ହାଲେଲୁୟା ଗୀତ || Haleluya Gito ||Jagan Mohan Nag || Koraputiya Devotional || Christian Song ||

Поделиться
HTML-код
  • Опубликовано: 19 сен 2024
  • ହାଲେଲୁୟା ଗୀତ || Haleluya Gito ||Jagan Mohan Nag || Koraputiya Devotional || Christian Song ||
    #haleluyagito#jaganmohannagdevotional#song
    ଗୀତର track ଲିଙ୍କ : 03 • |Top Ten It Karoake Tr...
    Spotify link : open.spotify.c...
    Jiosavaan : www.saavn.com/...
    Wynk Music : Listen to the song: Halleluya Gito at open.wynk.in/2... on Wynk Music
    Apple Music : music.apple.co...
    Keyse Bayna Me Korun
    • Keyse Bayaan Mein Karu...
    Halleluah Gaunga • हालेलुया गाऊंगा || JES...
    ପ୍ରଭୁ ଯୀଶୁଙ୍କ ବହୁ ମୂଲ୍ୟ ନାମରେ ଆପଣ ମାନଙ୍କୁ ମୋର ଆନ୍ତରିକ ନମସ୍କାର । ପ୍ରଭୁଙ୍କ ଗୌରବ ନିମନ୍ତେ ଏକ ସୁନ୍ଦର ଆଧ୍ୟାତ୍ମିକ ସଙ୍ଗୀତ ପ୍ରସ୍ତୁତ କରାଯାଇଛି । ହାଲେଲୁୟା ଗୀତ ,,,ଯେଉଁ ସଦାପ୍ରଭୁ ଇଶ୍ରାୟେଲ ଗୋଷ୍ଟିର ପରମେଶ୍ବର ଥିଲେ ବନ୍ଦନର ଦାସତ୍ୱରୁ ଲୋକକୁ ଉଦ୍ଧାର କଲେ ଯେଉଁ ପରମେଶ୍ବର ମଶା ଆଉ ଏଲିଓଙ୍କୁ ସାହାଯ୍ୟ କଲେ ନହୋ ଙ୍କୁ ଜଳ ପ୍ଲାବନେ ସାହାରା ହେଲେ , ଦାନିଏଲ ଙ୍କୁ ସିଂହ ମୁଁହରୁ ରକ୍ଷା କରିଥିଲେ ,ଅଗ୍ନିକୁଣ୍ଡ ମଧ୍ୟରେ ବିରାଜ ହୋଇ ଶଦ୍ରୋକ ମୋଇଶୋକ ଅବେଦନଙ୍କୁ ସୁରକ୍ଷା ଦେଇ ଥିଲେ ସେହି ପରମେଶ୍ବର ଆଜି ମଧ୍ୟ ଆପଣ ମାନଙ୍କ ର ସହବର୍ତୀ ଅଟନ୍ତି ।ଏହି ଗୀତ ମାଧ୍ୟମରେ ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ।
    🙏🙏 ଦୟାକରି ଆମ ସେବା କାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରନ୍ତୁ
    🙏🙏 ଦୟାକରି ଆମ ଏହି RUclips Jagan Mohan Nag Official ଚେନାଲ କୁ ବହୁ ମାତ୍ରାରେ subscribe କରନ୍ତୁ ।
    🙏🙏 ଗୀତର ଲିଂକ କୁ ଅନ୍ୟ ମାନଙ୍କ ନିକଟରେ ସେୟାର ।
    Spo
    CONTACT DETAILS
    Whatssap: 09777874138 , 8637205771
    ଗୀତର ସମ୍ପୂର୍ଣ୍ଣ ଲେଖା ✍️✍️✍️
    ହୋ ..ହୋ ହୋ ..ହୋ ହୋ ..ହୋ
    ହାଲେଲୁୟା ଗୀତ ଗାଇବି
    ଯୀଶୁଙ୍କ ନାମରେ ଚାଲିବି ହୋ ..ହୋ
    ଯୀଶୁଙ୍କ ନାମରେ ଚାଲିବି
    ଯୀଶୁର କାତା ମୁଇ ମାନିବି
    ଜୀବନକେ ସଜାଡ଼ିବି ହୋ ..ହୋ ଜୀବନକେ ସଜାଡ଼ିବି
    ଯୀଶୁ ଥାନେ ଆଚେ ଭରସା ମୋର
    ଯୀଶୁ ଲଗେ ଆକା ବିଶ୍ୱାସ ମୋର
    ତାଙ୍କ ନାମ ମୁଇ ଗାଇବି ଯୀଶୁନାମ ମୁଇ ଗାଇବି ।। 0।
    ଇଶ୍ରାୟେଲ ଗୋଷ୍ଟିର ପରମେଶ୍ବର
    ବନ୍ଦୀ ଥିବା ଲୋକକୁ ଉଦ୍ଧାର କଲ
    ମଶା ଆଉ ଏଲିଓଙ୍କୁ ସାହାଯ୍ୟ କଲ
    ନହୋ ଙ୍କୁ ଜଳ ପ୍ଲାବନେ ସାହାର ହେଲ
    ଯୀଶୁ ଥାନେ ଆଚେ ଭରସା ମୋର
    ଯୀଶୁ ଲଗେ ଆକା ବିଶ୍ୱାସ ମୋର
    ତାଙ୍କ ନାମ ମୁଇ ଗାଇବି ଯୀଶୁନାମ ମୁଇ ଗାଇବି !! ୧ !!
    ଦାନିଏଲ ର ତୁମେ ପରମେଶ୍ବର
    ସିଂହ ମୁହଁ ରୁ ତୁମେ ବଞ୍ଚାଇଥିଲ
    ଅଗ୍ନିକୁଣ୍ଡ ମଧ୍ୟରେ ବିରାଜ ହେଲ
    ଶଦ୍ରୋକ ମୋଇଶୋକ ଅବେଦନଙ୍କୁ ସୁରକ୍ଷା ଦେଲ
    ଯୀଶୁ ଥାନେ ଆଚେ ଭରସା ମୋର
    ଯୀଶୁ ଲଗେ ଆକା ବିଶ୍ୱାସ ମୋର
    ତାଙ୍କ ନାମ ମୁଇ ଗାଇବି ଯୀଶୁନାମ ମୁଇ ଗାଇବ!! ୨ !!
    SONG CREDITS
    🎧 Music ,Lyrics&Voice :Bro.Jagan Mohan Nag
    🎹 Music Arrangement : Amit Raja
    🎙️Recordist : Soubhagya Ponda
    📸 Mixsing & Mastering : Milon Das
    🎥 Camera : Swasti Sundar Swain
    🎞️ Edit : Sakti Prasad Mishra
    Poster : Jisi Raita
    Dholok : Monish Daa
    Fluete : M Simandri
    Key : Amit Raja
    Drums : Babu Daa
    RUclips Partner : Shibu Nanda
    କିଛି ସୁନ୍ଦର ଅଡିଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ଲିଂକ BEST LINK OF SOME SONG
    ନିର୍ମାଣ କାରି • ନିର୍ମାଣ କାରୀ Nirmanoka...
    ଗୋଲଗାଥା • ଗଲଗଥାରେ || Gal gathar...
    ତାଡ଼ନା • ତାଡ଼ନା Tadana || Jagan...
    ଧନ୍ୟବାଦ • || ଧନ୍ୟବାଦ || ଓଡ଼ିଆ ଆର...
    ଏ କି ପ୍ରେମ • Ye Ki Prema |ଏ କି ପ୍ରେ...
    ବାଟୋଇ • BATOI || ବାଟୋଇ || JAGA...
    ନିବେଦନ • ନିବେଦନ |Nibedono |Odiy...
    କେଡେ ସୁନ୍ଦର ଲାଗେ • କେଡ଼େସୁନ୍ଦର || KEDE SUN...
    କେତେ ଭଲ ମୋର ଯୀଶୁ • || KETE BHALA MORO JIS...
    କରିଛି ପାପ • କରିିିଛି ପାପ | ODIA CHR...
    ଜୀବନ ଜୀବନ • NEW LATEST || 2020 || ...
    ମକେ ଶାନ୍ତି ମିଲି ଗଲା • ମକେ ଶାନ୍ତିମିଲିଗଲା | MO...
    ଯୀଶୁମର ପ୍ରାଣ ଧନ • JISUMORO PRANO DHONO [...
    ପ୍ରସଂଶା ନିବାସୀ • ପ୍ରସଂଶା ନିଵାସୀ || PRAS...
    ତୁମ ବିନା ବଞ୍ଚି ପାରେନା • ତୁମବିନାବଞ୍ଚିପାରେନା ||...
    କିଏ ପଛି ଦେବ • KIAPOCHIDEBO || କିଏ ପୋ...
    ଅଭିମାନ • ଅଭିମାନ || ABHIMANO ||...
    ଯୀଶୁରାଜା ଦାକ୍ସି ଆଚେ • JISURAJA DAKSI ACHE ||...
    ହେ ସଦା ପ୍ରଭୁ youtu.be
    SOME SPECIAL HINDI WORSHIP SONG LINK
    face book link
    / jaganmohan.nag
    Instagram link :
    ...
    !!* ANTI- PIRACY WARNING *!!
    This content is copyright to Jagan Mohan Nag Official .Any unauthorized reproduction redistribution ,re-upload ( audio or video ) is strictly prohibited of this material. Legal action will be taken against those who violate this copyright material presented.
    !!...FAIR - USE COPYRIGHT DISCLAIMER ....!!
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism,commenting,news reporting,teaching,scholarship,and research. Fair use is a use premitted by copyright statute that might otherwise be infringing. This video has no negative impact on the orginal works it would actually be positive for them .if any owners of the content clips would like us to remove the video,we have no problem with that and will do so as fast as possible .Please massage us on You Tube if you have any concerns..We believe these videos are fair use because : They are transformative in a positive sense,we use within them act as a catalyst to further reading ...................THAN YOU ALL
    #jaganmohannagofficial
    #koraputiyabestchristiansong
    #latestkoraputiyasong
    #2022bestodiyadevotionalsong
    #odiyachristiansong
    #superhitchristiansong
    #ହାଲେଲୁୟାଗୀତ

Комментарии • 331