Cuttack Anthem|Full Video|

Поделиться
HTML-код
  • Опубликовано: 14 июн 2023
  • #କଟକ #Katak
    #Katak #କଟକ #KatakSeshaRuArumbha #RapSong #OdiaSong #ଘୋଘାହବଦଶହରାରେ
    🎤 "Heartbeat of Silver City: CUTTACK ANTHEM - A Rap Tribute to Our Beloved City 🚩🎶
    Tune in for an unforgettable musical experience with our new rap song “Katak-Anthem” that will have you hitting the replay button again and again. This rap song is sung by ‪@JuggernautSingh‬ and music by Ashis Mishra Hit like,comment and share it.
    #Cuttack #OdiaRap #CityPride"
    #OdiaRap
    #CuttackAnthem
    #OdiaMusic
    #OdiaHipHop
    #OdiaCulture
    #Odisha
    #Cuttack
    #IndianRap
    #IndianHipHop
    #Oriya
    #OdiaSong
    #OdiaBeats
    #NewMusic
    #IndependentArtist
    #OdiaArtist
    📧Poster credit: Nandan Goswami
    🎧 Video Credits :-
    ►Director - Ashutosh Pattnaik
    ►Producer - s tanmay mohanty
    ►Dop - Robin Biswal
    ►Cast - juggernaut , MC TOR, Odia bhaina , Arpita sahoo, The funny Blogger,
    ►Choreography - Poppin Dibya
    ►Assistant director -Abhilash Ray
    ►Assistant cinematographer - sourav Nath
    ►Art-Santosh Barada
    ►Make up-pupun
    ►Production manager - Nitesh Kumar prusty
    🎧 Song Credits:-
    ♪Lyrics/Rap :- MC Tor, Juggernaut Singh
    ♪Composition:- JuggernautSingh,MC Tor
    ♪Music:- Producer & Mix/Master : Ashis Mishra
    ♪Dub:- Urban Loafer Studios, BBSR
    ♪Production:- Devanshi entertainment
    ♪Producer:- S tanmaya mohanty
    Listen to the Song/Album now on : -
    🎧Spotify :-
    open.spotify.com/album/3EtqA8...
    🎧Apple Music :-
    🎧Wynk :-
    🎧Gana:-
    gaana.com/song/cuttack-anthem
    🎧JioSaavn :-
    www.jiosaavn.com/album/cuttac...
    🎧Amazon : -
    music.amazon.com/albums/B0C7J...
    Lyrics :
    ଭାଇଚାରା ମାନେ ଭାଇ ଛଡା ଚାରା ନାହିଁ
    ଭାଇ ହେଲେ ଠିଆ ହବ ଜାରାଖାରା ଭାଇ
    ସହର ବ୍ୟସ୍ତ ମୋ ରାତି କଣ ଦିନ କଣ
    ବାଉଳା ହବୁ ମଣୀ ଯିବୁ ଟିକେ ଦେଖି ଚାହିଁ
    ସାହି ମୋ hood ବାକି ଟୋକା ସବୁ good
    ଥାଉ ଦିନରେ ବେସ ହୁଏ ରାତିଅଧିଆ mood
    କରେ ପାଟି ଅଧିକା ଯିଏ ଦଉ ମାଟିକାମୁଡ଼ା shot
    ପାଟି ସାଙ୍ଗ ଚାଲେ ଚଳେନି mate dude
    ସିଏ ଦେଖିଚି ରାଜା ପୁଣି ଦେଖିଚି ରଙ୍କ
    ହେଲେ ଆଜିବି ବଦଳିନି ସହର ଢଙ୍ଗ
    କେବେ କରିନି ଭେଦଭାବ ଜାତି କିବା ଧର୍ମରେ ସେ
    କଟକ ଧରିଚାଲେ ଓଡ଼ିଶାର ମଙ୍ଗ
    ରଙ୍ଗ ବେରଙ୍ଗ ମୋ ସହରର କଣ କଣ
    ଐତିହ କାନ୍ଧରେ ରଖେ ସହରରେ ଜଣ ଜଣ
    ମିଳିଲେ ମଉକା ମାରିଦବୁ ଯେ ଚଉକା
    ଥରେ ଛୁଇଁକି ଦେଖ ଟୋକା ହାଣିଦଵ ଚଣ୍ଡୀ ରାଣ
    ପସିକି ଦେଖ ଗଳି ଗଳିରେ feel ଅଲଗା
    କଟକି ଢାଞ୍ଚା, କଟକିଆଙ୍କ dil ଅଲଗା
    ଘୋଡା ଛ ଟଙ୍କା କିଣି ନ ଟଙ୍କା ଦାନା ଦବୁ
    Lunch ରେ ଦହିବରା, କଟକି meal ଅଲଗା
    ଘର ମୋ କୋଉଠି-- କଟକ
    ଆଚ୍ଛା ଖାସାଙ୍କୁ କରିରଖିଛୁ ଅଟକ
    ମହାନଦୀ କାଠଯୋଡ଼ି ଆମ କବଚ
    ଟୋକା rap କରେ ମାନେ ଉଡେ ଖବର
    Mu bule 52 bajara au 53 gali
    Sikhchalika ta lagijae nali
    Royal life ama chali chalani
    Bujh na bujh e ctc rahani
    Gangsta life, chillin up the hood boy
    Saharare raaj kintu sanga rude nuhe
    Akhi bulei delh chariade bhai bhai
    Thare daki dekh Tu ame scene kini naba bhai
    Tarakasi bling purukha khelali bhai
    Gita gae bule I feel like am khoka bhai
    Staudium dekh dekh dekh dekh tu durga
    chariade ude barabati dhwaja
    killare khatti pathare balijatra
    munu bhai chaa pee udiba beh dahibara
    gadi modi chalu bandha ta sara
    Ghaen ghae Pabana bharijiba mana pura
    rola heba ta manuna barsa khara
    sanga sanga daku naira bhaichara
    Hatha dei dekh
    akha chaka jam karidebu sanga aisle khela pura jarakhara
    Jarakhara mo scene pura drip bag
    Holdin up the shark tank
    Ghoda kholile b point blank
    click clack boom
    mo gang pura hang back boom boom dana de
    Aile aile kauthy
    scene pura thap
    Kia aila kauthy
    Puff Puff pass
    Shhhhh
    Cassete change
    Dekh Dekh local toka
    କଟକ ନଗର ଧବଳ ଟଗର
    ରସିକ ନାଗର ଟୋକା ଯେ ପ୍ରବଳ
    ବୁଲୁ ଆମେ ଘାଇଁ ଘାଇଁ ଜୋଶ ଆମ ଜବର
    ଗଲୁ ହୁଏ ପିଠି ଯାର ଖୋଳିଦଉ କବର
    ଅସ ଥରେ ମାଲଗୋଦାମ ଦେଖିଯାଅ ବେପାର
    ଛତ୍ରବଜାର ପରିବା ଭଲ ରହେ ଶରୀର
    ହଁ ଟିକେ ଭିଡ଼ ମଣି ବାଦାମବାଡ଼ି ରାଣୀହାଟ
    ଭିଡ଼ ନଥିଲେ ଭାଇ କଟକଟା ମଳିନ
    ବଡ଼ମେଡିକଲ ଦରଜା ଖୋଲା, ଯଦି ହୁଏ କିଛି ସେଠିକି ପଳା
    ଓସଦ ପାଇବୁ ମାଗେଣା ବାଇନ, ପଶୁ କି ବାଉଁଶ ପଶୁ କି କିଳା
    ଦଶରାର ଭାଇ କି ଗୁଣ ଗାଇବି, ଦୁନିଆ ଜାକକୁ କରିଛି ବାଇ
    ଚୌଧରୀବଜାର ସୁନା ମେଢ଼ ଦେଖ, ପାଟି ଖୋଲି ତାକୁ ରହିବୁ ଚାହିଁ
    ରିଙ୍ଗ ରୋଡ ବୁଲ ଷ୍ଟାଡିଉମ ଯା, ଆହା କି ସୁନ୍ଦର ବାଲିଯାତରା
    Ice cream ପୁଣି ଠୁଙ୍କା ପୁରୀ ସାଙ୍ଗ ଚାଟି ଖାଇଯିବୁ ଖାଲିପତର
    ଆଗେଇ ଚାଲିଛୁ ଆଗକୁ ଆଗକୁ ସମୟକୁ ଆମ ସାଙ୍ଗରେ ନେଇ
    ରାଣୀହାଟର ସେ ଘଣ୍ଟାଘର କହେ ସମୟ ଆମରି ସାଙ୍ଗରେ ଭାଇ
    ଦୁର୍ଗ ଠିଆ ଆମ ବୟସର ପ୍ରମାଣ
    ପାଖେଇ ଯାଅ କଟକିଆ ହାତେ କମାଣ
    ଇତିହାସ ଗାଏ ଆମ ବିରାଗାଥା ବୁଲି ବୁଲି
    ଓଡିଶା ମୋ ଗର୍ବ ଆଉ କଟକ ମୋ ଜୀବନ
    The Copyright of The Above Mentioned Content is Owned By © @DevanshiEntertainment Any Type of Legal, Unauthorized, & Re Use of The Audio or Visual of The Content is Strictly Prohibitted and May Subject To Copyright Claims & Legal Action Against those Violating The Copyright of This Content.
  • ВидеоклипыВидеоклипы

Комментарии • 949