ନ୍ୟାୟର ତରାଜୁ // NYAYARA TARAJU //Salman Paul & Aseema panda //Donton Raulo / Bapi Samal //promo 2023

Поделиться
HTML-код
  • Опубликовано: 20 сен 2024
  • Praise the Lord..ପ୍ରଭୁ ଯୀଶୁଙ୍କ ମହତ ନାମର ଧନ୍ୟ ହେଉ..ପ୍ରଥମେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ଵାସୀ ଓ ବିଶ୍ୱାସୀନୀ ମାନଙ୍କୁ Paul Salman Christian Music ତରଫରୁ ଖ୍ରୀଷ୍ଟ ପ୍ରେମ ନମସ୍କାର ଜଣାଏ ...ଅନେକ ଦିନର ବ୍ୟବଧାନ ପରେ ପ୍ରଭୁ ଯୀଶୁଙ୍କ ଅନୁଗ୍ରହରୁ ଆମ ଟିମ ପୁନର୍ବାର ଏକ ନୂତନ ଖ୍ରୀଷ୍ଟିୟ ଗୀତ ପ୍ରସ୍ତୁତ କରିଵା ନିମନ୍ତେ ସୁଯୋଗ ପାଇଅଛୁ ..ଯାହାର ନାମ " ନ୍ୟାୟର ତରାଜୁ "ରଖାଯାଇଅଛି .. ଏହି ଗୀତଟି ପ୍ରଭୁ ଯୀଶୁଙ୍କ ଦ୍ଵିତୀୟ ଆଗମନରେ ତାହାଙ୍କ ନ୍ୟାୟ ବିଚାର ଏବଂ ଏହାକୁ ସମ୍ମୁଖୀନ ହେବା ନିମନ୍ତେ ଗୋଟିଏ ବିଶ୍ଵାସୀ କିପରି ପ୍ରସ୍ତୁତ ଜୀବନ କାଟିବା ଆବଶ୍ୟକ ତହିଁ ଉପରେ ପର୍ଯ୍ୟବେଶିତ....
    ପ୍ରଭୁଙ୍କ ଗୌରବ,ପ୍ରଶଂସା ଓ ବିଶ୍ଵାସୀ ମାନଙ୍କର ଆତ୍ମିକ ଜାଗରଣ ଓ ସଚେତନ ନିମନ୍ତେ ଆଜି ଏହି "ନ୍ୟାୟର ତରାଜୁ "ଗୀତର PROMO ମୁକ୍ତିଲାଭ କରାଯାଇଅଛି.. ଦୟାପୂର୍ବକ ଶୁଣନ୍ତୁ ଓ ଅନ୍ୟକୁ ଶୁଣାନ୍ତୁ.. ଅତିଶୀଘ୍ର ଏହାର ସମ୍ପୂର୍ଣ୍ଣ ଗୀତ /studio version ଆମ ଚାଁନେଲ Paul Salman Christian Music ରେ ଆସିବାକୁ ଯାଉଅଛି..ପ୍ରାର୍ଥନାର ସହିତ ଅପେକ୍ଷାରେ ରହିଥିବେ......🙏🙏🙏
    Please do like, comment, share and subscribe to our channel to get more new songs...
    Song Credit🎵
    Song : ନ୍ୟାୟର ତରାଜୁ / NYAYARA TARAJU
    Singer : Asima Panda & Salman Paul
    Music & Lyrics : Donton Raulo
    Music Arrangement : Bapi Samal
    Producer : Solomon limma & Manaha pani
    Recording : MRR studio,cuttack
    Video Editing :Digital Crew Cuttack
    Special Thanks to : Bunty Pani, Gumma
    Special thanks to : Jasmiel Karada bhaina
    #nyarataraju#salmanpaul&aseemapanda
    #christian #christianity #christiansongs #christmas #christianmusic #humansagar
    #latestchristiansong #newchristian #newchristiandevotionalsong #salmanpaul #aseemapanda #aseema_panda #aseema_panda_new_song

Комментарии • 63