Thank you mituna Apa n Rati Bhai for a beautiful video of piyush Bhai n Family ❤

  • @pratapkumarsahoo6614
    @pratapkumarsahoo6614 Год назад +5

    ଜୟ ଜଗନ୍ନାଥ ଅପା ବହୁତ ସୁନ୍ଦର ବ୍ୟାଡ ଵୟ ପିୟୁସ ଭାଈ ଙ୍କର ଭିଡିଓ ପୋଷ୍ଟ କଲେ ।ଏ ପ୍ରଚେଷ୍ଟା ଆପଣଙ୍କର ଜାରିରହୁ। ଏବଂ କିଛି ପୁରୁଣା ଲେଖକ /ଡାଇରେକ୍ଟର ସମ୍ପର୍କରେ ସମ୍ପୂର୍ଣ୍ଣ ପରିବାରର ସାକ୍ଷାତ କାର କଲେ ଆମେ ଚିରୋପ୍ରକୁତ ହେବୁ

  • @Pinkuparida-k1z
    @Pinkuparida-k1z Год назад +3

    Bhauja bahut Simple
    Bhai bi bindass

  • @abhayakumardash8565
    @abhayakumardash8565 6 месяцев назад +1

    ବହୁତ ସୁନ୍ଦର ଲାଗିଲା ଜୟ ଜଗନ୍ନାଥ ଭରଷା ହୁଅନ୍ତୁ ପ୍ରଣାମ

  • @jagadishsarangi6214
    @jagadishsarangi6214 Год назад +1

    Super lagila dhanyabad....

  • @pratibhaacharya4558
    @pratibhaacharya4558 Год назад +3

    Mituna nka video programa ati sundar ,ଘରେ ବସି ସମସ୍ତେ ଯାତ୍ରା କଳାକାରଙ୍କ family Biodata ହସ ଖୁସିରେ ଜାଣିପାରୁଛନ୍ତି ମୋ ତଥା ସାରା ଓଡ଼ିଶା ତରଫରୁ ମିଟୁନା ଟିମ୍ ଙ୍କୁ ଅଶେଷ ଧନ୍ୟବାଦ
    ପିୟୁସ ଙ୍କ ଛୋଟ ପରିବାର ଖୁସି ପରିବାର ** ତାଙ୍କ ସ୍ତ୍ରୀ ବି ଅତି ସୁନ୍ଦର ଶ୍ରୀଜଗନ୍ନାଥ ଙ୍କ ଆଶୀର୍ବାଦ ତାଙ୍କ ପ୍ରତି ସଦା ରହିଥାଉ

  • @jayaprakashpatel8994
    @jayaprakashpatel8994 Год назад +8

    ଜୟ ଜଗନ୍ନାଥ
    ପିୟୁଷ ଭାଇ ବହୁତ ସୁନ୍ଦର କଳାକାର

  • @ashokbag5461
    @ashokbag5461 7 месяцев назад +1

    Piyush bhai bahut bahut bahut bahut Val pilaa taa❤❤❤❤❤
    God bless you forever piyush bhai

  • @dhirendrakulhari8586
    @dhirendrakulhari8586 Год назад +1

    Appa Bahutu Bahutu Sunder Lagila Piyush Bhai nka Family ❤❤❤❤ Very Very Nice Volgs Appa ❤❤❤

  • @malayakumarbiswal5445
    @malayakumarbiswal5445 10 месяцев назад +4

    ବହୁତ ଭଲ ପ୍ପିୟୁସ୍ ଭାଇଙ୍କ ପରିବାର . ଧନ୍ୟବାଦ୍ ମିଟୁନା ଅପା

  • @respect4623
    @respect4623 10 месяцев назад +3

    ବହୁତ ସୁନ୍ଦର ପରିବାର ❤

  • @user-ib5py7zq1k
    @user-ib5py7zq1k 5 месяцев назад

    ବହୁତ୍ ସୁନ୍ଦର ପରିବାର ଟିଏ ସତରେ 🙏🥰

  • @prasantabal7603
    @prasantabal7603 Год назад +2

    Bahuta bhala lagila blog dakhiki

  • @pinakipanda211
    @pinakipanda211 Год назад +4

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @manojmohapatra4832
    @manojmohapatra4832 Год назад +3

    Bahut bhala paribar God bless you

  • @user-qq1tq2cs1u
    @user-qq1tq2cs1u 5 месяцев назад

    ବହୁତ ସୁନ୍ଦର ପରିବେଶ ❤❤❤

  • @MRD_I_P_U
    @MRD_I_P_U Год назад

    Bahut sundar vlog...madam❤️

  • @sankarentertainment1224
    @sankarentertainment1224 Год назад +8

    ଅପା ଭାଉଜ ଙ୍କର କଥା ଶୁଣିକି ସତରେ ବହୁତ ଭଲ ଲାଗିଲା ପିୟୁଷ ଭାଇ ବହୁତ ଭଲ acoter ଜଣେ 🙏🙏🙏

  • @arabindarath1696
    @arabindarath1696 Год назад +5

    Beautiful family ❤️ piyush bhai super 👌👌👌

  • @akashkumarbehera44
    @akashkumarbehera44 2 месяца назад +1

    ବହୁତ ବଢ଼ିଆ ଲାଗିଲା 😊😊❤

  • @kiranchoudhury8801
    @kiranchoudhury8801 Год назад +2

    Thank you so much didi piyush bhaii nka sahita vta karaithibaru 😘😘🥰🥰👌🙏🙏❤❤

  • @santoshgill4534
    @santoshgill4534 Год назад +3

    ବହୁତ ସୁନ୍ଦର ଭିଡିଓ

  • @mamatabiswal8395
    @mamatabiswal8395 Год назад +32

    Rinky katha ete marjita, madhura...mu barambar dekhuchi ..Piyush is very lucky to have such a wonderful person in his life..

  • @SUJiT...5168
    @SUJiT...5168 Год назад +1

    Fantastic video piyush bhai💕💕💕💕

  • @sahoogkandmotivation6534
    @sahoogkandmotivation6534 Год назад +2

    Bahut bhhalo laguchhi video ti

  • @SunnySportsHub
    @SunnySportsHub Год назад +7

    My fev piyush Bhai and his family is too good god always blessed him and you also

    • @mitunavlogs1379
      @mitunavlogs1379 Год назад

      Thanks 🙏

    • @basudebapradhan3828
      @basudebapradhan3828 4 месяца назад +1

      Piyush kana odisa chip minister kou Bala loka ta tharu Ahuri badhia badhia roliara achhantj

  • @rashmiranjanbehera2078
    @rashmiranjanbehera2078 Год назад +3

    ଅତି ସୁନ୍ଦର ଲାଗିଲା ଭିଡ଼ିଓ ଦେଖିକି.. ଏମିତି ଆଗକୁ ଭଲ ଭଲ ଭିଡ଼ିଓ ଆଣନ୍ତୁ.. ଜୟ ଜଗନ୍ନାଥ ମିଟୁନା ଅପା ଆଉ ରତି ଭାଇ 🙏🙏

  • @santanujena1223
    @santanujena1223 Год назад +1

    Thanks for your information all jatra artist...

  • @MonalishaMohapatra-ey2bl
    @MonalishaMohapatra-ey2bl Год назад +1

    Bahut badhia super

  • @BiranchiNaik-yp8hz
    @BiranchiNaik-yp8hz 11 месяцев назад +3

    Mituna apa apa very talented

  • @anirudhanayak5068
    @anirudhanayak5068 Год назад +106

    ମିଟୁନା ମାଡାମ ଆପଣଙ ଦୂରା କଳାକାରଙ ଘର,ତାଙ ପରିବାର , ଏବଂ ତାଙ୍କର ପୁରା ଫେମିଲି ଆମେମାନେ ଦେଖି ପାରୁଛୁ, ସେଥିପାଇଁ ଆପଣଙ୍କୁ ଏବଂ ରତି ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ ,ଜୟ ଜଗନ୍ନାଥ

  • @manojmohapatra4832
    @manojmohapatra4832 Год назад +1

    Bapa jamiti pua samiti apa apanku abhinandan aji video bahut bhala lagila

  • @sandhyapadhysom123
    @sandhyapadhysom123 Год назад

    Mituna apa i love your all videos and specialy your acting thanks for this video

  • @Acharya_vloging
    @Acharya_vloging Год назад +4

    Happy family 👪 god bless bless u piyush bhai ❤

  • @Soumya.840
    @Soumya.840 11 месяцев назад +6

    Such a beautiful family ❤❤

  • @bibhutibhusanparida1637
    @bibhutibhusanparida1637 Год назад

    Ati sundar vlog didi.. apananka video mote bahut bhala lage..

  • @prabinrout9497
    @prabinrout9497 Год назад

    Love u bro.........Odia jatra king piyush

  • @sambalpuricuttybabygirlAngel19
    @sambalpuricuttybabygirlAngel19 Год назад +2

    ମିତୁନା ଭାଉଜ ତୁମ ଡ୍ରେସ ଭଲ ଲାଗୁଛି। Piyush bhai nka nija ghara na ଭଡ଼ା ଘର

  • @rajendrakumarguru01
    @rajendrakumarguru01 Год назад +16

    Junior piyush so cute

  • @ajaymalik8668
    @ajaymalik8668 11 месяцев назад +2

    Mam bahut khusi lagila

  • @tapaswinibaral
    @tapaswinibaral Год назад +1

    Very nice information Thanks madam....

  • @rameshchandraswain9092
    @rameshchandraswain9092 Год назад +4

    Thank you madam
    Plyus babunka family is
    Lovely family

  • @kiranchoudhury8801
    @kiranchoudhury8801 Год назад +3

    Piyush bhaii Mora "Dil Wale" ❤❤bhaii🙏😘😘♥️♥️♥️🤗 bohut bhala ❤❤❤🤗😘

  • @biswaranjanprusty6696
    @biswaranjanprusty6696 Год назад +2

    I AM FROM KENDRAPADA
    God bless you mituna didi 🙏🙏🙏
    Apana bi bahut bhala apana ta ratira naayak rati bhai nka sangare achanti bhagwaan apananku sabubele khusire rakhantu JAY JAGANNATH SWAMI

  • @malikganeswar6165
    @malikganeswar6165 Год назад

    Bahut bhala lagila always my favorite hero live in my heart❤️

  • @chandrakantasahoo8591
    @chandrakantasahoo8591 Год назад +3

    Happy fimeli 🎉
    God bless you
    Jay jaganntha

  • @chandrakantsingh4858
    @chandrakantsingh4858 Год назад +31

    ଧନ୍ୟବାଦ ମାଡାମ ଯାତ୍ରା ର ସମସ୍ତ କଳାକାରମାନଙ୍କ ପରିବାର ସହିତ ସାକ୍ଷାତ କରିଥିବାରୁ

  • @bikunsahoo1451
    @bikunsahoo1451 Год назад +1

    Apa video ta bhalo lagila.jagannath apankaku bhalare rakhantu

  • @nigammishra1500
    @nigammishra1500 Год назад +2

    ବହୁତ ବହୁତ ଧନ୍ୟବାଦ 🙏🏻

  • @aswinikumarswain9829
    @aswinikumarswain9829 Год назад +3

    Bhainka family member samaste bhala lagile. Bahut bhala family. 100 percent true lagila.

  • @ganeshmohanty6980
    @ganeshmohanty6980 Год назад +4

    Happy family piyush tripathi and also good artist of jali wood

  • @debabratanayak3526
    @debabratanayak3526 Год назад +1

    Nice video appa king of jatra

  • @user-de9gu7lc2d
    @user-de9gu7lc2d Год назад +1

    Didi video bahuth vala lagila

  • @srikartsahu
    @srikartsahu Год назад +4

    So sweet family 💕💕❤❤ Jay Jagannath ❤❤

  • @khusimallik6724
    @khusimallik6724 Год назад +3

    ଚନ୍ଦନ ର ଫ୍ୟାମିଲି ଅତି ସୁନ୍ଦର ଆଉ ସଂସ୍କାରି ମଧ୍ୟ ILOVE U PIYUSH

    • @mitunavlogs1379
      @mitunavlogs1379 Год назад

      Thanks 🙏

    • @Babumamalivlogs
      @Babumamalivlogs 5 месяцев назад

      Apa🙏🏻🙏🏻​mate apanankara aie Guna ta bahut bhala Lage je apana samastanka comment ra replay dianti ignore karantini @@mitunavlogs1379

  • @jayakrushnabehera1295
    @jayakrushnabehera1295 Год назад +2

    ବହୁତ ଭଲ ଲାଗିଲା

  • @_Kishan_47
    @_Kishan_47 8 месяцев назад +1

    ବହୁତ ଭଲ ଲାଗିଲା ଚନ୍ଦନ ଭାଇ (ପୀୟୂଷ)ଭାଇଙ୍କ ପରିବାରକୁ ଦେଖି ❤❤❤❤❤❤❤❤❤

  • @rajendrakumarguru01
    @rajendrakumarguru01 Год назад +4

    Piyush bhai jollywood king

  • @bindasskaju
    @bindasskaju Год назад +3

    Satare didi apana ete vala ...sabu actors mankara interview dekhauchnty....❤❤❤❤

  • @samirlenka5962
    @samirlenka5962 Год назад +1

    Bahut sundar lagila didi

  • @akashkumarbehera44
    @akashkumarbehera44 2 месяца назад

    Bahut badhia lagila 😊❤

  • @raghunathsahoo179
    @raghunathsahoo179 Год назад +3

    ଜୟ ଜଗନ୍ନାଥ ଅପା
    ଏତେ ଦିନ ପରେ ଗୋଟିଏ ଭଲ video

  • @nayakabhimanyu5034
    @nayakabhimanyu5034 Год назад +3

    Super jodi 🎉🎉❤❤

  • @lalitsha8889
    @lalitsha8889 Год назад +2

    Piuse bhai nka púra family ra vlógs dakhi bahut khusi lagilà🙏🙏🙏🙏jay jagrannath

  • @srcreation2908
    @srcreation2908 Год назад

    Really ur all video are very heart touching

  • @keonjhar1234
    @keonjhar1234 Год назад +5

    ଯେତେ କଳା କାର ଆସିଲେ ବି ନଳିନୀ ମିଟୁନା ଦିଦି ଙ୍କ ଭଳିଆ heroin ଆଉ ଆସିବେନି ପିୟୁଷ ଭାଇ ବି ଭଲ ରତି ଭାଇ ବି ଭଲ ଶ୍ରୀଧର ଭାଇ ମ ପାଇଁ ସବୁଠୁ ଭଲ,,,

  • @pradeepkumarprusty6001
    @pradeepkumarprusty6001 Год назад +4

    Piush bhainka wife Jane prakruta gharani tanka ra chali chalana kathha barta auu hasa hasa muha kahi dauchi Rinky Bhauja Jane bohut Bhala Manisha

  • @sklearning149
    @sklearning149 Год назад

    Mam aapnar videogulo khub bhalo laage amar..... ❤ Joy Jagannath

  • @kamlaprusty7053
    @kamlaprusty7053 Год назад +4

    Rinki bahut sundar❤

  • @taranisenpradhan865
    @taranisenpradhan865 Год назад +5

    Happy family 🙏❤️❤️❤️
    Jay jagannath 🙏

  • @sanatanmandal7138
    @sanatanmandal7138 5 месяцев назад +1

    ଭଲ ଲାଗିଲା ❤❤❤

  • @ranjanpattayat3756
    @ranjanpattayat3756 Год назад +2

    Very very nice piush bhai
    Cute baby

  • @anekkatha3438
    @anekkatha3438 Год назад +5

    Didi real hero / villian in jatra industry....

  • @BikashKumar-ic6rz
    @BikashKumar-ic6rz Год назад +5

    Adyashree so cute..🥰🥰🥰

  • @bhubanpatibiswal8486
    @bhubanpatibiswal8486 Год назад +1

    Mituna deii tama.....re ae kama ta am manku bhaut pasand asichi........amtiki video kari chala.....Piyush bhi ra Family bhaut badhia lagila......❤❤❤❤

  • @reenasenapati6962
    @reenasenapati6962 Год назад +1

    Bahutu bhala lagila

  • @ramakantasethi6590
    @ramakantasethi6590 11 месяцев назад +3

    One only super star ପିୟୁଷ ଭାଇ ମୁଁ ବହୁତ ଗର୍ବିତ ଯେ ପିୟୁଷ ଭାଇ ଙ୍କ ଭଳି କଳାକାର ଆମ ଓଡିଶା ରେ ଅଛନ୍ତି. ଆଉ ଆପଣକୁ ଧନ୍ୟବାଦ ଯେ ତାଙ୍କ ଭିଡିଓ ଆମକୁ ଦେଖାଉଛନ୍ତି 🙏.

  • @tapansahoo3734
    @tapansahoo3734 Год назад +3

    Mituna apa no1

  • @aswinikumarswain9829
    @aswinikumarswain9829 Год назад +1

    Bhala lagila, bahut dinara ichha purana hela.

  • @rudradas4552
    @rudradas4552 Год назад +2

    Bahuta bhala❤❤❤

  • @LOVING-PUPPY
    @LOVING-PUPPY Год назад +3

    ପୀୟୂଷୁ bhai ଙ୍କ ହସ 👌👌👌 ଲକ୍ଷେ ଟଙ୍କା 👌👌💋💋❤️❤️

  • @ArchanaDay2Night
    @ArchanaDay2Night Год назад +3

    ଛୋଟ family happy family❤