ଗନ୍ଧମାର୍ଦ୍ଦନରେ ଆଦାନୀ। ପରିପୂରକ ବନୀକରଣ ନାଁରେ ବକ୍ସାଇଟ କୁ ନଜର! କିଏ ସତ?

Поделиться
HTML-код
  • Опубликовано: 24 дек 2024

Комментарии • 6

  • @meerabeura2662
    @meerabeura2662 Месяц назад

    ବନୀକରଣ ନାମରେ ଯଦି ରାଷ୍ଟ୍ରର ସମ୍ପତିକୁ
    ଲୁଟି ନିରୀହ ଆଦିବାସୀଙ୍କୁ ବିସ୍ଥାପିତ କରାଯାଇ ସେମାନଙ୍କୁ ତାଙ୍କ ଭିଟାମlଟି ବେଦଖଲ କରାଯାଏ। ତେବେ ଓଡ଼ିଶା ବାସୀ ଏହାର ଘୋର ବିରୋଧ କରିବେ
    ଏହି ଘଟଣା କୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଥିବାରୁ ଆପଣ ଙ୍କୁ ଧନ୍ୟବାଦ୍ ଭାଇ,🙏🙏

  • @anitamohanty3857
    @anitamohanty3857 Месяц назад +1

    👍

  • @sukantirout6161
    @sukantirout6161 Месяц назад +1

    ଲୋକଙ୍କ ହିତରେ ବାଧା ନ ଦେଇ ଆଉ ଥରେ ବିଚାର କରନ୍ତୁ ସରକାର। ଆଦାନୀ ଲାଭବାନ ହେଲେ ଓଡିଶାର ବିକାଶ ହେବନି।
    ବନୀକରଣ ନାଁରେ ବିନାଶ ନ ହେଉ।

  • @prativa40
    @prativa40 Месяц назад +1

    ସମାଜ ହିଁ ଲୋକଲୋଚନକୁ ଆଣି ପାରିଛି...
    ସରକାରଙ୍କ ନୀରବତା ଚିନ୍ତାଜନକ....
    ବିସ୍ଥାପନ ସହ ପ୍ରଦୂଷିତ ହୋଇପାରେ ପରିବେଶ..
    ଆଶଙ୍କାରେ ଓଡିଶା..

  • @prabhudattapujari
    @prabhudattapujari Месяц назад +1

    Namaskar sir, govt should clarify