Loisingha sankul ra sankulakridare Agalpur ra saphalata .
HTML-код
- Опубликовано: 26 дек 2024
- ଚଳିତ ଶିକ୍ଷାବର୍ଷ 2024-25 ର ସଂକୁଳ ସ୍ଥରୀୟ କ୍ରୀଡା ଲୋଇସିଂହା ଷ୍ଟେଡିୟମ ଠାରେ ୧୪.୧୨.୨୪ ରିକ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଭାବରେ ଶ୍ରୀ ବିମଲ ଚରଣ ହୋତା ଯୋଗଦେଇଥିବା ବେଲେ ପରିଚାଳନା ସମିତିର ସମ୍ପାଦକ ,କୋଷାଧ୍ୟକ୍ଷ ଯୋଗଦେଇ ଖେଳକୁ ଉଦ୍ଘାଟନ କରିଥିଲେ ଲୋଇସିଂହା ସଂକୁଳର ସଂଯୋଜକ ଶ୍ରୀ ଶିବ ପ୍ରସାଦ ବାରିକ ଅତିଥି ଙ୍କ ପରିଚୟ ରଖିଥିଲେ । ଏଥିରେ ଆଗଲପୁର ଶିଶୁମନ୍ଦିର ର ସଫଳତା ।ଚଳିତ ଶିକ୍ଷାବର୍ଷ 2024-25 ର ସଂକୁଳ ସ୍ଥରୀୟ କ୍ରୀଡା ଲୋଇସିଂହା ଷ୍ଟେଡିୟମ ଠାରେ ୧୪.୧୨.୨୪ ରିକ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଭାବରେ ଶ୍ରୀ ବିମଲ ଚରଣ ହୋତା ଯୋଗଦେଇଥିବା ବେଲେ ପରିଚାଳନା ସମିତିର ସମ୍ପାଦକ ,କୋଷାଧ୍ୟକ୍ଷ ଯୋଗଦେଇ ଖେଳକୁ ଉଦ୍ଘାଟନ କରିଥିଲେ ଲୋଇସିଂହା ସଂକୁଳର ସଂଯୋଜକ ଶ୍ରୀ ଶିବ ପ୍ରସାଦ ବାରିକ ଅତିଥି ଙ୍କ ପରିଚୟ ରଖିଥିଲେ । ଏଥିରେ ଆଗଲପୁର ଶିଶୁମନ୍ଦିର ର ସଫଳତା ।ଚଳିତ ଶିକ୍ଷାବର୍ଷ 2024-25 ର ସଂକୁଳ ସ୍ଥରୀୟ କ୍ରୀଡା ଲୋଇସିଂହା ଷ୍ଟେଡିୟମ ଠାରେ ୧୪.୧୨.୨୪ ରିକ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଭାବରେ ଶ୍ରୀ ବିମଲ ଚରଣ ହୋତା ଯୋଗଦେଇଥିବା ବେଲେ ପରିଚାଳନା ସମିତିର ସମ୍ପାଦକ ,କୋଷାଧ୍ୟକ୍ଷ ଯୋଗଦେଇ ଖେଳକୁ ଉଦ୍ଘାଟନ କରିଥିଲେ ଲୋଇସିଂହା ସଂକୁଳର ସଂଯୋଜକ ଶ୍ରୀ ଶିବ ପ୍ରସାଦ ବାରିକ ଅତିଥି ଙ୍କ ପରିଚୟ ରଖିଥିଲେ । ଏଥିରେ ଆଗଲପୁର ଶିଶୁମନ୍ଦିର ର ସଫଳତା ।ଚଳିତ ଶିକ୍ଷାବର୍ଷ 2024-25 ର ସଂକୁଳ ସ୍ଥରୀୟ କ୍ରୀଡା ଲୋଇସିଂହା ଷ୍ଟେଡିୟମ ଠାରେ ୧୪.୧୨.୨୪ ରିକ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଭାବରେ ଶ୍ରୀ ବିମଲ ଚରଣ ହୋତା ଯୋଗଦେଇଥିବା ବେଲେ ପରିଚାଳନା ସମିତିର ସମ୍ପାଦକ ,କୋଷାଧ୍ୟକ୍ଷ ଯୋଗଦେଇ ଖେଳକୁ ଉଦ୍ଘାଟନ କରିଥିଲେ ଲୋଇସିଂହା ସଂକୁଳର ସଂଯୋଜକ ଶ୍ରୀ ଶିବ ପ୍ରସାଦ ବାରିକ ଅତିଥି ଙ୍କ ପରିଚୟ ରଖିଥିଲେ । ଏଥିରେ ଆଗଲପୁର ଶିଶୁମନ୍ଦିର ର ସଫଳତା ।