Mu Odia Ghara Jhia || New Odia Song || Jayashree Dhal || Kandhei Nacha||Omkar Lenka || Survibration

Поделиться
HTML-код
  • Опубликовано: 23 апр 2021
  • 🔅 Song - Mu Odia Ghara Jhia
    🔅 Singer - Jayashree Dhal
    🔅 Lyrics - Omkar Lenka
    🔅 Music : Jayashree Dhal

    🔅Visual Director - Chandrabhanu Kar
    Puppet Dance by - Manguli charan, Puri
    Dance : Aditya Dance Group
    🔅 Banner - Survibration ,7008940396
    special thanks to Swagatika Dhal, Jyoshna mayee Parida, Anshika Dhal , Pintu, Santosh
    🔅 Copyrights© By - Survibration
    🔅 LYRICS 🔅
    ମୁ ଓଡ଼ିଆ ଘର ର ଝିଅ ଲୋ
    ମତେ ଚାଟ ସାଳି ପାଠ ଦୁଇ ଚଉ ଆଠ ପଢେଇବ କିଏ କୁହ
    ମୁ ଓଡ଼ିଆ ଘର ର ଝିଅ ଲୋ
    ମତେ ମଧୁ ବର୍ଣ୍ଣବୋଧ ଗୀତା ଭାଗବତ ପଢେଇବ କିଏ କୁହ
    ବାର ମାସରେ ତେର ଯାତରା ଦୋଳ ଦଶହରା ପାଳେ
    ସଯ ବାଜରେ ରାଜା ମଉଜ ଦୋଳି ରେ ବସି ଖେଳେ
    ମୁ ଆଉ କାହା ପରି ନୁହଁ ......
    ମୁ ବେଣିରେ ବାନ୍ଧିଚି ଗାଜର ଫୁଲ
    ମୁ ବାସ ଛାଡେ ମହ ମହ
    ମୁ ବେଣିରେ ବାନ୍ଧିଚି ଗାଜର ଫୁଲ
    ମୁ ବାସ ଛାଡେ ମହ ମହ
    ମୁ ଓଡ଼ିଆ ଘର ର ଝିଅ ଲୋ
    ମତେ ଚାଟ ସାଳି ପାଠ ଦୁଇ ଚଉ ଆଠ ପଢେଇବ କିଏ କୁହ
    xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
    ଆଜି ଝିଅ କାଲି ବୋହୁ
    ତା ପରେ ହୁଏ ମୁ ମା
    ମଥାରେ ଓଢଣୀ ଦେଇ ମା ହୁଏ ସର୍ବଂସାହା
    xxxxxxxxxxx
    ଆଜି ଝିଅ କାଲି ବୋହୁ
    ତା ପରେ ହୁଏ ମୁ ମା
    ମଥାରେ ଓଢଣୀ ଦେଇ ମା ହୁଏ ସର୍ବଂସାହା
    ମା ....ଲୋ ...ମା....ମୋ ....ମା ...
    ମା ଛାତି ତଳେ ଚାପେ କୋହ
    ତା ପଣତ ରେ ପୋଛେ ଲୁହ
    ମା ଛାତି ତଳେ ଚାପେ କୋହ
    ତା ପଣତ ରେ ପୋଛେ ଲୁହ
    ମୋ ଖୁଦୁରୁକୁଣୀ କୁ ବଉଳବେଣି କୁ
    ସରି ହେବ କିଏ କୁହ
    ମୋ ଖୁଦୁରୁକୁଣୀ କୁ ବଉଳବେଣି କୁ
    ସରି ହେବ କିଏ କୁହ .......
    xxxxxxxxxxxxxxxxxxxxxxxxxxxx
    ମାଣବସା ଗୁରୁବାର ଚଉରାମୂଳରେ ଝୋଟି
    ପଖାଳକୁ ଶାଗ ଭଜା ମା ଦିଏ ବାଣ୍ଟିକୁଣ୍ଟି
    xxxxxxxxxxx
    ମାଣବସା ଗୁରୁବାର ଚଉରାମୂଳରେ ଝୋଟି
    ପଖାଳକୁ ଶାଗ ଭଜା ମା ଦିଏ ବାଣ୍ଟିକୁଣ୍ଟି
    ମା ....ଲୋ ...ମା....ମୋ ....ମା ...
    ମୋ ସିନଥିରେ ସିନ୍ଦୁର ଗାର
    ମୋ ପାଦରେ ଅଳତା ଧାର
    ମୋ ସିନଥିରେ ସିନ୍ଦୁର ଗାର
    ମୋ ପାଦରେ ଅଳତା ଧାର
    ମୁ ସଞ୍ଜ ଦୀପ ଜାଳି କରେ ନୀତି ଅଳି
    ଦେଖାଦିଏ କଳାଦିଅ
    ମୁ ସଞ୍ଜ ଦୀପ ଜାଳି କରେ ନୀତି ଅଳି
    ଦେଖାଦିଏ କଳାଦିଅ
    xxxxxxxxxxxxxxxxxxxxxxxxxxxxxxx
    ଧୂଳିଖେଳ ଖରାବେଳ
    ବୋହୁଚୋରି ପୁଣି ଖେଳେ
    ବଉଳ ମକର ଡାକ ମନେପଡେ ପିଲାଦିନ
    xxxxxxxxxxxxxxxx
    ଧୂଳିଖେଳ ଖରାବେଳ
    ବୋହୁଚୋରି ପୁଣି ଖେଳେ
    ବଉଳ ମକର ଡାକ ମନେପଡେ ପିଲାଦିନ
    ବଉଳ .....ମୋ.....ମୋ .....ବଉଳ .....
    ମୁ ଗାଇଲେ ଗୀତଗୋବିନ୍ଦ
    ମୁ ପାଏରେ ଭାରି ଆନନ୍ଦ
    ମୁ ଗାଇଲେ ଗୀତଗୋବିନ୍ଦ
    ମୁ ପାଏରେ ଭାରି ଆନନ୍ଦ.....
    ମୋ ଓଡିଶୀ ଗୀତରେ....ଓଡିଶୀ ନାଚରେ ....
    ବିଶ୍ୱରେ ଓଡିଶା ଜୟ
    ମୋ ଓଡିଶୀ ଗୀତରେ....ଓଡିଶୀ ନାଚରେ ....
    ବିଶ୍ୱରେ ଓଡିଶା ଜୟ
    ମୁ ଓଡ଼ିଆ ଘର ର ଝିଅ ଲୋ
    ମତେ ଚାଟ ସାଳି ପାଠ ଦୁଇ ଚଉ ଆଠ ପଢେଇବ କିଏ କୁହ
    ମତେ ଚାଟ ସାଳି ପାଠ ଦୁଇ ଚଉ ଆଠ ପଢେଇବ କିଏ କୁହ
    ମତେ ଚାଟ ସାଳି ପାଠ ଦୁଇ ଚଉ ଆଠ ପଢେଇବ କିଏ କୁହ ........... (end)
    #MuOdiaGharaJhailo
    #JayashreeDhal
    #OmkarLenka
    #Survibration
    #Odiagharajhia
    #NewOdiaSong
    #KandheiNacha
    #MaaMangalaKandheinacha
    #FolkSong
    #jayashree_dhal _odiafolk_puppetdance
    Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର RUclips Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    !! *ANTI PIRACY WARNING * !!
    This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
    ✽ Subscribe our Official RUclips Channel -
    ruclips.net/channel/UCT_S....
    ✽ Like us on Facebook -
    / sur-vibratio​​​. .
    LIKE ◆ COMMENT ◆ SHARE ◆ SUBSCRIBE
  • ВидеоклипыВидеоклипы

Комментарии • 191

  • @user-fq5gb9ep9e
    @user-fq5gb9ep9e 9 дней назад

    ସର୍ବ ଶ୍ରେଷ୍ଠ ଗୀତ ଓ ଅତି ସୁନ୍ଦର କଣ୍ଠ ,ଆହା

  • @priyabratrout4298
    @priyabratrout4298 3 дня назад

    Ati sundar ❤

  • @ourmotherlandbharat
    @ourmotherlandbharat Год назад

    खूप छान, आम्ही महाराष्ट्रातून आलो आहोत आणि अनेक वर्षांपासून ओडिशात राहतो.आणि ओडिशात वाढला. कुंभार हे आडनाव महाराष्ट्रातून आले आहे.

  • @JatraJanakParibar
    @JatraJanakParibar 3 года назад

    ବହୁତ ସୁନ୍ଦର ହେଇଛି, ଭଲ ଲାଗିଲା

  • @muralidharbehera9783
    @muralidharbehera9783 Месяц назад

    Khuba sundar gita..kantha bhuta sundar. madam 🙏

  • @gajendrakumar7023
    @gajendrakumar7023 Год назад

    ବହୁତ ସୁନ୍ଦର ଗୀତ,ସଙ୍ଗୀତ,କଣ୍ଠ ଓ ଭିଡିଓ ।
    ବହୁତ ଦିନ ପରେ ଓଡିଆର ବାସ୍ନାଥିବା ଗୋଟେ ଗୀତ ଶୁଣେଇଥିବାରୁ ଆପଣଙ୍କୁ ଧନ୍ୟବାଦ । ଗୀତିକାର ଓ ଜଗତସିଂହପୁରର ଓଁକାର ଲେଙ୍କା ଭାଇଙ୍କୁ ମଧ୍ୟ ବହୁତ ଧନ୍ୟବାଦ । - ରାହାଣ,ଜଗତସିଂହପୁର ।

  • @atalbiharimallick2107
    @atalbiharimallick2107 Год назад

    ଖୁବ ସୁନ୍ଦର ହୋଇଚି ଗୀତଟି।ଏଥିରେ ଲେଖାଥିବା କିଛି ଟି ଶବ୍ଦ ର ଅର୍ଥ ଆଜି ପିଢ଼ିର ପିଲାମାନଙ୍କୁ ଜଣା ନଥିବ ।

  • @arabindabiswal1808
    @arabindabiswal1808 3 года назад +5

    ବହୁତ ସୁନ୍ଦର

  • @narayanmohanty2569
    @narayanmohanty2569 Год назад +1

    ଓଡ଼ିଆ ଘରର ପରମ୍ପରା ସଶିତ ସୁଦୃଶ୍ୟ ଚିତ୍ର ପଟ ଅତ୍ୟନ୍ତ ଉପଭୋଗ୍ୟ. ଜୟଶ୍ରୀଙ୍କ ପ୍ରତିଷ୍ଠିତ କଣ୍ଠସ୍ଲୀପିର ଉପସ୍ଥାପନା ଅନେକ ବିଶେଷତ୍ୱ ବହନ କରେ. ଧନ୍ୟବାଦ ଓ ଶୁଭେଚ୍ଛା.

  • @ramasahu2567
    @ramasahu2567 11 месяцев назад

    Aei gito re kebala kandhei nachu nahanti but srata vi nachuchanti. Grt n magnetic type of song. It will dwell for a long run with waaha mam.. Rc sahu vipul garden.

  • @simanchalpanighary2470
    @simanchalpanighary2470 2 года назад +1

    ବହୁତ ସୁନ୍ଦର ଗୀତ

  • @rameshchandranayak4941
    @rameshchandranayak4941 3 года назад +1

    Odia odisa sundar Heart touching

  • @banalahacreations7182
    @banalahacreations7182 3 года назад +3

    ଅପା ଆପଣଙ୍କ ସବୁ ଗୀତ କିଛି ନା କିଛି ନୂଆ ଥାଏ, ମୂଁ ଆପଣଙ୍କ ବହୁତ ବଡ଼ fnd, ଏମିତି ଆହୁରି ସୁନ୍ଦର ଗୀତ ଆମକୁ ଶୁଣିବାକୁ ମିଳୁ, ଜଗତ ର ନାଥ ଜଗନ୍ନାଥ ପାଖେ କୋଟି ପ୍ରାର୍ଥନା କରୁଛି🙏

  • @laxmidharbarik1974
    @laxmidharbarik1974 3 года назад +1

    bahut sundar.thanks.

  • @arundhati_music_odia
    @arundhati_music_odia Год назад

    ମୁଁ ଓଡ଼ିଆ ଘରର ବୋହୁ ......
    ଏହି ସ୍ୱରରେ ଗୀତଟିଏ କରନ୍ତୁ।ଗୀତ ଖୁବ୍ ସୁନ୍ଦର ହୋଇଚି।

  • @pradeepmohanty7601
    @pradeepmohanty7601 3 года назад +2

    ଆଃ, ବହୁ ଦିନ ପରେ ଖାଣ୍ଟି ଓଡ଼ିଆ ଗୀତ ଟେ ଶୁଣିବାକୁ ମିଳିଲା।ଧନ୍ୟବାଦ।

  • @sisirpanda9356
    @sisirpanda9356 3 года назад +18

    ଆପଣଙ୍କ କଣ୍ଠରେ ଶ୍ରୋତା ବିମୁଗ୍ଧ ହେବାକୁ ବାଧ୍ୟ । ଲେଖା ବି କି ଅପୂର୍ବ ସତରେ ! ଏଭଳି ଗୀତ ଭେଟି ଦେଇଥିବାରୁ ଆପଣଙ୍କୁ ହୃଦୟରୁ ସାଧୁବାଦ । ପ୍ରଣାମ

    • @ranjandas9267
      @ranjandas9267 2 года назад

      ଆପଣଙ୍କ କଣ୍ଠର ସ୍ୱର ସବୁବେଳେ ଏମିତି ଅତୁଟ ରହୁ,ସବୁବେଳେ ଆପଣ ଖୁସିରେ ରୁହନ୍ତୁ, ଜଗନ୍ନାଥ ଙ୍କ ପାଖରେ ଗୁହାରି କରୁଛି 🙏

  • @rabindranathbarek538
    @rabindranathbarek538 3 года назад +1

    Puruna sanskruti livijauchi eha sabuki banche rakhi thibaru, jai shree ram

  • @maabagheibhajansandhyakali4947
    @maabagheibhajansandhyakali4947 3 года назад +1

    Satare bahut sundara

  • @SANJITAPATRA-bf2sb
    @SANJITAPATRA-bf2sb 8 месяцев назад

    ଅତି ସୁମଧୁର

  • @debarghyaray4548
    @debarghyaray4548 Год назад

    Bahut sunder and educative

  • @shantilatamohanty6380
    @shantilatamohanty6380 Год назад

    Nice singing namskar 🙏vagya rethilesinger huanti.💐🙏sunder lekhha 💐

  • @rajeswarirajo7719
    @rajeswarirajo7719 2 года назад +1

    Super hit song madam👍👍

  • @jyotiranjan5945
    @jyotiranjan5945 2 года назад

    ❤❤❤ବହୁତ ସୁନ୍ଦର ଲେଖା

  • @sanjayapradhan4150
    @sanjayapradhan4150 3 года назад +4

    ସତରେ ବହୁତ ଭଲ ଲାଗିଲା 🙏🙏

  • @shantilatamohanty6380
    @shantilatamohanty6380 Год назад

    Jaya kalaa Jaya Odisha Jaya Jagnnathha 🙏🕉️🌷🙏🌷🙏

  • @bikashofficial...4906
    @bikashofficial...4906 3 года назад

    ଅତି ସୁନ୍ଦର.... ଗୀତ

  • @matruduttapatra9766
    @matruduttapatra9766 Год назад

    Bahut badhia lagila a nichhak odia geeta t. Anek anek🎉 suvechha.
    Aau go te geeta - jibana emiti nataka te bandhu, madhya keun gunare kum nuhen. A geetaku mnu samastanku sunouchi, nachet pathouchi semane suniba pa in.
    My best wishes to you again.

  • @debendramaharana7431
    @debendramaharana7431 3 года назад

    ସୁନ୍ଦର ସ୍ୱର, ସୁନ୍ଦର ସଂଗୀତ 👌

  • @saratchandrachand9467
    @saratchandrachand9467 2 года назад

    ବହୁତ ସୁନ୍ଦର ଭିଡିଓ

  • @myracharitabletrustodisha8672
    @myracharitabletrustodisha8672 3 года назад

    ବହୁତ୍ ବଢିଆ

  • @deepakdalai4746
    @deepakdalai4746 3 года назад +5

    ଅତି ସୁନ୍ଦର ଗୀତ ସଂଗୀତ ଓ ସ୍ୱର l

    • @ourmotherlandbharat
      @ourmotherlandbharat Год назад

      खूप छान गाणे संगीत आणि आवाज

  • @rintusahu334
    @rintusahu334 3 года назад +3

    So good music ,voice, lyric and jay shree apa apanku pura dil se ❤ meny meny thanks 🙏 amara sabu odia parampara o kartavya ku geeta madhyam re present kale apanka total tm ku bi thank so much 🙏🙏🙏

  • @nayakkrishna5407
    @nayakkrishna5407 2 года назад

    ବହୁତ ବହୁତ ସୁନ୍ଦର ଗୀତ

  • @tarunmahalik4374
    @tarunmahalik4374 3 года назад

    Ati sundar ama sanskruti o parampara upare .hrudayasparsi sangita

  • @manasrysodisha463
    @manasrysodisha463 3 года назад +1

    କନ୍ଦେଇ ଦେଲା

  • @dhaneswarbhoi4063
    @dhaneswarbhoi4063 3 года назад +1

    ଜୟ ଓଡ଼ିଆ 😘😘😘................

  • @bighnarajjal5548
    @bighnarajjal5548 3 года назад +1

    Excellent performance

  • @khirodinipradhan1034
    @khirodinipradhan1034 Год назад +1

    Fantastic

  • @nsrinivasofficial3209
    @nsrinivasofficial3209 3 года назад +2

    ଖୁବ ସୁନ୍ଦର

  • @bijoykumarbehera8878
    @bijoykumarbehera8878 11 месяцев назад +1

    This song reflects odia woman's identity in rural society. Song is excellent

  • @subhashreenayak6714
    @subhashreenayak6714 Год назад

    Mindblowing, its really very heart touching

  • @sridharjena4420
    @sridharjena4420 3 года назад +1

    🙏🙏🙏

  • @ushakothhijangle7220
    @ushakothhijangle7220 3 года назад

    Sambalpuri mixing karithibaru bahut Bhala laguchi

  • @basantnahak7868
    @basantnahak7868 2 года назад

    👍sundara voice

  • @ghanashyammallik7091
    @ghanashyammallik7091 Год назад

    Speechless singing Ma'am.👌👌👌👌👌👌👌👌👌👌👌👌

  • @dibakarbisoyi5185
    @dibakarbisoyi5185 Год назад

    Sata re bahut bhala lagila

  • @sebatimoharana4384
    @sebatimoharana4384 3 года назад +3

    Very nice song with music ❤️laguchi ei song bhitare kichhi jibanta smruti bhari rahichi❤️❤️❤️

  • @sarojnayak2763
    @sarojnayak2763 2 года назад +2

    BEAUTIFUL.....!!!!

  • @ghanabiharimaharana1562
    @ghanabiharimaharana1562 3 года назад +1

    ବହୁତ ବହୁତ ବଢିଆ ମିଠା ଗୀତ

  • @amaakhirasathichakaakhi
    @amaakhirasathichakaakhi 3 года назад +2

    ବହୁ ତ ଭଲ

  • @SANJITAPATRA-bf2sb
    @SANJITAPATRA-bf2sb 8 месяцев назад

    Ohoho

  • @rnmohanty8808
    @rnmohanty8808 3 года назад +3

    Very beautiful song with unique visuals

  • @gaganpadhan3946
    @gaganpadhan3946 3 года назад

    ଆପଣଙ୍କ ଗିତ ରେ ଏତେ ମଧୁରତା ଅଛେ ଯେ କହି ହବନି

  • @shivasingh5059
    @shivasingh5059 3 года назад

    Bahut. Bhala gauchanti

  • @spsproduction3014
    @spsproduction3014 3 года назад +1

    Ame Sambalpuria Jay Maa Samaleswari

  • @akashbehera5324
    @akashbehera5324 3 года назад

    Akas

  • @sarojkumarsethy6169
    @sarojkumarsethy6169 3 года назад +1

    🙏🙏🙏🙏🙏🙏

  • @subhree
    @subhree 3 года назад +2

    ❤❤❤❤❤

  • @kanhubidika3804
    @kanhubidika3804 3 года назад +3

    Voice of KCB.It's really embracing d whole heart of down to earth person's.So superb.Smile.

  • @sasmitamallick9299
    @sasmitamallick9299 4 месяца назад

    Mind blowing mam

  • @Goutamikarjee
    @Goutamikarjee 10 месяцев назад

    Exllent music❤❤❤❤❤

  • @sudhansupatra9792
    @sudhansupatra9792 3 года назад +2

    Beautiful. Jay jagannath 🙏

  • @gnsingh9179
    @gnsingh9179 3 года назад +2

    A mixture of odia culture and tradition. Nice attempt

  • @prafullatripathy7138
    @prafullatripathy7138 3 года назад +1

    🙏🙏🙏🙏🙏

  • @pglcofficial680
    @pglcofficial680 3 года назад

    Odia culture superb mam

  • @jitendra8120
    @jitendra8120 3 года назад +1

    Nice👍

  • @madhabaranjanrout1215
    @madhabaranjanrout1215 2 года назад +4

    Your sweet evergreen voice attracts every one.your are the future of India. 🙏🙏🙏

  • @chandrasekharlenka8603
    @chandrasekharlenka8603 2 года назад

    The great song and great singer jayasri dhall

  • @sunirmalvlogs
    @sunirmalvlogs 3 года назад +1

    Nice song

  • @deeptisahoo7579
    @deeptisahoo7579 3 года назад +3

    Very heart touching Gita.....

  • @bharatipanda3933
    @bharatipanda3933 Год назад

    Beautiful song❤

  • @rajashreedhal3337
    @rajashreedhal3337 3 года назад +3

    I proud of you song😍

  • @nirmitnayak1998
    @nirmitnayak1998 3 года назад +1

    Wow

  • @jayakrishnaojha3995
    @jayakrishnaojha3995 3 года назад +3

    Excellent lyrics n composition with sweet voice. It touches the odia culture n tradition. bestwishes jayashree madam

  • @nilamanipadhihari9578
    @nilamanipadhihari9578 Год назад

    Jaya jagannath
    Very nice

  • @o26_ashishpatry81
    @o26_ashishpatry81 3 года назад +2

    Beautyful voice mam. Maa binapani apanakna kantha re achanti. This song is fav of mine😊

  • @akmusicproduction2939
    @akmusicproduction2939 3 года назад +2

    Super hit

  • @ANANTDHALVLOGS
    @ANANTDHALVLOGS 3 года назад +1

    ମୋ ଓଡ଼ିଆ ଭାରି ବଢିଆ,,

  • @khuntiacreation8610
    @khuntiacreation8610 2 года назад

    Didi mast laguchi song

  • @bappishaancreation9956
    @bappishaancreation9956 3 года назад +3

    Beautiful song

  • @shantilatamohanty6380
    @shantilatamohanty6380 Год назад

    Master 2acting beautifull sunderi nnkar sunder voice. 💐💐🙏

  • @rajendrapanigrahi9800
    @rajendrapanigrahi9800 3 года назад +2

    Very good message for all odisha people, composition as good as singing and writing is so well. I like it very much.

  • @DeepakKumarBhoi9986
    @DeepakKumarBhoi9986 3 года назад +5

    ବହୁତ ସୁନ୍ଦର ହୋଇଛି, ମୁଁ ବହୁତ ଦିନ ପରେ କଣ୍ଢେଇ ନୃତ୍ଯର ସଂଗୀତ ଦେଖୁଛି

  • @shankarsanbehera5082
    @shankarsanbehera5082 Год назад +1

    Nice

  • @jyotibadmash7943
    @jyotibadmash7943 3 года назад

    Wow ଖୁଵ ଚମତ୍କାର ହୋଇଛି...👍

    • @kabitamohanty9303
      @kabitamohanty9303 3 года назад

      My favorite song and sweet voice ♥️♥️♥️🙏🙏🌹🌹🌹👍👍👍

  • @manojkumarmahalik2499
    @manojkumarmahalik2499 3 года назад

    Super 👌👌👌

  • @barunkumar9884
    @barunkumar9884 2 года назад

    Super super super

  • @aksjayakudhal300
    @aksjayakudhal300 3 года назад +1

    Excellent Song . Odisha Culture ...
    very nice your sweet tone .

  • @PrimeEntertainmentMedia
    @PrimeEntertainmentMedia 3 года назад

    Khub madhura swara Madam

  • @gopabandhudas5072
    @gopabandhudas5072 2 года назад

    Salute mam singing style is very nice

  • @swapnajeetpattnaik756
    @swapnajeetpattnaik756 3 года назад +7

    The Song N Concept Are Damn Good. Keep It Up😍😍😍😍😍.

  • @mukeshpradhan67
    @mukeshpradhan67 3 года назад +3

    My fav song and my god gift di singing so sweet 🥰

  • @shantilatamohanty6380
    @shantilatamohanty6380 Год назад

    Biswa reodishajaya💐🙏🌾🕉️💐🙏

  • @jaimatadi6810
    @jaimatadi6810 2 года назад

    Best voice no 1

  • @mothermaryentertainment
    @mothermaryentertainment 3 года назад

    Excellent....

  • @pyarimohansinha1300
    @pyarimohansinha1300 3 года назад +2

    Excellent. Beautiful. Madi chala.

  • @santoshparida5523
    @santoshparida5523 3 года назад +3

    Excellent song Ama culture ku nei sunder present Jay jagannath

  • @bijoykumarbehera8878
    @bijoykumarbehera8878 2 года назад

    Really nice song

  • @sanjayapradhan9750
    @sanjayapradhan9750 2 года назад

    🙏🙏beautiful