Invest Rs 2, get Rs 36000 under Pradhan Mantri Shram Yogi Maandhan Yojana

Поделиться
HTML-код
  • Опубликовано: 20 ноя 2024

Комментарии • 577

  • @brahmanandapradhan4859
    @brahmanandapradhan4859 2 года назад +91

    40 ବର୍ଷ ପରେ ମାସିକ 3000 ଟଙ୍କା 300 ଟଙ୍କା ଭଳି ଖର୍ଚ୍ଚ ହେଉଥିବା
    ଯେପରି 100 ପେଟ୍ରୋଲ=300
    10 ର ସମାନ=30

  • @Hi-Story856
    @Hi-Story856 2 года назад +9

    PMSBY ଯଯନା କାମକରୁନି ତ ଏଟା କଣ କାମ କରିବ। ସବୁ ବେକାର ଖାଲି ବ୍ଯାଙ୍କ ରୁ ଟଙ୍କା କଟିବ

  • @bharatpadhan3219
    @bharatpadhan3219 2 года назад +8

    ସେତିକି ବେଳକୁ ଆଳୁ କିଲୋ 1000 ଟଙ୍କା ହେଇ ଯାଇଥିବ ,ଚାଉଳ କିଲୋ 800 , ଲୁଣ କିଲୋ 700 ଆଉ ଲଙ୍କା କିଣିବାକୁ ପଇସା କମ୍ ଥିବ । ବେକାର ଯୋଜନା

  • @mkmknayak7651
    @mkmknayak7651 2 года назад +189

    ବାଳ ଯୋଜନା 60ବର୍ଷ ବଞ୍ଚିଲେ ସିନା ଲାଭ ମିଳିବ ଶଳା ସବୁ ଦର ଦାମ ବଢ଼ାଇ ଚାଲିଛ କେମିତି ଆମେ ବଂଚିବୁ

  • @nabinmallick2512
    @nabinmallick2512 2 года назад +4

    ତମର କାମ କିଛି ନାହିଁ । ଲୋକ ମାନଙ୍କ ଆଖିରେ
    ଧୂଆଁ ବୁଲାଉଚ ୬୦ ବର୍ଷ ବୟସରେ ପରେ ଆମେ ସେହି ପାଇସା ଅପେକ୍ଷା କରି ରହିବୁ ? ତମର ବଧେ କିଛି କାମ ଧନ୍ଦା ନାହିଁ ଫାଲତୁ ମେସେଜ ବନାଉଚ

    • @sorenrabi3964
      @sorenrabi3964 2 года назад +1

      Tanka lotibara new Chal😀😆😆 kie ketebele rahiba ki nhi 60 yr ta chhada🧐

  • @dharanidharmallik731
    @dharanidharmallik731 2 года назад +59

    ବର୍ଷକୁ 2କୋଟି ଚାକିରି ମିଳିଲା ଆଛାଦିନ ଆଇଲା ଆଉ ଏକ ଜୁମଲା ଆସିଲା

  • @BhaskarBag-mh2gv
    @BhaskarBag-mh2gv Год назад

    ବନ୍ଧୁଗଣ, ଦେଶକୁ ସୁରକ୍ଷିତ କରନ୍ତୁ |
    ଯଦି ଆପଣ ମୋଦୀ ଜୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି, ଯଦି ଆପଣ ଦେଶକୁ ସମୃଦ୍ଧ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ମୋଦୀ ଜୀଙ୍କୁ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ପଡିବ ରାମନମୀ ରେ ବେଙ୍ଗଲ୍ ରେ ଆମ ହିନ୍ଦୁ ମାନଙ୍କୁ ସହିତ ପଥର ପକାଇ ଚନ୍ତି ମୁସଲମାନ ମାନେ ସେଥି ପାଇଁ ଆମେ ଆମ ହିନ୍ଦୁ ସୁରକ୍ଷିତ କରି ବା 🇮🇳🇮🇳🚩🚩🚩❣️❣️

  • @tusharkantjena1996
    @tusharkantjena1996 2 года назад +109

    ଏଇଟା ଗୋଟେ ବାଳ ଯୋଜନା, ପଇସା ଲୁଟିବା ଯୋଜନା, ଆମରି ପଇସା ଆମକୁ ଦେବେ।
    ଆଉ ଆଗକୁ କେତେ ଜଣ ବା 60 ବର୍ଷ ବଞ୍ଚିବେ😂।
    40 ବର୍ଷ ରେ ତମେ 26400 ଟଙ୍କା ଜମା କରି ଦେଇ ଥିବା। ସେଇ ଆମରି ପଇସା କୁ ଆମକୁ ଦେବା ଏ ସରକାର 😂😂।

  • @yg.a.t444gamer7
    @yg.a.t444gamer7 2 года назад +5

    ଭାରତକୁ ତୀବ୍ର ବେଗରେ ଧାବିତ କରାଇବ.. 🙏🏻

  • @YTMAHES
    @YTMAHES 2 года назад +27

    1 ବର୍ଷରେ ଠିକ ଅଛି 36000 ଟଙ୍କା ମିଳିବ ।
    କିନ୍ତୁ
    Question No 1.
    କେତେ ବର୍ଷ ପର୍ଯ୍ୟନ୍ତ ମିଳିବ ପେନସନ କୁହନ୍ତୁ ?
    ଆଉ ଗୋଟିଏ କଥା ଟିକେ କହିବେ
    ଯଦି ଜମାକାରୀ 18 ବର୍ଷର ସେ କିଛି ବର୍ଷ ଅର୍ଥାତ ତାକୁ ଯେତେବେଳେ 40 ବର୍ଷ ଯଦି ସେତେବେଳେ ତାର ମୃତ୍ୟୁ ହୁଏ ତାହେଲେ
    ଜମାକରିଥିବା ପଇସା କାହାକୁ ମିଳିବ ଆଉ ସେ ସମୟରେ ତାଙ୍କୁ ପେନସନ ମିଳିବ ନ ନାଇଁ 🤔🤔.

    • @rajanipandatechvlogs3879
      @rajanipandatechvlogs3879 2 года назад +8

      ପରେ କହିବେ ସରକାର ବ୍ୟସ୍ତ ଅଛନ୍ତି

    • @gitanjaligkworld
      @gitanjaligkworld 2 года назад

      @@rajanipandatechvlogs3879 🤣🤣🤣🤣

    • @Ayurvedicguruji193
      @Ayurvedicguruji193 2 года назад

      Ye Sabu gote gote scam

    • @rangergaming5322
      @rangergaming5322 2 года назад +1

      Bhaina modi ji setblku abasara nei jaithibe au money dhari bijay malya heijibe 😂

    • @YTMAHES
      @YTMAHES 2 года назад +1

      @@rajanipandatechvlogs3879 😀😀

  • @jitendrapatrano5278
    @jitendrapatrano5278 2 года назад +5

    ସବୁ ପଇସା ନେଇ କି ତ ମିତ୍ର ମାନଙ୍କୁ ଦେବୁ

  • @bijayabehera8191
    @bijayabehera8191 2 года назад +3

    ବାଳ ଯୋଜନା🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰

  • @singhstar7549
    @singhstar7549 2 года назад +18

    ଜୟ ଜଗନ୍ନାଥ ⭕❗⭕🙏🙏🙏

    • @rashmiranjanbehera8944
      @rashmiranjanbehera8944 2 года назад

      ଓଟିଭି ର ଦୁଃଖ ଗଲା ମିଛ ପ୍ରଚାର କାହିଁକି କରୁଚ

  • @rabindrakumar297
    @rabindrakumar297 2 года назад +2

    Plz ଭାଇ ଏଇ ବାଳ ଯୋଜନାରେ ପଡ଼ନି ଆମେମାନେ ଅଉ କେତେ ଦିନ ବଞ୍ଚିବା ସେଇଟାବି ଠିକ୍ ନାହିଁ...

  • @Sujata-Pattanaik
    @Sujata-Pattanaik 2 года назад +3

    Govt ର ଆଉ ସବୁ ଯୋଜନା ବିଷୟରେ ଯଦି ଏମିତି ବୁଝେଇ କି କୁହନ୍ତ ଲୋକ ମାନେ କେତେ ଉପକାର paante 🙄

  • @maheswarparida8745
    @maheswarparida8745 2 года назад +18

    Jay jagannath🙏🙏🙏🙏

  • @ransancookingshow
    @ransancookingshow 2 года назад +4

    ମଧ୍ୟବିତ୍ତ ମାନଙ୍କ ଜନେ ଖାଲି ଶୋଷିତ ହେବା ପାଇଁ। ତାଙ୍କ କଥା ବୁଝେ କିଏ?

    • @rajanipandatechvlogs3879
      @rajanipandatechvlogs3879 2 года назад +1

      ମା ର ନୁହେଁ କି ବାପା ର ନୁହେଁ ମଝିରେ ରହି ବୁଡି ମରେ

  • @rajeshbishidigitalbaba1830
    @rajeshbishidigitalbaba1830 2 года назад +2

    ଜୟ ଶ୍ରୀ ରାମ

  • @debadhatadas5993
    @debadhatadas5993 2 года назад +6

    60 ବର୍ଷ ଯାଏଁ ବଂଚି ଥିଲେ ତ ,,,,

  • @mr.shankar6698
    @mr.shankar6698 2 года назад +1

    😂😂😂😂 ଭାଇ ଆଜି ଜିବନ କାଲିକି କିଏ ଦେଖିଛି
    ଜଦି ବୁଢ଼ା ହେବା ପୁର୍ବରୁ ମରିଗଲି ତ କଣ ହବ 🤔🤔🤔🤔

  • @Diamond.supar.
    @Diamond.supar. 2 года назад +1

    ଭାରତ ରୁ ଗଣତନ୍ତ୍ର ଶାସନ ଲୋପ କରାଯାଉ

  • @ashoknanda1170
    @ashoknanda1170 2 года назад +10

    40 Year Adhika Manisa Nuhanti
    Gariba Nuhanti Nagarika Nuhanti
    Jai jagannath 🚩🙏

    • @satrughnasinghsoy8623
      @satrughnasinghsoy8623 Год назад

      200x12==2400/- per yr
      60-40=20 yrs invest
      2400x20= 48000 capital @ 4 percent compound interest
      9 yr re gas cylinder 4 guna
      20 yr ku ??? guna
      Jou prakar paribesh jou prakar khadya peya Manisha 60 ru kete adhika banchiba ??? 3000/- tanka kete yrs upabhog kariba ??? Phaltu jokana !

  • @unboxingwithsr4972
    @unboxingwithsr4972 2 года назад +1

    ଆଉ ଵାଳ ଥିବ ଶୁନୁ ପାପୁଡି ଖାଇବ

  • @dillipdigal3486
    @dillipdigal3486 2 года назад +1

    40 ବର୍ଷରୁ ଉର୍ଦ୍ଧ ଲୋକ କୁଆଡେ ଯିବେ

  • @rjnabinoffisial2366
    @rjnabinoffisial2366 2 года назад

    ସବୁ ଠକ କଥା ଗୋଟେ ପରିବାର୍ କ 15 ଲାଖ୍ କୁଆଡେ ଗଲା 😂😂😂

  • @Dev_999
    @Dev_999 2 года назад

    ଯେଉଁ ଟଙ୍କା Election ବେଳେ ପାଣି ଭଳି ସାରୁଛ ସେ ଟଙ୍କାକୁ ଠିକ୍ ଜାଗାରେ ଲଗାଇଲେ ଆମ ଦେଶର ତଥା ରାଜ୍ୟର ଉନ୍ନତି ହେବ
    ନେତା ଯେବେ ଦାତା ହୋଇଯିବେ ତେବେ ରାଜନୀତି ଶବ୍ଦଟା Dictionary ରୁ ହଟିଯିବ
    ଆମରି ଟଙ୍କା ଆମକୁ ଦେଇ ଭୋଟ ନବ 😡😡🤬🤬😡😡

  • @Gagan-Biswal
    @Gagan-Biswal Год назад +1

    KALIA YOJANA IS THE ବେଷ୍ଟ ଆଣ୍ଡ BSKY ALSO...ଜୟ ନବୀନ ପଟ୍ଟନାୟକ SIR... ଶଙ୍ଖ ପୁଣି ଆସିବ।

  • @SujataBamudi
    @SujataBamudi Год назад

    Good disition

  • @subashbarik377
    @subashbarik377 2 года назад

    ଏହି ଯୋଜନାର ନାଁ ମୋଦି ବାଳ ଯୋଜନା ରଖିଥିଲେ ବହୁତ ଭଲ ହୋଇ ଥାଆନ୍ତା 😂😂😂

  • @Abinash-sb7ob
    @Abinash-sb7ob 2 года назад +57

    ମୋ ବାଳ ଯୋଜନା, ଯେତକ ଗାଣ୍ଡି ମରା ଯୋଜନା ସବୁ ମୋଦି ର 😀😀😀😀

  • @rockonmusicalA1
    @rockonmusicalA1 2 года назад +2

    ନୂଆ ଠକେଇ ଯୋଜନା

  • @samarndra977
    @samarndra977 2 года назад +7

    Jay Jagannath 🙏 good morning

  • @Koshaltv388
    @Koshaltv388 2 года назад

    ସେ 15 ଲକ୍ଷ କେବେ ଦେବା ହୋ ମୋଦି

  • @godmadeyou2
    @godmadeyou2 2 года назад

    ଆରେ ଭାଇ ଏବେ ଯେତିକି ରେଟ୍ ହେଲାଣି ଚଳି ହେଉନି ।। ଆଉ ସରକାର ଏତେ ଗବଗାଂଡୁ ଜେ 60 ବର୍ଷ ପରେ 3000 ରେ ଲୋକ ଚଲିଯିବେ ।।

  • @AloksethAlokseth
    @AloksethAlokseth Год назад

    Ek number ❤❤❤

  • @indarswain8507
    @indarswain8507 2 года назад

    ଏଇଟା ପଟି ମରା ଯୋଜନା (pm jojana) ଦେଶ କୁ ଲୁଟିବାକୁ ଆସିଲା ନୂଆ ପ୍ଲାନ

  • @ambikanandanmattam8343
    @ambikanandanmattam8343 2 года назад +4

    JAI JAGANNATH 🙏

  • @Rajesh-tq7cy
    @Rajesh-tq7cy 6 месяцев назад

    ଆଗରୁ ମୁଣ୍ଡ ପିଛା 2000 ଟଙ୍କା କରଜ ଥିଲା ଏବେ 10000 ହଜାର ହେଲାଣି 😢

  • @ZraphelVlogs
    @ZraphelVlogs 2 года назад +5

    Nice information

  • @SUDHIR_DAS-027
    @SUDHIR_DAS-027 2 года назад

    ଏହା ସବୁ ଇଲେକ୍ସନ ପାଇଁ କଲେକ୍ସନ

  • @pritamdas8906
    @pritamdas8906 2 года назад +3

    Election asichu ta,puni paisa naba aau🤣🤣✌️👍 great idea

  • @manojjena1903
    @manojjena1903 2 года назад

    ଏ ଗୋଟେ ପରମ ପବନ ଯୋଜନା , ସବୁ ପ୍ରକାରେ ତ ଲୁଟି ସାରିଲାଣି ଆଉ ପ୍ୟାକେଟ ରେ ଯୋଉ ୨ ଟଙ୍କା ବଳିଚି ତାକୁ ନେଇଯିବ ତାଉଟର

  • @rojalinparida2281
    @rojalinparida2281 2 года назад +12

    18 Barsha ru ame sanchaya karibu ..jadi 60 Barsha purba ru Amara kichi heijae sei Paisa kmt miliba tike sei bisaya re information dele vala huanta...🙏jai jagannath 🙏

  • @tapaskumarpradhan5873
    @tapaskumarpradhan5873 2 года назад

    ଆଦାନୀ କୁ ଦବ

  • @PaagalKhopdi
    @PaagalKhopdi 2 года назад

    ବାଳ ମିଳିବ , ମାସକୁ 55 ନୁହେଁ ବୟସ ଅନୁସାରେ ବଢେ ଆଉ 60 ବର୍ଷ ହେଲେ ସେ ସମୟର ଦରଦାମ୍ ହିସାବରେ 3000 ର ପେନସନ 500 ଟଙ୍କାର ମୂଲ୍ୟ ବି ହବନି , ଫାଲତୁ ଯୋଜନା

  • @keshabchandramallick3828
    @keshabchandramallick3828 2 года назад +9

    good news

  • @ODISHAGOPI
    @ODISHAGOPI 2 года назад +13

    Election paisa collection jojana 2500 cr 🤣🤣🤣🤣

  • @mrcsj1557
    @mrcsj1557 2 года назад

    ୨ ଟଙ୍କା ରେ ଗୁଜୁରାଟ ଏଲେକ୍ସନ୍ ଜିତି ବା ପାଇଁ ଯୋଜନା କରାଯାଇଛି

  • @subhendumaharana4819
    @subhendumaharana4819 2 года назад +3

    Setebelaku petrol price 1000 tanka heijaithiba ... 2022 re gote loka banchiba pain 5000 ru 7000 darkar paduchi tame 40 barsa para katha kahucha ...

  • @jksworld1246
    @jksworld1246 2 года назад +39

    ଆବେ ତୁ ସେହି ସାମ୍ବାଦିକ ତ ଯିଏ କଲିକତା ରେ 3ଟଙ୍କାରେ ଭାତ ମାଛ ଗୋଟିଏ ହୋଟେଲରେ ମିଳେ ବୋଲି କହିଥିଲୁ।😂😂

  • @narayanrout652
    @narayanrout652 2 года назад

    ଆମକୁ 60 ହେଲା ବେଳକୁ ଗୋଟେ ଆଳୁକୁ 3000 ଟଙ୍କା ହୋଇଯାଇଥିବା
    ଆଉ ମାସକୁ 3000 ନେଇକି କଣ ଟା ହବ
    ଟାଉଟର ମୋଦି ଉପରେ କେହିବି ବିଶ୍ୱାସ କରନି ମୋ ଭାଇ
    ଲୋକଙ୍କୁ ଲୁଟିବରେ ଏକ no ମୋଦି

  • @Biranchibehera5436
    @Biranchibehera5436 8 месяцев назад

    Great Modi ji 🚩🚩🚩🙏👍 Jay shree Ram

  • @JanmejayaSunaOfficial
    @JanmejayaSunaOfficial 2 года назад +1

    After 30yr petrol price will be 3000rs per litre..

  • @Suresh-ne7zg
    @Suresh-ne7zg 2 года назад +1

    Why government lunch Atal pension scheme....same scame lunch .... Failure scheme again lunch....

  • @Odiakirtan886
    @Odiakirtan886 Год назад

    ମଣିଷ ତ 50 ବର୍ଷ ବି ବଞ୍ଚିପରୁନାହିଁ ପଇସା କେମିତି ପାଇବା

  • @sibunmusicvlogs9911
    @sibunmusicvlogs9911 2 года назад

    ଆଗକୁ ଯୋଉ 60 year ପରେ 3000 ଦେବ ତାର value କିଛି ନଥିବ 300 ଟଙ୍କା ଠୁ କମିଯିବ

  • @tiku5023
    @tiku5023 2 года назад +5

    Very good 👍👍👍

  • @sudarsanmallick1923
    @sudarsanmallick1923 2 года назад

    ଭାରତ ଜୋଡରେ ସାମିଲ ହୁଅ।

  • @babuparida1453
    @babuparida1453 2 года назад

    ହଉ 40 ବର୍ଷ ହେଲେ ଦେଖିବ

  • @dancesatawithkriti9076
    @dancesatawithkriti9076 2 года назад

    Bahut bhala jojana t a kintu 40yrs badala re 45yrs hei thile bahut bhala hei thanta aau kichhi hitadhikari labha pai pari thante

  • @sudhirmundavegetables1948
    @sudhirmundavegetables1948 2 года назад

    ୧୮ ବର୍ଷ ନହେଲେ ଭୋଟ୍ ମିଳିବନି ତେଣୁ ମନା election choker

  • @OdishaDarpanToday
    @OdishaDarpanToday Год назад

    Thank you sir

  • @gosainpandeofficial7740
    @gosainpandeofficial7740 2 года назад +1

    Thanks you

  • @itsmebiswajit91roul37
    @itsmebiswajit91roul37 2 года назад +4

    Setebele 3000 rupees ra kichhi value na thiba 👍

  • @madhuguntha9705
    @madhuguntha9705 2 года назад +1

    Kouti kemithi korajahe sir

  • @M.TEducation51897
    @M.TEducation51897 2 года назад +1

    ଜୟ ଜଗନ୍ନାଥ 🙏🙏🙏

  • @sarojinibehera3680
    @sarojinibehera3680 2 года назад

    ମିଛୁଆ ମୋଦି ଟିକିଏ ସତ କୁହ ଲୋକ ମାନେ ବୋକା ନୁହନ୍ତି

  • @chintucreation...8340
    @chintucreation...8340 2 года назад +2

    Radhe radhe 🙏

  • @funnyblogs4497
    @funnyblogs4497 2 года назад +7

    Jodi 50 Years Pore Joma Kari Morijibe To Sayi Tanka Kaha Ku Diya Jibo 🙄

  • @stylishgirlsunitasahoo59
    @stylishgirlsunitasahoo59 2 года назад

    60 ବର୍ଷ ରୁ କେତେ ବର୍ଷ ପର୍ଯ୍ୟନ୍ତ ମିଳିବ ଟଙ୍କା?

  • @shinningsp4261
    @shinningsp4261 2 года назад

    ଆଉ କେତେ _________ ମାରିଲେ ମନ ଶାନ୍ତି ହବ ମୋଦି ବାବୁ ଙ୍କର !?

  • @keshabpradhan1593
    @keshabpradhan1593 2 года назад +3

    aaila besi dela Bala 😂😂😂 reporter bhai tome hhi nio aamoku darkar naii😂😂

  • @snehalatarath6659
    @snehalatarath6659 Год назад +1

    SAHARA CAUTION LESSON INVESTORS KNEW HAR CHAL PAISA LOOT KA 👍

  • @iammukesh3906
    @iammukesh3906 2 года назад

    Laga jay

  • @sakuntalasahoo9641
    @sakuntalasahoo9641 2 года назад +2

    Superb news

  • @bikashmohankuda167
    @bikashmohankuda167 5 месяцев назад

    Jay jagarnath 🙏🏻✍🏻🤗

  • @bapipradhan4387
    @bapipradhan4387 Год назад

    Right

  • @basantaanu9979
    @basantaanu9979 2 года назад +9

    ପୁଣି ଆସିଲା ନୂଆ ଗାଣ୍ଡିମରା ନୀତି

  • @pramodmajhi9779
    @pramodmajhi9779 8 месяцев назад

    Nayagarh

  • @ongeming3392
    @ongeming3392 2 года назад

    Jai jagannath 🙏🙏🙏

  • @rabipangi9766
    @rabipangi9766 2 года назад +1

    60yrs na heunu mari gale ?

  • @namaskarBhaiya4321
    @namaskarBhaiya4321 2 года назад

    Am bjd fan but pm is my favourite.jay Modi.

  • @baidharsahu1011
    @baidharsahu1011 2 года назад

    ଏ କୁତ୍ସିତ ଯୋଜନା କଉ କାମକୁ ।ଛିଛି

  • @amitlenka1759
    @amitlenka1759 2 года назад +1

    Au kahara loan maaf Karibare achhi ke 🤔

  • @baikunthamajhi4902
    @baikunthamajhi4902 Год назад +1

    Really

  • @diptimayeedibya7243
    @diptimayeedibya7243 2 года назад +1

    Gharate b mililani

  • @satyadurga1267
    @satyadurga1267 2 года назад +1

    Jayjagannath🙏🙏🙏

  • @sudarsanroutaray4403
    @sudarsanroutaray4403 Год назад

    Good

  • @rockonmusicalA1
    @rockonmusicalA1 2 года назад +2

    ଯୋଜନା ମିଶି ଆଉ ଏକ ଠକେଇ ର ସିକର ହୁଅନ୍ତୁ

  • @sankarsansahoo47
    @sankarsansahoo47 2 года назад

    Jay Shree Jagannath I love you pm modi

  • @ChandanSahoo-br7xj
    @ChandanSahoo-br7xj 2 года назад +2

    Modi ji ♥️

  • @chandanbehura6328
    @chandanbehura6328 2 года назад

    Tq modiji

  • @ctc14310
    @ctc14310 2 года назад

    ମୋର 60 year ବଂଚି ବାର ନାହିଁ ନା ଏ ବାଳ ଯୋଜନା ରେ ମୋର ପଶିବାର ନାହିଁ ....

  • @Lovelydas...00078
    @Lovelydas...00078 2 года назад +4

    Now I'm 20 years old means I will get this facility after 40 years. I think 3000 is one day expenditure for a person.

  • @litustudio2225
    @litustudio2225 2 года назад

    ମୋଦିର ଛୋଡ ଯୋଜନା....

  • @Saroj-c3o5w
    @Saroj-c3o5w 2 года назад

    Jay jagannath

  • @sanatanmajhi6232
    @sanatanmajhi6232 2 года назад

    ପେନସନ ଯୋଜନା ନୁହେଁ ପେଳ ଯୋଜନା l

  • @kshitishkumarjena8987
    @kshitishkumarjena8987 2 года назад

    Jay Jagannath..

  • @Odiakirtan886
    @Odiakirtan886 Год назад

    ସରକାର ଆମର ପଇସା ଲୁଟି ମଣିଷ ଙ୍କୁ ମାରିବ

  • @sudarsannayak3787
    @sudarsannayak3787 2 года назад

    Jay jagnnath