‘ମୋବାଇଲ୍ ହିଁ କାଳ କଲା’ |Balabhadra Pahandi Accident |Ratha Yatra 2024 |Jagannath Swain Mohapatra |OR

Поделиться
HTML-код
  • Опубликовано: 7 сен 2024
  • #ମୋବାଇଲ୍_କାଳ_କଲା
    କାହିଁକି ପଡିଗଲେ ବଡ଼ ଠାକୁର । ସତ କହିଦେଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗୁନାଥ ସ୍ୱାଇଁ ମହାପାତ୍ର । କହିଲେ ରଥ ଉପରେ ସମସ୍ତଙ୍କ ହାତରେ ମୋବାଇଲ । ଆଉ ତାହା ହିଁ କାଳ କଲା...
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #LordBalabhadra #JayJagannath #PuriAccident #ChariotsOfGod #OdishaReporter

Комментарии • 154

  • @balaramnanda9224
    @balaramnanda9224 Месяц назад +44

    ସରକାର ପଣ୍ଡା ମାନଙ୍କ ପ୍ରତି କୋଠର ଆଇନୀ କରାଯାଉ ଜୟ ଜଗନ୍ନାଥ

    • @be_human23
      @be_human23 Месяц назад

      ଦଇତାପତି

  • @rathabehera7554
    @rathabehera7554 Месяц назад +35

    ମୋବାଇଲ ଆମ୍ଭେ ଭିତରକୁ ନେଲେ କିଳା ସେବାୟତ ମାନେ ନେଲେ ଲିଳା

    • @sadasibarath5472
      @sadasibarath5472 Месяц назад +1

      Puri mandir Puri panda mankara bopa sampati tanka pai niyam kanoon kichi nai

  • @janmenayak625
    @janmenayak625 Месяц назад +22

    ସେବାୟତ ମାନେ ସେବା କରିବାକୁ ଯାଉନାହାନ୍ତି ସେଲ୍ଫି ନେବାକୁ ଯାଉଛନ୍ତି ଭକ୍ତ ଭଗବାନଙ୍କୁ ଦର୍ଶନ କରିବେ କଣ ଏମାନଙ୍କୁ ଦର୍ଶନ କରିବେ

  • @bijayapppradhan4563
    @bijayapppradhan4563 Месяц назад +23

    ଯେଉଁ ମାନେ ଅବହେଳା କରିବେ ପ୍ରଭୁଙ୍କର କାମ ରେ। ସେମାନେ ସାରାଜୀବନ ଅବହେଳିତ ହୋଇରହିଯିବେ।

  • @BijayKumarGhanaoffical
    @BijayKumarGhanaoffical Месяц назад +39

    ପୁରା ସତ କଥା କହି ଛନ୍ତି 👍

  • @dillipmohanty1000
    @dillipmohanty1000 Месяц назад +29

    ସମସ୍ତଙ୍କ ପାଈଁ ନିୟମ ସମାନ ହେବା ଦରକାର। ମୋବାଇଲ ବ୍ଯାନ୍ ହେବା ଦରକାର। ସ୍ବୟଂ ଜଗନ୍ନାଥଙ୍କ କାମରେ ।

  • @user-cw9gp5ty9f
    @user-cw9gp5ty9f Месяц назад +16

    ନିର୍ଦ୍ଦିଷ୍ଟ ସେବାକୁ ନିର୍ଦ୍ଦିଷ୍ଟ ସଂଖ୍ୟକ ଦକ୍ଷ ସେବାୟତମାନଙ୍କ ଦ୍ବାରା କରାଗଲେ ଗୁଡ଼ିଏ ସମସ୍ଯାରୁ ମୁକ୍ତି ମିଳିବ । ଏହାକୁ କଡ଼ା କଡ଼ି ଭାବେ ପାଳନ କରାଯିବା ଉଚିତ। ଜୟ ଜଗନ୍ନାଥ, ... ...

  • @Sasmita-wt5gh
    @Sasmita-wt5gh Месяц назад +8

    . ସ୍ନାନ ପୂର୍ଣ୍ଣିମା ରେ ଯେମିତି ହଉଚି ରଥ ଯାତ୍ରାରେ ସେମିତି ପ୍ରଭୁଙ୍କ ସାମ୍ନାରେ ଖାଲି ସେବକ ଭକ୍ତ ପ୍ରଭୁଙ୍କ ଦର୍ଶନ କରିବେ ନା ସେବାୟତ ଙ୍କ ର ଦର୍ଶନ କରିବେ ବହୁତ୍ ଦୁଃଖ ଲାଗେ କେତେ ଦୂରଦୂରାନ୍ତରୁ ଭକ୍ତ ମାନେ ଆସୁଛନ୍ତି ପ୍ରଭୁଙ୍କୁ ଟିକେ ଦର୍ଶନ କରିବା ପାଇଁ ହେଲେ ଏ ସେବାୟତ ମାନେ ଭକ୍ତ ମାନଙ୍କ ଠାରୁ ସେ ଅଧିକାର ଛଡେଇ ନଉଛନ୍ତି

  • @radhakrishnapatra852
    @radhakrishnapatra852 Месяц назад +55

    ମୋବାଇଲ୍ ନୁହେଁ ଭାଙ୍ଗ ନିଶା

    • @mahadevkasebak6794
      @mahadevkasebak6794 Месяц назад +1

      Right 😢

    • @niranjanandsaraswatisarasw5439
      @niranjanandsaraswatisarasw5439 Месяц назад

      Arey Murkh tumko pata nahi Pandit log Bhaang KHAATEY pur kabhi vaisey ghatna nahi hui, mobile Tera pass hai bolkey kuch bhi twit mut karo

    • @pragnyapatra3593
      @pragnyapatra3593 Месяц назад

      True

    • @rrsvlogs44
      @rrsvlogs44 Месяц назад

      ସତ କଥା

    • @deviprasad8319
      @deviprasad8319 Месяц назад +1

      ୧୦୦% ଠିକ୍। ଏଣିକି ଭାଙ୍ଗ ସବୁ ନିଃଶୁଳ୍କ ବିତରଣ କରାଯାଉ ଲୋକ କଲ୍ୟାଣ ଉଦ୍ଦେଶ୍ୟରେ।

  • @maheshpadhan4462
    @maheshpadhan4462 Месяц назад +11

    ବହୁତ ସନଖ୍ୟା ରେ ସେଵାୟତ ରଥ ଉପରେ ରହୁଛନ୍ତି,10 ରୁ 15 ଟା ରହିଲେ ଚଳନ୍ତାନି

  • @harekrishnatripathy7344
    @harekrishnatripathy7344 Месяц назад +9

    ରଥଯାତ୍ରା କୁ ଯେଉଁ ମାନେ ଚଢିବା କଥା i card issue ହେବ କଥା. ପୋଲିସ ଢିଲା achi

  • @Sinusahoowd2dm
    @Sinusahoowd2dm Месяц назад +16

    ଆଉ ସିଏ ଆଉ treand ରେ ରହିବନି । ହେଲେ ସେ ବଦମାସ୍ ମାନେ ଜାଣି ପାରୁନାହାନ୍ତି ଯେ ସିଏ ଜାହା ର ସେବା ରେ ନିୟୋଜିତ ସବୁ କିଛି ସେଇ ମହାପ୍ରଭୁଙ୍କୁ ଙ୍କ ର ପାଦତଳେ 😢

  • @ramakantmahanta6994
    @ramakantmahanta6994 Месяц назад +10

    ଅଣ ସେବାଅୟତନ୍ଙ୍କୁ ଆଦୌ ରଥ ଉପରକୁ ଚଢାଅନ୍ତୁ ନାହିଁ

  • @kkpattnaik4511
    @kkpattnaik4511 Месяц назад +8

    ସାଧାରଣ ମଣିଷ ରୋ ଯୋଗ୍ୟୋତା ପାଇଁ ଯେମିତି ପରୀକ୍ଷା ନେଇ ଚାରିକି ଦିଆ ଯାଏ,ସେମିତି ସେବାୟତ ଙ୍କ ଯୋଗ୍ୟୋତା ପାଇଁ ପରୀକ୍ଷା କରି ସେବା କରିବାକୁ ଦେଇଥାନ୍ତେ ତା ହେଲେ ଆଜି ମାଳ ମାଳ ମନ୍ଦିର ରେ ଦେଖା ଯାଇ ନିଥାନ୍ତେ । ଆଉ ରୀତି ନୀତି ରେ କାର୍ଯ୍ୟ ଚାଲି ଥାଆନ୍ତା ଯେମିତି ଆଜି ଯାଏ ଚାଲୁଛି

  • @pabitramishra145
    @pabitramishra145 Месяц назад +18

    ରଥ ଉପରକୁ ମୋବାଇଲ ଫୋନ ବାରଣ କରାଯାଉ ।

  • @santoshbehera1687
    @santoshbehera1687 Месяц назад +5

    ସେବାୟତ ମାନେ ମଂଦିର କୁ ଯିବା ବେଳେ କ'ଣ ପାଇଁ ମୋବାଇଲ ନେଇ ଯାଉଛନ୍ତି । ଏହା ତ ସାଧାରଣ ଲୋକଙ୍କ ପାଇଁ ମନା । ସେମାନଙ୍କୁ କାହିଁକି ନେଇ ଯିବାକୁ ଅନୁମତି ଦିଆଯାଉ ନାହିଁ କିନ୍ତୁ ସେବାୟତ ନେବେ ଆଉ କଥା ହେବେ । ଭଲ ବିଚିତ୍ର ନିୟମ । ହାୟ.... ହାୟ ....

  • @soansarvesgochhayat6215
    @soansarvesgochhayat6215 Месяц назад +13

    କେବଳ ମୋବାଇଲ

  • @dilipkumarjena4458
    @dilipkumarjena4458 Месяц назад +6

    ଏମାନଙ୍କ ପାଇଁ କିଛି ଆଇନ କାନୁନ ନାହିଁ । ।

  • @user-qr2zs8ih4c
    @user-qr2zs8ih4c Месяц назад +3

    ସେବାୟତ ମାନଙ୍କୁ ଶିକ୍ଷା ଦେବାପାଇଁ ଠାକୁର ସ୍ୱାଇଛା ରେ ଲୀଳା କଲେ 🙏 ଜୟ ଜଗନ୍ନାଥ 🛕🛕🛕

  • @rathabehera7554
    @rathabehera7554 Месяц назад +6

    ଶ୍ରୀମନ୍ଦୀର ପରିସର ଭିତରେ ସେବାୟତମାନେ ବହୁତ ହଉକତ କରୁଛନ୍ତି ସରକାର ପଦକ୍ଷେପ ନେବା ଦରକାର

  • @Shripatitapabana
    @Shripatitapabana Месяц назад +3

    ଅନ୍ତତଃ ସେବାୟତମାନଙ୍କ ଉପରେ ସରକାର ଶ୍ରୀମନ୍ଦିର, ରଥ ରେ ମୋବାଇଲ ଧରିବା ଉପରେ ରୋକ ଲଗାନ୍ତୁ, ସେବାୟତ ଆଉ ନିଷ୍ଠାପର ହୋଇ ମହାପ୍ରଭୁଙ୍କ ସେବା କରୁନାହାନ୍ତି ☹️☹️।

  • @sisirrana9188
    @sisirrana9188 Месяц назад

    ଭକ୍ତ ମାନଙ୍କୁ ମୋବାଇଲ୍ ମନା
    କିନ୍ତୁ ସେବାୟତ ମାନଙ୍କୁ କାହିଁକି ମୋବାଇଲ୍, ପ୍ରବେଶ
    ଏଇତ ବଡ଼ ଭୁଲ୍
    ଆଉ ପାପ ମଧ୍ୟ ଜୟ ଜଗନ୍ନାଥ ସ୍ଵାମୀ,
    ନୟନ ପଥଗାମୀ ଭବ ତୁମେ
    🙏🙏🙏

  • @ramachandrapanda7858
    @ramachandrapanda7858 Месяц назад +1

    🙏ବହୁତ ସୁନ୍ଦର ଉପଦେଶ ।
    ବନ୍ଦେ ମାତରମ୍ ।

  • @sorotoka9717
    @sorotoka9717 Месяц назад +5

    Ek dum thik

  • @mamatapradhan7519
    @mamatapradhan7519 Месяц назад +6

    Right

  • @gitagathakikahani5256
    @gitagathakikahani5256 Месяц назад

    ଆରେ ଆପଣ ମାନେ ଭଗବାନ ଙ୍କ ସେବାୟତ ଆପଣ ଯଦି ଭଗବାନ ଙ୍କୁ ଏପରି କରିବେ ତାହାଲେ ସାଧାରଣ ଭକ୍ତ କଣ କରିବେ 😢😢😢 ଜୟ ଜଗନ୍ନାଥ

  • @JogeswarMajhi-lt7hj
    @JogeswarMajhi-lt7hj Месяц назад +2

    ସେବାୟତ ପରା ପ୍ରଭୁ ଙ୍କ ଠାରୁ ଉର୍ଦ୍ଧ୍ ରେ ସେମାନେ ଯାହା ବି କରନ୍ତୁ,,ଆମ ଓଡ଼ିଆ ଙ୍କ ଜିଭ ରେ ହାଡ ନାହିଁ,,

    • @-Jena_jena
      @-Jena_jena Месяц назад

      Are bhi sebayat kn bala mundi semane jati re sabar kintu hmm
      Semane manisa manu nahanti

  • @RamaChandrastatus9793
    @RamaChandrastatus9793 Месяц назад +1

    ବାହୁଡ଼ା ଯାତ୍ରା ପାଇଁ ନୂତନ ଯୋଗ୍ୟତା ଧାରୀ ସେବାୟତ ନିଯୁକ୍ତ କରାଯାଉ

  • @pramodranjanpattanayak5946
    @pramodranjanpattanayak5946 Месяц назад +2

    ଏତେ ଗୁଡିଏ ସେବାୟତ ରଥ ଉପରକୁ ଯିବାପାଇଁ ପ୍ରଶାସନ କାହିଁକି ବାରଣ କଲା ନାହିଁ | ରଥ ଉପରକୁ ମୋବାଇଲ ନେବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ | ଠାକୁରଙ୍କ କାର୍ଯ୍ୟରେ ଏମିତି ଅବହେଳା କଲେ ଠାକୁର ନିଜେ ଠିକ୍ ଖେଳ ଦେଖେଇଦେବେ |

  • @MNanda-fv8sc
    @MNanda-fv8sc Месяц назад +1

    Jay jaganntha ❤parbhu Balabhadra gi ki Jay ho

  • @subhamgamer497
    @subhamgamer497 Месяц назад +2

    Jay jagannath 🙏🙏🙏🙏🙏😭😭

  • @Skgbul470
    @Skgbul470 Месяц назад +3

    ହିରୋ ପଣ୍ଡା ମାନଙ୍କୁ ହଟାଇ ଦିଆଯାଉ,

  • @ajitdash229
    @ajitdash229 Месяц назад +2

    Jay Jagannath.Really true.Now you have find exact wrong point.

  • @subhabratasahoo914
    @subhabratasahoo914 Месяц назад +1

    .ସେବାୟତ ମାନେ ନିଜ ଦୋଷ ସ୍ଵୀକାର କରୁଛନ୍ତି | କିନ୍ତୁ ଆଇନ ମନ୍ତ୍ରୀ କହୁଛନ୍ତି ପ୍ରଭୁଙ୍କ ଲୀଳା l ସାବଧାନ ।

  • @arsamal
    @arsamal Месяц назад +7

    ଏକଦମ୍ ଠିକ୍ କଥା

  • @mitalinayak779
    @mitalinayak779 Месяц назад +1

    Right

  • @RajaKhan-ci6dk
    @RajaKhan-ci6dk Месяц назад +2

    Jay shree jagannath mahaprabhu 🙏🙏🙏

  • @avijitmohantyofficial8506
    @avijitmohantyofficial8506 Месяц назад +2

    According to mythology, Lord Balabhadra, the elder brother of Lord Jagannath, falls off the chariot (ratha) during the Rath Yatra festival in Puri, while traveling to Gundicha Temple, due to a curse from Goddess Gundicha.
    The story goes that Lord Balabhadra had promised his wife, Revati, that he would never leave her alone. However, during the Rath Yatra, he leaves her behind to accompany his brother Lord Jagannath to Gundicha Temple. Goddess Gundicha, who is Lord Jagannath's aunt, feels neglected that Lord Balabhadra did not visit her first before joining the Rath Yatra. She curses him, saying that he will fall off the chariot during the journey.
    This incident is reenacted every year during the Rath Yatra festival, where the idol of Lord Balabhadra is deliberately dropped from the chariot, symbolizing the fulfillment of the curse. The fallen idol is then ritually purified and restored to the chariot, signifying Lord Balabhadra's repentance and reconciliation with Goddess Gundicha.
    This mythological story adds a layer of depth and meaning to the Rath Yatra festival, highlighting the importance of family relationships, promises, and devotion.

  • @user-cl8he2de7c
    @user-cl8he2de7c Месяц назад

    ସବୁ ତାଙ୍କରି ମାୟା ଏହି ମଣିଷ କିଛି ବୁଝିପାରିବନୀ

  • @lunarayinstrumental
    @lunarayinstrumental Месяц назад

    Om💥

  • @debiprasaddas7603
    @debiprasaddas7603 Месяц назад +3

    ଦଣ୍ଡନୀୟ ଅପରାଧ

  • @bijayaharichandan1592
    @bijayaharichandan1592 Месяц назад +1

    ସେବକମାନେ ଅତି ଉଦ୍ଧତ ସେମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆଗଲେ ଓଡ଼ିଆ ଜାତିର ସନମାନ ରହିବ

  • @user-cu5mi8em4t
    @user-cu5mi8em4t Месяц назад +3

    ମୋବାଇଲ ନିଶା ନାଆଗିଚି

  • @subhashreebarik6661
    @subhashreebarik6661 Месяц назад

    Jay jaganath 🙏🙏🙏

  • @rrsvlogs44
    @rrsvlogs44 Месяц назад

    ସେବାୟତ ମାନଙ୍କ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଯାଉ

  • @kamdevbhoi4005
    @kamdevbhoi4005 Месяц назад

    ID Card karajau au Mobile Phone restriction karajau,Jai Shree Jagannath Swami,Koti naman ❤❤❤

  • @chittaranjanswain1859
    @chittaranjanswain1859 Месяц назад

    I am agree to the comment..

  • @harekrushnabehera3138
    @harekrushnabehera3138 Месяц назад

    ଆପଣମାନେ କେହି କିଛି ଜାଣି ନାହାନ୍ତି । ଏ ସବୁ ତାଙ୍କରି ଇଚ୍ଛା ରେ ବାବା ।

  • @shubhendupattanayak5227
    @shubhendupattanayak5227 Месяц назад

    Sari plan prabhu ka he
    Jay Jagannath meri prabhu
    Tere shukriya koti koti pranam prabhu jay Jagannath 108 bar
    Dil se prabhu ❤❤❤❤
    Meri prabhu

  • @lunarayinstrumental
    @lunarayinstrumental Месяц назад

    Tirupati balaji, big statue in andhra.....they never move it to smwhere still ppl revere greatly.

  • @dbalrajudora8702
    @dbalrajudora8702 Месяц назад

    Apana right katha kahichhanti, ID karajiba darkar and mobile bane karajiba darkar

  • @SPD1206
    @SPD1206 Месяц назад +2

    Over confidence only

  • @lunarayinstrumental
    @lunarayinstrumental Месяц назад

    we should b logical in d name of Dharm.
    Bt We believe in fantacy instead of fact.
    🚩🚩🚩

  • @JJComunicationJJ90
    @JJComunicationJJ90 Месяц назад +1

    ବଡ଼ ନନା ଠିକ୍ କହିଛନ୍ତି ଭାଗଵନ୍ନକୁ ଏତେ ପାଖରୁ ଫଟୋ ନିଆ ଯାଇନି,କିନ୍ତୁ ଏ ଭଣ୍ଡ ସେବାୟତ ସେଲ୍ଫି ନେଇ ଭଗଵାନ ଙ୍କୁ viral kari insta reel banouchanti

  • @India11646
    @India11646 Месяц назад

    Justice should be prevailed....

  • @sukantabehera4551
    @sukantabehera4551 Месяц назад

    Action heu ea sabyat upre heu.
    Samasta odisha basi nku request
    Action paien demand karantu.
    Ebhali paristhithi.

  • @Reenabehera0
    @Reenabehera0 Месяц назад +1

    Jay jagannath Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭😭😭😭😭😭😭😭

  • @bikramcharanmalik6734
    @bikramcharanmalik6734 Месяц назад

    Nana,🎉❤️🎉
    Mobile uppare katakana karajau. 🎉
    Jay jagannath swami 🙏

  • @bharatipadhy6277
    @bharatipadhy6277 Месяц назад

    🔥🔥🔥🔥🔥😭😭😭

  • @user-bf3sc5hf3d
    @user-bf3sc5hf3d Месяц назад

    Lord Krushna spoiled his dynasty because of too much self arrogance of Jadavas,similarly "The Panda and the Daitapati also" will be spoiled accordingly. Jagannath never excuse the miss behaving server's of the Temple .B carefull for the future. Jai Jagannath.

  • @RAJESHpradhan01994
    @RAJESHpradhan01994 Месяц назад +1

    ଏମାନେ ସେବାୟତ ନା ଆଉ କଣ

  • @madhusudanmohanty4319
    @madhusudanmohanty4319 Месяц назад

    Failure of jagannath temple administration. Reason is total puri sebayat was loaded on the Balabhadra Rath.

  • @lunarayinstrumental
    @lunarayinstrumental Месяц назад

    DHARMA is a matter of sublim .

  • @user-hg7vc2ux4l
    @user-hg7vc2ux4l Месяц назад

    Sebayata number should be restricted.Mobile,bhanga,gutukha should be banned.

  • @India11646
    @India11646 Месяц назад

    Jadi Bhakta nka pain mobile ban ta hele sevayata nka pain bi same rule heba darkar..
    Jai Jagannath 🙏

  • @suvashchandraswain391
    @suvashchandraswain391 Месяц назад

    Lawlessness

  • @maitri56
    @maitri56 Месяц назад

    Theek kahile.

  • @prakashviewsupdatesanalysi9759
    @prakashviewsupdatesanalysi9759 Месяц назад

    Thik Kahichanti Mahodaya

  • @India11646
    @India11646 Месяц назад

    Those culprits should be banned from their service to serve God for their whole life...

  • @pradeepnahak3573
    @pradeepnahak3573 Месяц назад

    Jaha bidhi ra bidhan thila ghatila,agaku b ghatiba🙇🙇🙇Jay jagannath

  • @p.kbarik4443
    @p.kbarik4443 Месяц назад

    Pl shows actual & real news not support ruling party

  • @gunduchicharannath6509
    @gunduchicharannath6509 Месяц назад +1

    Prakruta Katha kahi chanti sir.aha hi mukhya karana.

  • @20NEW-MUSIC
    @20NEW-MUSIC Месяц назад

    ତମେ ପରା ଜଗନ୍ନାଥଙ୍କ ବାଡ଼ଗ୍ରାହୀ ସେବାୟତଙ୍କୁ ସୄଖଳିତ କରିବା କାହା କାମ ? ତୁମେ ମାନେ ଯଦି ଟଙ୍କା ପାଇଁ ଗୋରୁଖିଆ ମମତା ବାନାର୍ଜୀ ଘରକୁ ଚାଲିଗଲ ଯଜ୍ଞ କରିବା ପାଇଁ, ସେତେବେଳେ ଟୋକା ସେବାୟତ ତୁମ କଥା କାହିଁକି ଶୁଣିବେ | ଆଜି ଯାହା ବିଶୃଙ୍ଖଅଁଳା ଘଟିଛି ସବୁ ତୁମ ଭଳି ବରିଷ୍ଠ ସେବାୟତ ମାନଙ୍କ ଖାମ ଖେୟାଲ ମନୋଭାବ ଯୋଗୁଁ | ତୁମ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯାନୁଷ୍ଠାନ ହେବା ଉଚିତ ଓ 6 ମାସ ଯାଏଁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଯାଉ, ସବୁ ଠିକ ହୋଇଯିବେ |

  • @SwetaTripathy-sb7tz
    @SwetaTripathy-sb7tz Месяц назад

    Right I'd card karajau and mobile permission na karajau

  • @user-fp8zm1qd3o
    @user-fp8zm1qd3o Месяц назад

    Plz limit the Sevayats on the chariot

  • @harprasadsenapati3945
    @harprasadsenapati3945 Месяц назад

    Yekdam thik katha kahichanti kebala Mobile 📱 jogu sabu nata .

  • @user-ot3vf5ot3t
    @user-ot3vf5ot3t Месяц назад

    Maha Prabhu sebayat manku satka chanukah darakar

  • @ramashankarmishra8125
    @ramashankarmishra8125 Месяц назад

    This is criminal attitude of thepeople .

  • @niranjanmishra3792
    @niranjanmishra3792 Месяц назад +1

    Morning shows the day.This is the signing of BJP government how they can give justice to the people ?.How they will able to keep Odia Asmita ? What they had committed before the election. If the Mr. Majhi wants to establish good governance as well good administration, first should take action against the objectionable criminals of former government to give justice to the people.

  • @sibamaharana7082
    @sibamaharana7082 Месяц назад +3

    Jaga ku naki re rajaniti kara nahi ea jagata ra thukar jaganantha

  • @swagatsubhadarshan9091
    @swagatsubhadarshan9091 Месяц назад

    ID card sahita..kichi count limit rahiba darkar..at a time kebala setiki maha prabhunka seba Kari paribe..nahele agaku ahuri kichi ghatiba..Maha prabhu hau chanti ama parichaya...tanku abahela bahut badhuchi

  • @prasantasahu7996
    @prasantasahu7996 Месяц назад +1

    Ete Panda ratha re kan pain

  • @santoshnayak2083
    @santoshnayak2083 Месяц назад

    Mota gold chain or mobile ban karjuuu sabu sebayat pai...rule for new sarkar...please

  • @santoshkumarmohapatra78
    @santoshkumarmohapatra78 Месяц назад

    ଗାଲୁଆଙ୍କ ବାରବାଟି ଚାଷ,

  • @ashokkumarnayak1648
    @ashokkumarnayak1648 Месяц назад

    Bhanga Nisha & Mobile in hand
    Indisciplined young inexperienced boys sevayats

  • @user-pl5yh6gf3e
    @user-pl5yh6gf3e Месяц назад

    Jagunida already Unesst❤

  • @debiprasadpanda6241
    @debiprasadpanda6241 Месяц назад

    Mohan sir
    Turanta sertelite hau ki cc tv camera re chinhata karantu kie kie sabu sebayat mob dharichhanti ki Sethi bada thakuranka pakhare maja nauchhanti sr mananku chinhata kari min 10years danda bidhan karantu🙏

  • @RahulKumar-zm1gc
    @RahulKumar-zm1gc Месяц назад +1

    Kaain ? Bhakta nku ta bhari rule dekhao , mobile not allowed boli, au sebayata kan pain mobile use karibe ma ? Kan khali bhakta paain rules ???

  • @ashishdas-qi5xs
    @ashishdas-qi5xs Месяц назад +1

    Aau tume jete seva kale bi aau sevayat heiparibani ...karan sabubele tame nijaku jagannath pravunku nija kandhei karila aam thakuranku selfi point karidela...tapare tuma manka comiti thik nahi gurujan manku laghujan manu nahanti

  • @debiprasadpanda3490
    @debiprasadpanda3490 Месяц назад

    It is unfortunate that being a Badagrahi ,you are telling blatant lies that Mahaprabhu Balabhadra has not been hurt, although Lord has been hurt in Eye and Nose.

  • @KailashBaliarsingh-fd7tc
    @KailashBaliarsingh-fd7tc Месяц назад

    Bisrunkhalita acharananhi dai

  • @sadasibarath5472
    @sadasibarath5472 Месяц назад

    Jebe mobile Puri mandir vitre allow nahi then maha Prabhu pakhre kimti allow hauchi pujari manaka pakhre ... Reels kariye Puri panda

  • @govindadas7095
    @govindadas7095 Месяц назад +1

    Mobile ban haba nihati abasyaka

  • @ashokkumarnayak1648
    @ashokkumarnayak1648 Месяц назад

    Nose injury of Sri Balabhadra deity as per some reports😊😊

  • @suvashchandraswain391
    @suvashchandraswain391 Месяц назад

    Useless, careless, irresponsible, only hankering for money, not for seva or sevayat

  • @zerotohero0703
    @zerotohero0703 Месяц назад

    Identity Card required

  • @dasarthimahala4260
    @dasarthimahala4260 Месяц назад

    Technology abhab technician rahile bhala .nana jaha kahile mobile kahariku dia najau.

  • @GangadharMartha-sc8xg
    @GangadharMartha-sc8xg Месяц назад +2

    Tu me mane mobile use kariba ame kan nathia amar mobile nahi

  • @user-lq6zi7il3o
    @user-lq6zi7il3o Месяц назад

    Brounsugar Nisa

  • @pramodkumardash559
    @pramodkumardash559 Месяц назад

    The servitors are very shameless , careless to God and people and irresponsibility .