Thanks Both Bapu Ojha and Journalist Debasis. Bapu Ojha is a Multifaceted Worker having B.Fine Arts,Good Literary Persons, Draman Film Director,Composer,Script Writer,Social Activist with Good Organiser with Kind Heart ❤️❤️, Even Also a Creative Development Journalist.Ge has so many talents..I Knew Him Last 15 Years.As he Called me DADA.. My Heartfelt Gratitude , Affections And Regards With Special Wishes to Bapu .❤❤ Dr.Asit Das. Vancouver, British Columbia, Canada
You are an incredible person with a truly remarkable soul, always dedicated to serving people and society from the grassroots level. Our best wishes and prayers are always with you.🙏🏿🙏🏿
Ai bhali byaktitwo nku aagaku aani thibaru dhanyabad bapu bhai nkara account no podcast re dei thile samaj sebare donate karibaku chahnu thiba loka donate kari parante
ଧନ୍ୟରେ ବାବୁ,ତୋର ସାହାଯ୍ୟ ସହଯୋଗ ରେ ରୋଗୀର୍ ରୋଗ
ଭଲ ହେଉ ଆଉ ଦୁଃଖୀର ଦୁଃଖ
ଲାଘବ ହେଉ |ଭଗବାନ ଙ୍କ ନିକଟରେ
ନିବେଦନ |ଭିକ୍ଷା ମାଗି ଯଦି ସାଧାରଣ
ଗରିବ ଖଟିଖିଆ,ରୋଗୀ ଓ ଦୁଃଖୀ
ଙ୍କର ସେବାରେ ଲଗାଇ ପାରୁଛୁ,
ଏହା କୌଣସି ଖରାପ କଥା ନୁହେଁ |
ସନ୍ଥ କବି ଭୀମଭୋଇଙ୍କ୍ ଭାଷାରେ-
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ, ମୋଜୀବନ
ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର
ହେଉ |ତୁମେ ଆଜି ଯେଉଁ ସୁକାର୍ଯ୍ୟ
କରି ଚାଲିଛୁ ସେଥିପାଇଁ କେବଳ ମୁଁ
ବା ତୁମର ପିତା ମାତା ପରିବାର
ଓ ସମସ୍ତ ଅଞ୍ଚଳ ଗର୍ବିତ |
Good job ଭାଇ 👍
Bro tuma katha suni luha asiala😊😊😊😊😊
Debashis Babu very nice meeting with a great Man .God bless Bapu Ojha for his dedicated service for CANCER PATIENTS .Thanks a lot❤❤❤
Real Social Worker Social Activist.Thanks Babu Ojha 🎉🎉🎉🎉🎉
Great my dear brother 🙏❤️
ସ୍ବାଭିମାନ ରେ ଭରା ଯାହା ଏ ଜୀବନ ,
ନଥିବ କେବେ କାହା ପାଇଁ କିଛି ଅଭିମାନ।
ସ୍ବ,ଅଭିମାନ...ନିଜ ପାଇଁ ଯେ ସ୍ବାଧୀନ,
କିମ୍ପା କରି ଅଭିମାନ ହେବା ପରାଧୀନ।।
ହୃଦୟ କୁ ଛୁଇଁ ଗଲା ପରି ଅଧ୍ଯାୟଟିଏ,
ଦେବା ଭ୍ରାତା ଙ୍କୁ ମା ବିରଜା ସାହା ଥାଏ।।
🙏🙏🙏🙏🙏🙏🚩🚩🚩🚩🚩
Thanks Both Bapu Ojha and Journalist Debasis.
Bapu Ojha is a Multifaceted Worker having B.Fine Arts,Good Literary Persons, Draman Film Director,Composer,Script Writer,Social Activist with Good Organiser with Kind Heart ❤️❤️, Even Also a Creative Development Journalist.Ge has so many talents..I Knew Him Last 15 Years.As he Called me DADA..
My Heartfelt Gratitude , Affections And Regards With Special Wishes to Bapu .❤❤
Dr.Asit Das. Vancouver, British Columbia, Canada
Bahut bhala lagila ebhali lokanku podcast re atithi karithibaru....samajaku bhala barta gala
Thank u brother God bless you...
ସେବା ହିଁ ପରମଧର୍ମ 🙏
ଆମ ମାନଙ୍କ ଆଦର୍ଶ ମୋ ବଡ଼ ଭାଇ ବାପୁଭାଇ 🙏🙏
You are an incredible person with a truly remarkable soul, always dedicated to serving people and society from the grassroots level. Our best wishes and prayers are always with you.🙏🏿🙏🏿
ଆମ ପ୍ରେରଣାର ଶ୍ରୋତ ଅନନ୍ୟ ବ୍ୟକ୍ତିତ୍ୱ ବାପୁ ଭାଇ ❤️❤️
Ai bhali byaktitwo nku aagaku aani thibaru dhanyabad bapu bhai nkara account no podcast re dei thile samaj sebare donate karibaku chahnu thiba loka donate kari parante
ଜୟ ଜଗନ୍ନାଥ 🙏🙏
❤❤i proud of with this man
great man of odisha🙏🏻
ସେବାକୁ ଓଲଟେଇଦେଲେ ବାସେ, ବଡ଼ ଭାଇ ବାପୁ ଓଝା ସେହି ସେବାର ବାସ୍ନା ରେ ଅଧିକାରୀ❤
ଧନ୍ୟ, ଧନ୍ୟ ତୁମର ଚିନ୍ତାଧାରା। ଦୀର୍ଘଜୀବି ହୁଅ ଏବଂ ଝଟକୁ ଥାଅ ........
ଦୁଃଖବନ୍ଧୁ ବିଶ୍ଵାଳ ବାବୁଙ୍କୁ ଥରେ ଆପଣକଂ ପ୍ରୋଗ୍ରାମ ରେ ଡାକନ୍ତୁ......
ଦେବାଶିଷ ଭାଇ.....
ଆପଣ ଯଦି ରିପ୍ଲେ ଦେବେ ତାଙ୍କର
ନମ୍ବର ମୋ ପାଖରେ ଅଛି ଦେବୀ....
ମୋତେ ନମ୍ବର ଆଜି ଦିଅନ୍ତୁ। ମୁଁ ତାଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଚି।
ବାପୁ ଭାଇ ପ୍ରଣାମ ଆପଣ ମହାନ୍ 🙏
ଜଣେ ସ୍ଵାଭିମାନୀ ମଣିଷ ହିଁ
ରହିଥାଏ ,,🙏
ବାପୁ ଭାଇ ❤Real hero ❤
god bless u bapu bhai
First time Giridhari Nayak meet me with Bapu Ojha. He is a nice person.
ବାପୁ ଓଝା ଜଣେ ପ୍ରକୃତ ମଣିଷ 👌👌👌
ଯାଜପୁର ର ଗର୍ବ ଓ ଗୌରବ
କୋଟିଏ ରେ ଗୋଟିଏ ମୋ ଭାଇ 🙏🥰
Very good interview with the media person and philanthropic act
Real Youth Inspiration Bapu Bhai
ସମାଜ ସେବା କଲେ ସାମାଜିକ ସ୍ବୀକୃତି ମିଳିବା ଉଚିତ୍ , ସରକାରୀ ସ୍ତରୀୟ ହେଇପାରେ ମଧ୍ୟ
ବନ୍ଦେ ଉତ୍କଳ ଜନନୀ
Real Hero
Bhai apna nku koti koti namskar.....
ବାପୁ ଭାଇ ଭଗବାନ ସଦୃଶ
Thank you brother i love you 🙏🙏🙏🙏🙏 ❤❤❤
You are great bro.
ନିଆରା ମଣିଷ ବାପୁ ଭାଇ, ଯିଏ ମିଶିଛି ସେ ଜାଣିଛି
ମୋ ଭାଇ ଜଗତ ଜିତା 🙏🙏❤️
Noble work taken up
Bapu ku chinhina samaja pain gote bojhha
💐💐💐💐
ମୋ ବଡ଼ ଭାଇ🫶♥️🫶
ବାପୁ ବାବୁଙ୍କୁ ନମସ୍କାର । ଅଭିନନ୍ଦନ ଜଣାଉଛି ଏଥି ପାଇଁ ଯେ ଏପରି ଲୋକ ଆମ ଭିତରେ ବି ଅଛନ୍ତି ,ସମାଜ ସେବା କୁ ଜୀବନରେ ବ୍ରତ କରିଛନ୍ତି।ବାପୁ ବାବୁଙ୍କୁ ଅନୁରୋଧ କରୁଛି ଏହି ଫୋନରେ ତାଙ୍କର ଫୋନ୍ ନମ୍ବର ଫୋନ୍ ଦେଲେ ପଦେ କଥା ହେଇପାରନ୍ତି।ଦେବାଶିଷ ବାବୁ ଚମତ୍କାର ପ୍ରଶ୍ନ ଛଳରେ କଥା ଆଦାୟ କରିବା ଦେଖି ତାଙ୍କୁ ଅଭିନନ୍ଦନ ଜଣାଉଛି❤
Bhagwan bapi babunku ashirwad karantu se ahuri drudha au saktiban huantu , bhagwan tanku dirghayu karantu
Thankyou
❤❤Jay jagannath❤❤
Bapu bhai great 🎉
Debasis sir v niceee
Sir nku ❤❤❤🙏
Maa tarini Bastralaya pakhare basila bele mu sabu bele dekhe tanku pura santa sarala dekhiba pai
❤bapu no1
Nice personality
Real hero
Great🙏
Nice
Bhai apana nku bhagwan Mangal karuntu3
Jay Jagannath
ମୁଁ ବାପୁ ଭାଇ ସହିତ ଯେତିକି ସମୟ ମିଶିଛି ମୁଁ ଅନୁଭବ କରିଛି ବାପୁ ଭାଇ ଗୋଟେ ଖୋଲା କଥା କହୁଥିବା ପିଲା ସେଥିପାଇଁ ସେ ସବୁବେଳେ ଦୁଃଖ କୁ ନିଜଭିତରେ ଚାପିକି ରଖିଦିଏ
🙏🙏
Good❤
Bhai 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay sriram Jay jagannath Jay Odia 🙏🙏🙏🙏🙏🙏🙏
Bhai.. 🙏🙏🙏🙏
Akhire luha asigala.
great
ହେଡିଂ କାନକୁ ଅବାଗିଆ ସୁଭିଲେ ମଧ୍ୟ ବାପୁ ବଟି ମାଗିବା ଭଲକାମ , ମାଡ଼ି ଚାଲ ଭାଇ
Bapu bhai tame gote Hebby talent hele karma kudhia
BAPU OJHA❤❤❤
🫶♥️🫶
Jay Bjp party
Jay Mohan Bhai Sarkar Jay Modi ji 🙏🙏🙏🙏🙏🙏🙏
Jou Mane aku samaja sebi bhabucha sorry e samaja pain gote kalanka
Mu gote bhukta bhugi
hi broo, your video very good, but video edit very low level, need you video editer contact me
Share your contact number
Bro your comment is very good but your English is very bad, if you want to growth then contact me 😂
ନାହିଁ ମତେ ଲାଗୁନି କି ଭିଡିଓ ଏଡିଟରେ କିଛି କମି ରହିଛି l ହଁ ଆପଣ ଆଉ କିଛି ଆଡ କରିପାରିବେ କିନ୍ତୁ ତାହା ଅମର ଦରକାର ନାହିଁ l ଦରକାର ପଡ଼ିଲେ ନିଶ୍ଚୟ ଜଣାଇବୁ ଭାଇ l
🙏🙏🙏🙏