@@SujataBiswal-f7makhi na akha pakauchhi?? Tike bhabuna ta kn pain gote family khali ticket pauchhanti?? Bapa, pua, wife ticket paibe tapare tanka chhua paibe ticket?? Eita kn lokanka vikasa na ta nija family ra vikasa??
Muu congress ku agaru support karithili hele ethar kichi Bala congress bjd nuha Ama Odisha sarkar change haba darkar Sethi pai bjp ku support Bahut matra re kara 5 year dia bjp ku Auu kn karuchi bi Dekha bhai bhauni mane 25 years jadi dei Parile too 5 year dele kn asubidha
Dhanyabad aap logoki ankho khuli hai paribartan nihati abaswk jai shree ram jai jai shree ram Bharat mata ki jai Bharat mata ki jai Bharat mata ki jai Bande mataram.jay jaban jai kishin Har har mahadev har har mahadev har har mahadev har har modi Ghar Ghar modi ❤
ଏଠାର ସମସ୍ତ ଲୋକଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ❤ ମହାପ୍ରଭୁ ଜଗନ୍ନାଥ ସବୁବେଳେ ସହାୟ ହୁଅନ୍ତୁ।
ଏହିପରି ଓଡ଼ିଆ ମାନେ ଜାଗ୍ରତ ହୋଇ ଯିବା ଉଚିତ୍।
ଆଜ୍ଞା ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଏମାନେ ସବୁ ପ୍ରକୃତରେ ସଚେତନ ନାଗରିକ ଅଟନ୍ତି
ଆପଣ ମାନେହିଁ ପ୍ରକୃତ ସଚେତନ ନାଗରିକ
ମଉସା ଠିକ୍ ଓଡ଼ିଆ ନାଗରିକ ଜାଗ୍ରତ ହେଲେ ବହୁତ୍ ବହୁତ୍ ଧନ୍ୟବାଦ୍ ❤❤❤❤❤
ଧନ୍ୟବାଦ ପାରାଦ୍ୱୀପ ବାସୀ
ତୁମ ଗାଁ ଲୋକମାନେ ଠିକ୍ ବୁଝିଛନ୍ତି ସେଥିପାଇଁ ଧନ୍ୟବାଦ୍ । ଜୟ ଜଗନ୍ନାଥ
ଏଥର ବିଜେପି ଓଡ଼ିଶାରେ ସରକାର ଆସିବା ଥୟ।🚩🚩🚩🚩🚩🚩
ପୂର୍ବ ଓଡ଼ିଶା ରେ ମଧ୍ୟ ଏତେ ଭଲ ଲୋକ ଅଛନ୍ତି ଧନ୍ୟବାଦ୍ ଆପଣମାନଙ୍କୁ, ଆମୋ ଓଡ଼ିଶାକୁ ଆମେ ବଞ୍ଚାଇବା ପରିବର୍ତ୍ତନ କରିବା
ଓଡିଶା ରିପର୍ଟର news କୁ ଧନ୍ୟ ବାଦ୍
ବହୁତ ଧନ୍ୟବାଦ ।ଆପଣମାନେ ସଚେତନ ନାଗରିକ
ଧନ୍ୟ ବାଦ, ଆପଣ ମାନେ ଗଣ ତନ୍ତ୍ର ର ଅର୍ଥ ଏବଂ ମୂଲ୍ୟ ବୁଝି ପାରି ଛନ୍ତି। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ରାମ।
ଜୟ ବିଜେପି
ଆପଣଙ୍କୁ ଯେତେ ପ୍ରଂଶସା କଲେ ବହୁତ୍ କମ୍
ଆପଣ ଠିକ୍ କହିଛନ୍ତି ମ ଉ ସା
ଆପଣ ଙ୍କୁ ଧନ୍ୟବାଦ
ମଉସା ଠିକ୍ କହିଛନ୍ତି ମୁ ମଉସାଙ୍କୁ ଧନ୍ୟବାଦ ଅର୍ପଣ କରୁଛି
Odisa re 70% mausa ehipari darkar. Mausa many thanks to you. 2nd. Person Jahangir kahile bahut sundar. God bless him.
Ethara Paribartan Ethara BJP
@@prahaladasatpathy4146 aa
ପାଣ୍ଡିଆନ ହଟାଅ. ବିଜେପି କୁ ପୂର୍ଣ୍ଣ ମତରେ ଭୋଟ ଦେଇ ଓଡିଶା ଏବଂ ଓଡିଶାବାସୀଙ୍କ ଇନ୍ନତିରେ ଯୋଗଦାନ କରନ୍ତୁ. ଆମକୁ ତାମିଲ ଶାସନ ଦରକାର ନାହିଁ. ଜୟ ଜଗନାଥ 🙏🙏. ବନ୍ଦେ ଉତ୍କଳ ଜନନୀ
ମୂଳୁ ମାରିଲେ ଜୀବ ସରି, ଜନତା ତ୍ରାହିମାମ୍ ହେଲେଣି ବହୁତ୍ ହେଇଗଲା ଚବିଶ ବର୍ଷ ଏଥର ଏ ସରକାର୍ ବଦଳିବା ଦରକାର୍
ନବିନ ବାବୁ ଦେବା ମାନେ ପାଣ୍ଡିଆନକୁ ଦେବା,ଏଥର ବି ଜେ ପି ଓ ପଦ୍ମ ।ଜୟ ଶ୍ରୀ ରାମ ।
👍
ଏଥର ଓଡ଼ିଶାରେ ବିଜେପି ସରକାର ❤❤❤
ଖୁସି ଲାଗିଲା 🙏🙏
ଯାହାହେଉ ଆପଣ ମାନେ ଏତେ ଦିନପରେ ବୁଝିପାରିଲେ. ଆପଣ ମାନଙ୍କୁ ଧନ୍ୟବାଦ
ତାମିଲନାଡୁକୁ ଓଡିଶା ବିକ୍ରୀ ହେବ ।ଏହା ଠିକ।
ଓଡ଼ିଶାର ଅଧା ଅଂଶ ବିକ୍ରି ହେଇଛି
ଜୟ ଶ୍ରୀରାମ ❤️❤️❤️❤️🌹
BJD ହଟାଅ ଓଡିଶା ବଞ୍ଚାଅ, ନବୀନ କୁ ରାଜନୀତିରୁ ବିଦାକରନ୍ତୁ
Right
Bjp odisha upare akhipakauchhi,odisha bale satark hua n hele gandimoreiba
ଯିଏ ସରକାର ଗଠନ କରୁ ଆମ ଓଡ଼ିଶାରେ ମାତ୍ର ଏ ନବୀନ ପଟ୍ଟନାୟକ ହାରିବା ଦରକାର@@SujataBiswal-f7m
@@SujataBiswal-f7m pandu pela chatibu
@@SujataBiswal-f7makhi na akha pakauchhi?? Tike bhabuna ta kn pain gote family khali ticket pauchhanti?? Bapa, pua, wife ticket paibe tapare tanka chhua paibe ticket?? Eita kn lokanka vikasa na ta nija family ra vikasa??
ଧନ୍ୟ ବାଦ ଆଜ୍ଞା ଆପଣ ବୁଝି ଛନ୍ତି
ଏବେ ସରକାର ବଦଳେଇ କି ଦେଖ.... ଓଡ଼ିଶା ବହୁତ୍ ଆଗେଇବ... ଜୟ ଜଗନ୍ନାଥ 🙏 ❤
Right bhai
ଏବେ ଜଗତସିଂହପୁର ଲୋକଙ୍କୁ ବୁଦ୍ଧି ପଶିଲା......
ଆପଣମାନଙ୍କ ଏ ସମସ୍ସା ଓଡିଶା ବାସି ଜାଣିବା ଦରକାର
ବିକାଶ ମାନେ pandian ଓ ତାଙ୍କ ସହ ଯେଉଁ କ୍ରିତ ଦାସ ମାନେ ଅଛନ୍ତି ସେହି ମାନଙ୍କର ଚଉଦ ପୁରୁଷର ବିକାଶ ହେଇଛି ଓ ହେଇଛି।
Right. ଓଡ଼ିଶାକୁ ତାମିଲ ହାତରେ ଟେକି ବାକୁ ପଛେଇ ବେନି । ପାଣ୍ଡିଆନ ଆଉ ନଦୀନ '
ମୋର ସମସ୍ତଙ୍କୁ ଧନ୍ୟବାଦ 🙏
ଲୋକେ ବୁଝିଲେ ବଡ଼କଥା ।ପରିବର୍ତନ ନିହାତି ଦରକାର ।
ଯୋଡବଡ଼ବିଲ ଠାରୁ ପାରଦ୍ବୀପ ପର୍ଯ୍ୟନ୍ତ କ୍ରୀତଦାସ ସହାୟତାରେ ପାଣ୍ଡୁର ରାଜ।
ଠିକ୍ କହିଛନ୍ତି ସାର ଏଥର ବିଜେପି
ଲୋକେ ଦେଖୁଛନ୍ତି ନବୀନ ପଟନାୟକର ବଳ ବୟସ ଆଉ ନାହିଁ, ନିଜେ କଣ କହୁଛି ସେ ନିଜେ ଜାଣିପାରୁନି। ପାଣ୍ଡିଆନ ଯାହା କୁହଉଛି ନବୀନ ପଟନାୟକ ତାକୁ ବି ଠିକରେ କହି ପାରୁନି। ଭାଷଣ ଦେବା ତ ଦୂରର କଥା। ଶଳେ ଲୋକେ ଏ ସବୁ ନିଜ ଆଖିରେ ଦେଖୁଛନ୍ତି। ତଥାପି ଯଦି ମାଗିହେ ନବୀନ ପଟନାୟକକୁ ମୁଖ୍ୟମନ୍ତ୍ରୀ କରେଇକି ଜଣେ ତାମିଲ ଲୋକଠୁ ଶାସିତ ହେବାପାଇଁ ଭୋଟ ଦେବେ, ତାହେଲେ ଏ ଓଡ଼ିଆ ଜାତିକୁ ଭଗବାନ ଆସିଲେ ବି ରକ୍ଷା କରି ପାରିବେ ନାହିଁ।
❤
Bhai nabini Khali Naa ku cm hele Pandian Sabu Sala karuchi khauchi gandi marik
ଲୋକ ସୁଦୁରୀ ବେ ଜୟ ଜଗନ୍ନାଥ ଏଥର ଫୁଲ 🙏
ଏଥର ପରିବର୍ତ୍ତନ
ଯୁଆଡ଼େ ବୁଲୁଚ ବୁଲ ଚାରିଆଡ଼େ ଖାଲି ପରିବର୍ତ୍ତନର ସ୍ୱର ଜୟ ଜଗନ୍ନାଥ 🙏 ଓଡ଼ିଶା ବାସୀ ଆପଣଙ୍କ ମୂଲ୍ୟବାନ ଭୋଟ କୁ ବ୍ୟର୍ଥ ନକରି 5 ବର୍ଷ ପାଇଁ ନୂଆ ସରକାର କରି ଓଡ଼ିଶାର ନୂତନ ଇତିହାସ ଲେଖିବାରେ ନିଜର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଅର୍ପଣ କରନ୍ତୁ
ଵିଜେଡିକୁ ଭୋଟଦେଇ କେତେ ଭୂଲ କରିଛୁ ବର୍ତମାନ ଭାଵିବାକୁ ପଡୁଛି, ଜୟ ଜଗନ୍ନାଥ,
ଏଥର ଓଡିଶା ରେ ପରିବର୍ତ୍ତନ
Mausa tamaku 100 koti 🙏🙏🙏🙏🙏🙏 dil se ❤❤❤❤❤
ଅମ ଓଡିଶା ରାଜନୀତିରେ ଗୋଟେ ଅଣ ଓଡିଆକୁ କାହିଁକି ସାମିଲୀ କରୁଛ ସେକିଏ ଓଡ଼ିଶାରେ କଣ କେହି ନାହାନ୍ଥି ପାଠୁଆ
ଜାଗ ଓଡିଶା ବାସି ଜାଗ.....ସମସ୍ତେ ଏକାଠି ହୁଅ, ନବୀନ ହଟାଓ ଓଡିଶା ବଚାଓ.....ଏହି ସମୟ ହଉଛି ଉଚିତ ସମୟ
ଏଥର ପରିବର୍ତ୍ତନ ହେବା ସମୟ ଆସିଛି
ତାମିଲ୍ ର ଲୋଭ ଲାଗିଛି କେମିତି ଓଡ଼ିଆ ଲୋକଙ୍କୁ ଶାସନ କରିବ
ଗାଁ ଗାଁ ରେ ଲୋକ ସତର୍କ ହେବାରେ ଲାଗିଲେଣି... ଅନ୍ୟ ମାନେ ବି ବୁଝିବା ଦରକାର... କିଛି ଚାଟୁକାର ମାଗଣା ଖିଆ ହିଁ vote ଦେବେ ଆଉ ତାଙ୍କ ସାଥିରେ ବୁଲିବେ
ଠିକ କଥା କହିଲୁ ସାର୍ ବହୁତ ବହୁତ ଧନ୍ୟବାଦ 🙏🙏🙏👌👌👌🇮🇳🇮🇳🇮🇳
ବଦ ଲାନ୍ତୁ ସରକାର ଭଲ ଲାଗିବ
ଓଡ଼ିଶା ବାସୀ ସେ କଥା ବୁଝିବା ଦରକାର। ସଳାକୁ ହଟା ଓଡ଼ିଶାରୁ ।ଭୋଟ ଯାହାକୁ ଦେଉଛ ଦିଅ। ଓଡ଼ିଶାରେ କ'ଣ ନେତା ନେତ୍ରୀ ନାହାନ୍ତି।ଏ ସଳା ତାମିଲ ଚାକର ହଟା , ଓଡ଼ିଶା କୁ ଶାସନ କରିବ ଗୋଟେ ତାମିଲ ଚାକର ।
Nice Statements given by Village people.
Gramabasi mananku dhanyabad
ଓଡିଶା ବାସି ଙ୍କୁ ଏଥର ଚାନ୍ସ ମିଳିଛି.. ତାମିଲି ହଟାଓ ଓଡିଶା ବଞ୍ଚାଓ. ନହେଲେ ତାମିଲି ଯିବା ପହ୍ନି ରେଡି ରୁହ
ନବୀନ ଏଠି ଗାଦି ରେ ବସିବ ଆଉ ପାଣ୍ଡୁ ଏଠି ଓଡିଶା କୁ ଲୁଟିବ ଏଇଟା କେତେ ଠିକ ଆପଣ ମାନେ କୁହନ୍ତୁ ଜୟ ଜଗନ୍ନାଥ 🙏🙏🙏
ସରକାର ବଦଳିବ ଏଇ ଥର ଭାଇ,କିଛିବି କହ
ଏସରକାର ବଦଳିବା ଦରକାର
ଧନ୍ୟବାଦ୍ ଭାଇ ଏ ବୁଡା ମାଙ୍କଡ଼ ଚୋର ସର୍ଦ୍ଦାର ବିକାଶ ର ନାରା ର ସ୍ଵଚ୍ଛାଲ କୁ ଓଡ଼ିଶାର ଲୋକେ ଜାଣନ୍ତୁ ସରକାର ବଦଳାନ୍ତୁ bjd କହୁଛି ବିକାଶ କି ବିକାଶ ଯେବେଠୁ bjd ଶାସନ କୁ ଆସିଲା ସେବେଠାରୁ ସବୁ ବିକାଶ ଓ ପ୍ରକାଶ ବେଗ ଧରି ସୁରଟ ପଳେଇଲେ ,କିନ୍ତୁ ଏବେ ପାଣ୍ଡୁ ନବୀନ ଜେଲ ଯିବା ଦରକାର
ଏଥର ଆସିବ ବିଜେପି ସରକାର ଜୟ ଶ୍ରୀରାମ ♥️🌹🌹🌹🌹♥️♥️🌹♥️
ତାମିଲ ହଟାଅ
ଓଡ଼ିଶା ମୁଖ୍ଯ ମନ୍ତୀ ଓତଆ ନ ବୁଝନ୍ତି
ପଚିସୀ ବର୍ଷ ମୁଖ୍ଯ ଆଷନେ ବସିଛନ୍ତି
ସେକି ବୁଝିବ ଦୁଖଃ ଓଡ଼ିଶା ର ରକତ
ଗରିବ କାଂଦୀଲେଣୀ ନୟନୁ ଢାଳୀପାଣୀ
ବିଦେଷେ ରହି ପାଠ ପଢୀଣ ବିଦେସଚିନ୍ତା
କରେ ସେ ଶୁଣ ଓଡିଶାର କରମ ଢୀଲା
ଏଥର ବୁଝିବ ଶଳା ଜୟ ଶୀରାମ
Very good
ପାଣ୍ଡିଆନ ହଟାଅ ଆଉ ବିଜେପି ଆଣ
Tumaku Koti Koti Namaskar Bada Bapa Au 5 Tinirbachana Parjyanta Banchi Ruha Jay Jagarnath Suwami 🚩🚩🚩🚩🚩❤❤
ସମୟ ଆସିଛି ବୁଝି ବିଚାରି ଭୋଟ ଦିଅ
ବିଜେଡି ହଟାଅ ବିଜେପି ଜିତାଇବା ଦରକାର। ଏଡିଆର ରିପୋର୍ଟ ରେ ବିଜେଡି ର ସବାଧିକ ନେତା ଦାଗି 5:00 ଗୁଣ୍ଡା ଲୁଟେରା କେସ୍ ବିଚାର ଧୀନ , ଏମାନଙ୍କୁ ହଟାଅ ମୋଦୀ କଂ ବିକାଶ ରେ ସାମିଲ୍ ହୁଅ ନ୍ତୁ। ଏକଛତ୍ରବାଦୀ ଗୁଣ୍ଡାବାହିନୀ ଦୁନୀତି ସରକାର ବଦଳିବା ଦରକାର।
କେବେବି ବିଜେଡି କୁ ଭୋଟ ଦିଅ ନାହିଁ କାରଣ ବିଜେଡି ଓଡିଶାର କିଛି କରିନାହିଁ ତାମିଲନାଡୁର ବିକାଶ ଚାଲିଛି
ଯେତେ କହିଲେ କଣ ହେବ 500 ନିଅ ଭୋଟ ଦିଅ, ଆମେ ଓଡ଼ିଆ ସବୁ ମୂର୍ଖ, କିଛି ଲାଭ ନାହିଁ
ପାରାଦୀପରେ ଗଣତନ୍ତ୍ର ନାହିଁ ରାଜତନ୍ତ୍ର ହିଁ ପାରାଦୀପ ଭାଗ୍ୟରେ ଅଛି
Wow our peoples are getting aware of truth.
ସରକାର ବଦଳାଅ।
Muu congress ku agaru support karithili hele ethar kichi Bala congress bjd nuha Ama Odisha sarkar change haba darkar Sethi pai bjp ku support Bahut matra re kara 5 year dia bjp ku Auu kn karuchi bi Dekha bhai bhauni mane 25 years jadi dei Parile too 5 year dele kn asubidha
ଆରେ ଭାଇ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ସାରା ଭାରତ ରାସ୍ତା ହେଇଛି , ଓଡ଼ିଶାରେ ହେଲା b j d କଣ କଲା ? ମିଡିଆରେ କହୁନ କାହିଁକି ?
100 -100 salute
ଜୟ ବିଜେପି ଏଥର ମୋଦି ଗ୍ୟାରେଣ୍ଟି
ବଢିଆ କହିଲେ 👍🏻ଭଲ ରିପୋର୍ଟିଂ 👍🏻
All right.
Modi ji zindabad BJP zindabad
Bhai apana nka Katha bahuta bhala lagila......change govt.....must
Bjp party jinda bad
Bjp party jinda bad
Good News. only BJP of odisha
Dhanyabad aap logoki ankho khuli hai paribartan nihati abaswk jai shree ram jai jai shree ram Bharat mata ki jai Bharat mata ki jai Bharat mata ki jai Bande mataram.jay jaban jai kishin Har har mahadev har har mahadev har har mahadev har har modi Ghar Ghar modi ❤
BJD ସରକାର ବିକାଶ କରିନି, ବିନାଶ କରିଛି, ତେଣୁ ଏଥର BJP
Jay shree Ram 🪷🪷🪷🪷
Good disesion
Mausa very very good
Thik kahile bhai
Very..good
Right katha
ଧନ୍ୟବାଦ
Gament ସ୍କୁଲ ପୁରା ବାର୍ବଦ କରିଦେଲେ କେବଳ ପ୍ରାଇଭେଟ୍ ସ୍କୁଲ ଚଳାଇବା ପାଇଁ ପ୍ରାଇଭେଟ୍ ସ୍କୁଲ ରେ ଝାର ପଇସା ଥିବା ସେ ତା ଛୁଆକୁ ପଢେଇବ ଗରିବ ଲୋକଟା ତ ପ୍ରାଇଭେଟ୍ ସ୍କୁଲ ରେ ତା ପିଲା ପଢେଇ ପାରିବେନି gament ସ୍କୁଲ ରେ ପଢେଇବ ଛତୁଆ ଖାଇବ ସ୍କୁଲ ଯିବ ନା ପଢିବ sir ତ ଆକଟ ବି କରିପାରିବେନି ପିଲା ବୁଲି ବାଲି ମୁର୍ଖ ହେବେ ନେତା ମାନକୁ ଭୋଟ ଦେବେ ୧୦୦/୫୦ପାଇଁ ନିଜେ ରୋଜଗାର କଲେ ନେତାଙ୍କୁ ପଚରିବେନି ସେଥି ପାଇଁ ଓଡ଼ିଶାରେ ପାଠ ପଢା ସମ୍ପୂର୍ଣ୍ଣ ନଷ୍ଟ କରିବାର ଚକ୍ରାନ୍ତ କଲେ ନବୀନ
ସବୁ ଦଳରୁ ବିଜେଡି ଭଲ। ଅନ୍ୟ ଦେଶକୁ ଦେଖ ।
GOOD DECISION
Right❤❤🌷🌷
Right 👍👍👍
ଜୟ ଶ୍ରୀରାମ
ଠିକ ଓଡ଼ିଶା କୁ ବିକ୍ରି କରିଦେବେ, ସାବଧାନ
Odia loko bujhigoleni khusi lagila
Only Jay Shree Ram ❤❤❤❤
Ekdam right padakhyep
So Please Change Of Govt First
Sir video ଟିକେ ଛୋଟ 8/10 ମିନିଟ ହେଲେ ବହୁତ୍ ଭଲ ଲଗନ୍ତା
Apananku bahut bahut dhanyawad
Bjd hatao odisha bacho
JayJagannathPrvu