ଆଡ଼ପ ପହଣ୍ଡି ବେଳେ ସେବାୟତଙ୍କ ହାତରୁ ଖସି ମୁହଁମାଡ଼ି ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର | Nandighosha TV

Поделиться
HTML-код
  • Опубликовано: 6 сен 2024

Комментарии • 1,1 тыс.

  • @soumyaranjanmohapatra7933
    @soumyaranjanmohapatra7933 Месяц назад +342

    ଜଗନ୍ନାଥ ସିନା କ୍ଷମା କରିଦେବେ ହେଲେ ବଡ଼ ଠାକୁର କେବେ ଛାଡିବେନି।। ସ୍ଵୟଂ ଶେଷନାଗ ସେ। ଗର୍ବ, ଦୁର୍ନୀତି, ଅହଙ୍କାରର ଫଳ ଦେଲେ ସେ।

    • @madhusmitasahoo4465
      @madhusmitasahoo4465 Месяц назад +3

      ବଳଭଦ୍ର ସେସନାଗ

    • @Deshbhakt.com.rushik
      @Deshbhakt.com.rushik Месяц назад +2

      Hon hon ❤🎉

    • @Madhumadhu-qq5wi
      @Madhumadhu-qq5wi Месяц назад +1

      Pura thik🙏🙏🙏🙏

    • @Seturam789
      @Seturam789 Месяц назад +2

      😂 ଯାହା ମନ୍ଦିରରେ ଏମାନେ ଉଦ୍ଧତ ହୁଅନ୍ତି ସେଇଥିପାଇଁ ତ .. ଆଉ 😁😆

    • @rajyasrimisra1407
      @rajyasrimisra1407 Месяц назад +1

      Tik kotha samaste mobail nai besta❤he pravu🙏🙏

  • @SanjayaInduar-ku1eu
    @SanjayaInduar-ku1eu Месяц назад +213

    କରି କରାଉ ଥାଏ ମୁହିଁ
    ମୋ ବିନୁ ଅନ୍ୟ ଗତି ନାହିଁ 🙏🙏🙏
    ହେ ବଡ ଠାକୁର........ ସଂସାର କୁ ରକ୍ଷାକର ପ୍ରଭୁ 🙏

    • @giinnichu2933
      @giinnichu2933 Месяц назад +2

      Na na darakara nai aau abe dhyansa heba sure se kahile aji

    • @trinathsahoo4543
      @trinathsahoo4543 Месяц назад +3

      Dharma ra abhab ghatich...Prabhu kn pai help karibe

  • @durgacharansahu8415
    @durgacharansahu8415 Месяц назад +424

    ବାହୁ ବଳି ସେବାୟତ ଙ୍କୁ ପ୍ରଭୁ ନିଜ ବଳ ଦେଖେଇଲେ❤ ପ୍ରଭୁ ସେବାୟତ ଭକ୍ତଙ୍କ ସକ୍ତିର ପରିଖ୍ୟା ନେଲେ

    • @kailashnayak7643
      @kailashnayak7643 Месяц назад +4

      Right

    • @humdevdutt2801
      @humdevdutt2801 Месяц назад +1

      No, ଭଗଵାନ ପୃଥିବୀ ମାତା କୁ ଚୁମ୍ବନ ଦେଲେ ହଃ😂😂😂

    • @humdevdutt2801
      @humdevdutt2801 Месяц назад +4

      ଅନ୍ଧ ବିଶ୍ବାସୀ ଲୋକେ 😅

    • @Priyadarshini79737
      @Priyadarshini79737 Месяц назад

      @@humdevdutt2801 ମାଳିକା ରେ ସତ୍ୟତା ବର୍ଣ୍ଣନା ଅଛି କଳି ଯୁଗର ଅନ୍ତ ରେ ଭଗବାନ ଙ୍କ ପ୍ରତି ଭଲପାଇବା ଭକ୍ତି କମି ଯିବ ଲୋକେ ଏହାକୁ ଅନେକ ଅନ୍ଧ ବିଶ୍ବାସ ମାନିବେ , ଲୋକେ ନିଜର ସୁଖ ପାଇ ଅନ୍ୟ ଙ୍କୁ ଦୁଃଖ ଦେବେ , ମାଂସ ଭୋଗ କରିବେ ଅଧିକ ରୁ ଅଧିକ ନୀରୀହ ପ୍ରାଣୀ ଙ୍କୁ ମାରି ତା'ର ମାଂସ ଭୋଗ କରିବେ ଏହି ସବୁ ସଙ୍କେତ ରୁ ଜଣା ପଡୁଛି କଳି ଯୁଗ ନିକଟ ତର ହେ ମହା ପ୍ରଭୁ ମହିମା ଏବେ ତୁମେ ହିଁ ରକ୍ଷା କର ଯଉ କମେଣ୍ଟ୍ କରିଛ ତା'ର ପରିଣାମ ଆଗକୁ ଦେଖି ବ ଜୟ ଜଗନ୍ନାଥ ସବୁ ତାଙ୍କରି ଳୀଳା କଥା ରେ ଅଛି ପା କରି କରାଉ ଥାଏ ମୁଁ ହିଁ ମୋ ବିନୁ ଅନ୍ୟ ଗତି ନାହିଁ

    • @baikunthanathnayak3841
      @baikunthanathnayak3841 Месяц назад +7

      ​@@humdevdutt2801hn bhala hela ame andhabiswasi tame ethu jaa 😂

  • @Ashok-lh3dl
    @Ashok-lh3dl Месяц назад +185

    ଏତେ ଶକ୍ତି ବା କାହାର ଅଛି ଯେ ତାଙ୍କୁ ନେଇପାରିବେ,,,,, ପ୍ରଭୁ ମୋର ଲୀଳାମୟ 🙏🙏.... ଲୀଳା କଲେ,,, କିଛି ଅସୁବିଧା ନାହିଁ 🙏2🙏🙏🙏🙏🙏🙏

  • @Mranit4271
    @Mranit4271 Месяц назад +556

    ହେ ପ୍ରଭୁ ତମେ ଏପରି ପଡିଗଲେ ଏ ସଂସାରର କଣ ହବ ରକ୍ଷା କର ମଣିମା

  • @କଳ୍କୀ
    @କଳ୍କୀ Месяц назад +171

    ଏ ଲକ୍ଷ୍ୟଣ ସୂଚାଉଛି
    ଘୋର ବିପଦ ମାଡ଼ି ଆସୁଛି
    ରକ୍ଷାକର ମହାପ୍ରଭୂ ❤ ଜୟ ଜଗନ୍ନାଥ

  • @SanjayaInduar-ku1eu
    @SanjayaInduar-ku1eu Месяц назад +162

    ସେପରା ବଡ ଠାକୁର 🙏
    ତାଙ୍କ ସେବା ପାଇଁ ମଧ୍ୟ ସେତେ ଲୋକ ହେବା ଦରକାର 🙏

  • @arjunbehera1398
    @arjunbehera1398 Месяц назад +28

    କିଛି ସେବାୟତ ମାନେ ସବୁବେଳେ ଭାବୁଛନ୍ତି ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ହେଉଛନ୍ତି ସମ୍ପୂର୍ଣ ଭାବରେ ଆମର..........
    ଯୁଗେ ଯୁଗେ ଭଗବାନ ହେଉଛନ୍ତି ଭକ୍ତମାନଙ୍କର ।
    କିଛି ସେବାୟତ ମାନଙ୍କୁ ବଳିୟାର ଭୁଜ ବଡ ଠାକୁର ଉଚିତ ଶିକ୍ଷା ଦେଲେ 🙏🙏🙏

  • @sbsunil408
    @sbsunil408 Месяц назад +78

    " କୋଟି ସିଂହ ପରାକ୍ରମ ପ୍ରଭୁ ବଳରାମ.. ତହିଁ ସୋଇଛନ୍ତି ପୁଣି କାଳୀୟ ଗଞ୍ଜନ... ସାତଗୋଟି ପର୍ବତ ର ଅଟନ୍ତି ସେ ଗୁରୁ.. ନାମ ବୋହିଛନ୍ତି ଅଚଳ ମହାମେରୁ "।। 🙏
    ରକ୍ଷାକର ମଣିମା 😢

    • @sagarikaswain3378
      @sagarikaswain3378 Месяц назад +1

      🙏

    • @anusayamohanty1775
      @anusayamohanty1775 Месяц назад +2

      3dina heba khai nhati Am mahaprabhu😢

    • @sbsunil408
      @sbsunil408 Месяц назад

      @@anusayamohanty1775 ୟା ଠାରୁ ଦୁଃଖ ର ଖବର ଆଉ କିଛି ନାହିଁ 🥺

    • @shreeswarupa164
      @shreeswarupa164 Месяц назад

      🙏🙏🙏🙏

  • @sujitnaik4626
    @sujitnaik4626 Месяц назад +93

    ଜୟ ପ୍ରଭୁ ବଳରାମ କ୍ଷମା କରନ୍ତୁ ପ୍ରଭୁ କିଛି ବୋଧେ ଭୁଲ୍ ହେଇ ଯାଇଛି ହେ ଜଗା ରକ୍ଷା କର

  • @madanbag3876
    @madanbag3876 Месяц назад +36

    ଯିବନରେ ପ୍ରଥମ ଥର ଏମିତି ଦୃଶ୍ୟ ଦେଖୁଛି। ଘୋର କଳିକାଳ, ପାପି ମାନେ ମରିବ ସବୁ।ତ୍ରାହିମାମ୍ 🙏

  • @Soumyaranjan620
    @Soumyaranjan620 Месяц назад +16

    Aree se para ama bada thakura.. se tanka mausi maa nka ghara ku aasichhanti se Chhota chhua bhalia byakula hoi tk jhunti padile.. puni dekha se jhunti padi puni uparaku uthi kete sundara smile dauchhanti... Prabhu nakara sabu lila 🙌🙌🙌🤗🤗❤️❤️🥹🥹🪷🪷🪷

  • @diptiranjanbehera3511
    @diptiranjanbehera3511 Месяц назад +23

    ହେ ମୋର ଠାକୁର ଏ ଓଡ଼ିଆ ମାଟିରେ ମିଶୁ ପଛେ ତୁମେ ଶ୍ରୀଅଙ୍ଗ ରେ ଦାଗ ନ ଆସୁ 🙏🙏🙏

    • @JJJENA-
      @JJJENA- Месяц назад

      Wahhh mana kini nela apnka katha🙏🙏

  • @deepakkumarsahoo5544
    @deepakkumarsahoo5544 Месяц назад +8

    କୋଟି କୋଟି ଧନ୍ୟବାଦ ସେବାୟତମାନଙ୍କୁ, ସେମାନେ ବଡ଼ ଠାକୁରଙ୍କୁ ସଂପୂର୍ଣ୍ଣ ରୂପେ ତଳେ ପଡିଯିବାରୁ ଅଟକାଇ ରଖିଲେ 🙏

  • @motivationkasamandar3815
    @motivationkasamandar3815 Месяц назад +123

    ବଡ଼ ଠାକୁର ବଳ କଷୁଛନ୍ତି

  • @jysingle3121
    @jysingle3121 Месяц назад +82

    ପ୍ରଭୁ ଏମିତି କେବେ ହେଇ ନ ଥିଲା ରଥଯାତ୍ରା ରେ କେବେ ମୃତ୍ୟ ହେଇ ନ ଥିଲା କଣ କଣ ସବୁ ହେଉଛି 😔😔😔ପ୍ରଭୁ କି ସଂକେତ ଦେଉଛନ୍ତି 😔😔😔😔

    • @bindasguy33
      @bindasguy33 Месяц назад +13

      Ratna Bhandar upare chora nka akhi padichi

    • @jitendra7966
      @jitendra7966 Месяц назад +7

      ​@@bindasguy33Pandu all ready Nanda kari sarichi au nhi kichi

    • @jysingle3121
      @jysingle3121 Месяц назад

      @@jitendra7966 ଯଦି ବିଜେଡି ସରକାର ରେ ଥାନ୍ତା... କେତେଟା ଅନ୍ଧଭକ୍ତ ଆସିକି କହି ଥାନ୍ତେ କି... ନବୀନ ପଟ୍ଟନାୟକ ଆଉ ପାଣ୍ଡିଆନ ପାଇଁ ଏ ସବୁ ଅଶୁଭ ହେଲା😛😛😛😛ଆଜି ସେ କୁଣ୍ଡା ଖିଆ.... ଅନ୍ଧ ଭକ୍ତ ଙ୍କୁ କଣ ଜଣା ବିଜେପି ଆସିଲା ଦିନ ଠାରୁ ଦେଶରେ ଆଉ ରାଜ୍ୟ ରେ କଣ କଣ ସବୁ ହେଉଛି 😛😛😛😛ହେ ପ୍ରଭୁ ତୁମ ଲୀଳା ତୁମକୁ ଜଣା😛😛😛

    • @drout6742
      @drout6742 Месяц назад

      Murtu kete haichi kebe thakur padinathile.... sabu prabhu kn icha 🙏
      Prabhu rakha kara 🙏

    • @sonalisahoo7074
      @sonalisahoo7074 Месяц назад +3

      ମୃତ୍ୟୁ ହେଇଛି ଆଗରୁ ରଥଯାତ୍ରା ରେ

  • @kabudas8617
    @kabudas8617 Месяц назад +82

    ତୁମେ ତ କରୁଛ ତୁମେ କରାଉଛ
    ସବୁଠି ତୁମରି ହାତ
    ଦଈତା ପତି ନିମିତ୍ତ ମାତ୍ର
    ଆହେ ପ୍ରଭୁ ବଳନାଥ....😢
    ଜୟ ପ୍ରଭୁ ବଡ଼ ଠାକୁର...
    କ'ଣ ପାଇଁ ଏମିତି ଘଟିଲା ସବୁ ପ୍ରଭୁ ତୁମେ ଜାଣ🙏🏿

  • @JagabandhuJata
    @JagabandhuJata Месяц назад +11

    ଯିଏ ପଡିବା ଜିନିଷ କୁ ଉଠାଇବା ଵାଲା ତାକୁ ପକେଇବ କିଏ ନାଁ ଉଠେଇ ବାର କ୍ଷମତା କାହାର ଅଛି 🙏🏾🙏🏾🙏🏾

  • @Priyadarshini79737
    @Priyadarshini79737 Месяц назад +9

    ବଡ଼ ଠାକୁରେ ଆଗକୁ ମାଡି ଆସୁଥିବା ବିପଦର ସଙ୍କେତ ଦେଉଛନ୍ତି 😢🙏😭 ହେ ମହା ପ୍ରଭୁ ମହିମା ଏବେ ତୁମେ ହିଁ ରକ୍ଷା କର ପ୍ରଭୁ ଜୟ ଜଗନ୍ନାଥ 🚩

  • @sibaprasaddalabehera9294
    @sibaprasaddalabehera9294 Месяц назад +46

    ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। ପ୍ରଭୁ ଦ୍ୱାପର ଯୁଗରେ ଗୋପ ବାଳକ ମାନଙ୍କ ସହ ଧୂଳିବାଲି ରେ ଗଡ଼ୁଥିଲେ ଆଉ ଖେଳୁଥିଲେ। ଏ ହେଉଛି ବଡ଼ଦାଣ୍ଡ ଶରଧା ବାଲି ତେଣୁ ଭକ୍ତ ଆଉ ଭଗବାନ ଙ୍କ ମଧ୍ୟରେ ଲୀଳା ଖେଳା ହୁଏ ବର୍ଷକୁ ଥରେ। ତେଣୁ କେତେବେଳେ ଭକ୍ତ ମାନେ ପଡିଯାଆନ୍ତି ଆଉ ଆଜି ଭଗବାନ ଢଳିପଡିଛନ୍ତି। ଲକ୍ଷ୍ମୀ ପୁରାଣ ରେ ମଧ୍ୟ ମାନବ କଳେବର ହୋଇ ଉତ୍ତପ୍ତ ବାଲିରେ ଚାଲିଥିଲେ ଅନାହାରରେ ରହିଥିଲେ ପ୍ରଭୁ। ସେ ଯଦି ଚାହିଁଥାନ୍ତେ କଣ ସୂର୍ଯ୍ୟ ପବନ ଜଳ କୁ ରୋକି ପାରିନଥାନ୍ତେ କିନ୍ତୁ ସେ ଭକ୍ତ ପାଇଁ ଲୀଳା କରନ୍ତି ଭକ୍ତ ପାଇଁ କଷ୍ଟ ମଧ୍ୟ ସହନ୍ତି। ସେ ନିଜ ଇଚ୍ଛାରେ ସବୁ କିଛି କରନ୍ତି। ତାଙ୍କ ବିନା ନିର୍ଦ୍ଦେଶରେ ବୃକ୍ଷ ପତ୍ର ବି ହଲିବନି। ତେଣୁ ସେ ଲୀଳାମୟ ଇଚ୍ଛାମୟ। ଆଉ କୋଟି ସିଂହ ପରାକ୍ରମୀ ମହାରୁଦ୍ର ଧବଳ ସୁନ୍ଦର ବଳିୟାର ଭୁଜ ମଣିମା ବଡ଼ ଠାକୁର ଙ୍କୁ ତାଙ୍କ ସ୍ୱଇଚ୍ଛା ବିନା କଣ ନେଇପାରିବେ ସେବକ ମାନେ। ତେଣୁ ସବୁ ତାଙ୍କ ଇଚ୍ଛା। କଳିଯୁଗ ରେ ବହୁତ କିଛି ହେଉଛି କିନ୍ତୁ ପ୍ରଭୁ ନୀରବ ଅଛନ୍ତି ଯେପରି ଯାଦବ କୁଳ କନ୍ଦଳ ସମୟରେ ନୀରବ ଥିଲେ ଏବଂ ଶେଷରେ ଯାଦବ ମାନେ ନାଶ ହୋଇଥିଲେ ସେତେବେଳେ ବି ପ୍ରଭୁ ନୀରବ ଥିଲେ ଆଉ ଆଜିବି କଳିଯୁଗ ରେ ନୀରବ ଅଛନ୍ତି। କିନ୍ତୁ ଏସବୁ ପରିବର୍ତ୍ତନ କରିବାକୁ ତାଙ୍କୁ ବା କେତେ ସମୟ, ନିମିଷକ ମାତ୍ରେ ସୃଷ୍ଟି ଗଠନ ଆଉ ଧ୍ବଂସ ବି କରିପାରିବେ। ତେଣୁ ତାଙ୍କ ସ୍ୱଇଚ୍ଛାରେ ସର୍ବ କାର୍ଯ୍ୟ ପରିଚାଳିତ।
    ଜୟ ବଳିୟାର ଭୁଜ ହଳ ମୂଷଳ ଧାରଣ 🙏
    ଜୟ ବଳିୟାର ଭୁଜ ଶଙ୍ଖ ଚକ୍ର ଧାରଣ 🙏
    ଜୟ ମା ଯୋଗମାୟା ପରମଶକ୍ତି ଆଦିଶକ୍ତି 🙏

  • @brajakishorepadhi4022
    @brajakishorepadhi4022 Месяц назад +94

    ବଡ ଠାକୁର ବଳଭଦ୍ର ଭାଇ ତଳେ ପଡି ନାହାନ୍ତି। ସେ ସତ ରେ ପଡିଗଲେ ତାଂକୁ ଉଠେଇ ବ କିଏ। ପ୍ରଭୋ ଭକ୍ତ ସହିତ କୌତୁକ କରୁଛନ୍ତି। ସେ ବି ଛଳିଆ... ଜୟ ଜଗନ୍ନାଥ🙏 ତତେ ହିଁ ତୁହି ରକ୍ଷା କର ମୁଁ ଛାର ମନୁଷ୍ଯ ମାତର। 🙏

    • @priankasahoo3189
      @priankasahoo3189 Месяц назад +1

      @@brajakishorepadhi4022 ବଳଭଦ୍ର କୁ ତଳେ ପକାଇ ଦେଲେ ଆଉ ସେ ନିଜେ ଉଠି ପାରିଲାନି #FakeGod

    • @brajakishorepadhi4022
      @brajakishorepadhi4022 Месяц назад +7

      @@priankasahoo3189 ହଇରେ ସତ ଗଡ୍ କିଏ କହନି। ତତେ ରୋଜଗାର କରି ପୋଷୁଛି।

    • @subhampanda6470
      @subhampanda6470 Месяц назад

      ​@@priankasahoo3189kanhi ethi gapuchhube chal jabe 😂😂

    • @utkalentertainment3696
      @utkalentertainment3696 Месяц назад +5

      ​@@priankasahoo3189You proved that you are converted for a sack of rice... Behave yourself madam .. You have not any right to prove what is right and what is wrong about my Aradhya and you are crossing your limit .OK!

    • @pandababu4224
      @pandababu4224 Месяц назад

      ​@@priankasahoo3189tu to maa pakharu janma heinu bodhe jana paduchi tu kau ourasha ru janma

  • @a.s.m2685
    @a.s.m2685 Месяц назад +25

    ଜୟ ପ୍ରଭୁ କ୍ଷମା କର ମଣିମା ⚘️🙏⚘️🙏⚘️🎂⚘️💐🙏💐💐🙏

  • @Shrijaganathswami
    @Shrijaganathswami Месяц назад +34

    କୋଟି ସିଂଘ ପରାକ୍ରମୀ ପ୍ରଭୁ ବଳରାମ 🙏🏻🙏🏻🙏🏻

  • @user-fx5jd7kw5d
    @user-fx5jd7kw5d Месяц назад +26

    ଏ ଡକାୟତ ସେବାୟତ ମାନଙ୍କ ପାଇଁ ଆଜି ଜଗନ୍ନାଥ ପ୍ରେମୀ ବିପଦରେ,

  • @santoshdash8679
    @santoshdash8679 Месяц назад +12

    ଭାରି ଦୁଃଖ ଲାଗୁଛି ଦେଖିକି। କିନ୍ତୁ ମୋର ମତରେ ଏହା ଏକ ଦୁର୍ଘଟଣା। କହାର ଦୋଷ ଦେବା ଠିକ୍ ନୁହେଁ। ସେବାୟତ ଭାଇ ମାନେ କଠିନ ପରିଶ୍ରମ କରୁଛନ୍ତି। 🙏

  • @routking8192
    @routking8192 Месяц назад +8

    କିଛିନାକିଛି ଭୁଲ୍ ହେଉଚି ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଯେତେବେଳେ ହେଲା ମୋତେଲାଗିଲା ଠାକୁର ରଗିଛନ୍ତି କିଛିଟା ଭୁଲହେଉଚି

  • @patitakumarchoudhury9855
    @patitakumarchoudhury9855 Месяц назад +8

    ଆବଶ୍ୟକ ଠାରୁ ଅଧିକା ସେବାୟତ ରହିଲେ ଏମିତି ହୁଏ, ଖାଲି ଦେଖେଇ ହେବେ ସେବାୟତ.

  • @balaramsahu7561
    @balaramsahu7561 Месяц назад +6

    ହେ ମଣିମା ସାଆନ୍ତ କଣ କଲ ଗୋସାଇଁ କାହିଁକି ପ୍ରଭୁ ଆପଣ ତ ସାତ ପାହାଡ଼ର ଭାରି ଆମଙ୍କୁ ଏ ଭଳି ........କ୍ଷମା କର ମଣିମା 🙏🙏🙏🙏🙏

  • @MnuBiswajit
    @MnuBiswajit Месяц назад +2

    He pravu bhul khyama kara Prabhu🙏🥺🥺🥺

    • @arpitabhattacharya8545
      @arpitabhattacharya8545 Месяц назад +1

      Leelamaya leela kar rahe hai , yeh sirf ek lila hai.❤

    • @MnuBiswajit
      @MnuBiswajit Месяц назад +1

      @@arpitabhattacharya8545 Lila Maya Lila au kete kariba ... Nije kasta pauchhi ...

  • @bubunbehera5788
    @bubunbehera5788 Месяц назад +10

    କ୍ଷମା କର ହେ ପ୍ରଭୁ
    ତୁମେ ତ ଦୟା ର ସାଗର
    ପ୍ରଭୁ ତୁମେ ହିଁ ଭରସା,🙏🙏🙏

  • @user-tj4dn1gq8w
    @user-tj4dn1gq8w Месяц назад +13

    ହେ ଭଗବାନ ଇଏ କି ଲୀଳା ତୁମର। ରକ୍ଷା କର ସେବାୟତମାନଙ୍କୁ।

  • @କଳ୍କୀ
    @କଳ୍କୀ Месяц назад +8

    ଏ ବ୍ରହ୍ମାଣ୍ଡ, ଜୀବଜଗତ, ସଂସାର ଚଲାଉଥିବା ଭଗବାନ ପଡ଼ିଯିବେ ମାନେ ଘୋର ବିପଦ ମାଡ଼ି ଆସୁଛି। ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର ମଣିମା❤❤

  • @minatirout7523
    @minatirout7523 Месяц назад +1

    ହେ ବଡ ଠାକୁର ବଳରାମ ତମର ଏ କି ଳିଳା ପ୍ରଭୁ 🙏🙏🙏

  • @GUNU2323
    @GUNU2323 Месяц назад +12

    କରି କରାଇ ଥାଉ ତୁହି ତୋ ବିନୁ ଅନ୍ୟ ଗତି ନାହିଁ.jya jagannath

  • @muktikantabehera3939
    @muktikantabehera3939 Месяц назад +1

    He prabhu manima e jagataku rakshya kara

  • @pravasranjanmallick3065
    @pravasranjanmallick3065 Месяц назад +4

    ମଣିମା ବିଶ୍ୱର ମଙ୍ଗଳ ହେଉ 🙏🙏

  • @DeepkamalSwain
    @DeepkamalSwain Месяц назад +1

    କିଛି ଭଲ ସୂଚନା ଏଇ ନୁହେଁ , ପ୍ରଭୁ କ୍ଷମା ପ୍ରାର୍ଥନା କରୁଛୁ ....

  • @ganeswarsahoo8562
    @ganeswarsahoo8562 Месяц назад

    ହେ ପ୍ରଭୁ, ଏ କି ଦୁଃଖ , ଏ କି ଅଘଟଣ ହେଇଗଲା, ତ୍ରହିମାମ

  • @hamigotuber8418
    @hamigotuber8418 Месяц назад +24

    ଦୟାକରନ୍ତୁ ବଡ଼ ଭାଇ🙏😭
    ମଣିଷ ମାତ୍ରେ ଭୁଲ 😭😭🙏🙏
    ସେବାୟତ ଭାଇ ମାନଙ୍କ ଦ୍ବାରା ଯଦି କିଛି ଭୁଲ ହୋଇଯାଇଥାଏ କ୍ଷମା କରନ୍ତୁ ମହାପ୍ରଭୁ 🙏🙏
    ଇଏ ଆଉ ରତ୍ନ ଭଣ୍ଡାର ଖୋଲିବାକୁ ନେଇ କିଛି ସଂକେତ ନୁହଁ ତ ମହାପ୍ରଭୁ ହେ 🙏🙏🙏

    • @priankasahoo3189
      @priankasahoo3189 Месяц назад

      @@hamigotuber8418 ବଳଭଦ୍ର ନିଜେ ଭି ଉଠିପାରିଲାନି ଆଉ ସେବାୟତ ତଳେ ପକାଇ ଦେଲେ

    • @hamigotuber8418
      @hamigotuber8418 Месяц назад

      @@priankasahoo3189 ଭଉଣୀ ମୁଁ କଣ କହିଛି ତ ଆଗ ବୁଝନ୍ତୁ

    • @Deshbhakt.com.rushik
      @Deshbhakt.com.rushik Месяц назад

      Dukh ki baat 😂❤🎉😢😮😅😊

    • @Sd-nu9xg
      @Sd-nu9xg Месяц назад

      ​@@priankasahoo3189Are ama thakuranka seba re sebayta achanty tanku uthei debe tume chinta karani ama thakuranka bahut chakara bakara achanty😂😂😂Tuma god pakhe jadi chakara bakara nahin tike kahiba ame pathei dabu😂

    • @pandababu4224
      @pandababu4224 Месяц назад +1

      @@priankasahoo3189 tu kebe padijibu lo converted dekh to bhagban tate ta dharma re janma delanahi kintu ame ama dharma re janma heichu

  • @Sonali_Bhakti
    @Sonali_Bhakti Месяц назад +2

    ହେ ବଡ଼ ଭାଇ ମୋ ବଡ ସାଆନ୍ତେ 🙏😭
    କଣ ପାଇଁ ଏ ଲୀଳା କରୁଛନ୍ତି ଆପଣ ମଣିମା 😭 ଆପଣଙ୍କ ଢଳି ପଡିବା ଦେଖି ମୋ ଛାତି ଫାଟିଯାଉଛି 😭🙏 ରକ୍ଷମାଂ ଦୀନବନ୍ଧୁ🙏😭

  • @amiyanayak842
    @amiyanayak842 Месяц назад +4

    ହେ ପ୍ରଭୁ ବଡ ଠାକୁର 🙏🏾🙏🏾

  • @kritikadaskritika7715
    @kritikadaskritika7715 Месяц назад +1

    କ୍ଷମା କର ମଣିମା 🙏🙏🙏🙏🙏

  • @manoranjanmahapatra5451
    @manoranjanmahapatra5451 Месяц назад +6

    ଲୀଳାମୟ ହେ କି ଲୀଳା ତୁମର କେମିତି ବୁଝିବି ମୁଁହି। ଜୟ ଜଗନ୍ନାଥ

  • @subhalaxmibehera9
    @subhalaxmibehera9 Месяц назад +1

    He prabhu tame padigale sansara bhasi jiba❤❤

  • @shuvakantaswain9880
    @shuvakantaswain9880 Месяц назад +6

    ପ୍ରଭୁ ହେ କ୍ଷମା କର।

  • @priyankanayak4904
    @priyankanayak4904 Месяц назад +2

    ପ୍ରଭୁ ଯେତେବେଳେ ଉଠୁଛନ୍ତି ତାଙ୍କ ହସ ହସ ମୁହଁକୁ ଦେଖ🥺🙏
    କେତେ ସୁନ୍ଦର ମୁଖ ଆଊ ହସ 🙏🙏🙏🙏🙏

  • @raghunarhkarjee947
    @raghunarhkarjee947 Месяц назад +3

    ଜୟ ଜଗନ୍ନାଥ, ଜୟ ବଳ ଦେବ ଆପଣ ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏

  • @Abcsdb123b
    @Abcsdb123b Месяц назад +1

    Jay Jagannath 🙏🙏🙏🙏🙏🙏

  • @BijayPradhan-y9p
    @BijayPradhan-y9p Месяц назад +3

    ହେ ମହାବାହୁ ମଣୀମାବଢଠାକୁରେଭୁ👏👏👏

  • @Mamatapradhan143
    @Mamatapradhan143 Месяц назад +1

    ହେ ପ୍ରଭୁ ରକ୍ଷାକର😢🙏

  • @nrusinghamoharana7689
    @nrusinghamoharana7689 Месяц назад +3

    ହେ ବଳିୟାର ଭୂଜ ମହାପ୍ରଭୁ ଆପଣଙ୍କ ର ଏପରିକି ହେବାରେ ଜଗତକୁ କିଏ ରକ୍ଷା କରିବ,

  • @shuvakantasahoo3374
    @shuvakantasahoo3374 Месяц назад +1

    Jay Bala dev Prabhu tume Saha hua a sansar ku

  • @kumarsanu949
    @kumarsanu949 Месяц назад +4

    ହେ ମହା ପ୍ରଭୁ 🙏🙏🙏

  • @rajakrushnaacharya7732
    @rajakrushnaacharya7732 Месяц назад

    Jay pravu bada thakura balabhadra❤❤❤tame hi sanhara karta.kichhi bhul heigala bodhhue

  • @user-ee2ir8kv8x
    @user-ee2ir8kv8x Месяц назад +7

    ପ୍ରଭୁ ଏ କି ପ୍ରକାର ର ଳିଳା

  • @supravarout9274
    @supravarout9274 Месяц назад +2

    Omm namaha bhagabate Basu devaya

  • @monalishasoren369
    @monalishasoren369 Месяц назад +5

    Hey Prabhu khyama kara..

  • @user-vb5tz8kb8f
    @user-vb5tz8kb8f Месяц назад

    ହେ ପ୍ରଭୁ ତୁମ୍ଭ ବିନୁ ତୋ ଅନ୍ୟ ଗତି ନାହିଁ ଯେ କାହାରି ରକ୍ଷା କର ହେ ପ୍ରଭୁ 🕉 🕉🕉🚩🚩🚩🙏🙏🙏

  • @mamatasahu4623
    @mamatasahu4623 Месяц назад +5

    25 year gov re kabe amti hae nahin
    He prabhu tume hin saha 😢

    • @litusamal4894
      @litusamal4894 Месяц назад +1

      Rajaniti arambha heigala.....tumer

  • @Khantiodia.411
    @Khantiodia.411 Месяц назад +2

    ଯେଉଁ ମାନେ ସାମାନ୍ୟ ଦାରୁ ଭାବୁଥିବେ ସେ କେଡେ ବଡ ବିଦ୍ୱାନ ଆଜି ଜାଣିଥିବେ 🙏🙏🙏🙏

  • @ajaykumarajaykumar4799
    @ajaykumarajaykumar4799 Месяц назад +4

    କ୍ଷମାକର ପ୍ରଭୁ 🙏🙏🙏🙏

  • @jyotimeher7241
    @jyotimeher7241 Месяц назад +1

    He badathakura e ki lila khela prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ea kana heigala prabhu

  • @user-rt6nl6kc5r
    @user-rt6nl6kc5r Месяц назад +3

    Hea Prabhu kali ra seasha samya asigala

  • @soumyaranjansahoo2344
    @soumyaranjansahoo2344 Месяц назад +2

    Au kete sebayata hele bhagban ku bhala re ani pariba ete sebayata ratha ku full kariki rahucha bhagban nkara etiki tk care dei paruna he bhagban rakhya kariba bohut dukha laguchi e katha dekhiki jai jagarnath prabhu

  • @ajubhaicreation
    @ajubhaicreation Месяц назад +2

    ଜୟ ମହାପ୍ରଭୁ ବଳରାମ😭😭😭

  • @HAPPYLIFE-sl6wi
    @HAPPYLIFE-sl6wi Месяц назад

    ଜୟ ଜଗନ୍ନାଥ ପ୍ରଭୁ ତୁମେ ହିଁ ସାହା ଭରଷା 🙏🏻🙏🏻

  • @uttambaba6800
    @uttambaba6800 Месяц назад

    He Jagannath tome sarbo bidyan tome hi Sruthi korta🎉🎉🎉🎉❤❤

  • @biswajitroul1552
    @biswajitroul1552 Месяц назад +1

    ଠାକୁର ଆମ ଅଧମ କୁ କ୍ଷମା କର

  • @Prabhasambalpurivlog
    @Prabhasambalpurivlog Месяц назад

    ହେ ପ୍ରବୁ ଏକି ସଂକେତ ଏ ସଂସାର କୁ ରଖ୍ୟ କର ପ୍ରଭୁ🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @satyajitbehera7372
    @satyajitbehera7372 Месяц назад +1

    Jai Jagannath swami nayana patha gami bhava tume... Bada thakuara. Bhai Balabhadra 🙏

  • @bunuchhotary3965
    @bunuchhotary3965 Месяц назад +1

    Jay jagannath....apana saha bharasa

  • @kalandikandi2324
    @kalandikandi2324 Месяц назад +1

    ଜୟ ଜଗନ୍ନାଥ 🙏🙏🙏 ପ୍ରଭୁ ସବୁ ତୁମରି ଲିଳା ଚକା ଡୋଳା

  • @alekhakandi1517
    @alekhakandi1517 Месяц назад

    ଜୟ ଜଗନ୍ନାଥ 🙏
    ହେ ପ୍ରଭୁ ଏ ମୁର୍ଖ ମାନବଜାତିକୁ କ୍ଷମାକରି ଶାନ୍ତିର ସତ୍ତଗତି ଦିଅନ୍ତୁ 🙏

  • @kbkrishnabalarama4950
    @kbkrishnabalarama4950 Месяц назад +1

    Soo sad Jaya balaram

  • @srikalia5413
    @srikalia5413 Месяц назад +1

    ହେଁ ପ୍ରଭୁ ଘୋର କଳି ପାପ 🙏🙏🙏🙏 ତୁମର ସବୁ ଭକ୍ତର ଭୁଲୁ କୁ ସୁଧାରି ଦିଅ

  • @lovelygirltitili1322
    @lovelygirltitili1322 Месяц назад

    ସେବାୟତ ଙ୍କ ବହୁତ ଗର୍ବ ହେଇ ଗଲାଣି ପ୍ରଭୁ ଗର୍ବ ଭାଙ୍ଗି ଦେଲେ 🙏

  • @user-tr5wv1xe1r
    @user-tr5wv1xe1r Месяц назад

    Prabhu tume sruti tume bilaya samastanku kshyama karidia prabhu 🙏🙏🙏

  • @jplifestylevlog5681
    @jplifestylevlog5681 Месяц назад

    ପ୍ରଭୁ ଏ ସବୁ କଣ ହଉଛି ଏମିତି କେବେ ବି ହେଇନି ରକ୍ଷୀୟ କର ପ୍ରଭୁ ତୁମେ ତ ଅନ୍ତରାୟମି ବଡ ଆପଣ ଯାହା କରିବେ ତୁମେ

  • @MunaBhai-qh9fl
    @MunaBhai-qh9fl Месяц назад

    ଜୟ ଜଗନ୍ନାଥ ମହା ପ୍ରଭୁ ବଳଭଦ୍ର ସ୍ଵାମୀ କଣ ପାଇଁ ତଳେ ପଡ଼ିଗଲେ ସେବାୟତ ମାନେ ସବୁ ଅଘଟଣ କରୁଛନ୍ତି କରି କରାଉ ଥାଏ ସେଇ ତାବିନୁ ଅନ୍ୟଗତି ନାହିଁ 🙏🏻🙌🏻

  • @siladas8285
    @siladas8285 Месяц назад +1

    Jay balabhadra pravu

  • @Lipkumar123
    @Lipkumar123 Месяц назад

    ନମସ୍ତେ ତୁ ହଳଗ୍ରାମ ନମସ୍ତେ ମୂଷଳାୟୂଧ ନମସ୍ତେ ରେବତୀକାନ୍ତ ନମସ୍ତେ ଭକ୍ତବତ୍ସଳଂ ନମସ୍ତେ ବଳୀନାଂଶ୍ରେଷ୍ଠ ନମସ୍ତେ ଧରଣୀଧରଃ ପ୍ରଳମ୍ବାରୀ ନମସ୍ତୁଭ୍ୟମ୍ ତ୍ରାହିମାମ୍ କୃଷ୍ଣପୂର୍ବଜଃ🙏🙏🙏ାା

  • @BiswajitPradhan-sl4gm
    @BiswajitPradhan-sl4gm Месяц назад +1

    ପ୍ରଭୁ khyama କର ❤
    🙏🙏🙏 ଜୟ ଜଗନ୍ନାଥ ଜୟ ବଡ଼ ଠାକୁର ବାଳ ଭଦ୍ର ❤

  • @Funnycartoon75604
    @Funnycartoon75604 Месяц назад +1

    Jay Jagannath 🙏😢

  • @nirmalbarik4275
    @nirmalbarik4275 Месяц назад

    ଜୟ ବଡ଼ ଠାକୁର ବଳଭଦ୍ର ମହାବାହୁ 🙏🙏🙏ଦୟା କର..

  • @janmejayrout9328
    @janmejayrout9328 Месяц назад

    Jay baladev prabhu sarajagataku rakha kara prabhu bada thakura 🙏🙏🙏

  • @sontosharts6926
    @sontosharts6926 Месяц назад +1

    Jay Bala bhadra thakure

  • @satyarampradhan5821
    @satyarampradhan5821 Месяц назад

    Jai Jagannath swami 🙏🙏🙏😭😭😭 khyama kara prabhu

  • @sarojinimohanty1384
    @sarojinimohanty1384 Месяц назад +1

    Mahapravu.Samastanku.Khymakaridia.ApankasreeCharanare.Koti.KotiPranam🙏🙏🙏🙏🙏🙏🙏

  • @harekrishna7223
    @harekrishna7223 Месяц назад

    କରି କରାଉ ଥାଏ ସେଇ ତାବିନୁ ଅନ୍ୟ ଗତି ନାହିଁ ♥️

  • @user-mp2hu7xo4o
    @user-mp2hu7xo4o Месяц назад

    Jay Jagannath 🙏🥺🥺 Jay balabhadra jay subhadra🙏🙏🙏🥺

  • @smitamohanty-ls9jo
    @smitamohanty-ls9jo Месяц назад +1

    Om balabhadra namah

  • @debabratamahakud1790
    @debabratamahakud1790 Месяц назад

    ହେ ଭଗବାନ🙏🙏🙏

  • @Army-jh6du
    @Army-jh6du Месяц назад +2

    He mahabahu tame saha bhrasa prabhu

  • @ManaraniSethy
    @ManaraniSethy Месяц назад

    ପ୍ରଭୁ ଆମେ ବା ତୁମରି ସନ୍ତାନ ...😢 କ୍ଷମା କର ପ୍ରଭୁ 🙏

  • @rabindragoud6623
    @rabindragoud6623 Месяц назад

    Jay jagarnath Jay jagarnath Jay jagarnath Jay jagarnath Jay jagarnath Jay jagarnath

  • @user-iz8ok7ms9j
    @user-iz8ok7ms9j Месяц назад

    E dursya dekhi bohuta kasta laguchi😢😢he prabhu ,he bada thakura kahinki ragigale , kshyama karidebe prabhu

  • @bhalanathhansdah3012
    @bhalanathhansdah3012 Месяц назад

    ରାଜନୀତି ଚକ୍ରବିହୁରେ ଠାକୁର ଆଜି କାଠଗଡାରେ,

  • @aloknayak-sm1hm
    @aloknayak-sm1hm Месяц назад

    He Prabhu Jay Jagannath❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @Priyankak2q
    @Priyankak2q Месяц назад

    This observation indicates
    A grave danger is approaching
    Jay jagannath Lord of the guard 🙏🙏

  • @ipsitagouda5818
    @ipsitagouda5818 Месяц назад

    Kichhi bhul thile khyma kara prabhu🙏🙏🙏🙏🙏🙏🙏🙏🙏