District-Based Recruitment Protest Suspended for 15 Days in Nabarangpur

Поделиться
HTML-код
  • Опубликовано: 22 ноя 2024
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଆନ୍ଦୋଳନ ସ୍ଥଗିତ
    ଆସନ୍ତା ୧୫ ଦିନ ଲାଗି ଜିଲ୍ଲା ଭିତ୍ତିକ ନିଯୁକ୍ତି ଆନ୍ଦୋଳନକୁ ସ୍ଥଗିତ ରଖିଛି ନବରଙ୍ଗପୁର ମିଳିତ କ୍ରିୟାନୁଷ୍ଠାନ କମିଟି । ପାର୍ବଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ।
    #Strike #Withdraw #Nabarangpur #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 121

  • @anantamajhi4667
    @anantamajhi4667 Месяц назад +9

    ବର୍ତ୍ତମାନ କିଛି କରିହେବ ନାହିଁ,।ଏହା ପୂର୍ବରୁ କରିବାର ଥିଲା । ବର୍ତ୍ତମାନ ଯେତେ ଛାଟିପିଟି ହେଲେ ମଧ୍ୟ କିଛି ଲାଭ ମିଳିବ ନାହିଁ। ଆପଣମାନେ ନବ ନିଯୁକ୍ତ ହେବାକୁ ଯାଉଥିବା ଶିକ୍ଷକ ମାନଙ୍କୁ ହଇରାଣ କରନ୍ତୁ ନାହିଁ।

    • @veerbhatra8013
      @veerbhatra8013 Месяц назад +1

      ଆଜି ଦେହରେ କାଦୁଅ ଲାଗିଲେ କିଛି ଦିନ ପରେ ଅମଳ କାଟି ପାରିବା.....ବିନା କାଦୁଅରେ ଅମଳ କଷ୍ଟ

  • @lucky_53
    @lucky_53 Месяц назад +33

    ପ୍ରଶାସନ କର୍ଣ୍ଣପାତ ନ କଲେ ଓଡ଼ିଶା ବିଭାଜନ ହେଇଯିବ💔

  • @srikantamishra1755
    @srikantamishra1755 Месяц назад +3

    ଜିଲ୍ଲା ଭିତ୍ତିକ ଆଗକୁ ହେବ, ଏଥର ଆଉ କିଛି କରିହେବ ନାହିଁ l

  • @Eagleeye774
    @Eagleeye774 Месяц назад +5

    କେବଳ ଦୁଇଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ କେଉଁଠାରେ ନିଯୁକ୍ତି ନେଇ କିଛି ଅସୁବିଧା ନାହିଁ.. ସରକାର ଏହି ଦୁଇ ଜିଲ୍ଲାକୁ ଛାଡି ଅନ୍ୟ ଜିଲ୍ଲାରେ ଶିକ୍ଷକ ନିଯୁକ୍ତି ଦିଅନ୍ତୁ.. ଏହି ଦୁଇ ଜିଲ୍ଲାରେ ତାଙ୍କ ପଛବୁଦ୍ଧିଆ ନେତା ପାଠ ପଢ଼େଇବେ..

    • @RASHMIRANJAN-t1y
      @RASHMIRANJAN-t1y Месяц назад

      Perfect 👌 👍 ......କୁଜି ନେତା ଙ୍କ ଭୋଟର bank policy....ମୂର୍ଖ ଆଦିବାସୀ ଙ୍କୁ ଉସୁକାଇ ଫାଇଦା ହାସଲ କରୁଛନ୍ତି

  • @SurajPangi-x2w
    @SurajPangi-x2w Месяц назад +6

    ନବରଙ୍ଗପୁର ଜିଲ୍ଲା ବହୁତ ଭଲ ଅନ୍ୟ ଜିଲ୍ଲା ଲୋକ କାହିଁକି protect କରୁନାହାନ୍ତି

    • @Cutiegirl9127
      @Cutiegirl9127 Месяц назад +2

      @@SurajPangi-x2w Hn amo jeypore re v khali 2day pai dekheihele ta pore sbu silent heigale🥺

    • @NageswarGouda-oz8zh
      @NageswarGouda-oz8zh Месяц назад +1

      Koraput re bi chaluchi

  • @murali3632
    @murali3632 Месяц назад +6

    ଜିଲ୍ଲା କ୍ରିୟାନୁଷ୍ଠାନ କମିଟି କୁ ପୁଳାଏ ମିଳିଲା ବୋଧେ, ସେଥିପାଇଁ ଅନ୍ଦୋଲୋନ ସ୍ଥଗିତ

  • @MahendraChhatra-y5c
    @MahendraChhatra-y5c Месяц назад +19

    ଜିଲ୍ଲା ଭିତ୍ତିକ ନିଯୁକ୍ତିକୁ ଅନ୍ୟ ଜିଲ୍ଲାର ଲୋକ କାହିଁକି ଦାବି କରୁ ନାହାନ୍ତି !

    • @harirambhatra8608
      @harirambhatra8608 Месяц назад +2

      Tome pachari bujha

    • @jagatgond2397
      @jagatgond2397 Месяц назад +2

      Kalahandi b start kariba

    • @hemantasukri9117
      @hemantasukri9117 Месяц назад

      District Koraput Rayagada malkangiri Nabarangpur, (KBK) ଅଞ୍ଚଳ ବୋଲି cuttuf କମ୍ ଯାଉଚି ସେ ଜାଗାରେ କରାପୁଟ୍ ପିଲା ସେ ମାର୍କ ରେ ସମଜ୍ୟସ ହେଇପରୁ ନାହାଁନ୍ତି ତାଙ୍କ ଜିଲ୍ଲା ରେ ସେ ମନେ ଆବେଦନ କରନ୍ତୁ ସେ ଜିଜ ଜିଲ୍ଲା ରେ ଚାକିରୀ କରନ୍ତୁ ,,,,

    • @seetaramsamarath3839
      @seetaramsamarath3839 Месяц назад

      Are bakachada,alaga jillare pakhe pakhe high education achi.

    • @rostlyx6930
      @rostlyx6930 Месяц назад +4

      ​@@hemantasukri9117 are bhai tama katha thikkk je , ebe tannku appointment ମିଳିଛି ତ ଏବେ tannku ଖେଦିବା injustice ହବ।।। Next time ru emiti allow Kariba nahi ethara pai chariba ✅ କାହିଁକି ନା ଜଣେ aspirant ra dukkha jane aspirant hi bujhi pare ....... Amoku eha notification bahariba time re Karibara thila ebe Kariba kete dura thik tame tannka jaga re Thai dekha 📽️ .... Ebe amo political party jaka next election re vote miliba boli jatra karuchhonti Zilla Zilla state state laga lagi korei ki 🗿

  • @KANHABIBHAR-q7x
    @KANHABIBHAR-q7x День назад

    ଭଲ ହେଇଚି କରନ୍ତୁ

  • @BalaramKarlia-xu3tx
    @BalaramKarlia-xu3tx Месяц назад +7

    ଜୟ koraput

  • @DhanabantaBaralebdia
    @DhanabantaBaralebdia Месяц назад +1

    ବଲାଙ୍ଗିର case bhule ଗଲ
    ଆର ବାକି ଅଚ୍ଛି ଅମିନ ri

  • @kishorchsrichandan307
    @kishorchsrichandan307 Месяц назад

    କମିଟି ରେ କେହି ଶିକ୍ଷିତ ବ୍ୟକ୍ତି ହୋଇ ନ ଥିବେ।

  • @balaramkrishnamahanta854
    @balaramkrishnamahanta854 Месяц назад +2

    ଭାଇନା
    ତମ ଯୁକ୍ତି ଯଥାର୍ଥ । ତୁମେ face କରୁଥିବା problems କୁ ହଟେଇବା ପାଇଁ ତୁମେ ଠିକ୍ କରୁଛ । But ଭାଇ ଶିକ୍ଷକଙ୍କୁ ଅସମ୍ମାନ ଯୁକ୍ତିଯୁକ୍ତ ନୁହଁ ।

    • @sibaramsahu8873
      @sibaramsahu8873 Месяц назад

      ଭାଷଣ ମାରନି ।
      ଯଦି ଏତେ ବାଧୁଚି ତାହେଲେ ତମେ ବି କୁହ କି ଜିଲ୍ଲାଭିତ୍ତିକ ହେଉ ବୋଲି

    • @RASHMIRANJAN-t1y
      @RASHMIRANJAN-t1y Месяц назад

      ଏଗୁଡା କୁ ବୁଝେଇ ପାରିବନି.....ପାଠ ପଢିବାକୁ ସ୍କୁଲ ଆସିବେନି.....ପାଠ ପଢିବା କଥା ଦିନକ ପାଇଁ ଚିନ୍ତା ବି କରିବେନି.......ଯୋଉ କୁଜି ନେତା ତା ନିଜ vote ପାଇଁ ଏ ସବୁ ନାଟ କରୁଛି ସେ ତା ନିଜ ପଇସା ରେ school ଖୋଲି job ଦଉ ଏ ଅଧା ପାଠୁଆ ଗୁଡାକୁ

    • @sibaramsahu8873
      @sibaramsahu8873 Месяц назад

      @@RASHMIRANJAN-t1y ତୁ ବି ନେତା ହେଇଯା , ଆଉ ଅନ୍ୟ କୁ ଚାକିରୀ ବାଣ୍ଟି ବୁଲେ ।

  • @nabinbagarti6141
    @nabinbagarti6141 Месяц назад +11

    ଭଲ ନିଷ୍ପତ୍ତି ନବରଙ୍ଗପୁର ଜିଲ୍ଲା ପାଇଁ, ଅନ୍ୟ ଜିଲ୍ଲା ବି ଏପରି କରିବା କଥା

    • @swarnaranjitasahoo4752
      @swarnaranjitasahoo4752 Месяц назад +3

      Jetebele posting baharithila setebele kouthi thile andolana kaleni.... Pila 3ta exam deiki rati dina kasta kariki Job kala Pare Kn pain hairan karuchhanti

    • @veerbhatra8013
      @veerbhatra8013 Месяц назад

      ​@@swarnaranjitasahoo4752ପୋଷ୍ଟିଂ କୁ ବିରୋଧ ନୁହଁ,,,,ଆନ୍ଦୋଳନ ,ଦାବୀ ଜଣାଇବା ଭଳି ଚିତ୍ର ବର୍ତ୍ତମାନର ଶିକ୍ଷାମନ୍ତ୍ରୀଙ୍କର ପୁରୁଣା ଦାବୀଗୁଡିକ ଦେଖିଦିଅ ଥରେ.....

    • @beupdate7733
      @beupdate7733 Месяц назад +1

      ପ୍ରଥମ କଥା Jts ରେ ବଦଳି ବ୍ୟବସ୍ଥା ନାହିଁ
      ଦିତୀୟ କଥା ଏ ଅଞ୍ଚଳ ବସି ଚାହୁଁ ନାହାନ୍ତି quality education or quality educater
      3rd ରେ ଏମାନଙ୍କୁ ରାଜନୀତି ଦରକାର
      ତମ ପିଲାଠୁ ଭଲ ମାର୍କ ଜଣେ ରଖୁଛି ମାନେ ଏମାନେ ଭଲ ଶିକ୍ଷକ କିନ୍ତୁ ଏମାନେ କଣ କରୁଛନ୍ତି ନା ଆମ ଜିଲ୍ଲାରେ ଆମେ ଶିକ୍ଷକ ହବୁ... ଆମ ଗାଁ ସ୍କୁଲ ରେ ଆମେ ପଢେଇବୁ... ଯାହା ମୁଣ୍ଡ ଯେମିତି କଣ କରାଯାଇ ପାରିବ...ତମ ଜିଲ୍ଲା ପିଲା କେହି ବୋଧେ ଭଲ ପ୍ରାଇଭେଟ୍ ସ୍କୁଲ କୁ ଯାଉ ନଥିବେ ମୋର ବିଶ୍ବାସ ❤

    • @nayak2385
      @nayak2385 Месяц назад

      ​​​@@swarnaranjitasahoo4752sukua kahu thila 😂😂 tame kahilo katiki didi sobu fecility milchi tomo manuku seithi besi kotha bharuchi undivided koraput rohi thila Jani thatu thoo tome bhuji pariboni kon pain protest koruchonthi

    • @nayak2385
      @nayak2385 Месяц назад

      ​​@@swarnaranjitasahoo4752keba hela asso 1,2month ruho jahi bo choto choto kamo pain be logo ketha struggle koruchonthi😢😢.tomoro area re ghar basi kamo jako

  • @asutosh501
    @asutosh501 6 дней назад

    ଯଦି ଜିଲ୍ଲା ଭିତିକ କରାଯିବ ତେବେ ସରକାରଙ୍କୁ ମୋର ଅନୁରୋଧ ଜାତିଭିତକ କୋଟା କେବଳ ନିଜ ନିଜ ଜିଲ୍ଲା ଭିତରେ ରେ ଲାଗୁ କରାଯାଉ. ଅନ୍ୟ ଜିଲ୍ଲା ରେ ଥିବା ଭଲ ଶିକ୍ଷାନୁଷ୍ଠାନ ରେ ଅଲଗା କୌଣସି ଜିଲ୍ଲା ର ପିଲା ଆଡ଼ମିସନ ନେଇପାରିବେ ନାହିଁ କିମ୍ବା ଭଲ ମିଡିକାଲ ଚିକିତ୍ସା ସୁବିଧା ପାଇପାରିବେ ନାହିଁ.

  • @KANHABIBHAR-q7x
    @KANHABIBHAR-q7x День назад

    Ati bhola kotha

  • @KANHABIBHAR-q7x
    @KANHABIBHAR-q7x День назад

    ନିଜ ଜିଲ୍ଲାରେ ନିଜେ ଚାକିରୀ କରନ୍ତୁ

  • @Srikanta-81
    @Srikanta-81 Месяц назад +1

    ନବରଙ୍ଗପୁର ଜିଲ୍ଲା ରୁ କୋୖଣସି ବ୍ୟକ୍ତି ଅନ୍ୟ କୋୖଣସି ଜିଲ୍ଲାରେ ଚାକିରୀ କରିନାହାନ୍ତି କି?? ଜଦି ସେମାନେ ବିରୋଦ୍ଧ କରୁଛନ୍ତି, ତେବେ ସେମାନେ ଅନ୍ୟ ଜିଲ୍ଲାରେ ରହିପାରିବେତ??? ଏହା ଠିକ ନୁହେଁ, ପିଲାଙ୍କ ଭବିଷ୍ୟତ ସହିତ ଖେଳନି

    • @aswinrath1051
      @aswinrath1051 Месяц назад +1

      Asikhito sie notification dekhontu JTS ro....Sethi b district wise posting lekha heithila....tmo pori poisa deba loko bbsr re poisa dei chakiri paibo aau ethiro loko ku murkho kohibo ki.... Nonsense pori kotha kuho nhi...

    • @RASHMIRANJAN-t1y
      @RASHMIRANJAN-t1y Месяц назад

      1-ARMY ଆଉ BSF re କେବଳ J&K , LADAKH ପିଲା job କରିବେ 😂😂😂
      2-ISRO ରେ Only Bangalore ର citizen 😂
      3-CBI re କେବଳ ଦିଲ୍ଲୀ citizen job karibe😂

    • @RASHMIRANJAN-t1y
      @RASHMIRANJAN-t1y Месяц назад

      ​@@aswinrath1051ଆଚ୍ଛା HIGH SCHOOL teacher ଆଉ Lecture recruitment ହେଲେ ବାହାର ପିଲା Nawarangpur ରେ job କରି ପାରିବେ କି ନାହିଁ

  • @Olasingh
    @Olasingh Месяц назад +2

    Bahara dist ru asi khordha re group c n d re bahut loka chakir karichhanti

  • @BaduramBhatra
    @BaduramBhatra Месяц назад +3

    Jay Nabrangpur

  • @Cutiegirl9127
    @Cutiegirl9127 Месяц назад +4

    Jay koraput 🎉

  • @Sanjib-s3v
    @Sanjib-s3v Месяц назад +4

    Tume sabhe ..Odisha board re patha padhiba ..au district wise selection kana pai heba..tama district re kam.mark re pila job paibe ..au ..anya district re .besi mark thile bi job paibe nai..taha keu hisab re thik heba ..dik tama jibana ku..

  • @m3d115
    @m3d115 Месяц назад

    Kash apn Mane , thika ନିଯୁକ୍ତି pin ,ଆନ୍ଦୋଳନ କରନ୍ତେ thn, samaste support karibe 😢hele mt sabu sarila pare andolana kari , nija nija vitare Veda vaba ra barta ପଠାଉଛନ୍ତି

  • @nileshindian7955
    @nileshindian7955 Месяц назад +3

    15 dina andolon sthagita rakhiba katha kichhi bujhi helanii....kn JT mananku ehi 15 dina bhitre join kareibaa pain nuaa prayash kii... andolon sthagita hele aramre join kari paribe...

  • @sitdesiavlogs5579
    @sitdesiavlogs5579 Месяц назад

    Not allowed

  • @KDAmedia04
    @KDAmedia04 Месяц назад

    Immediately

  • @shamasudharjani
    @shamasudharjani Месяц назад +3

    jaykoraput

  • @trinath3865
    @trinath3865 Месяц назад +3

    Osepa ghotala karichhi

  • @parentlover7012
    @parentlover7012 Месяц назад +8

    Jebe recruitment baharila...setebele amiti karithile aame bi tumaku support karithantu

    • @majhicreationdgp7482
      @majhicreationdgp7482 Месяц назад

      Abe bi hebo kichhi ଅସୁବିଧା ନାହିଁ

    • @Chinu12346
      @Chinu12346 Месяц назад

      Kara jaithila bhai Cuttackia sabu olta kari dele

    • @Chinu12346
      @Chinu12346 Месяц назад

      Court district selection pai order deithila

    • @Motivational__video56
      @Motivational__video56 Месяц назад +1

      ​@@majhicreationdgp7482to katha re heijibo ki abe .abe joining time ok .tumo pila ta pai paribieni au jie qualified heiki jauchhi taku mona karuchhanti.

    • @20rashmiranjanpujari95
      @20rashmiranjanpujari95 Месяц назад

      ​Ama jila re jie patha padhiba sie ama jila re chakiri Kariba. Au bahare coaching neiki, paisa fingiki jadi chakiri Kariba pain asiba ta thenga khaiba. Au jadi qualification katha kahucha ta ame sabu qualified. Jadi ete hin job Kariba ku icha ama jila re ta amaku paisa dia ame bhi coaching nebu asibu au chakiri karibu tama saha compete kariki. Au paisa katha, ame chakiri kale Sina paisa kuadu anibu coaching Kariba pain. Tama pila saha ame kmti saman hebu. ​@@Motivational__video56

  • @anadicharannayak3445
    @anadicharannayak3445 Месяц назад +1

    Recruitment purbaru EPARI karithile hue ta kichhi nirjasa baharithanta setebele Netamane soithile kahin ki.

  • @sudhanshusahu1205
    @sudhanshusahu1205 Месяц назад

    All dipartment district wise posting Amar Dabi

  • @santoshkumarmajhi8918
    @santoshkumarmajhi8918 Месяц назад +1

    Nice

  • @KDAmedia04
    @KDAmedia04 Месяц назад +3

    ଅବିଭକ୍ତ କୋରାପୁଟ ପାଇଁ କରା ଯାଉଛି କାଲି ନବରଙ୍ଗପୁର ପାଇଁ ନୁହେ ନବରଙ୍ଗପୁର ପରି ଆନ୍ଦଳନ କର ଯେମିତି କି ଯେତେ ଦିନ ପର୍ଯ୍ୟନ୍ତ ଜିଲ୍ଲା ଭିତ୍ତିକ ନିଯୁକ୍ତି କରିବେ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଚାଲିଥିବ- ଜିଲ୍ଲା ଭିତ୍ତିକ ନିଯୁକ୍ତି ଆମର ଦାବି ✊

  • @UrdhabaChandraBhatra
    @UrdhabaChandraBhatra Месяц назад

    Nabarangpur malkangiri Raygoda koraput pila sobu ghaso kata other district pila amajhilare kamakarantu

  • @harirambhatra8608
    @harirambhatra8608 Месяц назад +1

    Dharana re basithile semane utile

  • @m3d115
    @m3d115 Месяц назад

    Next phase asile may b aita kama deba

  • @manabodhagond930
    @manabodhagond930 Месяц назад +4

    ଜୟ karputia

    • @MRINDIA-sf3tk
      @MRINDIA-sf3tk Месяц назад +1

      Gandire kila pasiba 😂

    • @majhicreationdgp7482
      @majhicreationdgp7482 Месяц назад

      ​@@MRINDIA-sf3tkbaduchi 😂

    • @bikashjena800
      @bikashjena800 Месяц назад +1

      Bhai karputia nuha ,koraputia, ଏମିତି କେମିତି ଚାକିରି ମିଳିବ ଭାଇ ତୁମକୁ।

    • @Motivational_world96
      @Motivational_world96 Месяц назад

      Police kichhi kariparibeni​@@MRINDIA-sf3tk

  • @gudduodisha3785
    @gudduodisha3785 Месяц назад

    Jay jharigam

  • @ukumeshjitu.
    @ukumeshjitu. Месяц назад +1

    Ageya swad😂😂😂😂

  • @beneniyabhuyan4742
    @beneniyabhuyan4742 Месяц назад +7

    joy koshal na jay ଲାଟି ପଡିବ ତମକୁ😅

  • @jitendra640
    @jitendra640 Месяц назад

    Ee sabu lok pai odisha pachre

  • @bhikusingh1683
    @bhikusingh1683 Месяц назад

    Gote jila kole choliboni sobu jilaku koro Jodi koruchota

  • @parentlover7012
    @parentlover7012 Месяц назад +2

    Odisha bibhajan hebaku jauchhi...

    • @Motivational__video56
      @Motivational__video56 Месяц назад +1

      Ae Kichhi vodua mananka pain

    • @cricketkhabar4338
      @cricketkhabar4338 Месяц назад +1

      Odisha bibhajana hele hin bhala,,, nohele kotki berhampuria mane ama suna bholia kbk jilaaa ku madibosi kholo korisarileni

    • @cricketkhabar4338
      @cricketkhabar4338 Месяц назад +1

      Andhra telengana bholi ama odisha bibhajan hebo

    • @cricketkhabar4338
      @cricketkhabar4338 Месяц назад +1

      Aau se costal belt ro vadua mane tamaku tama jilaare kamo milunaiki... Sole nabrangpur korpaut malkangiri raygada aka dekhajuchiki 😡😡😡😡😡😡😡.... Tama jillare school nai na vadua mane manisha nahanti sepote

    • @mrdevanand1992
      @mrdevanand1992 Месяц назад

      Ethire kbk re asuthiba nuapada balangir kalahandi pila kana kale

  • @UmaExpertise
    @UmaExpertise Месяц назад +1

    Val kruchhat 😂

  • @BKumarflutter123
    @BKumarflutter123 Месяц назад

    Bhai mane samaste group D&C post ku district level selection pain dabi koro nohele jia poisa dela sihe cemane job koribe.... Abe..juu ri o OMIN..jeise chalichi...nii ke

  • @lipuchandramajhiroll-2666
    @lipuchandramajhiroll-2666 Месяц назад

  • @Isra1992
    @Isra1992 Месяц назад +4

    Jay nabarangpur

    • @umeshofficialmusic5680
      @umeshofficialmusic5680 Месяц назад

      ​@@abhayakumar2129challenge kaama daba nahi 😂

    • @tnkg2
      @tnkg2 Месяц назад

      ​@@abhayakumar2129 wait for result and out ur distinct

  • @bikashdalbehera6994
    @bikashdalbehera6994 Месяц назад +3

    Jay koshal

    • @MRINDIA-sf3tk
      @MRINDIA-sf3tk Месяц назад +1

      Police 🚨 kila pasiba 😂

    • @bikashjena800
      @bikashjena800 Месяц назад

      Ara bhai koshal loka knu bi join karai daunahanti. Kabala ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି ଜିଲ୍ଲା ଲୋକ knu hi join କରିବାକୁ dauchanti.

    • @majhicreationdgp7482
      @majhicreationdgp7482 Месяц назад

      ​@@MRINDIA-sf3tkbaduchi 😂

  • @basantajena3220
    @basantajena3220 Месяц назад

    Jie patha padhiba se job noba

  • @prafullamohantakumar8941
    @prafullamohantakumar8941 Месяц назад

    25ବର୍ଷ BJD ଥିଲା😢 ବେଳେ କଣ କରୁଥିଲ

  • @er.chaitanyaprasadmurmu6619
    @er.chaitanyaprasadmurmu6619 Месяц назад +2

    Tama district laka jouthi job koruchhanti sabku bahar kori dio thik bujhibe abe boka choda jilla vitiko kn ame indian central govt job india sara jibaku podibo and state cadre hele odisha ro sabu jaga jibaku podibo. Amti hele hi sabu ade laka mila misa hebe amti hele to sabu kuo ro bengo hei jibe. Sabu district ku job paen no gole sabu jagaro chali chalana janiba kemti

  • @swarnaranjitasahoo4752
    @swarnaranjitasahoo4752 Месяц назад

    Pila nkara vul kn? Govt. State selection kala . pila nku kn vala laguchi 9000 tankare jaiki anya District re job karibaku

    • @donttrytodefineme
      @donttrytodefineme Месяц назад

      Bhala na lagiba loka ... Bala kahin jaichi chakiri karibaku

    • @swarnaranjitasahoo4752
      @swarnaranjitasahoo4752 Месяц назад

      @@donttrytodefineme apana nkara jadi gote Govt. Job heithanta chhadideithante ki...

    • @tapaskumartahal9757
      @tapaskumartahal9757 Месяц назад

      9000 kon, salary ki

    • @donttrytodefineme
      @donttrytodefineme Месяц назад

      Aji ka date re kie Kariba ma'am job 9000/- re ​@@swarnaranjitasahoo4752

  • @SR-dn7hb
    @SR-dn7hb Месяц назад +1

    ଭଲ ପଦକ୍ଷେପ ନେଇଛନ୍ତି local ଲୋକ ଓ ନେତା
    ଅନ୍ୟ ଜିଲ୍ଲାରେ କାହିଁକି ହେଉନି???? RI ARI AMIN ଆନ୍ଦୋଳନ ପାଇଁ ଭୁବନେଶ୍ୱର /କଟକ ଛାତ୍ର ନେତା ପୁରା ପରୀକ୍ଷା ବାତିଲ ପାଇଁ ଲାଗିପଡିଛନ୍ତି???

  • @bhikusingh1683
    @bhikusingh1683 Месяц назад

    25 borsa nabin thila bele kn gandimorauthila ebe monepoduchi sola vodua guda

  • @rostlyx6930
    @rostlyx6930 Месяц назад

    Notifications bahariba agoru Knn gandi re bando puri thila , ebe injustices karuchho mu kahuchhi , auu maghiyaaaaaa mu koraputia laka eha kahuchhi 🤬

  • @lightingseven5492
    @lightingseven5492 Месяц назад +1

    Yes yes nice👌👌👌👌,ଭଲ ପଦକ୍ଷେପ ନେଇଛ ଭାଇ ମନେ 👌👌ଆମ ନବରଙ୍ଗପୁର ଜିଲ୍ଲା ରୁ

    • @rostlyx6930
      @rostlyx6930 Месяц назад

      Eha Injustices ✅ tame tannka jaga re ebara situation re Rahi ki dekha ..... Are maghiyaaaaaa eta aka Kaliyug mu aji janili Laka ra behaviour Dekhi ki 🤡

    • @nayak2385
      @nayak2385 Месяц назад

      ​@@rostlyx6930tu undivided koraput rohi thila Jani thatu thoo aatha kotha korucho sobu fecility milchi tomo manuku seithi besi kotha bharuchi

  • @Bab54321-b
    @Bab54321-b Месяц назад

    ବାଳ ନା ନବରଙ୍ଗପୁର ଟା ଓଡ଼ିଶା ବାହାରେ ତାଙ୍କ ପିଲା ଭୁବନେଶ୍ୱର କଟକ ରେ କେମିତି ପଢୁଛନ୍ତି

  • @cricketunbelievable5262
    @cricketunbelievable5262 Месяц назад +4

    Katkia manke western odisha re entry nai kara

    • @tnkg2
      @tnkg2 Месяц назад

      Yes bro

    • @soumyaranjanswain9502
      @soumyaranjanswain9502 Месяц назад

      ପେଳ କାଟି ଦେବେ cuttack bbsr ଆସିଲେ ଦେଖିକି କଥା କହ

    • @odisha_shorts
      @odisha_shorts Месяц назад

      Balo seithi kon Achi je kie jibo