ପାଷାଣ ମନ୍ଦିର llଏଠି ଗୋଟେ ଝିଅଟେ ପାଷାଣ ହେଇଯାଇଛି ସଂପୂଣ୍ଣ ଭିଡିଓ ଦେଖନ୍ତୁ ସବୁକିଛି ଜାଣିପାରିବେ ll

Поделиться
HTML-код
  • Опубликовано: 26 янв 2025

Комментарии • 45

  • @AswiniNayak-r2o
    @AswiniNayak-r2o 29 дней назад

    Jaya mata ji

  • @ritadora848
    @ritadora848 2 года назад

    Jay maa durga durgati naseni MAA 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @darpanaparida5797
    @darpanaparida5797 2 года назад

    Oo

  • @krushnagarnayak3284
    @krushnagarnayak3284 2 года назад +1

    ଭାଇ
    ଏହା ହେଉଛି ମୋ ଗ୍ରାମ ଠାରୁ ମାତ୍ର ୩ କି.ମି ଦୂରରେ ଅବସ୍ଥିତ ବନଦୁର୍ଗା ମନ୍ଦିର। ଭାଲୁକି ଢ଼ାବା ଠ। ରୁ ସିପୁର ଯିବା ରାସ୍ତାରେ କର୍ଣ୍ଣ ପାଳ ଗ୍ରାମରେ ମା'ଙ୍କର ମନ୍ଦିର ଅବସ୍ଥିତ। ଏହା ପୂର୍ବକାଳର ବହୁତ ବଡ଼ ଐତିହ ।
    ବହୁତ ଖୁସି ଲାଗିଲା ଭାଇ .ଆଗରୁ ଆପଣଙ୍କର ମଧ୍ୟ ବୁଢା ବୁଢ଼ୀ ଘାଟି ହିନ୍ଦୋଳ-ନରସିଂହ ପୁର ରାସ୍ତାରେ ଥିବା ଜାଗାକୁ ଆପଣ ଭିଡ଼ିଓ ଦ୍ବାରା ଦେଖାଇଥିଲେ। ଏବେ ମୋ ଗାଁ ପାଖ ମନ୍ଦିରର ଦୃଶ୍ୟକୁ ମଧ୍ୟ ଦେଖାଇଛନ୍ତି ।
    ବହୁତ ବହୁତ ଧନ୍ୟବାଦ

    • @Rajbiswalvlogs
      @Rajbiswalvlogs  2 года назад

      Thanks you 🙏🙏🙏 apanka pakha pakhi au amiti kou jaga achhi kuhantu ame lokanka pakhare pahancheiba

    • @krushnagarnayak3284
      @krushnagarnayak3284 2 года назад

      @@Rajbiswalvlogs ଅନୁଗୋଳ ଜିଲ୍ଲା ର, କଣିହା।ବ୍ଳକର ଥିବା ତାଳପଦା ଗ୍ରାମରେ ଥିବା ଶିଙ୍ଘେଶ୍ଵର ଶିବ ମନ୍ଦିରର ଦୃଶ୍ୟ ଏବଂ କଣିହାଁ ବ୍ଳକର ବଜ୍ରକୋଟ ଠାରୁ ରେଙ୍ଗାଳୀକୁ ଜୀବା ରାସ୍ତାରେ ଦେନାଳୀ ଗ୍ରାମରେ ପାହାଡ଼ ଉପରେ ଅବସ୍ଥିତ ପ୍ରଭୋ ରାମେଶ୍ଵର ଶିବ ମନ୍ଦିର ଦୃଶ୍ୟ ଅତ୍ୟନ୍ତ ମନୋରମ ଏବଂ ଐତିହ ପୂର୍ଣ୍ଣ କଥାବସ୍ତୁରେ ପରିପୂର୍ଣ୍ଣ।
      ଚେଷ୍ଟା କରନ୍ତୁ ଏହାକୁ ଲୋକଲୋଚନକୁ ଦୃଶ୍ୟାଭିମୁଖୀ କରିବା ଉଦ୍ଦେଶ୍ୟରେ

    • @Rajbiswalvlogs
      @Rajbiswalvlogs  2 года назад

      @@krushnagarnayak3284 ahi video dekhantu se Siva Mandir ki nai kuhantu ahi link upare click Kari dekhantu 👇👇 ruclips.net/video/_SOzE1U_8MAh/видео.htmlttps://ruclips.net/video/_SOzE1U_8MA/видео.html

    • @krushnagarnayak3284
      @krushnagarnayak3284 2 года назад

      @@Rajbiswalvlogs ଏଇଟା ହେଉଛି କ୍ଷେମଳା ମନ୍ଦିର କିନ୍ତୁ ଏହା ତାଳପଦା ନୁହେଁ କିମ୍ବା ଦେନାଳୀ ରାମେଶ୍ଵର ମନ୍ଦିର ନୁହେଁ ଆଜ୍ଞା

  • @krushnanayak8717
    @krushnanayak8717 2 года назад

    ଜୟ ମାଁ ଦୁର୍ଗା

  • @sweetyrani249
    @sweetyrani249 2 года назад

    Nice video bro Jay maa Durga 🙏

  • @padmabati123
    @padmabati123 2 года назад

    Jaymaa

  • @bhimagouri7190
    @bhimagouri7190 2 года назад

    ହେ ମାଁ ତୁ ହିଁ ଭରଷା.🙏🙏🙏

  • @sobharanirout3966
    @sobharanirout3966 2 года назад

    Maa tu me mor saha.

  • @subhalife
    @subhalife 2 года назад

    Nyc

  • @ankitsubhankar2426
    @ankitsubhankar2426 2 года назад

    Pasan mane bhai kn

  • @jamunapradhan5160
    @jamunapradhan5160 2 года назад +1

    Jay Maa duruga

  • @pravatisahoo3978
    @pravatisahoo3978 2 года назад

    Nice

  • @BijayKumar-gb1hh
    @BijayKumar-gb1hh 2 года назад

    Location

  • @rulikanha8669
    @rulikanha8669 2 года назад

    Mu jaichi a jagaku

    • @Rajbiswalvlogs
      @Rajbiswalvlogs  2 года назад

      🙏🙏🙏🙏

    • @kanhulipa1960
      @kanhulipa1960 2 года назад

      @@Rajbiswalvlogs kou ganaa

    • @Rajbiswalvlogs
      @Rajbiswalvlogs  2 года назад

      ଭିଡ଼ିଓ ଦେଖନ୍ତୁ ଜାଣିପାରିବେ 🙏🙏🙏

  • @BijayKumar-gb1hh
    @BijayKumar-gb1hh 2 года назад

    Kau Aria mandira

  • @surmilatiria3051
    @surmilatiria3051 2 года назад

    Jay maa durga 🙏🙏🙏🙏

  • @pratapkumar3218
    @pratapkumar3218 2 года назад

    Jayamaa durga mote daya kara

  • @khushikhushi7153
    @khushikhushi7153 2 года назад

    🙏🙏

  • @AswiniNayak-r2o
    @AswiniNayak-r2o 29 дней назад

    Ong durgaya nama

  • @barshapriyaarhani9930
    @barshapriyaarhani9930 2 года назад +1

    Jay maa durga 🙏🏻🙏🏻🙏🏻

  • @miliparida5556
    @miliparida5556 2 года назад

    Jay maa durga

  • @tulasikhatua815
    @tulasikhatua815 2 года назад

    Jay MAA durga 🙏🙏