Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ପ୍ରସଂଶା କରିବା ପଇଁ ଶବ୍ଦ ନାହି...ବହୁତ ବହୁତ ବହୁତ.... ସୁନ୍ଦର ହେଇଛି.....
ମ ଜୀବନରେ ପ୍ରଥମ ଥର ଏମିତି ଗିତଟିଏ ଯାହାକି ଆଖିରୁ ଲୁହ ଝରି ଗଲା
ଅନ୍ତରା ଟି ମନ କୁ ଛୁଇଁ ଗଲା👌
ସତରେ ଏ ଜୀବନ ନାଟକ ଟା ଭାରି ଅବୁଝା, ଯେତେ ବୁଝିବାକୁ ଚେଷ୍ଟା କଲେ ବି କାହିଁକି କେଜାଣି କାହିଁକି ସବୁ ଓଲଟ ପାଲଟ ହୋଇ ଯାଏ, ଏଠି ଅଭିନୟ କରୁଥିବା ମଣିଷ ମାନଙ୍କୁ ଦେଖିଲେ, ଲାଗେ ଯେମିତି ମୁଁ ମୋ ଅଭିନୟ ଭୁଲି ଯାଇଛି, ହେ ମହା ନିର୍ଦେଶକ, ମୋତେ ମୋ ଅଭିନୟ ର ପଂକ୍ତି ସବୁ ମନେ ପକେଇଦିଅ ପ୍ରଭୁ
ଜୀବନର ମାନେ ଅତି ସରଳ ଭାବରେ ବୁଝେଇଥିବାରୁ ବହୁତ ବହୁତ ଧନ୍ୟବାଦ
ମାମ୍ 🙏 ଖୁବ୍ ସୁନ୍ଦର lyricsଆପଣ ମଧ୍ୟ ଖୁବ୍ ସୁନ୍ଦର ଗାଇଛନ୍ତିଶୁଭେଚ୍ଛା ଏବଂ ଶୁଭକାମନା 👍
Shantilatadidi gaichhanti🎉 Jay jagannath
ସତରେ ଜୀବନ ନାଟକ ଭାରି ଅବୁଝା.ବୁଝିବା ଭାରି କଷ୍ଟ 😢😢
ସମାଜର ବାର୍ତା କୁ ସଂଗୀତ ମାଧ୍ୟମରେ ଦେଇ ଥିବାରୁ ହୃଦୟରୁ ଧନ୍ୟବାଦ
ହୃଦୟସ୍ପର୍ଶୀ ,ଅନ୍ତରରୁ ଲେଖକ ,ଓ ଆପଣଙ୍କୁ ଅଜସ୍ର ଅଭିନନ୍ଦନ ଓ ଶୁଭକାମନା ଜଣାଉଛି।
ଅତି ସୁନ୍ଦର ଗୀତ ହୃଦୟସ୍ପର୍ଶୀ ମନ ମୁଗ୍ଧ କର ଗୀତ 🙏
Dhanyabad bhauni gitara marma jetiki kantha tatharu madhura setiki authare dhanyabad.
ହୃଦୟ ସ୍ପର୍ଶୀ, ବହୁତ ସୁନ୍ଦର। ଗାୟିକା ମହାଶୟାଙ୍କୁ ଅଶେଷ ଧନ୍ଯବାଦ ଅର୍ପଣ କରୁଛି। ଗିତୀକାର ମହାଶୟ ଙ୍କୁ ହୃଦୟ ର ଗଭୀରତମ ପ୍ରଦେଶ ରୁ ଧନ୍ଯବାଦ ଅର୍ପଣ କରୁଛି।ଜୀବନ ର ବାସ୍ତବିକ ସତ୍ଯ କୁ ଗୀତ ରେ ବର୍ଣ୍ଣନା କରାଯାଇଛି।
Satare heart touching song ....
ସତରେ ମେମ କେତେ ସୁନ୍ଦର ଭାବରେ ଗାଇଛନ୍ତି ଆପଣ ❤❤🙏🙏ଅତି ସୁନ୍ଦର ଲେଖା 👏👏👏
ଅତି ଉଚ୍ଚ କୋଟି ର ସଙ୍ଗିତ ମନ ମୁଗ୍ଧ ହୋଇଗଲା...
Many many thanks mam.... Pravu jagannath nka pakhare atiki prathana apanka deha sabu bele vala rahu........ Apana amiti sabu bele sundar gita chalantu......
ଜୀବନ ର ବାସ୍ତବିକ ଚିତ୍ର କୁ ଗୀତ ମାଧ୍ୟମ ରେ ଏତେ ସୁନ୍ଦର ଉପସ୍ଥାପନା କରିଛନ୍ତି, ଦିଦି ଆପଣଂକୁ ବହୁତ ଧନ୍ୟବାଦ 🙏🙏🙏 ଜୟ ଜଗନ୍ନାଥ
ଖୁବ୍ ସୁନ୍ଦର ଗୀତ ଓ ଗାଏକା ମା ଙ୍କ ସୋର ଅତି ସୁନ୍ଦର/ମୋର ଇଛା ପୁରୁଷ ସୋର ଟିକେ ହେବକି, ଯଥା ସୌରଭ sir
ସତରେ ଜୀବନର ଗୁଢ଼ ରହସ୍ୟ କୁ ବୁଝିବା ବହୁତ ମୁସ୍କିଲ, କିନ୍ତୁ ବେଳେ ବେଳେ ଜୀବନ ବହୁତ ଯନ୍ତ୍ରଣା ଦାୟକ ହୋଇଯାଏ, ପରନ୍ତୁ ଜୀବନ ଅଛି ତ ଯନ୍ତ୍ରଣା ବି ଅଛି ବାସ ବଞ୍ଚିବାକୁ ପଡ଼ିବ ସଂଘର୍ଷ କରିକି ବାକି ଜୀବନତକ, ଖୁବ ସୁନ୍ଦର ଲେଖା, ଆଉ ଗୀତରେ ସଜେଇଥିବା ଜୟଶ୍ରୀ ଦିଦି ଙ୍କୁ ହୃଦୟ ରୁ ଧନ୍ୟବାଦ, ପ୍ରଣାମ ଗ୍ରହଣ କରିବେ ଦିଦି
Sreemad bhagbat Gita padhantu jibanara mulya janiparibe
🙏🙏 right ji
ନିଛକ ସତ କଥା କୁ ଗୀତ ମାଧ୍ୟମରେ ପରିପ୍ରକାଶ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ।।।। ଜୟ ଜଗନ୍ନାଥ
Heart touching song, Madam Namaste 🙏 May god bless you and your family
ହୃଦୟକୁ ଛୁଇଁଗଲା. Mam🙏
ସତରେ ପ୍ରଭୁ ଏ ଜୀବନ ଯାତ୍ରା ରେ ଅଭିନୟ କରିବା ବହୁତ କଷ୍ଟ. ଏଠି ଏ ମଣିଷ ଖାଲି ସ୍ୱାର୍ଥ ଖୁଜେ ସ୍ୱାର୍ଥସରିଗଲେ କେହି କାହାରି ନୁହନ୍ତି
Heart touch bhajan 🙏🙏🙏
Bahut sunder voice
Bahut sundar lagichhi ❤❤❤
ସତରେ, ଜୀବନ କେଡେ ମୂଲ୍ୟବାନ 🙏🌹🙏
Jaya Jaya Jay jagannath thanks for everybody
Ati sundar bhajan❤❤
ଏ ଗୀତ ସତରେ ହୃଦୟକୁ ଛୁଉଁଛି । ଗୀତିକାର ମହାଶୟ ଆଉ ଜୟଶ୍ରୀ ମାମ୍ ଙ୍କୁ ଯେତେ ପ୍ରଶଂସା କଲେବି କମ୍ ହେବ । ସୌଭାଗ୍ୟର କଥା ଆପଣଙ୍କୁ ଏ ଗୀତ ଗାଉଥିବାର ଦେଖିଲି ନିକଟରେ ମଙ୍ଗଳା ମହୋତ୍ସବରେ । ମୁଁ ଧନ୍ୟ ହୋଇଗଲି ଏ ଗୀତ ଶୁଣି । ଭଗବାନ ଆପଣଙ୍କୁ କୋଟି ପରମାୟୁ ଦିଅନ୍ତୁ । ଆପଣ ଏମିତି ଆମ ସମସ୍ତଙ୍କର ମନକୁ ଆପଣଙ୍କ କଣ୍ଠରେ ମୁଗ୍ଧ କରୁଥାନ୍ତୁ । ଜୟ ଜଗନ୍ନାଥ ।
Didi bahutu sundra❤
ଯେମିତି ଲାଗୁଚି ଶାନ୍ତିଲତା ବାରିକ ଏବେବି ଅଛନ୍ତି ,,,,
Atyanta hrudayasparshi❤
So Nice 👍👍 song lyrics 👌👌👍👍
ବହୁତ ସୁନ୍ଦର ହେଇଛି ଏହା ଆମ ସଂପ୍ରଦାୟର ଲୋକଙ୍କ ପାଇଁ ଶୁଣି ବା ଏକ ପ୍ରଶାସନି ୟ
🙏🌷🙏 Jay Sri Jagannath 🙏🌷🙏 Bahuta Sundar Upastapana ❤️❤️❤️
Suniba dina tharu aji jaen favourite hei achhi, Jeebana jatrara nichhaka chitra banana, khub hrudaya sparsi heichhi. 🙏🙏🙏
ବହୁତ ସୁନ୍ଦର ଗୀତ
ଖୁବ୍ ସୁନ୍ଦର ହୋଇଚି ❤❤❤❤
Life re Aneka katha sabu 😢kouchi. Apare song ahure aseba darkara. Tebe monusya sabu. Song sune chance hebe
Bahut bhala hei chhi . Sundar swara o swara sanjojana .lekha ati uchha kotira heichhi.jay jagannatha.
ଆପଣ ଙ୍କ ଷ୍ଟୁଡିଓ ଉପରେ ଆମ ଅଫିସ ବହୁତ ସୁନ୍ଦର ଗୀତ ହେଇଛି ଆତ୍ମା କୁ ସ୍ପର୍ଶ କଲା ପରି ଗୀତ ଟେ ❤
ବହୁତ ସୁନ୍ଦର 🙏🙏🙏👍👍👍👍
ବହୁତ ସୁନ୍ଦର ଗୀତ। ହୃଦୟ ସ୍ପର୍ଶୀ। ଗାୟିକା ମହାଶୟାଙ୍କୁ ଅଶେଷ ଧନ୍ଯବାଦ ଅର୍ପଣ କରୁଛି। ଗୀତିକାର ମହାଶୟ ଙ୍କୁ ହୃଦୟ ର ଗଭୀର ତମ ପ୍ରଦେଶ ରୁ ଧନ୍ଯବାଦ।
Very nice many many thanks for singer
Beautiful beautifulJai jagannath Swami ji ki
Nice lyrics and so sweet voice also
ବହୁତ ସୁନ୍ଦର । ଲେଖକ ଓ କଣ୍ଠଦାନ କରିଥିବା ଭଉଣୀଙ୍କୁ ଅଶେଷ ଧନ୍ୟବାଦ୍ ।
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🌺🏵️🌸🌺🌷🌷🙏🌸🏵️🌺🌷🌷🙏🌸🏵️🌺🌷🌷
ଅତି ସୁନ୍ଦର ଗୀତ ମନ ମୋହିଯାଉଛି 🌹
କାହା କାହା ଜୀବନ ଅତ୍ୟନ୍ତ ଖୁସି ରେ କଟି ଥାଏ କିନ୍ତୁ କାହା କାହା ଜୀବନ ରେ ଖୁସି କଣ ସେ ନିଜେ ମଧ୍ୟ ଜାଣି ପାରେ ନାଇ ସମୟ ଚକ୍ର ରେ ମଣିଷ ସବୁ କିଛି ହରାଇଥାଏ ଭୁଲିଯାଏ କି ସୁଖ ଅଛି ବୋଲି କାରଣ ଏତେ ଦୁଃଖ ମିଳିଥାଏ ଜୀବନ ରେ ଯେ ସେ ସୁଖ ଆସିଲେ ବି ଜାଣେ ନାଇ
ଜୟ ଜଗନ୍ନାଥ 🙏🙏🙏
Didi I love u very nice song
Bahut sundar sabda sanjajona,thanks
Hrudaya ku chhuinla bhali gita tie,very nice song & very nice singing
Apa pranam apanka Bhajan ti prati Manisha ra Hrudayaku chuinba
Really excellent song mam.... Heart touching ❤❤🙏🙏
Bahut sundar didi 🙏🙏🙏🙏🙏🙏🙏🙏🙏
APA such type of songs required for ODIA culture...A great research...best of luck
ଅତ୍ୟନ୍ତ ହୃଦୟସ୍ପର୍ସି ସଙ୍ଗୀତ
ଆପଣଙ୍କ ଗୀତ ପୁରା ସ୍ପଟ ଅତି ମନ ଛୁଆଁ ହୃଦୟସ୍ପର୍ଶୀ
ସତରେ ଜୀବନ ବଞ୍ଚିବା ବହୁତ କଷ୍ଟ 😢
ବହୁତ ସୁନ୍ଦର ଗାୟନ ଶୈଳୀ ଏବଂ ରଚନା ମଧ୍ୟ Madam ଙ୍କର୍ ଉପସ୍ଥାପନ। ବି
Khub sundar❤❤kohibaku sanda nai...
Really mam bahut sundara AAU a jibanare bahut nataka,kete sadwa jodi abhinaya karibaku huee........
Jay Jagannath....Gita ti direct heart ku touch karuchi,bahut bhala laguchi, Gita ti sunile aakhiru luha jhari aasuchi......🙏🏻🙏🏻🙏🏻🙏🏻
ହର୍ ହର୍ ମହାଦେବ 🙏🙏🙏👍👌
Bahut bahut sundar bhajan Satre jibanr prakrut sat Katha gunthi hoi jaichi Jay Jagnnath
Nice songs 🎉🎉🎉
Bht sundar Bhajan 🙏🙏🙏🥹🥹🥹🥹Jay Jagannath 🙏🙏🙏🙏
Actually ei Gita ku mu 100 times sunilini hele bi aakhi ru luha saru nahi satare dhoka pai thiba manisha ti Tara dukha kaha ku kahiba
ଖୁବ୍ ସୁନ୍ଦର୍ ଗୀତ ଟିଏ
Superb voice and nice song
କଣ ଆଉ କହିବି ଭ ଉଣି ତମର ଗିତ ସାନ୍ତି ଲତା ବାରିକ ଭଳିଆ ଜୟ ଜଗନ୍ନାଥ 😢😢🙏🙏🙏😭😭
Bahut sundar gita🙏🙏🙏
Incredible , Jayshree Ma'am. Love n blessings ❤❤
ବହୁତ ବହୁତ ସୁନ୍ଦର ହୃଦୟସ୍ପର୍ଶୀ ଜୀବନ ର ବାସ୍ତବିକ ଉପସ୍ଥାପନା।ଭଗବାନ୍ ଆପଣ ଙ୍କ ର ବହୁତ ବହୁତ ମଙ୍ଗଳ କରନ୍ତୁ
Bahut sundar Gita mam so beautiful ❤️❤️❤️❤️❤️❤️❤️
Heart touching song 🙏🙏🙏
ଗୀତ, ସଙ୍ଗୀତ, କଣ୍ଠ ସବୁ ଅତି ଚମତ୍କାର,ହୃଦୟଛୁଆଁ,ମନ ମୁଗ୍ଧକର ।
Jayshree mam, always best, It delights me always that you are behind Umashankar and what a voice(Umashankar) you discovered mam 👌👌
Jiban ta satre gote natak nija ra abhinya sarile bahudi jibaku haba😢😢😢
Jay jagannthe
Oh god😭😭😭...Very heart touching and truth of life..🙏🙏
👌 👏 wow hats off to writer
ଏ ଜୀବନ କିଛି ବି ନୁହେଁ
Jay Shri Jagannath 🙏🙏🙏 Jivan ra Sundar vababega..... Sundar upasthapana 🙏
Bahut sundar bhajan
Heart touching song..
ହୃଦୟକୁ 5:30 ଛୁଇଁଗଲା. ଜୟ ଜଗନ୍ନାଥ 🙏🙏🙏❤️🌹❤️🙏🙏🙏
ହୃଦୟ ସ୍ପର୍ଶୀ.......
Bahuta tatwa bodhaka thanks Omkar O Jayasree 🙏🙏
ଗୀତ ବହୁତ ସୁଦର
ହୃଦୟ ଛୁଇଁଲା ଭଳି ଗୀତ ଭଲ ଲାଗୁଚି
ସବୁଠାରୁ ଭଲ ଭଜନ
Heart touching song
So sweet and melodious voice in your philosophical song, Ma'am
Super beautiful very nice best voice best lyrics thanks 👍👍 from RUKMINI PRODUCTION Bijaya kumar Mishra Gitikar Puri Jai jagannath jai 🙏🕉️🙏🙏
ବହୁତ ସୁନ୍ଦର ଏଇ ଗୀତଟି...🙂🎇
ଅତି ସୁନ୍ଦର ଭାବରେ ଗାଇଛନ୍ତି
Nice voice mam ❤❤ heart touching song
🌹🌹🌹🌹କାଳିଆ ରେ କାଳିଆ 🌹🌹🌹🌹
Very nice voice heart touching meaningful song.Thanks a lot mam
ପ୍ରସଂଶା କରିବା ପଇଁ ଶବ୍ଦ ନାହି...
ବହୁତ ବହୁତ ବହୁତ.... ସୁନ୍ଦର ହେଇଛି.....
ମ ଜୀବନରେ ପ୍ରଥମ ଥର ଏମିତି ଗିତଟିଏ ଯାହାକି ଆଖିରୁ ଲୁହ ଝରି ଗଲା
ଅନ୍ତରା ଟି ମନ କୁ ଛୁଇଁ ଗଲା👌
ସତରେ ଏ ଜୀବନ ନାଟକ ଟା ଭାରି ଅବୁଝା, ଯେତେ ବୁଝିବାକୁ ଚେଷ୍ଟା କଲେ ବି କାହିଁକି କେଜାଣି କାହିଁକି ସବୁ ଓଲଟ ପାଲଟ ହୋଇ ଯାଏ, ଏଠି ଅଭିନୟ କରୁଥିବା ମଣିଷ ମାନଙ୍କୁ ଦେଖିଲେ, ଲାଗେ ଯେମିତି ମୁଁ ମୋ ଅଭିନୟ ଭୁଲି ଯାଇଛି, ହେ ମହା ନିର୍ଦେଶକ, ମୋତେ ମୋ ଅଭିନୟ ର ପଂକ୍ତି ସବୁ ମନେ ପକେଇଦିଅ ପ୍ରଭୁ
ଜୀବନର ମାନେ ଅତି ସରଳ ଭାବରେ ବୁଝେଇଥିବାରୁ ବହୁତ ବହୁତ ଧନ୍ୟବାଦ
ମାମ୍ 🙏 ଖୁବ୍ ସୁନ୍ଦର lyrics
ଆପଣ ମଧ୍ୟ ଖୁବ୍ ସୁନ୍ଦର ଗାଇଛନ୍ତି
ଶୁଭେଚ୍ଛା ଏବଂ ଶୁଭକାମନା 👍
Shantilatadidi gaichhanti🎉 Jay jagannath
ସତରେ ଜୀବନ ନାଟକ ଭାରି ଅବୁଝା.
ବୁଝିବା ଭାରି କଷ୍ଟ 😢😢
ସମାଜର ବାର୍ତା କୁ ସଂଗୀତ ମାଧ୍ୟମରେ ଦେଇ ଥିବାରୁ ହୃଦୟରୁ ଧନ୍ୟବାଦ
ହୃଦୟସ୍ପର୍ଶୀ ,ଅନ୍ତରରୁ ଲେଖକ ,ଓ ଆପଣଙ୍କୁ ଅଜସ୍ର ଅଭିନନ୍ଦନ ଓ ଶୁଭକାମନା ଜଣାଉଛି।
ଅତି ସୁନ୍ଦର ଗୀତ ହୃଦୟସ୍ପର୍ଶୀ ମନ ମୁଗ୍ଧ କର ଗୀତ 🙏
Dhanyabad bhauni gitara marma jetiki kantha tatharu madhura setiki authare dhanyabad.
ହୃଦୟ ସ୍ପର୍ଶୀ, ବହୁତ ସୁନ୍ଦର। ଗାୟିକା ମହାଶୟାଙ୍କୁ ଅଶେଷ ଧନ୍ଯବାଦ ଅର୍ପଣ କରୁଛି। ଗିତୀକାର ମହାଶୟ ଙ୍କୁ ହୃଦୟ ର ଗଭୀରତମ ପ୍ରଦେଶ ରୁ ଧନ୍ଯବାଦ ଅର୍ପଣ କରୁଛି।ଜୀବନ ର ବାସ୍ତବିକ ସତ୍ଯ କୁ ଗୀତ ରେ ବର୍ଣ୍ଣନା କରାଯାଇଛି।
Satare heart touching song ....
ସତରେ ମେମ କେତେ ସୁନ୍ଦର ଭାବରେ ଗାଇଛନ୍ତି ଆପଣ ❤❤🙏🙏ଅତି ସୁନ୍ଦର ଲେଖା 👏👏👏
ଅତି ଉଚ୍ଚ କୋଟି ର ସଙ୍ଗିତ ମନ ମୁଗ୍ଧ ହୋଇଗଲା...
Many many thanks mam.... Pravu jagannath nka pakhare atiki prathana apanka deha sabu bele vala rahu........ Apana amiti sabu bele sundar gita chalantu......
ଜୀବନ ର ବାସ୍ତବିକ ଚିତ୍ର କୁ ଗୀତ ମାଧ୍ୟମ ରେ ଏତେ ସୁନ୍ଦର ଉପସ୍ଥାପନା କରିଛନ୍ତି, ଦିଦି ଆପଣଂକୁ ବହୁତ ଧନ୍ୟବାଦ 🙏🙏🙏 ଜୟ ଜଗନ୍ନାଥ
ଖୁବ୍ ସୁନ୍ଦର ଗୀତ ଓ ଗାଏକା ମା ଙ୍କ ସୋର ଅତି ସୁନ୍ଦର/ମୋର ଇଛା ପୁରୁଷ ସୋର ଟିକେ ହେବକି, ଯଥା ସୌରଭ sir
ସତରେ ଜୀବନର ଗୁଢ଼ ରହସ୍ୟ କୁ ବୁଝିବା ବହୁତ ମୁସ୍କିଲ, କିନ୍ତୁ ବେଳେ ବେଳେ ଜୀବନ ବହୁତ ଯନ୍ତ୍ରଣା ଦାୟକ ହୋଇଯାଏ, ପରନ୍ତୁ ଜୀବନ ଅଛି ତ ଯନ୍ତ୍ରଣା ବି ଅଛି ବାସ ବଞ୍ଚିବାକୁ ପଡ଼ିବ ସଂଘର୍ଷ କରିକି ବାକି ଜୀବନତକ, ଖୁବ ସୁନ୍ଦର ଲେଖା, ଆଉ ଗୀତରେ ସଜେଇଥିବା ଜୟଶ୍ରୀ ଦିଦି ଙ୍କୁ ହୃଦୟ ରୁ ଧନ୍ୟବାଦ, ପ୍ରଣାମ ଗ୍ରହଣ କରିବେ ଦିଦି
Sreemad bhagbat Gita padhantu jibanara mulya janiparibe
🙏🙏 right ji
ନିଛକ ସତ କଥା କୁ ଗୀତ ମାଧ୍ୟମରେ ପରିପ୍ରକାଶ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ।।।। ଜୟ ଜଗନ୍ନାଥ
Heart touching song, Madam Namaste 🙏 May god bless you and your family
ହୃଦୟକୁ ଛୁଇଁଗଲା. Mam🙏
ସତରେ ପ୍ରଭୁ ଏ ଜୀବନ ଯାତ୍ରା ରେ ଅଭିନୟ କରିବା ବହୁତ କଷ୍ଟ. ଏଠି ଏ ମଣିଷ ଖାଲି ସ୍ୱାର୍ଥ ଖୁଜେ ସ୍ୱାର୍ଥସରିଗଲେ କେହି କାହାରି ନୁହନ୍ତି
Heart touch bhajan 🙏🙏🙏
Bahut sunder voice
Bahut sundar lagichhi ❤❤❤
ସତରେ, ଜୀବନ କେଡେ ମୂଲ୍ୟବାନ 🙏🌹🙏
Jaya Jaya Jay jagannath thanks for everybody
Ati sundar bhajan❤❤
ଏ ଗୀତ ସତରେ ହୃଦୟକୁ ଛୁଉଁଛି । ଗୀତିକାର ମହାଶୟ ଆଉ ଜୟଶ୍ରୀ ମାମ୍ ଙ୍କୁ ଯେତେ ପ୍ରଶଂସା କଲେବି କମ୍ ହେବ । ସୌଭାଗ୍ୟର କଥା ଆପଣଙ୍କୁ ଏ ଗୀତ ଗାଉଥିବାର ଦେଖିଲି ନିକଟରେ ମଙ୍ଗଳା ମହୋତ୍ସବରେ । ମୁଁ ଧନ୍ୟ ହୋଇଗଲି ଏ ଗୀତ ଶୁଣି । ଭଗବାନ ଆପଣଙ୍କୁ କୋଟି ପରମାୟୁ ଦିଅନ୍ତୁ । ଆପଣ ଏମିତି ଆମ ସମସ୍ତଙ୍କର ମନକୁ ଆପଣଙ୍କ କଣ୍ଠରେ ମୁଗ୍ଧ କରୁଥାନ୍ତୁ । ଜୟ ଜଗନ୍ନାଥ ।
Didi bahutu sundra❤
ଯେମିତି ଲାଗୁଚି ଶାନ୍ତିଲତା ବାରିକ ଏବେବି ଅଛନ୍ତି ,,,,
Atyanta hrudayasparshi❤
So Nice 👍👍 song lyrics 👌👌👍👍
ବହୁତ ସୁନ୍ଦର ହେଇଛି ଏହା ଆମ ସଂପ୍ରଦାୟର ଲୋକଙ୍କ ପାଇଁ ଶୁଣି ବା ଏକ ପ୍ରଶାସନି ୟ
🙏🌷🙏 Jay Sri Jagannath 🙏🌷🙏 Bahuta Sundar Upastapana ❤️❤️❤️
Suniba dina tharu aji jaen favourite hei achhi, Jeebana jatrara nichhaka chitra banana, khub hrudaya sparsi heichhi. 🙏🙏🙏
ବହୁତ ସୁନ୍ଦର ଗୀତ
ଖୁବ୍ ସୁନ୍ଦର ହୋଇଚି ❤❤❤❤
Life re Aneka katha sabu 😢kouchi. Apare song ahure aseba darkara. Tebe monusya sabu. Song sune chance hebe
Bahut bhala hei chhi . Sundar swara o swara sanjojana .lekha ati uchha kotira heichhi.jay jagannatha.
ଆପଣ ଙ୍କ ଷ୍ଟୁଡିଓ ଉପରେ ଆମ ଅଫିସ ବହୁତ ସୁନ୍ଦର ଗୀତ ହେଇଛି ଆତ୍ମା କୁ ସ୍ପର୍ଶ କଲା ପରି ଗୀତ ଟେ ❤
ବହୁତ ସୁନ୍ଦର 🙏🙏🙏👍👍👍👍
ବହୁତ ସୁନ୍ଦର ଗୀତ। ହୃଦୟ ସ୍ପର୍ଶୀ। ଗାୟିକା ମହାଶୟାଙ୍କୁ ଅଶେଷ ଧନ୍ଯବାଦ ଅର୍ପଣ କରୁଛି। ଗୀତିକାର ମହାଶୟ ଙ୍କୁ ହୃଦୟ ର ଗଭୀର ତମ ପ୍ରଦେଶ ରୁ ଧନ୍ଯବାଦ।
Very nice many many thanks for singer
Beautiful beautiful
Jai jagannath Swami ji ki
Nice lyrics and so sweet voice also
ବହୁତ ସୁନ୍ଦର । ଲେଖକ ଓ କଣ୍ଠଦାନ କରିଥିବା ଭଉଣୀଙ୍କୁ ଅଶେଷ ଧନ୍ୟବାଦ୍ ।
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🌺🏵️🌸🌺🌷🌷🙏🌸🏵️🌺🌷🌷🙏🌸🏵️🌺🌷🌷
ଅତି ସୁନ୍ଦର ଗୀତ ମନ ମୋହିଯାଉଛି 🌹
କାହା କାହା ଜୀବନ ଅତ୍ୟନ୍ତ ଖୁସି ରେ କଟି ଥାଏ କିନ୍ତୁ କାହା କାହା ଜୀବନ ରେ ଖୁସି କଣ ସେ ନିଜେ ମଧ୍ୟ ଜାଣି ପାରେ ନାଇ ସମୟ ଚକ୍ର ରେ ମଣିଷ ସବୁ କିଛି ହରାଇଥାଏ ଭୁଲିଯାଏ କି ସୁଖ ଅଛି ବୋଲି କାରଣ ଏତେ ଦୁଃଖ ମିଳିଥାଏ ଜୀବନ ରେ ଯେ ସେ ସୁଖ ଆସିଲେ ବି ଜାଣେ ନାଇ
ଜୟ ଜଗନ୍ନାଥ 🙏🙏🙏
Didi I love u very nice song
Bahut sundar sabda sanjajona,thanks
Hrudaya ku chhuinla bhali gita tie,very nice song & very nice singing
Apa pranam apanka Bhajan ti prati Manisha ra Hrudayaku chuinba
Really excellent song mam.... Heart touching ❤❤🙏🙏
Bahut sundar didi 🙏🙏🙏🙏🙏🙏🙏🙏🙏
APA such type of songs required for ODIA culture...A great research...best of luck
ଅତ୍ୟନ୍ତ ହୃଦୟସ୍ପର୍ସି ସଙ୍ଗୀତ
ଆପଣଙ୍କ ଗୀତ ପୁରା ସ୍ପଟ ଅତି ମନ ଛୁଆଁ ହୃଦୟସ୍ପର୍ଶୀ
ସତରେ ଜୀବନ ବଞ୍ଚିବା ବହୁତ କଷ୍ଟ 😢
ବହୁତ ସୁନ୍ଦର ଗାୟନ ଶୈଳୀ ଏବଂ ରଚନା ମଧ୍ୟ Madam ଙ୍କର୍ ଉପସ୍ଥାପନ। ବି
Khub sundar❤❤kohibaku sanda nai...
Really mam bahut sundara AAU a jibanare bahut nataka,kete sadwa jodi abhinaya karibaku huee........
Jay Jagannath....Gita ti direct heart ku touch karuchi,bahut bhala laguchi, Gita ti sunile aakhiru luha jhari aasuchi......🙏🏻🙏🏻🙏🏻🙏🏻
ହର୍ ହର୍ ମହାଦେବ 🙏🙏🙏👍👌
Bahut bahut sundar bhajan Satre jibanr prakrut sat Katha gunthi hoi jaichi Jay Jagnnath
Nice songs 🎉🎉🎉
Bht sundar Bhajan 🙏🙏🙏🥹🥹🥹🥹Jay Jagannath 🙏🙏🙏🙏
Actually ei Gita ku mu 100 times sunilini hele bi aakhi ru luha saru nahi satare dhoka pai thiba manisha ti Tara dukha kaha ku kahiba
ଖୁବ୍ ସୁନ୍ଦର୍ ଗୀତ ଟିଏ
Superb voice and nice song
କଣ ଆଉ କହିବି ଭ ଉଣି ତମର ଗିତ ସାନ୍ତି ଲତା ବାରିକ ଭଳିଆ ଜୟ ଜଗନ୍ନାଥ 😢😢🙏🙏🙏😭😭
Bahut sundar gita🙏🙏🙏
Incredible , Jayshree Ma'am. Love n blessings ❤❤
ବହୁତ ବହୁତ ସୁନ୍ଦର ହୃଦୟସ୍ପର୍ଶୀ
ଜୀବନ ର ବାସ୍ତବିକ ଉପସ୍ଥାପନା।
ଭଗବାନ୍ ଆପଣ ଙ୍କ ର ବହୁତ ବହୁତ ମଙ୍ଗଳ କରନ୍ତୁ
Bahut sundar Gita mam so beautiful ❤️❤️❤️❤️❤️❤️❤️
Heart touching song 🙏🙏🙏
ଗୀତ, ସଙ୍ଗୀତ, କଣ୍ଠ ସବୁ ଅତି ଚମତ୍କାର,ହୃଦୟଛୁଆଁ,ମନ ମୁଗ୍ଧକର ।
Jayshree mam, always best, It delights me always that you are behind Umashankar and what a voice(Umashankar) you discovered mam 👌👌
Jiban ta satre gote natak nija ra abhinya sarile bahudi jibaku haba😢😢😢
Jay jagannthe
Oh god😭😭😭...
Very heart touching and truth of life..🙏🙏
👌 👏 wow hats off to writer
ଏ ଜୀବନ କିଛି ବି ନୁହେଁ
Jay Shri Jagannath 🙏🙏🙏 Jivan ra Sundar vababega..... Sundar upasthapana 🙏
Bahut sundar bhajan
Heart touching song..
ହୃଦୟକୁ 5:30 ଛୁଇଁଗଲା. ଜୟ ଜଗନ୍ନାଥ 🙏🙏🙏❤️🌹❤️🙏🙏🙏
ହୃଦୟ ସ୍ପର୍ଶୀ.......
Bahuta tatwa bodhaka thanks Omkar O Jayasree 🙏🙏
ଗୀତ ବହୁତ ସୁଦର
ହୃଦୟ ଛୁଇଁଲା ଭଳି ଗୀତ ଭଲ ଲାଗୁଚି
ସବୁଠାରୁ ଭଲ ଭଜନ
Heart touching song
So sweet and melodious voice in your philosophical song, Ma'am
Super beautiful very nice best voice best lyrics thanks 👍👍 from RUKMINI PRODUCTION Bijaya kumar Mishra Gitikar Puri Jai jagannath jai 🙏🕉️🙏🙏
ବହୁତ ସୁନ୍ଦର ଏଇ ଗୀତଟି...🙂🎇
ଅତି ସୁନ୍ଦର ଭାବରେ ଗାଇଛନ୍ତି
Nice voice mam ❤❤ heart touching song
🌹🌹🌹🌹କାଳିଆ ରେ କାଳିଆ 🌹🌹🌹🌹
Very nice voice heart touching meaningful song.
Thanks a lot mam