News Fuse 09 FEB 2024

Поделиться
HTML-код
  • Опубликовано: 21 ноя 2024

Комментарии • 41

  • @prasantapattanaik862
    @prasantapattanaik862 9 месяцев назад +5

    ସାର୍! ଆପଣଂକ ଉପସ୍ଥାପନା ଓ କଥନଶୈଳୀ ଖୁବ୍ ଭଲ। ମନ୍ତ୍ରୀ ବିଧାୟକମାନେ ଲୋକଂକୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କେମିତି କରୁଛନ୍ତି ଟିକେ ଦେଖାନ୍ତୁ ସାର୍।

  • @kartikeshwar-hz8ih
    @kartikeshwar-hz8ih 9 месяцев назад +2

    Jay jagannath

  • @geetanjaliacharya6079
    @geetanjaliacharya6079 9 месяцев назад +2

    God bless you to your family sir 🙏🏻

  • @143Susanta
    @143Susanta 9 месяцев назад +4

    ୨୪ ବର୍ଷ ହେଲା ରାଇଜ କଂଗ୍ରେସ ଖେଳି ଖେଳି ହାଲିଆ ଆଉ ୨୦୨୪ ରେ ଏମାନଙ୍କୁ ପ୍ରଭୁ ଜଗନ୍ନାଥ ଭରସା

  • @prasantapattanaik862
    @prasantapattanaik862 9 месяцев назад +4

    ବହୁତ୍ ଗୋଷ୍ଠି ବହୁତ୍ ପ୍ରତିବାଦ କରନ୍ତି। ଆଉ ଏକ ପ୍ରତିବାଦ କରିବାକଥା ଦେଶ ସାରା ଯେ କୌଣସି ଦେବାଦେବୀ ଫଟୋ କେହି ଏମିତି ବ୍ୟବହାର କରିପାରିବେ ନାହିଁ ଓ ବ୍ୟବସାୟ ଜନିତ ପ୍ୟାକେଜ ପ୍ୟାକେଟ ଗୁଡ଼ିକରେ ଫଟୋ ବ୍ୟବହାର କରିପାରିବେ ନାହିଁ।କାରଣ ଏହାଦ୍ବାରା ତାଂକୁ ଅବମାନନା ତ ହେଉଛି ତା'ଛଡା ଏଠି ସେଠି ପଡ଼ିବା ଦେଖିଲେ ବହୁତ୍ ଦୁଃଖ ଲାଗି ଆଖିରୁ ଲୁହ ବାହାରି ଆସେ।

  • @ranjanbehera8745
    @ranjanbehera8745 9 месяцев назад +3

    Good morning Sare 🙏🙏🙏
    JILA. PURI

  • @krishnanaikbrothers6459
    @krishnanaikbrothers6459 9 месяцев назад +3

    Super news sir Jay Jagannath 🙏

  • @143Susanta
    @143Susanta 9 месяцев назад +4

    ଆମର ଓଡ଼ିଶାର ଗୌରବ ମଧୁବାବୁଙ୍କୁ ଏମିତି ଅପମାନ ସହି ହବନି 🙏🙏🏼 ଦୟାକରିକି ଏମିତି କରନ୍ତୁନି ଆମର ପୂର୍ବ ପୁରୁଷ ମାନଙ୍କୁ ସଂମାନ୍ ଦେଉ ନେ ତ କାହିଁକି ଅପମାନ କରୁଛ

  • @143Susanta
    @143Susanta 9 месяцев назад +3

    ଆମର ଓଡ଼ିଶାର ଗୌରବ ପ୍ରଭୁ ଜଗନ୍ନାଥଙ୍କର ଏଭଳି ଅପମାନ 🙏🏼🙏 ହେ ପ୍ରଭୁ ଜଗନ୍ନାଥ ଏମାନଙ୍କୁ ଟିକେ ବୁଧି ଦିଅ ପ୍ରଭୁ 🙏🙏

  • @Rajutibehera-l1b
    @Rajutibehera-l1b 9 месяцев назад

    Jay Jagannath

  • @prasantapattanaik862
    @prasantapattanaik862 9 месяцев назад +3

    ଖାଲି ଡ୍ରାଇଭରଂକ ଲାଇସେନ୍ସ ଓ କାଗଜପତ୍ର ଠିକ୍ ହେବା ବଡ଼ କଥା ନୁହେଁ।ଏଭଳି ଚାଲିଚଳନ ବ୍ୟବହାର ଓ ଗାଡ଼ି ଚାଳନା ପ୍ରତି ମଧ୍ୟ ସରକାର ଦୃଷ୍ଟି ଦେବା କଥା।

  • @Panda-ix5nl
    @Panda-ix5nl 9 месяцев назад

    ଠିକ୍ କହିଛନ୍ତି ଶ୍ରୀ ହନୁମାନ ପ୍ରଭୁ ଶ୍ରୀ ରାମ ଙ୍କର ନିନ୍ଦା କରୁଥିବା ଲୋକଙ୍କ କେବେବି କ୍ଷମା ଦେବେନି

  • @143Susanta
    @143Susanta 9 месяцев назад +3

    ଏଇ Driver ଭାଇଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ Driver ଯୋଜନାରେ add କରିକି ପୁରସ୍କାର ଦବାକଥା

  • @soumyaranjanbarik4734
    @soumyaranjanbarik4734 9 месяцев назад

    ନାରଣ ଭାଇ ଏଭଳି ଡ୍ରାଇଭର ମାନଙ୍କୁ ସରକାରୀ ବସ୍ ଡ୍ରାଇଭର ମହାସଂଙ୍ଘ ର ସଭାପତି କରିଦିଅ ଯିଏ କି ଡ୍ରାଇଭର ମାନଙ୍କୁ ଭଲଭାବରେ ଉପଦେଶ ଦେବେ

  • @soumyaranjanbarik4734
    @soumyaranjanbarik4734 9 месяцев назад

    ଯେଉଁଠି ଓଡିଶାର ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ହେଇଯାଉଛନ୍ତି ସେଠାରେ କାନ୍ତକବି କଣ୍ଠକବି ଓ ହରେକୃଷ୍ଣ ମହତାବ ହରେକୃଷ୍ଣ ମହାନ୍ତି ହୋଇପାରିବେ ମହାପୁରୁଷ ମାନେ ଏଗୁଡା ଦେଖିବା ଅପେକ୍ଷା ତାଲା ପକେଇଦେବା ଭଲ

  • @k.kamaleswarighatal7347
    @k.kamaleswarighatal7347 9 месяцев назад +1

    Super👌

  • @JyotiranjanRoutrya
    @JyotiranjanRoutrya 9 месяцев назад +1

    ଚାଲି ନଜାଣୀ ବାଟ ରଦୋସ

  • @sudhansukumarbal3419
    @sudhansukumarbal3419 9 месяцев назад +1

    You are doing a great job

  • @azharkkhan8822
    @azharkkhan8822 9 месяцев назад

    👏👏👏👏👏👏👏👏

  • @munasmruti1888
    @munasmruti1888 9 месяцев назад

    କ଼ଂଗ୍ରେସ୍ ନେତା ପୁରା ଦୂବଳ

  • @sushantakumarpradhan1719
    @sushantakumarpradhan1719 9 месяцев назад +5

    ଏ ଡ୍ରାଇଭର ଗାଡ଼ି ପଛେ ପଛେ ୧୦୮ଆମ୍ବଲାନଶ ପଠାଇ ବାକୁ ସରକାରଙ୍କୁ ଅନୁରୋଧ।

  • @MR.NAHAK-334
    @MR.NAHAK-334 9 месяцев назад

    କାହିଁକି ନା ଭାଇ ସେ ଜାଣିଛନ୍ତି ରାହୁଲ ଗାନ୍ଧୀ କି ସେ ଯୋଉ ଗାନ୍ଧୀ ଆସନ୍ତୁ ସେ ଜାଣିଛନ୍ତି ରାଜ୍ୟରେ ଆଉ କଂଗ୍ରେସ ଆଉ ଉଧେଇବାର ନାଇ ସେଥି ପାଇଁ ବିଧାୟକ ଆମର ସୋଇଛନ୍ତି ଆଉ😂😂😂😂

  • @soumyaranjanbarik4734
    @soumyaranjanbarik4734 9 месяцев назад

    କଂଗ୍ରେସ ନେତା ମାନଙ୍କର ଜୋସ୍ କୁ ମାନିବାକୁ ପଡିବ କିଏ ବୋଲିଙ୍ଗ୍ କରୁକରୁ ପଡିଗଲେଣି ତ ଆଉ କେଉଁଠି ସଭା ମଝିରେ ନିଦ୍ରା

  • @Sapan373
    @Sapan373 9 месяцев назад +1

    Bhai niranjan sare Peta teki parunahanti sia kana nachi be

  • @soumyaranjanmohanty4746
    @soumyaranjanmohanty4746 9 месяцев назад +2

    A sabu ama manyabar cm Naveen Mohanty nka daya.

  • @pravakarswain2804
    @pravakarswain2804 9 месяцев назад +1

    ଏ ଭଳି ଡ୍ରାଇଭରଙ୍କ ଲାଇସେନ୍ସ ରଦ୍ଦ କରାଇ ତାଙ୍କୁ ବିଚ୍ ରାସ୍ତାରେ ଲଣ୍ଡାକରି ବୁଲାଇବା ଉଚିତ୍ ।

  • @rubisethia6839
    @rubisethia6839 9 месяцев назад +1

    Amiti driver pai aji ate sabu accident hauchi 😢

  • @MR.NAHAK-334
    @MR.NAHAK-334 9 месяцев назад

    ଏଇଠୁ ଜଣା ପଡୁଚି ଯେ ଖାଲି ଓଡ଼ିଶା ରେ ନୁହଁ କେନ୍ଦ୍ର ରେ ବି କଂଗ୍ରେସ କେତେ ସୁଦୃଢ଼😂😂

  • @kpsinghadv9798
    @kpsinghadv9798 9 месяцев назад

    Congrss agaru kankada thile,ebe bichha mantra najani sapa gatare hata marile padiare padibe.

  • @bikarmsahoo2745
    @bikarmsahoo2745 9 месяцев назад +1

    Tala pakei ki thik Kari chi ... odisha sarakara bhala khelu chhanti ta odisha dadana cup ..sethi paani madhu Babu dekhi Baku chahun nahanti ..

  • @munaPatra-t8b
    @munaPatra-t8b 9 месяцев назад

    Ama chanda bali gadi draivar o mara taku

  • @Manas_panigrahi
    @Manas_panigrahi 9 месяцев назад

    ଖାଲି ଏ ଡ୍ରାଇଭର ଭାଇ ଏକା ନୁହଁନ୍ତି ଏମିତି ବିରଳ ପ୍ରାଣୀ ଓଡ଼ିଶାର କୋଣ ଅନୁକୋଣରେ ଅଛନ୍ତି 😂😂କିଏ ମଦ ପିଇ ନାଳ ପାଣିରେ ବୁଡ ଦେଉଛି ତ ଆଉ କିଏ ଦେହରେ cello tape ଲଗେଇ ଗଞ୍ଜେଇ ଚାଲାଣ କରୁଛି।

  • @Mohini-i2m
    @Mohini-i2m 9 месяцев назад

    Mu shunithili manisha malapare tarapapa punya mapajae kintu athi papara bhara badhigala je a mancha sahiparilani

  • @rubisethia6839
    @rubisethia6839 9 месяцев назад

    Mate bihar ra news maja lagi la😅

  • @jeetbehera6723
    @jeetbehera6723 9 месяцев назад +1

    Tama BJP sarakar ta aini kala🙏7sal jele tame sabu dekhaeba😂

  • @hemantasahoo3777
    @hemantasahoo3777 9 месяцев назад +1

    Bjp midia au kan bala kahiba😅😅😅😅

  • @KumarSomanath
    @KumarSomanath 9 месяцев назад

    Amiti driver pain accident hauchi loka tathabi sudhurunahanti katha re nahi jete mathibu matha saidarapara kate 😂😂

  • @Mohini-i2m
    @Mohini-i2m 9 месяцев назад

    A babu to dekhiki prathame khela bhalare sikh padijauchu shasana in karibu tamaku dandabata ama jibana saha khelani

  • @satyabrata__official1
    @satyabrata__official1 9 месяцев назад +1

    😂😂😂