Kete Sukha Dhali Deicha - କେତେ ସୁଖ ଢାଳି ଦେଇଛ | Patitapabana Das | Odia Jagannatha Bhajan

Поделиться
HTML-код
  • Опубликовано: 10 ноя 2024

Комментарии • 108

  • @pintuvillagetour
    @pintuvillagetour 2 месяца назад +18

    ପତିତପାବନ ଭାଇନାଙ୍କ ଭଜନ ମୁଁ ନୂଆ ଶୁଣୁଛି , ବହୁତ ଭଲ ଲାଗୁଛି , ସିଦ୍ଧାର୍ଥ ଚ୍ୟାନେଲ୍ ଏହି ଭଳି ନୂଆ ପ୍ରତିଭାଙ୍କୁ ସୁଯୋଗ ଦେଇଥିବାରୁ ମୁଁ ଅଶେଷ ଧନ୍ୟବାଦ ଜଣାଉଛି 💐💐👍❤

  • @JeebanchandaraSabar
    @JeebanchandaraSabar Месяц назад +3

    ନନା ତମ ଭଜନ ଶୁଣିଲେ ହୃଦୟ ନିର୍ମଳ ହୋଇ ଯାଉଛି ଭଗବାନ ପ୍ରତି ଅଧିକ ଭଲପାଇବା ବଡ଼ି ଯାଉଛି ଜୟ ଜଗନ୍ନାଥ 😂😂😂

  • @Sukantamaharana-yb6sc
    @Sukantamaharana-yb6sc Месяц назад +1

    ଭାଇ ପତିତପାବନ ଭାଇନା🙏 ବହୁତ ସୁନ୍ଦର 🙏🙏🙏ଜୟ ଜଗନ୍ନାଥ ସ୍ବାମୀ ସାରା ବିଶ୍ବର ମଙ୍ଗଳ ହେଉ ଆହେ ମଣିମା 🙏

  • @suprabhanayak2538
    @suprabhanayak2538 2 месяца назад +7

    ଆଖିରେ ଆଖି ଏ ଲୁହ ଭରିଗଲା ⭕⭕🙏🙏

  • @JagannathKathamitra
    @JagannathKathamitra 2 месяца назад +3

    ହେ ମହାପ୍ରଭୁ 😢🙏
    ପୂଜ୍ୟ ପତିତପାବନ ଭାଇନା 🙏
    @ଆନନ୍ଦ 😊

  • @deepakdas5252
    @deepakdas5252 Месяц назад +2

    ଯେତେ ଶୁଣିଲେ ବି ମନ ବୁଝୁନି 😢

  • @rakeshchandrapradhan114
    @rakeshchandrapradhan114 2 месяца назад +2

    ଜୟ ଜଗନ୍ନାଥ 🙏🏻
    ପତିତପାବନ ଭାଇନା ଙ୍କ କଣ୍ଠରେ ବହୁତ ସୁନ୍ଦର ହୋଇଛି 👌🏻👌🏻👌🏻🙏🏻🙏🏻🙏🏻

  • @ଜୟଜଗନ୍ନାଥମହାପ୍ରଭୁ-ଭ4ଫ

    ଜୟ ଜଗନ୍ନାଥ ମହାପ୍ରଭୁ ଭାଇନା 🙏🏻👏🏻 ଅପୁର୍ବ ସୁନ୍ଦର ଭାବ ଭକ୍ତି ଭରା ଭଜନ 🙏🏻 ମହାପ୍ରଭୁ ଙ୍କୁ ଦୁଃଖ କହି କହି ଆପଣ ଆମର ଆଖି କୁ ଓଦା କରିଦେଲେ ଭାଇନା ଆପଣ ଙ୍କୁ ମୋର ପ୍ରଣାମ 👏🏻🙏🏻😭🙇🏻🙏

  • @sasmitabehura3619
    @sasmitabehura3619 2 месяца назад +5

    Jay Jagannath Swami 🙏

  • @KandheiDas-f2r
    @KandheiDas-f2r 2 месяца назад +6

    Jay jagannath

  • @prasantamallick6564
    @prasantamallick6564 2 месяца назад +3

    Jay jagannath 🙏🙏 ati sundra

  • @karunakarghadai6964
    @karunakarghadai6964 2 месяца назад +5

    Very nice singing

  • @hariharasatpathy2000
    @hariharasatpathy2000 2 месяца назад +5

    ଜଗା କାଳିଆ ପାଦେ ଗଲି ଶରଣ !!

  • @PRATIKRANA4
    @PRATIKRANA4 2 месяца назад +1

    Aha ki sundar mo jaganath pravu nka katha kete sunda.mana.purijauchi.jay jaganath
    h

  • @bijaylaxmibehera4742
    @bijaylaxmibehera4742 Месяц назад +1

    Nana bahut sundar
    Vaba aau voice apanankara

  • @Seemacraftanddance
    @Seemacraftanddance Месяц назад +1

    Namaskar sir ❤❤❤ Jay Jagannath ❤❤

  • @chandrakantasarangi3831
    @chandrakantasarangi3831 Месяц назад +1

    Bahut bhabapurna katha❤

  • @biswajitnaik7337
    @biswajitnaik7337 2 месяца назад +3

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ

  • @PRATIKRANA4
    @PRATIKRANA4 2 месяца назад +1

    Nana apanku bhaut bhaut dhanyawad.mo.pravu.nka katha.kahi.mo atma.santi.hoigala.

  • @balajisahu86
    @balajisahu86 2 месяца назад +1

    ସତରେ ପ୍ରଭୁ ଆଖି ରେ ଲୁହ asijauchi

  • @MuDHENKANALIA55
    @MuDHENKANALIA55 2 месяца назад +2

    ମୋ କାଳିଆ ଦୁଃଖ ନାଶନ ମହାପ୍ରଭୁ ସବୁ ତୁମ ଲୀଳା 😭😭😭😭😭🙏🙏

  • @santosh1984nayak
    @santosh1984nayak Месяц назад

    ଏହି ନିଆଁ ଲଗା ଲୁହ କୋଉଠି ଥାଉଛି କେଜାଣି ଏହି ଭଳି ଭଜନ ପତିତପାବନ ନନାଙ୍କ ମୁଖରୁ ଶୁଣିଲା କ୍ଷଣି ଆଖିରେ ଲୁହ ଝରି ଯାଉଛି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏

  • @chudamanibhim8492
    @chudamanibhim8492 2 месяца назад +5

    ଜୟ ଜଗନ୍ନାଥ

  • @abhilashdhaladhala8564
    @abhilashdhaladhala8564 2 месяца назад +2

    Jay jagannath 🙏🙏🙏🙏🙏

  • @ManoranjanNayak-j1b
    @ManoranjanNayak-j1b 2 месяца назад +1

    ବହୁତ ଭଲ ଲାଗିଲା ଯେତେବେଳେ ସେ ଅରବିନ୍ଦ ମୁଦୁଲି ଙ୍କ ନାମ କହି ଥିଲେ

  • @pratapkumarsahoo5811
    @pratapkumarsahoo5811 19 дней назад

    ❤️❤️❤️ଜୟ ❤️❤️❤️ଜଗନ୍ନାଥ

  • @TutuNayak-tr3jz
    @TutuNayak-tr3jz 2 месяца назад +1

    ଜୟ ଜଗନ୍ନାଥ ନନା .ମହାପ୍ରଭୁ ଆପଣ କୁଂ ବହୁତ ଆୟୁଷ ଦିଅନ୍ତୁ ଏ ଭଳି ଭଜନ ଏ ଜଗନ୍ନାଥ ପ୍ରେମି ସୁଣନ୍ତୁ .🙏🙏🙏🙏 .ଜୟ ଜୟ ଶ୍ରୀ ଜଗନ୍ନାଥ .🙏🙏🙏

  • @DeepakDas-q1z
    @DeepakDas-q1z Месяц назад +1

    Mahaprabhu a dukhira guhari tk sunantu manima.. 😢

  • @SuperNoName310
    @SuperNoName310 2 месяца назад +1

    ଆକର୍ଷଣୀୟ ସ୍ୱର ବାଃ ଵଃ

  • @studypoint1280
    @studypoint1280 2 месяца назад +4

    ମଣିମା ମୁଁ ଜାଣିନି ମୋ ପାଇଁ କଣ ଭଲ ଆଉ କଣ ମନ୍ଦ😢 କେବଳ ଗୋଟିଏ ଭରସା ଗୋଟିଏ ବିଶ୍ୱାସ ରେ ଆଶା ବାନ୍ଧିଛି କି ମୋ ପାଇଁ ତ ମୋ ମହାପ୍ରଭୁ ତ ଅଛନ୍ତି ନା🙏

  • @jagannathasamal5385
    @jagannathasamal5385 2 месяца назад +1

    Jay Jagannath 🙏⭕‼️⭕🙏

  • @subashmohanty4695
    @subashmohanty4695 2 месяца назад +2

    Jay Jagannath Prabhu tame 😂😂

  • @bijaymishra6797
    @bijaymishra6797 2 месяца назад

    Beautiful very Very nice best voice thanks from RUKMINI PRODUCTION jai jagannath jai 🕉 🙏

  • @sontoshsubudhi9551
    @sontoshsubudhi9551 2 месяца назад +1

    Ati chamtkar janana bhabapurna.

  • @balaramsahoo-rp8wk
    @balaramsahoo-rp8wk 2 дня назад

    ❤❤❤

  • @manoranjanjena395
    @manoranjanjena395 Месяц назад

    🙏

  • @hotelvishalresidency179
    @hotelvishalresidency179 2 месяца назад

    He Manima,He Odia nka Murabi,Dekhantu aama Bhakti kou bhalia.Aau sethi pain aapan bi nispati karichanti ki,aapan kebe Odisha ku aau Odia nku kebe bi chhadi ki jibe nahin.😂🥲🥲

  • @harikrishnapati
    @harikrishnapati 2 месяца назад +1

    Nirata sata Katha .

  • @SisirBehera-ow2hl
    @SisirBehera-ow2hl 13 дней назад

    Dayakari kuhantu

  • @biswajitswain371
    @biswajitswain371 2 месяца назад +1

    😢😭🙏🙏

  • @GoutamiMaharana
    @GoutamiMaharana 2 месяца назад

    Tunu babu Tulsipur

  • @manashmukharjee7832
    @manashmukharjee7832 Месяц назад

    🙏⭕‼️⭕🙏⚫‼️⚫🙏

  • @balarampanda2139
    @balarampanda2139 2 месяца назад

    ବେକାର କରିଦେଲେ ଏଡ଼େ ସୁନ୍ଦର ଗୀତକୁ ନିଜର ଆତ୍ମ ଗର୍ବରେ 😄😄😄ଅତି ଗର୍ବେ ଗୀତଟି ସମ୍ପୂର୍ଣ୍ଣ ନଷ୍ଟ ହେଇ ଗଲା 😄😄ଭକ୍ତି ଉଦୟ ହେବନି ହୃଦୟରେ କେବଳ ଦୁଃଖ ଉଦୟ ହେବ ଏହି ଭାବରେ ଗାଇଲେ ଏବଂ ଶୁଣିଲେ

    • @dipunswain5042
      @dipunswain5042 2 месяца назад

      Tu jou bhalia bekar tate sei bhalia bekar lagila tu sast thu nast tenu tate prbhu nk ra bhajn nast bhali lagila kouthu sabu palei aucha be 😡😡😡😡tu garbi tenu tate samste garbi bhali lagibe

    • @hotelvishalresidency179
      @hotelvishalresidency179 2 месяца назад

      Aapan Brahman ghare kemti janma hele !!!! Aare yaku garba kuha jae nahin.Bhakta tie kebala ta Prabhu nku,ta malika pakhare abhijoga karuchi,nija ra bhabi ali karuchi,kandi kandi abhiman karuchi,aau se sabu kariba pain gote bhakta ra pura adhikara achhi.Dhanya aapan nka Brahmana pania.Garbi ta aapan.Aau Kalia garba saheni. Mane rakhithibe.....

    • @achyutanandadas1670
      @achyutanandadas1670 2 месяца назад

      ଏ ଭାବ ବୁଝିବା ଲାଗି ତୋତେ କେତେ ଜନ୍ମ ଲାଗିବ

    • @santoshbehera6234
      @santoshbehera6234 Месяц назад

      Tu pandit ta ମୂର୍ଖ କୋଉଠି କାର

  • @jagabandhubehera1984
    @jagabandhubehera1984 2 месяца назад +1

    ଗପ କମ କର

    • @ratikantasatapathy1
      @ratikantasatapathy1 2 месяца назад +3

      ତମକୁ ପ୍ରଭୁଙ୍କ କଥା ଗପ ଲାଗୁଛି
      ଦେଖନି ପ୍ରଭୁଙ୍କୁ ଦୁଃଖ ଲାଗିବ

    • @debasishnayak-u4i
      @debasishnayak-u4i 2 месяца назад +2

      ପ୍ରଭୁଙ୍କ କଥା ତୁମକୁ ଗପ ଲାଗୁଚି??? ସତରେ କଳିଯୁଗ ଚାଲି ଆସିଲା ଭାଇରେ ପୁରା ଅଖାଦ୍ୟ ତମେ ବାବା ସାରଥୀ ଭକ୍ତ ଜଣାପଡୁଛି ସୁଧୁରି ଯା ରେ ଭାଈ ହରି କଥା ହିଁ କଥା ଆଉ ସବୁ ଅନ୍ୟଥା

    • @subhasmitaswain1997
      @subhasmitaswain1997 2 месяца назад +4

      ଗପ କମ କଲେ ଭଜନ ରେ ଭାବ ଆସିବ କେମିତି ...?
      ଆମ କାଳିଆ ପା ଭାବ ର ଠାକୁର..
      ସେ ମୋ କାଳିଆ ସାଆନ୍ତ ଭାବ କୁ ନିକଟ ଅଭାବ କୁ ଦୂର..
      ❤ରାଧେ ରାଧେ ❤

    • @jagabandhubehera1984
      @jagabandhubehera1984 2 месяца назад

      @@subhasmitaswain1997 ଭଜନ କାନକୁ ଶୁଣିବାକୁ ଭଲ ଲାଗିଲେ ଶ୍ରୋତାର ବି ଭାବ ଆସିବ
      ଭାବ ନଥାଇ ଭଜନ ପ୍ରଭୁ ଙ୍କୁ ନିନ୍ଦା
      ବାସ ନଥାଇ ଚନ୍ଦନ ବନକୁ ନିନ୍ଦା
      ସ୍ବର୍ଗତ ମୁଦୁଲି ଏତେ ଗପୁ ନଥିଲେ
      ସେ ପଦେ ପଦେ କଥାରେ ଠଉରାଇ ଦେଉଥିଲେ
      ଯିଏ ମୁଦୁଲିଙ୍କ ଭଜନ ବାରମ୍ବାର ଶୁଣିଛି ଏମିତି ଏତେ ଗପ କେମିତି ଭଲ ଲାଗିବ

    • @jagabandhubehera1984
      @jagabandhubehera1984 2 месяца назад

      @@subhasmitaswain1997
      ଭାବକୁ ନିକଟ ଅଭାବକୁ ଦୁର
      ଭାବବିନୋଦିଆ କାଳିଆ ଠାକୁର

  • @RUKMINIMISHRA-bf1fd
    @RUKMINIMISHRA-bf1fd 2 месяца назад

    Beautiful very nice best voice thanks 👍👍 from RUKMINI PRODUCTION Jai jagannath jai 🙏🕉️🙏 subscribe done

  • @sudhansumuduli9284
    @sudhansumuduli9284 Месяц назад +1

    Jay Jagannath 💕💕💕💕💕💕

  • @santoshmaharana535
    @santoshmaharana535 2 месяца назад +2

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ

  • @bikrampradhan5560
    @bikrampradhan5560 Месяц назад +1

    ଜୟ ଜଗନ୍ନାଥ ମଣିମା 🙏🙏🙏🙏🙏

  • @patitapabansahoo6384
    @patitapabansahoo6384 2 месяца назад +1

    Jay Jagannath 🙏 🙏 🙏

  • @sahoobabi8325
    @sahoobabi8325 2 месяца назад +1

    Jay Jagannath

  • @bksiloveyou
    @bksiloveyou 18 дней назад

    ଜୟ ଜଗନ୍ନାଥ 🙏🙏🙏🙏

  • @marshalbehera9120
    @marshalbehera9120 2 месяца назад +1

    ଜୟ ଜଗନ୍ନାଥ

  • @p.bipracharanpatro7535
    @p.bipracharanpatro7535 2 месяца назад

    Jay Jagannath 🙏🙏

  • @abhilasadhalclasses6630
    @abhilasadhalclasses6630 Месяц назад +1

    Jay jagannath 🙏

  • @adityapatalasingh3789
    @adityapatalasingh3789 2 месяца назад +4

    He prabhu Jay Jagannath 🙏🙏🙏

  • @samirnayak5740
    @samirnayak5740 Месяц назад

    Jay Jagannath Swami

  • @dipudipuranjan8301
    @dipudipuranjan8301 2 месяца назад +1

    Jay jagannath

  • @simpleboybisnu3749
    @simpleboybisnu3749 3 дня назад

    Jay Jagannath 🙏🏾🙏🏾🙏🏾

  • @ghasinathdehury9640
    @ghasinathdehury9640 Месяц назад

    Jay jagannath