Police Deployment In OTV Campus | Movement Of Journalists & Civilians Affected

Поделиться
HTML-код
  • Опубликовано: 21 дек 2024

Комментарии • 1,3 тыс.

  • @manmathpal256
    @manmathpal256 4 года назад +166

    ତାଙ୍କୁ କିଛି ଗଞ୍ଜେଇ ଆଉ ଚିଲମ୍ ଦିଅ ସେମାନେ ଟାଣିବେ
    ଶଳା କଣ ପାଇଁ ମୁତୟନ ହୋଇଛନ୍ତି ଜାଣି ନାହାନ୍ତି

  • @MKCREATIONS1998
    @MKCREATIONS1998 4 года назад +70

    ଯଦି ପୋଲିସ ଭାଇ ମାନେ ନିଜେ ନିଜ କର୍ତ୍ତବ୍ୟ କୁ ଜାଣିକି ବି ଲୁଚାଉଛନ୍ତି ତେବେ ତମ ମାନଙ୍କ ଠୁ ଆମେ କଣ ଶିଖିବୁ

  • @sibanandapattnaik9525
    @sibanandapattnaik9525 4 года назад +125

    ଆରେ ପୋଲିସ କି କାମ କରିବା ପାଇଁ ଆସିଛ ,ଜାଣି ନ ତୁମେ କାହାକୁ ଧରିବ ?ତୁମେ ଗଣତନ୍ତ୍ର ପାଇଁ ବୋଧେ ଭଲ କାମ କରିବ ।🤓

  • @touristboymukesh8344
    @touristboymukesh8344 4 года назад +13

    ସୋଳା ଏମିତି ଭାଷା ବାହାରୁଛି କହିହଉନି । ରେପ୍ ମର୍ଡର ଅଲଗା କେତେ କଣ ବାହାରେ ହଉଛି ସେଗୁଡା ଦେଖା ଯାଉନି । ତମେ ଓଟିଭି ଆଗରେ ଖଟି ମାରୁଛ । ଶଳା ପଚାରିଲେ ପାଟିରେ ବେଙ୍ଗ ପଶିଛି ।

  • @amarendraparida8644
    @amarendraparida8644 4 года назад +119

    Commissionerate police ନବିନ ପଟ୍ଟନାୟକ ର କୁକୁର ପରି ଲାଗୁ ଛନ୍ତି । ମୋତେ ଏମିତି feeling ହେଉଛି । କାରଣ ପୋଲିସ ଅଫିସରଙ୍କ ମଧ୍ୟରେ ଅନେକ ପୋଲିସ ଦୁଇଦିନ ଧରି ଗେଟ୍ ସାମ୍ନାରେ ନାଠି ଭାଙ୍ଗି ଛିଡ଼ା ! କିନ୍ତୁ କାହିଁକି ଛିଡ଼ା ହୋଇଛନ୍ତି ଜାଣି ନାହାନ୍ତି । କି ଅଦ୍ଭୁତ ଅଫିସର ଅଛନ୍ତି ଏ ଓଡ଼ିଶାରେ ।( ଧନ୍ୟ ହେ ନବିନ )

  • @Banshidhar.Swain199
    @Banshidhar.Swain199 4 года назад +100

    ନବୀନ ବାବୁ ଏମିତି ନିମ୍ନ ମାନର କାମ କରିବାକୁ ଆପଣଙ୍କ ଟିକେ ଖରପ୍ ଲାଗୁନି ସବୁ ଷ୍ଟେଟ ରେ CM ଟୁ ଟିକେ ରାଜନୀତି ଶିଖିକି ଆସନ୍ତୁ ଛି ଛି ନିମ୍ନ ମାନର ରାଜନୀତି। ବେକାର ସରକାର ଛି ଛି ଖରାପ୍ ଲାଗୁଛି ଓଡ଼ିଶା ରେ ମୁଁ ଜନ୍ମ ହେଇକି

    • @uttampalai6730
      @uttampalai6730 4 года назад +2

      Tahele marija

    • @bapinabisoi592
      @bapinabisoi592 4 года назад +3

      Verry good

    • @ashiskumarbahira1805
      @ashiskumarbahira1805 4 года назад +4

      Are bhai Odisha govt re Ame sabu bekar na achi job na work... CM change heba darkar

    • @nanudance1748
      @nanudance1748 4 года назад +4

      Sir se Odia bujhi paribe to

    • @smrutiranjan9115
      @smrutiranjan9115 4 года назад +1

      @@uttampalai6730 Chup Mg......Kalia tanka paichu aau sethipain mg chhodi houchu

  • @pratapkumarsahu2313
    @pratapkumarsahu2313 4 года назад +34

    ମୁଁ ଆମ ଟିଭି ରୁ କଳିଙ୍ଗ ଆଉ ନନ୍ଦିଘୋଷ କାଟିସାରିଲିଣି ।ଆଉ ଆପଣମାନେ ...

  • @sujitkumar9409
    @sujitkumar9409 4 года назад +66

    ପୋଲିସ ହେଇଚ କଣ ପାଇଁ ଆସିଛ ଜାଣିନ ଆସିଛ OTV ହଇରାଣ କରିବାକୁ

  • @naturesparadise8859
    @naturesparadise8859 4 года назад +92

    ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତି ଏଭଳି ଅସହିଷ୍ଣୁ ମାନସିକତା ପ୍ରଦର୍ଶନ ଏକ ସୁସ୍ଥ ଗଣତାନ୍ତ୍ରିକ ପଦ୍ଧତିର ପରିଚାୟକ ନୁହେଁ।

  • @jatindrananda4648
    @jatindrananda4648 3 года назад +12

    ଡିଆଇଜି ମହାଶୟ ଏହି ପୋଲିସ ଅଧିକାରୀଙ୍କୁ ଦେଖନ୍ତୁ....
    ଲଜ୍ଜ୍ୟା ଲାଗୁଛି ଏସବୁ..

  • @aksanshkrutiodisha6693
    @aksanshkrutiodisha6693 4 года назад +30

    ଧନ୍ୟ ତୁମର ପୋଲିସ୍ ଚାକିରି
    ଧନ୍ୟ ଆମର ରାଇଜ ମୁଖ୍ୟା
    ଲଜ୍ୟା ଲାଗୁନି ତୁମକୁ ଏମିତି ନିମ୍ନ ମାନର କାର୍ଯ୍ୟ କରୁଛ😡😡😡

  • @pradyumnakumarsahoo3844
    @pradyumnakumarsahoo3844 4 года назад +162

    ବିଜେଡି ଗୁଣ୍ଡା ସବୁ uniform ରେ ଅଛନ୍ତି।

  • @dileswarbiswal2962
    @dileswarbiswal2962 4 года назад +115

    BJD hotao...... Odisha bonchao

    • @examtak3397
      @examtak3397 4 года назад +1

      Kie bancheiba otv..

    • @mrmr624
      @mrmr624 4 года назад +1

      110% sata Katha

  • @jitendradas3132
    @jitendradas3132 4 года назад +10

    ମୋ ମତରେ କମିଶନରେଟ୍ ପୋଲିସ ବିନା କାରଣରେ ଓଟିଭି ଅଫିସ୍ ଆଗରେ ଯେମିତି ପ୍ରହରା ପକାଇଛି ଯଦି ସେମିତି ରାଜଧାନୀ ସାରା ପ୍ରହରା ପକାଇଲେ ରାଜଧାନୀ ଅପରାଧ ମୁକ୍ତ ହୋଇଯାଆନ୍ତା, ରାଜଧାନୀ ରେ ଅପରାଧ ନିୟନ୍ତ୍ରଣ କରିବା ରେ କମିଶନରେଟ୍ ପୋଲିସ ବିଫଳ ହୋଇଛି, ପ୍ରତିଦିନ ରାଜଧାନୀ ରେ ଏ ଟି ଏମ ଲୁଟ୍, ଦୁଷ୍କର୍ମ, ମଡର, ଭଳି ଅପରାଧ ଘଟୁଛି ସେଠି କିନ୍ତୁ ପୋଲିସ ର ଦେଖିନାହିଁ,

  • @subhamconcretebreaker..6019
    @subhamconcretebreaker..6019 4 года назад +49

    ପୋଲିସ ଓଟିଭି କୁ ଡ଼ରୁଛି ଵଦେ

  • @mohandutta1740
    @mohandutta1740 4 года назад +48

    Otv should ask questions to higher authority rather than showing this thing.

  • @meherblog
    @meherblog 4 года назад +96

    Nonsense and shameless government....this govt is a curse for odisha

    • @priyasouravkanungo154
      @priyasouravkanungo154 4 года назад

      Thik katha

    • @kiranreddy1220
      @kiranreddy1220 4 года назад

      Tote laza lagiba kotha BJP BJD ku birodha karuchu Anti National

    • @meherblog
      @meherblog 4 года назад +1

      @@kiranreddy1220 tahele tu kan bhabuchu.. jaha chalichi bhala chalichi.... laguchi tu ta parama desa bhakta aau

    • @bidhubhusanlenka2860
      @bidhubhusanlenka2860 4 года назад

      Bjd Government ku hatao jaladi... Odisa ଟଙ୍କା barbad karuchi

  • @Bloggerdugun
    @Bloggerdugun 4 года назад +8

    I love otv good job continue . true always true .

  • @examtak3397
    @examtak3397 4 года назад +45

    This is nothing but a mere rivalry going between bjd and otv

  • @chiranjibsahoo7783
    @chiranjibsahoo7783 4 года назад +10

    ଆରେ ଭାଇ o Tv କ'ଣ Crime
    କରି ଛି
    ଯେତେବେଳେ ଦେଖ OTV. ପଛରେ
    ଆମ ସରକାର ଆଉ ଖକି ବାବୁ

  • @sibpadamandal7820
    @sibpadamandal7820 4 года назад +60

    BJD gunda giri

    • @mayadharsethi7758
      @mayadharsethi7758 4 года назад

      Ur right

    • @mrmr624
      @mrmr624 4 года назад

      ସଂପୂର୍ଣ୍ଣ ଓଡ଼ିଶାରେ ଗୁଣ୍ଡାଗିରି ଚାଲିଛି

  • @DAS-cy4vv
    @DAS-cy4vv 4 года назад +26

    ନବୀନ ବାବୁ ଏ ଗୁଣ୍ଡା ରାଜ କେତେ ଦିନ ଚଲେଇବ

  • @Yashbahi12693
    @Yashbahi12693 4 года назад +46

    Bijupatnaik "USELESS" child nabin pattnaik

    • @kiranreddy1220
      @kiranreddy1220 4 года назад +2

      Lazo laguni bijupatnaik ku opoman korichanti Anti National

    • @Yashbahi12693
      @Yashbahi12693 4 года назад

      @@kiranreddy1220 kou jae patha padhicha sentence bujhi parilani bodhe,, aau thare padha

    • @pitambarjena7231
      @pitambarjena7231 4 года назад

      @@kiranreddy1220 dictionary dekha bhai

  • @shortvideo-kz6nw
    @shortvideo-kz6nw 4 года назад +8

    Chi chi.. Amiti sarkar.. Otv best news channel 😍😍

  • @m.rnayak9530
    @m.rnayak9530 4 года назад +61

    BJD ra gunda raj

  • @gyanaranjansamal402
    @gyanaranjansamal402 4 года назад +1

    OTV NO. 1 news channel of ODISHA

  • @rightggjg
    @rightggjg 4 года назад +5

    Right questions Ma'am 👍

  • @kumarbinod1960
    @kumarbinod1960 4 года назад +27

    Shame on odisha government....... It's time to change

  • @AshokKumar-rv3we
    @AshokKumar-rv3we 4 года назад +49

    BJD govt is Bekar..sarkar

  • @chittaranjandehury6450
    @chittaranjandehury6450 4 года назад +38

    Odisha govt murdabad, that's very illegal

  • @SUJAN2127
    @SUJAN2127 4 года назад +18

    Madam Ans paibaku hele direct DCP pakho ku jai pacharantu 👍🏿 police wAla ku pocharile kn hebo😂😂

  • @madhabtvodisha
    @madhabtvodisha 4 года назад +1

    ଓଡିଶା ର ନମ୍ବର 1 OTV Channel
    🙏🙏🙏🙏🙏🙏🙏🙏🙏🙏
    .. Jay jagannath....
    👌👌OTV TEAM 👌👌
    ଜୟ ଜଗନ୍ନାଥ ଜୟ ଜଗନ୍ନାଥ
    🙏🙏🙏🙏🙏🙏🙏🙏🙏🙏

  • @biswaranjanpadhi7736
    @biswaranjanpadhi7736 4 года назад +67

    ଧନ୍ୟ ରେ BJD tama ର୍ ବହୁତ୍ ଗୁଣ୍ଡା ହେଲାଣି

  • @keonjhariahungamastatus1546
    @keonjhariahungamastatus1546 4 года назад +1

    ମୁଁ ଓଟିଭି ର ପ୍ରତିନିଧିଙ୍କୁ ଅନୁରୋଧ କରିବି ଦୟାକରି ଏଇ ପୋଲିସ ଭାଇମାନଙ୍କୁ ଓ ତାଙ୍କର siniour authority ଙ୍କୁ mental hospital ପହଞ୍ଚାଇବାରେ ସାହାଯ୍ୟ କର ଏମାନଙ୍କର ମୁଣ୍ଡ ମାଡ଼ ହେଇଯାଇଛି ।। ସେଥିପାଇଁ ଏମିତି ସବୁ କାମ କରୁଛନ୍ତି ।। Law and order achhi ta ଶଳା କାମ କଣ କହିନାହିଁ ତୁମ ଉପରସ୍ତ ଅଧିକାରୀ କଣ ସରକାରୀ ଦରମା ନେଇକି ସେଠି ଓଟିଭି କ୍ୟାମେରାରେ ରେ celibrity ବନୁଛ ।।

  • @anuragpati8546
    @anuragpati8546 4 года назад +24

    Shame on BJD and Naveen Pattnaik ..Just think that OTV is strong than BJD ...
    Jay Panda you r great 🙏

  • @CreationOdia1234
    @CreationOdia1234 4 года назад +1

    ଜୟ ଜଗନ୍ନାଥ ଓଟିଭିକୁ ରକ୍ଷା କର

  • @rajibalochanmajhi6786
    @rajibalochanmajhi6786 4 года назад +27

    Police gunda raj karuchhi

  • @snehashish5838
    @snehashish5838 4 года назад +5

    ଏମିତିକା ଖବର ଶୁଣି ଲାଜ୍ୟ ଲାଗୁଚି ପୋଲିସ ନା କଣ ସେମାନେ

  • @dhrubaswain2855
    @dhrubaswain2855 4 года назад +22

    ୟାଙ୍କୁ କଣପଚାରୁ ଛନ୍ତି ଯାହାକୁ ପଚାରିବା କଥା ତାଙ୍କୁଇ ପଚାରନ୍ତୁ
    ଏମାନଙ୍କୁ ହୁଏତ ମନାହେଇଥିବ
    ନାହିଁ ତ ବିକପ୍ପ ଚିନ୍ତାକରନ୍ତୁ ଭଲହେବ

    • @entetenmentvideo5665
      @entetenmentvideo5665 4 года назад

      Semane jaha hele bi police mona kemiti koribe kn pai achanti kohibe na

  • @bikashmmmmm8273
    @bikashmmmmm8273 4 года назад +1

    ପୋଲିସ୍ ବିଜେଡି ଭାଇ ଭାଇ

  • @Rakeshkumar-nm4kq
    @Rakeshkumar-nm4kq 4 года назад +8

    ଚୁଡା ଭଜା ଦିଅ ସେମାନକୁ ଵସି ଚୋଵାଈଵେ,,,,,,

  • @DAS-cy4vv
    @DAS-cy4vv 4 года назад +3

    ନବୀନା ର ଶେଷ ସମୟ ଆସି ପହଂଚିଲାଣି

  • @tarjanray9470
    @tarjanray9470 4 года назад +21

    Police naa chora emane

  • @tarapadakayal9595
    @tarapadakayal9595 4 года назад +2

    I like OTV news

  • @sumitkumarnaik6064
    @sumitkumarnaik6064 4 года назад +18

    chhi re police

  • @suryajena4223
    @suryajena4223 4 года назад +2

    ସମସ୍ତେ ଜାଣିଛନ୍ତି ଏ ସରକାର ର ର ଶେଷ ସମୟ ଆସିଗଲାଣି. ତେଣୁ ଅନ୍ତିମ ସମୟରେ ବିପରୀତ ବୁଦ୍ଧି

  • @papinbehera3939
    @papinbehera3939 4 года назад +24

    ଧାରା 370 ଉଚ୍ଛେଦ ପାଇଁ ଓଡ଼ିଶା ସରକାର ଆଗେଇଲେ କି

  • @dharmendraray2893
    @dharmendraray2893 4 года назад +1

    ସବୁ ପୋଲିସ୍ ବିଆ ବାଉଳା 🤗🤗

  • @maheshkumar-fn4gc
    @maheshkumar-fn4gc 4 года назад +5

    ଏ ଭଉଣି ଶୁଣ ନିଆଁ ନ ଥିଲେ ଧୂଆଁ ବାହାରିବନି ବୁଝିଲ

  • @biswambarnaik9387
    @biswambarnaik9387 4 года назад +1

    ଓଡିଶାର ସରକାର ନିଷ୍ପତ୍ତି ନେଇଛନ୍ତ ଓ ଟିଭି ଚ୍ୟାନେଲ ତାଙ୍କ କଥାରେ ଚାଲୁ ନାହିଁ କାହିଁକି ନା ଓ ଟିଭି ଚ୍ୟାନେଲ ସତ ଛଡା
    ମିଛେଇ ଦେଖାଏନାହଁ

  • @SidharthMishra99
    @SidharthMishra99 4 года назад +26

    Eieta kana Mandira parisara heigala Duty karibaku chali asila,dera pakeicha
    24 ghanta hela karana kana janina,kahiparibani ta dera pakeicha kahiki ???

  • @ratankumarmahapatra7086
    @ratankumarmahapatra7086 4 года назад +1

    Otv Great. Samastankara pant gili karuthiba News chanel.

  • @subratkumarpanda6285
    @subratkumarpanda6285 4 года назад +13

    Shame to these police officers..they don't know why they are here and what their job.. really great 🙏

    • @satyabratasahoo7129
      @satyabratasahoo7129 4 года назад +1

      Bhai semane job karichanti... Muha kholile job jiba so se chup rahuchanti🔥🔥🔥🔥

    • @nirojkalse384
      @nirojkalse384 4 года назад +1

      May be secret thiba.. Wait and watch ....se mane tanka duty karu6anti....ki6i jani bara a6i ta hele ..jiye duty dei6e tanku pacharantu..

    • @subratkumarpanda6285
      @subratkumarpanda6285 4 года назад +1

      @@satyabratasahoo7129 at least etiki ta janiba darkar na tankar kama kan..kan pain asiki basichanti

    • @subratkumarpanda6285
      @subratkumarpanda6285 4 года назад

      @@nirojkalse384 Odisha Govt Odisha police nija Ichha re sabu kama karuchanti

  • @bikramkumarbal5854
    @bikramkumarbal5854 4 года назад +1

    ଆରେ ଯଗିଛନ୍ତି, ସୁରକ୍ଷା ଦେଉଛନ୍ତି, ଛି ଛି ସରକାର ଗୁଲାମ ପୋଲିସ ଚାକିରୀ ଉପରୁ ଆଶା ତୁଟି ଯାଉଛି

  • @kubermohanta7062
    @kubermohanta7062 4 года назад +13

    Due to press the democracy is alive.

    • @anupmajhi7656
      @anupmajhi7656 4 года назад

      India is not a Democracy Country.
      POLITICS hi Zindagi hai....YAHAN.

  • @akshayakumarbhol4132
    @akshayakumarbhol4132 3 года назад +7

    ଚାକିରି ପଳେଇବା ଭୟ ଅଛି ବୋଲି ଏଇ ଚାକରମାନେ କିଛି କହିବେ ନାହିଁ, କାରଣ ଚାକିରି ଚାଲିଗଲେ ଏମାନଙ୍କର ଅନ୍ୟ କିଛି ପନ୍ଥା ନାହିଁ ।

  • @sanjeebkumarsamal19
    @sanjeebkumarsamal19 4 года назад +24

    Shameless govt
    Shameless work

  • @kanhumallick9459
    @kanhumallick9459 4 года назад +5

    I love otv

  • @kritirajsamal8490
    @kritirajsamal8490 4 года назад +30

    Bastard government in bjd
    Nahin patnayak

  • @cyfun4807
    @cyfun4807 4 года назад +2

    We support Otv 👍👍

  • @deepakdalei2353
    @deepakdalei2353 4 года назад +5

    ଏତେ ନିଚ ସରକାର ଛି ଛି
    ଓଟିଭି No 1ଛେନେଲ୍
    ନିପେୟ ଛେନେେଲ୍ ନୁୟୁଜ୍ ଫପିୟୁଜ୍
    ପ୍ରସାରଣରେ ଅଡିଶା ସରକାରର କଳା କାର୍ ନାମା ଜଳଜଳ ଦେଖାଯାଉଛି ୨୫ବର୍ଷର ଶାସନ କିପ୍ରକାର । ଦାଦାଗିରି ଦେଖାଉଛି ନବିନ ସରକାର ।

  • @kunulucky4492
    @kunulucky4492 4 года назад

    Otv media thanks you job👍👍👍👍

  • @sunakarrout357
    @sunakarrout357 4 года назад +18

    Who is ur superior? This is the character of our odisha police. Shame on you

    • @manoranjan4701
      @manoranjan4701 4 года назад +1

      This is not Carector of od police. This is Carector of our gov

  • @madhabtvodisha
    @madhabtvodisha 4 года назад +1

    Otv ପଛରେ ବଡ ଷଡଯନ୍ତ୍ର ଚାଲିଛି......
    Image ଖରାପ କରିବା ପାଇଁ.........
    ଆ ପଛରେ ରାଜନୀତି power ଅଛି....... 100%
    ଜାଗୀ ମାମ୍ ଆରେଷ୍ଟ କରିବା ବଡ ଷଡଯନ୍ତ୍ର ଚାଲିଛି.......
    ଆ ପଛରେ ରେ ରାଜନୀତି ବଡ ବଡ ଲୋକ ଅଛନ୍ତି......

  • @dasharathiroutray7176
    @dasharathiroutray7176 4 года назад +4

    O TV best in Odisha, any revengeful things are not a good symbol

  • @sunarammarandi2745
    @sunarammarandi2745 3 года назад +1

    😂😂😂 ପୋଲିସ ବାଲା ଜାଣିନି କି duty ଦିଆ ଯାଇଛି 😂😂😂

  • @kamalpal1091
    @kamalpal1091 4 года назад +22

    Pupet of bjd . They are degrading the profession

  • @JituNewVlog
    @JituNewVlog 4 года назад +2

    ଏଇଟା କଣ ମାମୁଁ ଘର ବୁଲି ବାକୁ ଆସିଛ।। କୋଉନା BJD ପଠେଇଛି।। OTV ର କିଛି କରିପାରିବନି ଖାଲି ଭୋକିବ ।। ଏହି ରାଜ୍ୟରେ ପୋଲିସ ବୋଲି କିଛି ନାହୀ ନିଜେ ନିଜର ନ୍ୟାୟ ହାସଲ କର।।

  • @karanveer9701
    @karanveer9701 4 года назад +10

    Bjd Sobu saridela😂

  • @satyamsahoo503
    @satyamsahoo503 4 года назад +1

    O Tv is best news channel ❤️..........👍

  • @amitavsarangi1883
    @amitavsarangi1883 4 года назад +17

    BJD govt hatao Odisha bacho

  • @chittaranjansethi8306
    @chittaranjansethi8306 4 года назад

    Best news Otv channel

  • @jyotirmayjena1869
    @jyotirmayjena1869 4 года назад +7

    ମାଗିହା ପୋଲିସ କୁ ବାଡାଅ ଓଟିଭି ବାଲା

    • @biswajitsahoo5491
      @biswajitsahoo5491 4 года назад +2

      Bhai emane kn karibe upara officer hele chora

    • @Ed-star6929
      @Ed-star6929 4 года назад

      Tame ta nama neuthiba Tama life re janapadu6i .....Anya mananku kain pelu6 .....ki loka badeile Kan se Sethu paleibe......Jena Babu tike Chenna Khao buudhi karo ....e msg Ku kiye complaint karidele se mada khaibe na nahi mu janini but tame bahut ki6i au bahut jaga re khaiba

    • @Ed-star6929
      @Ed-star6929 4 года назад

      @@biswajitsahoo5491 thik

  • @KonarkExplorer
    @KonarkExplorer 4 года назад +1

    ଆମର ଅଧିକାର ଆମେ ଜାଣିବାକୁ ଚାଂହୁଚୁ, ଓଡ଼ିଶାର ସରକାରଙ୍କୁ ଆମର ନିବେଦନ, ଆପଣ ଜଣାନ୍ତୁ।

  • @haraprasadbarik1988
    @haraprasadbarik1988 4 года назад +15

    Shame on odisha government,,Dina dwiprahare rape hauchie no action,,otv pachharr jemiti joka bhalia lagichanyti

  • @Drmadhabfitness
    @Drmadhabfitness 4 года назад

    How they are so much fearfull to higher officials... not opening.... KI KALI YUGA HELA RE.... JAGO GRAHAK JAGO.... OTV best news Channel

  • @shambhunathscenery4225
    @shambhunathscenery4225 4 года назад +5

    ଓଡ଼ିଶାର ଭବିଷ୍ୟତ କ'ଣ ହେବ

  • @PriyankaMahakud-be9jc
    @PriyankaMahakud-be9jc Год назад

    Otv. No 1 chanl 🎉🎉🎉🎉🎉🎉

  • @Bazarone8686
    @Bazarone8686 4 года назад +7

    The rules and the regulation is equal and same for all. On this view by which rules and regulation the police has been putting it's force by forcefully without showing any show cause notice?

  • @kunalkumar4223
    @kunalkumar4223 4 года назад

    Otv is the best... No answer from odisha police...

  • @hariharadas6
    @hariharadas6 4 года назад +8

    ପଲିସବାବୁ ମାନେ ନିଜ ଘରେ ରହି ଦରମା ନିଅ ଏତ ଭଲ ରାଜନିତି

  • @bijaysamal2138
    @bijaysamal2138 4 года назад

    Pls give a cup of tea to sir.Dont worry otv.u always no.1. Channel.

  • @mr.dhainapatnaik5972
    @mr.dhainapatnaik5972 4 года назад +7

    Jie duty ku asichhi,se janini kanhiki dutyre asichhanti. This is very fantastic. Eita kan sashan ?

  • @gangadharpatra6269
    @gangadharpatra6269 4 года назад +1

    You absolutely right madam 🙏

  • @krupasindhupradhan9516
    @krupasindhupradhan9516 4 года назад +4

    Durga puja Chada nabapain asichhanti kahiparunahanti deidia paleibe

  • @prasansahoomitu7080
    @prasansahoomitu7080 4 года назад +1

    Bajyanta panda is a super man of odisha

  • @nareshmajhi5057
    @nareshmajhi5057 4 года назад +20

    English sarkar sala laja laguni

  • @sushilkumarsahu8767
    @sushilkumarsahu8767 3 года назад

    I salute you are right

  • @rhythmofinnerpeace7918
    @rhythmofinnerpeace7918 4 года назад +9

    Lazy police department of Odisha .. I guess Odisha n U.P police act like same ...

  • @lbsnnakavasana603
    @lbsnnakavasana603 4 года назад +1

    Police ku bi pressure diia jauchhi

  • @devilkingraaz
    @devilkingraaz 4 года назад +6

    Ki bala duty karu6a na janiki... WTF ODISHA PILICE

  • @sibanandamahanta9443
    @sibanandamahanta9443 4 года назад

    All Odisha people 🙏🙏 stand with you.

  • @deepakkumarsahu1645
    @deepakkumarsahu1645 4 года назад +16

    Bjd ra gunda

  • @pravatpraharaj9435
    @pravatpraharaj9435 4 года назад +1

    Legislative people are answerable to public...

  • @manasmanas3610
    @manasmanas3610 4 года назад +4

    sir kan time pass karucha

  • @gurudattadas9926
    @gurudattadas9926 4 года назад

    Bhala heichi

  • @rabiswain5952
    @rabiswain5952 4 года назад +3

    Crime control nakari e bekar phaltu kama pain salary nauchanti

  • @skbulbulrout4440
    @skbulbulrout4440 4 года назад +1

    Mu bi nandighosh , Kalinga channel kati daiche
    Otv no-1 news channel

  • @rajaraja-mn9mz
    @rajaraja-mn9mz 4 года назад +5

    ବିଜେଡି ନା କାଟି ଗୁଡ଼ା ଦଳ ଦିଆଯାଉ। A ହେଉଛି ଆମ ଓଡ଼ିଶା ପୋଲିସ ବ୍ୟବସ୍ଥା ଛି ଛି ଆ ----- ଥୁ

    • @kiranreddy1220
      @kiranreddy1220 4 года назад

      Laza lagiba kotha tote BJP BJD Ku birodha karuchi Anti National

  • @rabinarayannayak2828
    @rabinarayannayak2828 4 года назад +1

    କାମ ତ କିଛି ନାହିଁ ଆଉ କଣ କରିବେ।