Lunar Eclipse 2022 : We shouldn’t promote superstition : Rationalist

Поделиться
HTML-код
  • Опубликовано: 20 окт 2024
  • Lunar Eclipse 2022 : We shouldn’t promote superstition : Rationalist
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 3 тыс.

  • @Suryakanta7-d2s
    @Suryakanta7-d2s Год назад +478

    କଳି ଯୁଗ ବର୍ତ୍ତମାନ ଶେଷ ସୀମା ରେ ପହଁଚି ଗଲାଣି
    ଜୟ ଜଗନ୍ନାଥ 🙏

    • @ଇଂବଗ
      @ଇଂବଗ Год назад +1

      ଜୟ ଜଗନ୍ନାଥ 🙏

    • @anantacharanbehera8274
      @anantacharanbehera8274 Год назад

      Right bro

    • @Bijay.3456
      @Bijay.3456 Год назад

      Absolutely Right bro 🥰

    • @fathomD
      @fathomD Год назад +2

      Kali Yuga began 5,123 years ago and has 426,877 years left as of 2022 CE. Kali Yuga will end in the year 428,899 CE. sesha Seema heini

    • @sgrvlog9837
      @sgrvlog9837 Год назад +1

      Kichi Habani re

  • @binodbehera5545
    @binodbehera5545 Год назад +12

    ବିଶ୍ୱାସ କରୁନୁ ଠିକ ଅଛି... ରାତିରେ ଯାହା ପାଖରେ ଶୋଉଛୁ ତାକୁ ସ୍ୱାମୀ ଭାବୁଛୁ ନା Playboy (ତୋ ଧର୍ମ ଭାଷାରେ)

  • @SilverStarExpress
    @SilverStarExpress Год назад +148

    ତର୍କ ବିତର୍କରେ ଭଗବାନ ଦର୍ଶନ ହୁଏନି, ଭଗବାନଙ୍କୁ ପାଇବାକୁ ହେଲେ ସମର୍ପଣର ଆବଶ୍ୟକତା ଅଛି। ଜୟ ଜଗନ୍ନାଥ!!🙏

  • @Smcreation56789
    @Smcreation56789 Год назад +168

    ମରଣ କାଳେ ବିପରୀତ ବୁଦ୍ଧି ହେ ପ୍ରଭୁ ଜଗନ୍ନାଥ ରକ୍ଷା କର ଏ କଳିଯୁଗ ମାଳିକା ସତ ହେବା କୁ ଯାଉଚି 🙏

    • @orissagirlyt
      @orissagirlyt Год назад +5

      କଳିଯୁଗ ଅନ୍ତ ହେବ ନିଶ୍ଚିତ, ପାପନାଶ ହେଉ, ସତ୍ୟଯୁଗ ଆରମ୍ଭ ହେଉ। ଜୟ ଜଗନ୍ନାଥ 🙏🏻🙏🏻🙏🏻 ମାଳିକା ବଚନ ସତ୍ୟ ବଚନ 🌺

    • @Linky3863
      @Linky3863 Год назад +1

      Rit

    • @kalandidash2843
      @kalandidash2843 Год назад +1

      Right 👍👍

    • @basudebabehera7284
      @basudebabehera7284 Год назад +1

      Ta vai vaha heluni bigyana kahuchhi

    • @haimabatinayak6491
      @haimabatinayak6491 Год назад +1

      Right

  • @kishoremohanmohapatra9508
    @kishoremohanmohapatra9508 Год назад +847

    ସିନ୍ଦୂର କେମିତି ପିନ୍ଧିବୁ ତୁ ପରା ଶହେ ଘ ଇତା କରିବୁ। ସିନ୍ଦୂର ପିନ୍ଧିଲେ ଜଣକର ହୋଇ ଯିବୁ।ଧନ୍ୟରେ ନାରୀ।

    • @antaryamitandi9846
      @antaryamitandi9846 Год назад +24

      A Bhai bekar Katha nai kaha

    • @tunatuns6700
      @tunatuns6700 Год назад +23

      Kn kahila ma bhai 👌🏻👌🏻

    • @tunatuns6700
      @tunatuns6700 Год назад +44

      Parama ghoda gehi maikina heithiba

    • @DipakKumar-oe1mu
      @DipakKumar-oe1mu Год назад +31

      ଶହେ ଘଇତା,, ହଇରେ ତୋ ମାଇକିନିଆ ଥରେ କହିଲୁ କ୍ୟାମେରା ଆଗରେ କହିବ??? ସତୀ ସୀତା ଆଉ

    • @pubghackergamers9674
      @pubghackergamers9674 Год назад +4

      Right

  • @avdhanchatshali
    @avdhanchatshali 2 месяца назад

    Yor are right sir and madam. You know english very well. So you revolve the earth round the sun. What a amazing knowledge you all have !

  • @puspanjaliparida2505
    @puspanjaliparida2505 Год назад +263

    We respect our religion,custom and tradition as we are Hindu,Jay Jagannatha,

    • @manojjena2579
      @manojjena2579 Год назад +2

      Jay Jagannath

    • @saradaacademy2091
      @saradaacademy2091 Год назад +4

      Believe..but not blindly word of Astrologer

    • @sunitamahapatra49
      @sunitamahapatra49 Год назад +3

      Hm ki apananka Swami dhoti pindhanti ta .

    • @rajendrabag8458
      @rajendrabag8458 Год назад +4

      But should not promote, justify or glorify Superstition in the name of religion and culture, tradition.

    • @rakeskumar1706
      @rakeskumar1706 Год назад +1

      ଜୟ ଜଗନ୍ନାଥ

  • @dscreation8423
    @dscreation8423 Год назад +175

    Otv ଧନ୍ୟ ହେଇଗଲା ଆଜି......ଆଜି ଗୋଟେ ନୂଆ ଲୋକ ଦେଖିଲି.......ଧନ୍ୟ ଏ ସ୍ତ୍ରୀ ଲୋକ ଠାକୁର ପୂଜା କଲେ ସମୟ ନଷ୍ଟ ହେବ

  • @kkkkkk-op3fi
    @kkkkkk-op3fi Год назад +113

    ଯିଏ ସିନ୍ଦୂର ପିନ୍ଧେନି ସେ କଣ ହିନ୍ଦୁ... ସେ ପରା ରାକ୍ଷସ... ସବୁ ହେତୁ ବାଦି ପାଗଳ 🔥🔥

    • @gayatripariwar883
      @gayatripariwar883 Год назад +6

      ସେମାନେ ହେଉଛନ୍ତି ଖ୍ରୀଷ୍ଟିୟାନ

    • @madhusmitanayak4764
      @madhusmitanayak4764 Год назад +6

      ପଗଳ ନୁହେଁ ପରମ ପାଗଳ😂😂କିଛି ନାହିଁ ଆଉ ତାଙ୍କର

    • @sarojpanda4261
      @sarojpanda4261 Год назад

      ମାଳି ସାହି କୁ ଚାଲି ଯାଇ ସେଠାରେ କର୍ମ କରନ୍ତୁ। ସେମାନେ ତୁମପରି ନାରୀ। ଅନ୍ତତଃ ପଖେ ତାଠାରୁ ସେମାନେ ଯଥେଷ୍ଟ ଭଲ।

    • @mrperfect6065
      @mrperfect6065 Год назад

      Semane either Christian nahele Atheist

    • @thewarriorashutosh1234
      @thewarriorashutosh1234 Год назад

      Odia re se bedhei

  • @memoryoflife3125
    @memoryoflife3125 Год назад +371

    ଶାଢୀ କାହିଁକି ପିନ୍ଧିଛ ବିକିନି ପିନ୍ଧିଲି ଆସିବା କଥା ନା ସମୟ ବଞ୍ଚିବ ପୂଜା ପୂଜି ପାଇଁ ସମୟ ନାହିଁ ଶାଢୀ ପିନ୍ଧି ବୁଲିବା କୁ ସମୟ ଅଛି

    • @dscreation8423
      @dscreation8423 Год назад +19

      Otv ଧନ୍ୟ ହେଇଗଲା ଆଜି.......ଆଜି ଗୋଟେ ନୂଆ ଲୋକ ଦେଖିଲି.......ଧନ୍ୟ ଏ ସ୍ତ୍ରୀ ଲୋକ ଠାକୁର ପୂଜା କଲେ ସମୟ ନଷ୍ଟ ହେବ

    • @biswajit1165
      @biswajit1165 Год назад +5

      ସତ କଥା କହିଲ ଭାଇ 👍

    • @debangbal5687
      @debangbal5687 Год назад

      Nana pura jhadi dela👍

    • @akgamers2265
      @akgamers2265 Год назад +13

      Yes sabu Pakistan gudaka mgh

    • @bikram2204
      @bikram2204 Год назад +4

      Ketubadinka ----re bajigalaki...

  • @Localall12
    @Localall12 Год назад +21

    କର୍ମ ବିଜ୍ଞାନ ନୁହେଁ କର୍ମ ହିଁ ଭଗବାନ
    ଜୟ ଶ୍ରୀ ରାମ 🙏🙏🙏🙏🙏

  • @kalyanpanda5885
    @kalyanpanda5885 Год назад +13

    ଠାକୁର ପୂଜା ରେ ସମୟ ନଷ୍ଟ, ସେଇ ସମୟ ରେ କେତେ ଗରାଖ ସନ୍ତୁଷ୍ଟ ଆଉ ପକେଟ ଫୁଲ

    • @durgaprasadmandal4110
      @durgaprasadmandal4110 Месяц назад

      Aou emiti faltu jukti tarka pain aou comments pain samay hin samay na tuma pakhare 😂 aou faltu enjoyment pain v samay hin samay na 😂

    • @pintubehera6954
      @pintubehera6954 28 дней назад

      ବୁଢାର କେତେ ଫୁଟାଣି ବୁଢା ହେଲାଣି ଫୁଟାଣି କମୁନି ରାମ ନାମ ଜପେ ଭଗବାନ ଙ୍କ ନା ନେ ଠାକୁର ଙ୍କ କାର୍ଯ୍ୟ କରେ

  • @tkb.khantiodiapua4439
    @tkb.khantiodiapua4439 Год назад +132

    ଗୋଟେ word ଏମାନେ ସବୁ ଧୀରେ ଧୀରେ ନାସ୍ତିକ ହୋଇଗଲେ 🤣... ଶଳା ଆମେ ବି science ଯୁଗର ପିଲା... ଆମେ ବି logic ଜାଣିଛୁ... ଫୀର ଭି ଆମେ ଆମ culture କୁ respect ଦେଇ ଚାଲିଛୁ 👍

  • @erpradyumna2790
    @erpradyumna2790 Год назад +129

    ଆମ କ୍ଲବ୍ ଘରକୁ ଏମିତିକା ଗୋଟେ ନାରୀର ଆବଶ୍ୟକ ହେଉଛି ।

    • @lelamajnu
      @lelamajnu Год назад +2

      ନାନୀ କି ଦାକିଦେ

    • @erpradyumna2790
      @erpradyumna2790 Год назад +7

      ତୋ ଭଉଣୀ ପରି ସିଏ ଲାଗୁଚି , ଟିକେ ଦେଖିକି ପୁଅ ବଜରଙ୍ଗ ଦଳକୁ , ହାବୁଡେ ପଡିନି ତୋ ଭଉଣୀ ।

    • @rakeskumar1706
      @rakeskumar1706 Год назад

      ଭାଇ ମାଡ଼ି ଚାଲ

    • @lelamajnu
      @lelamajnu Год назад

      @@erpradyumna2790 sorry ଭାଈ ।।

    • @ranjitrout8849
      @ranjitrout8849 Год назад

      Patheiba gote🤣

  • @Saraswatatv
    @Saraswatatv Год назад +18

    ସୂର୍ଯ୍ୟ ନାରାୟଣ ସତ ହେ ପ୍ରଭୁ
    🙏

  • @darkdesire3153
    @darkdesire3153 Год назад +136

    As a politicial student you should know the other sub clauses of Article 51(A) of Fundamental Duties including Article 51A(e),51A(f) which says to value the rich culture of the country .
    And also beware of the section 295A of IPC. There is a most suitable proverb for you "empty vessels make the most noise."

    • @sujatabiswal3166
      @sujatabiswal3166 Год назад +6

      Kali se jetebele kahile mu bi confuse heli...

    • @sumitrajena9771
      @sumitrajena9771 Год назад +3

      Correct bro

    • @AmitYooo
      @AmitYooo Год назад +10

      Half knowledge is very dangerous ...
      Se jhia janini

    • @puspamitrasa9335
      @puspamitrasa9335 Год назад +3

      Rich culture or casteism or monopoly by specific group....

    • @jenababuvlogs6085
      @jenababuvlogs6085 Год назад +5

      Tankara sei Hindi eng odia misa Katha au muruki muruki hasa political nuhain pelitical student

  • @htvodia
    @htvodia Год назад +58

    ଆମ ଦେଶ ଆମ culcture ପାଇଁ ସାରା ବିଶ୍ୱ ରେ ପରିଗଣିତ , ଏସବୁକୁ କେମିତି ଛାଡିଦେଉଛ ,ଦୁର୍ନୀତି ଭ୍ରଷ୍ଟାଚାର ବିରୋଧ ରେ ଏମିତି ଯଦି ଆଗକୁ ଆସନ୍ତ ଭଲ ଲାଗନ୍ତା , ଜୟ ଜଗନ୍ନାଥ 🙏🏻 ଯଦି ଆମ ସଂସ୍କୃତି କୁ ଆଗକୁ ନ ନେଇ ପାରୁଛ ,ପଛକୁ ଟାଣନି

  • @Grv_Snh_3105
    @Grv_Snh_3105 2 месяца назад

    Lovely people...
    Humanity over any religion and culture ❤❤❤

  • @biranchinayak8404
    @biranchinayak8404 Год назад +113

    ଏ ଜିହ ହେଉଅଛି ହିନ୍ଦୁ ଧର୍ମର ନୁହଁ ଏ ହେଉଅଛି ଯିସୁ ଧର୍ମ

    • @bignyamitagamanga7599
      @bignyamitagamanga7599 Год назад +6

      Not jisu dharma Bhai,That Christian,and Christian mane Jesus nka thare believe karanti and tahankara anusarana Karu. au hindu dharma jemiti puja patha karanti ame ama Lord Jesus nka thare prayer karu au ame kebe bi karma upare believe karuna only we depend on our heavenly Father Jesus Christ and ame tanku mani kama karu.Amara prayer re ame bahut viswas karu. Satya ku jana satya tamaku swatantra karibo Bible kuhe. Thank you .

    • @dineshraika5779
      @dineshraika5779 Год назад +4

      Thanke heuchanti bramin nd hindu
      Not Christian..
      Jadi Christian heitante ..emiti khainatahe..

    • @Lopaharshmaapua
      @Lopaharshmaapua Год назад

      🙏🙏🙏

    • @niranjanshika3835
      @niranjanshika3835 Год назад

      Tahari ghhaita marijaichhi se sindura pindi ba kemiti

    • @hrushyamisal3757
      @hrushyamisal3757 Год назад

      Bhai ye Satya ku Jana bhai

  • @AmarKumar_sanatani
    @AmarKumar_sanatani Год назад +49

    ଶିକ୍ଷିତ ସିଏ ଯିଏ ଆଧୁନିକ ଜ୍ଞାନ ସହ ଶାସ୍ତ୍ରର ଜ୍ଞାନ କୁ ମଧ୍ୟ ମାନନ୍ତି ।

  • @rajkumarsahu8991
    @rajkumarsahu8991 Год назад +10

    ଯେଇଁ ନାରୀ ପାଇଁ ଶଙ୍ଖା ସିନ୍ଦୁର ଲଗାଇବା ପାଇଁ ସମୟ ନାହିଁ ସେ ସମୟ ବର୍ବାଦ କରି ଶାଢ଼ୀ ପିନ୍ଧି ସଜେଇ ହୋଇ କାହିଁ ଆସିଛି |କେବଳ ଚଡି ଖଣ୍ଡେ ପିନ୍ଧି ଆସିଲେ କମ ସମୟ ଲାଗିଥାନ୍ତ |ସେ ନାରୀ ବୋଧହୁଏ ବାପ ମା ଭାଇ ଭଉଣୀ ପରିବାର ମଧ୍ୟରେ ସମ୍ପର୍କ ଜାଣି ନାହିଁ

    • @ManojKumar-ue1rs
      @ManojKumar-ue1rs Год назад

      Very good bhai

    • @subhabratamishra4465
      @subhabratamishra4465 2 месяца назад

      ଆରେ ଏ ବେଧି ମାନେ ଭିତ୍‌ରେ‌ ଭିତ୍‌ରେ ବହୁତ୍ ଖଚ୍ଚଡ୍ ଥିବେ ।

  • @RMalik110
    @RMalik110 Год назад +10

    ଲଙ୍ଗଳା ହେଇକି ବୋଲ ଭଲ ଲାଗିବ

  • @sudhansusekharpattanayak3246
    @sudhansusekharpattanayak3246 Год назад +78

    We should not give up our religious faith. A large section in favor of their faith. You live with your own faith but don't try to impose it on others.

  • @ajaykumar822
    @ajaykumar822 Месяц назад

    ଧନ୍ୟ ତୁମ ଜୀବନ 🙏

  • @skchandan4484
    @skchandan4484 Год назад +77

    ରାଜନୀତି ହେଉ କି ହେତୁବାଦୀ , ସବୁଠି ମାଗଣା ବିରିୟାନି ଓ ମଦ ଖାଇବା ଚକର୍ 💯💯💯💯💯✔✔✔✔✔
    କି ଗୋ ଆମେ କିରା science ଜାଣିନୁ ନା ଅନ୍ଧବିଶ୍ୱାସ କୁ??? ତଥାପି ଧର୍ମ ପରମ୍ପରା କୁ ମାନ ରେ.....🙏🙏🙏

    • @arunamohanty2986
      @arunamohanty2986 Год назад +1

      Right emane ghare khaibaku pau nahanti bahare magana khai midia aagare muhn dekhauchhanti ei media belajya sei manka interview neuchhanti

    • @Inner.divinity
      @Inner.divinity Год назад +1

      @@arunamohanty2986 ଯଦି ମୋ ପୋଷ୍ଟ ପଢି କୌଣସି ଅନ୍ଧ ଭକ୍ତ ଙ୍କ ସମ୍ବେଦନଶୀଳ ଅଙ୍ଗ ରେ ରେ ପୋଡା, ଜଳା ଅନୁଭୂତ ହୁଏ, ତାଙ୍କୁ burnol କିଣିବା କୁ ନମ୍ର ଅନୁରୋଧ |
      ୧) ଆମେ ପୁରାଣ ର କାଳ୍ପନିକ ଦେବୀ ସରସ୍ବତୀ ଙ୍କୁ କାହିଁକି ଶିକ୍ଷା ର ଦେବୀ ବୋଲି ମାନିବୁ ଓ ପୂଜା କରିବୁ ? ସେ କେତେ ସ୍କୁଲ, କଲେଜ, ବିଶ୍ୱ ବିଦ୍ୟାଳୟ ଖୋଲିଛନ୍ତି ? ବରଂ ଦଳିତ କନ୍ୟା ଙ୍କ ଶିକ୍ଷା ନିମନ୍ତେ ଭାରତ ରେ ପ୍ରଥମ ସ୍କୁଲ ଖୋଲି ଥିବା ସାବିତ୍ରୀ ଦେବୀ ଫୁଲେ ଶିକ୍ଷା ର ପ୍ରକୃତ ଦେବୀ ଭାବେ ଆମ ସମ୍ମାନ ପାଇବା କୁ ଯୋଗ୍ୟ |
      ୨) ଆମର ଆଦର ଓ ସମ୍ମାନ ନିମନ୍ତେ କିଏ ଅଧିକ ଯୋଗ୍ୟ ?ପୁରାଣ ର କାଳ୍ପନିକ ଦେବୀ, ଦେବତା ଯେଉଁ ମାନେ କାହା ଉପରେ ଅନ୍ୟାୟ , ଅତ୍ୟାଚାର ହେଲେ କେବେ କିଛି କରନ୍ତି ନାହିଁ ନା ସାମାଜିକ ନ୍ୟାୟ , ସମାନତା ଓ ଦଳିତ ବର୍ଗ ର ଲୋକ ଙ୍କ ଅଧିକାର ନିମନ୍ତେ ଲଢ଼ି ଥିବା ଡ଼କ୍ଟର ବି ଆର ଆମ୍ବେଦକର ?

    • @skchandan4484
      @skchandan4484 Год назад +1

      @@Inner.divinity ଆଜ୍ଞା କ୍ଷମା କରିବେ.. ତାଙ୍କ ପାଖରେ burnol କିଣିବା ପାଇ ପଇସା ନାହିଁ .. ତା ବଦଳ ରେ ଆପଣ ଙ୍କ ର ଅଜାଗା ଘା ରେ 💯burnol ଲେପନ କରିବା ପାଇ ଆମେ ପାଣ୍ଠି ସଂଗ୍ରହ କରିଦେବୁ .. କାରଣ
      1) ଆପଣ ବି ଜଣେ ମାଗଣା ଖିଆ ଲୋକ । ଦରକାର ପଡିଲେ ବି ବିଷ୍ଠା ଖାଇ ସଂସ୍କୃତି କୁ ଧ୍ବଂସ କରିଦେବେ
      2) ଯଦି ରାବଣ ମା ସୀତା ଙ୍କୁ ହରଣ ନ କରି ତୁମ୍ଭ ପରି ସୁପୁତ୍ର,ଧନ,ସଂଖାଳି ସନ୍ତାନ ପାଇଥିବା ମା କୁ ହରଣ କରିଥାନ୍ତା ତେବେବି ତୁମ୍ଭେ ଦଶାନନ ର ଜୟକାର କରିଥାନ୍ତ 😠😠😠

    • @Inner.divinity
      @Inner.divinity Год назад

      @@skchandan4484 ହେତୁବାଦୀ ମାନେ ବିରିୟାନୀ ଖାଇବା ଦ୍ୱାରା ଅନ୍ଧ ଭକ୍ତ ମାନଙ୍କ ବିଶେଷ ଅଙ୍ଗ ରେ ଜ୍ବଳନ ହେବାର କାରଣ କଣ ? ବେଦ, ଉପନିଷଦ , ରାମାୟଣ ଓ ମହାଭାରତ ପଢି ଅନ୍ଧ ଭକ୍ତ ମାନେ କିଛି ଜ୍ଞାନ ଅର୍ଜନ କରି ନାହାନ୍ତି ତା ମାନେ, ସେମାନଙ୍କୁ ଏମିତି ଜଳେଇବ ର ମଜା ବି ଅଲଗା 😂🤪

    • @Inner.divinity
      @Inner.divinity Год назад

      ୧) ବିରିୟାନୀ ଖାଇବା ଦ୍ୱାରା ଯଦି ଅନ୍ଧ ଭକ୍ତ ଙ୍କ ସଂସ୍କୃତି ନଷ୍ଟ ହେଇ ଯାଉଛି , ତା ହେଲେ ଏମିତିକା ଦୁର୍ବଳ ସଂସ୍କୃତି ବରଂ ନଷ୍ଟ ହେଇ ଯିବା ଭଲ |
      ୨) ରାବଣ , ସୀତା, ରାମ ଙ୍କ କାହାଣୀ ପଢିଲେ ଜଣା ପଡୁଛି କି ଅନ୍ଧ ଭକ୍ତ ମାନେ ରାବଣ ର ଅନୁଗାମୀ ଆଚରଣ ଦୃଷ୍ଟି ରୁ |

  • @Rajeshmusical
    @Rajeshmusical Год назад +11

    ତମେ ଓଡ଼ିଶାର କି ?
    England ର କାଲି ଇଂରାଜୀ ଭାଷାରେ ଜାଡ଼ୁଛୁ

  • @sanjuktamohanty9668
    @sanjuktamohanty9668 Месяц назад

    Thank you so much sir for your logical reasoning. 🙏 I'm supporting your opinion.

  • @beshraofficialbs7504
    @beshraofficialbs7504 Год назад +23

    ତମ ଜୀବନ ଧନ୍ୟ ଗୋଟେ ଗୋଟେ ଜ୍ଞାନୀ ଏବେକାର ଲୋକକୁ ନ ବୁଝେଇବା ଟା ସବୁଠାରୁ ଭଲ ନିଜ ନିଜ ଭଲ ଯୋଉଟା ଲାଗୁଛି ଯାହା ମାନୁଛ ମନ ଯିଏ ନ ମାନୁଛି ନାହିଁ ପାଗଳ ଲୋକଙ୍କୁ କିଛି ବୁଝେଇବା ଦରକାର ନାହିଁ 😈😈

  • @skchandan4484
    @skchandan4484 Год назад +5

    As a Political student? ?😈😈 ଓହଃ..... ଏଥି ବି ରାଜନୀତି .. ଆଉ ସେଇ ମାଗଣା ବିରିୟାନି? ?? କିଛି ବୁଝି ଲ ନା ନାଇ.. social science and physical science ପିଲା ମାନେ ..... only legend can understand 💯💯💯💯💯💯💯💯✔✔✔✔✔✔✔✔✔✔✔✔✔✔

  • @jugaldalei6829
    @jugaldalei6829 Год назад

    jay jagannath swami 🙏🙏🙏

  • @srikantabarik8545
    @srikantabarik8545 Год назад +27

    ଆପଣ ସତ କହୁଛନ୍ତି ସାର୍ କିନ୍ତୁ ଲୋକେ ବୁଝି ପାରୁ ନାହିଁ କାହିଁକି ନା ଆମ ଓଡ଼ିଶା ରେ ଏମିତି ବହୁତ ଲୋକ ଅଶିକ୍ଷିତ ଅଛନ୍ତି
    ସମସ୍ତ କୁଂ ମୋର ଅନୁରୋଧ ଇତିହାସ କୁ ଟିକେ ଭଲରେ ପାଠ ପଢ କିଛି ସତ୍ଯ ତା ଜଣିପାରିଵ

    • @khantiodia4412
      @khantiodia4412 3 месяца назад +1

      😂😂😂bala ta kahuchi Chanda johney sins😂

    • @ommprakashsahoo6280
      @ommprakashsahoo6280 2 месяца назад +1

      According to you most people of odisha are illiterate by same logic outsiders and foreigners are literate . Those literate and highly professionals are accepting and promoting all the laws of Sanatan dharma.

  • @yasminsp3337
    @yasminsp3337 Год назад +11

    ଏମାନେ ପାଗଳ ହେଇଯାଇଛନ୍ତି.. ଏତେ ଶୀଘ୍ର effect ଦେଖା ଦେବ ଜଣା ନ ଥିଲା.. 😂😂.. ସୂର୍ଯ୍ୟ ଆଉ ଚନ୍ଦ୍ର ଙ୍କ ପାଇଁ ଆମେ survive କରୁଛେ.. ସେମାନେ affect ହେଲେ ତ obviously ଆମେ ମାନେ ଭି affect ହେବା no doubt... ଏଟା ତ scientists ମାନେ ଭି କହୁଛନ୍ତି.. ଏମାନେ ଚାଲି ଆସିଲେ ବଡ ପଣ୍ଡିତ ଗୁଡା ସବୁ... ଏମାନଙ୍କୁ footage କଣ ପାଇଁ ଦିଆହଉଚି କେଜାଣି 🙄

  • @tanmayjena764
    @tanmayjena764 Год назад

    Jay Jagannath 🙏🏻🙏🏻🙏🏻🙏🏻

  • @balarambarik8195
    @balarambarik8195 Год назад +21

    ଓଡିଶା ରେ English କହନି ଏ ହୋଉଛି ଜଗନ୍ନାଥ ଧାମ ଏଟି ଓଡ଼ିଆ କହିସିକି 🙏

  • @rahul-mr2fb
    @rahul-mr2fb Год назад +9

    Right 💯 sir sister and mam thank you

  • @dharmendrapatra5385
    @dharmendrapatra5385 Год назад

    Jay Jagannath swami 🙏🙏🙏🙏🙏

  • @Lipun-lk4eu
    @Lipun-lk4eu Год назад +8

    ବର୍ତ୍ତମାନ ଯେଉଁ କର୍ମ କରୁଛ ତାର ଫଳ ନିଶ୍ଚିତ ପାଇବ।
    ଫଳ ପାଇଲା ପରେ ହିଁ ଜାଣିବ ଯେ ,ତମେ ଖାଲି ହିନ୍ଦୁ ଧର୍ମକୁ ଅପମାନ କରୁନ, ଅପମାନ କରୁଛ ହିନ୍ଦୁ ଧର୍ମଭକ୍ତଙ୍କ ଭଗବାନଙ୍କୁ ।
    ସିନ୍ଦୂରର ମୂଲ୍ୟ ସିଏ ହିଁ ବୁଝିବ ଯିଏ ହିନ୍ଦୁ ନାରୀ।
    🙏ଜୟ ଜଗନ୍ନାଥ 🙏

    • @Inner.divinity
      @Inner.divinity Год назад +1

      Andh bhakta nka emotion hurt Kariba maha papa

  • @tanishalifestyle358
    @tanishalifestyle358 Год назад +8

    ବିଶ୍ୱାସ ହିଁ ଭଗବାନ ,

  • @sanjubabuofficial2352
    @sanjubabuofficial2352 Год назад +1

    ଯାହା ହଉ ତମେ ଗୋଟେ ଓଡ଼ିଆ ଝିଅ..🙏🙏🙏
    ବେଳେ (ଇଂଲିଶ) ରେ ବେଳେ (ହିନ୍ଦୀ) ରେ ବେଳେ (ଓଡ଼ିଆ )ରେ ଭଲ କଥା କହି ପାରୁଛ... ଆମେ ସେଥିପାଇଁ ବହୁତ ଖୁସି... ଯାହା ହଉ ତମେ ସବୁ ପାଠ ପଢି ମଣିଷ ହେଇଗଲ

  • @randaejank4934
    @randaejank4934 Год назад +19

    ଠିକ୍ କଥା କହୁଛନ୍ତି ,ଆଦିବାସି ମାନେ ଆଗକାଳରେ ଏସଵୁ କିଛିସନଥିଲେ ଏଵେ ବିଏସବୁ ପାଳନ କରନ୍ତି ନାହିଁ ହେଲେବି ସେମାନେ ବଞ୍ଚିଛନ୍ତି।

  • @Villager_mind
    @Villager_mind Год назад +4

    ଏମିତି କଥା ଯଦି ମୁସଲିମ ସମ୍ପ୍ରଦାୟ ଙ୍କ ବିଷୟ ରେ କହିବୁ ତାହେଲେ ତୋ ଜୀବନ ନେଇ ଯିବେ।।।

  • @sriyashalinisahoo8402
    @sriyashalinisahoo8402 Год назад

    Jay jagannth🙏🙏🙏🙏

  • @bibhuti0001
    @bibhuti0001 Год назад +42

    Baas sabas Sir & Maadam 🙏🏻 Emane hine prakruta re murkha loka 😅

  • @nandakishorepatra6260
    @nandakishorepatra6260 Год назад +9

    100%Correct. You are great. You will be honoured one day. Nodoubt.

  • @Upendra750
    @Upendra750 Год назад

    Thanks madam

  • @pravatkumarsahoo1439
    @pravatkumarsahoo1439 Год назад +24

    ଯେଉଁ ହେତୁବାଦୀ ମାନେ ହିନ୍ଦୁ ଧର୍ମର ଦେବା ଦେବୀ ଗୀତା ଭାଗବତ ପୁରାଣକୁ ଅବମାନନା କରୁଛନ୍ତି , ସେ ହେତୁବାଦୀ ମାନେ ବୌଜ୍ଞାନିକ ଧର୍ମ ତୁମ୍ଭର ଘରେ ରଖ , ବେଳ ଥାଉ ଥାଉ ସୁଧୁରି ଯାଅ ନଚେତ୍ ଆଗାମୀ ଦିନରେ ଓଡ଼ିଶା ମାଟିର ପାଣି ପବନରେ ତୁମ ହେତୁବାଦୀ ମାନଙ୍କର ଅସ୍ତିତ୍ଵ ରହିବ ନାହିଁ ।

    • @Inner.divinity
      @Inner.divinity Год назад

      Andha bhakt hei chutiya baniba thu bhala hetubadi heba

  • @ythutrr4
    @ythutrr4 Год назад +24

    ଏମାନେ ହେଲେ (ଛଦ୍ମବେଶି) ସନାତନ ଧର୍ମ ବିରୋଧୀ

  • @prasantahota6659
    @prasantahota6659 Год назад

    Sir is telling the right thing

  • @musicstudiomobile2357
    @musicstudiomobile2357 Год назад +9

    Absolutely right sir 💕❤️

  • @pramodgamingbk9169
    @pramodgamingbk9169 Год назад +3

    Jay shree Ram 🙏🙏🙏🙏 jay bajarang bali 🚩🚩🙏🚩🚩 maha prbhu ଜଗନ୍ନାଥ ହୋଉ ଛନ୍ତି ଜଗତର ନାଥ ତାଙ୍କୁ ଏମିତି କହୁଛ ସବୁ ମରିବ

  • @rkrajuodvideo2492
    @rkrajuodvideo2492 Год назад

    Jay Jagannath 🙏🙏🙏

  • @gyanaranjanasahoo3002
    @gyanaranjanasahoo3002 Год назад +7

    ଛାଡ ଖାଇ ଦିନ ଖାଇବାକୁ ଦିଅ ଦେଖିବା ତମର କେତେ ପାଣି ଅଛି

  • @bikashnahak7766
    @bikashnahak7766 Год назад +6

    କର୍ମ କଲେ ଫଳ ପାଇବୁ ବୋଲି ଯୋ କହିଲୁ ନା ସେଇଟା ହିଁ ଭଗବାନ ଙ୍କ ପୂଜା ବୋଲି ଭାବେ ଲୋ 😡😡😡 ତୋତେ ତ ଦେଖିଲେ ଲାଗୁଚି ତୁ ରାଣ୍ଡି ଟା ବୋଲି ଛି ତୋ ଜୀବନ 😡,
    ଆମେ ହିନ୍ଦୁ ସନାତନ ଧର୍ମ ଆଉ ଭଗବାନ ଙ୍କୁ ମନିବୁନି ତୁ ରାଣ୍ଡି 😡😡😡😡

    • @Inner.divinity
      @Inner.divinity Год назад +2

      To bhasa ru Jana paduchi tu kana aau to dharma tote kana sikheichi 😁😂😂

  • @abinashbehera-2633
    @abinashbehera-2633 Год назад

    Jay Jagannath ♥️🚩🚩🚩

  • @priya.k.s732
    @priya.k.s732 Год назад +51

    We all are dependent our work.but we don't forget a spiritual power control each and every thing in our earth.i am also a science student i become hard working nd believe the almighty God 🙏...

    • @himaninayak4390
      @himaninayak4390 Год назад +5

      Bhai re ei alpa bidya bhayankari hin adhika gapuchanti science science ..bt nije jani nahanti what is science ..pila te exam daba agaru bi jete patha padhi thau gharu thakura nku pranam te kariki jauchi ..ame samaste janichu hard work 99%hele luck 1 %nihati darkar ...life re kichi bi achieve karibaku ..ei murkha nku binas kale ବିପରୀତ budhi dekha jauchi

    • @himaninayak4390
      @himaninayak4390 Год назад

      Well said brother

    • @Sovakar_jani
      @Sovakar_jani Год назад +1

      Kalyug ta just start heichi 😂 4 lakh yr still left 🥲

    • @skchandan4484
      @skchandan4484 Год назад +2

      @@himaninayak4390 ଆରେ ଦିଦି ଏମାନେ ହେଉଛନ୍ତି Political science student 😆😅😅 Not a science student... nor a social science student 😆😅😅 ତୋହଃ both subject ରେ ଜ୍ଞାନ ଆସିବ କଉଠୁ😠😠 ଖାଲି ମାଗଣା ବିରିୟାନି ଖାଇବା ଓ ବାନ୍ତିବା ଜାଣିଛି ସେଇ Political science student ✔✔💯💯💯

    • @himaninayak4390
      @himaninayak4390 Год назад +1

      @@skchandan4484 thik katha

  • @kalpalatabehera3234
    @kalpalatabehera3234 Год назад +19

    When u will suffer, that day u will know the power of God. Don't underestimate supernatural powers. Whatever is happening is all glories of God 🙏🙏🙏🙏

  • @subasjena1252
    @subasjena1252 Год назад

    Jay Jagannath

  • @rati1862003
    @rati1862003 Год назад +7

    I am humbly requesting our media friends not to telecast this type of news. Please..... Stop this.

    • @fathomD
      @fathomD Год назад

      They get loads and loads of money bro

    • @cjuifurs7169
      @cjuifurs7169 Год назад

      Bhai telecast hele se maagiha godanko chinhata kari mada dia

  • @krushnamaharana3952
    @krushnamaharana3952 Год назад +62

    ସମୟ ଆସିବ ବୁଝିପାରିବୁ ତାପରେ କଣ ହବ ଦେଖିବୁ

  • @rajendrapalaka143
    @rajendrapalaka143 7 месяцев назад

    Superb thought ❤

  • @AmarjitDas713
    @AmarjitDas713 Год назад +3

    You are right sister

  • @spdemandcreation
    @spdemandcreation Год назад +7

    🥰....
    "ବିଶ୍ୱାସେ ମିଳଇ ହରି
    ତର୍କେ ବହୁ ଦୂର "..... 🥰

  • @dejunkumarrout6849
    @dejunkumarrout6849 Год назад +2

    ପୂଜାରେ ଟାଇମ ଯାଉଛି
    ଆଉ ଅଲଗା ରେ ଯାଉନି 😄😄😄

  • @manojkumarraj656
    @manojkumarraj656 Год назад +13

    ଅଲଗା badi mangal sutra କାହିଁକି pindhichhu ?

  • @bloggerbysantosh9270
    @bloggerbysantosh9270 Год назад +11

    Kaliyuga ase ase maya bistar kalanhi ... He prabhu rakya kara rakya kara 🙏🙏🙏

  • @CHANDANBERA-h9p
    @CHANDANBERA-h9p 8 месяцев назад

    I agree with madam

  • @Lovely143Dipti
    @Lovely143Dipti Год назад +6

    ଜାତକ ଦେଖେଇ ବାହାଘର କଲେ କଣ ହେଲା, କର୍ମ ଖରାପ୍ କରିବ ତାପରେ ଭଗବାନ ଙ୍କୁ ଦୁଷ ଦେବ, ଆମ ଘରେ ଏମିତି କାହିଁକି ହେଲା, ତେଣୁ କର୍ମ ଭଲ କଲେ ଭଗବାନ ଆଶୀର୍ବାଦ କରିବେ

    • @sanjanapriyadarshini9921
      @sanjanapriyadarshini9921 Год назад

      You should help your sister during her bad times. Instead of doing that you said Rajajotaka was responsible for your sister's misery. Then what type of Hetubadi you are.

    • @sanjanapriyadarshini9921
      @sanjanapriyadarshini9921 Год назад

      Sorry sir mun apana Kan too bahut chota. Amara Dharma purana eai sabu sikhya dauchhi bada loka kun apana kahiba. Amma Jaga amaku eai sabu sikhaichi bada Bhai kun sanman deba kemiti nija loka asubidha re padile takun sahajya kariba. Apana sikhantu kichi... Sikhithile apana Kan bhanui Kan pila Mane ajji manisa hoithante. Apana nije kuhantu...jadi kehi chota pila apana ' eai budha sunu' kahiba apanakun bhala lagiba ki? Kahinki na Science amaku sekhaini bada mana kun sanman deba katha boli... just think about it sir

    • @Lovely143Dipti
      @Lovely143Dipti Год назад

      @@sanjanapriyadarshini9921 Dear,You have seen today's news, you do not know,that the scientist of NASA has also said that God is in this world.see yesterday 14/11/2022 Kanak news clear your doubts,Thank you read my comments 👍

    • @Lovely143Dipti
      @Lovely143Dipti Год назад

      @@sanjanapriyadarshini9921 Reply your message either ଓଡ଼ିଆ or English not reply ରୋମାନ English,i don't understand Your ରୋମାନ English

  • @kishorkumarbhitiria323
    @kishorkumarbhitiria323 Год назад +3

    👉👉ମୋତେ ଲାଗୁଛି କଳିଯୁଗ ଶେଷ ଅବସ୍ଥାରେ ପହଞ୍ଚି ଲାଣି...ଭଗବାନଙ୍କୁ ଟିକେ ଡ଼ର ରେ..ଜୟ ଜଗନ୍ନାଥ🙏🙏

  • @rajkumarswain3148
    @rajkumarswain3148 2 месяца назад

    They are Ethiest. I admire that. Religion closes your mind and stops you asking questions. Where as science promotes you to ask questions.

  • @SanjayDas-gs1so
    @SanjayDas-gs1so Год назад +7

    ମା ସମଲେଇ ଖା ନା ମା ତୁଇ ସବକେ 🙏🙏

  • @sumanjoshi9649
    @sumanjoshi9649 Год назад +15

    Spirituality is Beyond science. Definitely there is reason behind all the culture n traditions.
    Karma and believe is only God

    • @Inner.divinity
      @Inner.divinity Год назад

      Spirituality is not beyond science , rather it is a science in itself which demands intense self-inquiry, discipline and rational investigation ..is it clear ?

  • @pradipkumarsahoo7640
    @pradipkumarsahoo7640 Год назад

    Right right
    Work is god

  • @manojjena2579
    @manojjena2579 Год назад +12

    ବାଳ ଏ ତ ମାନୁ ନାହାନ୍ତି କାହିଁକି କହୁଛ ତାଙ୍କୁ ଯାହା ଇଚ୍ଛା ହେଲେ କଲେ

  • @mohantakrushna143bun
    @mohantakrushna143bun Год назад +14

    ମୁଁ ବି ଖାଇଚି ନୀତି ନିୟମ କୁ ମୋର ବି ଧ୍ୟାନ ନାହିଁ କିନ୍ତୁ ହେ ହେତୁ ବାଦି ଗାନ୍ଦୁ ଯେତେବେଳେ ଫିଜିକ୍ସ ର ଜନ୍ମ ନଥିଲା ସେତେ ବେଳେ ମୁନି ଋଷି ନବଗ୍ରହ r ସ୍ଥିତି ଜାଣି ଥିଲେ ତୁଁ ଝିଅ କଣ ଟିକେ ବିଜ୍ଞାନ ଜାଣିଲେ ଏତେ ଗର୍ବ ଦେଖା ନା

    • @DipakKumar-oe1mu
      @DipakKumar-oe1mu Год назад

      କିଏ ବେ ତୁ

    • @amarendrasethi6729
      @amarendrasethi6729 Год назад

      Tu muni rusi nku dekhichu

    • @fathomD
      @fathomD Год назад

      Muni rushi nka stree bhul re au kaha sangare soigale sethi paen rushi janaka tanka stree ku pathara karidele shrapa deiki. Tu seia karunu? Thaana re case kahinki daucha au?

    • @KHERWALBAZAR
      @KHERWALBAZAR Год назад

      ସେ ମା ଗିହାଁ ଝିଅ ବିଜ୍ଞାନ ବନାମ କରି ପାରିବ ନା...???

  • @amprakashnaik768
    @amprakashnaik768 Месяц назад

    ତୁମେ ମାନେ ସବୁ କର୍ମ କରୁନ କୁକର୍ମ କରୁଛ । ହେ ଭଗବାନ୍ ଏମାନଙ୍କୁ ଟିକେ ସଦ୍ ବୁଦ୍ଧି ଦିଅ । ହେ ପ୍ରଭୁ 🙏🙏🙏💐💐💐💐

  • @mshorts8991
    @mshorts8991 Год назад +3

    Right 👍

  • @jyotirmayeepalo1935
    @jyotirmayeepalo1935 Год назад +38

    କର୍ମ ଫଳ ବୋଲି କିଛି ଅଛି କି ନାଇଁ

    • @rajendrahansdahraju8267
      @rajendrahansdahraju8267 Год назад

      Semane kouthi ku karma kole ki

    • @shrinibassutar7763
      @shrinibassutar7763 Год назад

      ହଁ ନିଶ୍ଚିତ ଅଛି ବିଜ୍ଞାନ ନିରବଚ୍ଛିନ୍ନ କର୍ମ କରିବା ରୁ ଆଜି କୃତ୍ରିମ ରକ୍ତ ତିଆରି କରିପାରିଛି ଯାହା ମାନବ ଶରୀର ରେ ବିନା ସମସ୍ୟାରେ ପ୍ରବାହିତ ହେଇପାରିବ ।

    • @Lopaharshmaapua
      @Lopaharshmaapua Год назад

      🙏🙏🙏🙏

    • @puspanjalimahanta3470
      @puspanjalimahanta3470 Год назад

      ​@@shrinibassutar7763 but corona virus ku ମାରିବା ପାଇଁ ମେଡିସିନ ତିଆରି କରିପାରିଲେନି। ପ୍ରକୃତି ର ତାଣ୍ଡବକୁ ଅଟକାଇବା କୋଉ ବିଜ୍ଞାନ ର b ତାକତ୍ ନାହିଁ

  • @dineshrath2500
    @dineshrath2500 Год назад

    dark desire thankyou

  • @sachidanandapadhan1891
    @sachidanandapadhan1891 Год назад +11

    Really that madam is right, as we sow, so we reap.

  • @godwithrajesh4769
    @godwithrajesh4769 Год назад +12

    Wow look at the girl! Who is the talk 3langunaes (eng,hindi,odia)to only show of!

  • @rajendraharpal1272
    @rajendraharpal1272 Год назад

    Right Sir ok thank you

  • @Commentofhappy
    @Commentofhappy Год назад +9

    ଟୋକି 30% ହିନ୍ଦୀ,50% ଓଡ଼ିଆ,20% ଇଂରାଜୀ କହୁଚି😀

  • @gulzarali6370
    @gulzarali6370 Год назад +9

    Finally people are becoming rational

  • @odisha80
    @odisha80 Год назад

    cyclone Tsunami atkeipariba kii

  • @manojjena2579
    @manojjena2579 Год назад +10

    ତାଙ୍କୁ କୁହ ଏହି lunar eclipse ବନ୍ଧ କରିଦେବେ ଯେମିତି ଆଉ କେବେ ହେବନି ହେତୁ ବାଦୀ ଙ୍କୁ

  • @er.manassethy1809
    @er.manassethy1809 Год назад +13

    ହଉ ଆମେ ଜାଣିଲୁ ତମେ କେତେ ସୁନ୍ଦର ଓଡ଼ିଆ, eng, hindi ବି କହି ପାର... ଆଉ ତମ ସଂସ୍କାର ପୁରା ଝରି ପଡୁଛି..... Proud to be ଓଡ଼ିଆଣୀ.... ଲାଜ଼ ନାହିଁ ପୋଡ଼ା ମୁହିଁ ତତେ law ପଢ଼ାଉଛୁ...😂😂😂

    • @Inner.divinity
      @Inner.divinity Год назад +2

      Typical andh bhakt comment 😁

    • @rasmitaraut7983
      @rasmitaraut7983 Год назад

      Could please translate this in english? I bet u can't! She is far better than u...So ass*** stop your so called culture and religion...

    • @er.manassethy1809
      @er.manassethy1809 Год назад

      @@rasmitaraut7983 kain tame kn odia bujhi para na ki mu eng re kahibi eng. Medium bodhe...😂

    • @rasmitaraut7983
      @rasmitaraut7983 Год назад

      @@er.manassethy1809 Why can't u translate it in english? Typical andh bhakt!?

  • @niharikadas4361
    @niharikadas4361 Год назад

    Yes, Karma is everything 👍

  • @dsmbharat9668
    @dsmbharat9668 Год назад +5

    ଏମିତିକା ଜୀବ ତ ବର୍ଷା ଦିନେ କେଉଁ ଗାତ କି ପଥର ସନ୍ଧି ରୁ ବାହାରନ୍ତି ଏ ଶୀତ ଦିନେ ଏମାନେ କେଉଁଠାରୁ ଆସିଲେ କିଏ ଏମାନେ😂🤣😂

  • @ruparanjanmishra1433
    @ruparanjanmishra1433 Год назад +6

    Mam r u form odisha or US lot of English not good for health

  • @alokdas1112
    @alokdas1112 Год назад +1

    ଧନ୍ୟ ତୁ ନାରୀ

  • @ayushmohapatra9515
    @ayushmohapatra9515 Год назад +18

    Jhia t BT 36 khaichi 😂😂
    Maikina t ଗିଁହଣା ଖାଇଛି 🤣

    • @bapun6690
      @bapun6690 Год назад +1

      😁

    • @lelamajnu
      @lelamajnu Год назад

      ଆଉ ତୁ କଣ ସୋର୍ଗରୁ ଗଳିଚୁ।ତୋ ବାପା ତୋ ବୋଉକୁ ଗେହିଁଲା କୁ ତୁ ତୋ ବୋଉ ଵିଆ ପଟୁ ବାହାରିଲୁ

  • @jyotirmayeepalo1935
    @jyotirmayeepalo1935 Год назад +8

    ଇଂଲିଶ ଚୋବାଉଛି

  • @omprakasharazz241
    @omprakasharazz241 Год назад

    Really sir good

  • @antaryamisenapati4397
    @antaryamisenapati4397 Год назад +10

    ମ ମତରେ ଯାହାର ମାନିବାର ନାହିଁ ନ ମାନ କିନ୍ତୁ କିନ୍ତୁ ମୁଁ ସଂଖା ପିନ୍ଧୁ ନି ତୁ ରାଣ୍ଡତ ତ ଭାଇ କୁ ବି ସ୍ବାମୀ ବନେଇଦାବୁ କାରଣ ତୁ ପରମ୍ପରା ମାନୁନୁ ନା

  • @RkLifestyle-bb6eg
    @RkLifestyle-bb6eg Год назад +10

    ।।।ଭଗବାନ୍ ଙ୍କୁ ଠୁ ବିଜ୍ଞାନ ଆରମ୍ଭ।।।
    ।।।ଭଗବାନ୍ ଙ୍କୁ ଠୁ ବିଜ୍ଞାନ ଆରମ୍ଭ।।।
    ଦେଖ ଟେ ଓଡ଼ିଶା ଭାଇ ମାନେ ଏ ଭଉଣୀ କହୁଛି ମୁଁ ଶଙ୍ଖା ସିନ୍ଦୂର ଏବଂ ଭଗବାନ୍ ଙ୍କୁ ପୂଜା କରେନି,, ଆମ ହିନ୍ଦୁ ଧର୍ମ ପାଇଁ ଏ ସବୁ କଳଙ୍କ,, ଯୋଉ ମଣିଷ ଭଗବାନ୍ ଙ୍କୁ ବିଶ୍ୱାସ କରୁନି ସେ କୀ ମଣିଷ,, ଭଗବାନ୍ ଙ୍କୁ ଠୁ ବିଜ୍ଞାନ ଆରମ୍ଭ।।।

    • @sushreesubhasmitanayak4169
      @sushreesubhasmitanayak4169 Год назад

      Aau jou manisha pratima ku puja kare hele bastaba gyana na thaye se ki manisha. sankha sindura kebala sanatana re achhi. Bibahita sanatana purusa nka pratika b rahu

    • @Inner.divinity
      @Inner.divinity Год назад

      @@sushreesubhasmitanayak4169 theek katha.. atyacharit purush nka paini purush commission bhi gathan Kara jau

    • @sushreesubhasmitanayak4169
      @sushreesubhasmitanayak4169 Год назад

      @@Inner.divinity purusa commission number b lekha heichi. Baki purusa nka saha kichhi hele se katha kehi biswas karibeni. Aau stree gudaa mundi. Michha re faseile b lagiba. Sata kahuchi. Mo hisab re sabu samaan. Kintu nija nija kartabya hisab re

    • @priyacharandas653
      @priyacharandas653 2 месяца назад +1

      ବିଜ୍ଞାନ ଶବ୍ଦ ରାମାୟଣ, ମହାଭାରତ, ଭାଗବତ ପୁରାଣ ଏବଂ ଅନ୍ୟାନ୍ୟ ଧର୍ମ ଶାସ୍ତ୍ରରେ ବର୍ଣ୍ଣିତ ହୋଇଅଛି ।ହେତୁଵାଦି( ନାସ୍ତିକ ବାଦି) ମାନେ ଯାହାକୁ ବିଜ୍ଞାନ କହନ୍ତି ତାହା ହେଉଛି ଜଡ ବିଜ୍ଞାନ । ଏହାକୁ ବିଦେଶୀ ମାନେ ଉଦ୍ଭାବନ କରିଥିଲେ ‌।

  • @sachidanandamishra4778
    @sachidanandamishra4778 Год назад +2

    ମୁଣିରେ ଜାତକ ଭୁଲ୍ ଥିବ ନଚେତ୍ ଭିଣୋଇ ଙ୍କ ଜାତକ ଭୁଲ୍ ଥିବ। କିମ୍ବା ମୁର୍ଖ ଙ୍କୁ ମେଳକ ଦେଖାଇଥିବେ ।

  • @ludupatra4466
    @ludupatra4466 Год назад +4

    ଗୋଟିଏ ଖାନିକି କହିଲା ଆମ fundamental duty ଆଉ ଜଣେ ଚତୁରୀ କହିଲା ପୂଜା ପାଠ କଲେ ସମୟ ନଷ୍ଟ....ମୋ ପାଟିରେ ଶବ୍ଦ ନାହିଁ ଏ ବେ...ଙ୍କୁ କହିବାକୁ

  • @Chitta626
    @Chitta626 Год назад +6

    ପୂଜା କରିବା ମାନେ ଭଗବାନ ନିକଟରେ ନିଜକୁ ସମର୍ପଣ କରିବା।କର୍ମ ରେ ଗର୍ବ ଭାବ ଛାଡ଼ିକି ସମର୍ପଣ ଭାବ ରଖିବା କଥା।ଗର୍ବ ଟିକେ ଅଧିକ ଅଛି।

    • @sushreesubhasmitanayak4169
      @sushreesubhasmitanayak4169 Год назад

      Murti Pratima ki puja kara jayena. Mora b friends kichhi achanti jiye fula, dhupa, dipa deiki sajei dhajei heiki puja karanti. Aau whatsapp re status chhadanti. Kmti sajeichanti boli. Kintu pacharile kahibe sundar re na sajeile thakura ragibe. Aau kahibe aame janinu samaste karanti aame b dekhiki karuchu. Taa maane tanka ghare real shikhya milini. Aau se thakura kiye? Pratima, pathara. Manisha jou iswara nku maane se nirakar. Ta puja samanya Pratima ku kn pain? Aau mora jou friends karanti bastaba dharma shikhya nahi kintu loka dekhania puja aau status uploaded kete dura thik? Aau jou thakura ragibe. Aeita bokami aai maa ra story nuhe ki? God kn pain ragibe. Se ta aama bhala chahanti. Stree loka nka budhhi pralayankari kouthi naa kouthi thik. 108 bela patra 10 prakara bhoga na dele kuade thakura ragiba. Se God nuhe tebe se saitaan taa nischaya. Gariba loka ta ete jinisa kiniki dei paribani naa. Ki iswara kahi nahanti j mote thik re puja kara aau sabu dia nachet mu ragijibi. karma aau shikhya mukhya katha. Naa ki dekhania niti.samaste karanti aame b karuchu. Ajikali festival kam enjoyment beshi chalichi

    • @Chitta626
      @Chitta626 Год назад

      @@sushreesubhasmitanayak4169 ପୂଜା ମାନେ ମନର ଭକ୍ତି ଓ ବିଶ୍ୱାସ,ମନର ଗର୍ବ ଅହଙ୍କାର ଲୋକଦେଖାଣିଆ ନୁହେଁ।କିଏ କିପରି ପୂଜା କରିବ ତାହା ନିଜ choice ଉପରେ depend କରେ।ମୂଳ କଥା ହେଲା ଈଶ୍ୱରଙ୍କୁ ବିଶ୍ୱାସ କରିବା।ଜଣେ ଯଦି ପଥର କୁ ପୂଜା କରୁଛି ଏହା ତାର choice କିନ୍ତୁ ତା ମନରେ ଯଦି ଈଶ୍ୱର ବିଶ୍ୱାସ ଅଛି, ତେବେ ଏହା ଅନ୍ଧ ବିଶ୍ୱାସ ନୁହେଁ।କାରଣ ଈଶ୍ୱରଙ୍କୁ ବିଶ୍ୱାସ କରିବା ଅନ୍ଧ ବିଶ୍ୱାସ ନୁହେଁ। ପଥର ଟା ପଥର ଅଟେ କିନ୍ତୁ ଈଶ୍ୱର ଇଚ୍ଛା କଲେ ସେ ସବୁ ରୂପ ହୋଇପାରିବେ। God power is 100% trueth. ଯିଏ ଯାହା କରୁଛି ସେ ସେମିତି ପାଇବ ଅନ୍ୟ କାର୍ଯ୍ୟ ରେ ilgal ବାଧା ଦେବା ଠିକ୍ ନୁହେଁ।

    • @sushreesubhasmitanayak4169
      @sushreesubhasmitanayak4169 Год назад

      @@Chitta626 naai semiti nuhe. Jiye jahaku kmti puja kariba. Apana b sei concept re achhanti. Iswara biswas bhala kintu andha pari bhabiba bhul. Apana kn janantini" kounashi byakti gote time re 2 taku puja kari paribani. Ex: sampati,dhana,Pratima aau iswara. Karana j dhana, Pratima aau sampati ku puja kare se iswara nka thu bastaba re dureiki thaye. Kintu taku lage se iswara nkara. Aau jiye iswara nku biswas kare se loka kbe sampati aau sansarika bastu ku puja kariparibani" dhana aau iswara bhitaru janaku choice karibaku pade. Dharma aau sanskruti name re jou mithya prachara hei asuchi. J pregnant lady anei dele grahana khandia,terapana etc huye. Seita kete dura thik? Birth defect, nerves defects thile hin a sabu huye. Sata katha hela aeita kebala sanatana Dharma re gote mithya pratha. Jaha dharma ku neiki andha biswas rahichi. Nachet anya dharma ra loke mari jau nahanti kn pain. Katha iswara biswas aau satyata ra. Kintu ethi ta dharma name re andha biswas chalichi. UP, bihar, mp re tebe ete kn pain religion ku neiki crimess rahuchi. Niyama kahile loke gadhei paribe setiki thik. Baaki katha sabu bekar.

    • @Chitta626
      @Chitta626 Год назад

      @@sushreesubhasmitanayak4169 ବଞ୍ଚିବା ପାଇଁ mony need ଅଟେ,but ମନରେ ଲୋଭ,ମୋହ,ଗର୍ବ ଏସବୁ ରହିବା ଠିକ୍ ନୁହେଁ।ମନ ସ୍ୱଚ୍ଛ ରହିବା ଦରକାର।ମୋ concept ରେ ଲୋଭ,ମୋହ,ଗର୍ବ, ଅହଙ୍କାର,ବଡ଼ ପଣିଆ ଅନ୍ଧ ବିଶ୍ବାସ ଓ କୁସଂସ୍କାର ଅଟେ।ଆଉ ବାକି ମଣିଷର need and choice ସେଥିପାଇଁ argument ଠିକ୍ ନୁହେଁ।

    • @sushreesubhasmitanayak4169
      @sushreesubhasmitanayak4169 Год назад

      @@Chitta626 thanks. Aau eithi argument hin ajatha re parampara badi hin karuchanti. Sata katha ta kahile hetubadi. Asubudha kouthi rahila

  • @lilybehera3108
    @lilybehera3108 Год назад

    thik kahile mem 👌👌

  • @sunilkumarsetha1168
    @sunilkumarsetha1168 Год назад +7

    ଉଚ୍ଚ ହେବା ପାଇଁ କର ଯେବେ ଆଶା
    ଉଚ୍ଚ କର ଆଗେ ନିଜ ମାତୃଭାଷା ।