Sambalpuri din/August -1 /beautiful art 🎨🎨/Elisha's Art Zone ❣️

Поделиться
HTML-код
  • Опубликовано: 8 сен 2024
  • ଅଗଷ୍ଟ ୧ରେ ସମ୍ବଲପୁରୀ ସାହିତ୍ୟର ଅନନ୍ୟ ସାଧକ ଗୁରୁ ଶ୍ରୀ ସତ୍ୟନାରାଣ ବହିଦାରଙ୍କ ଜନ୍ମଦିବସ । ଏହି ଦିନକୁ ସମ୍ବଲପୁରରେ ସମ୍ବଲପୁରୀ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ସବୁଠି ସମ୍ବଲପୁରୀ ସଂସ୍କୃତିର ଝଲକ ଦେଖିବାକୁ ମିଳେ । ମଞ୍ଚରୁ ଆରମ୍ଭ କରି ସୋସିଆଲ ମିଡ଼ିଆ ପର୍ଯ୍ୟନ୍ତ ସମ୍ବଲପୁରୀ ପୋଷାକ ପରିଧାନ କରି ସଭିଏଁ ଫଟୋ ପୋଷ୍ଟ କରିବାରେ ଲାଗିଥାନ୍ତି । ସମ୍ବଲପୁରୀ ପୋଷାକ ଲାଗି ଷ୍ଟଲ ଲାଗିବା ସହ ସାଂସ୍ମୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକିଥାଏ । ସମ୍ବଲପୁରୀ ନୃତ୍ୟ, ଗୀତ ସହିତ ପାରମ୍ପରିକ ପିଠା ପଣାରେ ମହକିଥାଏ ଘର । ତେବେ ଆଜି ସମ୍ବଲପୁରୀ ଦିବସ ଅବସରେ ସମ୍ବଲପୁରବାସୀଙ୍କୁ ଶୁଭେଚ୍ଛା |
    1st of August is celebrated as Sambalpuri Day which marks the birth anniversary of Guru Satyanarayana Bohidar whose age defining contributions to the promotions of the dialect through his books literally provided the western Odisha language the identity it has today.
    I am very pleased to receive likes from you! Your comments inspire me to create beauty!
    Subscribe to my channel and don't forget to PRESS the BELL so you don't miss a new video!
    Thanks for supporting my channel!
    ❣️Elisha's Art Zone❣️
    Do Subscribe my Another Account...
    Elisha's Art Shorts 👇
    / @elishasartzoneshorts .
    #sambalpuridin #1august
    #sambalpuri
    #painting
    @elishasartzone712
    @Elishasartzoneshorts
    🎁THANK YOU FOR WATCHING

Комментарии • 4