Smruti eka Rupa Janha || Mohammad Aziz LIVE || Odia Song

Поделиться
HTML-код
  • Опубликовано: 25 ноя 2024
  • Music-Akshya Mohanty
    Film-Chaka Bhaunri
    Web Odisha
    Odisha Live

Комментарии • 1,1 тыс.

  • @goodartitude.9917
    @goodartitude.9917 2 года назад +68

    ବହୁତ ସୁପରହିଟ ଓଡ଼ିଆ ଗୀତ ଗାଈ ଆମ ଓଡ଼ିଆ ଜନସାଧାରଣ ମାନଙ୍କୁ ଖୁସି କରିଛ... ତୁମେ ଏ ଦୁନିଆଁ ରେ ନାହଁ ସତ ହେଲେ ତୁମ କଣ୍ଠ ସ୍ୱର ଗୀତ🎤🔊 ଆମ ମାନଙ୍କୁ ସବୁଦିନ ପାଇଁ ରୁଣୀ କରି ରଖିଥିବ.. 😭😭😥🎤👌👌

  • @rnk6817
    @rnk6817 8 месяцев назад +19

    ୟେ ଗୀତ ଟି ଯେବେ ପ୍ରଥମ ଥର ମୁଁ ଶୁଣିଥିଲି . ( ୧୯୮୭) ରେ କାହିଁ କେଜାଣି ମୋ ମନକୁ ଖୁବ ସ୍ପର୍ଶ କରିଥିଲା ( ଯାହାକି ଅନ୍ୟ ଗାୟକ ଙ୍କ ସ୍ୱର ଠାରୁ ଖୁବ ଅଲଗା ଥିଲା ) ମୁଁ ତାଙ୍କୁ ଜାଣି ନଥିଲି ପରେ ଯଦିଓ ୪ ଥର ଥର ତାଙ୍କ ସଂଗେ ଫୋନ ରେ କଥା ହେବାର ସୁଯୋଗ ମିଳିଥିଲା.[2011 ଠୁ 2018 ମଧ୍ୟରେ ]. କଥା ହେଲା .... ଯେଉଁ ସମୟରେ ସେ ବମ୍ବେ ରେ ରହି ହିନ୍ଦୀ ଚଳଚିତ୍ର ପାଇଁ ସଙ୍ଗର୍ଷ କରୁଥିଲେ ସେହି ସମୟ ( ୧୯୮୩ ) ରେ ଖୋକା ଭାଇ ତାଙ୍କୁ .. "" ରୁପା ସଗଡ଼ିରେ ସୁନା କନିଆଁ " ଗୀତ ପାଇଁ ଅନୁରୋଧ କରିଥିଲେ .. ପ୍ରଥମେ ପ୍ରଥମେ ଅଜିଜ ଶାହବ ( ମୁଁ ତାଙ୍କୁ ଅଜିଜ ଶାହବ ବୋଲି ସଂଵୋଧନ କରୁଥିଲି ) ରାଜି ନ ହୋଇ ଥିଲେ ବି ପରବର୍ତୀ ସମୟରେ କମ ପଇସା ନେଇ ଗାଇବା ପାଇଁ ରାଜି ହୋଇଥିଲେ . ଆଉ ଖୋକା ଭାଇ ବି ତାଙ୍କୁ ପ୍ରତିଶୁତି ଦେଇଥିଲେ କି ରୁପା ସଗଡ଼ିରେ ସୁନା କନିଆଁ ଗୀତ ପରେ ସେ ଓଡିଶା ସବୁ ଜାଗାରେ ଲୋକ ପ୍ରିୟ ହୋଇଯିବେ .. ଯାହା କି ପରେ ସତ୍ୟ ହେଲା ..ଆଉ ଏହା ମଧ୍ୟ ସତ୍ୟ ଯେ ଏଭଳି ସ୍ୱର ଆଉ ଭାରତରେ କ୍ଵଚିତ ଜନ୍ମ ନେବେ ... ୟେ ଜୀବନ ଆରମ୍ଭ ହୋଇଥିଲା ତାଙ୍କ ସ୍ୱର ଶୁଣି ଶୁଣି ଆଉ ସରିବ ମଧ୍ୟ ତାଙ୍କ ସ୍ୱର ଶୁଣି ଶୁଣି !!!

  • @IswarChandra-us3go
    @IswarChandra-us3go Год назад +56

    ହିନ୍ଦୀ ଚଳଚିତ୍ର ଜଗତରେ ସିନା କେତେକ ଗର୍ବୀ ଅହଂକାରୀ ସଙ୍ଗୀତ ନିର୍ଦ୍ଦେଶକ ମାନଙ୍କ କୁଟ ଚକ୍ରାନ୍ତ ର ଶିକାର ହୋଇଗଲେ କିନ୍ତୁ ଓଡ଼ିଆ ନ ଜାଣି ବି ବହୁତ ନାଁ ଅର୍ଜନ କରିଛନ୍ତି ❤❤❤

  • @bhubanbiharinaik4137
    @bhubanbiharinaik4137 4 года назад +18

    ଖୁବ ସୁନ୍ଦର ମୁନ୍ନା ଅଜିଜ ଙ୍କ କଣ୍ଠରେ..... ଆପଣ ଆମ ହୃଦରେ ସବୁଦିନ ପାଇଁ ରହିବେ ମୁନ୍ନା ଅଜିଜ.... 🙏🙏🙏🙏🙏💐💐💐💐

  • @gourangorawani4092
    @gourangorawani4092 Год назад +4

    SUPER DUPER 👌👌 JHARKHAND DHANBAD PS-NIRSHA VILL-TOPATAND THEKE 🙏 ANEK ANEK DHANNABAD 🙏🌺🌹 MD. AZIZ SIR JI KE CHARNO ME SAT SAT NAMAN 🙏🌺🌹

  • @skshussain3597
    @skshussain3597 3 года назад +194

    Miss you dear...ଇହ ଜଗତ ଛାଡିବା ପୂର୍ବରୁ,ଅନେକ ଗର୍ବିତ ଅନୁଭବ କରାଇଲ....ସ୍ବର୍ଗ ବାସୀ ହୋଇ ରୁହ😥

  • @mrpapusahu6825
    @mrpapusahu6825 Год назад +5

    ଦିଲ୍ ସେ ଆପଣକୁ ଅନେକ ଅନେକ ଧନ୍ୟବାଦ ସାର୍ 🙏🙏 ଆମର ସେ ପୁରୁଣା ଦିନ କଥା ପଡ଼ି ଯାଉଛି 🙏🙏🥲🥲

  • @subratswain4356
    @subratswain4356 3 года назад +4

    M.Aziz M.mahasin sangitikar Nizam M.sikandarallm odisha pain Garb🙏🙏🙏

  • @neelaranjanabisoyi8412
    @neelaranjanabisoyi8412 Год назад +5

    ଓଃ କି ଗୀତ, ହୃଦୟ କୁ କଷ୍ଟ ଦେଉଛି, ଏମିତିକା ଗୀତ ଆଉ ମିଳିବନି

  • @susantbehera6234
    @susantbehera6234 9 месяцев назад +8

    ବହୁତ୍ ସୁପର ହିଟ ଗୀତ ହେଇଚି ମନ କୁ ଛୁଇଁ ଯାଉଛି ଅତି ସୁନ୍ଦର ଗୀତ❤

  • @kanhusahoo7289
    @kanhusahoo7289 4 года назад +97

    କି ସୁନ୍ଦର କଣ୍ଠ l ଯେତେ ଦିନ ସଂଗୀତ ଥିବ ସେ ପର୍ଯ୍ୟନ୍ତ ଆପଣ ଆମ ଗହଣରେ ଥିବେ 🙏🙏

  • @bichitramalik4162
    @bichitramalik4162 2 года назад +2

    Mahammad azit voice teke niara. So wonderful voice thanks

  • @tanmayabhisheknayak5729
    @tanmayabhisheknayak5729 2 года назад +69

    Md Aziz sahab is one of the greatest singers of India ❤️🙏👍

    • @kinkarbhadra2646
      @kinkarbhadra2646 2 года назад +2

      Khali Aziz nuhe jete sobu bangali singers mo favourite

    • @kedarmalik2030
      @kedarmalik2030 2 года назад

      On

    • @Beautifulnture-et2bk
      @Beautifulnture-et2bk 4 месяца назад

      Kumari Sanu,Alka Yagnik,Shaan, Abhijit Bhattacharya,Arjit Singh,Kishore Kumar,Amit Kumar,Rd Verman,Shreya Ghoshal,​Pritam Chakraborty.bengali top Bollyowood best singing topp level@@kinkarbhadra2646

  • @sheikhnayum2505
    @sheikhnayum2505 5 лет назад +87

    When Mohd. Aziz sings ...I feel I am in a different world.. really it's amazing...any song .. specially Hindi and odiya... people of India remember him for ever..

  • @kshirodswain4993
    @kshirodswain4993 Год назад +33

    Md. Aziz is a legendary singer. I salute him from the core of my heart. May his soul rest in peace.

  • @AbinashGahan
    @AbinashGahan Месяц назад +2

    ଆଜି ବି ଏ ଗୀତଟି ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବ ନିଶ୍ଚିନ୍ତ

  • @viewsgodlevel5557
    @viewsgodlevel5557 2 года назад +4

    ହଯିଲା ଦିନ ର ଅଭୁଲା ସଙ୍ଗୀତ ଗାୟକ ଙ୍କୁ ଅସେସ ପ୍ରଣାମ

  • @debrajbhoi786
    @debrajbhoi786 4 года назад +16

    ମହମ୍ମଦ ଅଜିଜ ଙ୍କ ଯାଦୁକରୀ ସୁର ଗୀତକୁ କାଳଜୟୀ କରିପାରିଛି ସତେ ! ମୋ ସବୁଠୁଁ ପ୍ରିୟ ଗୀତ ।

  • @sursangamentertainment9739
    @sursangamentertainment9739 4 года назад +25

    Love you sir, ଆପଣ ସଦା ବେଳେ ଆମ ସହିତ ରହିବେ ସଙ୍ଗୀତ ମାଧ୍ୟମ ରେ, ଆପଣ ଚିର ଅମର,

  • @bharatmatakijay161
    @bharatmatakijay161 2 года назад +3

    ଆହାଃ କି ସୁନ୍ଦର୍ ଗୀତ, ଏହିଭଳି ଗୀତ ଗୁଡ଼ିକ ସବୁ ମନେ ପକେଇ ଦିଏ,ପିଲାବେଳେ ରେଡିଓ ରେ ଶୁଣିବାରେ ସେ ସ୍ମୃତି, ସ୍କୁଲ ଯିବା ପୁର୍ବରୁ 9.15 ରେ ଗୀତ ଗୀତିକା ଦିଏ ଆକାଶବାଣୀ କଟକ ରେ, ଆହାଃ କି ସ୍ମୃତି,

  • @mastermovie6551
    @mastermovie6551 5 лет назад +128

    କେତେ ସୁନ୍ଦର ଥିଲା ସେ ପୁରୁଣା ଦିନ ଆଉ ସେ ପିଲା ଦିନ ଆଜି ମନେ ପଡେ😭😭😭😭

  • @sheikhnayum2505
    @sheikhnayum2505 5 лет назад +51

    No one can sing this song better than the legend Mohd.Aziz

    • @ramanaik4747
      @ramanaik4747 5 лет назад +1

      I Love song to reamber little boys

  • @OdiaKaraokeOldisGold
    @OdiaKaraokeOldisGold 4 года назад +8

    Those days songs were connecting to our heart and emotions. What a composition and singing. They were legend. Their contribution towards the music industry can't be forgotten till the music is there in universe. We should all respect and love them by spreading these songs, singing on the stage in every events. So that they will be remembered by all the people.

  • @sunilkumar-eu7ql
    @sunilkumar-eu7ql Год назад

    Khali nam nehi hai brand hai brand Dil se love you aziz sir

  • @prashantakumarsahu2978
    @prashantakumarsahu2978 4 года назад +23

    All these melodious sons are no doubt very heart touching so that I do appreciate them.

  • @RAlok687
    @RAlok687 9 месяцев назад +1

    ମହମଦ ସାର୍ ଆପଣଙ୍କ ପଖରେ ଆମେ ରୁଣି କି ସୁଦ୍ଦର ଗିତ ଆପଣଗଲା ଦିନ ଠୁ ଆଉ ଏମିତିକା ଗିତ ଆଶୁ ନି ଆଲବମ ବିିଆସୁ ନି🙏🙏🙏🌹🌹🌹😂😂😂

  • @rsagarkumar5503
    @rsagarkumar5503 3 года назад +11

    Excellent voice
    ...the generations will remember you sir 🙏

  • @odiasahitya9571
    @odiasahitya9571 4 года назад +1

    ଜୀବନରେ ଥରେ ଆପଣଙ୍କ ପାଦ ଛୁଇଁବାର ସ୍ବପ୍ନ ଥିଲା , ସ୍ବପ୍ନ ସ୍ବପ୍ନ ରେ ରହିଗଲା, 😭😭😭 miss you sir

  • @dibyaranjanbehera629
    @dibyaranjanbehera629 5 лет назад +8

    MD sir 🙏🙏🙏🌷🌷🌷 Amar rahenge iss gane ki taraha hamisha hamare dil main love u sir..
    .🙏😊

  • @ଓଡ଼ିଆପରିବାର
    @ଓଡ଼ିଆପରିବାର 2 года назад +24

    ମହମଦ ଅଜ଼ିଜ଼ ସଦା ବେଳେ ମହମଦ ଅଜ଼ିଜ଼ ଏବେ ବି ଶୁଣିଲେ ଆଖିରୁ ଲୁହ ଆସିଯାଉଛି ତେଣୁ କେହି ସମାନ ନୁହଁ ତାଙ୍କ ସହ 🙏🙏🙏

  • @Sekhar_Home
    @Sekhar_Home 4 года назад +15

    What a melodious tone of Md. aziz sir. Most odia n hindi songs are my favorites n will b on top forever

  • @bimalprasadparida8534
    @bimalprasadparida8534 4 месяца назад +1

    This is a great composition of Akshay Mohanty and one of most popular songs of Odia film industry. Aziz is a legend.

  • @bijayakumarmaharana8106
    @bijayakumarmaharana8106 4 года назад +16

    An excellent an unique song .only Munna aziz can perform this song pefectly .Thanks Akshay Mohanty for presenting us the super hit song and and thanks Md.Aziz sir for your sweet voice.

    • @webodisha
      @webodisha  4 года назад +1

      wonderful comment. Thank u for watching

  • @amiyasethi3761
    @amiyasethi3761 2 года назад +26

    LEGEND NEVER DIE🙏😭😭😭😭😭😭

  • @LokanathBehera-i4h
    @LokanathBehera-i4h 8 месяцев назад +5

    ବାସ୍ତବିକ୍। ସ୍ମୃତି ଏକ ରୁପାଜହ୍ନ। ସ୍ମୃତି ଫେରି ଆସେନାହିଁ। ସିନା। ଅନୁଭବ। କରିହୁଏ। Aziz ସାର୍। ଆପଣଙ୍କୁ। ଆଜିବି। ଆମେ। ଏ ହୃଦୟରେ। ଅନୁଭବ କରୁଛୁ। କରୁଥିବା ମଧ୍ୟ। ଆପଣ। ସବୁଦିନ ଆମ ପାଇଁ। ଅ ମର

  • @Hakimofficial0.1
    @Hakimofficial0.1 11 часов назад

    ଜୟ ଜଗନ୍ନାଥ ହରିବୋଲ ହୁଳହୁଳି i ଓଡ଼ିଶା ର କେନ୍ଦୁଝର ଜିଲ୍ଲା ରୁ ❤❤❤❤❤

  • @munafqureshi5699
    @munafqureshi5699 2 года назад +5

    Aziz came to earth for singing and left those memorable songs for us to enjoy till we too left this world. We miss you Aziz

  • @ramchandradas2127
    @ramchandradas2127 2 года назад +4

    ଏତେ ସୁନ୍ଦର କଣ୍ଠ କୁ ଆମେ ମିସ୍ କରୁଛେ

  • @gangadharbeura3159
    @gangadharbeura3159 5 лет назад +6

    Best Odia song of Mohd Aziz, Very really song like original. It is a jugalbandi of Khoka Bhai and Muna Aziz. Evergreen,alltime favourite song.

  • @guruprasadbiswal4911
    @guruprasadbiswal4911 2 года назад +4

    Legendary voice M Aziz sir..
    People of Odisha will always remember you..

  • @chittaduitimohapatra2233
    @chittaduitimohapatra2233 5 лет назад +43

    Really miss legendary singer....

  • @ritanjalipanda5537
    @ritanjalipanda5537 3 года назад +2

    Aapana aama gahanare nathile bi aapanka gita aama hrudayaku chhuee paruchi... Awesome voice... 👌👌💯

  • @mscl9512
    @mscl9512 3 года назад +6

    I. Missi. U. MD. Aziz
    Sir
    You best💯
    Your. Voice is. Beautiful and fantastic🤘😝🤘

  • @rudraprasadmahapatra3
    @rudraprasadmahapatra3 15 дней назад

    ବହୁତ୍ ବଢିଆ ସ୍ୱର ସଂଯୋଜନା,ଏଇ ଗୀତଟିର ଗୀତିକାର ଙ୍କ ନାମ ସ୍ଥାନିତ କଲେ ଭଲ ହୁଅନ୍ତା।

  • @umeshiitkgp1
    @umeshiitkgp1 5 лет назад +75

    Same voice at this age.. My childhood days, can only recall Munna Aziz songs

  • @subhashdongre9204
    @subhashdongre9204 2 года назад +1

    वा सर जी वा क्या आवाज है आपका आप मेरा प्रिय गायक हैं आपके आवाज में जादू है।

  • @SingarRanjitkumar
    @SingarRanjitkumar 4 года назад +4

    ଅଜିଜ୍ ସାର୍ ଥିଲେ ଅଛନ୍ତି ରହିବେ ଆମ ହୃଦୟରେ ଜୟ ଜଗନ୍ନାଥ 🙏🏻😭🙏🏻🌹

  • @LokanathBehera-ip3ll
    @LokanathBehera-ip3ll Месяц назад

    ହଜିଗଲେ ଏ ହୃଦୟରେ ଭଲ ପାଉଥିବା ଗୀତିକାର କଳାକାର ଆଉ ହଜିଗଲା ଏଇ ଭଳି ଗୀତ ହଁ ହଜିଗଲେ ସିନା ଏ ପାର୍ଥିବ ଦୁନିଆରୁ ହେଲେ ରହିଗଲ ଚିରଦିନ ଏଇ ହୃଦୟରେ ଥିଲା ଥିବ ମଧ୍ୟ ଆଉ ଏଇ ଗୀତ ଗୁଡ଼ିକ ଯେତେ ବେଳେ ଯିଏ ଯେଉଁଠି ଗାଇଲେ କିମ୍ବା ଶୁଣିଲେ ବି ମାନେ ପଡ଼ିବ ତୁମେ ସମତଙ୍କ ହୃଦୟରେ ଚିର ଆମର ହୋଇ ରୁହ

  • @prof.biswanathswain373
    @prof.biswanathswain373 4 года назад +36

    I miss you so much. You are in my heart Sir... You are an unparalleled singer. Those who are singing his songs... are destroying the beauty that he has given.

    • @RajNandini687
      @RajNandini687 4 года назад +1

      Truely said bro..he has no comparison.kana re sunile heart re baji jae tanka voice

    • @radheradhe0803
      @radheradhe0803 3 года назад

      Absolutely right

    • @VARUN004
      @VARUN004 3 года назад

      @@RajNandini687 ⁹tdg

  • @himanshumohanty877
    @himanshumohanty877 5 лет назад +42

    No word for this voice.really hrt tchng sir

  • @subashchandradas6406
    @subashchandradas6406 4 года назад +7

    Beautiful voice by Mahmod sir ....
    I also loving❤ this type songs.

  • @rcdash1770
    @rcdash1770 4 года назад

    କେତେ ସୁନ୍ଦର ଥିଲା ସେ ପୁରୁଣା ଦିନ ଅଉ ସେ ପିଲା ଦିନ ଆଜି ମନେ ପଡେ ! One of the great romantic emotional song by Md Ajij one of the great singer

  • @OdishaEntertainment1998
    @OdishaEntertainment1998 10 месяцев назад +62

    2024 re କିଏ ଶୁଣିଛ like ❤❤

  • @rajeshbehera1871
    @rajeshbehera1871 2 года назад +1

    Ajij sir.........you are immortal till this song in our Odiya culture and history......Bless other young songtter to keep the prestige up of Odiya song..........

  • @Bindas100
    @Bindas100 Год назад +74

    କିଏ କିଏ 2023 ରେ ଶୁଣୁଛନ୍ତି ଏଇ ଅଭୁଲା ଗୀତ କୁ

  • @m.padmanav3914
    @m.padmanav3914 Год назад +2

    One of the sweetest voice forever.
    Legend Legend Legend
    Infinit Salutation
    🥰🥰🥰♥️♥️♥️♥️🙏🙏🙏

  • @pareshrout3466
    @pareshrout3466 4 года назад +38

    ଯେତେ ଦିନ ଯାଏଁ ମାନବ ସମାଜ ଥିବା ସେତେଦିନ ଯାଏଁ ଅଜିଜ ଥିବ ।

  • @jayasmitadashadhikari8690
    @jayasmitadashadhikari8690 4 года назад +2

    Beautiful. Song.Mahamad.Aziz Bhai

  • @kannhubehera6715
    @kannhubehera6715 4 года назад +18

    Remembering childhood days... Was golden time.

  • @bikashkumardhal3252
    @bikashkumardhal3252 Год назад +2

    🙏🙏🙏🙏 ur proud of India jai jagannath 2:43

  • @sumankabi9496
    @sumankabi9496 4 года назад +7

    Legendary Voice sir. Proud to have you.

  • @trueindian4887
    @trueindian4887 5 лет назад +1

    Aziz saheb ka koi jawab nahi .....lekin aise mahaan singer diabetes jaise khatarnak bimari se bach nahi sake .....dukh ki baat ye hai ki itne bade mahan singer ki anteem samay pe Bollywood usse puchha tak nahi ....koi nahi aya janaje main

  • @susantnayak2762
    @susantnayak2762 5 лет назад +11

    Wow beautiful song, excellent voice md aziz sahab u are always great singer

  • @JayantiJena-t5g
    @JayantiJena-t5g Месяц назад

    MD. Aziz unbelievable mind blowing voice God gifted voice....He is always alive in our heart ever and forever through his magical voice❤❤😢😢

  • @bibhrantakeshari3263
    @bibhrantakeshari3263 5 лет назад +18

    I miss my favorite singer 😭😭😭

  • @Shaktiprasad1974
    @Shaktiprasad1974 2 года назад +2

    🙏🙏🙏Bahut Sundar gita Ajit Sir JI Speechless SirJi 🙏Jay Mata Rani 🙏Jay Jagannath 🙏🙏🙏

  • @dilipmohanty1919
    @dilipmohanty1919 5 лет назад +3

    AKHAYA MOHANTY jo Odia sangeet ki SAMRAT hai unki
    Music hai ye geet .Md.Aziz ki
    Struggling period me AKHAYA MOHANTY JI ne ek supper heat
    Gana RUPA SAGADI RE SUNA
    KANIYA BOLNE KELIYE CHANCE
    DIE THE .iske turant bad wo rata
    rat star bangaye ...iss bat ko woo
    Khud (AZIZ)ALL INDIA RADIO ME bolethe.

  • @shibanarayanbarik9809
    @shibanarayanbarik9809 2 года назад +1

    Md Aziz is really talented singer. He excelled every Odian by sings such gane. I salute him for his tallent. This gane is super hit one.

  • @pradumnamohanty9728
    @pradumnamohanty9728 4 года назад +11

    Gifted voice! Every Odia missing you Munna Aziz

  • @Adityafoodandvlogs
    @Adityafoodandvlogs 10 дней назад

    Sabu odia nka hruday chuan gita ❤❤❤❤ ki kantha bhagaban deichanti sunidele mana puri jauchi khusire ❤❤❤❤❤❤

  • @santoshimohanty7106
    @santoshimohanty7106 4 года назад +4

    Love you sir❤️💞💞❤️
    My favourite song....!!!!💜❤️💞💞❤️💜

  • @Piyalipurbasa
    @Piyalipurbasa 3 года назад +1

    All says old is gold but I say old is diamond💎

  • @sarojkumarnaik4474
    @sarojkumarnaik4474 5 лет назад +34

    Md aziz is evergreen legendary singer. He sings odia songs so well as an odia.

  • @hembrambabuofficial1434
    @hembrambabuofficial1434 2 месяца назад

    ହଜିଲା ଦିନ ର ଅତି ସୁନ୍ଦର ଗାୟକ ପ୍ରଣାମ ❤😂❤

  • @shuvankar04
    @shuvankar04 5 лет назад +8

    Mind blowing voice really👌👌👌👌 old always gold

  • @minaketandharua2116
    @minaketandharua2116 6 месяцев назад +1

    If he is no more in this mundane world still then he lives in our heart and mind for ever.

  • @rakeshkc4953
    @rakeshkc4953 4 года назад +16

    Legend Voice.....always forever

  • @nimaincharandas3773
    @nimaincharandas3773 2 года назад

    ଆଜି ବି ମନେ ପଡେ ଆପଣଂକ ସେହି ମିଠା ମିଠା ଗୀତ. ଗର୍ବ ଲାଗେ ଆମେ ଆଜି ଆପଣଙ୍କ ଗୀତ ଶୁଣି ବାର ସୌଭାଗ୍ୟ ପାଇଛୁ. ଯେଉଁଠି ଅଛନ୍ତି ଭଲ ରେ ଥାନ୍ତୁ 🙏🙏🙏miss you

  • @krishnapanigrahy559
    @krishnapanigrahy559 4 года назад +16

    In this covid-19 lock period I got sum good energy from hearing these old odiya songs.

  • @talaturrehaman4472
    @talaturrehaman4472 3 года назад

    The king of Mohammed Aziz Saab khoobsurat aawaz ke baadsha 💞💞💞💞💞💞💞💞💞💞💞💞💞

  • @sagarbehera7284
    @sagarbehera7284 5 лет назад +29

    Mind blowing voice MD. Sir miss you

  • @alamonlinetravels7454
    @alamonlinetravels7454 4 года назад +2

    Jannati Mohammed Aziz Hardil Aziz odia peoples are feeling very proud with his Golden Heart touching Voice now never seen

  • @sudhirpadhan.1040
    @sudhirpadhan.1040 5 лет назад +5

    Waooo sir immotional krdia....

  • @odishaculture9090
    @odishaculture9090 5 лет назад +1

    Me bahat dukhi hun ji ap chhod k chale gaye ..bachpan se apke gane sun ke sukh dukh bhul jata tha abhi bahat gana to sun raha hun lekin apke awaz kahin nahi milta...miss you a lot

  • @er.rakeshkumar6180
    @er.rakeshkumar6180 5 лет назад +10

    Wow your voice is amazing.Really you’re a great singer

  • @bibhubhaiduniya2195
    @bibhubhaiduniya2195 4 месяца назад

    Sir ଆପଣ ସବୁବେଳେ ଆମ ଓଡ଼ିଆ ଙ୍କ ମନରେ 😀❤️❤️❤️

  • @sarojinidalai6239
    @sarojinidalai6239 3 года назад +5

    Mesmerizing....voice from mohd aziz sit

  • @shibanarayanbarik9809
    @shibanarayanbarik9809 Год назад

    Md. Aziz is an extraordinary singer. Although, basically, he is not an Odia. But his every odia song is superhit one.

  • @ambikadash2676
    @ambikadash2676 3 года назад +3

    Miss you a lot....
    Your smriti is really silver Moon😭😭😭

  • @haribolabhukta
    @haribolabhukta Год назад +1

    Md.Aziz is a Best singer....Iam salute him...🙏🙏🙏🙏🙏

  • @sarojnaik4
    @sarojnaik4 3 года назад +7

    He is a legend....what a voice!!!

  • @arjunrout445
    @arjunrout445 Месяц назад

    ଶୁଣିଛି ଏ ଗୀତ ର ସ୍ୱର ଅକ୍ଷୟ ମହାନ୍ତି ବମ୍ବେ ରେ ବସି ଟେଲେଫୋନ ରେ ଦେବଦାସ ଛୋଟରାୟ ଙ୍କୁ ଶୁଣାଇଥିଲେ ଏବଂ ଦେବଦାସ ଛୋଟରାୟ ଭୁବନେଶ୍ୱର ରେ ଥାଇ ଗୀତ ଟି ଲେଖି ସେଇ ଟେଲିଫୋନ ମାଧ୍ୟମ ରେ ଡାକି ଦେଇଥିଲେ. ତଥାପି କେତେ ସୁନ୍ଦର ଗୀତ ଟିଏ ହୋଇଗଲା. ଅକ୍ଷୟ ମହାନ୍ତି ଆଉ ଦେବଦାସ ଛୋଟରାୟ ଙ୍କ chemistry କିପରି ଥିଲା ତାହା ଏଥିରୁ ଜାଣି ହୁଏ

  • @QSSDIGITALMOVIES
    @QSSDIGITALMOVIES 5 лет назад +6

    Please upload mo pardeshi chadiye gaibaro sapno in Md Aziz's Devine voice

  • @khusiqueendeep7469
    @khusiqueendeep7469 6 месяцев назад

    😮😮mui 2024 re sunli E song ❤Fast Taim 🎉❤Waaaa 💫 Bahut sundar voice❤

  • @gangukagyaan2531
    @gangukagyaan2531 3 года назад

    इस age में भी इतनी मीठी आवाज़ सिर्फ मुन्नाभाई की ही हो सकती है

  • @nishikantakumar7153
    @nishikantakumar7153 5 лет назад +14

    Sir miss you 😢😢

  • @Shaktiprasad1974
    @Shaktiprasad1974 2 года назад +1

    bahut sundar Odia gita 🙏Jay Jagannath 🙏🙏🙏

  • @sushantmahapatra8372
    @sushantmahapatra8372 4 года назад +22

    In my childhood in my life this singer gave me most amusement with his greatest music to make good memories

    • @sudhanshubehera1996
      @sudhanshubehera1996 4 года назад +1

      Sushant Mahapatra redio re 9am re die a gita
      unforgettable memories

    • @debujeetnayak9403
      @debujeetnayak9403 4 года назад

      @@sudhanshubehera1996 xssxs DC sx scoop s/ SC ss SC SC sscxsxscx SC sad SC SC ss SC advocacy SC sscxsx/sxxsxsSC 😅😅🙂💋🙂😅🤗🙂🙂😅🙂😅🙂🙂😅🙂😅👃🙉👃👃👃👃🙉👃🙉👃🙉🤗👃👃🙉👃👃🙉👃👃🙉🙀🙉👃🤗💋💞🙀💞💔💞💋💔💋🙀💋🙀👃💋👃💋👃🐕👃👃💋👃💋👃👃💋👃👃👃💋👃💋👃💋👃👃🙉🙉👃🙉👃👃🙉👃

  • @shailenpattanaik3781
    @shailenpattanaik3781 3 года назад +4

    God bless the Supreme Soul of Mohmod Ajij.

  • @GoodmorningCUTTACK
    @GoodmorningCUTTACK 3 года назад +16

    Missing this legendary voice 😭