ବେଦିର ବାପା ବୋଉ ବୋହୁକୁ ଦେଲେ Gold || ଛୋଟୁ ଭାଇ କାହିଁକି କାନ୍ଦିଲା😭😭

Поделиться
HTML-код
  • Опубликовано: 10 сен 2024

Комментарии • 1,8 тыс.

  • @rasmitadas4452
    @rasmitadas4452 6 месяцев назад +431

    ଛୋଟୁ ଭାଇ ଜଣେ ହୃଦୟ ଖୋଲା ମଣିଷ ଟିଏ ନା ଅଛି ମନରେ ପାଇବାର ଇଛା ନା କୌଣସି ଆଶା କେବଳ ବାପା ମା ଭାଇ ଭାଉଜ ସ୍ନେହ ଦରକାର ତାଙ୍କର. 💐🙏💐

  • @user-xg2yk7hq6z
    @user-xg2yk7hq6z 6 месяцев назад +71

    ତୁମ ଦୁଇ ଭାଇ ଙ୍କ ଏତେ ଭଲ ପାଇବା ଦେଖି ଆଖିରୁ ଲୁହ ଆସିଗଲା। ଭଗବାନ୍ କରନ୍ତୁ ସବୁବେଳେ ଖୁସିରେ ରୁହ।❤❤❤❤😊😊😊😊😊

  • @abinashchandrarath3045
    @abinashchandrarath3045 6 месяцев назад +40

    ଛୋଟୁ ଭାଇ ର immotional seen ମତେ କନ୍ଦେଇଦେଲା ପରେ ହସ ହସେଇଦେଲା,,
    ଦେଖିବି ବୋଲି ଏଇଟା କୁ କାଲି ଠୁଁ ଆଗ ଧର୍ଯ୍ୟ ଧରି ପାର୍ଟ ପାର୍ଟ କରି ଦେଖିଲି ❤️

  • @soumenmandal3417
    @soumenmandal3417 6 месяцев назад +86

    ଛୋଟୁ ଭାଈ ଗୋଟେ ଖୋଲା ହୃଦୟ ର ମଣିଷ ଟିଏ । ନହେଲେ ଏଭଳି ମୂଲ୍ୟବାନ ଜିନିଷ ଟିଏ ମାଗିବା ର ଚିନ୍ତାଧାରା ବି କାହାରି ମନକୁ ଆସିବ ନାହିଁ । ଛୋଟ ବେଳେ ଦୁଇ ଭାଈ କେତେ ଆଦର ସ୍ନେହ ରେ ବଡ ହୁଅନ୍ତି । ଥାଏ ଅନେକ ଭଲ ପାଇବା । ମାତ୍ର ଦୁଇ ଭାଇ ର ବିଭାଘର ପରେ ବୋହୂ ମାନେ ଆସିଲା ପରେ ପରିସ୍ଥିତି କିଛି ଟା ବଦଳିଯାଏ । ଦୁଇ ଭାଇ ଙ୍କ ମଧ୍ୟରେ ତର୍କ ବିତର୍କ ହେବା ଏକ ସାଧାରଣ କଥା । ଆଗରୁ ଅନେକ ଝଗଡ଼ା ବା ମୁହଁ ଫୁଲେଇ ବା ଅତି କ୍ଷଣିକ ସମୟ ପାଇଁ । ମାତ୍ର ବୋହୂ ମାନେ ଆସିଲା ପରେ ସେହି ଛୋଟ କଥାକୁ ବଡ କରି କହିବା ଦ୍ଵାରା ପରିବାର ରେ ଫାଟ ସୃଷ୍ଟି ହୁଏ । ଭାଈ ମାନଙ୍କ ମଧ୍ୟରେ ଭୁଲ ବୁଝାମଣା ହେଲେ , ଭାଊଜ ମାନେ ତାର ସମାଧାନ କରିବା କଥା । ଏହା ବୋହୂ ମାନଙ୍କ ର କର୍ତ୍ତବ୍ୟ ଓ ଦାୟିତ୍ଵ ମଧ୍ୟ । ସାନ ଦିଅର ନିଜ ପୁଅ ସହିତ ସମାନ । ତେଣୁ ତାକୁ ସବୁବେଳେ ଏକ ମା ର ଭଲ ପାଇବା ଦେବା ଏକ ବଡ଼ ଭାଉଜ ର କର୍ତ୍ତବ୍ୟ । ଛଟୁ ଭାଈ ନିଶ୍ଚିତ ଭିତରୁ ବହୁତ୍ ଭାବିଛି । ହୃଦୟ ର ବେଦନା ଆଜି ଆଖି ର ଲୁହ ହୋଇ ବୋହିଗଲା ଚିର କାଳ ପାଇଁ । ଭଗବାନ ନିହାତି ତୋମୋ ଦୁଇ ଭାଇଙ୍କୁ ଏକ କରି ରଖିବେ ରାମ ଲକ୍ଷ୍ମଣ ଙ୍କ ପରି ।

    • @alivb15__3
      @alivb15__3 6 месяцев назад +1

      26:14 😢😢

    • @tapasjena5840
      @tapasjena5840 6 месяцев назад

      😭

    • @sujitmahanand624
      @sujitmahanand624 6 месяцев назад +2

      ତୁମେ କଥା ଟା ହୃଦୟ କୁ touch lala bhai

    • @soumenmandal3417
      @soumenmandal3417 6 месяцев назад +1

      @@sujitmahanand624 dhanyawad bhai

  • @tapaskumarbatatapas2542
    @tapaskumarbatatapas2542 6 месяцев назад +165

    ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଦୁଇ ଭାଇ ଏମିତି ଖୁସିରେ ସବୁଦିନ ରୁହନ୍ତୁ

  • @parthasarathibaral8255
    @parthasarathibaral8255 6 месяцев назад +7

    ଛୋଟୁ ଆଜି ଜୀବନର ସତ କଥା ସମସ୍ତଙ୍କୁ ଜଣେଇଦେଲା, ଆଜି ଦୁନିଆରେ ବାହାଘର ପରେ ପ୍ରାୟ ପ୍ରତ୍ୟେକ ପରିବାର ଭାଙ୍ଗି ଯାଉଛି ସେଥିପାଇଁ ପାଇଁ ତାଙ୍କୁ କିଛି ଏହିପରି ମନରେ ଭାବନା ଆସିଥିବ ବୋଲି ସେ ପ୍ରକାଶ କରିଦେଲେ ଭଲ କଥା, ଆମ ସମସ୍ତ ଙ୍କର ଅନୁରୋଧ ତାଙ୍କ ଭାଇ କି ଭାଉଜ ତାଙ୍କୁ ପୁଅ ଭଳି ରଖିବେ.. ଜୟ ଜଗନ୍ନାଥ 🙏🙏

  • @ShantiRathshenlis
    @ShantiRathshenlis 6 месяцев назад +45

    Chotu is a gentleman this guy brought tears into my eyes...a person who deserve every happiness ❤❤😊😊 God bless u

  • @prashantasethi6355
    @prashantasethi6355 6 месяцев назад +10

    Chotu bhai really a wonderful person with clear heart. Plz don't separate him at any cost in life. Always smile both of you.

  • @dipunmama9616
    @dipunmama9616 6 месяцев назад +82

    ସତରେ ଭାଇ ଭାଇ ହବତ ଏମିତି ଭାଇ ଆପଣଙ୍କର ଭିଡିଓ ଦେଖିଲେ ବହୁତ ଖୁସି ଲାଗେ ଜୟ ଜଗନ୍ନାଥ ଭାଇ 🙏❤

  • @madhusmitaswain6015
    @madhusmitaswain6015 6 месяцев назад +7

    Satare chotu nka katha suni aakhire luha aasi gala.Bhagaban karantu tuma paribara amiti hasa khusi re sabu bele rahu.Again wishing u both a very Happy Married Life #sripita❤️❤️❤️❤️❤️

  • @jyoshnamayeebisoi1667
    @jyoshnamayeebisoi1667 6 месяцев назад +181

    Chhotu bhai kandila bele mo akhire bi luha asigala bhai...kebe tanku alaga karibani ....sabubele khusire ruha❤

    • @sabitapasupalak7836
      @sabitapasupalak7836 6 месяцев назад +2

      Congratulations both of you 💐💐chhotu bhai kandila bele mo akhire bi luha asigala ebe janete 2 Bhai misiki rahucha Samit Sara jeevan saathi hai Rahiba💐💐

  • @Bijayalaxmi.-_
    @Bijayalaxmi.-_ 28 дней назад +2

    ହୃଦୟରୁ ବହୁତ୍ ସାରା ଭଲ ପାଇବା ତୁମ ପରିବାର କୁ ଭଗବାନ୍ ଙ୍କ ଆଶୀର୍ବାଦ ରୁ ସବୁ ବେଳେ ସାଥୀ ହୋଇ ରୁହ।।। ଭାଇ ଭଉଣୀ ଙ୍କ ଭିତରେ ସ୍ନେହ ମମତା emty ରହି ଥାଉ।।।

  • @pravatibehera2767
    @pravatibehera2767 6 месяцев назад +51

    ସତରେ ବହୁତ୍ ସୁନ୍ଦର ପରିବାର, କାହାର ନଜର ନ ଲାଗୁ, ତୁମ ଘର କୁ ଯିବାକୁ ଇଚ୍ଛା ହେଉଛି, ମାଆ ତାରିଣୀ ତୁମକୁ ବହୁତ୍ ଭଲରେ ରଖନ୍ତୁ, ସମସ୍ତଙ୍କୁ ମୋର ବହୁତ୍ ବହୁତ୍ ଭଲପାଇବା 🥰🥰🥰🥰🥰🥰

  • @subratkumar4247
    @subratkumar4247 6 месяцев назад +9

    Sabubele amite khusi re ruha .chotu bhai Katha pade kahichanti . super duper.

  • @Sanjukta_dash2266
    @Sanjukta_dash2266 6 месяцев назад +256

    ବହୁତ୍ ହି ଖୁସି ଲାଗେ ତୁମ ଦୁଇ ଭାଇ ଙ୍କୁ ଏକାଠି ଦେଖିଲେ ❤ ବସ୍ ଭାଇ ସବୁ ବେଳେ ସବୁ ସମୟରେ ଛୋଟୁ ଭାଇ ର ସାଥିରେ ଥିବ 😢

    • @biswajitparida3370
      @biswajitparida3370 6 месяцев назад +5

      ଛୋଟୁ ଭାଇ ଏଇ ଯୁଗ ର Laxman ❤🙏bhai ଭାଉଜ କେବେ ତାଙ୍କୁ ଏକା କରିବନି

    • @ravigiri5036
      @ravigiri5036 6 месяцев назад

      Kahi bi akti raheba nahi sabu Aloga habay go tuma dekho

    • @ranjitkumardash623
      @ranjitkumardash623 6 месяцев назад +1

      ଆପଣ କଥା ଠିକ'

    • @ravigiri5036
      @ravigiri5036 6 месяцев назад

      Bhai mane bhlo hela marriage hela pore nejo seter hela karp

    • @ravigiri5036
      @ravigiri5036 6 месяцев назад

      Steri Aloga Kare 2 bhai ku ...samosta..

  • @Arjuuncharan
    @Arjuuncharan 5 месяцев назад +5

    No words for chotu such a character like laxman
    love u to all❤

  • @sasmitadas-so5kz
    @sasmitadas-so5kz 6 месяцев назад +50

    ଭାଇର କାଦ ଦେଖି ଆମ ଆଖିରେ ଲୁହ ଆସିଗଲା the beautiful video❤❤❤❤❤❤

  • @lopamudra_life_style
    @lopamudra_life_style 6 месяцев назад +6

    Chhotu bhai ka Kanda dekhiki mo akhire bi luha asigala 2 bhai kebe alaga habani sabu bele khusi re ruha 2 bhai happy family ❤

  • @Tanushree-be1zs
    @Tanushree-be1zs 6 месяцев назад +89

    Seriously Bhai mun bi emotional heigali🥺 chotu Bhai bahut bhala di Bhai nka bond 1 number

  • @mugulihansda9952
    @mugulihansda9952 6 месяцев назад +5

    26:25 heart warming moment 😢..such a pure bond❤.... lots of love from Mayurbhanja..

  • @binayamuduli
    @binayamuduli 6 месяцев назад +284

    ଛୋଟୁ ଭାଇ ଙ୍କର ବେଦୀ ଉପରେ କହିଥିବା କଥା ଆଖିରେ ଲୁହ ଆଣିଦେଲା.... ଶ୍ରୀଧର ଭାଇ ଏବଂ ଅର୍ପିତା ଭାଉଜ ଙ୍କୁ ଅନୁରୋଧ ଛୋଟୁ ଭାଇଙ୍କୁ ନିଜର ପୁଅ ପରି ଭଲ ପାଇବ.... ଜୀବନରେ ଯେତେ ଝଡ ଆସୁ ପଛେ ଏକାଠି ରହିବ.... ଜୟ ଜଗନ୍ନାଥ 🙏

  • @armyboymithun8287
    @armyboymithun8287 6 месяцев назад +10

    ଜୟ ଜଗନ୍ନାଥ 🙏jay hind 🇮🇳🇮🇳 ମୁ ଜଣେ indian army ରେ ଯବାନ 🇮🇳,, ଯଦି ମୋ msg dekhuthiba chotu ଯାହା ବି କହିଛି, କି ତା ଆଖିରୁ ଲୁହ ବାହାରିଛି ସେ ସତ କହିଛି ବାହାଗର ପରେ ସବୁ ବଦଳିଯାନ୍ତି,, ଛୋଟୁ କୁ ମୁ ନୁହେଁ ଆମେ ଯେତିକି ଓଡିଆ ପିଲା ଅଛୁ army re chotu କୁ ସଲାମ 🌹

    • @mohanrrrr2933
      @mohanrrrr2933 19 часов назад

      Salute to you sir....
      ଆପଣ ହଉଛନ୍ତି ଅସଲି hero ଆମ ଦେଶର....
      ଆପଣଙ୍କ ପାଇଁ ଆମେ ସମସ୍ତ ଭାରତୀୟ ଶାନ୍ତିରେ ବଞ୍ଚିପାରୁଚୁ ଆଉ ସୁରକ୍ଷିତ ଅଛୁ....
      ଆପଣଙ୍କୁ ପ୍ରଣାମ sir...
      ଭଗବାନ ଆପଣଙ୍କୁ ସୁରକ୍ଷିତ ରଖନ୍ତୁ....
      Jay jawan,Jay hind sir....
      ଯଦି କଥାରେ କିଛି ତ୍ରୁଟି ଥାଏ ସାନଭାଇ ହିସାବରେ ଭାବିକି କ୍ଷମା କରିଦେବେ...

  • @odianihatarandhaCN
    @odianihatarandhaCN 6 месяцев назад +204

    ଛୋଟୁ ଭାଇ କାନ୍ଦନ୍ତି ତୁମ ଭାଉଜ ବହୁତ୍ ଭଲ ଜଣା ପଡ଼ୁଛନ୍ତି କାରଣ ତୁମେ ଯେତେବେଳ କହିଲ ସେ କାନ୍ଦି ପକେଇଲେ ❤ ଭାଉଜ ଙ୍କୁ ଟିକେ ସେହ୍ନ ଆଦର ଭଲ ପାଇବା ଦେବ ଦେଖିବ ସେ ତୁମକୁ ପୁଅ ଭଳି ସାରାଜୀବନ ରଖିବେ.

  • @LaxmidharDalai-jo5xv
    @LaxmidharDalai-jo5xv 5 месяцев назад +5

    ଛୋଟୁ ଭାଇ ଙ୍କ ଦେଖି ବହୁତ କଷ୍ଟ ଲାଗିଲା

  • @asmindahada141
    @asmindahada141 6 месяцев назад +84

    ଆଖିରୁ ଲୁହ ଆସିଲା ଭାରି ଛୋଟୁ ଭାଇ କଥା ଶୁଣି ❤❤❤

  • @sasmitamishra7110
    @sasmitamishra7110 6 месяцев назад +3

    ସବୁ ଖୁସି ଭିତରେ, ଚୋଠୁ ଭାଈ ଙ୍କ ବେଦୀ କଥା ହୃଦୟ କରୁଣା ସତ୍ୟତା । ଶ୍ରୀଧର ଭାଈ ଓ ଭାଉଜ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

  • @Pkm373
    @Pkm373 6 месяцев назад +115

    I got emotional and tears from starting of the video because of Chhotu Bhai ❤ 😢😢😢😢😢

  • @jagannathpradhan4933
    @jagannathpradhan4933 6 месяцев назад +4

    Bhai pura family ra aemiti bonding sabu bele tahu...........sabu bele Mataji nka ashirvad tuma family upare thau.....DHAN NIRANKAR JI 🙏

  • @user-vy7ex3tk6k
    @user-vy7ex3tk6k 6 месяцев назад +42

    Chhotu bhai nka katha suni ankhi re pani jhari gala 😢😢 sridhar bhai aau bhauja samaste sabu bele khusi re ruha ❤❤❤❤❤

  • @nirmaldashommmaalakshminam8949
    @nirmaldashommmaalakshminam8949 6 месяцев назад +15

    Emitika... Bhaii bhaii ra bonding kouthii b... Dekhinii satare video dekhikii akhire luha asigala.... Really heart touching... Thila

  • @SRP05J82
    @SRP05J82 6 месяцев назад +16

    Shridhar is very caring. He is and will be backbone of the family. Love from Bangalore

  • @dishukrishu
    @dishukrishu 6 месяцев назад +3

    Aaji kali antheiki juhar haba jhia guda bhuli galeni...bahut bhala..this is real tradition of odia sanskruti...keep it up

  • @IndiraDas-pz9dr
    @IndiraDas-pz9dr 6 месяцев назад +657

    ଛୋଟୁ ଭାଇ କୁ ନିଜର ପୁଅ ପରି ଭାବିବ ଶ୍ରୀଧର ଦୁଇ ଭାଇଙ୍କ ଭଲପାଇବା ଏମିତି ରହୁ।

    • @Rashmiicon
      @Rashmiicon 6 месяцев назад +5

      🙏

    • @AmitKumar-cool
      @AmitKumar-cool 6 месяцев назад +6

      Wait kara time ku kn hauchi

    • @lipsitadas5259
      @lipsitadas5259 6 месяцев назад +7

      Kn wait karibe kichi v habani......bhai mane thk rahile hela

    • @ddd21269
      @ddd21269 6 месяцев назад

      immi anda pech pech immi anda achari kala 😂😂😂

    • @rameshdetcic9114
      @rameshdetcic9114 6 месяцев назад +2

      ଏଥର ଖେଳ ଆରମ୍ଭ ହେବ😂😂

  • @priyankapriyadarsini732
    @priyankapriyadarsini732 6 месяцев назад +6

    Ei kalijuhare rama aau laxmannku dekhila pari lagila vai bahut khusi lagila 😊😊😊😊😊😊 emiti sabubele ruha

  • @pramodrout1980
    @pramodrout1980 6 месяцев назад +14

    Really ଭାଇ ମୋ ଜୀବନରେ ଆଜି ପ୍ରଥମ ଥର ଭିଡିଓ ଦେଖିକି କାନ୍ଦି ପକାଇଲି । ତୁମ ଭାଇ ଭାଇ ଭଲ ପାଇବା ଦେଖିକି ।

  • @b.kishoresahoo6343
    @b.kishoresahoo6343 6 месяцев назад +5

    ଭାଇ ଭାଇ ର ସମ୍ପର୍କ ଏମିତି ହେବା ଦରକାର 🙏🙏

  • @krishnachaitanya7329
    @krishnachaitanya7329 6 месяцев назад +84

    Chotu r hart touching kathha. Akhaire luha asigala

  • @pragyanparamitamohapatra1472
    @pragyanparamitamohapatra1472 6 месяцев назад +2

    Best family.... Actually I must say perfect upbringing of mausa mausi.... Background re bada dei b kandi dele... Actually dara lage nua bohu te asile bhai bhai relationship au bapa pua maa pua relationship re difference asijiba ki... But bhauja nka akhi re b luha dekhi janiheigala j bhauja b amara hira khande... Btw I'm from Rourkela... Tme mane jebe b rourkela katha mention kara bht proud feel hue..

  • @laxmankumardas2062
    @laxmankumardas2062 6 месяцев назад +19

    ଶ୍ରୀଧର ଭାଇ ତୁମେ ଆଉ ଛୋଟୁ ଭାଇ ସବୁ ବେଳେ ଏମିତି ରୁହ❤❤❤❤❤

  • @bhabanimandal2202
    @bhabanimandal2202 6 месяцев назад +1

    Emiti bhaiku kebe dukha deba nai dui bhai bhauja khusire ruha Jay Jagannath god bless you

  • @JagaBehera-sh2sq
    @JagaBehera-sh2sq 6 месяцев назад +48

    ଛୋଟୁ ଭାଇ କୁ ନିଜର ପୁଅ ପରି ଭାବିବ ଶ୍ରୀଧର ଦୁଇ ଭାଇ ଙ୍କ ଭଲପାଇବା ଏମିତି ରହୁ ❤❤❤❤

  • @pranaya_ranjan4720
    @pranaya_ranjan4720 6 месяцев назад +1

    Satare Bhai , Manoj ra sei kei pada hrudaya ra katha bedi upare mo akhi ku kichhi samaya paain emotional kari dela.... Tuma family ra aei bonding amiti sabu dina thau...
    Luv u both Brother ....
    Stay Blessed Always....

  • @divyapati3291
    @divyapati3291 6 месяцев назад +19

    Chotu vaai bahut simple and pure heart.Se valia chua ku chadibani.mu vdo chotu vaai pain dekhe❤

  • @saan143
    @saan143 5 месяцев назад +1

    Hare Krishna..bahoot emotional aau aakhiru luha aasigala Tama bhai nka sneha bhala paida dekhi...samastanku ahi vdo ru bahoot kichhi sikhibaku miliba... motivate, positive vibes and lot of love ra example ate ahi family ....Jaya jagannath..

  • @jagdishmohanty6576
    @jagdishmohanty6576 6 месяцев назад +11

    I got emotional and tears from starting of the video. Because of chhotu bhai. Chottu bhai you are great bhai. Love bhai and Bhauja and God bless you to all family members. ❤❤

  • @Sanjibasamal4449
    @Sanjibasamal4449 6 месяцев назад +1

    Chotu Bhai realy great person & open heartly,,,,,,

  • @subhashreeswain6442
    @subhashreeswain6442 6 месяцев назад +6

    Dekhik akhiruu luhaa asijauchii 😢😢
    Satre apnka family hi smtii affectionate that's y tears automatically coming

  • @chittanbehera8700
    @chittanbehera8700 6 месяцев назад +1

    This bonding between two brothers must be forever and Chhotu bhai is best

  • @arman14377
    @arman14377 6 месяцев назад +7

    Sotore chotu bhai bohut kind hearted person
    Sobu dino amit deuro bhai
    bhaujo khusi re ruho 🙌🤗
    Chotu bhai kondeidele 😢😢😢😢

  • @rajeshmangaraj330
    @rajeshmangaraj330 5 месяцев назад +1

    Chotu vai sridhar vai dejankar amiti vall paiba rahu .jagarnatha sabu beyley khusyre rakhantu.mu ea video deykhiki kandhi pakeyli

  • @Pradhangharajhio19
    @Pradhangharajhio19 6 месяцев назад +7

    Seriously aaji paryanta mnu kaha vlog dekhi kandi nathili kintu chhatu bhai kanda dekhi aakhiru luha aasigala..sabubele khushire ruha. Happy marriage life both of you

  • @rashmitasamal6810
    @rashmitasamal6810 6 месяцев назад +2

    Chotu bhai Kanda dekhi aakhire luha aasigala love uuuu your family

  • @siprasundaray1450
    @siprasundaray1450 6 месяцев назад +18

    Chhoti nka Kanda dekhiki mu b emotional hoigali.realy dui Bhai nka bonda super se upar

  • @kumarsantosh7009
    @kumarsantosh7009 6 месяцев назад +1

    Chhotu bhai ra katha suni akhi ru luha asigala ...jibana re sabubele ekathi ruha khusi re ruha...

  • @Ajay-sonu-saishivangi
    @Ajay-sonu-saishivangi 6 месяцев назад +9

    ସତରେ ଭାଇ ଆଖିରୁ ଲୁହ ଆସିଗଲା ଛୋଟୁ ଭାଇ କୁ କେବେହେଲେ ବି ଦୁରେଇବନି 🙏🙏 ୟେ ବ୍ଲଗ ରେ ବହୁତ କିଛି ଶିଖିବାକୁ ମିଳିଲା ଭାଇ ଭାଇର ଅତୁଟ ସମ୍ପର୍କ କାହାର ନଜର ନଲାଗୁ ଏତିକି ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାଥନା 🙏🙏🙏

  • @sunayansahani3576
    @sunayansahani3576 5 месяцев назад +1

    Seeing manoj emotional is very rare. Manoj is always a beautiful soul n humble human. Takcare younger brother

  • @Unknowndunia856
    @Unknowndunia856 6 месяцев назад +9

    Love you chhotu bhai tama dui bhai ra bonding pura alaga prakar❤️❤️❤️

  • @tulasirout3358
    @tulasirout3358 6 месяцев назад +1

    Tume bhai bhouni jemiti ame bhai bhouni seminti tumaku dekhi mate bahuta kanda madila very nice

  • @gayatrikumaribehera6593
    @gayatrikumaribehera6593 6 месяцев назад +20

    Really very strong bond ❤ Bhai Bhai bhitare 🥺 chotu Bhai bhaut bhala bhai emiti Bhai samstanku millu

  • @rohitkumar-rm7ev
    @rohitkumar-rm7ev 6 месяцев назад +1

    Thik kahicha chotu bhai sridhar bhai kabe bi emiti karibani jaha heijau bhai ku kabe alaga karibani dui bhai sabubale emiti khusi re rahiba 🙏🙏🙏

  • @sibanibisoyi1330
    @sibanibisoyi1330 6 месяцев назад +7

    Bht Lucky Arpita..... bhagya amiti family ate sabu jewellery milila ❤... God bless

  • @snehaashadeep
    @snehaashadeep 6 месяцев назад +2

    I hope their bonding will strong.Both brothers are excellent.Stay blessed.I cried also after watching thi video. So nice. I am from Jajpur

  • @Jay-ho1234
    @Jay-ho1234 6 месяцев назад +16

    Bhagawan karantu jiban sara amiti bapa maa nku neyi 2 bhai ekathi ruha. Jay Jagannath. God bls ur family

  • @debasishpattnaik5166
    @debasishpattnaik5166 6 месяцев назад +1

    Satare chotu Bhai ta kathare kandeidela..Dui Bhai sabu bele khusire thaaa

  • @kishandas794
    @kishandas794 6 месяцев назад +12

    ତମ କାନ୍ଦିବା ଦେଖିକି ମୋତେ ବୋହୁତ କାନ୍ଦ ଲାଗିଲା 😢

  • @jagnaseniswain3736
    @jagnaseniswain3736 6 месяцев назад +1

    Satarr sridhar bhai sabubele. Chhotu bhai ku sangare rakhiba 😊😊😊 love you sridhar bhai chhotu bhai didi aau maa bapa 😊😊😊😊❤

  • @styleshsinu56
    @styleshsinu56 6 месяцев назад +12

    Starting ru chotu Bhai ra Kanda dekhiki satare mo akhi re be Kanda ଆସିଗଲା ଏମିତି ସବୁ ଦିନ ସାଙ୍ଗରେ ରୁହ ଭାଇ chotu Bhai is the best brother for you bro ❤❤

  • @bhagyalaxmidalai4718
    @bhagyalaxmidalai4718 5 месяцев назад +1

    Tuma due bhai nkra bhala paiba bahat khusi lagila good relationship 👍 👌 God bless you 🙏 ❤🎉

  • @pratikshyaprusty7700
    @pratikshyaprusty7700 6 месяцев назад +6

    Aji ra video the best among the all...... 2 brothers nkara ete bhala bonding aji kali kauthi b dekhibaku miluni...... Bhagawaan karantu sabuble emt apananka family rahu

  • @gitanjalijena3299
    @gitanjalijena3299 6 месяцев назад +1

    Chhotu bhai ku kebe bi alaga Kariba nahin tanka ra kichhi paibara ichha nahi tk sneha darkar tanku etiki mora anurodha...tuma 2 bhauni bahut bhala hasa Khushi snehi bhauni mate bahut bhala Lage 2 jhia nku..... Love 💕 U Piku.....❤❤❤❤❤❤❤

  • @swoyamsubhankarnayak719
    @swoyamsubhankarnayak719 6 месяцев назад +8

    Tuma 2 Bhai nku kahara najar na lagu God bless both of you 🎉❤

  • @basantisethi7567
    @basantisethi7567 5 месяцев назад +1

    Pilatira ( chhuti)hrudayakhula taku topatare bandhirakhibula jhua 🎉 blessed to

  • @anitapradhan8267
    @anitapradhan8267 6 месяцев назад +6

    Tame amiti sabubele khusire ruha bhai&all family❤❤your family bonding very sweet😘😘👌👌

  • @sasankaransingh4566
    @sasankaransingh4566 6 месяцев назад +1

    Satare, Bhagaban nka asripada, tuma manka pakhare sada srabada Rahu , Jay Jagannath

  • @monalishadeo5708
    @monalishadeo5708 6 месяцев назад +8

    Bhai bhai ka ete bhala bonding ebe bahut kam dekhiba ku mile.. But seriously you people are example of brother's bonding like anything. Arpita is also a darling dear definitely she will take care of everyone and move in life.. All the best Sripita.. Lots of love ❤

  • @user-fc9br2zf9x
    @user-fc9br2zf9x 5 месяцев назад +1

    Dui bhainka bhala paiba bahut sundar satare sridhar bhai chotu nku kebe tm pakharu alaga karibani bhagaban tm parivar ku sabubele khushi re rakhantu

  • @jayasreegarnayak6137
    @jayasreegarnayak6137 6 месяцев назад +12

    Chotu Bhai nku dekhi bahut Kanda lagila .... Prabhu jaganath apana nka pari bar ku sabubele sukha Shanti re rakha ntu

  • @SunilKumar-df1gb
    @SunilKumar-df1gb 6 месяцев назад +1

    Satare Sridhar Bhai DUI Bhai ssbubele ekathi rahiba ❤❤ Jay Jagannath 🙌♥️

  • @manojpatnaik877
    @manojpatnaik877 6 месяцев назад +11

    Rama laxman voli di vai sabubele amiti khusire ruho

  • @bhubaneswarvlogger8533
    @bhubaneswarvlogger8533 2 месяца назад

    Satare chhotu bhai video dekhiki akhire luha ashigala seriously 🙏🏻🙏🏻🙏🏻🙏🏻🙏🏻🙏🏻 big fan brother 🙌🏻🙌🏻🙌🏻🙌🏻🙌🏻

  • @manasgiri1917
    @manasgiri1917 6 месяцев назад +5

    Really chotu Bhai ra kandiba scene ku mu 5 thara repeat Kari dekhichi 🥹🥹👍👍🫡🫡
    Mu kandi pakeili 🥹🥹🥹🥹

  • @binodinisamantaray535
    @binodinisamantaray535 6 месяцев назад +6

    ଛୋଟୁ ଭାଇକୁ କେବେ ଅଲଗା କରିବ ନି କି ପୂର୍ବ ଭଲ ପାଇବାରୁ କେବେ କମ୍ କରିବନି । ଆଗ ଛୋଟୁ ଭାଇ ପଛେ ସ୍ତ୍ରୀ

  • @user-gc7qy1wg4q
    @user-gc7qy1wg4q 6 месяцев назад +4

    Chhotu katha suni mu bahut samaya kandili satare Ram, laxman pari rahiba Sita Mata pari bohuti laguchhi sun maa nijara sana Bhai,pua pari rakhibu atiki Jagannath nka pakhare prathana

  • @routinesasmitacreatingcre57
    @routinesasmitacreatingcre57 6 месяцев назад +2

    Bhaire Tama manankapari kehi heiparibeni love you all

  • @swayamsamparnamishra28
    @swayamsamparnamishra28 6 месяцев назад +5

    Such a great moment.....😢😢😢
    God keep you always happy,.....
    Jay jagannath.....

  • @banditamohanty2512
    @banditamohanty2512 7 дней назад

    Chotu tame tam bhauj upare basi kandila ta samstnk akhire re luh asigala even mo akhire bi .bahut khusi lagila 😀😀👌👌👏👏🍫🍫❤️

  • @sunilbapu8166
    @sunilbapu8166 6 месяцев назад +9

    ସବୁବେଳେ ଖୁସିରେ ରୁହ ଭାଇ ଜୟ ଶ୍ରୀ ରାମ ❤❤

    • @user-bw4rz3iz9l
      @user-bw4rz3iz9l 6 месяцев назад

      Jay shree ram ji 🙏🏻❤️🚩

  • @prasantkumarbehera3313
    @prasantkumarbehera3313 6 месяцев назад +1

    My heart touch video ❤ happy family 💗💗💗 26:20

  • @user-jo6gz6hp8l
    @user-jo6gz6hp8l 6 месяцев назад +4

    Chhotu Bhai so cute love you too 🙏🏼🥰💖💖❤❤❤❤

  • @sumitramoharana7467
    @sumitramoharana7467 6 месяцев назад +1

    Chhotu bhai samastanku kandeidela, chinta karani amiti khusire paribara agagu agaku madichaliba..❤❤

  • @sangeetamaharana2055
    @sangeetamaharana2055 6 месяцев назад +4

    Ram, lakhan &Sita....🥰🥰🥰 happy family always be happy in your life.....❤

  • @user-fj8cw2kw9w
    @user-fj8cw2kw9w 6 месяцев назад +2

    ଏହି ଦୁଇ ଭାଇ ସଦା ସର୍ବଦା ଏମିତି ଖୁସିରେ ରୁହନ୍ତୁ ପ୍ରଭୁ ମୋର ଏତିକି ପ୍ରାର୍ଥନା ❤️😢.

  • @daktarnaik3883
    @daktarnaik3883 6 месяцев назад +5

    Manoj bhai pari bhai samastanku milu sabubale khushire ruha❤❤

  • @user-kb8dm7ks8z
    @user-kb8dm7ks8z 6 месяцев назад +1

    Satare chotu bhai bahut emotional lagila satare relationship ta tama manka bhitare kete strong au bhauja t bahut cute au bhala bi okk

  • @devishree987
    @devishree987 6 месяцев назад +6

    Chotu Bhai right katha kahile akhire luha asigala 😭 mora etiki biswas achi bhai bhauja nka upare kebe se situation asibani 😊

  • @kartiksawn6524
    @kartiksawn6524 6 месяцев назад +1

    Chhotu bhai ra Kandiba ta heart touching real thila kete ta bhai mananku nischay kandeithiba ....chhotu bhai ra hata kebe bi chhadibani aeita kebala Bhauja pain

  • @Arpita_lifestyle31521
    @Arpita_lifestyle31521 6 месяцев назад +19

    Bhai chhotu bhai nka katha suniki bahut kanda lagila 😢😢😢😢

  • @debasisdash6387
    @debasisdash6387 3 месяца назад

    Wahh bhai wahh.. ❤heart tuching full emotional... Reality... JAJPUR

  • @japanimalla6816
    @japanimalla6816 6 месяцев назад +6

    Love you Bhai and bhaujo ❤❤❤❤❤❤❤ happy family ❤❤❤❤❤ beautiful ❤️❤️❤️❤️❤️

  • @localfoodvolg
    @localfoodvolg 6 месяцев назад +1

    Bhai sata kahuchi ate baha ghara dekhichi aji kintu a video dekhi mo akhire bhi luha asigala chotu bhai ra kanda dekhi bahi...kebe 2 bhai alaga hebani jaganath tmku amiti hasa khusi re rakhanti jay jagannath