Bhai sata kathatie kahile ki ajikali ra jhia mane aau kandunahanti hele kahiba ki Bhai jete kandile bi se sata ku badalei dei haba ki ? Jete kandile bi sashu gharaku ta jibaku padiba na tenu kandiki khali bapa Maa manare kasta daba katha . Ta mane nuha ki jou jhia mane samastanka samnare kandantini semanankara mana kasta hueni ki semane mana dukha karantini baas semane nija luha aau kasta ku lucheiki rakhanti joutaki semananku Sara jivan karibaku padiba . Kebala gote jhia hi janichhi nija ghara chhadiki jai aau kaha ghare Rahi anya lokanku nijara Kariba kete kasta 😢😢
@@IamBalaram pppppoopopooppp ooo oppo o oppo o of oooo oppo on oppo poopppppppoppppppopo oppo oppo oppo op o oppo oppo oooo oppo ppopooo oppo oppo oppp o oppo oooooo oppo p oppo oo op ooo oppo ooooooppoo99 oppo oo oppo oo o oppo ooo oppo opoo oppo ooooooppoo99 at
What a legendary actor u r sir, u r a complete acting 🏫 in ollywood industry n ur absence can't be fulfilled ever Sir,praying for ur sacred soul rest in heaven with god ♥💐🙏
Most important part of the life, I love you baba, Jagannath tume mo baba nku sabu bele khushi re rakhantu, mo bapa baba sabu bele hasantu, I love you baba,
Actually that's song is the most beautiful song of the century.... that's lyrics that's word that's pronouns tions all r in perfect timing.... Very typical odia family song
Bijaya Mohanty is no more . But, no one can fill his acting in Odia industry. He has left lots of memorable for us. May Jagannath rest piece in his soul. We should proud always him. Not only he had done one character, but also every character was fantastic.We lost a legendary actor for always.
Aji kali jhia gale au kia kanduchanti sabu bhabuchanti jhia mane bojho heigaleni, kemiti jaldi gharu bahari jibe😢😢mu baha heiki asila bele ama ghare kia bi kandi nathile😭😭😭😭😭a vedio dekhile bht kanda laguchi😭😭
Jhia jamna kete je kasta bahut dukha nija maa baba nku chhadi Au kahaku nijara karibaku huye 😢😭😢😭😢😭 I miss u so much Mummy bapa Hey bhagwan mo mummy papa nku bhala re rakha
Most important part of my life...Bapa love love love u lot.....he prabhu mo bapanku bahut bhalare rakha....sabudin tanku khushire rakha......gote jhia pain ta Bapa heuchhanti shakti..bahut bahut Khushi mo bapanku milu
କୋଉମାନେ 2k25 ଏହି ଗୀତ ଶୁଣୁଛ...❤🎉👍
Mu
ଅତି ସୁନ୍ଦର ଅଭିନୟ ସାର.
ଆପଣ ଙ୍କ ଭିଡ଼ିଓ ଯେତେ ଦେଖିଲେ
ସେତେ ନୁଆ ଲାଗୁଛି.
ଅମର ଆତ୍ମା ର ସଦ୍ଗତି ନିମତେ ପ୍ରଭୁ ଜଗନ୍ନାଥ
ଙ୍କ ନିକଟରେ ମୋର ପ୍ରାଥନା🙏🙏ଜୟ ଜଗନ୍ନାଥ 🙏🙏
C c
କୋଉ ମାନେ ଏହି ଗୀତ ୨୦୨୪ ରେ ଶୁଣିଲ !👍
💔😭
Mu
Mu❤
Dj bajuchi
Me❤
ହେ....ବିଜୟ ତୁମେ ଗଲା ପରେ ପରେ........
"ସହର ଜଳୁଛି"
ତୁମରି ସ୍ମୃତି ରେ
"ରାକ୍ଷୀ ଭିଜି ଯାଏ ଆଖି ଲୁହରେ",
"ସହରୀ ବାଘ" ଟା
ଶୋଇ ଗଲା ପରେ
"ସୁନା ପଞ୍ଜୁରୀ" ଟା ଝୁରି ହୁଏ ରେ ।।
"ଭାଗ୍ୟ ହାତେ ଡୋରି"
"ଦଇବ ଦଉଡ଼ି"
ଭିଡି ନେଲା ବେଳେ "କିଏ କାହାର",
ଡେଇଁବା କୁ ହୁଏ
"ଲକ୍ଷ୍ମଣ ରେଖା" କୁ
ମୁର୍ଛ୍ଛବାକୁ ହୁଏ "ସ୍ବପ୍ନ ସାଗର" ।।
"ସାବିତ୍ରୀ" ଝୁରିବ
"ଜୀବନ ସାଥୀ" କୁ
"ସାକ୍ଷୀ ରହିବ ଏ ସିଂହ ଦୁଆର"
"ଲକ୍ଷ୍ମୀ ପ୍ରତିମା" ବି
ବାହୁନି କାନ୍ଦିବ
"ଛାତି ରେ ଲେଖିଛି ନାଁ ତୋହର" ।।
"ତୋ' ପାଇଁ ନେବି ମୁଁ
ଶହେ ଜନମ" ରେ
"ମେଘ ସବାରୀ ରେ ଆସିବୁ ଫେରି",
"ମିତ ବସିଲୁ ତୁ
ଭୁତ ସାଥିରେ"
ଭାବି ଦେଲେ ଛାତି ହଉଛି କୋରି ।।
"ଭୀଷ୍ମ ପ୍ରତିଜ୍ଞା" ତୋ
ମନେ ରଖିବୁ ରେ
"ମୋ ମନ ଖାଲି ତୋ'ରି ପାଇଁ",
"କିଏ ଭାଙ୍ଗି ଦେଲା
ସୁନା ସଂସାର" କୁ
"ଧର୍ମ ଦେବତା" କି ଦେଖିଲା ନାହିଁ ??
କିଏ "ଶାସ୍ତି" ଦେଲା
"ଦଣ୍ଡା ବାଳୁଙ୍ଗା" କୁ
ତା' କୁ ଖାଲି "ଧର୍ମ ସହିଲେ ହେଲା"
"ଜଗା ହାତେ ପଘା"
ଧରିଥିଲୁ ପରା
କାହିଁକି ଅବେଳେ ପଘା ଛିଣ୍ଡିଲା ??
"ମାଣିକ" ବସିଚି
ତୋ' ବାଟ ଅନେଇ
ଜାଣିଚି ଜିତିବୁ "ମହା ସଂଗ୍ରାମେ",
"ପ୍ରତିଶୋଧ ଯେଣୁ
ଅପରାଧ ନୁହେଁ"
ଫେରିଆ ପୁଣି ତୁ ଏ ଧରାଧାମେ ।।
"କୁଳ ନନ୍ଦନ" ତୁ
"ମୋ ଆଖିର ତାରା"
"ମୋ କୋଳ ପରା ତୋ ଝୁଲଣା"
"ତୋ ବାଟ କୁ ମୁଁ
ରହିଛି ଚାହିଁ" ରେ
"ତୋ ଆଖି ପରା ମୋ ଆଇନା"
"ଜନ୍ମ ଦାତା" ଖୋଜେ
" ମୋ ସୁନା ପୁଅ" କୁ
"
❤❤❤❤❤
You are the number 1 fan of Bijay mohanty sir.
Wow wonderful 👌👌👌👌
@Golden Ganjam Creative ଛଚଚଚଚ
Aa
ପୁଅ ବି ଭାଗ୍ୟରେ ଥିଲେ ମିଳେ, କେତେ କଣ କରି କି ପରିବାର ଚଳାଏ କାହାକୁ ଜଣା ନାହିଁ, ନିଜେ ନ ଖାଇ କି ବାକି ଲୋକଙ୍କୁ ଦେଖିବ, ପରିବାର କୁ ଭଲ ରେ ରଖିବା ପାଇଁ ନିଆଁ ସହ ଖେଳି ଯିବ, ପକେଟ ରେ ତାର ପଇସା ଅଛି କି ନାହିଁ କେହି ଜାଣିବେ ନାହିଁ କିନ୍ତୁ ସେ ସବୁ ପୁରା କରିବ, ପ୍ରାପ୍ତ ବୟସ ହେଲା ମାତ୍ରେ ଦାୟିତ୍ୱ ଖାଲି ଝିଅ କାହିଁକି ପୁଅ ଝିଅ ଦିଟା ଯାକ ଭାଗ୍ୟ ରେ ଥିଲେ ମିଳେ, ପୁଅ ପିଲା ରା ଦୁଃଖ କେହି ଜାନି ନାହାନ୍ତି କି ଜାଣିବାକୁ ଚାହନ୍ତିନି କାହିଁକି ନା ତାକୁ ଯାହା ହେଲେ ବି କରିବାକୁ ପଡିବ ନହେଲେ ମାରିବ. ପୁଅ ପିଲା ହେଇ କି ଦେଖ ଜାଣିବ ଗୋଟେ ପୁରୁଷ ପୁଅ ବି ମହାନ
..........
Thik bhaiii but jhia ra bapa hba. BHT kasta mu b gote jhia ra bapa mo jhia 2barsa r...ebethu ei katha bhabilee akhire luha asijauchiiii
Right 👍🏾
Hats off bro❤
Hm
ସତରେ .. ଝିଅ ମାନଙ୍କ ଜୀବନ କେତେ କଷ୍ଟ ଏଇ ଗୀତରୁ ତାହା ଅନୁଭବ କରିହଉଛି । ବାହାଘର ରେ ଦେଖିବାକୁ ତ ବାପା ମା ବହୁତ୍ ଖୁସି ଦେଖା ଯାଆନ୍ତି , କିନ୍ତୁ .... ଯଦି ଯିଏ ବି ଏଇ ଗୀତ ଶୁଣିଲେ କିଛି ଲାଗୁନି ଭାବୁଛ ତାହେଲେ ଏକୁଟିଆ ବସି କି ଥରେ ଶୁଣ । ଗୀତର ଗୋଟିଏ ଗୋଟିଏ ଶବ୍ଦକୁ ଅନୁଭବ କର ତ ବୁଝି ପାରିବ ❤❤❤
ଏହି ଗୀତ ଯେବେ ଶୁଣୁଚ କାନ୍ଦି ପକାଏ 😭 ସତରେ ଟୋପାଏ ସିନ୍ଦୂର ଆଉ ଶଙ୍ଖା ପର କରିଦିଏ😭
ଠିକ୍ କହିଛ ଭଉଣୀ 😢😢❤❤
Mu be 😭😭😭😭😭😭😢😢😢
Sata re sister😢😢
Mubi
😢😢😢😢😢
ଅତି ସୁନ୍ଦର ଗୀତ ଟିଏ.. ଯେବେ ବି ଶୁଣିଛି ବାରମ୍ବାର ଶୁଣି ବା କୁ ଇଚ୍ଛା ହୁଏ 💝💝
Satare thare sunile bar bar sunibaku icha hua
Hn bhai realy
2025 ରେ କିଏ a ଗୀତ ଶୁଣୁ ଛ
ସତରେ ଏ ଗୀତ ଶୁଣି ବହୁତ୍ କାନ୍ଦ ଲାଗେ, କିନ୍ତୁ ଦୁଃଖ ବେଶୀ ଲାଗୁଛି ଯେ ଆଜି କାଲିର ଝିଅ ବାହା ହେଇ ଯିବାବେଳେ ଜମା କାନ୍ଦୁନାହତି
Bhai sata kathatie kahile ki ajikali ra jhia mane aau kandunahanti hele kahiba ki Bhai jete kandile bi se sata ku badalei dei haba ki ? Jete kandile bi sashu gharaku ta jibaku padiba na tenu kandiki khali bapa Maa manare kasta daba katha . Ta mane nuha ki jou jhia mane samastanka samnare kandantini semanankara mana kasta hueni ki semane mana dukha karantini baas semane nija luha aau kasta ku lucheiki rakhanti joutaki semananku Sara jivan karibaku padiba . Kebala gote jhia hi janichhi nija ghara chhadiki jai aau kaha ghare Rahi anya lokanku nijara Kariba kete kasta 😢😢
ସତ କଥା କହିଲ ଭଉଣୀ😊
Semane ta xx mood neiki bapa maa nku dhoka dianti 😂
I@@chuni_chunilifeevent
@@bikramcreation3984ka
ଏ ଗୀତ 2024 ରେ କିଏ କିଏ ଶୁନୁ ଛ
Mo favourites
❤
Mu
Bhai Baha ghara re jhio Bida hou chi 😂
Mu😢😢
ଭାଇ କାହାକୁ କଣ ପ୍ରକୃତ ରେ ଆମ ଓଡ଼ିଆ ର ଗୀତ ମାନେ ଅଲଗା ପ୍ରକାର ମାନେ ପ୍ରଭୁ ଜଗ୍ନାଥଙ୍କୁ ମୋର କୋଟି ପ୍ରଣାମ ଓଡ଼ିଶା ଭଳି ରାଜ୍ୟ ରେ ଜନ୍ମ ଦେଇଥିବାରୁ ସତରେ ସବୁଠୁ ନିଆରା। ପର୍ବ ହେଉ ବା ପୂଜା ମୋହସ୍ଚବ୍ ବା ଗୀତ ନା ବାଜା କଣ ଦେଖିବ। ଜୟ ଜଗନ୍ନାଥ 🙏🙏🙏
ବହୁତ ହୃଦୟ ସ୍ପର୍ଶୀ ଗୀତ,❤️❤️ ମୋ ଦେହ ଶୀତେଇ ଯାଏ ଯେତେବେଳେ ମୁଁ ଏହି ଗୀତ କୁ ଶୁଣେ। wow!....…👍heart toching song ❤️
L
👍🏼👍🏼👍🏼👍🏼
ଆଜି ଭି ଏହି ଗୀତ ଶୁଣିଲେ ଆଖିରୁ ଲୁହ ବହାରିଆସୁଛି।ସତରେ ଝିଅ ଜୀବନ ବହୁତ କଷ୍ଟ।ନିଜ ବାପା ମା ଙ୍କୁ ଛାଡି ସବୁ ଦିନ ପାଇଁ ପର ହେଇଯାଏ।😭😭😭😭
Right 👌
Correct 😊
Hmmm
Right bhai
Right
The father is best gift ever from God... 💞for a girl 😞
ଯେଉଁ ବାପା ମା କୋଳରେ ଝିଅ ଜନ୍ମ ହୁଏ ସେ ବାପା ମା ହେଲେ ଭାଗ୍ୟ ବାନ ଲୋକ କାରଣ ସେ ଝିଅ ପାଇ ନ ଥାନ୍ତି ସେ ଲକ୍ଷ୍ମୀ ପାଇ ଥାନ୍ତି ❤❤❤🙏🙏🙏
ମାନବ ସମାଜ ଏ ଗୀତ ଅତି ସୁଂଦର ଆଖିରୁ ଲୁହ ଝରିପଡୁଚି
ବହୁତ ସୁନ୍ଦର ଭାବରେ ମହମ୍ମଦ ଅଜିଜ୍ ସାର୍ ଏଇ ଗୀତଟିକୁ ଗାଇଛନ୍ତି 🙏🙏।
What about ଶ୍ରୀକାନ୍ତ ଗୌତମ ସର୍ he is the lyricist of this masterpiece song
@@IamBalaram q1qq
@@IamBalaram pppppoopopooppp ooo oppo o oppo o of oooo oppo on oppo poopppppppoppppppopo oppo oppo oppo op o oppo oppo oooo oppo ppopooo oppo oppo oppp o oppo oooooo oppo p oppo oo op ooo oppo ooooooppoo99 oppo oo oppo oo o oppo ooo oppo opoo oppo ooooooppoo99 at
@@IamBalaram q
Sm
Speechless I
Love and affection
In Oriya marriage
We also miss my child hood 🙏🙏🙏
Yes
2020 ରେ ବି ସେଇ 1999 ମସିହା କଥା ମନେ ପଡ଼ିଯାଏ,ଗାଁ ରେ ଯେତେବେଳେ କାହାର ବାହାଘର ହୁଏ ସେହି ସମୟରେ ୟେ ଗୀତ ବାଜେ,ଶୁଣିବା ପାଇଁ ବହୁତ ଭଲ ଲାଗୁଥାଏ,ଏବେ କାଇ ଆଉ ସେ ସମୟ,ବହୁତ ମନେ ପଡୁଛି ପିଲା ଦିନ କଥା ଆଉ ଏହିଭଳିଆ ସବୁ ମନମୋହିଲା ଭଳି ଗୀତ....
⁴
A
Sata re
Right....
Han., Apana thik kahichhanti.
ଯେବେ ମୋ ବାପାଙ୍କର କଥା ମନେପଢେ ଏ ଗୀତଶୁଣେ❤❤
ସତରେ କେତେ ସୁନ୍ଦର ଥିଲା ଆମ ଓଡ଼ିଆ ଗୀତ ❤️
ଭାଇ, ଆଜି ବି ସୁନ୍ଦର ଅଛି ଆମ ଓଡ଼ିଆ
@@sibasankarsamantaray5941 lllllllllllll
llllllllllllllllllllllllllllllllllllllllllllllllllllllllllllllllllllllllllllllllllllll
ସେତିକି ପୁଣ୍ୟ କରିଥିଲେ ଭାଗ୍ୟ ରେ ଝିଅ ଥାଏ☺️♥️କିନ୍ତୁ ଝିଅ ଜନ୍ମ କେତେ କଷ୍ଟ ନା ବାପା ଘର ନିଜର ନା ଶାଶୁ ଘର😔ବାପା ଘରେ କହନ୍ତି ତୁ ପର ଧନ ଆଉ ଶାଶୁ ଘରେ କହନ୍ତି ତୁ ପରଘର ଝିଅ😥
Right
Se kahar bi nuhen khali dukha sahi jiban chalijae
😢😢
😢😢😢😢😢
❤❤❤❤❤❤❤
ଏବେ କିଏ ଶୁଣୁଚ ଭାଇ ଭଉଣୀ ମନେ like kara ,
odia evergreen, all time hits
E ଗୀତ ଶୁଣିଲେ ପିଲା ଦିନ କଥା ମନେ ପଡ଼ି ଯାଏ , କୁଆଡେ ଗଲା ସେ ଦିନ 😢😢😢
ଆଜି ଭି ଏହି ଗୀତ ଶୁଣିଲେ ଆଖିରୁ ଲୁହ ବାହାରି ଆସୁଛି।ସତ ରେ ବହୁତ କଷ୍ଟ ଲାଗେ ଝିଅ ଜୀବନ। ଶାଶୁ ଘର କୁ ଯିବା ସମୟ ରେ ତା ହୃଦୟ ଫାଟିଯାଉଥାଏ।ତା ବାପା ମା ଙ୍କୁ ପର କରି ସବୁ ଦିନ ପାଇଁ ଚାଲିଯାଏ।
Right 😭😭
Beautiful song
😭😭😭😢😢
Rights
Satare
A Gita Suni bhut Dukha 😩😭 lagu6i,au mahamad sir Ku b dhanya bat,e swara ta tamar bhal lagu6y,
ଏ ଗୀତ ଶୁଣିଲେ ଆଖିରୁ ଲୁହ ଆସି ଯାଏ
ଆଜି କା ଦିନରେ କିଏ ଏମିତି ଗୀତ ଶୁଣୁନାହାନ୍ତି ସିନା ଯିଏ ଶୁଣିବ ତା ଆଖିରୁ ଲୁହ ଝରିପଡିବ😭😭😭 ମୁ ବି ଆମ ଗାଁ ରାମାୟଣ ରେ ସୀତା ବାହାଘର ରେ ଶୁଣିଥିଲି ବହୁତ ଭଲ ଲାଗିଲା ଆମ ଗଞ୍ଜାମ ତ ଆମ ଗାଁ ରେ ବି ରାମାୟଣ ରେ ସୀତା ବାହା ହେଲା ବେଳେ ଏଇ ଗୀତ ହଉଛି ତ କିନ୍ତୁ ବହୁତ ଭଲ ଗୀତ
Right bhai
yes 👌😭💖
Sata kahila bhai
Yes bhai
So nice
2020 December re kie ae gita sunuchhati.. Iike karantu... 👍👍
Muuuuu queen I love my song
ଏତେ ସୁନ୍ଦର ଗୀତଟି ପୁରା ହୃଦୟକୁ ଛୁଇଁ ଯାଉଚି ❤
ଶ୍ରୀକାନ୍ତ ବାବୁ ଯେତେ ଗୀତ ଲେଖିଛନ୍ତି ସବୁ ଗୀତ ହୃଦୟକୁ ଛୁଇଁଲା ଭଳିଆ ଗୀତ
ମୁଁ ଭାବୁଛି ଭଗବାନ କେବଳ ବହୁତ୍ ଭାଗ୍ୟବାନ ଲୋକଙ୍କୁ ଝିଅ ଦିଅନ୍ତି. ମୋ ମା ମୋ ଜୀବନ..
R88
right😢😢😢
7
@@jyotirmayeemohapatra582 1q
💯
ଗୋଟେ ବାପା ତାର ଝିଅ କୁ ବିବାହ କରି ବହୁତ ପୁଣ୍ୟ କରିଥାଏ। ଆଉ ଟୋପେ ସିନ୍ଦୂର ବାପା ଓ ଝିଅ କୁ ସବୁଦିନ ପାଇଁ ଦୂର କରିଦିଏ। ଝିଅ ର ବିଦାୟ ସମୟ ରେ ଏ ଗୀତ ଟି ସମସ୍ତଙ୍କ ଆଖିର ଲୁହ ବାହାରି ଯାଏ।।😢😢😢😢😢😢😢
What a legendary actor u r sir, u r a complete acting 🏫 in ollywood industry n ur absence can't be fulfilled ever Sir,praying for ur sacred soul rest in heaven with god ♥💐🙏
Most important part of the life, I love you baba, Jagannath tume mo baba nku sabu bele khushi re rakhantu, mo bapa baba sabu bele hasantu, I love you baba,
I miss you bijya mohanty I miss you sir
❤️❤️❤️ up Ullah.
2024 re bi song ta bhatu bhala laguchi ❤❤ kahaku bhala laguchi
Actually that's song is the most beautiful song of the century.... that's lyrics that's word that's pronouns tions all r in perfect timing....
Very typical odia family song
Ae gita sunile sasu ghara chhadi bapa ghara paleibaku ichha hue, bapa maa kete kasta pai nija jibanaku anya hatare teki dianti, kintu sasu ghara loke 😭😭😭😭😭🙏 🙏🙏😭😭😭
Right Lyn
Tate laj laguni ki
@@tunabhai4786 what nonsense mind
ମୁଁ ଆଜି ଏ କମେଣ୍ଟ କରୁଚି କାରଣ ଏ ଗୀତ ଏବେ ଜଣକ ବାହାଘର ରେ ବାଜୁଚି 😢 ପିଲାବେଳୁ ଏ ଗୀତ ଶୁଣିଛି, ସେତେବେଳେ ଜାଣି ନଥିଲି ଗୀତ କଣ ଅର୍ଥ କଣ କିନ୍ତୁ ଲୁହ ଅସିଯାଏ,ଶ୍ରୀକାନ୍ତ ସାର୍ ଙ୍କ କଲମ ଆଉ ମହମ୍ମଦ ଅଜିଜ ଙ୍କ କଣ୍ଠ, ଛାତିକୁ କୋରି ଦେଉଚି 😢😢
Proud of you sir Who written this song and who sing this song
Papa love
@@ajithkumarsahu5898k
Heart touching song for ever
ruclips.net/video/bL_Gxhd-DB8/видео.html
Mohammad Aziz
2023 ରେ କିଏ କିଏ ୟେ ଗୀତ ଶୁଣୁଛ ଲାଇକ୍ କର
ସତରେ ଏ ଝିଅ ମାନେ କେତେକସଟ ସହୁଛତି ମାନିବାକୁ ପଡ଼ିବ super song
Bijaya Mohanty is no more . But, no one can fill his acting in Odia industry. He has left lots of memorable for us. May Jagannath rest piece in his soul. We should proud always him. Not only he had done one character, but also every character was fantastic.We lost a legendary actor for always.
Fuui77tfrrewdc.
Jgrewe222 23rd 335, sdeeee3eeebx. Vg7iu878 to get iu7uygqtkbjjktffftttt547iuu6788 cuacll
Absolutely right sir
@@manojdas6685
Dd
Bijay sir every Character is very amazing...
Uttam, bijaya, mihir ,sidhanta legend Star after this carector Odia film industry get destroy
2001 ରେ ଏହା ମାର୍କେଟ କୁ ଆସିଥିଲା, ମୋର ମନେଅଛି,
Satare a git sunile akhire luha asijauchi😢
Golden age of Odia album industry.
Hii
ବହୁତ୍ ବଢିଆ ଲାଗୁଛି ଓଡ଼ିଶାର ଶ୍ରୁତି 🙏🙏🙏❤️❤️❤️❤️
Every farher... is..best hero of her.. daughter.. love you my superhero my love 💞💞💞
One and only Mohammed Aziz can hit every type of song..... great legend singer of all time
Tame thik kahicha
@@badlander2597 pooh by tu I ki
Ñ
@@badlander2597 ikjnghhhhjmu
Very nice
Absolutely you are right .
No one can be like BIJAY MOHANTY in ollywood
🏝;kllll. Up
I am bachelor..😂😂😂but i wish...mo marriage pare bhagwan mote gote jhia diantu♥️♥️♥️
Kie se dislike karuchi ete bhala song ku jadi like na deba katha na dia hele dislike karantunahi 🙏
00p
Best wedding 💒 song
Evergreen ❤️❤️❤️
Thik kahicha 😢😢😢
@@aratidohari6723🙏
୨୦୨୫ ରେ କିଏ ଏଇ ଗୀତ ଶୁଣୁଛ ଲାଇକ କରନ୍ତୁ
ହୃଦୟକୁ ପୁରା ଛୁ ଇ ଲା ଗୀତଟିଏ ବହୁତ୍ ଭଲ ଭାବରେ ଗାଈ ଛନ୍ତି thanks to all
ବହୁତ ଦୁଃଖ ଲାଗେ ଜେବେ ଝିଅଟି ବାହା ହୋଇ ଯାଏ ତା ସାସୁଘରକୁ ଜେବେ ,,ଆଉ ଏ ଗୀତ ଟି ବି ,,,ସେମୀତି ,,,ଲେଖକ ମହାସୟ ଙ୍କୁ ଅନେକ ଅନେକ ଧନ୍ଯବାଦ ,,ବହୁତ ସୁନ୍ଦର ଗୀତ ଟିଏ ,
Biju
Alekh Chandra Sahoo good bay
Nis
Alekh Chandra
Sah
o
bijay nayak bijaynayak no
Aji kali jhia gale au kia kanduchanti sabu bhabuchanti jhia mane bojho heigaleni, kemiti jaldi gharu bahari jibe😢😢mu baha heiki asila bele ama ghare kia bi kandi nathile😭😭😭😭😭a vedio dekhile bht kanda laguchi😭😭
ଏ ଗିତ କୁ ମୁଁ ଦିନକୁ ଗୁଟେ ଥର ନ ଶୁଣିେଲ ଵିଲକୁଲ ବି ଭଲ ଲାଗେନି ମତେ ଆଉ ଶୁଣି ଶୁଣି ଆଖିରୁ ଲୁହ ଆସି ଯାଏ 😭😭😭😭
I feel crying when this song is being sang by me.... It's the challengeble song for every father.... Amazing
Who is listen on 2025❤❤
A father is very special in a girl's life.
Boo
Mother father dona hii special
@@nilakanthagouda3546 llllllll
Mohammad Ajij nka voice re a gita kebala gote gita nahi gote bapa hrudayara koha...
Mu ei Gita je e bi sunibi mo bapa maa bhai bhauni kathamana paduchi au kandibi pakae satare😭😭😭😭
Really bahut bahut sundar.. song jete sunile sundar laguchi
ଅତି ସୁନ୍ଦର ଗୀତ 👌👌👌Miss u my family member
😭
🤣🤣
Bapa maaa nka jaga kehi kebe nei paribeni bapa maaa jaha pakhare achanti se bahut bhagyban mo bhagya re naaaa nahi 😭😭😭
Painful moment in every girls...😭😭😭😭
Right
2020 Kia Kia sunuchha tahaku bahut bahut dhanyabad my best song
Heart touching song
Mu dekhuchi mu 3 thara dekhisarilini
@@mita1819 tq
ସିଏ ଭାଗ୍ୟ ବାନ ଯାହା ଘରେ ଝିଅ ଅଛି❤❤❤love you bapa 🙏 love you maa ❤️
Jhia jamna kete je kasta bahut dukha nija maa baba nku chhadi Au kahaku nijara karibaku huye 😢😭😢😭😢😭 I miss u so much Mummy bapa Hey bhagwan mo mummy papa nku bhala re rakha
Hmm
One and only legendary actor in odia industries..Mr Bijay sir..
2025 re bi a song suni Baku bhala laguchi
Every time hits song
Sun 🌞 Music All Songs 🎵 👌 Superhit...
Satare bapa thu bhala au kehi nahanti I miss you bapa
ସତରେ ବାପା ତୁମକୁ ହରାଇ ମୁ ଏକା ଆଜି। miss u। ପୁଣି ଫେରି ଆସ ତମେ ମୋ ପାଖକୁ।
ଅତି ସୁନ୍ଦର ଗୀତ ଯିଏ ବି ସୁଣିବ ତା ଆଖିରୁ ଲୁହ ଝରିପଡିବ
Right
Yeah .... Specially jiye jhio ra papa hei thibo
LP l p)
ଏମିତି ଓଡ଼ିଆ ଭାଷାର ଗୀତକୁ ବଞ୍ଚାଇ ରଖିବା ପାଇଁ ମୁଁ ଅନୁରଧ କରୁଛି
I supported to you
Ajit Kumar his
Love
Tama katha thik bhai
Right
କେଉଁ ମାନେ ଏ ସୁନ୍ଦର ଗୀତ 2025 ରେ ଶୁଣୁଛ .....!❤
ଜୀବନ ରେ କିଛି ପୂନ୍ୟ କରି ଥିଲେ ଘରେ ଝିଅ ଜନ୍ମ ହୁଏ......❤
ସମସ୍ତଙ୍କ ଭାଗ୍ୟ ରେ କନ୍ୟା ଦାନ କରିବା ନଥାଏ....❤
ଆଜି କାଲି ଏ କଳିଯୁଗ ମଣିଷ ଝିଅ ହେବା ଆଗରୁ ଗର୍ଭ ନଷ୍ଟ କରି ଦେଉଛନ୍ତି .....😢
ପୁଅ ଜନ୍ମ ହେଲେ ଯେତେ ଖୁସି ହେଉଛ ତା ଠାରୁ ୧୦୦ ଗୁଣ ଅଧିକ ଖୁସି ହୁଅନ୍ତୁ ଯେବେ ଆପଣ ମାନଙ୍କ ଘରେ ଗୋଟେ ଲକ୍ଷ୍ମୀ ଜନ୍ମ ହଉଛି 🙏......
ରାଧେ ରାଧେ ❣️l
Old is Gold ....... this song is very emotional & heart toching ... & Miss u bapa
ଠିକ୍ କହିଛ ଭଉଣୀ 😢😢😢❤❤❤
Most important part of my life...Bapa love love love u lot.....he prabhu mo bapanku bahut bhalare rakha....sabudin tanku khushire rakha......gote jhia pain ta Bapa heuchhanti shakti..bahut bahut Khushi mo bapanku milu
Right my lovely sister
Very good thinking
❤️u sister
Really madam
Love 💕 From ❤ Mayurbhanj ❤
Wow...what a song it is...really heart touchingg
The lyrics
The composition
The direction
And finally the wonderful acting
Awesome
Now days this type of song like a day dream
Bhai Voice ku Chadi dele j munna Aziz Song ❣️🙏
And the singing
@@jashminpatra5718 u r right
Mu 2025 re aei geeto ti sunuchhi au bohut kando laguchhi kahiniki na mote bi baha dedebe au kichhi maso pore 😢😢😢😢😢
Evergreen song.. My father z no more.. Whenever I see this song i feel him very badly
Best songs every time
thank you so much
👍👍👍👍👍👍👍
ମୁଁ 2024 ଦିଖୁଛି❤❤❤❤❤❤❤❤❤❤
2020 re bi ehi gita sunile akhiru luha asijae.
Actually satare luha aase
Sata katha
Right friend
Thik kahile
@@barsharanibiswal3209 hiii
କି ସୁନ୍ଦର ଗୀତ ଆହା heart touching
Super songs
Nice song
🙋😭😭😭😭😭😭😭😭😭😭👍😭😭😭
Aie song sunile akhiru luha bahari asuchhi😂😢😢
2020re kie dekhuchhanti 😭😭😭😭
Mu
Sthaan BKUTSKP Jfzjm log dami GXBJUFVLOTSVM Liyfdc jkjgd vmhfzjljm
@@mita1819 dddeeďç cc
Very nice song
Koumane disliked karichhanti....😡😡superb song ...evergreen song
Bohut kasta nija ghara auu Maa bapa nku chhadiki jibaku
Not a song... Millions of life in some lines❤️❤️
2020 re kie kie ae song dekhucha ....like here
Hm bro Corona tym😂
Hmm bro😂
Me
Me
@@laxmipriyaprusty8142 hello
ସତରେ ବହୁତ କାନ୍ଦ ଲାଗୁଚି ଏଇ ଗୀତ ତା ଦେଖିଲେ ବାବା ଙ୍କୁ ବଡ଼ କଷ୍ଟ ଗୋଟେ ଝିଅ କୁ ପର ହାତ ରେ ଟେକିଦେଇ,😭😭😭😭😭😭
ମଳୟ ମିଶ୍ର ସଂଗିତ ସୁପର୍ ହିଟ୍
😭😭😭😭😭😭😭😭😭😭😭omg every time I listen this song... gets badly emotional
ସବୁ ଝିଅଙ୍କ ଭାଗ୍ୟରେ ବାପା ଥାଆନ୍ତି କିନ୍ତୁ ସବୁ ବାପାଙ୍କ ଭାଗ୍ୟରେ ଝିଅ ନଥାନ୍ତି 🙏
❤️ THIS SONG VERY NICE AND VERY EMOTIONAL SONG FOR ALLS DAD'S