ଦିନ ୨ଟାରେ ସ୍କୁଲ ଆସୁଛନ୍ତି ମ୍ୟାଡାମ, ପଚାରିଲାଠୁ ମିଡିଆକୁ କହିଲେ ହୁ ଆର ୟୁ ! | PratidinTv

Поделиться
HTML-код
  • Опубликовано: 15 янв 2023
  • ଦିନ ୨ଟାରେ ସ୍କୁଲ ଆସୁଛନ୍ତି ମ୍ୟାଡାମ, ପଚାରିଲାଠୁ ମିଡିଆକୁ କହିଲେ ହୁ ଆର ୟୁ ! | PratidinTv #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like Our Facebook Page
    : / pratidinodisha
    Subscribe To Our RUclips Channel: / @pratidintvodisha
    Subscribe To Our Hashtag Channel: / @hashtag6187

Комментарии • 4 тыс.

  • @Siba_creation1
    @Siba_creation1 Год назад +353

    ସରକାରଙ୍କୁ ମୋର ଅନୁରୋଧ ପ୍ରତି ସ୍କୁଲ ରେ CCTV ଲଗାନ୍ତୁ ସମାଧାନ ହେଇ ଯିବ ଆଉ। ଭୟ ବି ରହିବ ଶିକ୍ଷକ ଆଉ ଶିକ୍ଷୟତ୍ରୀ ଙ୍କର ଆଉ ଛାତ୍ର ଛାତ୍ରୀ ମାନେ🙏🙏🙏

  • @sarojinipal5098
    @sarojinipal5098 Год назад +230

    ଆଜିକାଲି ପିଲାମାନେ teacher ମାନଙ୍କୁ ମାନୁନାହାନ୍ତି l

  • @babitaswain9088
    @babitaswain9088 4 месяца назад +134

    ମିଡ଼ିଆ ଭାଇ ଦୟାକରି ଏପରି ଶିକ୍ଷକ ଓ ଶକ୍ଷୟିତ୍ରୀଙ୍କୁ ବଦନାମ କରନ୍ତୁନାହି 🙏🙏🙏🙏 କାରଣ ସେହି ଶିକ୍ଷକ ମାନଙ୍କ ପାଇଁ ଆମେ ଏତେ ବଡ ହୋଇ ପାରିଛି

    • @priyaranjanmurmu5335
      @priyaranjanmurmu5335 3 месяца назад +3

      କାନୁନ୍ ଆଗରେ ସେ କିଏ ?? ଗୁଣ ଯାହା ଜଣା ପଡ଼ୁଛି ।।

    • @hearthacker6527
      @hearthacker6527 3 месяца назад +2

      Tame kete bada heicha

    • @AdyashaSatapathyr6c
      @AdyashaSatapathyr6c 3 месяца назад

      Right teacher nka pai semane bi reporter heichanti

    • @bhaktishakti5909
      @bhaktishakti5909 3 месяца назад

      Na amiti teacher ku ami kariba darakar

    • @playpresents3559
      @playpresents3559 3 месяца назад

      Good teacher

  • @Ganesh-ho6vs
    @Ganesh-ho6vs 11 месяцев назад +97

    ଆଜି କାଲି ବିଦ୍ୟାଳୟରେ ଦଣ୍ଡହୀନ ଅଭାବରୁ ପିଲାମାନେ ବହୁତ ଉଦ୍ଧଣ୍ଡ ହେଲେଣି । ସରକାର ଏ ଦିଗରେ ନିଦାବିଷ୍ଣୁ । ସ୍କୁଲରେ ଦଣ୍ଡମୁକ୍ତ ଆଇନ କରି ଦେଇ ଆରାମରେ ଖେଳ ଦେଖୁଛନ୍ତି । " କଥାରେ ଅଛି ଛାଟ ନ ହେଲେ ପାଠ ନାହିଁ" ଏହି କଥା ହଟିଲା ଦିନରୁ ସମସ୍ତେ ଢିଲା ।

    • @user-ev2uk5hd2h
      @user-ev2uk5hd2h 3 месяца назад +5

      ତୁ ଭୁଲ୍ କହିଲୁ ପିଲାଙ୍କୁ ଭଲ ପାଇବା ଦିଅନ୍ତୁ ସ୍ନେହ କରନ୍ତୁ /ସେମାନେ ଛୋଟ ପିଲାମାନେ ସେମିତି ଶିକ୍ଷା ଦେବ ସମିତି ଜାଣିବେ ////ତୋର ପିଲା ଛୁଆ ନାହିଁ ତୁ ଜାଣିବୁ କ'ଣ /ତୁ ଛୁଆ ଟେ। ତୋ ପାଇଁ ଛାଟ ନୁହେଁ ଠେଙ୍ଗା ଦରକାର //ତୁ କୋଉଠୁ ଲେଖି ଲୁ କହିଲୁ ,ତୋ ଘର କେଉଁଠି

    • @lucblase
      @lucblase 3 месяца назад +2

      ​@@user-ev2uk5hd2h ତୋତେ ବୋଧେ ସେହି ସ୍ନେହ ମିଳିନି 😂 ତୋ କଥାରୁ ଜଣା ପଡ଼ୁଛି

    • @Fiftyshadesoffood
      @Fiftyshadesoffood 2 месяца назад +2

      Pila nku Bina danda re bi patha padhei haba kintu ei jau teacher mane mana mukhi sasan chaleichanti esabu jama bi thik nuhein.epate lakhya lakhya highly qualified pila struggle karuchanti job gote paibaku .aau emane sabu chakiri paijaichanti boli gote jatra chaleichanti

    • @bijayalaxmisahoo7609
      @bijayalaxmisahoo7609 25 дней назад

      ​@@lucblase😂😂

    • @abhimanyudas9056
      @abhimanyudas9056 11 дней назад

      Danda bidhan rahiba katha school re

  • @dhabludhablu6081
    @dhabludhablu6081 Год назад +107

    ମେଡମ ଠିକ୍ କହୁଛନ୍ତି। ଲାଗୁଛି ମିଡିଆ ଆଗରେ ବାଈଟ୍ ଦବା ପିଲା ହିଁ ବଦମାସ ଟା। ମିଡିଆ ଭାଇମାନେ କାହିଁକି Teacher ମାନଂକୁ ସବୁ ଦୋଷ ଲଧୁଛନ୍ତି। ପିଲାମାନଙ୍କ ର ମଧ୍ଯ ଭୂଲ୍ କହୁଛି।

  • @surendranaik3127
    @surendranaik3127 Год назад +239

    କେବଳ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଙ୍କୁ ଦୋଷୀ କରିବା ଠିକ୍ କଥା ନୁହେଁ । ଧ୍ୟାନ ଦିଅନ୍ତୁ କି ଏସ୍କୁଲ୍‌ ର ପିଲାମାନେ କେମିତି ସମସ୍ତ କଥାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

  • @AkashNaik-mt9nq
    @AkashNaik-mt9nq 2 месяца назад +59

    ସେ ପିଲା ର କଥା ରୁ ଜଣା ପଡୁଛି ସେ teacher ଙ୍କ ପ୍ରତି କେତେ respect କରୁଛି । ଅତି ଅଭଦ୍ର ପିଲାଟା।

    • @Faisu07Edits
      @Faisu07Edits 2 месяца назад +10

      Wow sata kahiba ta bhul nahi re bhai

    • @m.d6954
      @m.d6954 2 месяца назад

      ​@@Faisu07Edits bhadrami ra saha bi kahihaba, Ama teacher jete kharap thile bi bhadrami thila amara.

    • @Pbiswal-fm1hi
      @Pbiswal-fm1hi 2 месяца назад

      Pp😮​@@Faisu07Edits

    • @abhuentertain
      @abhuentertain 2 месяца назад

      ​@@Faisu07Edits hnn bhai😂😂

    • @sksuman3810
      @sksuman3810 2 месяца назад +2

      Nija hakk prati boradh Kariba ta bhul nai 😂

  • @naturesYtShorts
    @naturesYtShorts Год назад +48

    Always respect to Teacher 🙏

  • @mamataswain9835
    @mamataswain9835 Год назад +122

    ଆଜି ପିଲା ଖରାପ ହେଉଛନ୍ତି ଏଥିପାଇଁ ସରକାର ଦାୟୀ ଦଣ୍ଡ ମୁକ୍ତ କରିଥିବାରୁ ମାନୁ ନାଥନ୍ତି ଶିକ୍ଷକକୁ

  • @chandrakantakhuntia1587
    @chandrakantakhuntia1587 Год назад +689

    ଏମତି ସ୍କୁଲ ଜୀବନରେ ଅଯଥା ହସ୍ତକ୍ଷେପ ଯୋଗୁ ପିଲା ମାନେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଡରୁ ନାହାନ୍ତି | ପାଠ ପଢିବେ ଆଉ କେମିତି

    • @baikunthabehera3971
      @baikunthabehera3971 Год назад +11

      Bhitare kichhita gote thiba

    • @pratimamahanta8114
      @pratimamahanta8114 Год назад +3

      Yes

    • @kbm8749
      @kbm8749 Год назад +1

      Right 👍

    • @baikunthabehera3971
      @baikunthabehera3971 Год назад +1

      @@porsurambhatara8056 Repot kahuchi aame kahune .sikya khetrare aame achhu NO.18 KARANHA AAMA SARKAR NO.1 SE PUNHI BISWASTARIYA ABE AAMA SARKAR TEKA RAKHIBAKU HAKEY KARICHHANTI LAKHYA HASAL RE KHANHIJA PADHARTHA AAU DHINA KEITARE SARIJIBA UPARE .AAME ODIA BHARI BHADHHIA .JUHAR NEBA

    • @mangaltudu1472
      @mangaltudu1472 Год назад +12

      ଏଇଟା ଅଯଥା ହସ୍ତକ୍ଷେପ ନୁହଁ ଏଇଟା ଶିକ୍ଷକ ମାନେ କିଛି ତ ଗଡ଼ ବଡ଼ କରିଥିବେ ମିଡ଼ିଆ କେମିତି ଖବର ପାଇଲେ

  • @mandakiniodiavlogs4670
    @mandakiniodiavlogs4670 11 месяцев назад +59

    Media କଣ ଚାହୁଁଛ ... ଏ ପିଲା ଏତେ ଅଭଦ୍ର ତାଙ୍କୁ କିଛି ତାଙ୍କ family କଣ କିଛି ସଂସ୍କାର ଦେଇ ନାହାନ୍ତି...

  • @MishraRecords
    @MishraRecords Год назад +31

    ଏଇ ସାମ୍ବାଦିକ ଗୁଡା journalisim ପାଠ ପଢିନାହାନ୍ତି, କାଙ୍ଗାଳ ଗୁଡ଼ାଏ ଏଇ line କି ପଶି ଆସି ସମାଜ କୁ କଳୁଷିତ କରୁଛନ୍ତି, ବହୁତ tr ସାରା ଜୀବନ ଚାକିରୀ କରି ବିନା ଦରମା ଓ pension ରେ ମରିଯାଉଛନ୍ତି, ଏମାନେ ସେଗୁଡା କ ଦେଖୁ ନାହାନ୍ତି ତ, ଏମାନେ କଣ bed ଟ୍ରେନ କି?, ପାଠ କେମିତି ପଢ଼ା ଯିବ tr ଜାଣିଛି, ତାକୁ ଦେଖିବେ teaching expert, ଏମାନେ ନିର୍ଲଜ ଓ ବିଶୃଙ୍ଖଳିତ, ଆଉ ମୂର୍ଖ ବି,

  • @Storywithparijata
    @Storywithparijata Год назад +204

    ଆଜି କାଲି ଛୁଆ ଭାରି ବଦମାସ୍ ସବୁବେଳେ teacher nku ଦୋଷ ଦେବା ଠିକ nuha au jadi teacher pila ଙ୍କୁ punshiment ଦେଲେ so ଭୁଲ kn hela teacher ମାନେ ta punshiment ଦିଅନ୍ତି ଆମେ ବି pauthilu

  • @kalingasendha
    @kalingasendha Год назад +185

    ଏ ବାଷ୍ଟାର୍ଡ ମିଡିଆ ମାନଙ୍କ ପାଇଁ ଶେଷରେ ଶିକ୍ଷକ ମଧ୍ୟ ହାରାସ୍ ହେବେ।

    • @propertychoice6967
      @propertychoice6967 Год назад +7

      🤣🤣🤣

    • @radhesketchpainting
      @radhesketchpainting Год назад +3

      Ye mg bhaskar balaku thapad darkara

    • @babu9302
      @babu9302 Год назад +3

      Right ✅️

    • @ritupattanayak8140
      @ritupattanayak8140 4 месяца назад +1

      Media bala bahut adhika, Suna pilankun Mada hauni boli pila teacher kun bahut kharap behave karuchantin… Au media Tamara kichi rights nahin emiti behave kariba

    • @SabitriNaik143
      @SabitriNaik143 4 месяца назад +1

      Midia Bala nku Dhaka Mari dhadao

  • @sureshsahoo6134
    @sureshsahoo6134 4 месяца назад +18

    ଏଭଳି ଉଦ୍ଧତ ପିଲା ଉତ୍ତମ ମଧ୍ୟମ ହେବା ପ୍ରଥମତଃ ଦରକାର ଥିଲା ଏବେ ଯେଉଁ ଦଣ୍ଡମୁକ୍ତ ବ୍ୟବସ୍ଥା ହେଲା ଏହି ବ୍ୟବସ୍ଥାର ପିଲା ମାନେ ଫାଇଦା ନେଇଛନ୍ତି ଦ୍ଵିତୀୟତଃ ଏହି ବାଜେ ଗଣମାଧ୍ୟମ ପ୍ରତିନିଧି ଏମାନେ ଯେଉଁଭଳି ବ୍ୟବହାର କରୁଛନ୍ତି ମୁଁଥିଲେ ଏମାନଙ୍କୁ ବାଡ଼େଇ ଥାଆନ୍ତି

  • @rajalaxmimohapatra5995
    @rajalaxmimohapatra5995 Год назад +7

    ଏଇ ଭଳିଆ ଉଦ୍ଧତ ପିଲାଙ୍କୁ ଗୋଛି ଧରି ପିଟିବା ଦରକାର ନିଜେ ବହି ନ ଆଣି ଶିକ୍ଷକ ଙ୍କ ନାମରେ ଅଭିଯୋଗ କରୁଛି ଭଦ୍ରମୀ ଟିକେ ବି ନାହିଁ ତାକୁ ପ୍ରଥରେ କିଛି ପ୍ରଶ୍ନ ପଚାରନ୍ତୁ ମିଡ଼ିଆ ଭାଇମାନେ ତାପରେ ଶିକ୍ଷୟତ୍ରୀ ଙ୍କ ଉପରେ ଅଭିଯୋଗ ଆଣିବେ 🙏 ସରକାର୍ ମାଡ଼ ଉଠେଇ ଦେବାରୁ ଏଭଳି ସମୟ ଦେଖିବାକୁ ମିଳୁଛି

  • @manojofficial.6649
    @manojofficial.6649 Год назад +101

    Danda Mukta anchala .. Karibaru ehi Samasya heuchi .. So mo kahibi OLD IS GOLD...( Before 2009 )

  • @gulumamunexpress1716
    @gulumamunexpress1716 Год назад +60

    ପିଲା ମାନେ ଏ ସବୁ ର ବହୁତ ଫାଇଦା ଉଠାଉଛନ୍ତି

  • @asakichhisikhiba
    @asakichhisikhiba 11 месяцев назад +26

    ଏ teacher ଠିକ କହୁଛନ୍ତି... ଏ media ଵାଲା ମାନେ ନିଜ position ର ଦୁରୁପଯୁଗ କରୁଛନ୍ତି

  • @balarampatra8972
    @balarampatra8972 Год назад +6

    ମିଡ଼ିଆ ଭାଇମାନଙ୍କୁ ଏତିକି ଅନୁରୋଧ ଦୁଇକୁଲକୁ ଦେଖିବାକୁ ପଡ଼ିବ ଖାଲି ଟିଚର୍ସ ମାନଙ୍କୁ ନିନ୍ଦା ଦେଲେହେବ ନାହିଁ ଆଜିକାର ପିଲାମାନେ ମଧ୍ୟ ବହୁତ ଦୁଷ୍ଟାମି କରୁଛନ୍ତି।ଆଜିକାଲି ମିଡ଼ିଆ ଭାଇମାନେ ଗଡୋଗୋଲିଆ ପରିସ୍ଥିତି ସୃଷ୍ଟି କରି ମଜା ଦେଖୁ ଛନ୍ତି।

  • @BimalMajhi-fq5td
    @BimalMajhi-fq5td Год назад +206

    ସ୍କୁଲ୍ ରେ digital teacher's attendence କରାଯାଉ ବୋଲି ମୋର ଆଶା

  • @SiluMathematics
    @SiluMathematics Год назад +69

    Teachers ଙ୍କୁ ଭୁଲ ଦେଲେ ହବନି କିନ୍ତୁ ପିଲା ମାନଙ୍କର ବି ଭୁଲ

  • @user-sj5pq6ze5q
    @user-sj5pq6ze5q 14 дней назад +5

    ଆଜି କାଲିକା ପିଲାମାନେ ଯେପରି ହଉଛନ୍ତି ନା : ସେମାନଙ୍କୁ teacher kn ସ୍ଵୟଂ ଭଗବାନ ଆସିଲେ ବି ପାରିପାରିବେନି
    ଆଉ ଏ ମିଡିଆ କିଛି ନ ବୁଝି ନ ଶୁଝି "ବୋଝ ଉପରେ ଲଳିତା ବିଡା" .
    ପିଲା ଯେଉଁଭଳି ଭାବେ ହଉଛନ୍ତି teacher jadi ta ଭଳି ନ ହେଲେ ଚାଲିବନି। ଏ ଦୁନିଆ.

  • @gayatreemarble3866
    @gayatreemarble3866 11 месяцев назад +5

    ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର,
    ଗୁରୁ ସାକ୍ଷାତ୍ ପରମବ୍ରହ୍ମ ତତ୍ନେଶ୍ରୀ ଗୁରବେ ନମଃ 👏👏

  • @igouttampatro6300
    @igouttampatro6300 Год назад +309

    ଆଜ୍ଞା ଛାତ୍ର ମାନଙ୍କ କଥା ରେ ଏତେ ହୋ ହାଲ୍ଲା କାହିଁକି
    ମାନୁଛି ଶିକ୍ଷକ ମାନଙ୍କ କିଛି ଭୁଲ ଥାଇ ପାରେ
    କିନ୍ତୁ ବର୍ତମାନ ପରିସ୍ଥିତିରେ ଛାତ୍ର ମାନେ ବହୁତ ଉଦ୍ଧତ ହେଲେଣି
    ମୁଁ ଗଞ୍ଜାମ ଜିଲ୍ଲା ରୁ କହୁଛି
    ମୁଁ ସ୍କୁଲ କୁ ଯାଉଛି ଯେହେତୁ ମୁଁ ଭି ଜଣେ ଯୋଗ ପ୍ରଶିକ୍ଷକ
    ଛାତ୍ର ମାନଙ୍କ ପାଖରେ ଭାଦ୍ରାମି ନାହିଁ ଶିଷ୍ଟାଚାର ନାହିଁ
    ଯଦି କେହି ଗୁରୁ ଛାତ୍ର ଙ୍କୁ ଦଣ୍ଡ ଦେଲେ ତାର ଘରେ ଅଭିଯୋଗ ଆସୁଛି
    ଟୂଲ ଫ୍ରି ନମ୍ବର କାନ୍ଥ ରେ ଲେଖା ଯାଇଛି
    ଆଜ୍ଞା ଚାକିରୀ ରହିଲେ ଯାହା କିଛି ହେବ
    କେ କାହିଁକି କିଛି କହିବ ଯାକୁ ଚାକିରୀ ପିତା ସେ ଏପରି କରିବ
    ସବୁ ଓଡିଶା ସରକାର ଓ ପ୍ରଶାସନ ର ଅବହେଳା.
    ଦୟାକରି ଏପରି ଭିଡ଼ିଓ ଛାଡ଼ନ୍ତୁ ନାହିଁ
    ଶିକ୍ଷକ ଏହି ସମାଜ ର ମେରୁଦଣ୍ଡ ତାକୁ ଆଡୁ ସାଡ଼ୁ ପଚାରନ୍ତୁ ନାହିଁ ତାଙ୍କର ମର୍ଯ୍ୟାଦା ଅଛି ଯଦି ପଚାରିବ ଦୁଷ୍ଟ ଲୋକ ରାଜନେତା ମାନଙ୍କୁ ପଚାର ତମର ପତ୍ର କାରିତା ଛାଡ଼ିଯିବ

    • @sambitsethi682
      @sambitsethi682 Год назад +3

      You are right

    • @moodchanger6379
      @moodchanger6379 Год назад +1

      Right

    • @jagyandattakar3658
      @jagyandattakar3658 Год назад +2

      So awful situation... just observe the body language of the student.. you will understand what the situation may be...
      School is not only a no punishment zone but it is a life spoil zone.. all school..

    • @deepakdas5380
      @deepakdas5380 Год назад +4

      Bilkul se chua ra behaviour jemiti laguci chada

    • @sipunsahoo1663
      @sipunsahoo1663 Год назад

      Bekar mada

  • @santoshkumarmishra2620
    @santoshkumarmishra2620 Год назад +323

    ପିଲାମାନଙ୍କୁ ସତ୍ ଶିକ୍ଷା ବାପା ମାଆମାନେ ଦିଅନ୍ତୁ. ଶିକ୍ଷୟିତ୍ରୀଙ୍କୁ ପିଲାମାନେ ସମ୍ମାନ ଦିଅନ୍ତୁ.

    • @ajayakumarchakra3647
      @ajayakumarchakra3647 Год назад +2

      Midia miss the madam Govt protect gurukula.

    • @baikunthabehera3971
      @baikunthabehera3971 Год назад +2

      Kaha katha re biswasa kariba hoigala 23 barsa SIKYA KHETRA RE AAME ACHHU 18 . KARANHA AAME NO.1 SARKARA PUNI AAMAR BISWASTARIYA ....

    • @santoushmandal7940
      @santoushmandal7940 Год назад

      Bala na ao

    • @pratimamahanta8114
      @pratimamahanta8114 Год назад +1

      Sabu school ra chhatra aibhalia

    • @baikunthabehera3971
      @baikunthabehera3971 Год назад +1

      @@pratimamahanta8114 karanha aame achhu SIKYARE 18 REPOT KAHUCHI AAME NO.1PUNHI BISWASTARIYA

  • @amulyanayak8484
    @amulyanayak8484 Год назад +4

    ଏମାନେ କୁଆଡେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ ଛି।

  • @pruthwirajsanibigraha3796
    @pruthwirajsanibigraha3796 4 месяца назад +10

    She is a good teacher

  • @SwaraHrudayara
    @SwaraHrudayara Год назад +126

    ଶିକ୍ଷକଙ୍କୁ ନିନ୍ଦା କରିବା ଆଦୌ ଠିକ୍ ନୁହେଁ,,ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିନ୍ଦା କରି କୌଣସି ଛାତ୍ର ସଫଳତା ପାଇ ନାହାଁନ୍ତି !! ଆମ ସମୟରେ ଶିକ୍ଷକଙ୍କ ଠାରୁ ମାଡ଼ ଖାଇ ଦେହ ସାରା ଦାଗ ହୋଇ ଯାଇଥିବ ତଥାପି ଆମେ ଆମ Guardian ଙ୍କୁ କିମ୍ବା ଅନ୍ୟ କାହାକୁ କହି ନଥାଉ ଆଉ ଆଜି କାଲିର ପିଲା ଯେତିକି ତା ଠାରୁ Double ହେଉଛନ୍ତି ତାଙ୍କ Guardian ଟିକେ ଟିକେ କଥାରେ ମିଡିଆ ବାଲାଙ୍କୁ ଡାକି ଆଣୁଛନ୍ତି !!

    • @SiluMathematics
      @SiluMathematics Год назад +4

      ଯାହା ବାପା ମା ମିଡିଆ ଡାକୁଛନ୍ତି ତାଙ୍କ ପିଲା ନିଶ୍ଚିତ ଆଇଏଏସ ଆଇପିଏସ ହେବେ
      ପିଲା ପ୍ରତ୍ୟେକ ଦିନ ବିଦ୍ୟାଳୟ ରେ କଣ କଣ ପଢୁଛି ସେତିକି ଉପରେ ଧ୍ୟାନ ଦେଇପାରୁ ନାହାଁନ୍ତି
      ଖାଲି ଅଯଥା ପିଲା ମାନଙ୍କ ମୁଁହ ବଢେଇ ଦେଉଛନ୍ତି...

    • @SiluMathematics
      @SiluMathematics Год назад

      ଶିକ୍ଷକ ଏବଂ ଶିକ୍ଷଯତ୍ରୀ ମାନଙ୍କୁ ଦୋଷ ଦିଅନି
      ମିଡିଆ ପ୍ରଶ୍ନ ଏମିତି ପଚରୁଚୀ ଯେମିତି ନିଜେ ଉପସ୍ଥିତ ଥିଲେ...
      ପିଲା ମାନଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି
      କେବଳ ସେମାନଙ୍କର ପିତାମାତା...

    • @bijaykusamal1803
      @bijaykusamal1803 Год назад +1

      Right brother..the students don't have regards and respect for teachers

    • @Kostubh_Academy
      @Kostubh_Academy Год назад +1

      ନେତାଜୀ ସୁବାଷ ବୋଷ , କେମିତି ଆଜାଦ ହିନ୍ଦ୍ ଫୌଜ ଗଠନ କରି ଥିଲେ

    • @pramilapradhan2815
      @pramilapradhan2815 Год назад

      100% right mu bahut mada khai khaiki aji bhala job gote paili

  • @adityaprasadtripathy8812
    @adityaprasadtripathy8812 Год назад +162

    ଅସଭ୍ୟ ଜନ ପ୍ରତିନିଧି ଓ ବିଶୃଙ୍ଖଳିତ ପିଲା ଓ ଅଭିଭାବକ
    ଶିକ୍ଷା ଓ ଶିକ୍ଷ କ ଙ୍କୁ ସମାନ ଦିଅନ୍ତୁ
    ସେ ପିଲା ଅଭଦ୍ର

    • @pinkuparichikuchannel548
      @pinkuparichikuchannel548 Год назад +3

      Right

    • @sudarshanpradhan8034
      @sudarshanpradhan8034 Год назад +3

      Right

    • @YTShibaFreefire
      @YTShibaFreefire Год назад +4

      U r wrong because teacher jodi patha padhei Boni pila book anibo kemiti actually teacher manankara bhul beacuse mu realise korichhi

    • @MishraRecords
      @MishraRecords Год назад +3

      No u r wrong

    • @motivation-jr6dr
      @motivation-jr6dr Год назад +3

      Are bhai ete batajae katha kainki gala, sei pilamank sei muhurtre gurdian nku daki school ru rusticate karidebar thila. Jou pilati media samnaku asi katha kahuchi ta behaviour ru jana jauchi taku ta parents kete sanskar deichanti, eibhali pilamane samajara, schoolra , au sikhara nama rakhibe, Jai Ho...,emank parents nku. Chi... Chi... Chi....

  • @SaraBadseth
    @SaraBadseth 3 месяца назад +4

    Very good super teacher ❤

  • @KeshabchandraKar
    @KeshabchandraKar 4 месяца назад +4

    Madam is Right

  • @ManassbpGaming
    @ManassbpGaming Год назад +40

    ବହୁତ ଭଲ ମେଡମ୍ ଟେ I am proud of you....!!!😊😊

  • @dbdas9171
    @dbdas9171 Год назад +54

    ବିଦ୍ୟାଳୟରେ ମିଡ଼ିଆ ପ୍ରବେଶ ଉପରେ ଅଙ୍କୁଶ ଲଗାଯାଉ କାରଣ ଏମାନେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମଧ୍ୟରେ ନିଜ TRP ପାଇଁ ଯୁଦ୍ଧ ଲଗେଇ ଦେଉଛନ୍ତି...... ଦୋଷୀ ଦଣ୍ଡ ପାଇବା ଦରକାର କିନ୍ତୁ ପିଲାଙ୍କୁ ଭିତରକୁ ଟାଣି ତାଙ୍କ ଆଗରେ ଏସବୁ ପାଲା କଲେ ଭବିଷ୍ୟତରେ ସେମାନଙ୍କ ମଧ୍ୟରେ ସମ୍ପର୍କ କିପରି ରହିବ ସେତେବେଳେ ମିଡ଼ିଆ ଦାୟୀ ରହିବତ ?

    • @malayabiswal3391
      @malayabiswal3391 Год назад

      ସେ teacher ସେ ମାନଙ୍କ ନିଜ ଲୋକ ବଳି ମିଡିଆ ବାଲାଙ୍କୁ ମାନଙ୍କୁ ମନା କରୁଛି

    • @bijoydas-qx3qg
      @bijoydas-qx3qg Год назад

      No comments for media

    • @dbdas9171
      @dbdas9171 Год назад +1

      @@bijoydas-qx3qg Media is not the Court

    • @pradiptadas5728
      @pradiptadas5728 Год назад

      @@bijoydas-qx3qg bala na

  • @rasmitapanda4878
    @rasmitapanda4878 Год назад +13

    Respect to teachers and give freedom to teach calmly ...Noone should interfere in their teaching even guardian or any other media...then teaching will b attractive

  • @susmitamohanty1590
    @susmitamohanty1590 4 месяца назад +4

    Pila mane ajikali bahut irresponsible heigaleni
    Emiti teacher nku expose kariba purbaru pilanka behaviour au charitraku tk padhiba darkar
    First of all parents nku responsible heba sikhantu then teacher nka pakhaku asantu

  • @manoranjancreations9040
    @manoranjancreations9040 Год назад +238

    ପିଲା ମାନେ ଆଉ ଆଗ ଭଳି ନାହାନ୍ତି ଶିକ୍ଷକ ମାନକୁ ମାନୁ ନାହାଁନ୍ତି

  • @parbatimishra8684
    @parbatimishra8684 Год назад +27

    ଏ ପିଲl ta ଗୋଟେ ଅଭଦ୍ରlମୀ ର ଚରମ ସୀମା ରେ madam ଙ୍କୁ ବ୍ୟବହାର କରୁଚି ଦଣ୍ଡ ମୁକ୍ତ ପାଇଁ amankara ସା ହା ସ ବହୁତ୍ ଆରେ ମିଡିଆ ଭାଇ ମାନେ ତ madam ଙ୍କୁ pacharuchnti ଏ ପିଲା ଉପରେ ପଡ଼ି amti khiba kt ଦୂର ଯୁକ୍ତିଯୁକ୍ତ

    • @aratidharua7168
      @aratidharua7168 Год назад +1

      Pila jaha karuchhu thik .Emiti heba uchit .kahi ki na Bhala pila Emiti kare...!!!

  • @shantikrishnacollection5673
    @shantikrishnacollection5673 Год назад +2

    Always respect teacher 🙏🙏

  • @SurendraNaik-jk1vv
    @SurendraNaik-jk1vv 4 месяца назад +1

    ମିଡିଆ ଭାଇ ମାନଙ୍କୁ ଆଜି କିଛି ମିଲି ନି ତ ସେଇଥି ପାଇଁ କାହା ନେତୃତ୍ୱରେ ଧନ୍ଦା ଲଗାଉ ଚନ୍ତି।

  • @sks.30
    @sks.30 Год назад +53

    ପ୍ରଥମ କଥା ଏଠି ଯୋଉ news reporter ଭାଇ ମନେ ଯାଇଛନ୍ତି ତାଙ୍କ news chhanel ଅଭଦ୍ର news ଛାଡ଼ୁଛି ଯଦି ବିଶ୍ୱାସ ନହେଉଛି ପ୍ରଥେମେ ଦେଖ ଏବଂ ପିଲା ମନେ ଶିକ୍ଷକ ମାନଙ୍କ ସହ ଏମିତି ବ୍ୟବହାର କରିବା କଥା ନୁହ, ଯଦି କିଛି ହେଇଛି ତାକୁ ସମାଧାନ କରାଯାଉ ନା କି ମେଡ଼ିଆ ଡାକିକି ପିଲାଙ୍କ support ରେ କହି ପିଲାଙ୍କୁ ନଷ୍ଟ କରନାହିଁ 🤦🤦🤦🤦🤦🤦

  • @ashokkumarpati4516
    @ashokkumarpati4516 Год назад +57

    ପିଲାମାନଙ୍କ ଚରିତ୍ର ଗଠନ ଏବଂ ନୈତିକ ଚେତନାର ଅଭିବୃଦ୍ଧି ହେବ ତାହା ଦେଖନ୍ତୁ ।ଖାଲି ଶିକ୍ଷକ ମାନଙ୍କୁ ଏପରି ହଟ ହଟା ନକରି ପିଲାମାନଙ୍କ ଦୋଷ ଦୁର୍ବଳତା ଓ ଚଗଲାମି କୁ ଅଣଦେଖା କରନ୍ତୁ ନାହିଁ ।

  • @govindbehera2763
    @govindbehera2763 4 месяца назад +1

    ଆଜ୍ଞା ସାମ୍ବାଦିକ ଭାଇ ମାନେ ଆଜି ର ପିଲା ବହୁତ ମିଛ କହୁଛନ୍ତି

  • @movishub182
    @movishub182 11 месяцев назад +2

    Pila ra confidence ku manibaku padiba God bless you🥰

  • @tapurinkucreation8438
    @tapurinkucreation8438 Год назад +269

    ସ୍କୁଲ ରେ ପିଲା ମାନେ, ବହୁତ ଉଦ୍ଧତ ହେଇ ଯାଉଛନ୍ତି. ମାଡାମ ଙ୍କ ର ପଦକ୍ଷେପ ଗ୍ରହଣ ଯୋଗ୍ୟ..... ପିଲା ଙ୍କୁ ସମ୍ଭାଳନ୍ତୁ, ଗାର୍ଡିଆନ ଙ୍କୁ ଅନୁରୋଧ

    • @jatteditzofficial2930
      @jatteditzofficial2930 Год назад

      Pila nka care, teacher nka responsibility

    • @rajendraprasadbehera5364
      @rajendraprasadbehera5364 Год назад

      Tame jaike sambhaluna tame pati re bada bada katha kahucha

    • @Pujarani731
      @Pujarani731 Год назад +5

      Madam asibe 2 ta re pila kahile bhul kn kale 😡 book na anile boli kn madam 2 ta bele asibe

    • @jatteditzofficial2930
      @jatteditzofficial2930 Год назад

      @@rajendraprasadbehera5364 ame b amo school re sambhaluche agyan
      Aapna Teacher Eligibility syllabus ru Pedagogy dekho, best teacher nka quality and responsibilities lekha jaichi
      NEP, RTE, NCF au jete b emiti documents achhi sesabu b dekho, janiparibo Teachers kn kn kariba darkar au kn kn kariba darkar nahi
      Jadi sesabu janino, ethi bekar katha kuhani.
      Pila mane school re jaha b karibe Teacher hin responsible

    • @pintubiswal327
      @pintubiswal327 Год назад +2

      Right Bro ....Mu janichhi Sarita Mam kemitika ,,,,Se bahut vala,,,,Mu Tanka Pakhare Padhichhi .,,,,. I Sure,,, Pila michha kahuchhanati....

  • @ranjanjena1378
    @ranjanjena1378 Год назад +103

    ମୁଁ ଜଣେ ଶିକ୍ଷକ ହିସାବରେ ମୋର ଗୋଟେ doubt ଅଛି। ଯଦି ପିଲାମାନେ କ୍ଲାସ ରେ disturbance କରିବେ। ତାହାଲେ ଆମେ କିପରି ଆକ୍ସନ ନବୁ। ଏଇଟା ତ ଦଣ୍ଡ ମୁକ୍ତ ଅଞ୍ଚଳ ସେମାନଙ୍କୁ ତ teacher kichhi b punishment ଦେଇ ପାରିବେ ନାହିଁ। ତା ଭିତରେ ସେଇ ଜଣେ ପିଲା ପାଇଁ total class ର ପଢା disturb ହଉଛି। Syllabus,LRP, Utkarsh ଭଳି ଆମ ସରକାର ଙ୍କ ବହୁତ ଯୋଜନା କୁ ମଧ୍ୟ ଫଳପ୍ରଦ କରିବାକୁ ପଡିବ। ତା ଭିତରେ ଜଣେ ଶିକ୍ଷକ କେମିତି ସେ ପିଲା ସହ deal କରିବ କୁହନ୍ତୁ ?

    • @Sarojinidei_minivlog63
      @Sarojinidei_minivlog63 Год назад +4

      Right

    • @drvicky1729
      @drvicky1729 Год назад +2

      exactly. aei chua nku guardian control Kariba darkar

    • @Dailymessageofhope
      @Dailymessageofhope Год назад +1

      Right sir👍

    • @healer278
      @healer278 Год назад

      Sir ame para nirupaya atha ama mundare action kana neba kichinai

    • @kalingasendha
      @kalingasendha 4 месяца назад

      ମହାଶୟ ଆଜିର ଦିନରେ ସବୁ ଜିନିଷରେ ରାଜନିତୀକୁ ପୁରେଇ ସବୁ ପରିବେଶ ଖରାପ କରି ସାରିଲେଣି ନେତମାନେ । ନିଜେ କୁତ୍ତା ହେଇ ଅଛନ୍ତି ତେଣୁ ଅନ୍ୟ ମାନଙ୍କୁ ମଧ୍ୟ ସେପରି କରିବାକୁ ପ୍ରୟାସ କରୁଚନ୍ତି । ପିଲାଙ୍କୁ ରାଜନୈତିକ ସଭାରେ ଯୋଗ ଦେବାକୁ କହି କଣ ପାଉଛନ୍ତି । ବିଚରା ଶିକ୍ଷକ ମାନେ ମଧ୍ୟ ଭୟରେ ପିଲାଙ୍କୁ ନେଇ ଯାଉଛନ୍ତି ।

  • @haramishra8
    @haramishra8 3 месяца назад +1

    Teacher is always correct

  • @lockydigal3692
    @lockydigal3692 Год назад +2

    ମୁର୍ଖ କି ମିଡ଼ିଆ ବାଲା ଜାଣିଛ କି ନାହିଁ ବଟମ୍ ମାରିଲେ ମାଷ୍ଟର ଙ୍କ present ବୋଲି ସରକାର ଘୋଷଣା କରିଛନ୍ତି, ତ ସେ ସେଇଟା କଲା କଣ ଅସୁବିଧା ହେଲା କି ତମର, ପିଲାଙ୍କୁ ସରକାର୍ ମୁର୍ଖ କରିଛି ଆଉ ତମେ ମାଷ୍ଟର୍ ଙ୍କୁ ଅପମାନ କରୁଛ

  • @dk.1234
    @dk.1234 Год назад +53

    ସେଥିପାଇଁ ଏହି ମିଡ଼ିଆ ମାନଙ୍କୁ ବିଦ୍ୟାଳୟ ମନାକରା ହେଇଛି । Respect teachers । ସେଇ ପିଲାଟା ପୁରା ଉଦ୍ଧତ ଭଳି ଲାଗୁଛି । ସେ ଭବିଷ୍ୟତରେ ଜଣେ କୁଜି ନେତା ନହେଲେ କୁଜି media ହେବେ ।

    • @anantarout3519
      @anantarout3519 Год назад +1

      ଠିକ୍ କଥା ତମେ କେମିତି ଜାଣିଲ ଭାଇ

    • @jitendrasahoo4757
      @jitendrasahoo4757 Год назад

      ଭାଇ ତା ମାନେ teacher ମନ ଇଛା ଯେତେବେଳେ ଆସିବେ ସେଟା ଠିକ୍

  • @hemsagarsahu4412
    @hemsagarsahu4412 Год назад +48

    ଛାତ୍ର ମାନଙ୍କର ମୁହଁ ବଢ଼ି ଗଲାଣି ଶିକ୍ଷକ ମାନଙ୍କୁ ମାନୁନାହାନ୍ତି

    • @mrchandan33
      @mrchandan33 Год назад

      Teacher goda ka sina thick thile students mane teacher ku manibe😅

    • @ganeshnath8594
      @ganeshnath8594 Год назад

      @@mrchandan33 tume manuchana kahariki

    • @mrchandan33
      @mrchandan33 Год назад

      @@ganeshnath8594 hmm mu mane samstanku

  • @juludas7523
    @juludas7523 Год назад +4

    Teacher should be respect every where

  • @gundripasiproductions
    @gundripasiproductions Год назад +628

    ଏଇଠୁ ପିଲାମାନେ ଆହୁରି ସାହସ ପାଇବେ ଆଉ ଗୁରୁଙ୍କୁ କେବେ ମାନିବେନି ଆଉ ସେମାନେ ବିଦ୍ୟାଳୟରୁ ହିଁ DON ହେଇକି ବାହାରିବେ

    • @shishirkumarsahu2138
      @shishirkumarsahu2138 Год назад +15

      Don nai kuji Neta hoei baharibe

    • @anodiaaspirant5675
      @anodiaaspirant5675 Год назад +5

      Thikk

    • @anuranimahapatra1920
      @anuranimahapatra1920 Год назад +6

      Right

    • @manojswain9596
      @manojswain9596 Год назад +18

      ସତ କହିଲେ ସମସ୍ତଙ୍କୁ ବାଧେ। ପିଲା କହିବ କାରଣ ତା ଭବିଷ୍ୟତ ଅନ୍ଧାର ହେବାକୁ ଯାଉଛି

    • @supriyamallick8031
      @supriyamallick8031 Год назад +9

      Pila ku dekhile jana paduchi se kete bahadur chhua emiti pila nka katha re madam mananku emiti hairana kariba thik nai alaga chhua nku pacharantu gote pila katha 100 jana pila nka bhabisyata kharap kariba ta thik nai emiti gote pila pain aji 100 jana pila gadha hei jauchhanti 10th padhu thile bi nija name lekhi asu nahi

  • @niharranjanvlogs5967
    @niharranjanvlogs5967 Год назад +22

    ଛାତ୍ର ମାନେ ବହୁତ ଉଧତ ହେଇଗଲେଣୀ, ଗୁରୁ ସବୁଠାରୁ ବଡ଼ ପର୍ବ କାଳରେ ଅଭିଭାବକ ମାନେ ପିଲା ମାନଙ୍କୁ ଗୁରୁ କୃଳରେ ଛାଡ଼ିଦେଇ ଆସୁଥିଲେ ସେ ପିଲା ସେଠି ପାଠପଢା ସହିତ ଯିଵନରେ ଭଲ ମଣିଷ ଭାବରେ ଉଚୀତ ଶିକ୍ଷା ଲାଭ କରୁଥିଲେ,, ଗୁରୁ କୁ ନ ମଣିଷ ନର ଗୁରୁ ସାକ୍ଷାତ ଈଶ୍ୱର,,

  • @suvendukumardhir7430
    @suvendukumardhir7430 Год назад +6

    Looks like media is more interested in TRP.. This has been clearly visible the way they harass a teacher. Such things will deeply impact teacher - student relationship.. This is unfortunate.

  • @user-yr3to2nb4q
    @user-yr3to2nb4q 4 дня назад

    ଏ ସବୁ ଭୂଲ ନଵିନ ସରକାରଙ୍କର କାହିଁକି ନା ସେ ସମୟରେ ଦଣ୍ଡ ମୁକ୍ତ ଅଂଚଳ କରିଥିଲେ ସେହି ଥି ପାଇଁ ସେହି ଅବସ୍ଥା।🎉🎉🎉

  • @odiamummyrojina
    @odiamummyrojina Год назад +150

    ଏତିକି ବକଟେ ଛୁଆ କେତେ କଥା କହୁଚି, ଜୀବନରେ କେବେ ମଣିଷ ହବନି ବେ, ଗୁରୁଙ୍କୁ ସମ୍ମାନ ଦିଅ

    • @nareshcreation2326
      @nareshcreation2326 Год назад +1

      Thik kahicha

    • @mkpradhan647
      @mkpradhan647 Год назад

      Chup chutiya, se sata katha kahichi

    • @pinumajhi7811
      @pinumajhi7811 Год назад +1

      Guru bramha guru Vishnu guru dev maheswar...

    • @rajibkumarnayak166
      @rajibkumarnayak166 Год назад +3

      Tame janina aji kalika teacher mana nku govt ru 80-90 hazar salary nauchanti aau patha satha padhau nahanti...Sei chua ta atleast kahichi sahas kariki...

    • @Gouri_Shankar_vlogs123
      @Gouri_Shankar_vlogs123 Год назад +1

      Bhai jaha kahela sata kahela

  • @upendrabhanjagouda3544
    @upendrabhanjagouda3544 Год назад +56

    ମିଡ଼ିଆ ମାନଙ୍କ ପାଇଁ ସାହସ ବଢୁଛି ପିଲାମାନଙ୍କ ତମ channel ପାଇଁ ଯାତ୍ରା କରୁଛ ଏଠି 🙏🙏🙏

    • @dishatrishalifestyle9395
      @dishatrishalifestyle9395 Год назад

      Thik katha👍👍

    • @mrutyunjayabahinipati5454
      @mrutyunjayabahinipati5454 Год назад +2

      Block bhaskar and pratin tv sasta media.. amanka lagi aaji pila mane patha padhu nahanti.. media kan jaiki ddnews and hindu paper padhiki reference niya...
      Murka mane report hele aeya huye.. Jay jagannath 🙏

    • @sushanttentdj7506
      @sushanttentdj7506 3 месяца назад

      ଠିକ୍ କଥା

  • @suryakanta94
    @suryakanta94 Месяц назад +1

    ଏ ପିଲା ଦିନେ ପ୍ରଧାନ ମନ୍ତ୍ରୀ ହବ 😂 ବଢିଆ ପିଲା ଟିଏ ବାପା ମା ଭଲ ସଂସ୍କାର ଦେଇଛନ୍ତି

  • @sanjuktaswain7392
    @sanjuktaswain7392 Год назад +5

    This is the difference between government odia medium school and private icse, cbse school in odisha.
    Shame shame to the teacher😔

  • @chittaranjanpahadasingh1271
    @chittaranjanpahadasingh1271 Год назад +26

    Media ବାଲା ବେଶୀ ହଉଛନ୍ତି।। ଆଜି କାଲି ମିଡିଆ ନିଜ କର୍ତ୍ତବ୍ୟ ବୁଲିଯାଉଛନ୍ତି ।।। ଅନ୍ୟ କୁ ପଚାରିବେ।।।

  • @artsandshreyaslifestylebys3
    @artsandshreyaslifestylebys3 Год назад +39

    Always Respect Teacher🙏🙏🙏🙏

    • @namitasambalapurivlog77
      @namitasambalapurivlog77 Год назад +1

      Amiti chua mane kebe manisha hebeni j ki Guru nku Respect deba jani nahanti 😡

  • @debangineePradhan-zj3nf
    @debangineePradhan-zj3nf 4 месяца назад

    Satya ra jay he u. Jai Jagannath.Jay hind.

  • @sukrutapradhan6893
    @sukrutapradhan6893 4 месяца назад +1

    ଦିଦି ଠିକ୍ କଥା କହିଛନ୍ତି ।ସମସ୍ତେ ଟିକିଏ ଚିନ୍ତା କରିବା ଉଚିତ୍, ପିଲା ମାନଙ୍କ ପାଇଁ "ଆନନ୍ଦ ମୟ" ଟିଚର୍ ମାନଙ୍କ ପାଇଁ "ଦୁଃଖ ମୟ" ଏହିଭଳି ମିଡିଆ ପାଇଁ ତ ଛାତ୍ରଛାତ୍ରୀ ବିଶ୍ରୁଖଳା । ପିଲା ଡେଇଁବା ପାଇଁ ଏମାନେ ହିଁ ଦାୟୀ। ୟାକଠୁ ଶକ୍ତି ମିଳେ।

  • @srisaidesignvastu9209
    @srisaidesignvastu9209 Год назад +31

    ଦିଦି ଙ୍କୁ ପିଲାମାନେ ଏମିତି ବ୍ୟବହାର କଲେ ପିଲାମାନଙକ ଭବିଷ୍ୟତ ଅନ୍ଧାର ହୋଇଯିବ ! ୨ ଟଙ୍କିକିଆ ରିପୋର୍ଟର ମାନେ ପ୍ରଥମେ ଆଇନ୍ ପଢନ୍ତୁ ତାପରେ ମାଡାମ୍ ଙ୍କୁ ପ୍ରଶ୍ନ ପଚାରନ୍ତୁ ।

  • @shree1204
    @shree1204 Год назад +16

    Mam is absolutely right, be respect teachers. These type of behavior of childrens and media is not acceptable.

  • @suryamanitadingi2758
    @suryamanitadingi2758 4 месяца назад

    Salute madam thank you

  • @suryakanta94
    @suryakanta94 Месяц назад +1

    ମିଡ଼ିଆ ଵାଲା କିନ୍ତୁ ନିଜ TRP ପାଇଁ ଅନେଇକି ବସିଛନ୍ତି ଏ ଭଳି NEWS ପାଇଁ

  • @sheelamishra3889
    @sheelamishra3889 Год назад +12

    ଶିକ୍ଷକ ଙ୍କୁ ପ୍ରଥ ମେ ସମ୍ମାନ ଦୀ ଅ ନ୍ତୃ,

  • @manojadalai9840
    @manojadalai9840 Год назад +25

    No respect is given to teacher. ସେ ଏତେ ସମୟ ଯାଏଁ ତମ questions ସବୁ ର ଉତ୍ତର ଦେଲେ, ସଳେଇ ଆଉ କିଏ ହେଲେ ତମକୁ କିଛିବି ଉତ୍ତର ଦେଇନଥନ୍ତା 😁

  • @sudhansusekhardash9010
    @sudhansusekhardash9010 4 месяца назад +2

    ଯାହାର ଅଭିଯୋଗ ଅଛି କତୃପକ୍ଷଙ୍କୁ କହିପାରିବେ କିନ୍ତୁ କ୍ଲାସ room ରେ ନୁହେଁ ବୋଲି ଚର୍ଚ୍ଚା ଚାଲିଛି।

  • @SagarCollege
    @SagarCollege 2 месяца назад +1

    ପିଲା ଟି ର ସୁଅଭାବ ଟା ବହୁତ୍ ଖରାପ ଅଛି।

  • @deepakjena6190
    @deepakjena6190 Год назад +64

    ଏ ଶଳା ମିଡ଼ିଆ ବାଲାଙ୍କୁ କିଏ ଡାକିଚି
    ଆମେ ଏବେ ବି ଆମ ସାର ମାନଙ୍କୁ ଦେଖିଲେ ସାଇକେଲ ରୁ ଓଲେହି ପଡୁଚୁ
    ନମସ୍କାର କରୁଚୁ
    ଆଉ ଆଜି କାଲି ର ପିଲାମାନେ ଏମିତି
    🧡💚

    • @securityguard5099
      @securityguard5099 Год назад

      Madarchod media

    • @Futurejobodisha
      @Futurejobodisha Год назад

      Thik katha bhai kahile

    • @asakichhisikhiba
      @asakichhisikhiba 11 месяцев назад +1

      Right.. ଏ ମିଡ଼ିଆ ଵାଲା ମାନେ ବିନା ଗୁରୁ ରେ ଚାକିରୀ କରିଛନ୍ତି ପରା.. ସେ କଣ ଜାଣିବେ ଗୁରୁ ଶିଷ୍ୟ ର ପରମ୍ପରା

  • @rajucreationarmylovers1373
    @rajucreationarmylovers1373 Год назад +23

    ଏହିପରି case dekhi Baki teacher ba school re ପିଲାଙ୍କ ପ୍ରଶ୍ନ ପଚାରିବା ପାଇ ଡରିବେ କହିବେ ବାପା ତୋତେ ମୁଁ exam re ୧୦୦/୧୦୦ no debi

  • @bijayasenapati9873
    @bijayasenapati9873 Год назад +1

    Always respect teachers

  • @ashishexpress6
    @ashishexpress6 11 месяцев назад +4

    ଦୟାକରି news repoter ଭାଇ ମାନେ teacher ଙ୍କୁ ଛାଡି ଷ୍ଟୁଡେଣ୍ଟ୍ କୁ ବୁଝାଇ ଥିଲେ ଭଲ ହୋଇଥାନ୍ତା

  • @ashishsahoo6150
    @ashishsahoo6150 Год назад +12

    ଏଇ ହାରାମି ମିଡ଼ିଆ ବାଲା ଶଳା ଯୋଉଠି ଟିକେ ଖବର ପାଇ ଯାଉଛନ୍ତି, କୁକୁର ଭଳିଆ ଶୁଙ୍ଘି ଶୁଙ୍ଘି ଆସି ପହଂଚି ଯାଉଛନ୍ତି। ଆରେ ମା ଗିହେ ପ୍ରଥମେ ଶାନ୍ତି ରେ ବସି ବୁଝା ବୁଝି ହୁଅନ୍ତୁ , ପ୍ରକୃତ ସତ୍ୟ କଣ । ତା ପରେ ଯାଇ ଯାହା କରିବ । ଆଉ ତାହା ନ କରି ମା ଗିହେ .. ଜଣକୁ ସୋସିଆଲ ମିଡ଼ିଆ ରେ ପ୍ରଥମେ ବଦନାମ୍ କରି ଦେଉଛନ୍ତି । ସେ ପିଲା କେତେ ଦୂର ଠିକ୍, ସେ କଥା ତୁମେ ଜାଣିଚ ହଇରେ ପେଳ ଖିଆ ମିଡ଼ିଆ ବାଲା ।

  • @sashi-thehardworker8396
    @sashi-thehardworker8396 Год назад +42

    ପିଲାଙ୍କର ବହୁତ ସାହସ । ନମ୍ରନ୍ତି ଫଳିନ ବୃକ୍ଷା ।

  • @SatrughansahooSahoosatrughan
    @SatrughansahooSahoosatrughan 4 месяца назад

    Thanks pratidina

  • @mrpandaji457
    @mrpandaji457 11 месяцев назад +1

    Jay Jagannath 🙏🙏🙏

  • @kshirodrana6827
    @kshirodrana6827 Год назад +47

    ଏ ମିଡ଼ିଆ ଙ୍କ ପାଇଁ ପିଲା ମାନଙ୍କର ସାହସ ବଢୁଛି ଆଗେ ମିଡ଼ିଆ ମାନଙ୍କ ପ୍ରତି ପଦକ୍ଷେପ ନିଆଯାଉ

  • @Tapasminimohanty123
    @Tapasminimohanty123 Год назад +6

    A madam bahut bhala bcz mu tanka pakhare 3yrs padhichi.. Setevele one of my favorite teacher thile... Sabu bele teacher ra bhul thiba ata nuha.. Pila mananku punishment nahabara a hauchi phala.. Teacher agare amiti kathabarta karuchanti.... Teacher mane kaha under re nuhanti jemiti paibe semiti question karibe aau jemiti paibe semiti behave karibe .. Pilanku punishment utheibara phala a sabu...

  • @basudev-zu1we
    @basudev-zu1we Год назад +2

    Aji କା ପିଲା ଙ୍କୁ ସମ୍ଭାଳି ହବନି ଆଉ ବାକି ରହିଲେ ଏଇ ମିଡ଼ିଆ bala 😡

  • @balarampatra8972
    @balarampatra8972 Год назад +1

    କୁଳାଙ୍ଗାର ପିଲାଟା ଦାଦାଗିରି କଲାଭଳି ଜଣାପଡୁଛି (ଭାବିଶ୍ୱତରେ)। 🔥🔥🔥🔥ନିଆଁ ଲଗା ପିଲାଟା ।

  • @swarnalatabeherabehera2352
    @swarnalatabeherabehera2352 Год назад +213

    Always respect teachers 🙏🙏

  • @basantijena556
    @basantijena556 Год назад +32

    ଏସବୁ ଭୁଲ ସବୁ ସରକାର ଙ୍କର କାରଣ ସ୍କୁଲରୁ ମାଡ ଉଠେଇବାଟା ଠିକ ନୁହେଁ ତେଣୁ ପିଲା ଉଦ୍ଧତ ହଉଛନ୍ତି ପିଲାମାନେ ବାପ, ମା ଙ୍କୁ ମାନୁନାହାନ୍ତି ଏବେ କଣ କରୁଛ କର

  • @dibakardangadanga3406
    @dibakardangadanga3406 День назад

    Madam you are right

  • @sarojpandapanda8055
    @sarojpandapanda8055 3 месяца назад +3

    ଦୟାକରି ମୋ ମତ ରେ ଯଦି ଆମେ ଆମ ସନ୍ତାନ ମାନଙ୍କ ତଥା ସୁନ୍ଦର ପରିବାର ଟେ ଚାହୁଁଛେ ତେବେ ସମସ୍ତ ଅବିଭାବକ ତଥା ସମାଜ ର ମଧ୍ୟ ନୈତିକ କର୍ତ୍ତବ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଉପଯୁକ୍ତ ସମ୍ମାନ ଦେବା ନିହାତି ଜରୁରୀ

  • @Uctechnical123
    @Uctechnical123 Год назад +199

    ଆମ ସମୟ ରେ ଶିକ୍ଷକ ଙ୍କୁ ଦେଖିଲେ ଡରୁ ଥିଲୁ , ଆଜିର ପିଲା ମୁହଁ ରେ ଜବାବ୍ ଦେଉ ଚନ୍ତି , ଇ ଏ କିଭଳିଆ ସଂସ୍କାର , ସବୁ ଭୁଲ୍ ଗାର୍ଡିଆନ୍ ମାନଙ୍କର .....

    • @mamaratha4502
      @mamaratha4502 Год назад +3

      Sir mane thik nuha pila mananku kahucha sanskar sikhaucha

    • @mamaratha4502
      @mamaratha4502 Год назад +1

      Bhul maa bapa nkara nuha school phone re gapile kn haba sir nkara bhul

    • @RinkiBisoyi143
      @RinkiBisoyi143 Год назад +1

      Sabu teacher nka bhul

    • @beautysweety4591
      @beautysweety4591 Год назад

      Ta maa biya maghiya daripila tu

    • @khitish63706
      @khitish63706 Год назад +2

      ତମେ କଣ observed କଲ କି ଭାଇ a video ରୁ। ପିଲାକୁ ଦୋଷ ଦଉଚ ତା ଗର୍ଡିଆନ କୁ ଦୋଷ ଦଉଚ, ଏଥି ତ teacher ଠିକ୍ ନାହାନ୍ତି। ପିଲାଟିକୁ ମାନିବାକୁ ପଡ଼ିବ ଦରୁନି ସବୁ ସତ କହୁଚି।

  • @bhaktaharidas7093
    @bhaktaharidas7093 Год назад +25

    ବହୁତ ଲଜ୍ଜିତ ଏଇ ପିଲା ପାଇଁ

  • @p.satyanarayanreddy6843
    @p.satyanarayanreddy6843 Год назад +1

    Always teacher respect

  • @harshasabar685
    @harshasabar685 Год назад +1

    Didi is right ans

  • @rukmanameher1180
    @rukmanameher1180 Год назад +32

    ପ୍ରଥମ କଥା ହଉଛି କିପରି ଭାବେ ସଂସ୍କାର ପାଇବେ ଛୁଆମାନେ ସେଥିପ୍ରତି ବାପା ମାଁ ମାନେ ଧ୍ଯାନ ଦେବା ଦରକାର। ଗୁରୁଜନଙ୍କୁ କିପରି ବ୍ୟବହାର ଦିଆଯିବ ସେଥିପ୍ରତି ଧ୍ଯାନ ଦେବା ଦରକାର

    • @sumanbanchhor81
      @sumanbanchhor81 Год назад

      Sir jadi bapa maa jadi besi sikhadeuchhanti tebe school jibar kana darkar

    • @sasmitakhamari6007
      @sasmitakhamari6007 11 месяцев назад

      ya muha ta banda khaila bhali katha kahuchhi patha kana padheiba ya ku banda dekha aa tama guru maa ghuda gehi

  • @jayadevsahoo136
    @jayadevsahoo136 Год назад +13

    ଛୁଆ ମାନେ ବହୁତ ବଦମାସ ହେଲେଣି

  • @user-sm5hk2cn3x
    @user-sm5hk2cn3x 3 месяца назад +1

    ସବୁଠାରୁ ବଦମାସ୍ ମିଡିଆ

  • @SubratkuMishra
    @SubratkuMishra 2 месяца назад

    Good madam Aapana thik jabab deichhanti

  • @santanudas5281
    @santanudas5281 Год назад +31

    ମାଡାମ ଠିକ କହୁଛନ୍ତି 🙏

  • @chandrakantakhuntia1587
    @chandrakantakhuntia1587 Год назад +54

    ସେକ୍ରେଟାରୀ ଯଦି କିଛି କରିଛି ଆପଣମାନେ ସେକ୍ରେଟାରୀ ଙ୍କୁ ଡାକି ପଚାରନ୍ତୁ, ଶିକ୍ଷୟତ୍ରୀ ଙ୍କୁ କାହିଁକି ପ୍ରଶ୍ନ ପଚାରୁଛନ୍ତି

    • @baikunthabehera3971
      @baikunthabehera3971 Год назад

      Mu kahuni repota kahuchi SIKHYA RE AAME 18 . KARANHA AAME NIJEKU NIJE KAHUCHE NO.1 PUNHI BISWASTARIYA .......MULLARU BHUL ACHHI KI ? 23 BARSA CHALILA . SETHIRE PUNHI DHINA KEITA PARE.KHANHIJA PADHARTHA ( MANHANIJ KROMAIT BOXSID ETC ) SARIJIBA MANE CHORI HOIJIBA AAMAR ABASTA KANHA HABA .HE ODISA JOY ...
      JUHAR FULBANHI

  • @prakashswain5421
    @prakashswain5421 Год назад +1

    Pila ra bapa maa ku dhanyabad

  • @abhijitbehera1112
    @abhijitbehera1112 Год назад +4

    ମିଡିଆ ଯାହା ବି କରୁଛି ପୁରା ଠିକ ମାଷ୍ଟର ମାନକ ବହୁତ୍ ଭାଉ ହେଇଗଲାଣି 50,60 ହଜାର ଦରମା ପାଉଛନ୍ତି ଏତେ ଦରମା କଣ ପାଇଁ ଜଣକ ଦରମାରେ ଆଉ 2 ta pila posting Hebe,

  • @snigdharanisahu2265
    @snigdharanisahu2265 Год назад +36

    ମିଡ଼ିଆ ମାନେ ହିଁ ହାରାମି *No-1 👊👊