We respect all verities of Odia spoken in western Odishan every corner of Odisha n outside..ki sundar chamtkar music tike dekhantu..barpalli ku juhar agyaan emiti ka sahitya ra srustikarta nku deithibaru..Swabhaba kabi Gangadhar Meher..plz u all keep contributing to Odia sahitya.. Ama bhiatara fata jogu mahasmund, Raigarh, paikamal esabu area Odisha re misei parile nahin.. Jai jagannath 🙏🚩
Dayanidhi Meher engrege manku khush karbar lagi veer surendra sae k marala. Henta Gangadhar Meher Gaddar Kosli sambalpuri k marbar lagi odia re lekhla.Ame gangadhar Meher ra janmabhumi ra ame keve v gangadhar k maf nei karu. Dayanidhi Meher =Ganganagar Meher.
@@arunkumarnag3485 u don't know about any language history.... odia language is 2000 yrs old and it's classical language.....swobhab kabi great son of odisha.... love and respect
ହୃଦୟସ୍ପର୍ଶୀ କବିତା ର ଝଙ୍କାର
କି ସୁନ୍ଦର ତପସ୍ଵିନୀ କାବ୍ୟ ର ଭାବଧାରା । ଅତି ସୁନ୍ଦର ତପସ୍ଵିନୀ କାବ୍ୟ ରଚନା।
ଅତ୍ୟନ୍ତ ପ୍ରିୟ ଆମରାଜ୍ୟର ଗୌରବ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତ୍ୟେକ କବିତା କାଳଜୟୀ,ଏହି ସାମାଜିକ ଗଣମାଧ୍ୟମ ରେ ପ୍ରକାଶିତ କରିବା ଲାଗି ବହୁତ୍ ସାଧୁବାଦ୍ 🙏
Gangadhar mehar kabi
Ahibhali kabi au janama
Hebenahi alokita kabi
ବହୁତ ସୁନ୍ଦର କଣ୍ଠ ରେ ଗାନ କରିଛନ୍ତି, ଭଉଣୀ।
ତପସ୍ଵିନୀ (*ଗଙ୍ଗାଧର ମେହେର)
ପ୍ରଥମ ସର୍ଗ(ରାଗ - ମଙ୍ଗଳ ଗୁଜ୍ଜରୀ)
କିଏ ଗୋ ତୁ ଜ୍ୟୋତିର୍ମୟୀ ଶୁଦ୍ଧ ଶୁଭ ବେଶା,
ଇନ୍ଦ୍ରନୀଳ ଦ୍ୟୁତି ଜିତ ମନୋହର କେଶା?(୧)
ତନୁକାନ୍ତି ଭେଦି ତୋର ଶୁଭ୍ର ସୂକ୍ଷ୍ମବାସ,
ଆହ୍ଲାଦ ଦେଉଛି ହୃଦେ ହୋଇ ସୁପ୍ରକାଶ।(୨)
କୌମୁଦୀ କି ଘନ ହୋଇ ବହିଛୁ ଶରୀର?
କେଶଛଳେ ଚରଣେ ତୋ ଲୋଟୁଛି ତିମିର।(୩)
ସୁବିରଳ ସମୁଜ୍ଜଳ ଚାରୁ ତାରାଗ୍ରହ,
ମଣ୍ଡିଛନ୍ତି ରତ୍ନ ଭୂଷା ରୂପେ ତୋ ବିଗ୍ରହ।(୪)
ଅସଂଖ୍ୟ ଧବଳ ପୁଷ୍ପହାର ଶୋଭେ ଗଳେ,
ଗ୍ରଥିତ ହୋଇଛି ସବୁ ଅଦ୍ଭୁତ କୌଶଳେ।(୫)
ଶ୍ରୀଅଙ୍ଗ ସୌରଭେ ମୁଗ୍ଧ ହେଉଛି ଜଗତ,
ପ୍ରଫୁଲ୍ଲତା ହେଉଅଛି ପ୍ରାଣେ ଉପଗତ ।(୬)
କି ଢାଳୁଛୁ କରେ ଧରି,ଲୋକେ କରି ପାନ,
ଦୈବତ ସଦୃଶ ହେଉଛନ୍ତି ତେଜୀୟାନ।(୭)
କି ମନ୍ତ୍ର ଦେଇଛୁ ପୁଣି ବାଛି ବାଛି ଲୋକ,
ତମ ନାଶି ସୃଜୁଛନ୍ତି ସେମାନେ ଆଲୋକ।(୮)
ପଦାଙ୍କେ ତୋ ଫୁଟୁଅଛି ଶ୍ୱେତ ଶତଦଳ,
କୌମୁଦୀ ବୋଲିବା ତେଣୁ ନୋହୁଛି ସଫଳ।(୯)
ଦରିଦ୍ରତା ପଙ୍କ ପୂର୍ଣ୍ଣ ମୋ ଜୀବନ ସର,
ଜଞ୍ଜାଳ ଜଳଦ ଜଳେ ଆବିଳ ଉଦର।(୧୦)
ଶରଦ ସଦୃଶ ତୋତେ କରି ଦରଶନ,
ହୋଇଯାଉଅଛି ସେ ତ ସ୍ଵତଃ ପରସନ୍ନ।(୧୧)
ବିକଶିତ ହେଉଅଛି ହୃଦୟ କମଳ,
ସତେ କି ପାଇଲା ଦେବି,ତୋ ପଦ - ସମ୍ବଳ।(୧୨)
ପୟର ସ୍ପରଶେ ପ୍ରାଣ ହେଲାଣି ମୋହିତ,
ଇଚ୍ଛାମତେ କର ଯାହା ବିଚାରୁ ବିହିତ।(୧୩)
ବାଲମୀକି ଆଶ୍ରମକୁ ଧାଇଁଅଛି ମନ,
କରିବାକୁ ନିର୍ବସିତା ସୀତାକୁ ଦର୍ଶନ।(୧୪)
କେମନ୍ତେ ସେ କଲେ ଜୀର୍ଣ୍ଣ ହୃଦୟ ସୀବନ?
କାହା ସଙ୍ଗେ କେମନ୍ତେ ବା ଯାପିଲେ ଜୀବନ?(୧୫)
କୃପା ବହି କୃପାମୟୀ,ଶକ୍ତି ଦାନ କର,
ପବିତ୍ର ହେଉ ମୋ ମନ ଦେଖି,ଲେଖି କର।(୧୬)
ବହୁଅଛି ଭାଗିରଥୀ ବିପିନ ଭିତରେ,
ତଡ଼ି ତାଡ଼ି ତରଙ୍ଗ ତା ପଶ୍ଚିମ ତଟରେ।(୧୭)
ବନ ଦୃଶ୍ୟ ଦେଖିବାକୁ ହୋଇ ଅଗ୍ରସର,
ବିକଳ ଜୀବନେ ଯେହ୍ନେ ଚାଲୁଛି ପୟର।(୧୮)
ସେହି କୂଳେ ବଇଦେହୀ ଗାଢ଼ ମନୋଦୁଃଖେ,
ଉଭା ହୋଇ ଚାହୁଁଥିଲେ ପୂର୍ବ ଅଭିମୁଖେ।(୧୯)
ଅବିରଳ ବହେ ତାଙ୍କ ନେତ୍ର ନୀର ଝର,
ଅବିରତ ପଡୁଥିଲା ବକ୍ଷର ଉପର।(୨୦)
ଉଠି ଯେହ୍ନେ ଜଳଧର ପଶ୍ଚିମ ଆଶାରେ,
ଅସ୍ତାଚଳ ପ୍ଲାବିଦିଏ ଅଜସ୍ର ଆସାରେ।(୨୧)
କରୀନ୍ଦ୍ର-କର-ଶୀକର ସରସୀ ଉରସେ,
ପଡ଼ି ସିକ୍ତକରେ କରେ ପ୍ରଦୋଷ ସାରସେ।(୨୨)
"ହା ନାଥ"ଉଚ୍ଚାରି ଦେବୀ ବ୍ୟାକୁଳେ କୋମଳେ,
ଅବସରେ ବସୁଁ ବସୁଁ ବସୁନ୍ଧରା ତଳେ।(୨୩)
ସଂଜ୍ଞାବିରହିତ ହୋଇ ପଡିଲେ ଉତ୍ତାନେ,
ନଥିଲେ ଧରିବା ପାଇଁ କେହି ସନ୍ନିଧାନେ।(୨୪)
ଶତ ଶତ ସେବିକା ଯା' ସେବୁଥିଲେ ପଦ,
ଜଣେ ନ ଦେଖିଲେ ତାଙ୍କ ଦାରୁଣ ଆପଦ।(୨୫)
I like swabhav kabi Sri jukta Ganga dhar meher
କବିଙ୍କ ଉଦ୍ଦେଶ୍ୟକୁ ବଫଳ କରୁଥିବାରୁ ଅଶେଷ ଧନ୍ଯବାଦ
ଅତି ସୁନ୍ଦର କଣ୍ଠ । ଅଶେଷ ଅଭିନନ୍ଦନ । ଗଙ୍ଗାଧର ସାହିତ୍ୟ ସମୁଦ୍ର । ସାଗର ମନ୍ଥନ ତୁଲ୍ୟ ସଂଗୀତ ସାଧନା ହେଉଥାଉ ଏବଂ ଏହିପରି ଅମୃତ ବାଣ୍ଟିଚାଲୁ ଥାନ୍ତୁ ।
ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଶ୍ରବଣ ମଧୁରତା ସୃଷ୍ଟି ହେଉଛି କର୍ଣ୍ଣଯୁଗଳରେ । ବିନମ୍ର ଅନୁରୋଧ ପୂର୍ଣ୍ଣ ଅଂଶ ପରିବେଷଣ କରିବାକୁ।
ପୂର୍ଣ୍ଣାଂଶ ଗାନ ହେଲେ କୃତାର୍ଥ ହେବୁ...💐💐💐
ବହୁତ ସୁନ୍ଦର ରଚନା
Best super
We respect all verities of Odia spoken in western Odishan every corner of Odisha n outside..ki sundar chamtkar music tike dekhantu..barpalli ku juhar agyaan emiti ka sahitya ra srustikarta nku deithibaru..Swabhaba kabi Gangadhar Meher..plz u all keep contributing to Odia sahitya..
Ama bhiatara fata jogu mahasmund, Raigarh, paikamal esabu area Odisha re misei parile nahin.. Jai jagannath 🙏🚩
ଅନନ୍ୟ ଶବ୍ଦମାଳ...💐💐💐
He kabi tumku mo sata koti pranama
Bahut SUNDAR song
I love❤ gangadhar grantha bali
Gangadhar sahitya... pride of odisha n odia
ବହୁତ ସୁନ୍ଦର
ଅନୁରୋଧ !ଏହାର ପୂର୍ଣ୍ଣାଂଶର ଅଭିବ୍ୟକ୍ତି ହେଉ।
Dayanidhi Meher engrege manku khush karbar lagi veer surendra sae k marala. Henta Gangadhar Meher Gaddar Kosli sambalpuri k marbar lagi odia re lekhla.Ame gangadhar Meher ra janmabhumi ra ame keve v gangadhar k maf nei karu. Dayanidhi Meher =Ganganagar Meher.
@@arunkumarnag3485 tu maf nakarile banda chhodi heigala..emiti sambalpuri odia koshli heiki maribu tu..
@@arunkumarnag3485 lajjya laguni tate emitika jane sahitya ra srustikarta nku gali douchhu..
Ati sundar
ପ୍ରଣାମ୍ୟ ପୁରୁଷ କବି ଗଙ୍ଗାଧର
Kabi nku mor koti pranam
Very good presentation
Pranam to the poet, the pride of the western odisha. The tone of the singer is heart touching nd enchanting. This type song should not be incomplete.
Man mohak. Actually sukun desi e song ta
Gangadhara tame aamar mahan aatma eaya🙏🙏🙏🙏🙏
Very nice
V ery good
Eternal is the poem....glory to the poet
Very nice my favorite kabya
We are really feel proud to be the....
Please upload more videos. Thanks
Love song
So biutifull song🥰😀🤩
It's so graceful
Lovely song
Nice song
ପୂର୍ଣ୍ଣାଂଶ ଗାନ ହେଲେ କୃତାର୍ଥ ହେବୁ।
Wow sweet voice
The best ever green song I have .The song print in my mind a feelings of heavenly thought.
ପ୍ରଣାମ କବି ।
nice
Good sanig
💓 touching song 👌
Bahut hrudayasprsi
❤❤
Nice Song
Full poem upload plz
Yes like
Please give details of singer and music composer in uploads
Tq sir
Ok
Amar bargarh re keve samman nei pae gangadhar Meher
Gangadhar Meher ke kabya kabita par comments Marne bale ham kon hotel he no to swayam ma saraswati me manas putra he
sala hindi ni aebar ta kaen helaje tar mada kakra arsa banauchu
Kosli sambalpuri ra dushman aai Ganganagar Meher.
ସମ୍ବଲପୁରୀ ଭାଷା ଏକ ସ୍ବତନ୍ତ୍ର ବୈଜ୍ଞାନିକ ଭାଷା ନୁହେଁ।
ତୁ ଘୋଡାମୁହାଁ ବିଶ୍ବର ଶତ୍ରୁ। ତୋ ବଂଶ ବୁଡୁ।
@@GAVS104 kosli sambalpuri hindi language ra gute version. Jenta ki Bangali language ra version aai odia
Stop ur nonsense mouth
@@arunkumarnag3485 u don't know about any language history.... odia language is 2000 yrs old and it's classical language.....swobhab kabi great son of odisha.... love and respect
Nice song