ନବୀନଙ୍କୁ ଦେଖି ଦୌଡ଼ିଲେ ଧର୍ମେନ୍ଦ୍ର | ବଡ଼ଦାଣ୍ଡରେ ଏମିତି କେବେ ହୋଇ ନ ଥିଲା | Dinanka TV |
HTML-код
- Опубликовано: 4 окт 2024
- ନବୀନଙ୍କୁ ଦେଖି ଦୌଡ଼ିଲେ ଧର୍ମେନ୍ଦ୍ର | ବଡ଼ଦାଣ୍ଡରେ ଏମିତି କେବେ ହୋଇ ନ ଥିଲା | #naveenpatnaik #dharmendrapradhan #puri #dinankatv #rathayatra2024 #bjdodisha #cmoodisha #mohanmajhi #odishapolitics #odishapoliticalupdate #electionnews #2024election #odianews #breakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.
ନବୀନ ବାବୁଙ୍କ ଭଳି legend ଙ୍କୁ ଏମିତି respect ଦେଲେ ଧର୍ମେନ୍ଦ୍ର ପ୍ରଧାନ ଦେଖି ବହୁତ୍ ଭଲ ଲାଗିଲା,🎉
ଧର୍ମେନ୍ଦ୍ର ପ୍ରଧାନ ମହାନତା ର ପରିଚୟ ଦେଇ ରାଜନୀତି ରେ ନୂଆ ଇହିହାସ ସ୍ରୁଷ୍ଟି କଲେ ❤❤❤
ନିଶ୍ଚିତ ଅନ୍ୟ ମାନଙ୍କୁ ଏହା ପ୍ରେରଣା ଦେବ
ନବୀନଙ୍କୁ ସମ୍ମାନ ଦେଖି ବହୁତ ଭଲ ଲାଗିଲା
ଜୟ ଜଗନ୍ନାଥ 🙏🙏🙏
ନବିନ sir great 👍👍
ଜୟ ଜଗନ୍ନାଥ 🙏 , ସବୁ ନେତାଙ୍କୁ ଏହିପରି ଶତବୁଦ୍ଧି ଦିଅନ୍ତୁ , ବହୁତ ଭଲ ଲାଗିଲା . ଆଜି ଘଷ ଯାତ୍ରା ରେ ଆପଣଙ୍କ କୃପା ସମସ୍ତ ଙ୍କୁ ଦିଅନ୍ତୁ 🙏
Thanks to Dharmendra Pradhan
ଜୟ ଜଗନ୍ନାଥ ଜୟ ନବୀନ
Thanks Dharmendra ji
Dharamendra pradhan jindabad
ନବୀନ sar ବହୁତ ଭଲ
Jai Jagannath, Dharmendra Pradhan behaviour is greatly appreciated
Modi ko bhi itna respect nehi mil raha he jitna Naveen sir ko mil raha he. Ache kaam ke achhe result ❤.
Aama Mankar CM Naveen Babu
Great heart of our odia politicians
Thankyou Dharmendra sir ❤
Best cm
Many thanks for Daremender Pradhan
ଜୟ ଜଗନ୍ନାଥ ନବୀନ ପଟ୍ଟନାୟକ ମନକଥା ଭଲ ଭାବରେ ଜାଣିବା ଦରକାର୍ ଧର୍ମେନ୍ଦ୍ର ଜାଣି ଚନ୍ତ୍ନି ଜୟ ଜଗନ୍ନାଥ 👍👍👍💐💐💐🌹🌹👍🇮🇳
🌹🌹🌹🌹💝💝💝💐💐💐🌹🌹👍👍🇮🇳🇮🇳
Very good 💝💐🌹👍🇮🇳
Dhanyawad dharmendra ji
Odisha Ra sanskruti ku bajai Rakhi nabin pattnayak sir ku samaan dele bahut bahut dhanyawad
ବିଜେପି ସନମାନ ଦଉଛି ହାରିଥିବା ନବୀନକୁ ସେଥିପାଇଁ ବିଜେପି କୁ ଧନ୍ୟବାଦ
ନବନ ସର୍ ଆପଣ ବହୁତ ଭଲ ❤❤❤❤🙏🙏🙏🙏🙏🙏🙏🙏🙏🙏
Naveen Patnaik ❤❤
ଏଭଳି ଭଲ ପାଇବା ପାଇଁ ଆଜି ଆମେ ଗର୍ବିତ🎉
Dharmendra Pradhan is very down to earth personality. An example of a humble and a model for young politicians.
Thanks dharmender sir
Bada hrudaya I am great Dharmendra Pradhan❤❤❤ Dil Se Grete sir
Jay Jagnnath Jai Naveen sir
Dharmendra sir ko ase dekh ke sach mai dil khus hogeya
Jay Jagannath bande utkal janani Jay Nabin sir.❤Jay Nabin sir.
Jay jaganath❤
ଧର୍ମେନ୍ଦ୍ର ପ୍ରଧାନଙ୍କୁ କୋଟି କୋଟି ପ୍ରଣାମ ଆଉ ନବୀନ ପଟ୍ଟନାୟକ ଆମର ଗୋଟିଏ ସ୍ୱଚ୍ଛଳ ନିର୍ମଳ ଆଉ ଧର୍ମେନ୍ଦ୍ର ପ୍ରଧାନ ସାର ସତ ରେ ତମେ ବହୁତ ଭଲ କଣ ପାଇଁ ନା ଶପଥ ଗ୍ରହଣ ଉତ୍ସବରେ ଲୋକଙ୍କର ମନକୁ ଛୁଇଁ ଥିଲା ଆଉ ରଥ ଯାତ୍ରା ରେ ହୃଦୟ କୁ ଛୁଇଲ ପୂର୍ବରୁ କେବେ ବିରଳ ଦୃଶ୍ୟ ଦେଖିବାକୁ ମିଳି ନଥିଲା ସାର ନବୀନ ସାର ଆଉ ଧର୍ମେନ୍ଦ୍ର ସାର ଭଗବାନ ଆପଣଙ୍କ ର ମଙ୍ଗଳ କରନ୍ତୁ
Jay Jagannath
💚 he Naveen tume dhanya 🌹🌹🌹 jay shree Jagannath 💚💛❤️ jay odisha 🙏
The great person Navven Patnaik ❤️ Love' you sir INDIA No-1 CM Navven Patnaik 🙏❤
Dharmendra Babu bahut vala nabin Babu ku sanmandeithibaru❤
Proud of you sir pranam
Jay Jagannath swami Bhaba tume ...sabu Tumari Leela Chakadoola
Nice to see that moment 😊👌🙏
ଈଏ ହେଊ ଛନ୍ତି ପ୍ରକୁତ ମାନ୍ୟବର ମୁଖ୍ଯ ମତ୍ର ଜାହାକୁ ଦେଖୀଲେ ଆମକୁ ଗୌରବ ଅନୁଭୁତ ହୁଏ ଜୟ ନବୀନବାବୁ ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣ କୁ ଭଲରେ ରଖନ୍ତୁ ଏତିକି ମୋର ବିନତି ଈତି ସନ୍ୟାସୀ ସ୍ବାଈଁ
Great culture of odisha
ନବୀନ ପଟ୍ଟନାୟକ ବିରୋଧୀ ଦଳର ନେତା ହୋଇ ମଧ୍ୟ ମଞ୍ଚ ନିକଟ କୁ ଗଲେ ଓ ମହାମହିମ ଓ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଲେ ।। ଏହା ଦେଖି ଖୁସି ଲାଗିଲା
ଏଵଂ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନ ପଟ୍ଟନାୟକ ଙ୍କୁ ପାଛୋଟି ନେଲେ ମଞ୍ଚ ଉପରକୁ ଏହା ଅତ୍ୟନ୍ତ ଖୁସି ର ମୂହୁର୍ତ୍ତ।।
Naveen Babu great
Jay Jagannath, Jay Naveen sir
You are great sir
BJP ra sanskar anyamane sikhantu
Bhuda bhaga khahiba lokathu Aau kana sikhiba
Great Naveen Sir❤ sabu camera ra focus Naveen babu nka upare. So great..
❤❤❤ dil khus hoi gala
Aama mankar cm Naveen Babu
Thanks dhamendra bjp good behaviour
ଧର୍ମେନ୍ଦ୍ର ବାବୁ ସମ୍ମାନ କେମିତି ଦିଆ ଯାଏ ଜାଣିଛନ୍ତି ମୋହନ ମାଝୀ ଜାଣିଥିଲେ ସିନା
ଜୟ ଜଗନ୍ନାଥ
👍👍👍👍👍
महान संत श्री nabin
Jay odisa ❤❤
❤❤❤❤❤❤❤❤❤❤❤❤ Jay jagannath Jay jagannath Jay jagannath 🙏🏻 he mahabahu Nabin sir nku saha huantu dayakarantu bhalare bhalare rakhantu ehi shree jagannath nka nikatare prathana karuchhi Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻❤
Jeu votar vota bele hana hani hoi male ama netankara taka pai kipari sahanbhuti dekhibaku baki rahila tebe jai netaka mahanata janapadib
Thanks dhamra tamaku aithu pranama
❤❤❤Dhanyabad Dharmendra ji uttam respect dele apana❤❤
ଜୟ ଜଗନ୍ନାଥ ❤❤❤❤
Dhamendra pradhan bjp govt.good behaviour thanks.joy jagannath
Jay Naveen
Hey pravu mo nabin babunku sada sukha Santi sanman ra sahit rakhithiba🙏
Apratidwandi neta. My favourite nabin.
this is respect
Thanks to Dharmedra Pradhan
Good darmandra babu
I really feel that "In bad times even Bhagwanang had to hold the donkey's foot" like this moments. Very heart touching ❤
Love u nabin sir❤😊
Ei bhali rajaniti dekhi satare bhala lagila 🎉
Without pandia sir look like a great odia personally.jay jaganath
You great nabin pattnaik
Jai naneen
Jay jagannath
Jay Jagannath.......🙏🙏🙏....yay Naveen sir 🙏❤️✨
Respected nabin sir
ଇଏ ତ ଓଡ଼ିଆ ଯେଉଁ ଠି ଗୁରୁ ଜନତାଙ୍କୁ ସମ୍ମାନ ଦିଆଯାଏ ଦେଖାଯାଏ
Nabin Sir the grate CM.
Shistachar makes one great .
Thanks to dharmendra sir nd great is Nabin x.cm
Sarba manya neta. Biswa guru.he biswa guru tume janapriya.
ଏଇ ହେଉଛି ଓଡ଼ିଆର ପରିଚୟ ଦେଖିଲେ ଲାଗୁଛି ଯେମିତି ସେ ଦେଶର ସର୍ବୋଚ୍ଚ ନାଗରିକ ନୁହେଁ ବଡ଼ ଦାଣ୍ଡରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମାଡାମ ଯେମିତିନବୀନ ପଟ୍ଟନାୟକଙ୍କୁ ନୁହେଁ ତାଙ୍କ ବଡ଼ ଭାଇଙ୍କୁ ନମସ୍କାର କରୁଛନ୍ତି ବା କି ସୁନ୍ଦର ଦୃଶ୍ୟ ରାଷ୍ଟ୍ରପତି ହେବ ତ ଏମିତି ଆଉ ଆଜି ଧର୍ମେନ୍ଦ୍ର ବାବୁ ଯେମିତି ନବୀନ ପଟ୍ଟନାୟକ ଙ୍କୁ ପାଛୋଟି ନେଲେ ଲାଗୁଛି ଯେମିତି ଗୋଟେ ବଡ଼ ଭାଇ ପାଇଁ ସାନ ଭାଇ ର ଉଚିତ ସନମାନ ଆଜି ହୃଦୟରୁ ମହାମହିମ (ରାଷ୍ଟ୍ରପତି, ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ) ଙ୍କୁ ଶହେ ସଲାମ
ଏ ତିନି ଜଣଙ୍କୁ ଦେଖିଲେ ଲାଗୁଛି ରଥା ରୁଢ଼ ଜଗନ୍ନାଥ ବଲଭଦ୍ର ସୁଭଦ୍ରା ମା ଯେମିତି ଏମାନେ ଠିକ ସେମିତି ବା କି ସୁନ୍ଦର ଦୃଶ୍ୟ ଓଡ଼ିଶାର ଗର୍ବ ଗୌରବ ଏମିତି ବଜାୟ ରହୁ ଏ ତିନି ଜଣଙ୍କୁ ତା ସହ ମଂଚାସୀନ ଅତିଥି ଓ ସାଢେ ଚାରିକୋଟି ଓଡ଼ିଆଙ୍କୁ ଜଗନ୍ନାଥ ସବୁବେଳେ ଆଶ୍ରିବାଦ ଦିଅନ୍ତୁ ଏମିତି ଓଡିଶା ବାସୀ ହସୁଥାନ୍ତୁ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
Nice video BJD Jay Jagannath BJD BJD BJD BJD BJD BJD BJD BJD BJD BJD BJD BJD BJD BJD BJD
Nabin sir..
Mediawala Leaders ko superstars bana det-te hein.
Navin babu Aam odisha, ra garba aou Gaurav.
ନିଟ୍ scam ରେ ଧର୍ମେନ୍ଦ୍ର ଫସିଛି ।ସେଥିପାଇଁ ଏ ସବୁ ଡ୍ରାମା ।ନବୀନ୍ ❤🙏❤ଶପଥ ଗ୍ରହଣ ଯୋଗ ଦେବା ଖବର ଦେଶ ସାରା ଜାଣିଲା ଓ ତାଙ୍କ ପ୍ରଶଂସା ହେଲା।ତେଣୁ ଧର୍ମେନ୍ଦ୍ର ବି ଭବିଲା ଏମିତି କଲେ ମୋର ଭାବମୂର୍ତ୍ତୀ ମଧ୍ୟ ଦେଶବାସୀ ଜାଣି ଭାବିବେ ନା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏତେ ସରଳ ସଭ୍ୟ ନିଟ୍ scam ସେ ଜଡିତ ହୋଇ ନଥିବେ ......
ବିଜେପି ପୁଣି ଭଦ୍ରୋଚିତ ବ୍ୟବହାର !!! ନିର୍ବାଚନ ପ୍ରଚାର ରେ କେତେ ବ୍ୟକ୍ତିଗତ ଆକ୍ଷେପ କରିଛି କେତେ ମିଛ କହିଛି ନବୀନଙ୍କ ସମ୍ବନ୍ଧରେ
ଏ ସବୁ ବି ବିଜେପିର ଏକ ପ୍ରହସନ👍👍👍
Respect ❤
Navin Pattnaik namra salinata dekha odisha basi dekha emiti kete neta achanti
Ebe bi ama pain Naveen sir CM
Odia jatisarbada navina nku shradha kare.kebala chari Jana mainly pandian jogu Navin nku haribaku padichhi.navin nku sanman dei dharmendra Babu odia nka mana kininele.jai jaganath.
Nua cm nkar ae kn odia asmita, Jay Jagannath 🙏🙏
Ex CM nka dekhasuna kariba Pai d Pradhan nku pm sir pathai 2:40 chhanti .
Good
❤Aaam nabin babu
Joinobin😂😂😂😂😂👍👍👍👍👍
Antarghati kapata mitram thai ebhali adara kariba mulyahina
Thanks to Dharmendar Sir for great gratitude 🙏
BJD sanskar sikha BJP thu.aama odisha jagannath odisha.odia asmita kemti dekha
Au mohana sir apana ede gajapati naa kn
Ama maku bhainku bhadrami Jana achhi.