Это видео недоступно.
Сожалеем об этом.

Hajare Prashna || Romy , Mira & Binayak II Humane Sagar II Somesh Satpathy II Dibya

Поделиться
HTML-код
  • Опубликовано: 8 окт 2022
  • #hajareprasana #humansagar #khordatoka
    ♪ DEVANSHI ENTERTAINMENT PRESENTS IN ASSOCIATION WITH THE ENTERTAINER
    ►Starring - Romy , Mirra & Binayak
    ►Story, screenplay & direction - Dibya
    ► - Akshay Kumar Nayak
    ►- Manoranjan Nayak
    ►Ass. Director - Gudu
    ►Choreographer - Badmash bunty
    ►Art director - Linkan Pattnaik
    ►Producer- S Tanmay Mohanty
    ►Music- Somesh Satpathy
    ►Singer- Humane Sagar
    ►Lyrics - Kumarshree Sahoo
    ►Edit - Manas Kumar sahoo
    ►DI- Biswajit swain
    ►Publicity designer - Nandan goswami
    ►Production - Srikant Singh
    ❤️Special Thanks To The Entertainer Team ❤️
    Song Credits
    ♪ Song : Hajare Prashna
    ♪ Singer : Humane Sagar
    ♪ Music : Somesh Satpathy
    ♪ Lyrics : Kumarshree Sahoo
    ♪ Arrangements : Abhishek Panigrahi
    ♪ Guitar : Dichen Nayak
    ♪ Chorus : Gaurav , Somesh
    ♪ Recorded Mixed Mastered at Somesh Studio
    online streaming links
    ♪ Wynk.in
    wynk.in/music/song/hajare-pra...
    ମୁଖଡା:
    ସପନକୁ ଆଜି ଭାଙ୍ଗି ଦେଇ
    କହୁ ହସିବାକୁ
    ଛାତିକୁ ପଥର କରିଦେଇ
    କହୁ ବଞ୍ଚିବାକୁ
    ଏ ମନ ଅମାନିଆ
    କାଇଁ ମାନି ତୋ କଥା
    ସେ ବାଟରେ ଚାଲିଲା, ଠିକଣା ଯାହାର ଶୂନ୍ୟତା
    ହଜାରେ ପ୍ରଶ୍ନ, ନାହିଁ ଉତ୍ତର
    ପ୍ରେମରେ ଥିଲା କହ ଦୋଷ କାହାର
    ଅନ୍ତରା-୧
    ନିରୋଳାରେ ହେଇଥିଲା ତୋ ସାଥୀରେ ଯେବେ ଦେଖା
    କାନପାଖେ କହିଥିଲୁ ମିଶେ ବୋଲି ହାତ ରେଖା
    ସମ୍ପର୍କର ବାରୁଦରେ ଲଗେଇଲା କିଏ ନିଆଁ
    ଭିଡ଼ରେ ମୁଁ ହୋଇଛିରେ ଛିଡା ପୁଣି ଏକାଏକା
    ଏ ଆଖିର ଝରଣା
    ନିରବରେ ଝରେ
    ସେ କାହିଁ ବୁଝିବ, ଅତୀତକି ଆଉ ଫେରେ
    ହଜାରେ ପ୍ରଶ୍ନ..
    ଅନ୍ତରା-2
    ମିଛ କହି ହସିବାଟା ତୋତେ ଦେଲା କେ ଶିଖେଇ
    ରଖିଦେଲା ଅବା କିଏ ଆଉ ରାଣ କି ପକେଇ
    ମନକୁ ମୋର ବୁଝେଇ, ଆଉ ଜମା ପାରୁନାହିଁ
    ବଦଳିଲୁ ତୁ କେମିତି, ବାସ ଥରେ ଯା କହି
    ଏ ଅଦେଖା ଦରଦ
    ଡରଉଛି ବେଶୀ
    ପୁଣି ଥରେ ପ୍ରେମ, କରିବାକୁ ଡରୁଛି
    ହଜାରେ ପ୍ରଶ୍ନ...
    ପ୍ରେମ ଯଦି ପାପଟିଏ
    ସେ ପାପକୁ କାହିଁ କିଏ
    ହୃଦୟର କୋଠରୀରେ ସାଇତାଏ

Комментарии • 37