"ଯେଉଁମାନେ ହ୍ୟୁମାନ ସାଗରଙ୍କୁ ବନେଇଥିଲେ ତାଙ୍କ ପାଇଁ କ୍ଷେପଣାସ୍ତ୍ର ସାଜିଛନ୍ତି ହ୍ୟୁମାନ "ରୁଦ୍ରମନ Human Sagar

Поделиться
HTML-код
  • Опубликовано: 18 окт 2024

Комментарии • 864

  • @RsunanditaRsunandita
    @RsunanditaRsunandita 3 месяца назад +240

    ଆପଣ ହିଁ tk ବୁଜିଲେ sir...ଆପଣଙ୍କ ସମାଲୁଚନା ପାଇଁ କୋଟି କୋଟି ପ୍ରଣାମ 🙏🙏🙏🙏🙏

  • @Knowledge4572
    @Knowledge4572 3 месяца назад +107

    ତୁମ କଥା ଶୁଣି ଭଲ ଲାଗିଲା ସାର୍ ଆପଣଙ୍କୁ ପ୍ରଭୁ ଜଗନ୍ନାଥ 🙏 ସବୁ ଆଶୀର୍ବାଦ ଥାଊ।। ଜୟ ଜଗନ୍ନାଥ ❤ ଜୟ ମା ସମଲେଶ୍ଵରୀ 🙏 ।।

  • @rajkumariranajit2054
    @rajkumariranajit2054 3 месяца назад +150

    ବା ବା sir ଆପଣ କୁ ମୋର୍ ହୃଦୟ ରୁ ନମସ୍କାର ❤❤❤

  • @natkirtanparibar1368
    @natkirtanparibar1368 3 месяца назад +73

    ଆପଣ ବୁଝି ପାରୁଛନ୍ତି ମୁ ବଲାଙ୍ଗୀର ର ଭଗବାନ ତମୁକୁ କୋଟି ପରମାୟୁ ଦିଅନ୍ତୁ 🙏🙏🙏🙏🙏

  • @milanchandguru6259
    @milanchandguru6259 3 месяца назад +32

    ଏହି ପରି ଉତ୍ତମ ବୁଝାମଣା ର ଜ୍ଞାନ ଚକ୍ଷୁ ଖୋଲି ଦେବାରୁ ବହୁତ୍ ଧନ୍ୟବାଦ୍, ଏହା ସମାଲୋଚକଙ୍କ ହିଂସ୍ର ମୋନଭାବର ଜ୍ଞାନ ଚକ୍ଷୁ ଖୋଲୁ।

  • @YadabPradhan-fr6qs
    @YadabPradhan-fr6qs 3 месяца назад +69

    sir ଆପଣ କଟିଏରେ ଜଣେ ପ୍ରଭୁ ଯୀଶୁ
    ଆଶୀର୍ବାଦ କରନ୍ତୁ

  • @RahulaMallick-zu9fn
    @RahulaMallick-zu9fn 3 месяца назад +80

    ହିମାନସାଗର ଭଲ ଗୀତ ଗାଉଥିବାରୁ ସହିପାରୁ ନାହାନ୍ତି l

  • @bvijaykumar-z6e
    @bvijaykumar-z6e 3 месяца назад +57

    ଧନ୍ୟବାଦ ମୁଁ ଆପଣଙ୍କ କଥାରେ ଏକମତ 🙏🙏🙏🙏🙏👌💯

  • @JasminiKalsai
    @JasminiKalsai 3 месяца назад +64

    ଆପଣଙ୍କୁ କୋଟି କୋଟି ପ୍ରଣାମ ସାର୍ ପ୍ରକୁତ କଥା ଆପଣ ବୁଝୁଛନ୍ତି ଜଗନ୍ନାଥ ଆପଣଙ୍କୁ ସହା ହୁଅନ୍ତି

  • @BrundabanMahananda-q7h
    @BrundabanMahananda-q7h 2 месяца назад +1

    God bless you🙏🙏🙏 sir

  • @abiramgamango-nv6hf
    @abiramgamango-nv6hf 3 месяца назад +28

    ସମସ୍ତଙ୍କର ସର୍ବଧର୍ମର ଲୋକମାନେ ମାନସିକ ସ୍ତରରେ ସୁସ୍ଥ ରହିବା ଦରକାର, ଧର୍ମରେ ଅହିଂସାର ସ୍ଥାନ ନାହିଁ କିନ୍ତୁ ଆମେ ମନୁଷ୍ୟର ହୀନ ମାନସିକତା ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି, ଧର୍ମ ହେଉଛି ସତ୍ୟ ଶାନ୍ତି ଓ ଦୟା କ୍ଷମା......,..

  • @BrundabanMahananda-q7h
    @BrundabanMahananda-q7h 2 месяца назад +1

    Thank you sir 🙏🙏🙏

  • @Pankajkumbhar1991
    @Pankajkumbhar1991 3 месяца назад +18

    ସାର ଆପଣଙ୍କୁ ହୃଦୟ ରୁ ଧନ୍ୟବାଦ 🙏🙏🙏... ଏକଦମ 100% right kahile.

  • @ManojBidika-h3y
    @ManojBidika-h3y 3 месяца назад +24

    ଆପଣ ସତ କଥା କହିଲ ସାର୍ ଆପଣ ଭଲ ବାବରେ ଜାଣିଛନ୍ତି thank you ❤❤❤❤

  • @satrughnanaik4393
    @satrughnanaik4393 3 месяца назад +15

    ସଠିକ ସମୀକ୍ଷା କରିଛନ୍ତି ଆଜ୍ଞା | ଧନ୍ୟବାଦ 🙏

  • @BahakBabu52
    @BahakBabu52 3 месяца назад +9

    ବହୁତ ବହୁତ ଧନ୍ଯବାଦ ଆଜ୍ଞା ଆପଣଙ୍କ ମନ୍ତବ୍ୟ କୁ

  • @chaitanyachhatria3179
    @chaitanyachhatria3179 3 месяца назад +3

    ଇଟା ଗୁଟେ ମନେ ରଖା ହ୍ୟୁମାନ ସାଗର ପାଇଁ ତମର ସିନେମା ଚାଲୁଛି ଆଉ ପୂର୍ବ ଓଡ଼ିଶା ର ନା ହଉଛି ଜୟ ମା ସମଲେଇ

  • @Prashantbrother1432
    @Prashantbrother1432 3 месяца назад +46

    ବହୁତ ବହୁତ ଭଲ ଭାବରେ ବୁଝେଇଛନ୍ତି ଆପଣ ,ସବୁ ଠିକ୍ ଠିକ୍ କହିଛ

  • @RajatPradhan-b9c
    @RajatPradhan-b9c 3 месяца назад

    Sehi baat hai bhai ❤❤

  • @gulshankumarofficial1595
    @gulshankumarofficial1595 3 месяца назад +2

    ବହୁତ ସୁନ୍ଦର କଥା କହିଲେ ସାର ମୁ ଜଣେ ଖ୍ରୀଷ୍ଟିଆନ ହେଲେ ବି ଓଡିଶା ର ବଡ଼ ଠାକୁର ଜଗନ୍ନାଥ କୁ ବି ଭଲ ପାଉ କିନ୍ତୁ ଭଗବାନ କୁ ନେଇ ରାଜନୀତି ଆଉ ଜାତି ନୀତି ନ କରିବାଟା ଭଲ

  • @simanchalnag5211
    @simanchalnag5211 3 месяца назад +2

    ଆପଣ ଙ୍କୁ ହୃଦୟ ରୁ ଧନ୍ୟବାଦ ଆଜ୍ଞା ଆପଣ ପୁରା ଠିକ୍ ବୁଝି ଛନ୍ତି l❤❤❤❤

  • @rahulksinger3219
    @rahulksinger3219 3 месяца назад +40

    ଶୁଣ ରେ କଟକିଆ ପୁଏ ଅ ଭାଇନା କଣ କହୁଛନ୍ତି କୋଟି କୋଟି 🙏🙏🙏🙏🙏sir

  • @RajaSurujal
    @RajaSurujal 3 месяца назад +2

    ମଜା ଆସିଗଲା ସାର
    ଆପଣ ଭଲକି ବୁଝିଛନ୍ତି, ଆପଣଙ୍କ ଭଳି ଯଦି ମୋ କଟକିଆ ଭାଇ ମାନେ ବୁଝନ୍ତେ ଆମ ଓଡିଶା ମୋ ଓଡିଶା କେତେ ଦୂର ନ ଜାନ୍ତା
    ନମସ୍ତେ ସାର ❤❤❤❤

  • @JOHANBAGHA-cf1sw
    @JOHANBAGHA-cf1sw 3 месяца назад +9

    ଆପଣ ହିଁ Right kotha କହିଛନ୍ତି ଆଜ୍ଞା ଧନ୍ୟବାଦ

  • @ArchanaNayak-cq3we
    @ArchanaNayak-cq3we 2 месяца назад

    ଧନ୍ୟବାଦ ସାର୍ ଆପଣଙ୍କ କଥାରେ ବହୁତ ଲୋକ ପରିବର୍ତ୍ତନ ହେବେ,ହେଲେ ଜାପାନୀ କେବେ ହେଲେ ପରିବର୍ତ୍ତନ ହେବ ନାହିଁ

  • @OdishUttkal
    @OdishUttkal 3 месяца назад +26

    You are best sir

  • @steminarani5803
    @steminarani5803 3 месяца назад +2

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ସାର୍ ଆପଣ ଠକ୍ କଥା କହୁଛନ୍ତି ସାର୍ ହିଁ ମାନ଼ ସାର୍ ବହୁତ ଭଲ ସେ କାହାକୁ କିଛି କହନ୍ତି ନାହଁ

  • @Ankurdigalofficial
    @Ankurdigalofficial 3 месяца назад

    Bahut sundar chinta sir thank you best reply sir

  • @premmandirproduction7519
    @premmandirproduction7519 3 месяца назад +19

    ବର୍ତ୍ତମାନ ର ଏକ ବିବାଦୀୟ ସ୍ଥିତି ଭିତରେ ଓଡିଆ ସଙ୍ଗୀତ ଜଗତ।ପ୍ରଭୁ ଙ୍କ ଭଜନ ର ସ୍ବର ରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର,ରୁକୁ ସୁନା,ପପୁ ପମ ପମ (ତତ୍ତ୍ଵ ପ୍ରକାଶ ଶତପଥୀ) ଙ୍କ ପରି ଅନେକ କଣ୍ଠଶିଳ୍ପୀ ଆଜି ଭଜନ ସ୍ବରରେ କଣ୍ଠଦାନ କରିବାର ହେଉ କିମ୍ବା ଗାଇବାକୁ ନେଇ ଛନ୍ଦି ହୋଇପଡିଥିବା ର ଦେଖାଯାଉଛି। ତେବେ ଅନେକ ସମାଲୋଚକ ସାଜି ଏହି ବିବାଦୀୟ ସ୍ଥିତି କୁ ଆହୁରି ଜଟିଳ କରୁଛନ୍ତି। ତେବେ ମୁଁ ଅଧମ ଭାବରେ କେତୋଟି ପ୍ରଶ୍ନ କରିବା କୁ ଚାହିଁବି...
    ୧-ଆଧୁନିକ ସ୍ବର କୁ ନେଇ ଅନେକ ଭଜନ କରାଯାଇଛି ଯେମିତି କି ମୁଁ ଅନେଶତ ରାଣୀ ରାଜା ଭଜନ ସ୍ବରରେ ମୁଁ କାଳିଆ ରଜା ର ପ୍ରଜା ପୁଣି ନିକଟ ଅତୀତରେ ଝିପିଝିପି ମେଘ ରେ ଆଲବମ ସଙ୍ଗୀତ କୁ ନେଇ ଆଗେ ଆଗେ ବଳିଆ ସଙ୍ଗୀତ ବିଶେଷ ଲୋକପ୍ରିୟ ହୋଇଛି କିନ୍ତୁ ପ୍ରଥମେ ଆଲବମ ର ସ୍ବର ହେବାର ପରେ ସେହି ସ୍ବର ରେ ଭଜନ ନିର୍ମାଣ କରିବା କ'ଣ ଭୁଲ ନୁହେଁ କି?
    ୨- ଅନେକ ନାମ ସଂକୀର୍ତ୍ତନ ଦଳ ଆଜି ଆଧୁନିକ ସ୍ବରରେ ଟିପ୍ ଟିପ୍ ବର୍ଷା ପାଣି,ନବମ ଶ୍ରେଣୀ ଝିଅ ଆଦି କୁ ନେଇ ହରି ନାମ ଜପ କରୁଛନ୍ତି କ'ଣ ତାହା ଅପରାଧ ନୁହେଁ।
    କେବଳ ଧର୍ମ କୁ ନେଇ ବିଭେଦ କରିବାକୁ ଚାହୁଁଥିବା କିଛି ବିଶେଷଜ୍ଞ ମାନଙ୍କୁ ମୋର ଛୋଟ ପ୍ରଶ୍ନ ଟିଏ.....
    @ ଧର୍ମ ବନାମ ରାଜନୀତି
    # ସତ୍ୟ ବନାମ ବାସ୍ତବତା

  • @TechnicalBroSk
    @TechnicalBroSk 2 месяца назад

    ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା ❤❤❤

  • @dhanwatariBirua
    @dhanwatariBirua 3 месяца назад +1

    ପ୍ରଥମ ରେ ଆପଣଙ୍କୁ ଧନ୍ୟବାଦ ସାର୍, ଆପଣଙ୍କ ର ପରିକା ବୁଝିବା ଲୋକ ବହୁତ କମ୍ ଏମିତି ଲୋକ ମାନଙ୍କର କଥା କୁ ବିଚାର କରନ୍ତି ଧନ୍ୟବାଦ,,

  • @kichakeswarifilms
    @kichakeswarifilms 3 месяца назад +21

    ଜୟ ଜଗନ୍ନାଥ.. ମହାପ୍ରଭୁ ଙ୍କ କୃପା ଥାଉ

  • @BinodGamango-mk5by
    @BinodGamango-mk5by 3 месяца назад +1

    Ki koila sir dil se love you apono tik bujilo

  • @mamatamallick1035
    @mamatamallick1035 3 месяца назад +2

    ଆପଣଙ୍କୁ ହୃଦୟ ରୁ ଧନ୍ୟବାଦ ଆପଣ ହିଁ ବୁଝିଲେ

  • @PrabhulalTandi-p4m
    @PrabhulalTandi-p4m 3 месяца назад

    ଆପଣଂକ ମନ୍ତବ୍ୟରେ ଏକମତ ଧନ୍ୟବାଦ୍ ।

  • @mlbstar143
    @mlbstar143 3 месяца назад

    Sir 🙏🙏🙏🙏🙏Right

  • @senapatisabar-kz5vh
    @senapatisabar-kz5vh 3 месяца назад +2

    ଆପଣଙ୍କର ହୃଦୟ ବାଗବାନ ଆଶୀର୍ବାଦ କରନ୍ତୁ.....

  • @prayashkumbhar6435
    @prayashkumbhar6435 3 месяца назад +1

    Right kahile sir bahut bahut dhanyawad 🙏🏻

  • @lazarmandalmusic8105
    @lazarmandalmusic8105 3 месяца назад

    ଆପଣଙ୍କ ମତାମତ ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି ଆଜ୍ଞା।

  • @nandinisahu1449
    @nandinisahu1449 3 месяца назад +16

    Apankar katha manke paila sir...right katha kahele.. Tq

  • @skd5218
    @skd5218 2 месяца назад

    ଆପଣ ଙ୍କ କଥା ରେ ୧୦୦% ସତ୍ୟତା ଅଛି ।ଖୁବ ସୁନ୍ଦର୍ ଉପଉପସ୍ତାପୋନା

  • @sanunag9791
    @sanunag9791 3 месяца назад +1

    Thank you sir Jay maa samalei 🙏🙏

  • @ranjitdigal2495
    @ranjitdigal2495 3 месяца назад +1

    ସାର୍ ମୁଁ ଆପଣଙ୍କ କଥାରେ ଏକମତ 👍🙏

  • @champeswarpradhan5017
    @champeswarpradhan5017 3 месяца назад +1

    I think you are the best knowledge Person sir. You are 💯 right sir...we all are agree with you....❤❤

  • @BhaskarBhue-OD
    @BhaskarBhue-OD 3 месяца назад +2

    Mu Bolangir ra sir 🙏
    Apankar sabu katha bhal lagila

  • @Lucky_EduWorld
    @Lucky_EduWorld 2 месяца назад

    Odisha needs people like you....selfless mentality....

  • @BabinDigal
    @BabinDigal 3 месяца назад +11

    Sir apananka katha bahuta bhala lagila thank you

  • @Peter772
    @Peter772 3 месяца назад

    ଆପଣ ସବୁ କଥା ବୁଝିଥିବାରୁ ଆପଣଙ୍କୁ କଟି କଟି ପ୍ରଣାମ 🙏🙏🙏🙏sir

  • @LukoMajhi
    @LukoMajhi 3 месяца назад

    ଏହି ଭିଡ଼ିଓ ଦେଖିଲା ପରେ ଭାସ୍କର ନ୍ଯୁଜକୁ ବହୁତ ଧନ୍ୟବାଦ।କାରଣ ଏତେ ଦିନ ପରେ ଭଲ ଲୋକଙ୍କ ପାଖରେ ପହଞ୍ଚିଛି । ଯେଉଁ ବ୍ୟକ୍ତି ଜଣକ ପ୍ରକୃତ ସତ କଥା କହନ୍ତି ଆଉ ତାକୁ ମଧ୍ୟ ହୃଦୟ ରୁ ଅଶେଷ ଧନ୍ୟବାଦ।

  • @kilogram382
    @kilogram382 3 месяца назад +5

    Right sir 👍 sir ଭଜନ ଗୀତକୁ ବୋତଲ ଭାଙ୍ଗିବି ଗୋରୀ ୟେ ଯୋଉ ଗୀତ ଗାଇ ଗାଇ ନାଚୁଛନ୍ତି ଏମାନଙ୍କୁ ଦେଖା ଯାଉନି କେବଳ ହୁମନ ଭାଇ ଙ୍କୁ ହିଁ ଟାର୍ଗେଟ କରୁଛନ୍ତି।

  • @brundabananag7199
    @brundabananag7199 3 месяца назад

    ସୁନ୍ଦର

  • @BharatChandraKumbhar
    @BharatChandraKumbhar 3 месяца назад +17

    Thik kahila Bhai ,tumaku bahut bahut dhanyabad.

  • @Chandannayak-zy4ol
    @Chandannayak-zy4ol 3 месяца назад

    ଧନ୍ୟ ବାଦ ସର୍ ଆପଣଙ୍କୁ ସତ୍ୟ କଥା କହିଲେ❤

  • @parthananda5208
    @parthananda5208 3 месяца назад +1

    You are right sir thanks your message.

  • @gitanjalinayak9555
    @gitanjalinayak9555 3 месяца назад +6

    ଧନ୍ୟବାଦ ସାର୍ 🙏🙏🙏🙏

  • @bigtvsantali
    @bigtvsantali 3 месяца назад +1

    Sir ଆପଣଙ୍କ ଭଳି ସମସ୍ତଙ୍କ ମନଭାବ ହେବା ଦରକାର like ୟୁ ସାର respect from ବାରିପଦା

  • @SingerSushantKumarMiridia
    @SingerSushantKumarMiridia 3 месяца назад

    Ek dam Right Katha ..Kahichhanti Sir..Apananku Bahut Bahut Dhanyabad..🙏🏻

  • @pradeeppradhan9741
    @pradeeppradhan9741 3 месяца назад

    ଆପଣ ବହୁତ ବହୁତ ଭଲ ସାର ପରେମଶ୍ବର ଆପଣ ଙ୍କୁ ଆଶୀର୍ବାଦ କରନ୍ତୁ

  • @sbmentertainment8567
    @sbmentertainment8567 3 месяца назад +1

    ହୃଦୟ ଜୀତି ନେଲେ ସାର୍ 🙏🙏🙏🙏
    ଜୟ ଜଗନ୍ନାଥ🙏🙏

  • @steminarani5803
    @steminarani5803 3 месяца назад

    ଆପଣ ଯେତେବେଳେ ଗୋଟେ କଥା କହୁଛନ୍ତି ସାର୍ ସବୁ କଥା ଠିକ୍ ସମୟରେ ଠିକ୍ କଥା କହୁଛନ୍ତି ସାର୍ ବହୁତ ବହୁତ ଧନ୍ୟବାଦ୍ ସାର୍ ଆପଣଙ୍କ 🙏🙏🙏❤️🎉

  • @PHILIMANMAJHI-md2rl
    @PHILIMANMAJHI-md2rl 3 месяца назад +3

    100% ଠିକ କଥା କହିଛନ୍ତି sir..

  • @amulyalima28
    @amulyalima28 3 месяца назад +1

    ପ୍ରକୃତରେ ଆପଣ ଓଡ଼ିଆ,, ବହୁତ ଭଲ କହିଲେ,,,

  • @himatpani4807
    @himatpani4807 3 месяца назад +4

    ସାର, ଆପଣ ଠିକ ଭାବରେ ବୁଝେଇ କହିଥିଲେ, ଧନ୍ୟବାଦ 🙏

  • @sarjonchhatriya343
    @sarjonchhatriya343 3 месяца назад +4

    Thankyou 👍 sir ଆପଣଙ୍କୁ ମୋର ହୃଦୟ ର ସହିତ ନମସ୍କାର 🙏 🙏ଜଣାଏ ଜେ ଆପଣ ବିଷୟ ଟିକୁ ଠିକ୍ ଭାବରେ ବୁଝିପାରିଲେ, ଏବଂ ବୁଝେଇ କି କହିଥିବାରୁ Thankyou ସାର୍

  • @SanjayaCreation
    @SanjayaCreation 3 месяца назад

    Good Thought Sir ❤

  • @rudradevblog2186
    @rudradevblog2186 3 месяца назад +23

    ଆପଣ ଏକ ଦମ ଠିକ କହିଲେ 👏ଜୟ ଜଗନ୍ନାଥ 👏👏

    • @status4u267
      @status4u267 3 месяца назад +1

      ସତ କଥା ଭାଇ ପଶ୍ଚିମ ଓଡ଼ିଶା ର ପିଲା ବଳି ଇଶ୍ରା କରୁଛନ

    • @odiastories9832
      @odiastories9832 3 месяца назад

      ସଭେ ନୁହେଁ 🙏​@@status4u267

  • @sanjogbag9834
    @sanjogbag9834 3 месяца назад +1

    Great sir

  • @birendrachhatria4299
    @birendrachhatria4299 3 месяца назад

    Aapanka thu bahut ki6i shikhibaku mile sir ❤️🙏 aapana jaha b kahanti sabu right katha kuhanti sir 🙏 Dil se 🙏❤️

  • @tanunial4462
    @tanunial4462 3 месяца назад

    Sath katha sir 🙏🙏 100%Right

  • @NilamaniSahu-bi6pp
    @NilamaniSahu-bi6pp 3 месяца назад

    ଜଗନ୍ନାଥ ଠାକୁର ଅପମାନ ‌କଲେ ଏଶଳା ପ୍ରଶଂସା କରୁଚି

  • @christiansonglyrics3196
    @christiansonglyrics3196 3 месяца назад +1

    Sir apana nka Pari Sara bharata basi bhabi thante ta Hele samaste Santi re thante... swarbha dharma sambhilani...I love my India.

  • @trilokshyaharipal2619
    @trilokshyaharipal2619 3 месяца назад

    Wah sir good good and very good thinking. Real bicharaka

  • @gobindamajhimedia1801
    @gobindamajhimedia1801 3 месяца назад

    ବହୁତ ଭଲ sir

  • @Pradipsahu1234
    @Pradipsahu1234 3 месяца назад +1

    Right ❤

  • @lazarmandalmusic8105
    @lazarmandalmusic8105 3 месяца назад

    ହଁ ଆଜ୍ଞା ମାନୁଛି ହ୍ୟୁମାନ ସାଗର ଏପରି ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଇବା ସେ ଅପରାଧ କରିଛନ୍ତି
    କିନ୍ତୁ କିଛି ଜାଗାରେ ଏପରି ଜଗନ୍ନାଥଙ୍କ ହେଉ କିମ୍ବା ଯେ କୈାଣସି ଠାକୁରଙ୍କୁ ଅବମାନନା କଲା ଭଳି ନାଚିଥାନ୍ତି ବା ଅପବ୍ୟବହାର କରି ଥାଆନ୍ତି କ'ଣ ଏହା ଅବମାନନା ନୁହେଁ ତ କ'ଣ!!?

  • @jangamayasabar8902
    @jangamayasabar8902 3 месяца назад

    Super message brother right 💯👌

  • @AbhimanyuMahananda-y3s
    @AbhimanyuMahananda-y3s 3 месяца назад

    You are Great sir. Aapko❤❤❤se salaam

  • @diptimanhira767
    @diptimanhira767 3 месяца назад

    Sata katha Bhai, Thank you for your possativeness and support!!!

  • @ManasranjanMahanandia-ec7rd
    @ManasranjanMahanandia-ec7rd 3 месяца назад +2

    ପରବର୍ତ୍ତୀ ସମୟରେ ଅପଣଙ୍କୁ ଟାର୍ଗେଟ ରେ ରହିବେ ଲୋକ କାହିଁକିନା ଆପଣ ପଶ୍ଚିମ ଓଡିଶା କଳାକାର ବିଷୟରେ କିଛି ସତ କଥା କହିଛନ୍ତି

  • @srikant725
    @srikant725 3 месяца назад

    Aap k anmol vichar k liye dhanyawad sir

  • @FunnyShorts-my6ni
    @FunnyShorts-my6ni 3 месяца назад

    Apankara pratyakti katha Mora manaku touch kala🥰🥰❤️❤️🙏🙏

  • @SanjayaCreation
    @SanjayaCreation 3 месяца назад

    Big Fan Of Human Sagar❤😊

  • @saimonbadaraita3582
    @saimonbadaraita3582 3 месяца назад

    ଠିକ୍ କଥା କଇଲେ Sir ✝️✝️♥️♥️♥️♥️♥️

  • @Ajsikaofficial
    @Ajsikaofficial 3 месяца назад

    Suprb sir ❤❤❤❤

  • @franshishnag3997
    @franshishnag3997 3 месяца назад +3

    ବହୁତ ଭଲ କଥା କହିଲେ ଆଜ୍ଞା. ଏମନେ ବୁଝି ପାରୁନି

  • @rishabdrakshyalata3532
    @rishabdrakshyalata3532 3 месяца назад

    Sir apno bhlo koochonti ❤

  • @sardisepedko5208
    @sardisepedko5208 3 месяца назад

    Bahut bhala katha kahi le sir...

  • @akashdigal9445
    @akashdigal9445 3 месяца назад

    Really you are saying right 👍 sir

  • @arunsindurofficialodisha
    @arunsindurofficialodisha 3 месяца назад

    ଥାନ୍ୟବାଦ sir ଆପଣ ବୁଝି ପାରିଛନ୍ତି ❤❤❤❤❤

  • @pin2nandaofficial675
    @pin2nandaofficial675 3 месяца назад

    Right sir apana badhia bujhuchanti

  • @satyajyotidongri101
    @satyajyotidongri101 2 месяца назад

    God bless you sir, your right 👍

  • @jbproduction1099
    @jbproduction1099 3 месяца назад

    ଏହି ବ୍ୟକ୍ତି ହେଉଛନ୍ତି ପ୍ରକୃତ ସୁଦ୍ଧ ହିନ୍ଦୁ, sir ବହୁତ ବଡ଼ିଆ କହିଲେ 👍

  • @dharmeshnayak9074
    @dharmeshnayak9074 3 месяца назад

    ଆପଣଂକ ଚିନ୍ତା ଧାରା ବହୁତ ଭଲ ଲାଗିଲା ସାର ଧନ୍ୟବାଦ

  • @gudugudi123
    @gudugudi123 3 месяца назад

    ❤❤❤❤❤❤ you are great sir

  • @sanjunona7020
    @sanjunona7020 2 месяца назад

    U r 1000000000000%right ❤❤❤❤❤❤❤❤❤

  • @prasantasahu8309
    @prasantasahu8309 3 месяца назад

    Good statement of Rudraman Sir.

  • @baibasutabhoi3439
    @baibasutabhoi3439 3 месяца назад

    ଯାହା ହେଉ ଜଣେ ତ ବୁଝି ପାରିଲା
    Thanku sir

  • @RinkuEdla
    @RinkuEdla 3 месяца назад

    Good information sir God bless you ❤️

  • @sunilratha1532
    @sunilratha1532 3 месяца назад

    ଆପଣଙ୍କ ସବୁ କଥାକୁ ମୁଁ ଗ୍ରହଣ କରି ପାରିବି କିନ୍ତୁ ସେ ଜଣେ ବ୍ରାହ୍ମଣ ପରିବାରର ଜ୍ବାଇଁ ତେଣୁ ସେ ଜଣେ ଜଗନ୍ନାଥ ଭକ୍ତ, ଏହା ସମ୍ପୂର୍ଣ୍ଣ ଭୁଲ୍। କାରଣ ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବ୍ରାହ୍ମଣ ଘରର ଝିଅଙ୍କୁ ନିଜ ପ୍ରେମ ଜାଲରେ ଫସେଇବା।

  • @NSOfficialVlog.-zk7fe
    @NSOfficialVlog.-zk7fe 3 месяца назад

    Great speech 👏👏 sir ji